Sakala News Profile Banner
Sakala News Profile
Sakala News

@SakalaNews

5,467
Followers
139
Following
6,561
Media
41,595
Statuses

Official Twitter feed of Sakala News. FB: TG: IG :

Bhubaneswar
Joined November 2020
Don't wanna be here? Send us removal request.
@SakalaNews
Sakala News
2 years
#ଅର୍ଦ୍ଧ_ନିର୍ମିତ_ଓଭରବ୍ରିଜ_ତଳକୁ_ଖସିଲା_ଟ୍ରକ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧିନ ୧୮ ଓ ୪୯ ନମ୍ବର ଜାତୀୟ ରାଜପଥର ବମ୍ବେ ଛକ ଅର୍ଦ୍ଧନିର୍ମିତ ଓଭରବ୍ରିଜରୁ ତଳକୁ ଖସିଲା OD09K2360 ନମ୍ବର ବିଶିଷ୍ଟ ଟ୍ରକ #Odisha #TheSakala
18
17
166
@SakalaNews
Sakala News
2 years
ରାଜ୍ୟରେ ବଢିଛି ନିଯୁକ୍ତି ହାର : ବର୍ଷକ ମଧ୍ୟରେ ବିଭିନ୍ନ ବିଭାଗରେ ପୂରଣ ହୋଇଛି ୩୦ ହଜାରରୁ ଉର୍ଦ୍ଧ୍ବ ପଦ @thesakala @CMO_Odisha @homeodisha @MoSarkar5T #Odisha #OdishaLeads @Vkpandianfancl1
Tweet media one
40
13
149
@SakalaNews
Sakala News
4 years
ନୂଆରୂପ ପାଇବ କଳିଙ୍ଗ ଷ୍ଟୁଡିଓ, ପ୍ରତିଷ୍ଠା ହେବ ‘ଷ୍ଟେଟ ଅଫ ଦି ଆର୍ଟ’ ଆଧୁନିକ ସିନେମା ହଲ, ବିନିଯୋଗ ହେବ ପ୍ରାୟ ୨୦୦କୋଟି ଟଙ୍କା। ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି #odisha @AnubhavMohanty_ #kalinga_studio
Tweet media one
3
4
131
@SakalaNews
Sakala News
1 year
ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନ ଗସ୍ତରେ ଯାଉଥିବା ବେଳେ ସିଙ୍ଗାପୁର ବିମାନବନ୍ଦରରେ କିଛି ସମୟ ବିମାନ ରହଣୀରେ-ପୁଞ୍ଜି ନିବେଶକ ସମ୍ମିଳନୀକୁ ନେଇ ମୁଖ୍ୟମନ୍ତ୍ରୀ ରଖୁଛନ୍ତି ନିଜର ମତ @CMO_Odisha @Naveen_Odisha @InvestInOdisha @Vkpandianfancl1
4
9
119
@SakalaNews
Sakala News
9 months
ଶଙ୍ଖ ଭବନରେ ମିଳିଲା ସ୍ବତନ୍ତ୍ର ଚାମ୍ବର । ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ନିଜ ଚାମ୍ବରରେ ବସିଲେ ପାଣ୍ଡିଆନ । #VKPandian #NaveenOdisha #BJD #SankhaBhawan #TheSakala
Tweet media one
Tweet media two
Tweet media three
2
6
106
@SakalaNews
Sakala News
1 year
ନୂଆ ଜୀବନ ଦେଲା ‘ଏକ୍‌‌ମୋ ମେସିନ୍‌‌’ : ଯୁବକଙ୍କ ଶ୍ୱାସନଳୀରୁ କଢ଼ାଗଲା ଟ୍ୟୁମର୍‌ @thesakala @CMO_Odisha @Naveen_Odisha @HFWOdisha @MoSarkar5T #odisha @SCBMCHCTC #SCB_MEDICAL #Cuttack
Tweet media one
3
7
89
@SakalaNews
Sakala News
3 years
ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କ ରାଉରକେଲା ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ସହ ବୁଲି ଦେଖିଲେ @thesakala @CMO_Odisha @MoSarkar5T @Naveen_Odisha @Vkpandianfancl1 @suresh_ias
3
6
67
@SakalaNews
Sakala News
1 year
କଳାହାଣ୍ଡି ଗସ୍ତରେ ଥିବା 5T ସଚିବ ଭି କେ ପାଣ୍ଡିଆନ ମିଶନ ଶକ୍ତି ମହିଳାଙ୍କ ସହ କରିଛନ୍ତି ଆଲୋଚନା। ଗସ୍ତ ସମୟରେ ମିଶନ ଶକ୍ତି କାଫେରେ ଖାଇଲେ। ମିଶନ ଶକ୍ତି ମା’ ମାନଙ୍କୁ ନିଜ ପତ୍ନୀ ତଥା ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ସହ ଭିଡିଓ କଲରେ କଥା କରାଇଲେ @MoSarkar5T #odisha @Vkpandianfancl1
Tweet media one
Tweet media two
Tweet media three
Tweet media four
0
7
71
@SakalaNews
Sakala News
2 years
ଆଜି ସକାଳେ ସ୍ୱର୍ଗତ ନବ କିଶୋର ଦାସଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। #NabaDasdeath #NabaKishoreDas #NabaDas #nabakishordas
Tweet media one
2
2
62
@SakalaNews
Sakala News
1 year
ପଶ୍ଚିମା ଝଡ଼ର ପ୍ରଭାବରେ ବାରିପଦାରେ ପ୍ରବଳ ବର୍ଷା, ପବନ ସହ ବିଜୁଳି ଓ ଘଡ଼ଘଡ଼ିଜନିତ ବର୍ଷା ହୋଇଛି। @mcbbsr #Odisha #WeatherUpdate #Weathernews
1
5
60
@SakalaNews
Sakala News
3 years
ସିଲ୍‌ଭର ସିଟିରେ ଅପରେସନ୍‌ ଟ୍ରିପଲ ‘ସି’, ଥରହର ଅପରାଧୀ @thesakala #Cuttack #CrimeCleanCity #SilverCityCuttack @cpbbsrctc @dcp_cuttack
1
2
59
@SakalaNews
Sakala News
3 years
ଆସନ୍ତା ୨୨ ତାରିଖରେ ମୁଖ୍ଯମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ: ବାଣ୍ଟିବେ ସ୍ବାସ୍ଥ୍ଯ କାର୍ଡ, ଖୋଲିବେ ବିକାଶର ପେଡି @thesakala @Vkpandianfancl1 @bjd_odisha @BJDITWing #SmartHeathCard #Balangir #Odisha
3
10
57
@SakalaNews
Sakala News
3 years
ଏସସିବି ସମ୍ପ୍ରସାରଣ, ତାଳଦଣ୍ଡା କେନାଲ୍ ଓ ନେତାଜୀ ବସ୍ ଟର୍ମିନାଲ୍ ପ୍ରକଳ୍ପର ତଦାରଖ କଲେ ୫ଟି ସଚି�� ଭି.କେ ପାଣ୍ଡିଆନ୍ @thesakala @Vkpandianfancl1 @MoSarkar5T @CMO_Odisha
2
6
56
@SakalaNews
Sakala News
1 year
‘ବିଜୁ ଏକ୍ସପ୍ରେସ୍‌‌ ୱେ’ ରାସ୍ତା ପାର୍ଶ୍ବରେ ସ୍ଥାପନ ହେବ ୨୫ରୁ ଊର୍ଦ୍ଧ୍ବ ଶିଳ୍ପପୁଞ୍ଜ, ଉପକୃତ ହେବେ ୧୦ ଜିଲ୍ଲାର ସାଧାରଣ ଜନତା @thesakala @CMO_Odisha @Naveen_Odisha @MoSarkar5T #odisha #biju_expressway @Vkpandianfancl1
Tweet media one
4
5
53
@SakalaNews
Sakala News
1 year
ପରିବେଶ ପ୍ରତି ପ୍ରତିବଦ୍ଧତା: ବୃକ୍ଷରୋପଣରେ ବିତୁଛି ଅବସର କାରଣ ଗଛ ବଞ୍ଚିଲେ ପ୍ରକୃତି ବଞ୍ଚିବ। ପ୍ରକୃତି ସୁରକ୍ଷିତ ରହିଲେ ପୃଥିବୀ ସୁରକ୍ଷିତ ରହିବ
Tweet media one
2
1
49
@SakalaNews
Sakala News
1 year
ପୁରୀ-କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ୫ଟି ସଚିବ, ଜୁନ ୧୫ ସୁଦ୍ଧା ଶେଷ ହେବ ନେତାଜୀ ବସ ଟର୍ମିନାଲ କାମ @thesakala @CMO_Odisha @MoSarkar5T @CMCCuttack @CuttackDM @Puri_Official #Odisha #Vkpandian @Vkpandianfancl1
1
6
52
@SakalaNews
Sakala News
1 year
ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ସମୟରେ ବଡଯୋଡ ପଞ୍ଚାୟତର ଗୁହାଳଡିହୀ ଗ୍ରାମକୁ ଯାଇ ଏସଏସଜି ମହିଳା ଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ସବାଇ ଗ୍ରାମ ମଧ୍ୟ ଵୁଲି ଦେଖିଥିଲେ ପାଣ୍ଡିଆନ୍‌ #Odisha #Mayurbhanj @Vkpandianfancl1
Tweet media one
Tweet media two
Tweet media three
Tweet media four
1
3
51
@SakalaNews
Sakala News
2 years
ଶାନ୍ତି ଓ ଭାଇଚାରା ପାଇଁ ଓଡ଼ିଶା ପ୍ରସିଦ୍ଧ, ସବୁ ବର୍ଗର କଲ୍ୟାଣ ହିଁ ପ୍ରକୃତ ବିକାଶ : ମୁଖ୍ୟମନ୍ତ୍ରୀ @thesakala @CMO_Odisha @Naveen_Odisha @KhanMuzibulla @Vkpandianfancl1 #Odisha
4
8
50
@SakalaNews
Sakala News
2 years
ଇନଷ୍ଟାଗ୍ରାମରେ କ୍ରୀଡ଼ାପ୍ରେମୀଙ୍କ ସହ 5T ସଚିବଙ୍କ ଲାଇଭ ବିଚାରବିମର୍ଶ, ହକି ବିଶ୍ବକପ୍‌ ଉପରେ ବିଭିନ୍ନ ପ୍ରଶ୍ନର ଦେଲେ ଉତ୍ତର @thesakala @MoSarkar5T #NaveenPatnaik @Vkpandianfancl1 #HockeyWorldCup #Odisha
2
4
50
@SakalaNews
Sakala News
2 years
କଳିଙ୍ଗ ଷ୍ଟାଡିୟମ୍‌‌ରେ ଖୋଲିବ ‘ମିଲେଟ୍‌‌ ଶକ୍ତି’, ଆଉଟ୍‌‌ଲେଟ୍‌‌ରୁ ଖେଳାଳି ଓ ଦର୍ଶକ ନେବେ ମିଲେଟ୍‌‌ ଫୁଡ୍‌‌ର ମଜା @thesakala @CMO_Odisha @MilletsOdisha @rajaaswain @arvindpadhee @sports_odisha #HockeyWorldCup2023 #Odisha
Tweet media one
0
3
50
@SakalaNews
Sakala News
3 years
ଅଭାବୀଙ୍କ ପାଇଁ ବରଦାନ ପାଲଟିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ: ସୁସ୍ଥ ହୋଇ ଘରକୁ ଫେରିଲେ ଭାସ୍କର @thesakala #BSKY #Gajapati #BhaskarRao @CMO_Odisha @Vkpandianfancl1 @Naveen_Odisha
2
14
47
@SakalaNews
Sakala News
2 years
#ଆଦିବାସୀ_ମେଳା_୨୦୨୩_ଉଦଘାଟିତ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ ପରେ ଷ୍ଟଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ୟୁନିଟ-୧, ପ���ରଦର୍ଶନୀ ପଡିଆରେ ଆଦିବାସୀ ମେଳା ରାଜଧାନୀରେ ଲୋକ ଦେଖିବେ ଆଦିବାସୀଙ୍କ ଜୀବନଶୈଳୀ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ଓ ସଂଗୃହିତ କଳା ସାମଗ୍ରୀ ପ୍ରଦର୍ଶିତ #NaveenPatnaik #Odisha #TheSakala
Tweet media one
Tweet media two
Tweet media three
Tweet media four
2
1
47
@SakalaNews
Sakala News
2 years
ଆସନ୍ତାକାଲି ପାଳନ ହେବ ମାଣ୍ଡିଆ ଦିବସ, ସାଧାରଣରେ ଆଦୃତ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର @thesakala @MilletsOdisha @CMO_Odisha @Naveen_Odisha @rajaaswain @arvindpadhee @mission_shakti #MandiaDibasa #Odisha @Vkpandianfancl1
2
7
45
@SakalaNews
Sakala News
1 year
ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ସମୟରେ ବାରିପଦା ଷ୍ଟାଡିୟମ ବୁଲିବା ସହ ଦୁଇଟି ଜିମ୍ ବୁଲି କ୍ରୀଡା ଛାତ୍ରାବାସରେ ପହଂଚିଥିଲେ 5ଟି ସଚିବ ଭି.କେ ପାଣ୍ଡିଆନ୍, ଛାତ୍ରାବାସରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ତାଙ୍କ ସହିତ ସକାଳ ଜଳଖିଆ ଖାଇ ଇନ୍‌ଡୋର ଷ୍ଟାଡିୟମରେ ବ୍ୟାଡ୍‌ମିଣ୍ଟନଖେଳିଥିଲେ #Odisha #Mayurbhanj @Vkpandianfancl1
Tweet media one
Tweet media two
Tweet media three
Tweet media four
1
4
43
@SakalaNews
Sakala News
10 months
'ନବୀନ' ରୂପାନ୍ତରଣର ସୁଦକ୍ଷ ସେନାପତି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଓଡିଶା ଗଠନରେ ସାରଥୀ ସାଜିଛନ୍ତି ଭି.କେ ପାଣ୍ଡିଆନ @Naveen_Odisha @Vkpandianfancl1
Tweet media one
4
5
42
@SakalaNews
Sakala News
3 years
ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାକୁ ଆଉ ଏକ ପୁରସ୍କାର, ସହରାଞ୍ଚଳରେ ରୋଜଗାର ପଦକ୍ଷେପ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଞ୍ଚମ ଗୁଆଙ୍ଗଝୁ ପୁରସ୍କାର @thesakala @CMO_Odisha @HUDDeptOdisha @IPR_Odisha @Naveen_Odisha @Vkpandianfancl1 #Bhubaneswar #Odisha
1
13
44
@SakalaNews
Sakala News
1 year
ପ୍ରତିଷ୍ଠା ହେବ ୫୦୦ଟି ମିଶନ ଶକ୍ତି ବଜାର, ଏସଏଚଜି ମହିଳାଙ୍କୁ ଉଦ୍ୟୋଗୀରେ ପରିଣତ କରିବା ମିଶନ ଶକ୍ତିର ଲକ୍ଷ୍ୟ @thesakala @CMO_Odisha @Naveen_Odisha @mission_shakti @MoSarkar5T #Odisha #mission_shakti #odishanews @Vkpandianfancl1
6
8
42
@SakalaNews
Sakala News
3 years
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମଗିରି ଗସ୍ତ, ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ସହ କରିବେ ହଜାରେ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ @thesakala @CMO_Odisha @Vkpandianfancl1 #CMO #Odisha #NaveenPatnaik
0
9
42
@SakalaNews
Sakala News
3 years
ଉଜୁଡ଼ା ସଂସାର ସଜାଡ଼ିଲା ବିଏସକେୱାଇ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଝିଅ ଲକ୍ଷ୍ମୀପ୍ରିୟା @thesakala #SmartCard #BSKY @CMO_Odisha @Naveen_Odisha @Vkpandianfancl1 @MoSarkar5T @nabadasjsg
1
10
37
@SakalaNews
Sakala News
1 year
ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ ପାଇଁ ଏବେ ଦେଶର ଏକ ପ୍ରମୁଖ ଠିକଣା ପାଲଟିଛି ‘କଳିଙ୍ଗ ଷ୍ଟାଡିୟମ୍‌‌’ @CMO_Odisha @Naveen_Odisha @sports_odisha @btushar02 @MoSarkar5T #Odisha @Vkpandianfancl1
Tweet media one
0
4
41
@SakalaNews
Sakala News
2 years
ସମ୍ବଲପୁରରେ ଦେଢ଼ ଲକ୍ଷ ମହିଳା ସ୍ୱାବଲମ୍ବୀ : ମିଶନ ଶକ୍ତି @Naveen_Odisha @mission_shakti @Vkpandianfancl1
Tweet media one
3
6
40
@SakalaNews
Sakala News
2 years
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ସାହିତ୍ୟିକ ଡ.ଗାୟତ୍ରୀବାଳା ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଅବସରରେ ଡ. ପଣ୍ଡାଙ୍କ ସ୍ୱାମୀ ତଥା ସାଂସଦ ମାନସ ମଙ୍ଗରାଜ ଓ ପୁଅ ମନୀତ ମଙ୍ଗରାଜ ଉପସ୍ଥିତ ଥିଲେ #SahityaAkademi #TheSakala
Tweet media one
Tweet media two
1
2
38
@SakalaNews
Sakala News
2 years
ପଟ୍ଟା ଦେବା ପାଇଁ 5000 ଲାଞ୍ଚ ନେବା ବେଳେ ମାଡି ବସିଲେ ଭିଜିଲାନ୍ସ #TheSakala
Tweet media one
2
0
38
@SakalaNews
Sakala News
2 years
ଜାତୀୟ ପତାକା ତିଆରି କରିବାର ଦାୟିତ୍ୱ ଅର୍ପଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ତିନି ଜିଲ୍ଲାର ମିଶନ ଶକ୍ତି ମା’ @thesakala #NaveenPatnaik @mission_shakti @Vkpandianfancl1 #Odisha
1
7
37
@SakalaNews
Sakala News
2 years
ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ, ଶ୍ରୀମନ୍ଦିର ଉନ୍ନତିକରଣ ନେଇ କଲେ ଆଲୋଚନା @thesakala @Vkpandianfancl1 #Puri #Odisha
1
5
37
@SakalaNews
Sakala News
1 year
#ରୂପ_ବଦଳାଇଛି_ରୂପାନ୍ତରଣ ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ତଥା ସ୍କୁଲଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି ଆମୂଳଚୂଳ ପରିବର୍ତ୍ତନ ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବଦଳୁଛି ବିଦ୍ୟାଳୟର ଚେହେରା
Tweet media one
7
1
34
@SakalaNews
Sakala News
2 years
#ନବୀନଙ୍କ_ନୂଆ_ମନ୍ତ୍ରୀମଣ୍ଡଳ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ @pramila_mallick #OdishaCabinetReshuffle #CabinetReshuffle
Tweet media one
3
1
37
@SakalaNews
Sakala News
3 years
ମା’ ମାନଙ୍କୁ ବଳ ଯୋଗାଉଛି ‘ମିଶନ ଶକ୍ତି’: ଘରର ଅର୍ଥନୀତି ସୁଧୁରିବା ସହ ସମୃଦ୍ଧ ହୋଇଛି ଗ୍ରାମୀଣ ଅର୍ଥନୀତି @thesakala @mission_shakti @CMO_Odisha @Naveen_Odisha @Vkpandianfancl1 @MoSarkar5T
3
7
36
@SakalaNews
Sakala News
8 months
କଠିନ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ, ୫ ବର୍ଷର ପରିଶ୍ରମ ୫୦ ବର୍ଷ ପାଇଁ ଖୁସି ଆଣିଦେବ : କାର୍ତ୍ତିକ ପାଣ୍ଡିଆନ @thesakala #5Tchairman #KartikPandian #Koraput #Odisha @Vkpandianfancl1
2
4
35
@SakalaNews
Sakala News
3 years
ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ- ମୁଖ୍ୟମନ୍ତ୍ରୀ @thesakala #NaveenPatnaik @Vkpandianfancl1 #coronavirus #OdishaCares #Odisha
0
9
36
@SakalaNews
Sakala News
1 year
ସୁପର କପ୍‌‌ ଫୁଟବଲ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଏଫସି ଖେଳାଳି @thesakala @sports_odisha @OdishaFC
Tweet media one
0
2
35
@SakalaNews
Sakala News
1 year
୫-ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତ: ଶ୍ରୀ ବଳଦେବଜୀଉ, ଦଧିବାମନ ମନ୍ଦିର ଓ ରାମଚଣ୍ଡୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ @thesakala @MoSarkar5T @Vkpandianfancl1 #Kendrapara #Odisha
2
4
35
@SakalaNews
Sakala News
2 years
ପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବା ସହ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କଲେ 5ଟି ସଚିବ @thesakala @Vkpandianfancl1 #Puri #Odisha
3
3
36
@SakalaNews
Sakala News
1 year
ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ସମୟରେ ଏମକେସି ହାଇସ୍କୁଲ ପରଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହ ପାଠପଢା ଓ ସ୍କୁଲରେ ଥିବା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍ #Odisha #5Tsecreatry @Vkpandianfancl1 #Mayurbhanj
Tweet media one
Tweet media two
2
4
35
@SakalaNews
Sakala News
1 year
ବିକାଶର ନୂଆ ଇତିହାସ ଲେଖିବ କଳାହାଣ୍ଡି : ବିମାନରେ ଉଡ଼ିବେ କଳାହାଣ୍ଡିବାସୀ, ଡିସେମ୍ବର ସୁଦ୍ଧା ଉତ୍‌କେଲା ବିମାନ ଘାଟି ରନୱେ ସମ୍ପ୍ରସାରଣ @thesakala @MoSarkar5T #Odisha @DmKalahandi #vkpandian #5tsecretary @Vkpandianfancl1
1
6
35
@SakalaNews
Sakala News
9 months
ବିରୋଧୀଙ୍କୁ ୫ଟି ଅଧ୍ୟକ୍ଷଙ୍କ ତେରଛା ବାଣ: ‘ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ’ @thesakala #5Tchairman #KartikPandian #Kendrapara @Vkpandianfancl1 #Odisha
2
3
34
@SakalaNews
Sakala News
3 years
ମହାପ୍ରଭୁଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି @thesakala #ChiefJusticeOfIndia #JagannathTemple #NVRamana #Odisha #Puri @Vkpandianfancl1
0
9
35
@SakalaNews
Sakala News
3 years
ବିପଦ ସମୟରେ ଛିଡ଼ାହେଲେ ପ୍ରଣବ ପ୍ରକାଶ @thesakala #PranabPrakashDas
4
3
36
@SakalaNews
Sakala News
2 years
ନାରୀ ସଶକ୍ତିକରଣ ଓ ଯୁବ ନେତୃତ୍ୱରେ ବିଜେଡି ରଚିଲା ଇତିହାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନରେ ୭୦% ମହିଳା #TheSakala @bjd_odisha @BJDITWing @Vkpandianfancl1 #BJDForOdisha #womenempowerment #Odisha
1
7
34
@SakalaNews
Sakala News
1 year
କଳାହାଣ୍ଡିରେ ବିକାଶର ମାରାଥନ ସମୀକ୍ଷା କରୁଛନ୍ତି 5T ସଚିବ, ଖୁବଶୀଘ୍ର ନୂଆ ରୂପ ପାଇବ ବେଲଖଣ୍ଡି ଶିବ ମନ୍ଦିର @thesakala @MoSarkar5T #Kalahandi #5TSecretary #VKpandian #Odisha @Vkpandianfancl1
1
5
34
@SakalaNews
Sakala News
3 years
ଚିକିତ୍ସା ପାଇଁ କେହି ବିକିବେନି ସମ୍ପତ୍ତି, ପ୍ରତିଟି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟର ଦାୟିତ୍ୱ ମୋର- ମୁଖ୍ଯମନ୍ତ୍ରୀ @thesakala @CMO_Odisha @Vkpandianfancl1 #SmartCard #BSKY
1
6
33
@SakalaNews
Sakala News
1 year
#ଡ୍ରାଇଭରଙ୍କ_ପାଇଁ_ରାଜ୍ୟ_ସରକାରଙ୍କ_ବଡ_ଘୋଷଣା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ମୃତ୍ୟୁ କ୍ଷେତ୍ରରେ, ମୃତ ଡ୍ରାଇଭର/କର୍ମଚାରୀଙ୍କ ମନୋନୀତ ବ୍ୟକ୍ତିଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଅତି ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କାର ସହାୟତା ଘୋଷଣା #DriverAssociation
Tweet media one
1
4
32
@SakalaNews
Sakala News
3 years
ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା, ସାମିଲ ହେବେ ୫୦ହଜାର କଳାକାର @thesakala @CMO_Odisha #ArtistAssistanceScheme
0
9
33
@SakalaNews
Sakala News
2 years
ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵରରେ ୫ଟି ସଚିବ ଭିକେ ପାଣ୍ଡିଆନ @thesakala @Vkpandianfancl1 #Koraput #GupteswarTemple
4
2
32
@SakalaNews
Sakala News
2 years
ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ନିର୍ବାଚିତ ହେଲେ ବିଜେଡି ସାଂସଦ ମାନସ ମଙ୍ଗରାଜ @thesakala #Odisha @CMO_Odisha @manasrmangaraj #RajyaSabha #MPEDA @pranabpdas @Vkpandianfancl1 @ManasMangarajFC
7
3
32