FoodOdisha Profile Banner
FoodOdisha Profile
FoodOdisha

@Food_Odisha

95,736
Followers
90
Following
4,158
Media
4,911
Statuses

Food Supplies & Consumer Welfare Department, Government of Odisha

Bhubaneshwar, India
Joined June 2016
Don't wanna be here? Send us removal request.
@Food_Odisha
FoodOdisha
8 hours
#ସ୍ୱାଧୀନତାଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଦିବସରେ ଆମ ମହାପୁରୁଷମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସହ ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆସନ୍ତୁ ସଂକଳ୍ପବଦ୍ଧ ହେବା। #JaiHind #IndependenceDay2024
Tweet media one
1
2
21
@Food_Odisha
FoodOdisha
22 hours
ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନବରଙ୍ଗପୁର ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀମାନେ ଉପସ୍ଥିତ ଥିଲେ। #Odisha
Tweet media one
0
2
21
@Food_Odisha
FoodOdisha
23 hours
ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରେ ୭ଟି ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଆଳୁ ବିକ୍ରି ଆରମ୍ଭ ହୋଇଛି। ଖାଉଟିଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ପ୍ରତିଦିନ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ହାଟ, ବଜାର, ଖୁଚୁରା ଦାକାନ ଆଦି ଚଢାଉ ଜାରୀ ରହିଛି। #Odisha @sicaodisha
Tweet media one
1
0
6
@Food_Odisha
FoodOdisha
1 day
Sale of potato at subsidised price continues across all the districts of #Odisha . The state govt is working round the clock to ensure availability of essential commodities to all the consumers. @sicaodisha
Tweet media one
Tweet media two
Tweet media three
Tweet media four
0
1
20
@Food_Odisha
FoodOdisha
1 day
ଖରିଫ୍ ଫସଲ କ୍ରୟ (ଧାନ ସଂଗ୍ରହ ବର୍ଷ ୨୦୨୪-୨୫) ପାଇଁ କୃଷକ ପଞ୍ଜିକରଣ ୧୬ ଅଗଷ୍ଟ ୨୦୨୪ରେ ଶେଷ ହେଉଛି। #Odisha #Kharif
Tweet media one
3
6
54
@Food_Odisha
FoodOdisha
2 days
Women self help groups (WSHGs) are selling potatoes at various blocks of Nayagarh. FS & CW dept has ensured availability of potatoes at subsidised price for consumers. #Odisha @sicaodisha
Tweet media one
Tweet media two
1
2
24
@Food_Odisha
FoodOdisha
2 days
ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୂର୍ ଗ୍ରାମ ପଞ୍ଚାୟତରେ ଆଳୁର ସରକାରୀ ସୁଲଭ ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଖାଉଟିଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ପ୍ରତିବଦ୍ଧ। #Odisha @sicaodisha
Tweet media one
0
0
6
@Food_Odisha
FoodOdisha
2 days
ଓଡ଼ିଶା ସରକାର ଖାଉଟିଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ପ୍ରତିବଦ୍ଧ ସେଥିପାଇଁ ବିଭିନ୍ନ ଜିଲ୍ଲାର ସରକାରୀ ଖୁଚୁରା ଦୋକାନ (FPS) ରେ ଆଳୁ ବିକ୍ରି କରାଯାଇଛି। #Odisha @sicaodisha
Tweet media one
0
0
19
@Food_Odisha
FoodOdisha
2 days
Sale of potatoes through fair price shops across various districts of #Odisha . FS & CW Dept has asked district officials to sell potatoes at subsidised price in order to protect the consumers' interest. #FoodOdisha @sicaodisha
Tweet media one
0
0
11
@Food_Odisha
FoodOdisha
3 days
#ConsumerRights : ବିଭିନ୍ନ ଜିଲ୍ଲାରେ ବ୍ୟବସାୟ ପ୍ରତିଷ୍ଠାନରେ ମହଜୁଦ ଥିବା ଅତ୍ୟାବଶ୍ୟକ ସାମଗ୍ରୀର ନିରୀକ୍ଷଣ ଓ ମୂଲ୍ୟ ଯାଞ୍ଚ କରାଯାଇଛି। ଗ୍ରାହକମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ଓଡିଶା ସରକାର ପ୍ରତିବଦ୍ଧ। #Odisha @sica_odisha
Tweet media one
0
0
7
@Food_Odisha
FoodOdisha
3 days
Meeting with potato traders to ensure availability of essential commodities and prevent black marketing. Selling of potatoes at different FPS under Umerkote, Nabarangpur. #Odisha @sicaodisha
Tweet media one
Tweet media two
Tweet media three
0
0
29
@Food_Odisha
FoodOdisha
3 days
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶ କ୍ରମେ ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଚିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାର ସରକାରୀ ଖୁଚୁରା ଦୋକାନରେ ରିହାତି ମୂଲ୍ୟରେ ଆଳୁ ବିକ୍ରି କରାଯାଉଛି। #Odisha @sicaodisha
Tweet media one
0
2
16
@Food_Odisha
FoodOdisha
3 days
#Odisha govt has started selling potatoes at FPSs across the state under the public distribution system (PDS) in order to protect the consumers' interest. #ConsumerProtection @CMO_Odisha @Krushnach_Patra @sicaodisha @IPR_Odisha
1
0
3
FoodOdisha Retweeted
@sicaodisha
SICA Odisha
3 days
ଖାଉଟିଙ୍କୁ ସୁଲଭ ଦରରେ ଆଳୁ ଯୋଗାଣ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି।
0
1
9
@Food_Odisha
FoodOdisha
3 days
ଖାଉଟିଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଓଡିଶା ର ବିଭିନ୍ନ ଜିଲ୍ଲାର ସରକାରୀ ଖୁଚୁରା ଦୋକାନ (FPS) ରେ ଆଳୁ ବିକ୍ରି ଆରମ୍ଭ କରାଯାଇଛି। #Odisha @sicaodisha
Tweet media one
0
2
29
FoodOdisha Retweeted
@UNWFP_India
World Food Programme in India
6 days
We at @WFP in India are proud of this automation milestone #Annapurti , which will provide transparent, convenient access to citizens' food entitlements under the National Food Security Act. #Odisha gets #India 's first 24/7 rice ATM via @timesofindia
Tweet media one
Tweet media two
Tweet media three
Tweet media four
0
7
11
@Food_Odisha
FoodOdisha
5 days
ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ଯମରେ ଯେଉଁ ପ୍ରବାସୀ ଶ୍ରମିକଙ୍କ ଫିଲ୍ଡ ଭେରିଫିକେସନ୍ ଓ ଡିଜିଟାଇଜେସନ ହୋଇନାହିଁ, ତାହାର ଅଗ୍ରଗତି ସମୀକ୍ଷା କରିଛନ୍ତି।
Tweet media one
Tweet media two
Tweet media three
0
2
38