Ranendra Pratap Swain Profile Banner
Ranendra Pratap Swain Profile
Ranendra Pratap Swain

@rajaaswain

79,883
Followers
85
Following
7,276
Media
17,931
Statuses

Eight Terms MLA in Odisha Legislative Assembly from Athagarh Constituency.Views Personal. RT isn't Endorsement.

Cuttack, Odisha,India
Joined August 2011
Don't wanna be here? Send us removal request.
@rajaaswain
Ranendra Pratap Swain
4 years
ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଳକ ଜମରତଲା ପଞ୍ଚାୟତ ଅନ୍ତର୍ଲା କଲୋନୀ ପଡ଼ାର ଜଣେ ବୁଢ଼ୀ ମା ଯଶୋଦା ସେଟ, ବୟସ - ୮୧ ସେ ଚାଉଳ ପାଉନାହାନ୍ତି ଖବର ପାଇବା କ୍ଷଣି ମୁଁ CSO ଙ୍କ ସହ କଥାହୋଇ SFSS ଯୋଜନାରେ ରାସନ କାର୍ଡ ଯୋଗାଇଦିଆଯାଇଛି ତାଙ୍କର କାର୍ଡ଼ ନଂ ହେଲା ୦୩୧୧୧୧୧୧୨୧୨
Tweet media one
Tweet media two
207
48
1K
@rajaaswain
Ranendra Pratap Swain
1 month
64
61
1K
@rajaaswain
Ranendra Pratap Swain
4 years
Deeply anguished to hear about the sad demise of former President of our nation Bharat Ratna, Shri Pranab Mukherjee ( @CitiznMukherjee ) ji. His demise has left a political vacuum which can never be filled. My deep condolences to his bereaved family. May his soul rest in peace.
Tweet media one
14
76
973
@rajaaswain
Ranendra Pratap Swain
2 years
ମୋ ନାତିର ଏକୋଇଶିଆ ପାଳନ ଅବସରରେ ନାତି ଟୋକାକୁ ମୋର ଆଶୀର୍ବାଦ ଜଣାଇଲି। ପ୍ରଭୁ ଶ୍ରୀ ଜଗନ୍ନାଥ ତାକୁ ସର୍ବଦା ଆଶୀର୍ବାଦ କରିବା ସହିତ ତାକୁ ସୁସ୍ଥ ଏବଂ ନିରାମୟ ରଖନ୍ତୁ ଏତିକି କାମନା କରୁଛି।
Tweet media one
64
28
866
@rajaaswain
Ranendra Pratap Swain
3 years
Tweet media one
Tweet media two
39
14
815
@rajaaswain
Ranendra Pratap Swain
2 years
ସମସ୍ତଙ୍କୁ ଅନୁରୋଧ ମୋତେ ଦିଆଯାଇଥିବା ବିଭାଗ ଯଥା @krushibibhag , @farddept , @MilletsOdisha , @Horticultureod1 , @soilcons_odisha , @OdishaFisheries ସମ୍ପର୍କିତ ନିଜର ସମସ୍ତ ଅଭିଯୋଗ ମୋତେ ଟ୍ଵିଟର ମାଧ୍ୟମରେ ଜଣାଇଲେ ମୁଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।
245
139
751
@rajaaswain
Ranendra Pratap Swain
5 years
I am grateful to my leader our Hon'ble CM Shri @Naveen_Odisha ji for renewing faith & confidence in me to serve the people of Odisha as a Cabinet Minister. I shall work hard to keep up his confidence bestowed upon me. #JayJagannath #BandeUtkalaJanani
Tweet media one
Tweet media two
Tweet media three
Tweet media four
140
30
729
@rajaaswain
Ranendra Pratap Swain
26 days
Received Guard of Honour on my arrival at Odisha Legislative Assembly today.
Tweet media one
17
14
694
@rajaaswain
Ranendra Pratap Swain
4 years
I have been tested positive for #COVID19 . Although I don't have any symptoms I am at home isolation as advised by my doctor. I have requested all my staff and each one who came in contact to get them tested as soon as possible. @CMO_Odisha @IPR_Odisha
250
37
667
@rajaaswain
Ranendra Pratap Swain
26 days
Administered oath to former CM Shri @Naveen_Odisha as a member of the Odisha Legislative Assembly.
11
29
603
@rajaaswain
Ranendra Pratap Swain
1 year
ପ୍ରତି ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏହା କେବଳ ଓଡ଼ିଶାରେ ନୁହଁ ଯେଉଁଠାରେ ଓଡ଼ିଆ ଅଛନ୍ତି ସେଇଠି ତାହାର ଚାହିଦା ରହିଛି। ଆଜି ପଖାଳ ଦିବସ ଅବସରରେ ସମସ୍ତ ଓଡ଼ିଆଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। #Pakhala #PakhalaDibasa
Tweet media one
27
18
568
@rajaaswain
Ranendra Pratap Swain
4 years
ପରମ୍ପରାକୁ ବଜାଇ ରଖିବାକୁ ଯାଇ ଆଜି ଆଠଗଡ ବ୍ଲକ ଅନ୍ତର୍ଗତ ଧାଇପୁର ଗ୍ରାମ ପଞ୍ଚାୟତର ଗଦାଧରପୁର ଠାରେ ନିରାଡ଼ମ୍ବର ଭାବେ ପାରମ୍ପରିକ ଅଖିମୁଠି ଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Tweet media one
Tweet media two
19
22
567
@rajaaswain
Ranendra Pratap Swain
1 month
କାମଚଳା ବାଚସ୍ପତି ଦାୟିତ୍ଵ ଗ୍ରହଣ କରିବା ଅବସରରେ।
Tweet media one
Tweet media two
26
12
578
@rajaaswain
Ranendra Pratap Swain
1 month
Took charge as the Pro-Tem Speaker of the Odisha Legislative Assembly today.
Tweet media one
32
12
537
@rajaaswain
Ranendra Pratap Swain
1 year
Happy to meet my younger brother Retd SP Shri Ajeya Pratap Swain, who paid me a visit today at Krushi Bhawan and presented me with these organic tomatoes from his rooftop garden.
Tweet media one
26
18
499
@rajaaswain
Ranendra Pratap Swain
4 years
With the onset of symptoms last night, I have been admitted to Sum Covid Hospital as per the advice of doctors for better care. I sincerely thank everyone who have wished me for my speedy recovery.
80
8
474
@rajaaswain
Ranendra Pratap Swain
2 years
ଲୋକସେବା ଭବନ ପରିସରସ୍ଥିତ କନଭେନସନ୍ ହଲ୍ ଠାରେ ମହାମହିମ ରାଜ୍ୟପାଳଙ୍କ ଦ୍ଵାରା କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ଙ୍କ ଦିଗଦର୍ଶନରେ ଓଡ଼ିଶାର ଜନସାଧାରଣଙ୍କ ସେବା କରିବାପାଇଁ ସୁଯୋଗ ମିଳିଥିବାରୁ ମାନ୍ୟବର ମୁଖମନ୍ତ୍ରୀଙ୍କୁ ପୁନର୍ବାର ଧନ୍ୟବାଦ୍ ଜଣାଉଛି ।
Tweet media one
115
35
478
@rajaaswain
Ranendra Pratap Swain
4 years
ମୋର ଘନିଷ୍ଠ ରାଜନୈତିକ ବନ୍ଧୁ ତଥା ପିପିଲିର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ମହାରଥୀଙ୍କର ଆଜି ସକାଳେ ବିୟୋଗ ଖବର ଶୁଣି ମୁଁ ନିସ୍ତବ୍ଧ ଏବଂ ମର୍ମାହତ। ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାର ସଦଗତି କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ।
50
12
446
@rajaaswain
Ranendra Pratap Swain
1 year
ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୪୫ ନମ୍ବର ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା କୁମାରୀ ସମୀକ୍ଷା ମହାପାତ୍ର ଆଜି ମୋର ସରକାରୀ ବାସଭବନକୁ ଆସି ଆଶୀର୍ବାଦ ନେବା ଅବସରରେ। ତାଙ୍କର ବାପା ମନୋଜ କୁମାର ମହାପାତ୍ର (ବାବୁ), ମୋର ଜଣେ ଘନିଷ୍ଠ ଏବଂ ପୁରୁଣା ସହଯୋଗୀ ଅଟେ। ମୁଁ ସମୀକ୍ଷାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତମ ଭବିଷ୍ୟତ
Tweet media one
Tweet media two
40
18
453
@rajaaswain
Ranendra Pratap Swain
4 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ji ଙ୍କ ନିର୍ଦ୍ଦେଶକ୍ରମେ ଓ କରୋନାକୁ ଆଖି ଆଗରେ ରଖି, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀ ମାନଙ୍କୁ ଆଗାମୀ ୫ ମାସ ପାଇଁ ମୁଣ୍ଡ ପିଛା ୫ କିଲୋ ଚାଉଳ ଓ ୧ କିଲୋ ଚଣା ଡାଲି ଦିଆଯିବ।
58
26
445
@rajaaswain
Ranendra Pratap Swain
1 year
ଧବଳେଶ୍ଵର ସେତୁ 🙏🏻
Tweet media one
Tweet media two
Tweet media three
34
34
452
@rajaaswain
Ranendra Pratap Swain
2 years
ଜୀବନରେ ଅନେକ ସମ୍ପର୍କ ଗଢାହୁଏ ତା ମଧ୍ୟରୁ ଜେଜେ-ନାତିର ସମ୍ପର୍କ କିନ୍ତୁ ନିଆରା। ଆଜି ଆମ ଘରକୁ ନୂଆ କରି ଆସିଥିବା ମୋର ତୃତୀୟ ପିଢ଼ିକୁ କୋଳରେ ଧରିବାର ଆନନ୍ଦ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଓ ଅବର୍ଣ୍ଣନୀୟ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋ ନାତିର ଦୀର୍ଘାୟୁ କାମନା କରୁଛି ।
Tweet media one
63
25
445
@rajaaswain
Ranendra Pratap Swain
1 year
Celebrating #Holi with my family at #Bhubaneswar . #HappyHoli
Tweet media one
Tweet media two
35
8
452
@rajaaswain
Ranendra Pratap Swain
4 years
"ମା" ହିଁ ଆଣିଦିଏ ଜୀବନରେ ଖୁସିର ସମ୍ଭାର। ମନରେ ଭରିଦିଏ ଅସୁମାରୀ ସ୍ବପ୍ନ, ହୃଦୟରେ ଫୁଟାଏ ଅସୀମ ଭଲପାଇବା। ଆଜି ମୋ ମା'ର ପୁଣ୍ୟତିଥି ଅବସରରେ, ମୁଁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓ ତା'ର ପାଦ ତଳେ କୋଟିକୋଟି ପ୍ରଣାମ ଜଣାଉଛି।
Tweet media one
34
12
440
@rajaaswain
Ranendra Pratap Swain
4 years
As part of 5T initiative & Mo Sarkar started by our Hon'ble CM Shri @Naveen_Odisha ji, I will be holding an interactive Q&A session where I will answer your questions. Tune in to Facebook on Thursday, February 13th, at 4PM. Use #AskOdishaFoodMinister to send in your questions.
Tweet media one
20
62
404
@rajaaswain
Ranendra Pratap Swain
1 year
Thanks 🙏 @suryanandannet for sharing the pic
Tweet media one
20
10
437
@rajaaswain
Ranendra Pratap Swain
4 years
#ସାଙ୍ଗଛାଡ଼ିଚାଲିଗଲା ୧୦୦ ଘୋଡ଼ାକୁ ୧୦୦ ହାତୀ, ଏକା ଲଢିବ ମହାରଥୀ। ଆଜି ମୋର ସାଙ୍ଗ ହାରିଗଲା ଏବଂ ମୋତେ ଛାଡ଼ି ଚାଲିଗଲା। ୧୯୭୧ ମସିହାରୁ ଛାତ୍ର ଆନ୍ଦୋଳନରୁ ଆରମ୍ଭ କରି ୧୯୯୦ ମସିହାରେ ଆମେ ଏକାଠି ବିଧାୟକ ଓ ନବୀନ ବାବୁଙ୍କ ନେତୃତ୍ଵରେ ଆମେ ଏକାଠି ଗୋଟିଏ ଦଳରେ ଏକ ପରିବାର ଭାବେ ଚଳି ଆସିଛୁ।
Tweet media one
23
14
419
@rajaaswain
Ranendra Pratap Swain
1 month
ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ @mohanmajhi_BJP ଙ୍କୁ ମୁଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଏହା ସହିତ ପ୍ରଥମଥର ପାଇଁ ନିର୍ବାଚିତ ହୋଇଥିବା ବିଜେପି ସରକାରକୁ ମଧ୍ୟ ମୁଁ ଶୁଭେଚ୍ଛା ଜଣାଉଛି। ଆଶା କରୁଛି, ନୂତନ ସରକାର ଓଡ଼ିଶାର ସାଢେ ଚାରି କୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବେ। ଆମ ସରକାର ଗତ
14
18
427
@rajaaswain
Ranendra Pratap Swain
4 years
My tests for #COVID19 have come out negative. However the doctors have advised me to take rest for a few more days. Extremely grateful to the medical team, staff & frontline COVID warriors of SUM Hospital, who have been doing their duties tirelessly. Respect to each of them.🙏
Tweet media one
Tweet media two
Tweet media three
54
14
410
@rajaaswain
Ranendra Pratap Swain
1 year
Met the newly appointed @SecyChief Shri @PradeepJenaIAS and the OERC Chairperson - Designate Shri Suresh Chandra Mohapatra at Lokaseva Bhawan, #Bhubaneswar and wished them well for their new assignments.
Tweet media one
Tweet media two
23
18
416
@rajaaswain
Ranendra Pratap Swain
3 years
ଓଡ଼ିଶାର ସମସ୍ତ ରାସନ୍ କାର୍ଡ ଧାରୀଙ୍କୁ ମୋର ବିଶେଷ ନିବେଦନ, ରାଜ୍ୟ ସରକାର କିମ୍ବା @Food_Odisha ବିଭାଗ ଦ୍ଵାରା କେବେବି ଆଧାର କାର୍ଡ ବା ବ୍ୟାଙ୍କ ସବିଶେଷ କିମ୍ବା ଓଟିପି ମଗା ଯାଏ ନାହିଁ। ଏଣୁ ସମସ୍ତେ ସଚେତନ ଓ ସତର୍କ ରହିବା ସହ ସାଇବର ଠକାମୀ ଠାରୁ ଦୂରେଇ ରୁହନ୍ତୁ। @CMO_Odisha @IPR_Odisha
46
38
394
@rajaaswain
Ranendra Pratap Swain
1 year
Seeing this horrifying incident at Hyderabad, I have directed respective CDVO's of all 30 districts of #Odisha to be strictly vigilant and remove stray dogs from road. CDVO's have also been instructed to take immediate & proper action regarding this. @dahvsodisha @vijayyeddula
Tweet media one
247
55
381
@rajaaswain
Ranendra Pratap Swain
2 years
Received this image via WhatsApp from our @krushibibhag Principal Secretary Shri @arvindpadhee . Amazed to see such a huge amount of production of tomatoes by local farmers from a farm in Tentulikhunti block of Nabarangpur District.
Tweet media one
43
33
385
@rajaaswain
Ranendra Pratap Swain
4 years
It is such a wonderful effort by @ushapadhee1996 Madam who is making homemade masks at home to fight #COVID -19 as part of #MaskIndia initiative. Even @arvindpadhee Sir is using home made masks. I urge everyone to mask up and #makeyourownmask .
@arvindpadhee
Arabinda K Padhee
4 years
As #IndiaFightsCoronavirus , we wholeheartedly support the #MaskIndia initiative. Thank you, @ushapadhee1996 for so b’fully stitching the masks at home. Urge friends to pl be part of the movement and spare the surgical/N95 masks for healthcare professionals. Day19 of #lockdown .😊
Tweet media one
Tweet media two
Tweet media three
96
108
1K
8
11
382
@rajaaswain
Ranendra Pratap Swain
3 years
କୋଭିଡ଼ ପରବର୍ତ୍ତୀ ଜଟିଳତାର ଚିକିତ୍ସା ସମୟରେ ମହାପ୍ରୟାଣ ଲାଭ କରିଥିବା ମୋର ମାତୃତୁଲ୍ୟା ବଡ ଭାଉଜ ଏବଂ ସମଗ୍ର ପରିବାରଙ୍କୁ ବଟବୃକ୍ଷ ପରି ସାହାରା ହୋଇଥିବା ମୋର ବଡ ଭାଇଙ୍କ ସହ ଧର୍ମିଣୀଙ୍କୁ ସ୍ଵାଇଁ ପରିବାରର ସମସ୍ତ ପକ୍ଷରୁ ଚିର ବିଦାୟ। ଇଶ୍ଵର ଆପଣଙ୍କ ପୁଣ୍ୟାତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ଓଁ ଶାନ୍ତି ! 🙏🙏🙏
Tweet media one
90
21
375
@rajaaswain
Ranendra Pratap Swain
3 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଜୀ ଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ସହ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଅଞ୍ଚଳ ଗୁଡ଼ିକୁ ଯାଇ ସେଠାରେ ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟର ତଦାରଖ କଲି । #CycloneYaas #OdishaFightsYaas @CMO_Odisha @IPR_Odisha
Tweet media one
Tweet media two
Tweet media three
Tweet media four
14
16
380
@rajaaswain
Ranendra Pratap Swain
4 years
ଜୟ ମା ତାରିଣୀ 🙏
21
16
371
@rajaaswain
Ranendra Pratap Swain
2 years
ଆତ୍ମାତୃପ୍ତି ... #PakhalaDibasa
Tweet media one
19
15
370
@rajaaswain
Ranendra Pratap Swain
18 days
Met with some young constituents at my official residence in Bhubaneswar.
Tweet media one
7
8
380
@rajaaswain
Ranendra Pratap Swain
25 days
Had an informal meeting with former MLA Shri George Tirkey and his son (MLA Biramitrapur) Shri Rohit George Tirkey.
Tweet media one
7
8
377
@rajaaswain
Ranendra Pratap Swain
4 years
Dear Kulange ( @Ganjam_Admin ) babu please inquire into the allegations mentioned in the news clipping attached and take appropriate action.
Tweet media one
48
27
369
@rajaaswain
Ranendra Pratap Swain
1 year
Dear Prashant Babu, This picture takes me way back in 1992 when the then CM and my mentor Shri Biju babu visited the science laboratory of Gopabandhu Science College in Athagarh. Thank you for sharing the image.
@suryanandannet
Prashant Sahu 🇮🇳
1 year
Rarest photos of #Bijubabu @rajaaswain sir can explain about the occations .
Tweet media one
Tweet media two
11
5
159
23
27
372
@rajaaswain
Ranendra Pratap Swain
1 month
ଆଜି ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ବିଜୟ ହେବା ପରେ ଆଠଗଡ଼ ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରୁ ମୋର ବିଜୟ ପ୍ରମାଣପତ୍ର ଗ୍ରହଣ କରିବା ଅବସରରେ।
Tweet media one
Tweet media two
Tweet media three
39
12
369
@rajaaswain
Ranendra Pratap Swain
4 years
Got to know from @Sambad_Odisha that Mausi from Kalahandi was being deprived from getting PDS ration. Had a word with local admin & ensured that PDS ration & cash relief has been delivered to her in presence of PEO . She is an AAY beneficiary with card no 15082611388.
Tweet media one
Tweet media two
Tweet media three
33
14
360
@rajaaswain
Ranendra Pratap Swain
1 month
ଆଠଗଡ଼ ଓ ତିଗିରିଆର ସମସ୍ତ ଜନସାଧାରଣ ମୋ ଉପରେ ନିଜର ବିଶ୍ବାସ, ସ୍ନେହ, ଭଲପାଇବା ଓ ଭରସା ପୁନର୍ବାର ଦେଖାଇଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ମୋର ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। ଆଜିର ଏହି ବିଜୟ ଆପଣମାନଙ୍କର। ମୁଁ କେବଳ ନିମିତ୍ତମାତ୍ର। #ଆଠଗଡ଼ରେ_ଶଙ୍ଖନାଦ #ତିଗିରିଆରେ_ଶଙ୍ଖନାଦ #ନବୀନ_ପଟ୍ଟନାୟକ_ଜିନ୍ଦାବାଦ
Tweet media one
45
19
363
@rajaaswain
Ranendra Pratap Swain
22 days
ଜୟ ଜଗନ୍ନାଥ।
19
16
362
@rajaaswain
Ranendra Pratap Swain
6 years
ଆଜି ବିଧାନସଭାର ବଜେଟ ଅଧିବେଶନ କାର୍ଯ୍ୟକ୍ରମ ସାରି ପଖାଳ ଦିବସ #PakhalaDibasa ଉପଲକ୍ଷେ ମୋର ସରକାରୀ ବାସଭବନରେ ପଖାଳ ଖାଉଛି l #PakhalaDibasa
Tweet media one
Tweet media two
32
22
351
@rajaaswain
Ranendra Pratap Swain
3 years
ଜୟ ଜଗନ୍ନାଥ। 🙏
Tweet media one
25
12
357
@rajaaswain
Ranendra Pratap Swain
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ମୋ ଉପରେ ପୁନର୍ବାର ଆସ୍ଥା ଭାଜନକରି ନୂତନ ଭାବେ ଗଠିତ ମନ୍ତ୍ରୀ ମଣ୍ଡଳରେ ମୋତେ ସ୍ଥାନ ଦେଇ ଥିବାରୁ ତାଙ୍କୁ ମୁଁ ସହୃଦୟ ଧନ୍ୟବାଦ ଜ୍ଞାପନ କରୁଛି। (୧/୨) @CMO_Odisha @IPR_Odisha
61
27
348
@rajaaswain
Ranendra Pratap Swain
15 days
Dear Hon'ble Minister @HFWOdisha , Dr @MahalingMukesh , Kindly look into the matter (published in Odia daily @samajalive and @prameyaodia ) about the Tigiria hospital which comes under my constituency and take appropriate action at the earliest.
Tweet media one
Tweet media two
142
31
355
@rajaaswain
Ranendra Pratap Swain
2 years
I had directed the CDVO Bhadrak to take immediate action and report. As per his report two persons have been arrested by Basudevpur PS in this connection. The searching of the bull is going on for the treatment.
@Sandeep89609979
Sandeep Kumar rout
2 years
ଅତି ନୃଶଂସ ଭାବରେ ଷଣ୍ଡ ଦେହରେ ନିଆଁ ଲଗାଇଥିବା #ବାସୁଦେବପୁର_ସୁଗୋ ଅଞ୍ଚଳର ସମସ୍ତ ଅସାମାଜିକ ଯୁବକ ମାନଙ୍କୁ ତୁରନ୍ତ ଗିରଫ କରାଯାଉ... @PMOIndia @CMO_Odisha @DM_Bhadrak @SpBhadrak @bdobasudevpur
Tweet media one
Tweet media two
12
16
35
57
34
337
@rajaaswain
Ranendra Pratap Swain
5 years
ନୂତନ ଆଶାର ତୁମେ ନବୀନ କିରଣ କୋଟି ଓଡ଼ିଆଙ୍କ ପୁଣି ଅଟ ତୁମେ ପ୍ରାଣ । ତୁମ ସୁଶାସନେ ହସେ ଓଡ଼ିଶା ପ୍ରଦେଶ ଜନ୍ମଦିନେ ଲୋଡୁ ତୁମ ଶ୍ରଦ୍ଧେୟ ଆଶିଷ । ଓଡ଼ିଶାର ଅଗ୍ରଗାମୀ ନେତା ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । @Naveen_Odisha
Tweet media one
22
13
331
@rajaaswain
Ranendra Pratap Swain
4 years
ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ କେହି ଜଣେ ଯେପରି ଖାଦ୍ୟ ସୁରକ୍ଷାରୁ ବାଦ ନ ପଡନ୍ତି ସେଥିପ୍ରତି ଗୁରୁତ୍ୱ ଦେଇ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ୫ଲକ୍ଷ ନୂତନ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। #OdishaFightsCorona #COVID19
57
26
328
@rajaaswain
Ranendra Pratap Swain
3 years
କାଳିଆ ଠାକୁରଙ୍କ ପହଣ୍ଡି ବିଜେ । ଜୟ ଜଗନ୍ନାଥ 🙏
Tweet media one
28
10
323
@rajaaswain
Ranendra Pratap Swain
4 years
Received grievance from Smt Jhili Sahoo at 1.30pm today that she is deprived of PDS ration. Immediately I directed @Food_Odisha officials to inquire into the matter. By 3 PM she received 80kg food grain by @Food_Odisha officials. Appreciated prompt action by our dept officials.
Tweet media one
Tweet media two
Tweet media three
46
24
319
@rajaaswain
Ranendra Pratap Swain
4 years
ଆସନ୍ତୁ ମିଳିମିଶି ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ji ଙ୍କ ହାତମୁଠାକୁ ଟାଣ କରିବା। ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବ୍ୟକ୍ତିବିଶେଷ ଯେଉଁମାନେ କରୋନାରୁ ଆରୋଗ୍ୟଲାଭ କରିଛନ୍ତି, ସେମାନଙ୍କୁ ମୋର ଅନୁରୋଧ, #ପ୍ଲାଜମାଦାନକରିବାଜୀବନବଞ୍ଚାଇବା। @CMO_Odisha @DM_Bhadrak @dmkendrapara
Tweet media one
12
29
305
@rajaaswain
Ranendra Pratap Swain
4 years
Stock of essential commodities like Rice, Wheat, Dal, Edible Oil, Sugar, Potato, Onion, etc are adequately available in the markets in our state. Prices are under control. Many thanks to all the people for their cooperation during the lockdown. #COVID19
21
21
317
@rajaaswain
Ranendra Pratap Swain
3 years
ଆଗାମୀ ପଞ୍ଚାୟତ ନିର୍ବାଚନରେ @bjd_odisha ପ୍ରାର୍ଥୀଙ୍କ ମଧ୍ୟରେ ଏସଇବିସି/ଓବିସି ବର୍ଗଙ୍କ ପାଇଁ ନ୍ଯୁନତମ ୨୭% ସିଟ୍ ସଂରକ୍ଷଣ ବ୍ୟବସ୍ଥାର ଘୋଷଣା ଆମ ପାର୍ଟି ସୁପ୍ରିମୋ ଶ୍ରୀ @Naveen_Odisha ଜୀ ଙ୍କ ଏକ ଐତିହାସିକ ପଦକ୍ଷେପ। (୧/୨)
37
19
318
@rajaaswain
Ranendra Pratap Swain
2 years
ସ୍ୱର୍ଗୀୟ ପ୍ରଦୀପ ମହାରଥୀ ଅମର ରହେ।
Tweet media one
20
18
313
@rajaaswain
Ranendra Pratap Swain
2 years
ଜୟ ମା ଉଗ୍ରତାରା
Tweet media one
21
14
316
@rajaaswain
Ranendra Pratap Swain
2 years
ଜୟ ବାବା ଧବଳେଶ୍ୱର
Tweet media one
29
20
317
@rajaaswain
Ranendra Pratap Swain
26 days
Administered oath to Hon'ble CM Shri @MohanMOdisha as a member of the Odisha Legislative Assembly.
Tweet media one
Tweet media two
5
8
318
@rajaaswain
Ranendra Pratap Swain
6 years
Deeply anguished to know about the sad demise of charismatic, eminent and eloquent statesman Bharat Ratna former Prime Minister of our nation Shri. Atal Bihari Vajpayee ji. #AtalBihariVajpayee
Tweet media one
Tweet media two
Tweet media three
7
31
291
@rajaaswain
Ranendra Pratap Swain
5 years
The best moments in life are the ones spent with ones family. I met my elder sister, my nephew and his wife after a long time. And this cute little girl sitting on her Aja's lap is my dear grand niece Ananya.
Tweet media one
21
9
301
@rajaaswain
Ranendra Pratap Swain
3 years
ଜୟ ଜଗନ୍ନାଥ🙏
Tweet media one
10
9
308
@rajaaswain
Ranendra Pratap Swain
4 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ପ୍ରତିନିଧିଭାବେ ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲର ବିଧାୟକ ୰ ବିଷ୍ଣୁ ଦାସଙ୍କ ପାଖରେ ପହଞ୍ଚି ତାଙ୍କ ମରଶରୀର ଉପରେ ପୁଷ୍ପମାଲ୍ୟ ପ୍ରଦାନ କଲି।ତାଙ୍କ ବିୟୋଗ ଆମ ଦଳ ଓ ବ୍ୟକ୍ତିଗତ ଭାବେ ମୋ ପାଇଁ ଏକ ଅପୂରଣୀୟ କ୍ଷତି,ସତେ ଯେପରି ମୁଁ ମୋ ନିଜ ପରିବାରବର୍ଗଙ୍କ ମଧ୍ୟରୁ ଜଣକୁ ହରାଇଛି।
Tweet media one
Tweet media two
Tweet media three
Tweet media four
9
12
301
@rajaaswain
Ranendra Pratap Swain
2 years
Tweet media one
40
28
298
@rajaaswain
Ranendra Pratap Swain
2 years
On behalf of Hon'ble CM Shri @Naveen_Odisha ji, I met @CMOKerala Shri @pinarayivijayan ji & invited him to attend #HockeyWorldCup2023 as a state guest.
Tweet media one
Tweet media two
Tweet media three
Tweet media four
17
21
299
@rajaaswain
Ranendra Pratap Swain
4 years
ବରିଷ୍ଠ ଓଡ଼ିଆ ଅଭିନେତା ଶ୍ରୀ ବିଜୟ ମହାନ୍ତିଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା। #RestInPeace #BijayaMohanty
20
13
297
@rajaaswain
Ranendra Pratap Swain
1 month
Took oath as the Pro-Term Speaker of the Odisha Legislative Assembly today. I thank Hon'ble @GovernorOdisha Shri @dasraghubar for administering me the oath in the presence of Hon'ble Chief Minister Shri @MohanMOdisha and other dignitaries.
Tweet media one
Tweet media two
Tweet media three
Tweet media four
23
12
298
@rajaaswain
Ranendra Pratap Swain
11 months
ଜଟଣୀର ମାନ୍ୟବର ବରିଷ୍ଠ ବିଧାୟକ ତଥା ବଡ଼ ଭାଇ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମଦିନ ପାଳନ ଅବସରରେ ଆଜି ତାଙ୍କ ବାସଭବନକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଲି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ���ୀର୍ଘାୟୁ ଓ ସୁସ୍ଥ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି।
Tweet media one
Tweet media two
17
12
297
@rajaaswain
Ranendra Pratap Swain
5 years
Had a hearty vegetarian lunch at Athgarh @bjd_odisha party office. The cook had prepared such a simple yet delicious meal and I praised him for his culinary skill.
Tweet media one
18
6
286
@rajaaswain
Ranendra Pratap Swain
22 days
ଶ୍ରୀମନ୍ଦିରରେ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ଚଳଣି ସବୁ ପର୍ବ ପର୍ବାଣୀରେ। ମହାପ୍ରଭୁଙ୍କ ସ୍ନାନ ଯାତ୍ରା ହେଉ କି ଘୋଷଯାତ୍ରା ଅବା ନୀଳାଦ୍ରି ବିଜେ। ସବୁ ନୀତି କାନ୍ତି ବେଳେ ଦରକାର ପଡେ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ବସ୍ତ୍ରର। ଆଉ ଏହି ସବୁ ବସ୍ତ୍ରକୁ ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ କରିଥାନ୍ତି ଆଠଗଡ଼ ନୂଆପାଟଣା ଗ୍ରାମର ବୁଣାକାର ପରିବାର। ଜୟ
Tweet media one
Tweet media two
Tweet media three
Tweet media four
6
11
295
@rajaaswain
Ranendra Pratap Swain
5 years
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ଙ୍କ ବିଜେପୁର ଉପନିର୍ବାଚନ ପ୍ରଚାର ଅବସରରେ ଲାଉମୁଣ୍ଡା ଷ୍ଟାଡିୟମ ହେଲିପ୍ୟାଡ଼ଠାରେ ପହଞ୍ଚିବା ପରେ ମୁଁ ଓ ଆମ ଦଳର ବହୁ ପଦାଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲୁ। ଉପସ୍ଥିତ ଥିବା ଭାଇ ଓ ଭଉଣୀମାନଙ୍କ ଶଙ୍ଖନାଦ ଶବ୍ଦରେ ଷ୍ଟାଡିୟମ ପ୍ରକମ୍ପିତ ହୋଇଉଠିଥିଲା।#ବିଜେପୁରରେଶଙ୍ଖନାଦ
Tweet media one
Tweet media two
Tweet media three
Tweet media four
19
17
280
@rajaaswain
Ranendra Pratap Swain
4 years
ଭଗବାନ ବିଶ୍ୱକର୍ମାଙ୍କ ପୂଜା ଅବସରରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
13
6
274
@rajaaswain
Ranendra Pratap Swain
1 year
ମୋର ସାନ ଭାଇ ସ୍ବର୍ଗତଃ ନବ କିଶୋର ଦାସଙ୍କ ଶେଷ କୃତ୍ୟ କାର୍ଯ୍ୟରେ ଯୋଗଦେଇ ମୋର ଶେଷ ସମ୍ମାନ ଜଣାଇଲି। ଏହି ଅବସରରେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ କାମନା କଲି। #ପଶ୍ଚିମ_ଓଡ଼ିଶାର_ଟାଣୁଆ_ନେତା_ନବ_ଦାସ_ଅମର_ରହେ।
Tweet media one
Tweet media two
40
16
282
@rajaaswain
Ranendra Pratap Swain
4 years
ନିଜ ଦାୟିତ୍ୱକୁ ନିଷ୍ଠାପର ଭାବରେ ନିର୍ବାହ କରିବାକୁ ଯାଇ ଆଠଗଡ ବ୍ଲକ ଗୋବରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ପ୍ରଭାତ ଥାଟୋଇ, ନିଜ ପଞ୍ଚାୟତରେ ଥିବା କରୋନା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ପାଇଖାନା ନିଜେ ସଫା କରୁଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ଅତି ପ୍ରଶଂସା ଯୋଗ୍ୟ।
Tweet media one
Tweet media two
Tweet media three
Tweet media four
26
6
269
@rajaaswain
Ranendra Pratap Swain
4 years
Many many happy returns of the day @sudarsansand .
@BJDITWing
BJD IT Wing
4 years
ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା Wishing the Internationally acclaimed sand artist Shri @sudarsansand ji, on his Birthday!
Tweet media one
30
16
426
10
6
273
@rajaaswain
Ranendra Pratap Swain
2 years
ଜୟ ବାବା ଧବଳେଶ୍ବର।
Tweet media one
23
18
280
@rajaaswain
Ranendra Pratap Swain
2 years
Introducing 'Mili', our official mascot for #MandiaDibasa @MilletsOdisha @krushibibhag @arvindpadhee
Tweet media one
26
34
272
@rajaaswain
Ranendra Pratap Swain
6 years
Honoured to have received the Outstanding Legislator Award 2015 from Hon’ble CM Shri @Naveen_Odisha I have donated the prize money of Rs 1 Lakh to @CMOKerala Relief Fund as my contribution to help the people of Kerala who are suffering due to the devastating #KeralaFloods
Tweet media one
Tweet media two
Tweet media three
37
25
263
@rajaaswain
Ranendra Pratap Swain
1 year
#ଶଙ୍ଖ_ମୋ_ଗର୍ବ #ShankhaMoGarba
44
21
276
@rajaaswain
Ranendra Pratap Swain
2 years
Tried my hands at cricket and scored some runs too. Enjoyed the game to the fullest.
Tweet media one
29
20
273
@rajaaswain
Ranendra Pratap Swain
2 years
ଜୟ ଜଗନ୍ନାଥ l
Tweet media one
32
11
268
@rajaaswain
Ranendra Pratap Swain
4 years
ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ( @CitiznMukherjee ) ଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣି ମୁଁ ଅତ୍ୟନ୍ତ ଚିନ୍ତିତ । ତାଙ୍କର ଆସୁ ଆରୋଗ୍ୟତା ନିମନ୍ତେ କାଳିଆ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଛି। 🙏🏻
11
4
267
@rajaaswain
Ranendra Pratap Swain
4 years
ଏକକାଳୀନ ୩ ମାସର ଆଗୁଆ ରାସନ୍‌ ଯୋଗାଇବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ - The Samaja Odia | DailyHunt Lite
37
18
259
@rajaaswain
Ranendra Pratap Swain
9 days
ମୋର ଅନୁଭୂତି ବର୍ଷୀୟାନ ନେତା ସ୍ୱର୍ଗତଃ ସୁର ଭାଇଙ୍କ ସହିତ।
12
7
274
@rajaaswain
Ranendra Pratap Swain
4 years
ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ସରକାର #PMGKAY ରେ ହିତାଧିକାରୀଙ୍କୁ ଏକାଥରକେ ୩ମାସପାଇଁ ମାଗଣାରେ ଚାଉଳ ଓ ଡାଲି ବିତରଣ କରୁଛନ୍ତି ଏଭଳି ପଦକ୍ଷେପ ପାଇଁ ମାନ୍ୟବାର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ @Food_Odisha ବିଭାଗଅଧିକାରୀଙ୍କୁ ଧନ୍ୟବାଦ ଜଣାଉଛି
Tweet media one
35
23
250
@rajaaswain
Ranendra Pratap Swain
5 years
Celebrated Diwali at my ancestral home in Cuttack with my family members. The family that prays together stays together.
Tweet media one
Tweet media two
Tweet media three
Tweet media four
20
8
260
@rajaaswain
Ranendra Pratap Swain
3 years
Wishing the tall leader, a statesman & our beloved Sj. @Naveen_Odisha Sir a very happy birthday. May Mahaprabhu bless him with long & healthy life. #HappyBirthdayNaveenPatnaik
Tweet media one
11
18
262
@rajaaswain
Ranendra Pratap Swain
2 years
ମା' ତାରିଣୀଙ୍କ ଦରବାର ରେ "ଜୟ ମା' ତାରିଣୀ"
Tweet media one
19
16
255
@rajaaswain
Ranendra Pratap Swain
4 years
ଆଜି ପ୍ରଚାର ପରେ ମୋଟର ସାଇକେଲରେ ଗଲାବେଳେ ବାଲେଶ୍ୱର ସହରର ଏକ ଚା ଦୋକାନରେ ମୋର ସାଥୀମାନଙ୍କ ସହ ଚା ଓ ଜଳଖିଆ ଖାଇଥିଲି।
Tweet media one
Tweet media two
Tweet media three
Tweet media four
18
4
259
@rajaaswain
Ranendra Pratap Swain
5 years
After getting the information from @kanak_news ,the CSO Keonjhar was directed to rush to the spot. And the CSO has reported that little girl has been supplied with two months of rice i.e for Sept & Oct today.
@kanak_news
Kanak News
5 years
ଆଧାର ସଂଯୋଗ ହୋଇନି ବୋଲି ମିଳୁନି ଆହାର । ଭୋକରେ ଶୋଉଛି ୧୧ ବର୍ଷର ସୀମା। ରାସନକାର୍ଡ ଅଚଳ ହୋଇଗଲା ପରେ ପେଟ ପାଇଁ କରୁଛି ସଂଘର୍ଷ @CMO_Odisha @Naveen_Odisha @rajaaswain @Food_Odisha @CKeonjhar
Tweet media one
3
8
30
38
13
247
@rajaaswain
Ranendra Pratap Swain
4 years
My heartiest congratulations to our young & dynamic leader Shri @pranabpdas ( affectionately known as Bobby ). God bless you. Wishing you all the best for your future endeavours. He is an inspiration to all the young BJD workers.
@BJDITWing
BJD IT Wing
4 years
ଫେମ୍ ଇଣ୍ଡିଆ ତରଫରୁ ସାରା ଦେଶର ବିଧାୟକ ମାନଙ୍କୁ ନେଇ ହୋଇଥିବା ସର୍ଭେରେ ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ @pranabpdas । ଆମ ତରଫରୁ ତାଙ୍କୁ ଅନେକ ଶୁଭେଚ୍ଛା । @Naveen_Odisha @bjd_odisha @BJD4Jajpur
Tweet media one
48
33
331
18
11
257
@rajaaswain
Ranendra Pratap Swain
4 months
ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ସହିତ କିଛି ସ୍ମରଣୀୟ ମୂହୁର୍ତ୍ତ...
Tweet media one
Tweet media two
15
11
263
@rajaaswain
Ranendra Pratap Swain
2 years
I strongly condemn the derogatory remarks against Hon’ble President of India by TMC legislature. Everyone should refrain from such remarks for the first citizen of India.
18
24
256
@rajaaswain
Ranendra Pratap Swain
4 years
Dear Pratap Babu ( @pcsarangi ) , I am looking into the matter.
@pcsarangi
Pratap Chandra Sarangi
4 years
Dear Shri @rajaaswain Ji , I wish to forward herewith a grievance petition of farmers of District Jajpur , Odisha regarding direct payment of Pradhan Mantri Fasal Bima Yojana ( @pmfby ).
Tweet media one
9
15
156
5
7
257
@rajaaswain
Ranendra Pratap Swain
2 years
ପରସ୍ପର ପ୍ରତି ଆଦର ଓ ସମ୍ମାନ ଓଡ଼ିଆ ସଂସ୍କୃତିର ପରିଚାୟକ। ସାରା ରାଜ୍ୟ ଆଜି #ଦ୍ରୌପଦୀ_ମୁର୍ମୁ ଙ୍କ ପାଇଁ ଗର୍ବିତ। @Naveen_Odisha
Tweet media one
21
21
258