ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Profile Banner
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Profile
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

@CTOdisha

92,160
Followers
256
Following
513
Media
3,548
Statuses

C & T Department looks after the sectors of Road Transport, Port & Inland Waterways, Rail Coordination, OSRTC, Government Press and Civil Aviation in Odisha.

Bhubaneshwar, India
Joined June 2016
Don't wanna be here? Send us removal request.
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@STAOdisha
State Transport Authority, Odisha
15 hours
ଦେଶର ଭବିଷ୍ୟତଙ୍କୁ ବିପଦକୁ ଠେଲି ଦିଅନ୍ତୁ ନାହିଁ। ନାବାଳକ/ନାବାଳିକା ସନ୍ତାନଙ୍କୁ ମୋଟରଯାନ ଚଳାଇବାକୁ ସୁଯୋଗ ଦିଅନ୍ତୁ ନାହିଁ। ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସମସ୍ତଙ୍କ ସହଯୋଗ କାମନା କରୁଛି ରାଜ୍ୟ ପରିବହନ ପ୍ରାଧିକରଣ #NoUnderageDriving #SafetyFirst #RoadSafetyOdisha #ResponsibleParenting @MORTHIndia @CTOdisha
Tweet media one
5
12
44
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@STAOdisha
State Transport Authority, Odisha
1 day
ନାବାଳକ/ନାବାଳିକାମାନେ ବାଇକ୍ ଗତି ନୁହେଁ ନିଜ ଭବିଷ୍ୟତର ପ୍ରଗତି ଉପରେ ଧ୍ୟାନ ଦେବା ଉଚିତ୍ । (This scene featuring @ajaydevgn has been used for road safety awareness) #RoadSafetyOdisha #StopUnderageDriving #DriveResponsibly #NoLicenseNoDrive #SafeRoadsForAll @MORTHIndia @CTOdisha
6
30
89
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@STAOdisha
State Transport Authority, Odisha
3 days
ଆପଣଙ୍କ ନାବାଳକ/ନାବାଳିକା ସନ୍ତାନ ଗାଡ଼ି ଚଳାଇଲେ ଆପଣଙ୍କୁ ଦଣ୍ଡ ଭୋଗିବାକୁ ହେବ । ତେଣୁ ଅଭିଭାବକ ଭାବେ ନିଜ ସନ୍ତାନଙ୍କୁ ବେଆଇନ ଗାଡ଼ି ଚାଳନା କରିବାକୁ ଦିଅନ୍ତୁ ନାହିଁ । ଏସଟିଏ ପକ୍ଷରୁ ଚାଲିଥିବା ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର । ସମସ୍ତ ମିଡିଆ ବନ୍ଧୁଙ୍କୁ ଅଶେଷ ଧନ୍ୟବାଦ ।
Tweet media one
4
14
53
@CTOdisha
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
5 days
@SDTEOdisha
Skill Development and Technical Edn. Department
5 days
Aspiring professionals are heading to Hyderabad for elite Ground Handling and Airport Operations training at AISATS. Poised to elevate their careers and reach new heights. #SkilledInOdisha #ViksitOdisha @SampadSwainBJP @ushapadhee1996
Tweet media one
0
6
31
0
2
17
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@ushapadhee1996
Usha Padhee
6 days
Networking is about building genuine and helpful relationships, not just exchanging the business cards. Sharing my thoughts! #Networking #BonitasBytes via @LinkedIn
7
18
182
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@RTOBARGARH1
@rto_bargarh
7 days
One Time Tax Settlement(OTS) Camp was organized at Bargarh Truck & Bargarh Local Truck Owner Association and discuss about the procedure to apply and benefit of OTS scheme on dtd.26-07-2024. @STAOdisha @DMBargarh @bargarhpolice
Tweet media one
Tweet media two
Tweet media three
Tweet media four
0
3
15
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@LAccMI_Odisha
LAccMI
8 days
Safety first! It's highly advisable to board and exit the bus only when it has safely stopped. Safety is everyone's responsibility, let's own it! Your life is precious, and we want to ensure you reach your destination safely!
Tweet media one
0
4
30
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@AMITABHTHAKUR21
🇮🇳 AMITABH THAKUR 🇮🇳
9 days
Called on the L’d AG along with my colleagues in his #HighCourt office today….discussed some good initiatives of the ⁦ @CTOdisha ⁩ Department with him. Wished him a successful tenure 🙏 ⁦ @AcharyaPitamba1
Tweet media one
11
7
218
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@STAOdisha
State Transport Authority, Odisha
10 days
ବର୍ଷା ଋତୁରେ ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ #RainySeason #roadsafetyodisha #RoadSafety @MORTHIndia @IPR_Odisha @CTOdisha
2
17
65
@CTOdisha
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
10 days
@CTOdisha ପ୍ରମୁଖ ଶାସନ ସଚିବ ଶ୍ରୀମତୀ @ushapadhee1996 ଆଜି #ORIDL ର ଅଧିକାରୀମାନଙ୍କ ସହିତ ଗୋପାଳପୁର - ରେଢ଼ାଖୋଲ (୨୫୪କିମି) ନୂତନ ରେଳ ପ୍ରକଳ୍ପ #ଫୁଲବାଣୀ ଦେଇ ଯିବା ନିମନ୍ତେ ଆଲୋଚନା କରିଛନ୍ତି। ଏଥିରେ ରେଲୱେ ବୋର୍ଡର ଅଧିକାରୀମାନେ ଉପସ୍ଥିତ ରହି ବୈଷୟିକ ଟି���୍ପଣୀ ରଖିଥିଲେ। @RailMinIndia @EastCoastRail
Tweet media one
Tweet media two
Tweet media three
Tweet media four
11
15
84
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@STAOdisha
State Transport Authority, Odisha
11 days
ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ରୀୟ ମୋଟର ଯାନ ଆଇନ (CMVR) ୧୯୮୯ର ଧାରା ୧୨୫C ଅନୁଯାୟୀ ସମସ୍ତ ସ୍କୁଲ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ ହେବା ଅନିବାର୍ଯ୍ୟ । @MORTHIndia @CTOdisha
Tweet media one
2
11
69
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@STAOdisha
State Transport Authority, Odisha
13 days
ଭାରୀଯାନ ପ୍ରଶିକ୍ଷଣ ପାଇଁ ନିଃଶୁଳ୍କ ତାଲିମ ବ୍ୟବସ୍ଥା। ସଡ଼କ ସୁରକ୍ଷା ଦିଗରେ ସରକାର ଓ ଘରୋଇ ସହଭାଗିତାରେ 'ସୁବାହକ' ଯୋଜନା। ରାଜ୍ୟର ଚାରିଟି ପ୍ରତିଷ୍ଠାନରେ ସୁବିଧା ଉପଲବ୍ଧ ରହିଛି। ନିମ୍ନରେ 👇 ଯୋଗାଯୋଗ ନମ୍ବର ପ୍ରଦାନ କରାଯାଇଛି #RoadSafetyOdisha #SuVahak #DrivingTraining
Tweet media one
4
22
118
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@rto_rtopuri
RTOPURI
16 days
Free food distribution for devotees at talabania# sunabesha @rathayatra 2024@ ହେ ମହାବାହୁ ପଥ ସୁଗମ ହେଉ, @STAOdisha , @CTOdisha , @dm_puri , @SJTA_Puri
Tweet media one
Tweet media two
Tweet media three
Tweet media four
3
4
29
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@STAOdisha
State Transport Authority, Odisha
18 days
ଚାଳକ ଆମ ଯାତ୍ରାକୁ ସୁରକ୍ଷିତ କରନ୍ତି । ତେଣୁ ଆମେ ବି ତାଙ୍କୁ ଉଚିତ୍ ସମ୍ମାନ ଦେବା ଉଚିତ୍ । ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଏହି କଥା ଛୁଇଁଥିଲା ସମସ୍ତଙ୍କ ମନକୁ । The message from Honourable Minister Shri Bibhuti Bhushan Jena, touched everyone’s hearts. #ResectDrivers
2
15
69
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@STAOdisha
State Transport Authority, Odisha
23 days
ଓଡ଼ିଶାର ଚାଳକଙ୍କ ପାଇଁ ବିଦେଶ ନିଯୁକ୍ତିର ସଫଳତା । ଜାପାନରେ ଉଚ୍ଚ ବେତନ ଓ ସୁବିଧା ସହ ଚାକିରି କରିବାକୁ ଯିବେ ୩୦ ଚାଳକ । ଯାହା ସାରା ଦେଶରେ ପ୍ରଥମ । ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ଚାଳକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
Tweet media one
Tweet media two
5
17
134
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@STAOdisha
State Transport Authority, Odisha
26 days
ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ପବିତ୍ର ଘୋଷଯାତ୍ରା ଅବସରରେ ପୁରୀ ମାଳତୀପାଟପୁରରୁ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା ଆଇଇଏମଏସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । #RoadSafetyOdisha #IEMS
Tweet media one
3
13
56
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@STAOdisha
State Transport Authority, Odisha
26 days
ସୁରକ୍ଷିତ ରାସ୍ତା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣର ସୁଦୂରପ୍ରସାରୀ ପଦକ୍ଷେପ #RoadSafetyOdisha @CMO_Odisha @IPR_Odisha @CTOdisha
Tweet media one
0
5
51
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@OSRTC_Odisha
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC
27 days
#RathYatraSpecialBusServices @angul_dm ରୁ ପୁରୀକୁ ସଂଯୋଗ କରୁଥିବା ଓଏସ୍ଆରଟିସିର ସ୍ଵତନ୍ତ୍ର ବସ୍ ସେବାର ମାର୍ଗ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି। #ଓଏସ୍‌ଆରଟିସିସହରଥଯାତ୍ରା #ସଂଯୋଗକରୁଛିଓଡ଼ିଶା
Tweet media one
3
9
117
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@OSRTC_Odisha
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC
28 days
#RathYatraSpecialServices ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀକୁ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସ୍ଵତନ୍ତ୍ର ବସ୍ ସେବା ପ୍ରଦାନ କରୁଛି @OSRTC_Odisha । ମାଲକାନଗିରିରୁ ପୁରୀକୁ ସଂଯୋଗ କରୁଥିବା ଓଏସ୍ଆରଟିସିର ସ୍ଵତନ୍ତ୍ର ବସ୍ ସେବାର ମାର୍ଗ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି।
Tweet media one
5
14
175
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport Retweeted
@STAOdisha
State Transport Authority, Odisha
29 days
ଟ୍ରାଫିକ ପୋଷ୍ଟରେ ରେଡ୍ ସିଗ୍ନାଲ ଥିଲେ ସବୁଜ ହେବା ଯାଏଁ ଅପେକ୍ଷା କରନ୍ତୁ । କେବେ ବି ଏହାର ଉଲ୍ଲଂଘନ କରନ୍ତୁ ନାହିଁ । Better to be late than to be the 'late'. #RoadSafetyOdisha #shortfilm #ObeyTrafficSignal 🚦 #ସଡ଼କ_ସୁରକ୍ଷା_ପରିବାର_ରକ୍ଷା #STAOdisha @MORTHIndia @CTOdisha
2
14
56