Tukuni Sahu Profile Banner
Tukuni Sahu Profile
Tukuni Sahu

@TukuniSahu

35,855
Followers
265
Following
1,256
Media
7,528
Statuses

Ex-MLA TITILAGARH Dist President Biju Janata Dal,Bolangir Tweets are personal,RT is not endorsement

Titilagarh, Odisha
Joined September 2015
Don't wanna be here? Send us removal request.
@TukuniSahu
Tukuni Sahu
2 years
Tweet media one
155
49
1K
@TukuniSahu
Tukuni Sahu
2 years
#Odisha is ranked 1st in unemployment rate in the country with a score of 0.9%, as per the report by @_CMIE . Thank you, Hon’ble CM @naveen_odisha sir, for your relentless efforts in creating jobs and opportunities for the youth of Oidhsa. #OdishaLeads
Tweet media one
275
69
1K
@TukuniSahu
Tukuni Sahu
2 years
ଓଡିଶା ର ମାତୃଶକ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସହ ଏକ ବିଶେଷ ମୁହୂର୍ତ୍ତ । @Dropadimumur @Naveen_Odisha @bjd_odisha @BJDITWing #PresidentialElection #OdishaLeads
Tweet media one
Tweet media two
Tweet media three
19
37
1K
@TukuniSahu
Tukuni Sahu
3 years
ମୋର ପ୍ରିୟ @dpradhanbjp @NPatnaikOdisha ବଡ଼ ଭାଇମାନେ ଝିଅକୁ ହରାଇବା ଠାରୁ ବଡ଼ ଦୁଃଖ ସଂସାରରେ ଆଉ କିଛି ବି ନାହିଁ। ଏହି ଶୋକ ସମୟରେ ଆମ ସମସ୍ତଙ୍କର ଦାୟିତ୍ଵ ଏହା କି ରାଜନୀତିର ବିଭିନ୍ନତାକୁ ଭୁଲି ଏକତ୍ର ହୋଇ ଝିଅକୁ ହରାଇଥିବା ମାତାପିତାଙ୍କ ଅନୁରୋଧକୁ ସମ୍ମାନ ଦେବା ଏବଂ ଶୋକ ସନ୍ତପ୍ତ ପରିବାରର ଦୁଃଖରେ ସହଭାଗୀ ହେବା।
73
134
406
@TukuniSahu
Tukuni Sahu
2 years
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜନ୍ମଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
Tweet media one
19
27
780
@TukuniSahu
Tukuni Sahu
4 years
I have tested Covid positive. Now I am in home isolation and stable. Those who have come in contact with me in the last few days are requested to get themselves tested if required. @CMO_Odisha @IPR_Odisha
161
27
683
@TukuniSahu
Tukuni Sahu
1 year
କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି ସେମାନଙ୍କର ମୁଣ୍ଡ କାମ କରୁନି। ସେଥିପାଇଁ ଇଆଡୁ ସିଆଡୁ ବୟାନ ଦେଉଛନ୍ତି। ଏମାନେ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ
615
70
581
@TukuniSahu
Tukuni Sahu
2 years
Tweet media one
64
23
517
@TukuniSahu
Tukuni Sahu
3 months
ମୁଁ ଆପଣଙ୍କ ପାଖରେ କୃତଜ୍ଞ 🙏🏻 ମୋ ସ୍ୱାମୀର ଦୁର୍ଭାଗ୍ୟ ଜନକ ମୃତ୍ୟୁ ପରେ, ମୋତେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ର ସମସ୍ତ ଭାଇ ଭଉଣୀ 10 ବର୍ଷ ସେବା କରିବା ର ସୁଯୋଗ ଓ ସୁରକ୍ଷା ଦେଇଥିଲେ....ମୋର ସାଧ୍ୟ୍ୟମତେ ଆପଣ ମାନଙ୍କ ଦୁଃଖ ସୁଖ ରେ ଆପଣଙ୍କ ପାଖରେ ପହଁଚିଛି....ଅଞ୍ଚଳ ପାଇଁ ଅନେକ ଯୋଜନା ଆଣିଛି.... ଆଶା କରୁଛି ଆଗାମୀ ଦିନରେ ଆମ
36
10
454
@TukuniSahu
Tukuni Sahu
5 years
ପ୍ରିୟ ନେତା ଶ୍ରୀଯୁକ୍ତ @Naveen_Odisha ମୋ ଉପରେ ଆସ୍ଥା ପ୍ରକଟକରି ମନ୍ତ୍ରୀମଣ୍ଡଳରେ ସାମିଲ କରି, କାମ କରିବାର ସୁଯୋଗ ଦେଇଥିବାରୁ , ଅଞଳବାସୀଙ୍କ ତରଫରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଅଛି । @BmjdOdisha @bjd_odisha
75
22
425
@TukuniSahu
Tukuni Sahu
2 years
Congratulations to All
Tweet media one
26
20
432
@TukuniSahu
Tukuni Sahu
2 years
ରାଜ୍ୟ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ Pranab Prakash Das ମହୋଦୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଜଗନ୍ନାଥ ଙ୍କ ଅପାର ଆଶୀର୍ବାଦରୁ ଆପଣଙ୍କ ଚଲାପଥ କୁସୁମିତ ହେଉ । @pranabpdas @bjd_odisha
Tweet media one
58
19
411
@TukuniSahu
Tukuni Sahu
1 year
ମୁଁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ @AshwiniVaishnaw ଜୀଙ୍କୁ ଚିଠି ��େଖି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ଅନୁରୋଧ କରିଛି । ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଏହାର ପୂର୍ଣ୍ଣ କ୍ଷମତା ହାସଲ କରିବା ପାଇଁ ଯୋଗାଯୋଗ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ।
Tweet media one
80
29
388
@TukuniSahu
Tukuni Sahu
4 years
ପବିତ୍ର ଗଣେଶ ଚତୁର୍ଥୀରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ବିଘ୍ନନାଶନ ପ୍ରଭୁ ଶ୍ରୀ ଗଣେଶଙ୍କ କୃପା ଓ ଆଶୀର୍ବାଦରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ। #GaneshChaturthi2020 @CMO_Odisha @WCDOdisha @mission_shakti @bjd_odisha @BJDITWing @BMJD_Odisha @BmjdOdisha
Tweet media one
21
9
353
@TukuniSahu
Tukuni Sahu
2 years
It is very inspiring to idolise someone who continues to resides in the heart & souls of his people through is love, empathy, unmatched commitment & hard work. Our beloved CM Sir is a statesman, a living legend. #NaveenAlwaysNo1
Tweet media one
70
49
329
@TukuniSahu
Tukuni Sahu
4 years
ଆଜି ଟିଟିଲାଗଡ ର ବିଜୁ ଜନତା ଦଳ ପକ୍ଷରୁ ଲୁଥୁରବନ୍ଧ୍ ଗ୍ରାମ ପଞ୍ଚାୟତ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରେ ରକ୍ତ ସଂଗ୍ରହ ଅଭିଯାନକୁ। @CMO_Odisha @Naveen_Odisha @jibanbindu @HFWOdisha
Tweet media one
Tweet media two
Tweet media three
Tweet media four
29
11
316
@TukuniSahu
Tukuni Sahu
2 years
ବଡ଼ଦାଣ୍ଡରେ ରହି ଜଗା ଦର୍ଶନ କରିବାଠୁ ବଡ଼ ସୌଭାଗ୍ୟ ଏବଂ ଉପଲବ୍ଧି ଆଉ କିଛି ନାହିଁ। #RathaYatra2022
Tweet media one
Tweet media two
Tweet media three
Tweet media four
19
11
325
@TukuniSahu
Tukuni Sahu
3 years
The COVID-19 vaccines produce protection against the disease, as a result of developing an immune response. #Vaccination reduces the risk of developing the illness & its consequences. I urge everyone to get inoculated to keep fighting the fight against #Covid19 #VaccinationDrive
Tweet media one
14
17
302
@TukuniSahu
Tukuni Sahu
3 years
As per Directions of HCM @Naveen_Odisha .the provision of uniforms and ID cards for community support staff working with GPLFs will also include Livelihood Support Persons ( LSPs).
25
96
299
@TukuniSahu
Tukuni Sahu
2 years
Happy Wonderful women's day to all inspiring, hard working and loveable women's in india #InternationalWomensDay
Tweet media one
14
7
298
@TukuniSahu
Tukuni Sahu
3 years
Hon'ble CM @Naveen_Odisha watching the match today with Indian Hockey Team entering Semi finals at Olympics. He congratulated the Indian team for its stunning victory today and wished them great success. Odisha is the official sponsor of Indian Hockey team for both men and women.
Tweet media one
6
17
299
@TukuniSahu
Tukuni Sahu
11 months
ଇତିହାସ ରଚିଲା ଓଡ଼ିଶା ବିଧାନସଭା । ବରିଷ୍ଠ ନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ହେଲେ ସ୍ୱାଧୀନତା ପରର ପ୍ରଥମ ମହିଳା ବାଚସ୍ପତି ।
Tweet media one
Tweet media two
Tweet media three
Tweet media four
54
10
292
@TukuniSahu
Tukuni Sahu
5 years
ବିଧାନସଭାରେ ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ଅମର ଶତପଥି ମହୋଦୟଙ୍କ ଦ୍ୱାରା ମୁଁ ବିଧାୟିକା ରୂପେ ଶପଥ ଗ୍ରହଣ କଲି । @BmjdOdisha @bjd_odisha @GovernorOdisha @Naveen_Odisha @WCDOdisha @PragativadiNews @SujitBisoyiTOI
Tweet media one
Tweet media two
Tweet media three
28
7
267
@TukuniSahu
Tukuni Sahu
4 years
ସାରା ଭାରତ ବର୍ଷର ଗର୍ବ ଗୋୖରବ,ସାଢେ ଚାରିକୋଟି ହୃଦୟର ମଉଡମଣୀ,ଅପ୍ରତିଦ୍ୱନ୍ଦୀ ଜନନାୟକ ମାନ୍ୟବାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ଙ୍କ ଶୁଭ ଜନ୍ମ ଦିନରେ ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ।ଆଜିର ଏହି ବିଶେଷ ଦିନରେ ଭଗବାନଙ୍କ ଠାରେ ଏହି ମହାନ ଜନନାୟକଙ୍କ ସୁସ୍ଥ ଓ ଦୀର୍ଘଜୀବନ କାମନା କରୁଛି। @CMO_Odisha @BJDITWing
Tweet media one
13
7
280
@TukuniSahu
Tukuni Sahu
2 years
Shameful and disgraceful act by BJP's LoP Mr. Jayanarayan Mishra who slapped a lady police officer on duty. Is this the way BJP respects women ? People of Odisha demand @JPNadda to take immediate action. #BJPSackJayanarayan
21
211
242
@TukuniSahu
Tukuni Sahu
4 years
ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। @CMO_Odisha @WCDOdisha @mission_shakti @BJDITWing @bjd_odisha @BMJD_Odisha @BmjdOdisha @BKJD_Odisha
Tweet media one
36
11
274
@TukuniSahu
Tukuni Sahu
2 years
ଆପଣମାନଙ୍କୁ ସମସ୍ତଙ୍କୁ ମୋର ନୂଆଁଖାଇର ଜୁହାର। ମା' ସମଲେଶ୍ବରୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ। #Nuakhai @Naveen_Odisha
Tweet media one
31
11
267
@TukuniSahu
Tukuni Sahu
1 year
ଜମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ଶହୀଦ ହୋଇଥିବା ଖବର ପାଇ ମୁଁ ଗଭୀର ଦୁଃଖିତ ଏବଂ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଏହିଭଳି ଦୁଃଖ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି l
Tweet media one
22
11
266
@TukuniSahu
Tukuni Sahu
4 years
ଟିଟିଲାଗଡ ନିର୍ବାଚନର ମଣ୍ଡଳୀ ର ଦ୍ୱିତୀୟ ଜୀଵନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତ ସଂଗ୍ରହ କରାଯାଉଛି। @Naveen_Odisha @HFWOdisha @Amar4Odisha @jibanbindu @bjd_odisha @CMO_Odisha
Tweet media one
Tweet media two
Tweet media three
Tweet media four
20
16
250
@TukuniSahu
Tukuni Sahu
2 years
Following success of the Bhubaneswar-Jeypore direct flight services, @IndiaOneA has now added another aircraft to it's fleet for operation between #Bhubaneswar and #Jeypore . This will augment the service on the route. @CTOdisha @dmkoraput @ushapadhee1996
Tweet media one
Tweet media two
Tweet media three
Tweet media four
13
24
264
@TukuniSahu
Tukuni Sahu
5 years
Please Take Necessary steps @HFWOdisha @CollectorBalan1
@WeHateCorrupt
YouthAgainstCorruption
5 years
@CMO_Odisha @HFWOdisha @balangir_cdmo @TukuniSahu ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ କର୍କଟ ରୋଗରେ ପୀଡିତ ଝିଅର ଚିକିତ୍ସା ପାଇଁ ସର୍ବସ୍ୱାନ୍ତ ହୋଇଥିବା ବାପା ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କୁ ଝିଅର ମାଗଣା ଚିକିତ୍ସା କରି ଜୀବନ ବଂଚେଇବା ପାଇଁ ଆକୁଳ ନିବେଦନ କରିଛନ୍ତି. ଯୋଗାଯୋଗ -9937246813
7
5
25
28
39
251
@TukuniSahu
Tukuni Sahu
4 years
Happy #RajaParba On the auspicious occasion of Raja Festival. Let's worship and celebrate womanhood and sacredness of Mother Earth. #StayHomeStaySafe @Naveen_Odisha @WCDOdisha @BJDITWing @bjd_odisha @mission_shakti @BJD4Balangir @BMJD_Odisha
Tweet media one
21
8
255
@TukuniSahu
Tukuni Sahu
5 years
ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ #janmashtami2019 @WCDOdisha @Naveen_Odisha
Tweet media one
38
5
241
@TukuniSahu
Tukuni Sahu
1 year
26
13
260
@TukuniSahu
Tukuni Sahu
3 years
ପବିତ୍ର #ଶୀତଳଷଷ୍ଠୀ ଓ ଶିବ ବିବାହ ଉତ୍ସବ ଉପଲକ୍ଷେ ସମସ୍ତ ଓଡିଶାବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ । @Naveen_Odisha @bjd_odisha @BJDITWing
Tweet media one
4
5
246
@TukuniSahu
Tukuni Sahu
4 years
ସମସ୍ତଙ୍କୁ ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ବର୍ଷ ୨୦୨୧ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ।
Tweet media one
26
10
243
@TukuniSahu
Tukuni Sahu
11 months
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ଦୁର୍ନୀତି ସହ ଜଡିତ ୨ ବିଧାୟକଙ୍କୁ ବହିଷ୍କାର କରି ସ୍ୱଚ୍ଛ ରାଜନୀତିରେ ତାଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି । ଯାହା ସମଗ୍ର ଦେଶର ନେତାଙ୍କ ପାଇଁ ବଡ଼ ଉଦାହରଣ ସୃଷ୍ଟି କରିଛି ।
117
7
247
@TukuniSahu
Tukuni Sahu
4 years
Will Be Donating my three month's salary to CMRF to Fight #COVID19 .Appeal everyone to come in and contribute in our fight against this deadly disease. In these difficult times, we must stand together to help each other. #StaySafe @cmo_odisha @Naveen_Odisha
30
15
234
@TukuniSahu
Tukuni Sahu
11 months
ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା #Odisha #NuakhaiJuhar
Tweet media one
31
8
244
@TukuniSahu
Tukuni Sahu
4 years
ଆଜି ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିବାର ସୁଯୋଗ ପାଇଥିଲି।
Tweet media one
Tweet media two
Tweet media three
Tweet media four
5
6
237
@TukuniSahu
Tukuni Sahu
1 year
#ଜୟଜଗନ୍ନାଥ #ଜୟମାଁସମଲେଇ
37
5
241
@TukuniSahu
Tukuni Sahu
3 years
Tweet media one
7
15
235
@TukuniSahu
Tukuni Sahu
5 years
ଓଡ଼ିଆ ହୃଦୟର ସ୍ପନ୍ଦନ ଜଗତର ନାଥ ଜଗନ୍ନାଥ ଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ l
Tweet media one
22
7
229
@TukuniSahu
Tukuni Sahu
5 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୋତେ କେବିନେଟ ମନ୍ତ୍ରୀ ପଦ ଦେଇ ଗୁରୁ ଦାୟିତ୍ୱ ଦେଇଛନ୍ତି । ଆପଣମାନଂକ ଆଶୀର୍ବାଦ ଓ ସମର୍ଥନ ଯୋଗୁଁ ହିଁ ଏହା ସମ୍ଭବ ପର ହୋଇ ପାରିଲା । ଆପଣମାନେ ଆଜି ମୋତେ ବିପୁଳ ସଂଖ୍ୟାରେ ସ୍ୱାଗତ କଲେ । ଏହା ମୁଁ କେବେ ଭୁଲି ପାରିବି ନାହିଁ । ଏମିତି ସହଯୋଗ ଓ ଆଶିର୍ବାଦ ମୋ ଉପରେ ରହିଥାଉ ।
Tweet media one
Tweet media two
Tweet media three
Tweet media four
16
5
224
@TukuniSahu
Tukuni Sahu
4 years
ମାଓବାଦୀଙ୍କ ସହ ସଂଘର୍ଷରେ ସହୀଦ ହୋଇଥିବା ଅନୁଗୁଳ ଜିଲ୍ଲାର ଦେବାଶିଷ ସେଠୀ ଓ ମୟୁରଭଞ୍ଜ ଜିଲ୍ଲାର ସୁଧୀର କୁମାର ଟୁଡୁଙ୍କୁ ସଲାମ! ଉଭୟ ଶହୀଦ ଯବାନଙ୍କ ପରିବାର ପ୍ରତି ଗଭୀର ସମବେଦନା। #ଓଡିଶା ଆପଣଙ୍କ ଭଳି ସୁପୁତ୍ରଙ୍କ ସର୍ବୋଚ୍ଚ ବଳିଦାନକୁ ସଦା ମନେରଖିବ।@ @CMO_Odisha @IPR_Odisha #Odisha
Tweet media one
Tweet media two
Tweet media three
18
11
231
@TukuniSahu
Tukuni Sahu
3 years
Many congratulations to our Hon'ble Chief Minister @Naveen_Odisha on being chosen as the best CM of India. A true hero, he epitomizes leadership with compassion!
Tweet media one
Tweet media two
Tweet media three
Tweet media four
4
14
228
@TukuniSahu
Tukuni Sahu
3 years
ଆଜି BEING HUMAN FOUNDATION ଓ TKM ଟିଟିଲାଗଡ ଅଞ୍ଚଳର କୋଭିଡ ରୋଗି ମାନଙ୍କ ପାଇଁ ୩ ଟି OXYGEN CONCENTRATOR ପ୍ରଦାନ କରିଛନ୍ତି। BEING HUMAN ପରି ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଏହିପରି ସାହାଯ୍ୟ କୋଭିଡ ପରିଚାଳନାକୁ ଆହୁରି ପ୍ରଭାବଶାଳୀ କରିପାରିଛି। @Naveen_Odisha @CollectorBgr @beinghumanBgr @bjd_odisha
Tweet media one
Tweet media two
7
11
225
@TukuniSahu
Tukuni Sahu
5 years
ଶପଥ ଗ୍ରହଣ କରିବା ମୁହୂର୍ତ୍ତ ।
Tweet media one
Tweet media two
Tweet media three
26
7
219
@TukuniSahu
Tukuni Sahu
4 years
ଆଜି ସଇଁତଳା ବ୍ଳକ ର ବିବିନାଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସମୟରେ ସରପଞ୍ଚକୁ ବାହରେ ରାଜ୍ୟ ରେ ରହିଥିବା ନିଜ ଅଞ୍ଚଳ ର ଲୋକ ମାନଙ୍କ ନାଁ ପଞ୍ଜିକରଣ କରିବାକୁ,ନିଜ ପଞ୍ଚାୟତର ସମସ୍ତ ୱାର୍ଡମେମ୍ବେର,ଅଙ୍ଗନବାଡି ଦିଦି,ଆଶାଦିଦି ଙ୍କୁ ନେଇ ୱାର୍ଡ କମିଟି ଗଠନ କରି ସମସ୍ତଙ୍କୁ ସୂଚିତ କରିବାକୁ କହିଥିଲି @CMO_Odisha @Naveen_Odisha
Tweet media one
Tweet media two
Tweet media three
19
10
215
@TukuniSahu
Tukuni Sahu
4 years
ସ୍ୱାଧୀନତା ଦିବସ ଅବସର���େ ଡିଏମଏଫର ଆର୍ଥିକ ସହାୟତାରେ ସୁନ୍ଦରଗଡ ଜିଲ୍ଲାର ୨ ଟି ବ୍ଳକରେ ଏକ ପାଇଲଟ୍ ପ୍ରୋଜେକ୍ଟର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ଶିଶୁମାନଙ୍କୁ ଭଲ ପୋଷଣ ମିଳିପାରିବ ବୋଲି ଆଶା ରହିଛି।ଶିଶୁ ମାନଙ୍କୁ ଦେବା ପାଇଁ ମାଣ୍ଡିଆ ଲଡୁ ଏବଂ ସ୍ପିରୁଲିନା ଚିକି ତିଆରି କରାଯାଇଛି। @CMO_Odisha @WCDOdisha @mission_shakti
Tweet media one
Tweet media two
Tweet media three
Tweet media four
6
11
212
@TukuniSahu
Tukuni Sahu
4 years
With the onset of symptoms, I have been admitted to Covid Hospital as per the advice of doctors for better care.I sincerely thank everyone who have wished me for my speedy recovery. #OdishaFightsCorona @IPR_Odisha @bjd_odisha @BJDITWing
42
10
229
@TukuniSahu
Tukuni Sahu
2 years
ପବିତ୍ର ରକ୍ଷା ବନ୍ଧନ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। @Naveen_Odisha #RakshaBandhan
Tweet media one
23
10
218
@TukuniSahu
Tukuni Sahu
3 years
ମାନ୍ୟବର @CMO_Odisha ଶ୍ରୀ @Naveen_Odisha ଜୀଙ୍କ ଦ୍ଵାରା, ମାତାପିତା ହରାଇ ଅନାଥ ଶିଶୁଙ୍କୁ ସହାୟତା ପାଇଁ ‘ଆଶୀର୍ବାଦ’ ଯୋଜନାର ଶୁଭାରମ୍ଭ ନିହାତି ଏକ ସ୍ୱାଗତଯୋଗ୍ୟ ଓ ଐତିହାସିକ ପଦକ୍ଷ���ପ।ମୋର ଆଶା, ଏହା ଏକ ସୁସ୍ଥ ଓ ସୁରକ୍ଷିତ ଓଡ଼ିଶା ଗଠନ କରିବା ସହ ସେହି ପିଲାଙ୍କ ଭବିଷ୍ୟତ ଗଢିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
Tweet media one
14
9
214
@TukuniSahu
Tukuni Sahu
5 years
ଓଡ଼ିଶାର କୃଷି ଭିତ୍ତିକ ଏକ ଅନନ୍ୟ ଗଣପର୍ବ 'ନୂଆଖାଇ' ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ନୂଆଖାଇ ଜୁହାର।ମା' ସମଲେଇ ଓ ଘଣ୍ଟାସୁଣୀ ଙ୍କ ଅପାର କୃପାରୁ ଆପଣ ଓ ଆପଣଙ୍କର ପରିବାର ବର୍ଗଙ୍କପାଇଁ ଏହି ଭାଇଚାରାର ପର୍ବ ସୁଖ,ସମୃଦ୍ଧି ଓ ଶାନ୍ତି ଆଣିଦେଉ ଏହାହିଁ ବିନତି @mission_shakti @WCDOdisha @bjd_odisha @bjdkrushak
Tweet media one
16
6
221
@TukuniSahu
Tukuni Sahu
5 years
Tweet media one
25
11
212
@TukuniSahu
Tukuni Sahu
3 years
ଓଡ଼ିଶାର ଗର୍ବ ଓ ଗୌରବ ଲୋକ କବିରତ୍ନ,ପଦ୍ମଶ୍ରୀ ଶ୍ରୀ ହଳଧର ନାଗଙ୍କ ୭୧ ତମ ଜନ୍ମ ଦିବସରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।
Tweet media one
6
4
217
@TukuniSahu
Tukuni Sahu
3 years
ପବିତ୍ର #ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। #ଜୟଜଗନ୍ନାଥ @CMO_Odisha @Naveen_Odisha @BJDITWing @bjd_odisha
Tweet media one
18
6
217
@TukuniSahu
Tukuni Sahu
4 years
ଶ୍ରୀରାମ ନବମୀରେ ସମସ୍ତଙ୍କୁ ମୋର ଶୁଭକାମନା। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ସମସ୍ତଙ୍କ ଜୀବନରେ ଦୁଃଖ ରୂପକ ଅନ୍ଧାରକୁ ଦୁରକରି ଖୁସି ରୂପକ ଆଲୋକ ଭରିଦିଅନ୍ତୁ।ଯୁଗେ ଯୁଗେ ପ୍ରଭୁ ଭିନ୍ନ ଭିନ୍ନ ରୂପ ଧରି ଭକ୍ତଙ୍କୁ ରକ୍ଷା କରିଛନ୍ତି।ଏହି କରୋନା ମହାମାରୀରୁ ମଧ୍ୟ ବିଶ୍ୱବାସୀଙ୍କୁ ରକ୍ଷା କରି ନିରୋଗ ରଖନ୍ତୁ ମୋର ପ୍ରାର୍ଥନାl
Tweet media one
18
7
201
@TukuniSahu
Tukuni Sahu
2 years
୭୬ତମ #ସ୍ୱାଧୀନତାଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। #JaiHind #IndiaAt75
Tweet media one
15
6
211
@TukuniSahu
Tukuni Sahu
4 years
Tweet media one
7
6
210
@TukuniSahu
Tukuni Sahu
2 years
ଆଜି ଟିଟିଲାଗଡ଼ ଜଗନ୍ନାଥ ମନ୍ଦିର ଠାରୁ ଜଗନ୍ନାଥ ଏକ୍ସପ୍ରେସ ର ଶୁଭାରମ୍ଭ କରାଯାଇଛି । @OSRTC_Odisha ଦ୍ଵାରା ଜଗନ୍ନାଥ ଏକ୍ସପ୍ରେସ କଣ୍ଟାବାଞ୍ଜି- ଟିଟିଲାଗଡ଼- ପୁରୀ କୁ ପ୍ରତିଦିନ ଯାତ୍ରା କରିବ।
Tweet media one
Tweet media two
Tweet media three
6
10
212
@TukuniSahu
Tukuni Sahu
4 years
ଆଜି ଟିଟିଲାଗଡ ବ୍ଳକ ର ଶଗଡଘାଟ ଗ୍ରାମ ପଞ୍ଚାୟତ ଠାରେ କୋଭିଡ ୧୯ ର ଆଇସୋଲେସନ କେନ୍ଦ୍ର ପରିଦର୍ଶନ ପ୍ରସ୍ତୁତି ଅନୁଧ୍ୟାନ କରିଥିଲି। ଓ ଶ୍ରମିକ ମାନଙ୍କ ୧୫୦୦ ଟଙ୍କା ସରକାରୀ ସହାୟତା ପ୍ରଦାନ କଲି। @WCDOdisha @LESIOdisha @CollectorBgr @IPR_Odisha
Tweet media one
Tweet media two
Tweet media three
16
13
201
@TukuniSahu
Tukuni Sahu
1 year
ଓଡ଼ିଶାରେ ଏକମାତ୍ର ଇଞ୍ଜିନ 'ମହାପ୍ରଭୁଙ୍କ ରଥ' @bjd_odisha
Tweet media one
34
5
205
@TukuniSahu
Tukuni Sahu
5 years
ଆଜି କେନ୍ଦୁଝର ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସମୟରେ।
Tweet media one
Tweet media two
Tweet media three
Tweet media four
18
6
198
@TukuniSahu
Tukuni Sahu
3 years
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କ ଦ୍ୱାରା WODC ତରଫରୁ ପଶ୍ଚିମ ଓଡିଶା ପାଇଁ କୋଭିଡ ସହାୟତା ର ଶୁଭ ଉଦଘାଟନ। ବଲାଙ୍ଗୀର ଜିଲ୍ଲା ବାସି ଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ। @CMO_Odisha
Tweet media one
Tweet media two
10
3
202
@TukuniSahu
Tukuni Sahu
4 years
ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଓ ଶୁଭେଚ୍ଛା। ପ୍ରଭୁ ବିଶ୍ଵକର୍ମାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ।
Tweet media one
9
4
206
@TukuniSahu
Tukuni Sahu
4 years
ଆଜି ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଥିଲେ। @WCDOdisha @mission_shakti @BJD4Balangir @BJD4Odisha @bjd_odisha @CMO_Odisha @Naveen_Odisha #WomensDay2020
Tweet media one
Tweet media two
Tweet media three
Tweet media four
7
10
197
@TukuniSahu
Tukuni Sahu
4 years
ଓଡିଶା ମାଟି ସହ ସଂପର୍କ ଥିବା ସମସ୍ତଙ୍କୁ, ଆମର ସାଢେ ଚାରି କୋଟି ଓଡିଆ ଭାଇଭଉଣୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ଯେ ମଇ ୩୦ ତାରିଖ ଶନିବାର ଦିନ ସଂଧ୍ୟା ୫ଟା ସମୟରେ , ଦୁନିଆରେ ଯେଉଁଠାରେ ବି ଥାଆନ୍ତୁ, ସମସ୍ତେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରନ୍ତୁ। @BJDITWing @BJD4Balangir
14
19
190
@TukuniSahu
Tukuni Sahu
4 years
ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ ,ସେ ଜଣେ ଦକ୍ଷ ସଂଗଠକ, ନିର୍ଭୀକ ଓ ଲୋକାଭିମୁଖୀ ନେତା ଥିଲେ । ଭଗବାନ ତାଙ୍କର ଆତ୍ମାଙ୍କୁ ସଦଗତି ପ୍ରଦାନ କରନ୍ତୁ। ଓଁ ଶାନ୍ତି ।
Tweet media one
25
4
200
@TukuniSahu
Tukuni Sahu
2 years
ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମହାପ୍ରୟାଣ ଦିବସ ଅବସରରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। #BijuPatnaik @bjd_odisha @Naveen_Odisha @pranabpdas
Tweet media one
Tweet media two
Tweet media three
Tweet media four
9
12
204
@TukuniSahu
Tukuni Sahu
4 years
Under inspiration of Hon'ble Chief Minister, we're determined to combat the Covid-19, I did place Rs.60.00 lac(Rupees Sixty lac)from my MLA LAD Fund with the Collector & DM Bolangir today, to utilise the same for combating Covid- 19 in my Constituency Titilagarh. @CMO_Odisha
Tweet media one
Tweet media two
24
12
190
@TukuniSahu
Tukuni Sahu
3 years
75ତମ ସ୍ୱାଧୀନତା ଦିବସ ଉପଲକ୍ଷେ କୋରାପୁଟ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହୋତ୍ସବ ଅବସରରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କଲି l #ବନ୍ଦେମାତାରମ 🇮🇳
Tweet media one
Tweet media two
Tweet media three
Tweet media four
11
12
203
@TukuniSahu
Tukuni Sahu
5 years
ଇଂରାଜୀ ନବବର୍ଷ ୨୦୨୦ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଓ ସଫଳତାର ବର୍ଷ ହେଉ l ସମସ୍ତଙ୍କୁ ମୋର ଇଂରାଜୀ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖମୟ ଜୀବନ ଏବଂ ସମୃଦ୍ଧି କାମନା କରୁଛି 💐🙏 @Naveen_Odisha @BJD4Odisha @bjd_odisha @WCDOdisha @CMO_Odisha
Tweet media one
14
8
199
@TukuniSahu
Tukuni Sahu
4 years
ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।
Tweet media one
9
7
191
@TukuniSahu
Tukuni Sahu
3 years
ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ଅଭିନୟର୍ ମହାନାୟକ, ଚମତ୍କାର ଅଭିନେତା ଆର୍ ଅଦ୍ଭୁତ ନାଟ୍ୟପ୍ରତିଭା, ଆମର୍ ମାଟିର୍ ଗରବ୍, ଗୌରବ ଆର୍ ସ୍ବାଭିମାନ ଅଟଳ ବିହାରୀ ପଣ୍ଡାଙ୍କର୍ ଦେହାନ୍ତରେ ମୁଇଁ ବହୁତ୍ ଦୁଖୀ । ତାଙ୍କର୍ ବିୟୋଗ ଓଡିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।
Tweet media one
12
8
195
@TukuniSahu
Tukuni Sahu
4 years
ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା। ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ। #DurgaPuja @BJD4Balangir @bjd_odisha @BJDITWing
Tweet media one
12
9
192
@TukuniSahu
Tukuni Sahu
3 years
ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ର ନେତୃତ୍ୱ ସମ୍ମିଳନୀ, ବଲାଙ୍ଗିର @Naveen_Odisha @bjd_odisha @BJDITWing @pranabpdas
Tweet media one
Tweet media two
Tweet media three
Tweet media four
8
12
192
@TukuniSahu
Tukuni Sahu
4 years
ଓଡିଆ ଆଲବମ ଅଭିନେତ୍ରୀ ଦୀପା ସାହୁକଂ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ.. ତାକଂ ଅମର ଅତ୍ମାର ସଦଗତି କାମନା କରୁଛି...
Tweet media one
15
6
188
@TukuniSahu
Tukuni Sahu
2 years
କୋଟି କୋଟି ଓଡିଆଙ୍କ ମଉଡମଣି,ଓଡିଶାର ଭୂମିପୁତ୍ର, ପ୍ରବାଦ ପୁରୁଷ,ଝଡର ଇଗଲ,ନୁଆଁ ଓଡିଶାର ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 💐🙏💐 ll
Tweet media one
3
12
193
@TukuniSahu
Tukuni Sahu
3 years
ରାଜ୍ୟର ମହିଳାମାନଙ୍କ କଲ୍ୟାଣ ଓ ସଶକ୍ତିକରଣ ଧାରାକୁ ଆହୁରି ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର 'ମିଶନ ଶକ୍ତି' ବିଭାଗ ଗଠନକୁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଅନୁ���ୋଦନ କରିଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୨୦୨୨-୨୩ ସାଧାରଣ ବଜେଟରେ ବିଭାଗ ପାଇଁ ବ୍ୟୟବରାଦ କରାଯିବ। #Odisha Mission Shakti Odisha
Tweet media one
14
9
193
@TukuniSahu
Tukuni Sahu
3 years
ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆସନ୍ତୁ କୋଭିଡ ସ୍ଥିତିରେ ଘରେ ରହି ପରିବାର ଲୋକଙ୍କ ସହ ରଜ ଉତ୍ସବ ପାଳନ କରିବା ଏବଂ ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା। #RajaParba #ରଜ
Tweet media one
11
2
194
@TukuniSahu
Tukuni Sahu
4 years
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ କଥା ରେ ଅନୁପ୍ରାଣିତ ହୋଇ ସଇଁତଳା ବିଜୁ ଯୁବ ବାହିନୀ ସଦସ୍ୟ ମାନେ CMRF କୁ ୨୧୦୦୦ ଅର୍ଥ ପ୍ରଦାନ କରିଥିବାରୁ ନିଶ୍ଚିତ ରୂପେ ଅନ୍ୟ ମାନେ ମଧ୍ୟ ପ୍ରେରିତ ହୋଇ ଆଗେଇଆସିବେ ॥ @CMO_Odisha @OdishaBYV @SecyChief @IPR_Odisha @CollectorBgr @Naveen_Odisha
Tweet media one
Tweet media two
8
4
186
@TukuniSahu
Tukuni Sahu
2 years
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ପଦ୍ମପୁରବାସୀଙ୍କୁ ଅଶେଷ ଅଭିନନ୍ଦନ।ବିଜେଡି ପ୍ରାର୍ଥୀଙ୍କ ବିପୁଳ ବିଜୟ ପାଇଁ ଦଳରନେତା ଏବଂ କର୍ମୀଙ୍କୁ ଅବଦାନ ରହିଛି,ଏହି ବିଜୟର ସଂପୂର୍ଣ୍ଣ ଶ୍ରେୟ ପ୍ରିୟ @Naveen_Odisha ଏହି ବିଜୟରୁ ପ୍ରମାଣିତ ହୋଇଛି ଓଡ଼ିଶାବାସୀଙ୍କ ବିଶ୍ୱାସ ନବୀନ ବାବୁଙ୍କ ପ୍ରତି ପୂର୍ବଭଳି ଶତପ୍ରତିଶତ ରହିଛି। ଜୟ ଜଗନ୍ନାଥ 🙏
Tweet media one
7
6
192
@TukuniSahu
Tukuni Sahu
3 years
ସମାଜ ର ସବୁଠାରୁ ଶେଷଧାଡିରେ ଠିହା ହୋଇଥିବା ଲୋକ ପାଖରେ କୋଭିଡ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଟିକି ମାଉସି କହେ ଅଭିଯାନ ର ଶୁଭାରମ୍ଭ । @CMO_Odisha @WCDOdisha @bjd_odisha @BJDITWing @BMJD_Odisha @BmjdOdisha @UNICEFIndia
Tweet media one
Tweet media two
Tweet media three
Tweet media four
6
10
182
@TukuniSahu
Tukuni Sahu
4 years
ପବିତ୍ର ଦଶହାର ଏବଂ ବିଜୟା ଦଶମୀ ଅବସରରେ ହାର୍ଦ୍ଧିକ ଅଭିନ୍ଦନ ଓ ଶୁଭେଚ୍ଛା । @Naveen_Odisha @bjd_odisha @BMJD_Odisha @BmjdOdisha @BJDITWing
Tweet media one
9
6
182
@TukuniSahu
Tukuni Sahu
2 years
ସାଢ଼େ ଚାରିକୋଟି ଓଡ଼ିଆଙ୍କ ଜନମାନସର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କ ଜନ୍ମ ଦିନରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଜଗନ୍ନାଥଙ୍କ ଅଶେଷ କୃପା ଓ ଆଶୀର୍ବାଦ ତାଙ୍କ ପ୍ରତି ଏମିତି ନିରନ୍ତର ରହିଥାଉ ।ମହାପ୍ରଭୁ ଶତାୟୁ ପ୍ରଦାନ କରନ୍ତୁ ଓ ଚଲାପଥ କୁସୁମିତ ହେଉ,ଏଭଳି ଭାବେ ସେ ଓଡ଼ିଶାବାସୀଙ୍କ ସେବା କରୁଥାନ୍ତୁ ।🙏
Tweet media one
11
14
189
@TukuniSahu
Tukuni Sahu
2 years
ସୁଖ, ଶାନ୍ତି, ମୈତ୍ରୀ ଓ ଆନନ୍ଦ ର ପବିତ୍ର ପରମ୍ପରା ଓ ଗଣପର୍ବ ନୁଆଁଖାଇ ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ l ମା ସମଲେଶ୍ଵରୀ,ମା ଘଣ୍ଟାଶୁନି, ଆପଣ ମାନକେ ସବକେ ଘଣ୍ଟ ଘୋଡେଇ ରଖି ଥାଉନ। ନୂଆଖାଇ ଜୁହାର । #NuakhaiJuhar @Naveen_Odisha
Tweet media one
Tweet media two
Tweet media three
Tweet media four
16
9
185
@TukuniSahu
Tukuni Sahu
3 years
ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କ ନିର୍ଦ୍ଦେଶ ରେ ଆଜି ଟିଟିଲାଗଡ ମହାବୀର ପଞ୍ଚାୟତ ଧର୍ମଶାଳା ଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ଯରେ ସ୍ଵେଛାକୃତା ରକ୍ତ ଦାନ ଶିବିର ଆୟୋଜନ କରାଯାଉଛି। ରକ୍ତ ଦାନ କରିଥିବା ସମସ୍ତ ରକ୍ତ ଦାତା ମାନଙ୍କୁ ଧନ୍ୟବାଦ। @BJDITWing @BMJD_Odisha @BMJD_Odisha @bjd_odisha
Tweet media one
Tweet media two
Tweet media three
Tweet media four
7
10
177
@TukuniSahu
Tukuni Sahu
2 years
ବରିଷ୍ଠ ବିଜେଡି ନେତା ତଥା ଓଡିଶା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ ଓ ମର୍ମାହତ । ତାଙ୍କର ବିୟୋଗ ଓଡ଼ିଶା ତଥା ଦଳ ପାଇ ଏକ ଅପୂରଣୀୟ କ୍ଷତି । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି। #OmShanti 🙏
Tweet media one
23
7
182
@TukuniSahu
Tukuni Sahu
5 years
ନିଜ ଅଭିନୟ ମାଧ୍ୟମରେ ସବୁବେଳେ ହସାଉଥିବା ଏବଂ ବର୍ଷ ବର୍ଷ ଧରି ଓଡ଼ିଶାବାସୀଙ୍କ ହୃଦୟରେ ସ୍ଥାନ ପାଇଥିବା ଓଡ଼ିଆ ସିନେ ଅଭିନେତା ସଲିଲ ମିତ୍ରଙ୍କ ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ ।
13
4
177
@TukuniSahu
Tukuni Sahu
4 years
ଭାରତୀୟ ସମ୍ବିଧାନର ପ୍ରଣେତା ଡ଼. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସେ ଏକାଧାରରେ ଜଣେ ଅର୍ଥନୀତିଜ୍ଞ, ଦାର୍ଶନିକ, ଐତିହାସିକ ଓ ନୀତି ପ୍ରଣେତା ଥିଲେ। ଭାରତୀୟ ଗଣତନ୍ତ୍ର ପାଇଁ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ ।
Tweet media one
13
10
176
@TukuniSahu
Tukuni Sahu
4 years
ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଳା ବ୍ଳକ ର ବିଜୁ ଜନତା ଦଳର ସଭ୍ୟାମାନଙ୍କ ସହିତ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ #COVID19 ସମ୍ପର୍କିତ ପଦକ୍ଷେପ ତଥା ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ଓ ଆଗାମୀ କାର୍ଯ୍ୟକ୍ରମ ସମସ୍ୟା ସମାଧାନ ବିଷୟରେ ଆଲୋଚନା କଲି। @Naveen_Odisha @bjd_odisha @BMJD_Odisha @BJDITWing @BJD4Balangir
Tweet media one
Tweet media two
Tweet media three
Tweet media four
11
10
159
@TukuniSahu
Tukuni Sahu
5 years
ଆଜି ଖୋର୍ଦ୍ଧା ଜିଲ୍ଲା ଗ୍ରସ୍ତ ସମୟରେ ବାଲିପାଟଣା ବ୍ଳକ ର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଗ୍ରସ୍ତ କରି କେନ୍ଦ୍ର ର ପରିଚାଳନା ବିଷୟରେ ଆଲୋଚନା କରିଥିଲି। @CMO_Odisha @WCDOdisha @bjd_odisha @IPR_Odisha @BJD4Balangir
Tweet media one
Tweet media two
Tweet media three
Tweet media four
13
7
175
@TukuniSahu
Tukuni Sahu
5 years
Please Take Necessary Action urgently addressing the issue like NFBS,Widow Pension of Titilagarh Block @CollectorBalan1
@WeHateCorrupt
YouthAgainstCorruption
5 years
@CMO_Odisha @CollectorBalan1 @WCDOdisha @TukuniSahu @RDOdisha #ବଲାଂଗୀର ଜିଲ୍ଲା #ଟିଟିଲାଗଡ଼ ବ୍ଲକ #ଉଦେପୁର ଗ୍ରାମର ବିଧବା ମହିଳାଙ୍କୁ ଶୀଘ୍ର ସରକାରୀ ସହାୟତା ଯଥା ବିଧବା ଭତ୍ତା, NFBS ତଥା ପକ୍କାଗୃହ ଖଣ୍ଡେ ପ୍ରଦାନ କରିବା ସକାଶେ @Naveen_Odisha ଙ୍କୁ ବିନମ୍ର ଅନୁରୋଧ.. 🙏🙏🙏🙏
Tweet media one
2
1
10
19
15
170
@TukuniSahu
Tukuni Sahu
5 years
ଆଜି ଟିଟିଲାଗଡ ବିଜୁ ଜନତା ଦଳ ପକ୍ଷରୁ ବ୍ଳକ ସ୍ତରୀୟ ପଦଯାତ୍ରା ସଇନ୍ତଲା ବ୍ଳକ ର ବରଗାଁ ଛକ ରୁ ଭଦ୍ରା ଗ୍ରାମ କୁ ଅନୁଷ୍ଠିତ ହୋଇଯାଇଛି। ସଇନ୍ତଲା ବ୍ଲକ ର ସମସ୍ତ ବିଜୁ ଜନତା ଦଳ କର୍ମୀ ଓ ଶୁଭେଚ୍ଛୁ ଯୋଗ ଦେଇ ପଦଯାତ୍ରା ସଫଳ କରିଛନ୍ତି। @BJD4Balangir @bjd_odisha @BJD4Odisha @BJDITWing @BIJAYANAYAK1 @Naveen_Odisha
Tweet media one
Tweet media two
Tweet media three
Tweet media four
8
12
170
@TukuniSahu
Tukuni Sahu
5 years
Today visited Department after taking charge and interacted with State Administration on Departmental activities.
Tweet media one
Tweet media two
Tweet media three
Tweet media four
13
5
168
@TukuniSahu
Tukuni Sahu
3 years
ବଲାଙ୍ଗୀର ଜିଲ୍ଲାରେ କ୍ରିଡା ଭିତ୍ତିଭୂମିର ବିକାଶ ପାଇଁ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଷୁରା ଠାରେ ୬ କୋଟି ଟଙ୍କା ର ଏକ ଇନଡୋର ଷ୍ଟାଡିୟମ ମଞ୍ଜୁର କରିଥିବା ହେତୁ ତୁଷୁରା ବାସି ଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ କୋଟି କୋଟି ଧନ୍ୟବାଦ। @Naveen_Odisha @bjd_odisha @BJDITWing
Tweet media one
Tweet media two
Tweet media three
5
10
174
@TukuniSahu
Tukuni Sahu
3 years
ଜୀବନର ଅଧା ବାଟରେ ଆରପାରିକୁ ଚାଲିଗଲେ ଜତିଶ ଖମାରୀ । ସେ ଜଣେ ସଚ୍ଚୋଟ,କର୍ତ୍ତବ୍ୟନିଷ୍ଠ, ସାହାସୀ,ବିଜ୍ଞ ସାମ୍ୱାଦିକ ଭାବରେ ବେଶ ଜଣାଶୁଣା ଥିଲେ । ଭଗବାନ ତାଙ୍କ ପରିବାର କୁ ଏ ଦୁଃଖ ସମୟରେ ସାହସ ଦିଅନ୍ତୁ।
Tweet media one
17
9
174
@TukuniSahu
Tukuni Sahu
5 years
ବାଲ୍ୟବିବାହ ନିରୋଧ ସଂପର୍କୀତ ରାଜ୍ୟସ୍ତରୀୟ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ State Action Plan Against Child Marriage ର ଉନ୍ମୋଚନ ଓ ବାଲ୍ୟବିବାହକୁ ଦୃଢ ବିରୋଧ କରି ଚମ୍ପିଆନ ଆଖ୍ୟା ପାଇଥିବା ୬ଜଣ ଝିଅ ଙ୍କୁ ସମ୍ମାନିତ କରାଯାଇଛି।
Tweet media one
Tweet media two
Tweet media three
Tweet media four
6
12
172