Mission Shakti Profile Banner
Mission Shakti Profile
Mission Shakti

@mission_shakti

53,528
Followers
70
Following
148
Media
291
Statuses

Official account of #MissionShakti . Empowering women through #SHG . Now part of Department of Mission Shakti, Government of Odisha

Bhubaneshwar, India
Joined July 2017
Don't wanna be here? Send us removal request.
@mission_shakti
Mission Shakti
3 months
ତା ୧୭.୦୬.୨୪ ରିଖରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମିଶନ ଶକ୍ତି ବିଭାଗର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ବିଭାଗର ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଓଡିଶା ଜୀବିକା ମିଶନ ନିର୍ଦ୍ଦେଶକ ଶ୍ରୀ ଭିନୀତ ଭରଦ୍ୱାଜ, ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Tweet media one
Tweet media two
Tweet media three
12
14
300
@mission_shakti
Mission Shakti
1 month
ତା ୦୧.୦୮.୨୪ ରିଖରେ ଓଡିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମିଶନ ଶକ୍ତି ଭବନ ଠାରେ ବିଭାଗର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକଳାପର ବିସ୍ତୃତ ସମୀକ୍ଷା କରିଥିଲେ।
Tweet media one
Tweet media two
Tweet media three
15
4
138
@mission_shakti
Mission Shakti
3 months
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ମିଶନ ଶକ୍ତି ଭବନ ପରିସରରେ ‘ଏକ୍ ପେଡ୍‌ ମା କେ ନାମ' ଅଭିଯାନର ଶୁଭାରମ୍ଭ ହେବାପରେ ସମଗ୍ର ରାଜ୍ୟରେ ମିଶନ ଶକ୍ତି ସଦସ୍ୟା ମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
Tweet media one
Tweet media two
Tweet media three
18
7
136
@mission_shakti
Mission Shakti
1 month
ତା ୦୩.୦୮.୨୦୨୪ ରିଖରୁ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ #MissionShaktiSHG ଙ୍କ ନିମନ୍ତେ ବ୍ୟାଙ୍କଋଣ ଆବେଦନ ପତ୍ର ସଂଗ୍ରହ ଓ ଡକ୍ୟୁମେଣ୍ଟେସନ୍ ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ପ୍ରକ୍ରିୟା ଆରମ୍ଭ ହୋଇଛି ।
Tweet media one
Tweet media two
Tweet media three
Tweet media four
5
2
77
@mission_shakti
Mission Shakti
3 months
ତା ୨୩.୦୬.୨୦୨୪ ରିଖରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମିଶନ ଶକ୍ତି ଭବନ ପରିସରରେ ଏକ 'ବଉଳ' ଚାରା ରୋପଣ କରି ମିଶନଶକ୍ତି ମାଧ୍ଯମରେ "ଏକ୍ ପେଡ୍ ମା କେ ନାମ" ଅଭିଯାନର ଶୁଭାରମ୍ଭ କରିଛନ୍ତି ।
Tweet media one
Tweet media two
Tweet media three
Tweet media four
4
4
61
@mission_shakti
Mission Shakti
1 month
ମିଶନ ଶକ୍ତି ବିଭାଗ @apc_program ମାଧ୍ୟମରେ ମିଳିତ ଭାବେ ଏବଂ ଏକକାଳୀନ ଅମଳ ତଥା ସମନ୍ଵୟରେ ବଜାର ସହାୟତା ଯୋଗାଇ ଦେଇ କ୍ଷୁଦ୍ର ମହିଳା ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିପାରିଛି । ଏଥର ଖରିଫ ଋତୁରେ ମିଶନ ଶକ୍ତିର ଏହି ସ୍ବାବଲମ୍ବୀ ମହିଳା କୃଷକମାନେ ଅନୁଗୁଳ କିଶୋରନଗରରେ ୧୪୧ ଏକର ଜମିରେ ଫୁଲକୋବି ଚାଷ କରୁଛନ୍ତି ।
Tweet media one
Tweet media two
Tweet media three
Tweet media four
5
5
54
@mission_shakti
Mission Shakti
5 years
The SHG received training on disease,pest control management & de worming etc. They received the best SHG award from NABARD in the year 2019.Since then this income generating activity has led to a stable monthly income for the group.
Tweet media one
Tweet media two
Tweet media three
3
8
40
@mission_shakti
Mission Shakti
15 days
ରାୟଗଡ଼ା କାଶିପୁର ବ୍ଲକ୍ ର ୫୦୦ ମହିଳା କୃଷକ, ମିଶନ ଶକ୍ତି ଓ କୃଷି ଉତ୍ପାଦନ କ୍ଲଷ୍ଟର ସହାୟତାରେ ଆଳୁ ଚାଷ କରୁଛନ୍ତି । ଏଥର ଖରିଫ ଋତୁରେ ୧୭୦ ଏକର ଜମିରେ ଆଳୁ ଚାଷ ଆରମ୍ଭ ହୋଇଛି । ସଶକ୍ତ ମହିଳା, ସଶକ୍ତ ଓଡିଶା ବିକଶିତ ଓଡିଶା
Tweet media one
Tweet media two
Tweet media three
1
3
41
@mission_shakti
Mission Shakti
5 years
They learned to bake around 45 different varieties of breads, cakes, patties, pizzas etc. Now they sell their products daily in the locality. They have received good response in different melas across Odish . Now they have an estimated annual turnover of Rs 7.5 lakh.
Tweet media one
Tweet media two
Tweet media three
2
8
34
@mission_shakti
Mission Shakti
17 days
କେନ୍ଦୁଝର ଜିଲ୍ଲା ମାଣ୍ଡୁଆର ରାଧା କୃଷ୍ଣ ଏସ୍.ଏଚ୍.ଜି ମିଲେଟ ଉତ୍ପାଦ ପ୍ରସ୍ତୁତିକୁ ନିଜର ଜୀବନ ଜୀବିକା ଭାବରେ ଗ୍ରହଣ କରିଛନ୍ତି। ମିଶନ ଶକ୍ତି ଏବଂ ଶ୍ରୀ ଅନ୍ନ ଅଭିଯାନ ସହାୟତାରେ ଏହି ଗୋଷ୍ଠୀର ସଦସ୍ୟାମାନେ ୨୦୨୦ମସିହାରୁ ଜିଲ୍ଲାର ୩୪୩ ଅଙ୍ଗନୱାଡି କେନ୍ଦ୍ର ଓ ୩୭ ଏସ.ଏସ.ଡି ହଷ୍ଟେଲର ୧୨୨୭୮ ପିଲାଙ୍କୁ ମାଣ୍ଡିଆ ଲଡୁ ଯୋଗାଇଦେଉଛନ୍ତି।
Tweet media one
Tweet media two
Tweet media three
1
5
34
@mission_shakti
Mission Shakti
3 months
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଙ୍କୁ ଭେଟିଲେ ଓଡ଼ିଶା ଉପମୁଖ୍ୟମନ୍ତ୍ରି ପ୍ରଭାତୀ ପରିଡ଼ା ।। #MissionShakti
Tweet media one
Tweet media two
0
0
33
@mission_shakti
Mission Shakti
11 days
ତା ୩୦.୦୮.୨୦୨୪ ରିଖରେ, ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ଠାରେ ଏକ ନୂଆ ବିଶ୍ରାମାଗାର ଉଦ୍ଘାଟିତ ହୋଇଯାଇଛି । ମିଶନ ଶକ୍ତି ଜିଲ୍ଲା ସ୍ତରୀୟ ମହାସଂଘ ସଦସ୍ୟମାନଙ୍କ ଦ୍ୱାରା ପରିଚାଳିତ ୫୦ଟି ଶଯ୍ୟା ବିଶିଷ୍ଟ ଏହି ବିଶ୍ରାମାଗାରରେ ରୋଗୀଙ୍କ ପରିବାରବର୍ଗ ବିନା ଶୁଳ୍କରେ ବିଶ୍ରାମ କରିପାରିବେ ।
Tweet media one
Tweet media two
Tweet media three
2
7
35
@mission_shakti
Mission Shakti
20 days
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ଫକିରପୁରରୁ ଶ୍ରୀ କ୍ରୀଷ୍ଣା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମିଶନ ଶକ୍ତି ବିଭାଗ କ୍ଷମତା ଓ ଦକ୍ଷତା ବିକାଶ ତାଲିମ ସହାୟତାରେ ପାରମ୍ପରିକ ପଦ୍ଧତି ତଥା ଆଧୁନିକ କୌଶଳ ବ୍ୟବହାର କରି ଟସର ସିଲ୍କ ଶାଢ଼ୀ ଏବଂ ଅନ୍ୟାନ୍ୟ କପଡା ସାମଗ୍ରୀର ରିଲିଂ ଏବଂ ବୁଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
Tweet media one
Tweet media two
Tweet media three
Tweet media four
1
4
33
@mission_shakti
Mission Shakti
1 month
ତା ୦୫.୦୮.୨୦୨୪ ରିଖରେ କୋରାପୁଟ ଜିଲ୍ଲା ସଦର ମହକୁମାସ୍ଥିତ ମିଶନ ଶକ୍ତି କାଫେ ପରିସରରେ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଏକ ୫ ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।
Tweet media one
Tweet media two
Tweet media three
Tweet media four
3
2
33
@mission_shakti
Mission Shakti
5 years
The average income of each member is approximately Rs 12,000/- per month. They are a beacon of hope and inspiration for lakhs of SHGs members in the state.
Tweet media one
Tweet media two
Tweet media three
Tweet media four
0
6
29
@mission_shakti
Mission Shakti
2 months
A team of officers, headed by Ms. Masanda Pertin, IAS, State Mission Director of Assam SRLM, is on a four-day exposure visit to Odisha to study the women's empowerment initiatives under the Department of #MissionShakti .
Tweet media one
Tweet media two
Tweet media three
Tweet media four
1
3
32
@mission_shakti
Mission Shakti
5 years
Combining traditional skills with sound business practices and institutional finance is the core of SHG activity and Jay Sri SHG has demonstrated this well.
0
3
25
@mission_shakti
Mission Shakti
24 days
ରାକ୍ଷୀ ପୂର୍ଣ୍ଣିମା ଅବସରରେ ପୁରୀ ନିମାପଡ଼ାର ଶ୍ରୀଜଗନ୍ନାଥ ତାଳପତ୍ର ଉତ୍ପାଦକ ଗୋଷ୍ଠୀର ସଦସ୍ୟା ମାନେ ପରିବେଶ ଉପଯୋଗୀ ଏବଂ କାରୁକାର୍ଯ୍ୟରେ ଭରା ତାଳପତ୍ର ରାକ୍ଷୀ ପ୍ରସ୍ତୁତି କରୁଛନ୍ତି ।
Tweet media one
Tweet media two
Tweet media three
Tweet media four
1
3
27
@mission_shakti
Mission Shakti
9 days
ମିଶନ ଶକ୍ତି ସହାୟତାରେ, ରାୟଗଡା ଜିଲ୍ଲା ପଦ୍ମପୁରର ଦିବ୍ୟପ୍ରଭା ଏସ୍.ଏଚ୍.ଜିର ସଦସ୍ୟାମାନେ ଗ୍ରାମ ପଞ୍ଚାୟତ ପୋଖରୀରେ ମତ୍ସ୍ୟଚାଷକୁ ସେମାନଙ୍କର ଜୀବନ ଜୀବିକା ଭାବରେ ଗ୍ରହଣ କରିଛନ୍ତି ।
Tweet media one
Tweet media two
Tweet media three
1
4
27
@mission_shakti
Mission Shakti
19 days
ମିଶନ ଶକ୍ତି ସହାୟତାରେ ୮ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ନେଇ, ଅନୁଗୁଳ ଜିଲ୍ଲା ଗୋବିନ୍ଦପୁରର ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବାଉଁଶରେ ପ୍ରସ୍ତୁତ ଉତ୍ପାଦକୁ ନିଜର ଜୀବନ ଜୀବିକା ଭାବେ ଗ୍ରହଣ କରିଛନ୍ତି ।
Tweet media one
Tweet media two
Tweet media three
Tweet media four
2
2
26
@mission_shakti
Mission Shakti
2 months
0
1
25
@mission_shakti
Mission Shakti
10 days
ସାରା ଓଡ଼ିଶାରେ ଯୋଗ୍ୟ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ,ଅଙ୍ଗନବାଡ଼ି କେନ୍ଦ୍ର, ମୋ ସେବା କେନ୍ଦ୍ର ତଥା ଜନ ସେବା କେନ୍ଦ୍ରରୁ "ସୁଭଦ୍ରା ଯୋଜନା"ର ଆବେଦନ ଫର୍ମ୍ ନିଃଶୁଳ୍କରେ ପ୍ରାପ୍ତ କରୁଛନ୍ତି । ଘରେ ଘରେ ସୁଭଦ୍ରା ।
Tweet media one
Tweet media two
Tweet media three
Tweet media four
2
1
24
@mission_shakti
Mission Shakti
1 month
୨୦୧୮ରେ ମାତ୍ର ୨୦ଟି ସିଲାଇ ମେସିନ୍ ସହିତ ଉଦ୍ୟୋଗୀତାର ଯାତ୍ରା ଆରମ୍ଭ କରିଥିବା ନୟାଗଡ଼ର ଓଡଗାଁ ସ୍ଥିତ ଜୟ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି ସହାୟତାରେ ଆଜି ୫୦ଟି ଅତ୍ୟାଧୁନିକ ମେସିନ୍ ସହିତ ଦୈନିକ ୮୦୦ ରୁ ୧୦୦୦ ୟୁନିଫର୍ମ ତିଆରି କରି ବିଭିନ୍ନ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଇ ଦେଉଛି ।
Tweet media one
Tweet media two
Tweet media three
Tweet media four
1
1
23
@mission_shakti
Mission Shakti
30 days
ତା ୧୨.୦୮.୨୪ ରିଖରେ ମାନ୍ୟବର ଉପ ମୂଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା @ms_bazaar ପରିଦର୍ଶନ କରିଥିଲେ । ଶ୍ରୀମତୀ ପରିଡ଼ା ବଜାର ବୁଲି ଦେଖିବା ସହ ବିକ୍ରି ହେଉଥିବା ଉତ୍ପାଦ ବିଷୟରେ ପଚାରି ବୁଝିଥିଲେ ଏବଂ ସେଠାରେ ପ୍ରଦର୍ଶିତ ଉତ୍କୃଷ୍ଟ ତଥା ଗୁଣାତ୍ମକ ଉତ୍ପାଦର ପ୍ରଶଂସା କରିଥିଲେ ।
Tweet media one
Tweet media two
Tweet media three
Tweet media four
1
0
21
@mission_shakti
Mission Shakti
1 month
ଗଞ୍��ାମ ଜିଲ୍ଲାରେ ମିଶନ ଶକ୍ତି ମା' ମାନେ ୭୮ ଗୋଟି ସିଲେଇ କେନ୍ଦ୍ର ମାଧ୍ୟମରେ ପ୍ରାକ୍ ବିଦ୍ୟାଳୟ ୟୁନିଫର୍ମ ସିଲେଇ କରି ଉଲ୍ଲେଖନୀୟ ଅବଦାନ କରିପାରିଛନ୍ତି । ମିଶନ ଶକ୍ତିର ମା' ମାନେ ୫୧୬୨ ଅଙ୍ଗନୱାଡି କେନ୍ଦ୍ର ର ୩.୪ ଲକ୍ଷ ପିଲାମାନଙ୍କ ପାଇଁ ୟୁନିଫର୍ମ ଯୋଗାଇ ଦେଇଛନ୍ତି ।
Tweet media one
Tweet media two
Tweet media three
Tweet media four
1
1
21
@mission_shakti
Mission Shakti
1 month
ମାନ୍ଯବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଆରମ୍ଭ ହୋଇଥିବା "ଏକ ପେଡ୍ ମା କେ ନାମ୍" ଅଭିଯାନର ଦୃଢ ସମର୍ଥନରେ ମିଶନ ଶକ୍ତି ଲିଡର୍ ମାନେ ସାରା ରାଜ୍ୟରେ ୨.୫ କୋଟି ବୃକ୍ଷରୋପଣ କରିବାକୁ ପ୍ରତିଶୃତି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ମିଶନ ଶକ୍ତି ସଦସ୍ୟାଙ୍କ ଦ୍ଵାରା ଓଡ଼ିଶାରେ ୧.୨୧ କୋଟି ଚାରା ରୋପଣ କରାଯାଇଛି।
Tweet media one
2
0
20
@mission_shakti
Mission Shakti
19 days
ଆଜି ତା ୨୩.୦୮.୨୪ ରିଖ ପୂର୍ବାହ୍ନରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପୁରୀ ନିମାପଡା ଶହୀଦ ସ୍ମୃତି ସଂସଦଠାରେ ମହିଳା ମାନଙ୍କ ସଶକ୍ତିକରଣ ଲକ୍ଷ୍ୟରେ କାନାରା ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ପ୍ରଦାନ ଓ ଆର୍ଥିକ ସାକ୍ଷରତା ଶିବିର ଉଦ୍ଘାଟନ କରିଥିଲେ ।
Tweet media one
Tweet media two
Tweet media three
Tweet media four
1
0
18
@mission_shakti
Mission Shakti
24 days
ମିଶନ ଶକ୍ତି ଏବଂ ଓରମାସ ସହାୟତାରେ କେନ୍ଦୁଝର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ମା' ତାରିଣୀ ଏସ୍.ଏଚ୍.ଜି, ବନ ଦୁର୍ଗା ଏସ୍.ଏଚ୍.ଜି, ମା ଅମ୍ବିକା ଏସ୍.ଏଚ୍.ଜି ଏବଂ ଜ୍ୟୋତି ପେପର ମାସେ ଏସ୍.ଏଚ୍.ଜି ମିଳିତ ଭାବେ ଏକ ରାକ୍ଷୀ ରିଟେଲ ଷ୍ଟଲ୍ ପରିଚାଳନା କରୁଛନ୍ତି ।
Tweet media one
Tweet media two
Tweet media three
Tweet media four
1
0
19
@mission_shakti
Mission Shakti
1 month
କଟକ ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ମିଶନ ଶକ୍ତି ସଦସ୍ୟା ମାନଙ୍କ ପାଇଁ ଏସ୍.ଏଚ୍.ଜି. ବ୍ୟାଙ୍କ ଋଣ ବିଷୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଚାଲୁଅଛି । Special drive on SHG bank loan has been conducted in different blocks of #Cuttack District. #MissionShakti #SHGBankLinkage #Odisha
Tweet media one
Tweet media two
Tweet media three
1
0
18
@mission_shakti
Mission Shakti
1 month
କେନ୍ଦୁଝର ଜିଲ୍ଲା ସଦର କାର୍ଯ୍ୟାଳୟ ଠାରେ ବଜ୍ରପାତ ଏବଂ ସମ୍ଭାବ୍ୟ ବିପଦ ସମୟରେ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ କରାଯାଇଅଛି । ପୌରପାଳିକାର ୧୦୦ ଜଣ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ନିମନ୍ତେ @osdmaodisha ଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
Tweet media one
Tweet media two
Tweet media three
Tweet media four
1
0
18
@mission_shakti
Mission Shakti
28 days
'ଘରେ ଘରେ ତ୍ରିରଙ୍ଗା' ଅଭିଯାନ ଅଧୀନରେ ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କ ଦ୍ୱାରା ସ୍କୁଟର ରାଲି ବାଲିପାଟଣା, ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି । #MissionShakti #Odisha #TrirangaRally #EmpoweredWomen #EmpoweredOdisha #ViksitOdisha
Tweet media one
Tweet media two
Tweet media three
Tweet media four
1
0
15
@mission_shakti
Mission Shakti
17 days
ଆଜି ଆମ ରାଜ୍ୟରେ ଲକ୍ଷପତି ଦିଦିଙ୍କ ପାଇଁ ପ୍ରତି ବ୍ଲକରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା କାର୍ଯକ୍ରମରେ ଏକ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସମ୍ମାନିତ କରାଯାଇଛି । ସେମାନଙ୍କ ମଧ୍ୟରେ ଲକ୍ଷପତି ଦିଦି ତଥା କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମଧ୍ୟ ସାମିଲ ଅଛନ୍ତି ।
Tweet media one
1
1
14
@mission_shakti
Mission Shakti
10 days
ସାରା ରାଜ୍ୟରେ ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଙ୍କ ପାଇଁ "ସୁଭଦ୍ରା ଯୋଜନା" ସମ୍ବନ୍ଧୀୟ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଚାଲୁଅଛି । #MubiSubhadra #MissionShaktiSHG #EmpoweredWomen #EmpoweredOdisha #ViksitOdisha
Tweet media one
Tweet media two
Tweet media three
Tweet media four
2
0
15
@mission_shakti
Mission Shakti
14 days
On 28.08.24, a distinguished delegation from @WFP , led by Ms. Valerie Guarnieri, Assistant Executive Director for Programme Operations at WFP HQ, Rome visited @ms_bazaar Bhubaneswar. The delegation explored the wide array of organic products on offer by #SHG members.
Tweet media one
Tweet media two
Tweet media three
1
6
14
@mission_shakti
Mission Shakti
1 month
ସମସ୍ତ ବ୍ଲକ୍, ଆଇସିଡିଏସ୍ ଓ ମିଶନ ଶକ୍ତି ଅଧିକାରୀ, ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ ମହାସଂଘ ଲିଡର୍ ଏବଂ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କୁ, ଏସ.ଏଚ.ଜି ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଣ, ସିସି ଋଣ ନବୀକରଣ ଏବଂ ମିଶନ ଶକ୍ତି ଋଣ - ରାଜ୍ୟ ସୁଧ ରିହାତି ବ୍ୟବସ୍ଥା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ତାଲିମ ଦିଆଯାଉଛି ।
Tweet media one
Tweet media two
Tweet media three
Tweet media four
1
0
14
@mission_shakti
Mission Shakti
1 month
ସୁନ୍ଦରଗଡ଼ ନୂଆଗାଁ ସ୍ଥିତ ଜ୍ୟୋତି ଏସ୍.ଏଚ୍.ଜି ନୁଆଦିଲ୍ଲୀର ଶାସ୍ତ୍ରୀ ଭବନ ଠାରେ ଅଗଷ୍ଟ ୪-୧୦ ତାରିଖ ପର୍ଯ୍ୟନ୍ତ ମିଲେଟ ଉତ୍ପାଦ ଉପରେ ଚାଲିଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମିଲେଟରୁ ପ୍ରସ୍ତୁତ ହେଇଥିବା ନିଜସ୍ଵ ବିସ୍କୁଟ,ନୁଡ଼ଲ୍ସ ଏବଂ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ପ୍ରଦର୍ଶନ ଏବଂ ବିକ୍ରୟ କରୁଛନ୍ତି । #MissionShakti #Millets
Tweet media one
Tweet media two
Tweet media three
Tweet media four
1
0
13
@mission_shakti
Mission Shakti
30 days
‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅଧୀନରେ ଜାତୀୟ ପତାକା ପ୍ରସ୍ତୁତିରେ ନିୟୋଜିତ ମିଶନ ଶକ୍ତି ସଦସ୍ୟା ମାନେ ୧୧.୦୮.୨୪ ସୁଦ୍ଧା ୫୦ ଲକ୍ଷ ଜାତୀୟ ପତାକା ତିଆରି କରିସାରିଲେଣି ।
Tweet media one
1
1
13
@mission_shakti
Mission Shakti
20 days
ସୁନ୍ଦରଗଡ ଜିଲ୍ଲା ରେଙ୍ଗାଲବାଡର ମା ସ୍ୱରସ୍ୱତୀ ଏସ୍.ଏଚ୍.ଜି, କଇଁସରାର ଗଙ୍ଗୋତ୍ରୀ ଏସ୍.ଏଚ୍.ଜି, ପନ୍ଦରାମାଳର ମା ଧରିତ୍ରୀ ଏସ୍.ଏଚ୍.ଜି, ଏବଂ କବାଙ୍ଗର ମା ଗାୟତ୍ରୀ ଏସ୍.ଏଚ୍.ଜି, ମିଶନ ଶକ୍ତି ସହାୟତାରେ ଗ୍ରାମ ପଞ୍ଚାୟତ ପୋଖରୀରେ ମତ୍ସ୍ୟଚାଷକୁ ନିଜର ଜୀବନ ଜୀବିକା ଭାବରେ ଗ୍ରହଣ କରିଛନ୍ତି ।
Tweet media one
Tweet media two
Tweet media three
Tweet media four
1
1
12
@mission_shakti
Mission Shakti
21 days
Indulge in the artisanal flavours of #Odisha through handcrafted souvenir Silver Filigree Anklets, available at Mission Shakti Bazaar, Bhubaneswar #MissionShaktiBazaar #MissionShakti #silverfiligree #odishahandicrafts #SHG #EmpoweredWomen #EmpoweredOdisha #ViksitOdisha
Tweet media one
Tweet media two
0
1
12
@mission_shakti
Mission Shakti
11 days
Tweet media one
1
1
12
@mission_shakti
Mission Shakti
15 days
Tweet media one
1
0
12
@mission_shakti
Mission Shakti
1 month
କୋରାପୁଟ #MissionShakti , @ormas_odisha ଏବଂ @OLM_Antyoday ର ଅଧିକାରୀମାନେ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି । ଅଧିକାରୀ ମାନେ ଫ୍ଲୋରିକଲଚର ୟୁନିଟ୍ ଏବଂ ବ୍ରହ୍ମପୁର ସ୍ଥିତ ଆଚାର ପ୍ରସ୍ତୁତି ୟୁନିଟ୍, ସିଲାଇ କେନ୍ଦ୍ର ବୁଲି ଦେଖିଥିଲେ । #ExposureVisit
Tweet media one
Tweet media two
Tweet media three
1
1
11
@mission_shakti
Mission Shakti
21 days
କଟକ ସିଟି ୨ର ସ୍ୱରୂପା ମହାସଂଘ ଜିଲ୍ଲା ମୁଖ୍ୟ ହସ୍ପିଟାଲ କ୍ୟାଣ୍ଟିନକୁ ଦୈନିକ ୬୦-୭୦ ରୋଗୀ ଙ୍କ ପାଇଁ ସୁସ୍ୱାଦୁ ଏବଂ ପୁଷ୍ଟିକର ଗରମ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି। ମିଶନ ଶକ୍ତି ମା' ମାନଙ୍କ ହାତ ରନ୍ଧା ଖାଦ୍ୟ ରୋଗୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆଣିବାରେ ସହାୟକ ହେବା ସହ ସଦସ୍ୟାମାନଙ୍କ ଅର୍ଥନୈତିକ ସ୍ଥିତିରେ ପରିବର୍ତ୍ତନ ଆଣିପାରିଛି।
Tweet media one
Tweet media two
Tweet media three
Tweet media four
1
0
10
@mission_shakti
Mission Shakti
3 months
ଗତ ଦୁଇ ଦିନ ମଧ୍ୟରେ ମିଶନ ଶକ୍ତି ମା ମାନେ ପ୍ରାୟ ୨୦ ଲକ୍ଷ ବୃକ୍ଷରୋପଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧିନରେ ୨.୫ କୋଟି ବୃକ୍ଷରୋପଣ କରିବାର ଯୋଜନା ଅଛି। #EkPedMaaKeNaam #Plant4Mother
2
1
11
@mission_shakti
Mission Shakti
12 days
ନୟାଗଡ଼ ଜିଲ୍ଲା ଦଶପଲ୍ଲାର ମା କଲ୍ୟାଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଧୂପକାଠି ଉତ୍ପାଦନକୁ ନିଜର ଜୀବନ ଜୀବିକା ଭାବେ ଗ୍ରହଣ କରି ନିଜର ଉଦ୍ୟୋଗୀ ହେବାର ସ୍ୱପ୍ନକୁ ସାକାର କରିଛନ୍ତି । ମିଶନ ଶକ୍ତି ସହାୟତାରରେ ଦକ୍ଷତା ବୃଦ୍ଧି କରି ଏହି ସଦସ୍ୟାମାନେ ବାର୍ଷିକ ୬ ଲକ୍ଷ ଟଙ୍କା ଆୟ କରୁଛନ୍ତି ।
Tweet media one
Tweet media two
Tweet media three
1
0
10
@mission_shakti
Mission Shakti
3 months
During the meeting, Hon'ble Deputy CM emphasized on the role of Mission Shakti in fulfilling the dream of a developed Odisha & instructed to prepare 100-days work plan on Mission Shakti.
0
1
10
@mission_shakti
Mission Shakti
22 days
Nothing beats the joy of discovering unique handcrafted treasures! Thank you for supporting our artisans and embracing the beauty of handloom magic. Every purchase helps keep our tradition alive! #ShopHandmade #SupportArtisans #MissionShakti #MissionShaktiBazaar
Tweet media one
Tweet media two
Tweet media three
Tweet media four
1
0
9
@mission_shakti
Mission Shakti
21 days
ଅନୁଗୁଳ ଜିଲ୍ଲା ବନ୍ଦନାପାଶି ଗ୍ରାମର ମା ଚଉଁରି ସ୍ୱୟଂ ସହାୟକ ଗୋଷ୍ଠିର ୧୫ ଜଣ ସଦସ୍ୟା ମିଶନ ଶକ୍ତି ସହାୟତାରେ ଆଖୁରସରେ ପ୍ରସ୍ତୁତ ଗୁଡ ଉତ୍ପାଦନକୁ ନିଜର ଜୀବିକା ଭାବେ ଗ୍ରହଣ କରିଛନ୍ତି ।
Tweet media one
Tweet media two
Tweet media three
Tweet media four
1
0
9
@mission_shakti
Mission Shakti
1 month
Sustainable agriculture, enhancing livelihoods!
0
0
8
@mission_shakti
Mission Shakti
1 month
#MissionShakti is empowering small & marginal women farmers by doubling their income though collectivisation & synchronised production through @apc_program . This Kharif Season, Mission Shakti members from Angul have taken up cauliflower cultivation in 141 acres.
1
0
8
@mission_shakti
Mission Shakti
3 months
On 17.06.24, Hon'ble Deputy Chief Minister of Odisha & Minister of Mission Shakti, Smt. Pravati Parida reviewed various schemes & activities of #MissionShakti in presence of Smt. Shalini Pandit, Commissioner-cum-Secy, Shri Vineet Bhardwaj,SMD cum CEO,OLM, senior officers & staff.
1
1
8
@mission_shakti
Mission Shakti
11 days
ସ୍ୱାସ୍ଥ୍ୟର ସୁରକ୍ଷା ସହ ମିଶନ ଶକ୍ତି ସଦସ୍ୟାଙ୍କ ସଶକ୍ତି କରଣ । #MissionShakti #EmpoweredWomen #EmpoweredOdisha #ViksitOdisha
Tweet media one
Tweet media two
1
2
7
@mission_shakti
Mission Shakti
13 days
କଟକ ସିଟି ୨ର ଓମ ସାଇ ବ୍ଲକ ସ୍ତରୀୟ ମହାସଂଘର ସଦସ୍ୟାମାନେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲ୍ପ ଡେସ୍କ ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି କାର୍ଯ୍ୟରେ ୭ ଜଣ ଏସ୍‌.ଏଚ୍‌.ଜି ସଦସ୍ୟା କାର୍ଯ୍ୟରତ । ମାସକୁ ୨୬ ଦିନ କାର୍ଯ୍ୟରତ ଏହି ଏସ୍‌.ଏଚ୍‌.ଜି ସଦସ୍ୟା ଦୈନିକ ୫୦୦ ଟଙ୍କା ଲେଖାଏଁ ଆୟ କରୁଛନ୍ତି ।
Tweet media one
Tweet media two
Tweet media three
Tweet media four
1
0
7
@mission_shakti
Mission Shakti
1 month
Officials of Block, ICDS and Mission Shakti, BLF leaders, GPLF leaders and community support staff are being trained to optimize credit flow to SHGs, renewing of CC loans and to create awareness on the benefits of State Interest Subvention Scheme.
0
0
7
@mission_shakti
Mission Shakti
1 month
ଉନ୍ନତ କୃଷି, ଜୀବିକା ବୃଦ୍ଧି ସଶକ୍ତ ମହିଳା, ବିକଶିତ ଓଡିଶା #EmpoweredWomen #EmpoweredOdisha #ViksitOdisha
Tweet media one
Tweet media two
Tweet media three
1
0
7