I & PR Department, Odisha
26 days
କେନ୍ଦ୍ର ସରକାରଙ୍କ ଗ୍ରାମ୍ଯ ଉନ୍ନୟନ ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ଗ୍ରାମ୍ଯ ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଦୁଇଦିନିଆ ଜାତୀୟସ୍ତରୀୟ ସେତୁ କର୍ମଶାଳା। ଏଥିରେ ଦେଶର ୨୫ଟି ରାଜ୍ୟର ୨୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗଦାନ କରିଛନ୍ତି। କର୍ମଶାଳାକୁ ଉଦଘାଟନ କରି ଓଡ଼ିଶା ଗ୍ରାମ୍ଯ ଉନ୍ନୟନ ମନ୍ତ୍ରୀ