Pranab Prakash Das Profile Banner
Pranab Prakash Das Profile
Pranab Prakash Das

@pranabpdas

150,979
Followers
31
Following
867
Media
2,627
Statuses

MP Candidate of Sambalpur Organisational Secretary, Biju Janata Dal

Jajpur / Bhubaneswar
Joined December 2015
Don't wanna be here? Send us removal request.
@pranabpdas
Pranab Prakash Das
3 months
ଓଡ଼ିଶା ବିଜେପି, ବିଜୁ ଜନତା ଦଳର ଦାବି ମାନି ନେଇଥିବା ଜାଣି ମତେ ଖୁସି ଲାଗିଲା। ଆଜି ଦିନ ୯ଟା ବେଳେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବିଜେପିର ବରିଷ୍ଠ ନେତାମାନେ ଏକାଠି ହୋଇ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି।
1K
254
1K
@pranabpdas
Pranab Prakash Das
3 months
ଶ୍ରୀଯୁକ୍ତ @dpradhanbjp ଜାଣିସାରିଲେଣି ତିନି ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ସହ ବିଜେଡି ନିର୍ବାଚନ ଜିତୁଛି, ସେଥିପାଇଁ ତାଙ୍କ ମୁଣ୍ଡ କାମ କରୁନି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଭାଷା ପ୍ରୟୋଗ, ଅପମାନସୂଚକ ମନ୍ତବ୍ୟ ଦେବା ପରେ ଶେଷରେ ମଞ୍ଚ ଉପରୁ ନିଜ ଭାଷଣରେ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଧମକ ଦେବାକୁ ମଧ୍ୟ ପଛାଇ
2K
166
1K
@pranabpdas
Pranab Prakash Das
5 months
With the blessings of Lord Jagannatha and the faith of people of Odisha, BJD has been serving the state and transforming it like never before in every sector. BJD will contest in all 147 assembly constituencies and all 21 Lok Sabha constituencies with the support of people of
2K
345
1K
@pranabpdas
Pranab Prakash Das
3 months
. @dpradhanbjp ଭାଇ, ଓଡ଼ିଶାର ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର। ଜଣେ ବ୍ୟକ୍ତି ରାଜନୀତିରେ ଥାଆନ୍ତୁ କିମ୍ବା କୈାଣସି ବି କ୍ଷେତ୍ରରେ, ସଭିଏଁ ଏହି ସଂସ୍କୃତିକୁ ସମ୍ମାନ ଦେଇଥାନ୍ତି। ଅତ୍ୟନ୍ତ ଶାଳୀନତା ଓ ଭଦ୍ରାମୀର ସହ କଥା ହେବା ଓ ପ୍ରତିପକ୍ଷଙ୍କୁ ସମ୍ମାନ ଦେବା ହିଁ ଓଡ଼ିଆଙ୍କୁ, ଦେଶରେ ସମ୍ମାନସ୍ପଦ ପରିଚୟ ଦେଇଛି। ଓଡ଼ିଶା
2K
216
1K
@pranabpdas
Pranab Prakash Das
4 months
. @dpradhanbjp ଭାଇ, ଏହି ଦୁଇଟି ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ। ଫଟୋ – ୦୧ : ଏହା ବିଜୁ ଏକ୍ସପ୍ରେସ ୱେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ, ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା ଫଟୋ – ୦୨ : ଏହା ଏନଏଚ-୫୫, ୧୦ ବର୍ଷ ହେଲା କାମ ସରୁନି ଧର୍ମେନ୍ଦ୍ର ଭାଇ, ଏନଏଚ-୫୫ରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣାରେ ୨୦୦ରୁ ଅଧିକ
Tweet media one
2K
357
2K
@pranabpdas
Pranab Prakash Das
2 years
ଚଳିତ ବର୍ଷ ରେଳ ବଜେଟରେ ଓଡ଼ିଶା ପାଇଁ ଅଧିକ ଅର୍ଥ ଆବଣ୍ଟନ ହୋଇଥିବା କହି ବାହା ବାହା ନେବା ଛାଡ଼, ବାସ୍ତବତା କଣ ସେଟା ଓଡ଼ିଶାବାସୀ ବହୁତ ଭଲ ଭାବେ ବୁଝି ସାରିଛନ୍ତି। ଉଦାହରଣ, ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ଯାହା ଆପଣଙ୍କ ସରକାରଙ୍କ ପୂର୍ବରୁ କାମ ଆରମ୍ଭ ହୋଇଥିଲା। ୯ ବର୍ଷରେ ମାତ୍ର ଖୋର୍ଦ୍ଧାରୁ ନୟାଗଡ଼ ରେଳ ଚାଲି ପାରିଛି।
139
166
991
@pranabpdas
Pranab Prakash Das
2 months
. @dpradhanbjp ବାବୁ, ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଆପଣଙ୍କର ବିଜୟ ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା। ଆଶା କରୁଛି, ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ଆପଣ ସାଂସଦ ଭାବେ ନିରନ୍ତର କାର୍ଯ୍ୟ କରିବେ।
424
78
3K
@pranabpdas
Pranab Prakash Das
11 months
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କେବେବି ଜନବିରୋଧୀ କାର୍ଯ୍ୟକୁ ପ୍ରଶ୍ରୟ ଦେଇନାହାନ୍ତି। ପୂର୍ବରୁ ମଧ୍ୟ ସେ ନିଜ ଦଳର ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ଆଜିର କାର୍ଯ୍ୟାନୁଷ୍ଠାନ ଏହାକୁ ପୁଣିଥରେ ପ୍ରମାଣିତ କରିଛି। ଓଡ଼ିଶାବାସୀଙ୍କ ସ୍ଵାର୍ଥ ସବୁଠୁ ଆଗରେ। ଜୟ ଜଗନ୍ନାଥ🙏
855
443
1K
@pranabpdas
Pranab Prakash Das
1 year
. @dpradhanbjp ଭାଇ, ଏହା ସତ, ଶ୍ରୀ ଜୟନାରାୟଣ ମିଶ୍ରଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା କରିନାହାନ୍ତି। ଆପଣଙ୍କ ପାର୍ଟି କରିଛି। ହେଲେ କର୍ତ୍ତବ୍ୟରତ ମହିଳା ଅଧିକାରୀ ଅନିତା ପ୍ରଧାନ, ଯାହାଙ୍କୁ ଶ୍ରୀ ମିଶ୍ର ଶାରିରୀକ ଆକ୍ରମଣ କଲେ, ତାଙ୍କୁ ଆପଣଙ୍କ ପାର୍ଟି କେବେ ନ୍ୟାୟ ଦେବ? ସାରା ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି।
620
476
2K
@pranabpdas
Pranab Prakash Das
2 years
ଏ ହେଉଛି ଓଡ଼ିଶାରେ ରେଳ ବିକାଶର ବାସ୍ତବ ଚିତ୍ର। ଓଡ଼ିଶାବାସୀଙ୍କୁ ଆଉ ଭୁଆଁ ବୁଲାନ୍ତୁ ନାହିଁ। ଯଦି କାମ କରି ପାରୁନାହାନ୍ତି ତେବେ ଚୁପ ରୁହନ୍ତୁ। ଆବଣ୍ଟନର ସ୍ୱପ୍ନ ଭିତରେ ବାସ୍ତବତା କେତେ ତାହା ଓଡ଼ିଶାବାସୀ ଜାଣି ସାରିଛନ୍ତି।
26
109
600
@pranabpdas
Pranab Prakash Das
2 years
୨୦୨୧-୨୨ ବର୍ଷରେ ଓଡ଼ିଶା ପାଇଁ ରେଳରେ ଆବଣ୍ଟିତ ହୋଇଥିବା ଅର୍ଥ ବାସ୍ତବରେ କେତେ ଖର୍ଚ୍ଚ ହୋଇଛି, ଯଦି ଦେଖାଯିବ ତେବେ ଆବଣ୍ଟନ ସ୍ୱପ୍ନର ବାସ୍ତବତା ପ୍ରତିଫଳିତ ହେବ। ମୁଁ ପୁଣି ଅନୁରୋଧ କରୁଛି ଦୟାକରି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାନ୍ତୁ ନାହିଁ। #ଓଡ଼ିଶାବାସୀଙ୍କୁଭୁଆଁବୁଲାନ୍ତୁନାହିଁ
36
112
586
@pranabpdas
Pranab Prakash Das
2 months
ବିଜେପି ବିଧାୟକ ଦଳ ବୈଠକରେ ମନୋନୀତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ ନୂଆ ନେତୃତ୍ଵ କାର୍ଯ୍ୟ କରିବେ ବୋଲି ମୋର ଆଶା।
146
60
2K
@pranabpdas
Pranab Prakash Das
3 years
. @dpradhanbjp ଭାଇ, ଧନ୍ୟବାଦ | ଆପଣଙ୍କ ସରକାର ଚାଷୀ ଆଇନ ପ୍ରତ୍ୟାହାର କରିଛନ୍ତି, କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଭାରତବର୍ଷର ଯେଉଁ ୭୫୦ ଜଣ ନିରୀହ ଚାଷୀ ପ୍ରାଣ ହରାଇଲେ, ତାର ନୈତିକ ଦାୟିତ୍ୱ କାହାଉପରେ? #FarmLawsRepealed
270
608
2K
@pranabpdas
Pranab Prakash Das
11 months
କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ। ଯେଉଁଠି କୃତଜ୍ଞତା ନଥାଏ , ସେଠାରେ ଈଶ୍ଵର ମଧ୍ୟ ସହାୟତା କରନ୍ତି ନାହିଁ। ଜୟ ଜଗନ୍ନାଥ 🙏
Tweet media one
1K
235
2K
@pranabpdas
Pranab Prakash Das
3 years
ଭାଇ @dpradhanbjp , ଆପଣ କଲମ୍ଵସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି। ମୋର ଅନୁରୋଧ, ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୂରଲୀ ମନୋହର ଯୋଶୀ ଜୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେଇଭଳି ସଦୁପଯୋଗ କରନ୍ତୁ। ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ।
334
210
1K
@pranabpdas
Pranab Prakash Das
3 months
ଗତ ୨୪ ବର୍ଷ ହେଲା ସାଢ଼େ ୪ କୋଟି ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି। ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭାରି ଭଲପାଆନ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ଭଳି ଭାବି କାର୍ଯ୍ୟ କରିଥାନ୍ତି। ହେଲେ ବାହାର ରାଜ୍ୟରୁ ନେତାଙ୍କୁ ଆଣି
2K
253
1K
@pranabpdas
Pranab Prakash Das
2 years
ନୂଆ ଓଡ଼ିଶାର ରୂପକାର, ଆମ କଳା, ସଂସ୍କୃତି ଓ ଐତିହ୍ୟର ରକ୍ଷକ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଦୀର୍ଘାୟୁ ଜୀବନ କାମନା କର���ଛି। ମହାପ୍ରଭୁଙ୍କ କୃପାରୁ ପ୍ରତିଟି ଲୋକଙ୍କ ଉନ୍ନତିରେ ଓଡ଼ିଶାର ବିକାଶ ଆହୁରି ତ୍ୱରାନ୍ୱିତ ହେଉ।
160
267
2K
@pranabpdas
Pranab Prakash Das
4 months
. @dpradhanbjp ଭାଇ, ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ଚାଲିଯାଇଛି। କାହା ପାଇଁ? କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ? ଆପଣ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ। ଏହାଠାରୁ ବଡ଼ ବିଫଳତା ଆଉ କ'ଣ
2K
289
1K
@pranabpdas
Pranab Prakash Das
3 years
With meticulous planning and stationing of men & material at strategic locations, hard work of ground staff, @EnergyOdisha restored power supply in #CyloneYaas affected districts at the earliest. Thanks to our disaster ready leader CM @Naveen_Odisha and kudos to @EnergyOdisha .
Tweet media one
82
140
2K
@pranabpdas
Pranab Prakash Das
3 months
କଥା ଶୁଭୁଛେ ଗଲି ଗଲି, ଯୁଡ଼ିଶଙ୍ଖର୍ ସୁରେ ଏକ୍ ହେଇଛେ ରେଙ୍ଗାଲି ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କର୍ ହାତ୍ ମୁଠାକେ ମଜଭୁତ୍ କରବାର୍ ଲାଗି, ତାଙ୍କର୍ ଚିନ୍ତାଧାରାର୍ ସାଥ୍ ଦେବାର୍ ଲାଗି ସଭେ ଏକ୍ ସୁରେ ବିକାଶର୍ ନାରା ଦଉଛନ୍। ସବୁ ଭାଏ-ବହେନ୍ ଏକା ସାଙ୍ଗେ ଆଗକେ ବଢ଼ୁଛନ୍। #ସମୃଦ୍ଧସମ୍ବଲପୁର
Tweet media one
Tweet media two
Tweet media three
Tweet media four
119
166
1K
@pranabpdas
Pranab Prakash Das
7 months
ଦେଶର ଶିକ୍ଷାମନ୍ତ୍ରୀ ଥାଇ ମଧ୍ୟ ଆପଣ ଏକଥା ଜାଣିନାହାନ୍ତି, ଏହା ଠାରୁ ଦୁର୍ଭାଗ୍ୟଜନକ କଥା ଆଉ କଣ ହୋଇପାରେ। ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଆପଣ ମିଛ କହି ଅତୀତରେ ଅନେକ ବାର ଧରାପଡିଛନ୍ତି। ଏବେ ପୁଣି ଡାହାମିଛ କହି ଓଡ଼ିଶାର ଯୁବପୀଢିର ଭବିଷ୍ୟତ ସହ ଖେଳୁଛନ୍ତି ଆଉ ସେମାନଙ୍କୁ ରାଜନୀତିରେ ମୋହରା ବନାଇବାକୁ ଚେଷ୍ଟା..
33
74
413
@pranabpdas
Pranab Prakash Das
3 years
ଭାଇ @dpradhanbjp , ଭଲ କଥା କହିଲେ I ଓଡ଼ିଶାର କାଳିଆ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି I କାଳିଆ ଭଳି ଆପଣ PM-KISAN ରେ ମଧ୍ୟ ଏହି ଭୂମିହୀନ ଗରିବ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାନ୍ତୁ I ସମସ୍ତେ ଉପକୃତ ହେବେ I
223
158
1K
@pranabpdas
Pranab Prakash Das
1 year
ଲୋକଙ୍କ ସେବାରେ ସର୍ବଦା ତତ୍ପର ଦିନ ହେଉ ଅବା ରାତି ସେ ଓଡ଼ିଶାବାସୀଙ୍କ ପାଇଁ ସର୍ବଦା ସମର୍ପିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।
Tweet media one
Tweet media two
409
215
1K
@pranabpdas
Pranab Prakash Das
4 months
ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଶୁଭେଚ୍ଛା ବାର୍ତ୍ତା ପାଇ ମୁଁ ଉତ୍ସାହିତ। ଆପଣଙ୍କ ଆଶୀର୍ବାଦ ଏବଂ ସମ୍ବଲପୁରବାସୀଙ୍କ ଅକୁଣ୍ଠ ଭଲପାଇବା 'ସମୃଦ୍ଧ ସମ୍ବଲପୁର' ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିଛି। 🙏🏻 #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
247
261
1K
@pranabpdas
Pranab Prakash Das
7 months
ତେବେ କଣ ଆକ୍ସନ ନେଇଛନ୍ତି? ଏହାକୁ ବ୍ଲାକଲିଷ୍ଟେଡ୍ କରିବାକୁ ପଦକ୍ଷେପ ନେଲେନି କଣ ପାଇଁ? EdCIL ସଂସ୍ଥା ଭାରତୀୟ ସେନା ଏବଂ ଅଗ୍ନିବୀର ପାଇଁ ନିଯୁକ୍ତି ପରୀକ୍ଷା କରିଛି। ଏହି ସଂସ୍ଥା ଜରିଆରେ ହଜାର ହଜାର ସଂଖ୍ୟାରେ ଯବାନ ନିଯୁକ୍ତି ପାଇଛନ୍ତି ଓ ଦେଶର ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ହେଲେ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଆଜି..
39
69
397
@pranabpdas
Pranab Prakash Das
7 months
. @dpradhanbjp ଭାଇ, - EdCIL ସଂସ୍ଥା ଆପଣଙ୍କ ମନ୍ତ୍ରାଳୟ ଅଧୀନରେ ଆସୁଛି ନା ନାହିଁ? - EdCIL ଭୁବନେଶ୍ୱର ଏମ୍ସ, ଭାରତୀୟ ସେନା, କୋଲ୍ ଇଣ୍ଡିଆ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଇଣ୍ଟେଲିଜେନ୍ସ ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ପାଇଁ ନିଯୁକ୍ତି ପରୀକ୍ଷା କରିଛି କି ନାହିଁ? - ଯଦି EdCIL ଭୁଲ୍ କରିଥିଲା..
847
251
959
@pranabpdas
Pranab Prakash Das
3 months
ଯେତେବେଳେ ଶ୍ରୀ @dpradhanbjp ନିର୍ବାଚନ ଲଢ଼ିବା ପାଇଁ ସ୍ଥିର କଲେ ମିଶନ ଶକ୍ତି ମା'ମାନଙ୍କ ଦୁବାଇ ଯିବା ବନ୍ଦ କରିଦେଲେ। ଆଉ ଯେବେ ସେ ନାମାଙ୍କନ ଦାଖଲ କଲେ ମିଶନ ଶକ୍ତି ସଚିବ, କେନ୍ଦ୍ରାପଡ଼ାର ଝିଅ ସୁଜାତା ରାଉତଙ୍କୁ ବାହାର କରିଦେଲେ। ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯଦି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଜିତନ୍ତି, ସେ ମିଶନ
1K
271
1K
@pranabpdas
Pranab Prakash Das
1 year
ଓଡ଼ିଶାବାସୀ ଦୟାକରି ଦେଖନ୍ତୁ, ଓଡ଼ିଶା ବିଜେପିର ଅସଲ ଚେହେରା। ନାରୀ ସୁରକ୍ଷା ଓ ସଶକ୍ତିକରଣ ନେଇ ଓଡ଼ିଶା ବିଜେପି ଡିଣ୍ଡିମ ପିଟୁଥିବା ବେଳେ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କ ଏ ହେଉଛି ନାରୀଙ୍କ ପ୍ରତି ସମ୍ମାନ।
304
307
1K
@pranabpdas
Pranab Prakash Das
3 years
ଭାଇ @dpradhanbjp ଆୟୁଷ୍ମାନ ଭାରତ ନେବେ କି? ଆୟୁଷ୍ମାନ ଭାରତର ହିତାଧିକାରୀ ୬୦ ଲକ୍ଷରେ ସୀମିତ କିନ୍ତୁ #BSKY ର ହିତାଧିକାରୀ 96 ଲକ୍ଷ ପରିବାର, ଯାହା ପ୍ରାୟ ଶତ ପ୍ରତିଶତ। ଆୟୁଷ୍ମାନ ଭାରତର କଭରେଜ ସରକାରୀ ହସ୍ପିଟାଲ୍ ସମେତ ମାତ୍ର ₹୫ ଲକ୍ଷ, କିନ୍ତୁ #BSKY ଯୋଜନାରେ ସରକାରୀ ହସ୍ପିଟାଲ ରେ କୌଣସି ସୀମା ନାହିଁ।
279
252
1K
@pranabpdas
Pranab Prakash Das
3 years
ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଁ ମର୍ମାହତ। ଓଡ଼ିଶାର ସାମ୍ବ��ଦିକତା ଜଗତରେ ସେ ସର୍ବଦା ପ୍ରେରଣା ହୋଇ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି। ଓଁ ଶାନ୍ତି।
133
167
1K
@pranabpdas
Pranab Prakash Das
6 months
. @dpradhanbjp ଭାଇ, ପରୀ ହତ୍ୟାକାରୀକୁ ବଞ୍ଚାଇବାକୁ ଆପଣ ଯେଉଁ ହୀନ ଉଦ୍ୟମ କଲେ ଏବଂ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରି ନିଜ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଯେଉଁ କାର୍ଯ୍ୟ କଲେ ତାକୁ ଓଡ଼ିଶାବାସୀ ଦେଖିଛନ୍ତି । ଓଡ଼ିଶା ଇତିହାସରେ ଏଭଳି ନିମ୍ନସ୍ତରର ରାଜନୀତି
3K
330
975
@pranabpdas
Pranab Prakash Das
3 years
. @dpradhanbjp ଭାଇ,ଟ୍ରେନ ଦୁର୍ଘଟଣାରେ ପୂଜ୍ୟ ଶାସ୍ତ୍ରୀଜୀ ନୈତିକତା ଦୃଷ୍ଟିରୁ ସ୍ୱତଃପ୍ରବୃତ୍ତ ଭାବରେ ନିଜ ପଦରୁ ଇସ୍ତଫା ଦେଇଥିଲେ | ଆପଣଙ୍କ ସରକାର ଶାସନ କାଳରେ ଅନେକ ଟ୍ରେନ ଦୁର୍ଘଟଣା ଘଟିଛି ଏବଂ ଅନେକ ନିରୀହ ଲୋକ ପ୍ରାଣ ହରେଇଛନ୍ତି I ଆପଣଙ୍କ ମନ୍ତ୍ରୀ ମଣ୍ଡଳର କେତେ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ? #FarmLawsRepealed
158
649
1K
@pranabpdas
Pranab Prakash Das
2 months
Congratulate Parliamentarians from #Odisha , Shri @dpradhanbjp , Shri @JualOram & Shri @AshwiniVaishnaw on being sworn in as the Union Ministers. May they become instrumental in welfare and progress of the state and the country. Wish them successful tenure ahead.
87
39
1K
@pranabpdas
Pranab Prakash Das
2 years
ପଦମପୁର ବିଧାନସଭା ଉପନିର୍ବାଚନରେ ବିପୁଳ ଭୋଟ ବ୍ଯବଧାନରେ ଐତିହାସିକ ବିଜୟ ହାସଲ କରିଥିବା ଆମ ଦଳର ପ୍ରାର୍ଥୀ ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଦୃଢ ନେତୃତ୍ଵ ତଥା ପଦମପୁରବାସୀଙ୍କ ଅକୁଣ୍ଠ ଭଲପାଇବା ଓ ଆଶୀର୍ବାଦର ପ୍ରତିଫଳନ।
Tweet media one
203
182
1K
@pranabpdas
Pranab Prakash Das
2 years
ଓଡ଼ିଶାବାସୀଙ୍କ ସେବାରେ ୨୫ ବର୍ଷ ପୂରଣ କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି। ସମାଜର ତୃଣମୂଳସ୍ତରରେ ଥିବା ଲୋକର କଲ୍ଯାଣ ଓ ଉନ୍ନତି ପାଇଁ ଆପଣଙ୍କ ନିଷ୍ଠା ଏବଂ ସମର୍ପଣ ଭାବ ଆମ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ।
498
352
1K
@pranabpdas
Pranab Prakash Das
3 years
ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ବାଲେଶ୍ୱରରେ ବାତ୍ୟା 'ୟାସ୍'ର ସ୍ଥିତି ଅନୁଧ୍ୟାନ କଲି। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ମାର୍ଗଦର୍ଶନରେ ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରାଯାଉଛି। #OdishaFightsYaas
Tweet media one
Tweet media two
Tweet media three
Tweet media four
107
129
1K
@pranabpdas
Pranab Prakash Das
3 years
2014 ରେ ବିଜେପି ନିଜ ପ୍ରଚାର ପତ୍ରରେ 2 କୋଟି ରୋଜଗାର ସୃଷ୍ଟି କରିବ ବୋଲି ପ୍ରତିଜ୍ଞା କରିଥିଲା । ଏହି ପ୍ରତିଜ୍ଞା ପାଣିରେ ଗାରରେ ପାରିଣତ ହେଲା । 2022 ବଜେଟରେ କହୁଛନ୍ତି 5 ବର୍ଷରେ 60 ଲକ୍ଷ ନୂଆ ଚାକିରୀ ଦେବେ । ଯୁବ ପିଢ଼ି ବୁଝିବେ..
356
313
1K
@pranabpdas
Pranab Prakash Das
4 years
Enthused by the spirit of young leaders of @odishabcjd who are eager to dedicate themselves to realize the vision of a strong and prosperous #Odisha . I am sure these youths will work devotedly to carry forward the legacy of CM @Naveen_Odisha and legendary Biju Babu.
Tweet media one
87
94
995
@pranabpdas
Pranab Prakash Das
3 years
. @dpradhanbjp ଭାଇ,ଅଶେଷ ଧନ୍ୟବାଦ | ଶେଷରେ ଆପଣ ବି ସ୍ୱୀକାର କରିଛନ୍ତି ଯେ ଅତୀତରେ, ଯେତେବଡ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ ଏବେ ବି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ସାରା ଓଡ଼ିଶାବାସୀ ଜାଣିଛନ୍ତି | #FarmLawsRepealed
132
447
1K
@pranabpdas
Pranab Prakash Das
5 months
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି। ବିଜେଡି ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ସହିତ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ଶ୍ରୀ ନବୀନ
2K
266
1K
@pranabpdas
Pranab Prakash Das
1 year
. @dpradhanbjp ଭାଇ, ମୁଁ ଆପଣଙ୍କ ସାଙ୍ଗରେ ସଂପୂର୍ଣ୍ଣ ଏକମତ । ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି, ହେଲେ ଆତଙ୍କରାଜ ଓ ହିଂସାକାଣ୍ଡ ସୃଷ୍ଟି କରି ସୁରକ୍ଷାକର୍ମୀଙ୍କୁ ଲହୁଲୁହାଣ କରିବାର ଅଧିକାର ନାହିଁ । ଦୟାକରି ଏହି ଭିଡିଓକୁ ଦେଖନ୍ତୁ । ମୋର ଦୃଢ ବିଶ୍ୱାସ, ଆପଣ ନିଜ ମତ ବଦଳାଇବେ।
205
181
1K
@pranabpdas
Pranab Prakash Das
3 years
. @dpradhanbjp ଭାଇ, ଆପଣ ଜାଣିଛନ୍ତି ଏବଂ ସାରା ଓଡିଶାବାସୀଙ୍କ ବିଶ୍ୱାସ ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତାର ପାଦ ଧରି ନମସ୍କାର କରାଯାଏ କାରଣ #ଶରଧାବାଲି ତା ପାଦରେ ଲାଗିଥାଏ | କିନ୍ତୁ ଲଜ୍ଜାର ବିଷୟ ଯେ ଆପଣଙ୍କ ଦଳର ଜଣେ ନେତା ଏହି ଘୃନ୍ୟ କାର୍ଯ୍ୟ ଆମିଷ #ଅଣ୍ଡାମାଡ଼ କରିଥିବାର ବାହାବା ନେଉଛନ୍ତି |
234
396
1K
@pranabpdas
Pranab Prakash Das
2 years
ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ସମସ୍ତଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ। ସାଧାରଣ ରାଜନୈତିକ ଜୀବନରୁ ଦେଶର ସର୍ବୋଚ୍ଚ ପଦବୀରେ ପହଞ୍ଚିବାର ତାଙ୍କର ଏହି ଯାତ୍ରା ନାରୀ ସଶକ୍ତିକରଣର ବଳିଷ୍ଠ ଉଦାହରଣ। #DroupadiMurmu
Tweet media one
117
150
1K
@pranabpdas
Pranab Prakash Das
4 years
. @dpradhanbjp ଭାଇ, ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଆମର ମା ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ। ଆପଣ କଣ ଚାହାଁନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ? ଆମ ମା ଓ ଭଉଣୀମାନେ ଆଜିବି ଚମତ୍କାର ରୋଷେଇ କରନ୍ତି। ସୁଯୋଗ ମିଳିଲେ ସେମାନେ ଦେଶ ମଧ୍ୟ ଚଳାଇ ପାରିବେ।
423
103
1K
@pranabpdas
Pranab Prakash Das
3 years
Bhai @dpradhanbjp , thank you for IGH Super Speciality Hospital, Rourkela. Honourable PM had promised a Medical College in Rourkela. I am sure you are pursuing it with right earnest. People of #Sundargarh have contributed immensely for #Odisha 's development. They deserve it.
24
166
681
@pranabpdas
Pranab Prakash Das
1 year
ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ। ଇଏ ହେଉଛି ନବୀନ ଓଡ଼ିଶା, ସଶକ୍ତ ଏବଂ ସମୃଦ୍ଧ ଓଡ଼ିଶା। ସମସ୍ତଙ୍କୁ ଓଡ଼ିଶା ଦିବସର ଅଜସ୍ର ଅଭିନନ୍ଦନ, ଅସୁମାରୀ ଶୁଭକାମନା।
Tweet media one
266
160
1K
@pranabpdas
Pranab Prakash Das
3 months
ଶ୍ରୀ @dpradhanbjp ଗତ ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଲେ, ହେଲେ ତାଙ୍କ ନିଜ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ। କାରଣ ସେ ଦଳର ବିଶ୍ୱାସ ହରାଇଛନ୍ତି। ତାଙ୍କ ଦଳ ଜାଣିଛି, ଯେଉଁଦିନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହୋଇଯିବ, ବିଧାନସଭାରେ ସେମାନଙ୍କର ଆସନ ସଂଖ୍ୟା ୧୦ରୁ ତଳକୁ
2K
231
963
@pranabpdas
Pranab Prakash Das
7 months
ଆପଣ କେବଳ ନିଜ ସଂସ୍ଥାର ସ୍ୱଛତା ଏବଂ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିନାହାନ୍ତି ବରଂ ଦେଶର ସୁରକ୍ଷାକୁ ମଧ୍ୟ କାଠଗଡାକୁ ଟାଣି ଆଣିଛନ୍ତି। ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନସୀ କଣ କରେ ତାହା ଗୋଟେ ଛୁଆକୁ ପଚାରିଲେ ବି ସେ କହିଦେବ। ଏହି ସଂସ୍ଥା ନିଯୁକ୍ତି ପରୀକ୍ଷା କରେନାହିଁ କେବଳ ଏଣ୍ଟ୍ରାନ୍ସ ପରୀକ୍ଷା ପରିଚାଳନା କରିଥାଏ।..
225
86
527
@pranabpdas
Pranab Prakash Das
2 years
ପବିତ୍ର ଦୀପାବଳି ଓ କାଳୀପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। #HappyDiwali
Tweet media one
170
110
1K
@pranabpdas
Pranab Prakash Das
3 years
ଶିମିଳିପାଳ ସମଗ୍ର ଦେଶର ସମ୍ପତ୍ତି | ଏହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ଵ | ସରକାର ଏବଂ ବିଜୁ ଜନତା ଦଳର ଯୁବ, ମହିଳା ଓ ଛାତ୍ର ନିଆଁ ଲିଭାଇବାରେ ଦିବାରାତ୍ର କାର୍ଯ୍ୟରତ ଅଛନ୍ତି | ଆସନ୍ତାକାଲି ମୁଁ ବି ଆସୁଛି ମୟୁରଭଞ୍ଜ | ବନାଗ୍ନି ନିୟନ୍ତ୍ରଣ କାର୍ଯ୍ୟରେ ସାମିଲ ହେବାକୁ ଆପଣଙ୍କ ସହଯୋଗ କାମନା କରୁଛି| #BJDWithSimilipal
98
83
1K
@pranabpdas
Pranab Prakash Das
3 years
. @dpradhanbjp ଭାଇ ମହାପ୍ରଭୁଙ୍କ ଉପରେ ଭରସା କଣ ମୋର ସଂପୂର୍ଣ୍ଣ ବିଶ୍ୱାସ ଅଛି, ଅହଙ୍କାରୀ ଲୋକଙ୍କୁ ମହାପ୍ରଭୁ ଓଡ଼ିଶା ମାଟିରୁ କେବେ ବି ଜିତିବାକୁ ଦେବେ ନାହିଁ। ଭାଈ ଆପଣ ବି ଏହା ନିଜେ ଅନୁଭବ କରିଛନ୍ତି। #ଜୟଜଗନ୍ନାଥ
237
183
1K
@pranabpdas
Pranab Prakash Das
2 years
ବ୍ରଜରାଜନଗରରେ ହୋଇଥିବା ଅଘଟଣରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଦଳର ନେତା ନବ କିଶୋର ଦାସଙ୍କ ଦେହାନ୍ତ ଖବରରେ ମୁଁ ଗଭୀର ଭାବେ ମର୍ମାହତ। ଏପରି ଦୁଃଖଦ ସମୟର ସାମ୍ନା ପାଇଁ ମହାପ୍ରଭୁ ପରିବାର ଲୋକଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଉଛି। ଓଁ ଶାନ୍ତି
137
82
1K
@pranabpdas
Pranab Prakash Das
3 years
ଓଡ଼ିଶାର ପ୍ରଗତିର ମହାନାୟକ ଓ ସାଢ଼େ ଚାରିକୋଟି ଓଡ଼ିଆଙ୍କ ଲୋକପ୍ରିୟ ନେତା, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା @bjd_odisha ସଭାପତି ଶ୍ରୀ @Naveen_Odisha ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରୁଛି।
Tweet media one
90
173
1K
@pranabpdas
Pranab Prakash Das
1 year
ସାରା ଓଡ଼ିଶା ଜାଣେ, ଆମ ପ୍ରିୟ ମୁଖ୍ୟମନ୍ତ୍ରୀ "କଥା କମ୍, କାମ ବେଶି" ନୀତିରେ ବିଶ୍ୱାସ କରନ୍ତି। ଆଉ ସେ ଥରେ ଯାହା କହନ୍ତି, ତାହା କରି ଦେଖାନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ମଧ୍ୟ ସେ ଯାହା ପ୍ରତିଶ୍ରୁତି ଦେଇଥିଲେ, ଆଜି ସେ ତାହା ଗୋଟି ଗୋଟି କରି ପୂରଣ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।
680
361
1K
@pranabpdas
Pranab Prakash Das
26 days
ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ ଏଥିରେ କୈାଣସି ଅସଙ୍ଗତି ନାହିଁ । ରାଜସ୍ୱ ମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି, ଯେଉଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକର ନିଷ୍ପତ୍ତି ଅନୁଯାୟୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ପାଇଁ ଜମି ଆବଣ୍ଟିତ ହୋଇଥିଲା, ସେହି ସମାନ ନିଷ୍ପତ୍ତି ବଳରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ
266
202
1K
@pranabpdas
Pranab Prakash Das
6 months
ଜୟ ଜଗନ୍ନାଥ 🙏 ବିଗତ କିଛି ବର୍ଷ ଧରି ଜାତୀୟସ୍ତରର ସବୁ ସର୍ଭେ ରିପୋର୍ଟ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୈାରବ ପ୍ରଦାନ କରିଛି । ସେହିଭଳି ୨୦୨୨ ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ ରୁ ୩୦ ଜିଲ୍ଲା ପରିଷଦରେ ଜିତାଇ, ବିଜୁ ଜନତା ଦଳ ଯେ
2K
262
1K
@pranabpdas
Pranab Prakash Das
2 years
ନବ ବର୍ଷ ୨୦୨୩ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁଙ୍କ ଆଶୀର୍ବାଦରୁ ବର୍ଷ ୨୦୨୩ ଆପଣଙ୍କ ପାଇଁ ସୁଖ, ସମୃଦ୍ଧିର ବର୍ଷ ହେଉ। #HappyNewYear
Tweet media one
171
73
1K
@pranabpdas
Pranab Prakash Das
3 months
କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ପୁରୀ ପରିକ୍ରମା ପ୍ରକଳ୍ପକୁ ବାରମ୍ବାର ବିରୋଧ କରୁଛନ୍ତି ଓ ପ୍ରତିଦିନ ଏହା ବିରୁଦ୍ଧରେ ବିଷୋଦଗାର କରୁଛନ୍ତି। ଶ୍ରୀ ପ୍ରଧାନ ଭାବୁଛନ୍ତି କି ପୁରୀ ପରିକ୍ରମା ପ୍ରକଳ୍ପର କୌଣସି ଆବଶ୍ୟକତା ନାହିଁ। ତାହେଲେ ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରି ଲକ୍ଷ ଲକ୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ
2K
187
988
@pranabpdas
Pranab Prakash Das
3 years
ଆମ କଳା, ସଂସ୍କୃତି ଓ ପରମ୍ପରାର ପରିଚୟ ଗଣପର୍ବ ନୂଆଁଖାଇର ଆନ୍ତରିକ ଶୁଭେଚ୍ଛା। ମା' ସମଲେଇଙ୍କ କୃପା ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧିରେ ଭରିଦେଉ। ସଭିଙ୍କୁ #ନୂଆଁଖାଇଜୁହାର 🙏
Tweet media one
105
128
1K
@pranabpdas
Pranab Prakash Das
3 years
ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ତାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ଶାନ୍ତି, ସୁଖ ଓ ସମୃଦ୍ଧିରେ ଭରିଯାଉ। #ରଥଯାତ୍ରା୨୦୧୨୧
Tweet media one
120
110
1K
@pranabpdas
Pranab Prakash Das
1 year
@BJP4Odisha ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଡ଼ମ୍ବନା ହେଲା, ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ରୋକଠୋକ୍ ମନା କରିଦେଲେ । ଏହା ଓଡ଼ିଶାବାସୀଙ୍କୁ ଚକିତ ଏବଂ କ୍ଷୁବ୍ଧ କରିଛି।
Tweet media one
Tweet media two
Tweet media three
419
376
791
@pranabpdas
Pranab Prakash Das
3 years
Odisha’s excellence in disaster management has received global appreciation yet again. @UNDRR Chief Mami Mizutori has praised CM @Naveen_Odisha 's leadership towards creating a world-class mechanism to combat natural disasters. #UNpraisesNaveenAgain
Tweet media one
44
210
1K
@pranabpdas
Pranab Prakash Das
1 year
ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ଅତାବିରା ଓ ହିନ୍ଦୋଳରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିବାରୁ ମୁଁ ପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ ଉଭୟ ସହରବାସୀଙ୍କୁ ଅନ୍ତରର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଛି।
240
180
882
@pranabpdas
Pranab Prakash Das
7 months
ଆପଣଙ୍କ ସଂସ୍ଥା EdCIL କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଏମ୍ସ, ଭାରତୀୟ ସେନା ଏବଂ ଅନ୍ୟ ସଂସ୍ଥା ପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ। ସେଠି ମଧ୍ୟ କଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି?
39
43
241
@pranabpdas
Pranab Prakash Das
3 years
. @dpradhanbjp Bhai, you are Union Minister, elected to Rajya Sabha from Madhya Pradesh. For how many years was your party in power there? Why did you fail to ensure OBC reservation in MP? More so now, with Supreme Court striking down MP's OBC reservation policy for polls.
114
283
977
@pranabpdas
Pranab Prakash Das
3 years
Launch of #BSKY Smart Health Card by Hon'ble CM Shri @Naveen_Odisha marks a historic chapter in the nation's healthcare and a major step towards a #SusthaOdisha . #NaveenCares @Sustha_Odisha
Tweet media one
144
221
1K
@pranabpdas
Pranab Prakash Das
2 years
. @dpradhanbjp ଭାଇ, ଆପଣ ବୋଧହୁଏ ଅବଗତ ନାହାନ୍ତି ଯେ ଦେବଗଡ଼ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ନିଜ ଅଫିସକୁ ଡାକି ମରଣାନ୍ତକ ଆକ୍ରମଣ କରିଥିଲେ।
199
188
1K
@pranabpdas
Pranab Prakash Das
3 months
ମା’ ସମଲେଇଙ୍କ ଆଶୀର୍ବାଦ ରହିଛି, ଆପଣମାନଙ୍କ ସମର୍ଥନରେ ସମୃଦ୍ଧ ସମ୍ବଲପୁର ଗଢ଼ା ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଦୃଢ଼ ନେତୃତ୍ୱରେ ସମ୍ବଲପୁର ଛୁଉଁଛି ବିକାଶର ଶିଖର। 'ଯୋଡ଼ିଶଙ୍ଖ'ରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଆଶୀର୍ବାଦ କରନ୍ତୁ। ଜୟ ମା’ ସମଲେଇ🙏 #ସମୃଦ୍ଧସମ୍ବଲପୁର #SamruddhaSambalpur
215
224
1K
@pranabpdas
Pranab Prakash Das
1 year
@dpradhanbjp ଭାଇ, ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଈରାଣିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ । ଏବେ ସେ ଜାମିନରେ ଅଛନ୍ତି। ନିକଟରେ ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ଵରେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା । ଦେଖନ୍ତୁ ଏହି ଭିଡିଓ । ମୁଁ ଆଗରୁ ମଧ୍ୟ ଏହା ଆପଣଙ୍କୁ ଦେଇଥିଲି। ଆପଣ ନିଶ୍ଚୟ ଦେଖିଥିବେ।
163
204
738
@pranabpdas
Pranab Prakash Das
3 years
More than 1yr back, BJP MPs alleged ‘gross irregularities’ in #PMAY . Who stopped them from launching an investigation into this which we have all support. Depriving genuine beneficiaries in the name of irregularities speaks volume of BJP’s political intention #BJPFailedOdisha
Tweet media one
Tweet media two
32
209
445
@pranabpdas
Pranab Prakash Das
7 months
ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି କରିଛି। ହେଲେ କିଛି ନବୁଝି ଡାହାମିଛ ଓ ନିରାଧାର କଥା କହିବାରେ ଆପଣଙ୍କ ଅହେତୁକ ଆଗ୍ରହ ଦେଖି ଲୋକ ହସିବା ଆରମ୍ଭ କଲେଣି। ଲାଗୁଛି, ମାହାଲମାଣ୍ଡାକୁ ସୃଷ୍ଟି କରିବାରେ ଆପଣଙ୍କର ହିଁ କିଛି ଭୂମିକା ରହିଛି।
70
43
239
@pranabpdas
Pranab Prakash Das
7 months
. @dpradhanbjp ଭାଇ, ଆପଣ ଜାଣିନାହାନ୍ତି ବା ଜାଣିକି ନାଟକ କରୁଛନ୍ତି। ଶିକ୍ଷକ ନିଯୁକ୍ତି ପୂରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା EdCIL ଜରିଆରେ ହୋଇଛି। ଯାହା ଆପଣଙ୍କ ମନ୍ତ୍ରାଳୟ ଅଧୀନରେ। ଏହି ସଂସ୍ଥା ‘ମିନି ରତ୍ନ’ କାଟେଗୋରୀରେ ଆସୁଛି। ଆପଣ କଣ କହିବାକୁ ଚାହୁଁଛନ୍ତି, ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି ପ୍ରକ୍ରିୟାରେ ଘପଲାତି କରିଛି?
1K
203
872
@pranabpdas
Pranab Prakash Das
7 months
..କରୁଛନ୍ତି। ଆଇନା ଆଗରେ ନିଜ ମୁହଁ ଦେଖିଲା ବେଳେ ଆପଣଙ୍କୁ କିଭଳି ଲଜ୍ଜା ଲାଗୁନାହିଁ କେଜାଣି।
50
73
412
@pranabpdas
Pranab Prakash Das
4 months
ଆସ ଆଜି ସଭେ କସମ୍ ଖାଏମା; ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କର୍ ବିକାଶର୍ ଗାଡ଼ିକେ ମିଶିକି ଆଗକେ ବଢାମା। ନ୍ୟୁ ବସଷ୍ଟାଣ୍ଡ୍ ନୁ ପ୍ରଧାନପାଟ୍ ଛକ୍ ତକ୍ ଯେନ ବାଇକ୍ ରାଲି ହେଇଥିଲା ସେନେ ସବୁ ଲୋକମାନକର୍ ଭଲ୍ ପାଏବାର୍ ମିଲଲା। ମାନ୍ୟବର୍ ମୁଖ୍ୟମନ୍ତ୍ରୀଙ୍କର୍ ଚିନ୍ତାଧାରାକେ ସଭେ ପସନ୍ଦ୍ କରୁଛନ୍ ଆର୍ ମିଶିକି
Tweet media one
Tweet media two
Tweet media three
237
145
1K
@pranabpdas
Pranab Prakash Das
3 years
ପବିତ୍ର ଜନ୍ମାଷ୍ଟମୀର ହାର୍ଦ୍ଦିକ ଶୁଭକାମନା। ପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ। #Janmashtami
Tweet media one
105
112
1K
@pranabpdas
Pranab Prakash Das
2 years
ଦେଶର ସର୍ବୋଚ୍ଚ ପଦବୀ ପାଇଁ ଓଡ଼ିଶା ମାଟିର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ସହ କଥା ହୋଇଛନ୍ତି। ଏନେଇ ତାଙ୍କ ସହ ସାକ୍ଷାତ କଲି। #DroupadiMurmu
93
139
1K
@pranabpdas
Pranab Prakash Das
3 years
. @dpradhanbjp ଭାଇ, ଆପଣ @BJP4India ର ଜଣେ ବରିଷ୍ଠ ନେତା | ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃନ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ସେହି ଭୂଲ କରିଥିବା @BJP4Odisha ର ଲୋକଙ୍କୁ ଓଡିଶାବାସୀଙ୍କ ପାଖରେ କ୍ଷମା ପାର୍ଥନା କରିବା ପାଇଁ ନିର୍ଦେଶ ଦିଅନ୍ତୁ | # ଜୟଜଗନ୍ନାଥ 🙏
172
385
978
@pranabpdas
Pranab Prakash Das
4 months
ଅଛୁଁ ସାଙ୍ଗେ ରହେମୁଁ ସାଙ୍ଗେ, ବିକାଶର୍ ଗୀତ୍ ଗାଏମୁଁ ଢଙ୍ଗେ, ଲୋକ୍ କଲ୍ୟାଣ୍ ଲାଗି ମିଶିଯିମୁଁ ଗୁଟେ ରଙ୍ଗେ। ଆଏଜ୍ ଦେବଗଡ଼ର କର୍ମୀ ସମ୍ମିଳନୀରେ ଯୋଗ୍ ଦେଇକରି ଆମର୍ ଦଲର୍ ଭାଏ-ବହେନ୍ ମାନକର୍ ସାଙ୍ଗେ କଥା ହେଲି। ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କର୍ ବିଚାର୍ କେ ଘରେ ଘରେ ପହଞ୍ଚାବାର୍ ଲାଗି ସଭେ ଅଣ୍ଟା
Tweet media one
Tweet media two
Tweet media three
Tweet media four
305
144
914
@pranabpdas
Pranab Prakash Das
5 months
ଆରାଧ୍ୟ ଦେବୀ ମା' ସମଲେଇଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ସମ୍ବଲପୁରର ପବିତ୍ର ମାଟିରୁ ସାଂସଦ ଭାବେ ଲଢ଼ିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି।
Tweet media one
Tweet media two
312
114
965
@pranabpdas
Pranab Prakash Das
1 year
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ @Naveen_Odisha କେମିତି ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛନ୍ତି, ଆଜି ତାହାର ଆଉ ଏକ ଝଲକ ଦେଖିବାକୁ ମିଳିଲା ଗଞ୍ଜାମ ମାଟିରେ। ପ୍ରତିଟି ଜନସଭାରେ ବିପୁଳ ସଂଖ୍ୟାରେ ଆବାଳବୃଦ୍ଧବନିତାଙ୍କ ଉପସ୍ଥିତି, ଉତ୍ସାହ ଓ ଉଦ୍ଦୀପନା ମୋତେ ଅଭିଭୂତ କଲା।
Tweet media one
Tweet media two
Tweet media three
170
122
830
@pranabpdas
Pranab Prakash Das
3 years
ନୂଆ ବର୍ଷ ୨୦୨୨ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ବର୍ଷ ଓଡ଼ିଶାବାସୀଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ। #HappyNewYear2022
Tweet media one
148
107
981
@pranabpdas
Pranab Prakash Das
3 years
ଜୁନାଗଡ଼ରେ ଆୟୋଜିତ ମହା ମିଶ୍ରଣ ପର୍ବରେ ଜୁନାଗଡ଼ ଓ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବିରୋଧୀ ଦଳର ଅନେକ ନେତା ଓ କର୍ମୀଙ୍କୁ ବିଜୁ ଜନତା ଦଳରେ ସ୍ୱାଗତ କଲି। ଏହି ବିପୁଳ ଯୋଗଦାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ନୀତିଆଦର୍ଶର ପ୍ରସାର ସହ ଦଳର ସଙ୍ଗଠନକୁ ଆହୁରି ମଜବୁତ କରିବ। #BJDWithOdisha
Tweet media one
Tweet media two
Tweet media three
107
195
983
@pranabpdas
Pranab Prakash Das
3 years
ପବିତ୍ର କାଳୀପୂଜା ଓ ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନକୁ ଆଲୋକିତ କରୁ। #ଶୁଭଦୀପାବଳି
Tweet media one
124
160
974
@pranabpdas
Pranab Prakash Das
3 years
ପବିତ୍ର ମକର ଉତ୍ସବ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସମସ୍ତଙ୍କର ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ କାମନା କରୁଛି।
Tweet media one
92
94
978
@pranabpdas
Pranab Prakash Das
2 years
ରଙ୍ଗର ଉତ୍ସବ ହୋଲି ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ସମସ୍ତେ ସୁରକ୍ଷିତ ଭାବେ ହୋଲି ଖେଳନ୍ତୁ। ହୋଲିର ରଙ୍ଗ ଆପଣମାନଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ। #HappyHoli
Tweet media one
117
108
969
@pranabpdas
Pranab Prakash Das
3 years
ଆଜାଦ ହିନ୍ଦ ଫୌଜର ବୀର ସୈନିକ ତଥା ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ବିଷୋୟୀଙ୍କ ଦେହାନ୍ତରେ ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
63
91
962
@pranabpdas
Pranab Prakash Das
3 years
ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ଓ ମର୍ମାହତ। ଲୋକପ୍ରିୟ ଜନପ୍ରତିନିଧି ଭବେ ତାଙ୍କ ଖ୍ୟାତି ସର୍ବଦା ଅକ୍ଷୁର୍ଣ୍ଣ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
83
75
963
@pranabpdas
Pranab Prakash Das
3 years
ପବିତ୍ର ବିଶ୍ୱକର୍ମା ପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦ ପ୍ରତିଟି ଜୀବନକୁ ନୂଆ ସମ୍ଭାବନାରେ ଆଲୋକିତ କରୁ।
Tweet media one
81
121
952
@pranabpdas
Pranab Prakash Das
3 years
ପିପିଲି ବିଧାନସଭା ଉପ ନିର୍ବାଚନରେ @bjd_odisha ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ବିଜୟ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଲୋକାଭିମୁଖୀ କାମ ପ୍ରତି ଜନସାଧାରଣଙ୍କ ସମର୍ଥନକୁ ଦର୍ଶାଉଛି। ନିର୍ବାଚନରେ ବିପୁଳ ସମର୍ଥନ ପାଇଁ ପିପିଲିବାସୀଙ୍କୁ ଧନ୍ୟବାଦ, ଦଳର କର୍ମୀ ଓ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଜଣାଉଛି। #BJDWithOdisha
Tweet media one
106
177
962
@pranabpdas
Pranab Prakash Das
3 years
ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସହ ଦଳୀୟ କର୍ମକର୍ତ୍ତାଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ। ଶିମିଳିପାଳ ଦେଶର ବୃହତ୍ତମ ଜୈବମଣ୍ଡଳ। ଏହାର ସୁରକ୍ଷା ପାଇଁ ଆସନ୍ତୁ ସମସ୍ତେ ଏକ ହୋଇ କାମ କରିବା। ଆମ ପରିବେଶ ଓ ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖିବା। #BJDWithSimilipal
Tweet media one
69
93
670
@pranabpdas
Pranab Prakash Das
10 months
ମୁଁ ଓ ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦ ଧର୍ମଗଡ଼ ଅନାଥାଶ୍ରମ ପରିଦର୍ଶନ ଏକ ସ୍ଵତନ୍ତ୍ର ଅନୁଭବ। ପିଲାଙ୍କ ମଧ୍ୟରେ ସେତେବେଳର ଉପଜିଲ୍ଲାପାଳ ଶ୍ରୀ ଭିକେ ପାଣ୍ଡିଆନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ବେଶ ଜଣା ପଡୁଥିଲା। ୨୦୦୨ରେ ଧର୍ମଗଡ଼ ଭଳି ଦୁର୍ଗମ ଅଞ୍ଚଳର ଏହି ଅନାଥାଶ୍ରମ ଓ ଏଠାକାର ପିଲାଙ୍କ ସଂପୂର୍ଣ୍ଣ ଦାୟିତ୍ଵ ସେ ନେଇଥିଲେ।
Tweet media one
Tweet media two
Tweet media three
Tweet media four
597
160
847
@pranabpdas
Pranab Prakash Das
4 months
ଜୀବନ ଗଠନରେ ସତସଙ୍ଗର ଭୂମିକା ବଡ଼ ଅମୂଲ୍ୟ। ସବୁ ସତସଙ୍ଗୀଙ୍କୁ ମୋର ଶତ ପ୍ରଣାମ। ଏକ 'ସମୃଦ୍ଧ ସମ୍ବଲପୁର' ଗଢ଼ିବା ପାଇଁ ଆଶୀର୍ବାଦ କରନ୍ତୁ 🙏 #JodiSankha #ସମୃଦ୍ଧସମ୍ବଲପୁର #SamruddhaSambalpur
160
217
891
@pranabpdas
Pranab Prakash Das
4 years
ଓଡ଼ିଶାର ବରପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଆମ ସମସ୍ତଙ୍କ ପାଇଁ ସେ ସର୍ବଦା ଅସୀମ ସାହସର ପ୍ରତୀକ ଏବଂ ଦେଶପ୍ରେମର ଅପ୍ରତିମ ନିଦର୍ଶନ ହୋଇ ରହିବେ। #ParakramDiwas
Tweet media one
37
56
920
@pranabpdas
Pranab Prakash Das
3 years
. @dpradhanbjp ଭାଇ, ଆପଣଙ୍କ ଦଳ @BJP4India ସବୁବେଳେ ହିନ୍ଦୁ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି | ଜଗନ୍ନାଥ ସଂସ୍କୃତି ହେଉଛି ଓଡିଆ ଜାତିର ପରିଚୟ | ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି |
141
370
872
@pranabpdas
Pranab Prakash Das
3 years
Warm tributes to our brave soldiers, ex-servicemen and their families on #ArmyDay . Salute to their commitment, indomitable courage, and selfless service to the nation.
Tweet media one
50
134
927
@pranabpdas
Pranab Prakash Das
1 year
@dpradhanbjp ଭାଇ, ଆପଣଙ୍କର ମନେ ଥିବ ଆପଣଙ୍କ ଦଳର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ବାବୁ ଅତୀତରେ ଆପଣଙ୍କ ରାଜ୍ୟ ସଭାପତିଙ୍କୁ ଚପଲରେ ନିସ୍ତୁକ ପିଟି ରକ୍ତାକ୍ତ କରି ଦେଇଥିଲେ। ଏଥିପାଇଁ ସେ ଦଳରୁ ୬ ବର୍ଷ ପାଇଁ ସସ୍‌ପେଣ୍ଡ ବି ହୋଇଥିଲେ l
70
167
711
@pranabpdas
Pranab Prakash Das
3 years
ପବିତ୍ର ବିଜୟା ଦଶମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମା' ଦୁର୍ଗାଙ୍କ ଆଶୀର୍ବାଦ ପ୍ରତିଟି ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ।
Tweet media one
88
152
911
@pranabpdas
Pranab Prakash Das
2 years
ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକମାନଙ୍କୁ ହୋଇଥିବା ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରୁଛି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଏପରି କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
110
123
914
@pranabpdas
Pranab Prakash Das
3 years
ଲୋକଙ୍କ କଲ୍ୟାଣ ପାଇଁ ଦଳୀୟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ ସଭାପତି ଶ୍ରୀ @Naveen_Odisha ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି I ଏହି କାର୍ଯ୍ୟାଳୟରେ ଓଡ଼ିଶାବାସୀଙ୍କ ସେବା ପାଇଁ ବିଭିନ୍ନ ଶାଖା କାର୍ଯ୍ୟକ୍ଷମ ହେବା ସହ ରକ୍ତଦାନ ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରହିବ।
Tweet media one
Tweet media two
Tweet media three
69
118
918
@pranabpdas
Pranab Prakash Das
3 years
ବରୀ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ବିଜୁ ଜନତା ଦଳରେ ସ୍ୱାଗତ କଲି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ତାଙ୍କର ଯୋଗଦାନ ତୃଣମୂଳସ୍ତରରେ ସଂଗଠନକୁ ଆହୁରି ମଜବୁତ କରିବ। #BJDWithOdisha
Tweet media one
Tweet media two
Tweet media three
80
168
905