Abhishek Dash (ଅଭିଷେକ ଦାଶ) Profile Banner
Abhishek Dash (ଅଭିଷେକ ଦାଶ) Profile
Abhishek Dash (ଅଭିଷେକ ଦାଶ)

@DsAbhishek05

547
Followers
639
Following
603
Media
2,690
Statuses

Proud Odia |Politics |Nature |Music |Travel |Cricket |Technology | Simplicity is the ultimate sophistication. ଆମେ ଓଡ଼ିଆ ଆମ ଭାଷା ବଢ଼ିଆ । ବନ୍ଦେ ଉତ୍କଳ ଜନନୀ ।

Jajpur, Berhampur, Odisha
Joined June 2020
Don't wanna be here? Send us removal request.
Pinned Tweet
@DsAbhishek05
Abhishek Dash (ଅଭିଷେକ ଦାଶ)
5 months
ଆତ୍ମସମ୍ମାନ, ଆତ୍ମବିଶ୍ୱାସ ବିକାଶ ହେବ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ। କେବଳ ନାଚ, ଗୀତ ମଧ୍ୟରେ ନ ରହି ସଂସ୍କୃତି, ଭାଷା ଶିକ୍ଷା, ଜ୍ଞାନକୌଶଳକୁ ନେଇ ଗବେଷଣା କରିବାକୁ ପଡ଼ିବ ଏବଂ ଏଥିପାଇଁ ଯୁବବର୍ଗଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବାକୁ ପଡ଼ିବ।
Tweet media one
1
7
24
@DsAbhishek05
Abhishek Dash (ଅଭିଷେକ ଦାଶ)
4 years
Sonu Bhai is not just an artist in the film world, he is the cradle of the poor. With Sonu's brother, everything is possible. May God bless you as much as you help the poor .I pray so much to God. 🙏Salute Sonu Bhai🙏 @SonuSood @FcSonuSood #SonuSoodRealHero
Tweet media one
1
25
357
@DsAbhishek05
Abhishek Dash (ଅଭିଷେକ ଦାଶ)
2 months
ଭୀମକୁଣ୍ଡ (କେଉଁଝର ପଟ) ପହଞ୍ଚିବା ପୁର୍ବରୁ କିଛି ଯୁବକ କାଠଦ୍ୱାରା ଅସ୍ଥାୟୀ ଭାବରେ ଗୋଟିଏ ଗେଟ୍ ତିଆରି କରି ପ୍ରତ୍ୟେକ ଯାତ୍ରୀଙ୍କ ଠାରୁ ଅନୈତିକ ଭାବରେ ଟଙ୍କା ଆଦାୟ କରୁଛନ୍ତି ଏମାନଙ୍କ ପାଖରେ ଶୁଳ୍କ ଆଦାୟ କରିବା ପାଇଁ ଜିଲ୍ଲାପାଳ ନାଁରେ ଏକ ଜାଲି ଚିଠି ଅଛି। @DistAdmKeonjhar @OdishaTourism ଦୃଷ୍ଟି ଦେବାକୁ ଅନୁରୋଧ।
Tweet media one
Tweet media two
18
36
251
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ସୀମିତ ଜ୍ଞାନରେ ନିଜକୁ ସର୍ବଜ୍ଞାନୀ ଭାବି ସମାଜକୁ ଖରାପ ବାର୍ତ୍ତା ପଠାଉଛନ୍ତି। ଓଡ଼ିଶାରେ ଏହିଭଳି କିଛି ହୀନ ମାନସିକତା ଥିବା ବ୍ୟକ୍ତି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବା ପାଇଁ ବସିଛନ୍ତି। ଭବିଷ୍ୟତରେ କିଛି ସେମିତି ନଘଟୁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। @DGPOdisha @PradeepJenaIAS @SPPuri1 @SJTA_Puri @dm_puri
52
40
164
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ରାଜ୍ୟର ମୁଖ୍ୟମନ୍ତ୍ରୀ ଆଜି ସାଧାରଣ ଜନତାଙ୍କ ଅଭିଯୋଗ ଶୁଣୁଛନ୍ତି କିନ୍ତୁ ବିନା ବ୍ୟବସ୍ଥା ଭିତରେ ସାଧାରଣ ଜନତା ହଇରାଣ ହେଉଛନ୍ତି। ଏହା ପାଇଁ ଖୋଦ୍ @MohanMOdisha ମୁଖ୍ୟମନ୍ତ୍ରୀ ଦାୟୀ ରହିବେ। ନା ଅଛି ଧାଡ଼ି କରିବା ବ୍ୟବସ୍ଥା, ନା ଅଛି ପାନୀୟ ଜଳର ବ୍ୟବସ୍ଥା। ଏହା ଏକ ମିଛ ପ୍ରହସନ ନୁହେଁ ତ?
Tweet media one
Tweet media two
Tweet media three
32
13
156
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମିତଳେ।। ସର୍ବେ ନିଜନିଜ ଅଭିନୟ ସାରି ବହୁଡ଼ିବେ କାଳବଳେ।।
Tweet media one
4
3
139
@DsAbhishek05
Abhishek Dash (ଅଭିଷେକ ଦାଶ)
29 days
In the coming days there will be a turbulent atmosphere in Odisha! We have to be careful! As other states are looking, it seems that the same thing will happen in Odisha soon. What was not seen in the past is now seen! Which is surprising! This is a political conspiracy!!!
@sanjayubach
Sanjay Ubach | ସଞ୍ଜୟ ଉବାଚ
29 days
After Pakistan Zindabad in Cuttack, Now Nara e Takbeer, Allah Hu Akbar in the busy Janpath in Bhubaneswar. Who are behind these radical Islamists? Till yet no action by @odisha_police , @CMO_Odisha must ensure that the law and order Odisha must be intact.
79
323
722
19
24
121
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
କୋଟି କୋଟି ଟଙ୍କାରେ "ମିଶନ ଶକ୍ତି କାଫେ" ଖୋଲା ଯାଇଥିଲା। ବେପାର ହେବା ବଡ଼ ମୁସ୍କିଲ ନ କହିଲେ ଭଲ। ସବୁଠାରୁ ବିଫଳ ଯୋଜନା। ସ୍ଥାନ- ବିରଜା ମନ୍ଦିର ପାଖ ଯାଜପୁର।
Tweet media one
11
5
90
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
ରାଜ୍ୟପାଳ ମହୋଦୟ ଓଡ଼ିଆ ଅସ୍ମିତା କଥା କହୁଛନ୍ତି କିନ୍ତୁ ହିନ୍ଦୀରେ ବିଧାନସଭାରେ ବକ୍ତବ୍ୟ ଦେଉଛନ୍ତି। ଏହା କି ପ୍ରକାର ଓଡ଼ିଆ ଅସ୍ମିତା? ଏହା ଓଡ଼ିଶା ବିଧାନସଭା ସଂସଦ ନୁହେଁ?
@NandighoshaTV
NandighoshaTV
3 months
#କକ୍ଷତ୍ୟାଗ_କଲେ_ନବୀନ - ଆରମ୍ଭରୁ ପ୍ରତିବାଦ କରି କକ୍ଷତ୍ୟାଗ କଲେ ବିରୋଧୀ - ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇ କକ୍ଷତ୍ୟାଗ କଲେ ବିଜେଡି କଂଗ୍ରେସ - ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ #odishaassemblysession #naveenpatnaik #odiaasmita #assembly
43
13
358
16
9
86
@DsAbhishek05
Abhishek Dash (ଅଭିଷେକ ଦାଶ)
5 months
ନୟାଗଡ଼ କଣ ଓଡ଼ିଶା ବାହାରେ, ନା ନୟାଗଡ଼ରେ ଓଡିଆ ଲୋକ ରହୁନାହାନ୍ତି! ଏଠି ଯେଉଁ ଦୁଇଜଣ ଓଡିଆ ଅସ୍ମିତା ଓ ଭାଷା ଆମେ ବଞ୍ଚାଉଛୁ ବୋଲି କହି ବୋଲୁଛନ୍ତି, ସତ ହେଲା ସେମାନେ ଆମକୁ ଭକୁଆ ବନାଉଛନ୍ତି। କାହାର ବି ଓଡ଼ିଶା ଓ ଓଡ଼ିଆ ପ୍ରତି ଭଲ ପାଇବା ନାହିଁ। ଯିଏ ଆମକୁ ସମ୍ମାନ ଦେଉନି କିନ୍ତୁ ଆମେ ତାକୁ ଭୋଟ ଦେଇ ସମ୍ମାନ ଦେଉଛୁ। #ଆଉନୁହେଁ
Tweet media one
17
14
81
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
ମୁଁ କିଛି କରିପାରିଲିନି, ମୋର ଯବାନ ପୁଆଟା ମରିଗଲା! ହୃଦୟ ବିଦାରକ କଥା। ପ୍ରଶ୍ନ ଓଡ଼ିଶା ପୋଲିସ ଏତେ ନିଷ୍ଠୁର କଣ ପାଇଁ? ନା ୨୪ବର୍ଷର ଶାସନ କର୍ତ୍ତାଙ୍କ ବଳରେ ବଳୀୟାନ ଏ ପୋଲିସ ଅଧିକାରୀମାନେ? ପୋଲିସ ପୋଷାକ ପିନ୍ଧିଲା ପରେ କଣ ନିଜକୁ ସର୍ବୋଚ୍ଚ ମନେ କରନ୍ତି?
11
18
77
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
ଓଡ଼ିଶାରେ ପ୍ରତ୍ୟେକ ବର୍ଷ ବନ୍ୟା ସମସ୍ୟା ଅଧିକ ମାତ୍ରାରେ ଦେଖାଯାଏ। ବନ୍ୟା ପାଇଁ କେତେ କଣ ନଷ୍ଟ ହୋଇପଡେ ତାର ହିସାବ ନାହିଁ। ଅନ୍ୟ ରାଜ୍ୟକୁ ସହାୟତା ମିଳିବ ହେଲେ ଆମ ରାଜ୍ୟ ପାଇଁ କିଛି ନାହିଁ ଆମ ପାଇଁ "୦"! ୧. ଓଡ଼ିଶାରେ ସବୁ ବର୍ଷ ବନ୍ୟା ଓ ବାତ୍ୟା ହେଉଛି ସରକାର କଣ ରିପୋର୍ଟ ପଢ଼ୁ ନାହାନ୍ତି କି? ୨. ଆମ ନେତାମାନେ ଦୁର୍ବଳ କି?
Tweet media one
Tweet media two
11
5
59
@DsAbhishek05
Abhishek Dash (ଅଭିଷେକ ଦାଶ)
5 months
ଯେଉଁମାନେ କହୁଥିଲେ ପ୍ରମାଣ ଦିଅନ୍ତୁ, ଦେଖି ନିଅନ୍ତୁ କେମିତି ଓଡିଆ ଭାଷା ପ୍ରତି ଅବହେଳା କରାଯାଉଛି। ଆମେ ଆମ ଭାଷାକୁ ଯଦି ନ ବଞ୍ଚାଇବା ଆଗାମୀ ଦିନରେ ଆମ ଭାଷା ଓଡ଼ିଶାରେ ଲୋପ ପାଇଯିବ।
@DsAbhishek05
Abhishek Dash (ଅଭିଷେକ ଦାଶ)
5 months
ନୟାଗଡ଼ କଣ ଓଡ଼ିଶା ବାହାରେ, ନା ନୟାଗଡ଼ରେ ଓଡିଆ ଲୋକ ରହୁନାହାନ୍ତି! ଏଠି ଯେଉଁ ଦୁଇଜଣ ଓଡିଆ ଅସ୍ମିତା ଓ ଭାଷା ଆମେ ବଞ୍ଚାଉଛୁ ବୋଲି କହି ବୋଲୁଛନ୍ତି, ସତ ହେଲା ସେମାନେ ଆମକୁ ଭକୁଆ ବନାଉଛନ୍ତି। କାହାର ବି ଓଡ଼ିଶା ଓ ଓଡ଼ିଆ ପ୍ରତି ଭଲ ପାଇବା ନାହିଁ। ଯିଏ ଆମକୁ ସମ୍ମାନ ଦେଉନି କିନ୍ତୁ ଆମେ ତାକୁ ଭୋଟ ଦେଇ ସମ୍ମାନ ଦେଉଛୁ। #ଆଉନୁହେଁ
Tweet media one
17
14
81
2
10
60
@DsAbhishek05
Abhishek Dash (ଅଭିଷେକ ଦାଶ)
3 years
Some of the experiences are shared through this photo that cannot be expressed in the text. #PhotoOfTheDay #PhotographyDay #NaturePhotography
Tweet media one
Tweet media two
Tweet media three
Tweet media four
3
2
55
@DsAbhishek05
Abhishek Dash (ଅଭିଷେକ ଦାଶ)
15 days
ଆମ ରାଜ୍ୟ ଓଡ଼ିଶା... ଆମ ଭାଷା ଓଡ଼ିଆ... ସଂସ୍କୃତି,ପରମ୍ପରା ଏବଂ କୀର୍ତ୍ତିରାଜି ପାଇଁ ଆମ ରାଜ୍ୟ ଓଡ଼ିଶା ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ଏବଂ ବିଦେଶ ପାଇଁ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିଛି। ଆମ ଜଗନ୍ନାଥ ସଂସ୍କୃତିକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ କରିବାର ଆବଶ୍ୟକ ଅଛି। ସଂସ୍କୃତି, ପରମ୍ପରା ଏବଂ ଭାଷା ବଞ୍ଚିଲେ ଜାତି ଆଗକୁ ବଢିବ।
Tweet media one
3
6
51
@DsAbhishek05
Abhishek Dash (ଅଭିଷେକ ଦାଶ)
1 month
ଆମ ରାଜ୍ୟର ଭାଗ୍ୟ ଆଗକୁ କଣ ହେବ ସେଥିପ୍ରତି କାହାର ମଧ୍ୟ ନଜର ନାହିଁ କିନ୍ତୁ ଆମେ ରେଭେନ୍ସା ବିଶ୍ଵବିଦ୍ୟାଳୟ ପ୍ରସଙ୍ଗକୁ ଧରିକି ବସିଛୁ। କଣ ପାଇଁ ଓଡ଼ିଶା ଛାଡ଼ି ଆଜି ଆନ୍ଧ୍ରମୁହାଁ ସେ ପ୍ରସଙ୍ଗ ରେ କେତେ ଜଣ ଆଲୋଚନା କରୁଛନ୍ତି?ଆମେ କହିବା ବେକାରୀ ସମସ୍ୟା କଣ ପାଇଁ ସୃଷ୍ଟି ହେଉଛି।ସରକାରଙ୍କୁ ବିରୋଧ କରିବା କାହା ପାଖରେ ସାହସ ନାହିଁ।
Tweet media one
9
6
43
@DsAbhishek05
Abhishek Dash (ଅଭିଷେକ ଦାଶ)
2 months
ଯାଜପୁର ଜିଲ୍ଲା ଡାକ୍ତରଖାନା ମୁଖ୍ୟାଳୟରେ ରୋଗୀମାନଙ୍କ ପାଇଁ ବିଶ୍ବସ୍ତରୀୟ ବ୍ୟବସ୍ଥାର ଦୃଶ୍ୟ। ସରକାର ଏହା ଉପରେ ନଜର ନ ଦେବା ମଧ୍ୟ କାରଣ ହୋଇପାରେ କି? ସରକାର ଏହି ଦୃଶ୍ୟ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାର କଥା! @HFWOdisha @MahalingMukesh @otvkhabar @kanak_news @NandighoshaTV @ArgusNews_in
Tweet media one
Tweet media two
Tweet media three
Tweet media four
6
4
39
@DsAbhishek05
Abhishek Dash (ଅଭିଷେକ ଦାଶ)
1 month
ଆମ ରାଜ୍ୟର ସରକାର ପୂର୍ବରୁ ବିହାରୀ, ବଙ୍ଗାଳୀ ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ କଠୋର ହେଲେନାହିଁ। ନିଜର ଭୋଟ ପାଇଁ ସରକାର ସେମାନଙ୍କୁ ଓଡ଼ିଶାରେ ରାସନକାର୍ଡ ପର୍ଯ୍ୟନ୍ତ ସୁବିଧା ଯୋଗେଇ ଦେଲେ। ବର୍ତ୍ତମାନ ଅନୁପ୍ରବେଶକାରୀ ମାନେ ଓଡ଼ିଶାକୁ ବିକିବାକୁ ବସିଲେଣି। ସରକାର କେବେ କଠୋର ହେବେ ଏହା ପ୍ରତି? ଓଡ଼ିଆଙ୍କ ହକ୍ ମରୁଛନ୍ତି!
Tweet media one
3
10
39
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ଓଡ଼ିଶାରେ @BJP4Odisha ଆପଣଙ୍କ ଦଳ କ୍ଷମତାକୁ ଆସିଲା।ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରି ଏହି ନିର୍ବାଚନରେ @narendramodi @SamalManmohan7 ଆପଣଙ୍କ ଦଳ ନିର୍ବାଚନ ଲଢ଼ିଲା ଏବଂ ସଫଳ ମଧ୍ୟ ହେଲା।ଓଡ଼ିଆ ଭାଷାକୁ ଯଦି ସମ୍ମାନ ଦେଉଛନ୍ତି, ଓଡ଼ିଶାରେ ସମସ୍ତ ସରକାରୀ କାର୍ଯ୍ୟାଳୟର ମୁଖ୍ୟବୋର୍ଡର ନାମ ଗୁଡିକ ଓଡ଼ିଆ ଭାଷାରେ ଲେଖନ୍ତୁ।
Tweet media one
Tweet media two
Tweet media three
7
10
39
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
୧. ଆଶା ରହିଲା ଆଗାମୀ ୫ ବର୍ଷରେ ଓଡ଼ିଶା ବିକଶିତ ଆଡ଼କୁ ଯାଉଛି ନା ବିନାଶ ଆଡ଼କୁ ଯାଉଛି। ୨. ସରକାର ନିଜ ସ୍ବାର୍ଥକୁ ଦେଖି ନିଜର ବିକାଶ କରୁଛନ୍ତି ନା ସରକାର ଜନତାଙ୍କ ସ୍ୱାର୍ଥକୁ ଦେଖି ଜନତାଙ୍କ ବିକାଶ କରୁଛନ୍ତି।
Tweet media one
9
10
30
@DsAbhishek05
Abhishek Dash (ଅଭିଷେକ ଦାଶ)
2 months
ପ୍ରତି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ପ୍ରତିଟି ଓଡ଼ିଆଙ୍କ ହୃଦରରେ ବାସ କରନ୍ତି। ଏହି ପରି କିଛି ଖଳ ପ୍ରକୃତିର ବ୍ୟକ୍ତି ନିଜର ବେପାରକୁ ଚଳେଇବା ପାଇଁ ପ୍ରତିଟି ଓଡ଼ିଆଙ୍କ ଭାବାବେଗକୁ କ୍ଷତି ପହଞ୍ଚାଇଛନ୍ତି। @MohanMOdisha @Food_Odisha ଅନୁରୋଧ ଯଥାଶୀଘ୍ର ଏହାକୁ ବନ୍ଦ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
Tweet media one
Tweet media two
6
7
28
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
Students who are thinking about the future as their ideal. They are all scammers. #UPSCscam
Tweet media one
0
8
28
@DsAbhishek05
Abhishek Dash (ଅଭିଷେକ ଦାଶ)
1 month
ଟିକେ ଖରାପ ଲାଗୁନି କହିବା ପାଇଁ ୫୦୦୦ ଟଙ୍କାରେ ଶାଢ଼ୀ ବ୍ୟବସାୟ କରିବେ! ପାରିବା ଯାହା ଦରଦାମ ହେଲାଣି ୧୦ ଦିନରେ ୫୦୦୦ ଟଙ୍କା ଖର୍ଚ୍ଚ ହେଇଯିବ!!! ଯାହା ମହିଳା ସଶକ୍ତିକରଣ ହେବ ତାହା ଓଡ଼ିଶା ବାସୀଙ୍କୁ ଜଣା? ଓଡ଼ିଶାର ସୁଦୃଢ଼ ଭବିଷ୍ୟତ ମୁଖ୍ୟସ୍ରୋତର ରୁ ବାଟ ଭୁଲି ଯାଉଛି। @BJP4Odisha
@kanak_news
Kanak News
1 month
#ସୁଭଦ୍ରା_ଟଙ୍କାରେ_ଶାଢୀ_ବ୍ୟବସାୟ_କରିବି ସୁଭଦ୍ରା ଟଙ୍କା ଆସିବ , ଓଃ ରସଗୋଲା ଖାଇଲା ଭଳି ଖୁସି ଲାଗୁଛି । ସୁଭଦ୍ରା ଟଙ୍କାରେ ଶାଢୀ ବ୍ୟବସାୟ କରିବି #KanakNews #subhadrayojana #Balasore
121
34
473
2
3
26
@DsAbhishek05
Abhishek Dash (ଅଭିଷେକ ଦାଶ)
26 days
ଭାଷା ଦିବସ ପାଳନ କଲେ ଭାଷା ବଞ୍ଚିବ ନାହିଁ। ଭାଷାକୁ ଶାସ୍ତ୍ରୀୟ ମର୍ଯ୍ୟାଦା ଦେଇଦେଲେ ଭାଷା ବଞ୍ଚିବ ନାହିଁ। ଭାଷାକୁ ବଞ୍ଚାଇବା ପାଇଁ ଚେଷ୍ଟା ଓ ଭାଷାକୁ ଗୁରୁତ୍ଵ ଦିଆ ଯାଉ ବୋଲି ଆନ୍ଦୋଳନ କଲେ ଭାଷା ଚିରସ୍ଥାୟୀ ରହିବ।
2
3
24
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
Respected @AshwiniVaishnaw @RailMinIndia @RailwaySeva @ECRlyHJP This matter is very sensitive. It needs to be properly investigated and proper punishment should be given against the guilty. The railway department should be aware that such a thing should not happen in future.
Tweet media one
Tweet media two
7
9
25
@DsAbhishek05
Abhishek Dash (ଅଭିଷେକ ଦାଶ)
3 years
The price of petrol in Jajpur is RS 103.19. #Odisha #jajpur
Tweet media one
0
1
24
@DsAbhishek05
Abhishek Dash (ଅଭିଷେକ ଦାଶ)
7 months
ଆମ ସମସ୍ତଙ୍କ କର୍ତ୍ତବ୍ୟ ରହୁଛି , ଆମ ଭାଷା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେବା। କିନ୍ତୁ ବାସ୍ତବରେ ଓଡିଆ ଭାଷାର ସ୍ଥିତି କିଛି ଅଲଗା ରୂପରେଖ ଦର୍ଶାଉଛି। ଆମେ ସମସ୍ତେ ଆଲୋଚନା କରୁଛୁ କିନ୍ତୁ ବର୍ତ୍ତମାନ ସ୍ଥିତିରେ କେତେ ଜଣ ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ବିଦ୍ରୋହ କରିଛନ୍ତି। ଯଦି ଆମ ସଂସ୍କୃତି ଓ ଭାଷା ରହିବ ତାହାଲେ ଓଡ଼ିଶା ଆଗେଇବ।
Tweet media one
2
8
25
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
ରିକ୍ସାଚାଳକ ବା ମାଛଧରାଳୀ ଭାବରେ ଓଡ଼ିଶା ଆସୁଥିବା ତେଲେଙ୍ଗା ଏବେ ଓଡ଼ିଶାର ହଜାରହଜାର ଏକର ଚାଷଜମିର ମାଲିକ। କାମ କରିବାକୁ ଇଛା ଥିଲେବି ସୁଯୋଗ ନଥିବାରୁ ଓଡ଼ିଆ ଭିଟାମାଟି ଛାଡ଼ି ଦାଦନ ସାଜୁଛି। କେତେଦିନ ଆଉ ସହିବ ଏହି ଓଡ଼ିଆଜାତି! ସମୟ ଆସିଛି ଓଡ଼ିଶାର ସ୍ୱାଭିମାନ ଓ ଓଡିଆ ଅସ୍ମିତାକୁ ଫେରେଇ ଆଣିବା ପାଇଁ। ଆମ ଭବିଷ୍ୟତ ଆମ ହାତରେ।
4
7
25
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
ଆଜି ଆମ ଗ୍ରାମରେ ରାମନବମୀ ଅବସରରେ ଗ୍ରାମର ଯୁବକମାନେ ମିଶି ଆମେ ଭୁଲି ଯାଉଥିବା ଧାର୍ମିକ ଏବଂ ଆଧ୍ୟାତ୍ମିକତା ବିଷୟ ଗୁଡ଼ିକୁ ଆମ ଅଞ୍ଚଳରେ ଥିବା ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ ରାମାୟଣ ବିଷୟରେ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। ଭବିଷ୍ୟତ ପିଡି ଯେମିତି ଆମର ଧାର୍ମିକ,ସଂସ୍କୃତିକ ଏବଂ ପରମ୍ପରାକୁ ମନେରଖନ୍ତୁ ଏକ ଛୋଟ ପ୍ରୟାସ।
6
7
24
@DsAbhishek05
Abhishek Dash (ଅଭିଷେକ ଦାଶ)
5 months
ନୟାଗଡ଼ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀ ଙ୍କ ପ୍ରାଙ୍ଗଣରେ ଥିବା ଗୋପୀନାଥ ମନ୍ଦିରର ଦୃଶ୍ୟ। ପ୍ରଶ୍ନ ଯଦି ଜଣେ ଓଡ଼ିଆ ତାର ଆସ୍ତା ଓ ବିଶ୍ଵାସର ପ୍ରବେଶ ପଥରେ ତାର ନିଜ ଭାଷାରେ ପ୍ରବେଶ କରିପାରିବ ନାହିଁ, ଏହା ଠାରୁ ଆମର ଦୁର୍ଭାଗ୍ୟର ବିଷୟ ଆଉ କିଛି ନାହିଁ। #ଆମେଓଡ଼ିଆଏବଂଆମଭାଷାଓଡିଆ #ମୋଭାଷାମୋପାଇଁବଡ଼
3
0
24
@DsAbhishek05
Abhishek Dash (ଅଭିଷେକ ଦାଶ)
26 days
କଳା, ସଂସ୍କୃତି ଏବଂ ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସାର୍ ବାସୁଦେବ ସୁଧଳଦେବ, ରାଧାନାଥ ରାୟ, ଭୂବନାନନ୍ଦ ଦାସ, ଏ.ପି ପାତ୍ର ଏମିତି ଅନେକ।
4
5
23
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
ଗୁଜୁରାଟ କଥା କଣ ଆଲୋଚନା କରୁଥିଲ ଏଠି ଆମର ତ ଦବି ଗଲାଣି। ଦବିବା ଆରମ୍ଭ ହେଲା ମାତ୍ର ଆଗକୁ ବାକି ଅଛି!!!
@otvkhabar
ଓଟିଭି
3 months
-ଭୁବନେଶ୍ବର ଡୁମୁଡୁମା ନିକଟରେ ଜାତୀୟ ରାଜପଥ ଦବିଗଲା -ବ୍ୟସ୍ତବହୁଳ ୧୬ ନମ୍ବର ଜାତୀୟ ରାଜପଥ ହଠାତ୍‌ ଦବିଗଲା -ଦବି ଯାଇଥିବା ଗାତରେ ଫସିଲା ମିନି ଟ୍ରକ୍‌ -ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କ ଉଦ୍ଧାରକାରୀ ଟିମ୍‌ ମିନିଟ୍ରକକୁ ଉଦ୍ଧାର କଲା #Bhubaneswar #Odisha #OTV
Tweet media one
14
13
133
4
2
22
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
ଆଜି ଉତ୍କଳ ବିଶ୍ଵବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ନୂଆ କରି +୩ର ପ୍ରଥମ ବର୍ଷର ଲାଗୁଥିଲେ। ମୋବସ ରେ ଚଢିବା ସମୟରେ ସମସ୍ତେ ଓଡ଼ିଆରେ କଥାବାର୍ତ୍ତା ହେଉଥିଲେ, ଯେମିତି ବସ ଟି ଟିକେ ଭିଡ଼ ହୋଇଗଲା ପିଲାମାନଙ୍କର ଆରମ୍ଭ ହୋଇଗଲା ହିନ୍ଦୀରେ କଥାବାର୍ତ୍ତା। ଏମିତି ହେବାର କାରଣ କଣ?
3
1
23
@DsAbhishek05
Abhishek Dash (ଅଭିଷେକ ଦାଶ)
5 months
Just like five years ago, the media was working hard to show the truth. If that much effort was done selflessly in present time, then a lot of changes would be seen in India. #GodiMedia #LokSabhaElections2024 #Elections2024
2
4
22
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ଆମ ରାଜ୍ୟ ଏକ ଐତିହ୍ୟ କୀର୍ତ୍ତି ଏବଂ ସଂସ୍କୃତି ଭିତ୍ତିକ ରାଜ୍ୟ ଅଟେ କିନ୍ତୁ ରାଜ୍ୟରେ ଏମିତି ବହୁତ ଗୁଡ଼ିଏ ପର୍ଯ୍ୟଟନ ସ୍ଥଳୀ ବହୁ ଅବହେଳାରେ ପଡ଼ିରହିଛି। @MohanMOdisha ଆପଣଙ୍କୁ ବିନିତ ଅନୁରୋଧ ଅବହେଳିତ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ରୂପାନ୍ତରିତ କରି ପୁନରୁଦ୍ଧାର କରିବା ସହ ରକ୍ଷଣାବେକ୍ଷଣର ସମସ୍ତ ସୁବିଧା କରାଯାଉ। @BJP4Odisha
Tweet media one
Tweet media two
Tweet media three
Tweet media four
3
1
21
@DsAbhishek05
Abhishek Dash (ଅଭିଷେକ ଦାଶ)
2 months
@PravatiPOdisha @DistAdmKeonjhar @odisha_tourism @spkeonjhar The sensitive incident should be investigated and action taken against the culprits. Let the government focus on this for the common people.
3
2
22
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏଠାରେ ପ୍ରାୟ ଅଧିକାଂଶ ଅଧିକାରୀ ସାଧାରଣ ଲୋକମାନଙ୍କ ପାଇଁ କାମ କରନ୍ତି ନାହିଁ। ନିଜର ପଦବୀ ଟିକୁ ସେମାନେ ବ୍ୟକ୍ତିଗତ ବୋଲି ଭାବନ୍ତି। ଆଜି ମୋ ସହ ଘଟିଲା ଏମିତି ସବୁଦିନ ଘଟୁଛି। ଏହି ଅଧିକାରୀ ମାନଙ୍କୁ ତାଗିଦ୍ କରନ୍ତୁ। @MohanMOdisha @rdmodisha @SecyChief
1
7
21
@DsAbhishek05
Abhishek Dash (ଅଭିଷେକ ଦାଶ)
3 years
Tweet media one
0
0
22
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
ସମସ୍ତେ ଗୋଟେ କଥା ଲକ୍ଷ୍ୟ କରନ୍ତୁ, ଏହି କିଛି ବର୍ଷ ହେବ ଓଡ଼ିଶାରେ ବିଶେଷ କରି ଯେଉଁ ଅଞ୍ଚଳରୁ ବାରମ୍ବାର ଅଭିଯୋଗ ଆସୁଛି ଯେ ଆମ ଏପଟେ ରାସ୍ତା ଖରାପ ଅଛି ବହୁତ ଦିନଧରି। ସେହିସବୁ ଜାଗାରେ ଅଧିକ ପରିମାଣରେ ଦୁର୍ଘଟଣା ଘଟୁଛି! ଏହା ଏକ ସମ୍ବେଦନଶୀଳ ବିଷୟ! ପ୍ରକୃତରେ ଭୁଲ କାହାର ସରକାରଙ୍କର ନା ଯାନ ଚାଳକର?
Tweet media one
6
1
21
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
ଏକ ସମ୍ବେଦନଶୀଳ ବିଷୟ ଉପରେ ସରକାର ଅବଗତ ହେବା ଆବଶ୍ୟକ। ରାଜ୍ୟରେ ଥିବା ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଶିକ୍ଷକଙ୍କ ଅଭାବ ଓ ବିଦ୍ୟାଳୟରୁ ଶିକ୍ଷକ ମାନଙ୍କର ଅବସର ପରେ ଦୁଃଖର କଥା ବିଦ୍ୟାଳୟରେ ତାଲା ପଡୁଛି। ଏହା ଉପରେ ଏପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। @MohanMOdisha @SMEOdisha
2
1
20
@DsAbhishek05
Abhishek Dash (ଅଭିଷେକ ଦାଶ)
26 days
Is there any concern in the railway rules and regulations for selling gutka and any other alcoholic goods in the train? Will the Department ans to this? @RailMinIndia @RailwaySeva @AshwiniVaishnaw
Tweet media one
Tweet media two
4
1
20
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
୨. ଯେଉଁମାନେ ବର୍ଷବର୍ଷ ଧରି ପରିଶ୍ରମ କରୁଛନ୍ତି ଶିକ୍ଷକ ଚାକିରୀ ପାଇଁ ସେମାନେ କରିବେ କଣ? ୨. ଯେଉଁ ପରୀକ୍ଷା ଦେଇ ଶିକ୍ଷକତା କରିବା ପାଇଁ ଯେତିକି ବର୍ଷ ପାଠ ପଢ଼ିଲେ ଏବଂ ସମୟ ନଷ୍ଟ ହେଲା ସେଥିପାଇଁ ଦାୟୀ କିଏ ରହିବ? ୩. ୪୫୮୦ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ଆଉ ନୂତନ କଣ ଅଯୋଗ୍ୟ କି? @MohanMOdisha @SMEOdisha
@kanak_news
Kanak News
4 months
ହାଇସ୍କୁଲରେ ପଢାଇବେ ଅବସରପ୍ରାପ୍ତ ଶିକ୍ଷକ । ଚଳିତ ଶିକ୍ଷାବର୍ଷରେ ୪୫୮୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି : ଗଣଶିକ୍ଷା ବିଭାଗର ନିଷ୍ପତ୍ତି । #KanakNews #Odisha
173
28
536
4
1
18
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
ବେରୋଜଗାରିରୁ ମୁକ୍ତି ପାଇବାକୁ ହେଲେ ନିଜର ମୌଳିକ ବୃତ୍ତିକୁ ଆପଣେଇବା ସହିତ ଅନ୍ୟମାନଙ୍କୁ ଉତ୍ସାହ କରିବାକୁ ପଡ଼ିବ। ସରକାରଙ୍କ ରୋଜଗାର ଭାଷଣ ଉପରେ ବିଶ୍ଵାସ କରିବା ବଦଳରେ ନିଜର ମୌଳିକ ବୃତ୍ତିକୁ ବିଶ୍ୱାସ କଲେ ବେରୋଜଗାରି କମିଯିବ।
Tweet media one
3
3
19
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
ଆଜି ଆଇପିଏଲ କମେଟ୍ରୀରେ ରସଗୋଲା ପଶ୍ଚିମବଙ୍ଗର ବୋଲି ଆକାଶ ଚୋପ୍ରା କହିଲେ।ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ୍‌ ଏବଂ ପଞ୍ଚଦଶ ଷୋଡଶ ଶତାଦ୍ଦୀରେ ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲା ସମ୍ବନ୍ଧରେ ତଥ୍ୟ ଅଛି।ଏଣୁ ଓଡିଶାରେ ରସଗୋଲା ଇତିହାସ ଅନ୍ୟୁନ ୫୦୦ ବର୍ଷର। କିନ୍ତୁ ପ୍ରଶ୍ନ ଏହା କଣ ପାଇଁ, ଓଡ଼ିଶାକୁ ଏତେ ଅସମ୍ମାନ କାହିଁକି।
Tweet media one
3
4
18
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ଆମ ଓଡ଼ିଆ ଜାତିର ବୃହତ ପର୍ବ। ଆଜି ସବୁ ଘରେ ଘରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ସମସ୍ତ ପିଠାପଣା ସହିତ ଓଡ଼ିଆ ପାନ ଖାଇ ସମସ୍ତେ ସଂଗଠିତ ହୋଇ ରଜ ପର୍ବ ପାଳନ କରନ୍ତି। ଆମ ସ୍ୱତନ୍ତ୍ରତା କୁ ଆମେ ଭୁଲିବା ନାହିଁ। ଆଗାମୀ ପିଡିକୁ ରଜ ପର୍ବ ବିଷୟରେ ଜଣେଇବା ସହ ଉତ୍ସାହିତ କରିବା।
Tweet media one
1
3
18
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ତାଳଚେର ଅଞ୍ଚଳରେ ଯୁବକମାନେ ପାଠ ପଢ଼ିବା ସମୟରେ ଡ୍ରଗ୍ ଖାଇ ନିଜର ଏବଂ ପରିବାରର ସ୍ବପ୍ନ ନଷ୍ଟ କରୁଛନ୍ତି। ଏଥିରେ ସାମିଲ ନେତା ଆଉ ମନ୍ତ୍ରୀ। ଆଗାମୀ ଦିନରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରି ଡ୍ରଗ୍ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ। @MohanMOdisha @DGPOdisha @CMO_Odisha @exciseodisha @PradeepJenaIAS
Tweet media one
3
4
17
@DsAbhishek05
Abhishek Dash (ଅଭିଷେକ ଦାଶ)
3 years
Maa ka pyar aise hi hota hai.
Tweet media one
Tweet media two
1
0
17
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ଆଜ୍ଞା ମନ୍ତ୍ରିମଣ୍ଡଳରେ ୩ ଓଡ଼ିଆ ଲେଖିବା କେତେ ଯଥାର୍ଥ ଅଟେ। ରେଳମନ୍ତ୍ରୀ ଙ୍କ ଜନ୍ମସ୍ଥାନ ଆଜ୍ଞା ଯୋଦ୍ଧପୁର ଯାହାକି ରାଜସ୍ଥାନ ରାଜ୍ୟରେ ଅଟେ। ଆପଣ ଜଣେ ଉଚ୍ଚକୋଟୀର ସାମ୍ବାଦିକା ହେଇ କେମିତି ଲେଖୁଛନ୍ତି ରେଳମନ୍ତ୍ରୀ ଓଡ଼ିଆ ବୋଲି।
Tweet media one
Tweet media two
@MousumiMohanty2
Mousumi Mohanty
4 months
ମୋଦିଙ୍କ ମନ୍ତ୍ରିମଣ୍ଡଳରେ ତିନି ଓଡ଼ିଆ ଧର୍ମେନ୍ଦ୍ର ପ୍ରଧାନ-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ-କେନ୍ଦ୍ର ରେଳ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଜୁଏଲ ଓରାମ-କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ #BreakingNews
88
11
185
1
2
16
@DsAbhishek05
Abhishek Dash (ଅଭିଷେକ ଦାଶ)
4 years
Remembering the "Man Of Peace", former Prime Minister of India, Bharat Ratna #LalBahadurShastri on his death anniversary. A leader known for his simplicity, integrity and patriotism. "Jai Jawan, Jai Kisan". His service to the country will always be remembered.
Tweet media one
0
4
15
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
ମହାରାଷ୍ଟ୍ରର ସରକାରୀ କାର୍ଯ୍ୟକ୍ରମରେ କେମିତି ଜଣେ ଦକ୍ଷ କ୍ରିକେଟ ଖେଳାଳି ଏବଂ ଆଇସିସି ବିଶ୍ୱକପ ବିଜେତା ମରାଠୀ ଭାଷାରେ ବିଧାନ ଭବନରେ ନିଜର ଭାଷଣ ଦେଉଛନ୍ତି। କିନ୍ତୁ ଆମେ ଓଡ଼ିଆ କହିବୁନି, କି ଶିଖେଇବୁ ନାହିଁ!!!
@SachabhartiyaRW
Secular Chad
3 months
@mufaddal_vohra Team India captain #RohitSharma speaks in Maharashtra Vidhan Bhavan as Indian men's cricket team members are being felicitated by CM #EknathShinde and Deputy CM Devendra Fadnavis
0
16
130
1
3
16
@DsAbhishek05
Abhishek Dash (ଅଭିଷେକ ଦାଶ)
5 months
ଦଳଗତ ଭେଦଭାବ ନ କରି ଉଚିତ୍ ପ୍ରାର୍ଥୀ ଯିଏ ନିଜ ଅଞ୍ଚଳ, ରାଜ୍ୟ ଏବଂ ଭବିଷ୍ୟତ ପିଡିଙ୍କ ପାଇଁ ବିକାଶ କରିବ ତାକୁ ହିଁ ଭୋଟ ଦିଅନ୍ତୁ। ଭୋଟ ଦେବା ପାଇଁ ନିଶ୍ଚିତ ଯାଆନ୍ତୁ। ନିଜର ଅଧିକାର ସାବ୍ୟସ୍ତ କରନ୍ତୁ। @ECISVEEP @OdishaCeo @dm_jajpur
Tweet media one
0
3
17
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
@Somanath2698 @DGPOdisha @PradeepJenaIAS @SPPuri1 @SJTA_Puri @dm_puri @AnanyaDash11 @DrPrakashMohap1 @ThatBioinfoGuy @SanjayK16041246 @BaraSingada @priyabrat3 @sahoo_raghunath @Sanu3601 @odiatweetbaba ଜଣେ ଯେତେବେଳେ ହାତରେ ବନ୍ଧୁକ ଓ ଭୁଜାଲି ଧରି ଭିଡିଓ କରି ସୋସିଆଲ ମିଡିଆରେ ଛାଡୁଛନ୍ତି କାଇଁ ଏପରି ଚିନ୍ତାଧାରା ଆସୁନାହିଁ ଯେ, ସେ କେବେ ଏମିତି କରିବେ ନାହିଁ । ସେ ଖାଲି ଭିଡିଓ କରିବା ପାଇଁ ଏମିତି ଧରିଛନ୍ତି। ପୋଲିସ୍ ସବୁବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏହା ମଧ୍ୟ ଶ୍ରୀମନ୍ଦିର ସୁରକ୍ଷାର ପ୍ରସଙ୍ଗ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।
0
1
17
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
ବିଶ୍ଵ ବ୍ରହ୍ମାଣ୍ଡର ନାଥ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଘୋଷଯାତ୍ରାରେ ବିଶ୍ଵ ବାସୀଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ। ପ୍ରଭୁ ସମସ୍ତଙ୍କୁ ଖୁସିରେ ରଖନ୍ତୁ। ।।ଜୟ ଜଗନ୍ନାଥ।। #PuriDham
Tweet media one
Tweet media two
2
0
16
@DsAbhishek05
Abhishek Dash (ଅଭିଷେକ ଦାଶ)
2 months
ସରକାର ଯେଉଁଭଳି ଭାବେ ସୁଭଦ୍ରା ଯୋଜନା ପାଇଁ SOP ବାହାରକଲେ, ମହିଳା ମାନଙ୍କୁ ଭକୁଆ ବନେଇବା ଛଡା ଆଉ କିଛି ନୁହେଁ। ଅନ୍ୟ ସରକାରୀ ସହାୟତା ପ୍ରାୟତ ମହିଳା ମାନେ ହିଁ ପାଉଛନ୍ତି। ଏମିତି SOP ତିଆରି କଲେ ବୋଧ ହୁଏ ୧୦% ମହିଳା ଏହି ଯୋଜନାରେ ଲାଭ ଉଠେଇ ପାରିବେ। ଆଜ୍ଞା ଲୋକମାନେ ସଚେତନ ହେଲେଣି!!! @BJP4Odisha @MohanMOdisha
Tweet media one
2
2
15
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
ଆମେ ଜାଣିଛେ, ଭୋଟ ସରିଯିବା ପରେ ନେତାମାନଙ୍କୁ ଖୋଜିଲେ ଗାଁରେ ଦେଖିବାକୁ ମିଳିବ ନାହିଁ। ସାଧାରଣ ଲୋକମାନେ ନିଷ୍ପତ୍ତି ନେବା ଉଚିତ, ସେମାନେ ନିଜର ସମସ୍ୟା ତଥା ପ୍ରସଙ୍ଗ ଆଦିକୁ ଦୃଷ୍ଟିରେ ରଖି ବିବେକାନୁମୋଦିତ ଭାବେ ଉପଯୁକ୍ତ ପ୍ରାର୍ଥୀକୁ ଭୋଟ ଦେବେ ନା ଟଙ୍କା ମୋହରେ ପଡ଼ି ନିଜ ଭୋଟକୁ ବିକ୍ରିକରିବେ!
Tweet media one
1
1
16
@DsAbhishek05
Abhishek Dash (ଅଭିଷେକ ଦାଶ)
3 years
Who is telling the truth?
Tweet media one
Tweet media two
4
1
16
@DsAbhishek05
Abhishek Dash (ଅଭିଷେକ ଦାଶ)
1 month
ଓଡ଼ିଶା ଗୁଜୁରାଟ ଠାରୁ ସର୍ବାଧିକ ୪ ଗୁଣା ଲୁଣ ଉତ୍ପାଦନ ପାଇଁ ଚାଷ ଜମି ଅଛି କିନ୍ତୁ ଓଡ଼ିଶା ବାର୍ଷିକ ଅନ୍ୟ ତିନୋଟି ପ୍ରମୁଖ ଲୁଣ ଉତ୍ପାଦନ ରଜ୍ୟଠାରୁ ପଛରେ ଅଛି।ସବୁଠାରୁ ବିଡ଼ମ୍ବନାର ବିଷୟ ୨ଗୋଟି ଲୁଣ ଉତ୍ପାଦନକାରୀ ସଂସ୍ଥା ଅଛି ଯାହା ବର୍ତ୍ତମାନ ଅଚଳ ଅବସ୍ଥାରେ ଅଛି। ବିଧାନସଭାରେ ଏହି ବିଷୟରେ ଅବଗତ କରିବାର ଅଛି। @sofiafirdous1
Tweet media one
2
1
15
@DsAbhishek05
Abhishek Dash (ଅଭିଷେକ ଦାଶ)
17 days
ଓଡ଼ିଆ ସଂସ୍କୃତି ବିଶ୍ଵବିଦ୍ୟାଳୟ କିନ୍ତୁ କାର୍ଯ୍ୟସୂଚୀ ଇଂରାଜୀରେ କଣ ପାଇଁ? ଓଡ଼ିଆ ଅସ୍ମିତା କଣ ଚୂଲିକି ଗଲା କି? ନା ଓଡ଼ିଆ ଭାଷାରେ ଲେଖିବାରେ ବିଶ୍ଵବିଦ୍ୟାଳୟ ର ମର୍ଯ୍ୟାଦା ହାନୀ ହେଉଛି! ଏହା କି ପ୍ରକାର ଚିନ୍ତାଧାରା!
@Culturedeptt
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
17 days
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ Non_violence Need of the Hour ଉପରେ ଏକ ଜାତୀୟ ଆଲୋଚନାଚକ୍ର ନିମ୍ନ ସୂଚୀ ଅନୁଯାୟୀ ଅନୁଷ୍ଠିତ ହେବାକୁ ଯାଉଅଛି । ଏଣୁ ଆପଣଙ୍କ ସଦୟ ଯୋଗଦାନ ଏକାନ୍ତ କାମ୍ୟ । #Odisha #odia #culture @CMO_Odisha @suryabanshibjp @SecyChief @IPR_Odisha
Tweet media one
2
1
16
1
3
16
@DsAbhishek05
Abhishek Dash (ଅଭିଷେକ ଦାଶ)
16 days
ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟ ଆଉ କିଛି ଦିନରେ ବିଶୃଙ୍ଖଳା ସୃଷ୍ଟି କରିବା କୁ ଯାଉଛି। ଏଠି ସମସ୍ତେ ସମସ୍ତଙ୍କୁ ସମ୍ମାନ କରନ୍ତି କିନ୍ତୁ ଏମିତି କଣ ପାଇଁ ଦିନ କୁ ଦିନ ଘଟିବାର ଲାଗିଛି।
@odiahhh
कलिंग ବୀର
17 days
Dear @SpBhadrak @SPBHADRAKPOLICE @DM_Bhadrak I hope you have information about this. These So called “डरा हुआ मुसलमान ” handles openly threatening for “सर तन से जुदा ”and trying to create roits in #Bhadrak . Please seize their IDs and arrest them asap @AvimanyuBhadrak
27
80
142
1
1
15
@DsAbhishek05
Abhishek Dash (ଅଭିଷେକ ଦାଶ)
2 months
@MohanMOdisha @NityanandaBJP ଆଜ୍ଞା ଆପଣ ଓଡ଼ିଆ ଅସ୍ମିତା କଥା ଆଲୋଚନା ତୀବ୍ର କରି ଆଗାମୀ ଦିନରେ ଓଡ଼ିଆକୁ ପ୍ରାଧାନ୍ୟ ଦିଆଯିବ। ଶିକ୍ଷାରେ ବିଭିନ୍ନ ଯୋଜନା କରି ପିଲାଙ୍କୁ ଶିକ୍ଷାକୁ ଫେରାଇବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଲେ ହେଲେ କାର୍ଯ୍ୟକାରୀ କିଏ କରିବ? ଓଡ଼ିଆ ପିଲା ଯାଇକି ପଡୋଶୀ ରାଜ୍ୟରେ ନାମ ଲେଖିଲେଣି। ନଜର କିଏ ରଖିଛି?
Tweet media one
Tweet media two
2
5
16
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ଦକ୍ଷିଣ ଭାରତ ଆଡେ ତାଙ୍କ ଥାଳିରେ ଓଡ଼ିଆଙ୍କ ଖାଦ୍ୟ ମିଳୁଛି ତ?
Tweet media one
5
1
16
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
@SpeaksSabya ସରକାର ଚାଷୀଙ୍କୁ ଠିକ୍ ନଜର ଦେଉନାହାନ୍ତି ଏବଂ ଲୋକ ଆଉ ଚାଷ କରୁନାହାନ୍ତି ଯାହା ଫଳରେ ସୀମିତ ଅଞ୍ଚଳରେ ଚାଷ ହେବା ଫଳରେ ମୂଲ୍ୟ ଅଧିକ ହେଉଛି। ଏହା ହିଁ ମୁଖ୍ୟ କାରଣ ଆଉ କିଛି ନୁହେଁ।
0
1
16
@DsAbhishek05
Abhishek Dash (ଅଭ��ଷେକ ଦାଶ)
6 months
ଆମକୁ ନା ଦରକାର ରଣବୀର ସିଂ, ନା ଦରକାର ଦିଶା ପଠାନିର ଅଶ୍ଳୀଳ ନୃତ୍ୟ। ଆମ ଓଡ଼ିଶା ବାସୀଙ୍କୁ ଦରକାର ଆମ ସଂସ୍କୃତି, ପରମ୍ପରା, ଭାଷା ଏବଂ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର। ଆମକୁ ଦରକାର ଓଡ଼ିଶାର ପ୍ରତିଟି ବିଷୟକୁ ବିଶ୍ୱରେ ପହଞ୍ଚାଇବା। ଭାରତରେ ଏବଂ ବିଶ୍ୱରେ ଆମ ରାଜ୍ୟ ଓଡ଼ିଶାର ସମସ୍ତ କଥାକୁ ମର୍ଯ୍ୟାଦା ଓ ସମ୍ମାନ ମିଳିବା।
0
6
16
@DsAbhishek05
Abhishek Dash (ଅଭିଷେକ ଦାଶ)
2 months
Please read this and think about it!!!
Tweet media one
0
3
14
@DsAbhishek05
Abhishek Dash (ଅଭିଷେକ ଦାଶ)
3 years
On this special day, lets promise to preserve the heritage and bring glory to our Beautiful Nation. Happy 73rd Republic Day to Everyone.❤️🇮🇳❤️ #happyrepublicday2022 #26january
Tweet media one
1
1
15
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ଯଦି ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଉନାହାନ୍ତି, ତାହାଲେ ଏତେ ଦୁଃଖ କଣ ପାଇଁ! ଯଦି ନବୀନ ଭଲ, ତାହାଲେ କଣ୍ଟାବାଞ୍ଜି ରେ ଏତେ ଭୋଟ ବ୍ୟବଧାନରେ ହାରିଲେ କଣ ପାଇଁ ଏବଂ ହିଞ୍ଜିଲିରୁ ବହୁତ କମ୍ ବ୍ୟବଧାନରେ ଜିତିଲେ କଣ ପାଇଁ? ଯଦି ଏହାପରେ ବି ଶିକ୍ଷିତ କହିବେ ଦୁଃଖ ଲାଗୁଛି! ମୁଁ ଗୋଟେ ଶବ୍ଦରେ କହିବି "ଶିକ୍ଷିତ ମୂର୍ଖ"।
2
1
15
@DsAbhishek05
Abhishek Dash (ଅଭିଷେକ ଦାଶ)
2 months
Travelling in the bbsr -->keonjhar Memu train with 2.5hr late. @AshwiniVaishnaw you give priority to loot minerals with thinking abt ladies & kids travelling alone in this train at this hour. Please feel ashamed of your incapability to run the railway. @RailMinIndia @RailwaySeva
Tweet media one
2
1
14
@DsAbhishek05
Abhishek Dash (ଅଭିଷେକ ଦାଶ)
21 days
ଶହେ ଦିନରେ ସରକାର ପହଞ୍ଚିଲାଣି! ଶହେ ଦିନ ଅବସରରେ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କିନ୍ତୁ ଦୁଃଖର ବିଷୟ ରାଜ୍ୟ ପାଇଁ ଯାହା ଆବଶ୍ୟକ ଏପର୍ଯ୍ୟନ୍ତ ରାଜ୍ୟବାସୀ ପାଇ ପାରିଲେ ନାହିଁ। ଓଡ଼ିଶାକୁ ସମୃଦ୍ଧ ଏବଂ ବିକଶିତ ରାଜ୍ୟ କରିବା ଦିଗରେ ସହାୟତା ହେଉଥିବା ଜିନିଷ ଫେରିଯାଉଛି। ଆମ ଲୋକ କଣ ମହାରାଷ୍ଟ୍ର ଯିବେ କାମ ପାଇଁ?
@otvkhabar
ଓଟିଭି
21 days
#ଓଡ଼ିଶାରୁ_ମହାରାଷ୍ଟ୍ର_ଚାଲିଯିବ_JSW_ପ୍ଲାଣ୍ଟ? -ଓଡ଼ିଶାରେ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପରୁ ଓହରିଲା କି JSW -ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ JSW ମହାରାଷ୍ଟ୍ରକୁ ନେଇଯିବା ଚର୍ଚ୍ଚା -ଓଡ଼ିଶାରେ ପ୍ରସ୍ତାବିତ ପ୍ଲାଣ୍ଟ ମହାରାଷ୍ଟ୍ର ଯିବା ନେଇ ଜାତୀୟ ମିଡିଆରେ ଚର୍ଚ୍ଚା -୭ ମାସ ତଳେ ବିଜେଡି ସରକାର ଥିବା ବେଳେ ଚୁକ୍ତି
Tweet media one
84
21
437
2
1
13
@DsAbhishek05
Abhishek Dash (ଅଭିଷେକ ଦାଶ)
13 days
ଆମେ ସମସ୍ତେ ଛୋଟ ବେଳରୁ ଗୋଟିଏ ଇତିହାସ ପଢ଼ା ଯାଇଛି।ପୁନର୍ବାର ମଧ୍ୟ ଅନ୍ୟମାନଙ୍କୁ ସେହି ସମାନ ଇତିହାସ ପଢ଼ା ଯାଇଛି ଯଥା ମହାତ୍ମା, ସୁବାସ ବୋଷ, ଶାସ୍ତ୍ରୀ ଇତ୍ୟାଦି।ଏହି ମଧ୍ୟରେ ବହୁତ୍ ଗୁଡାଏ କଥା ମଧ୍ୟ ଇତିହାସ ହେଲାଣି କିନ୍ତୁ ଆମେ ସେହି ପୁରୁଣା ଇତିହାସ ପଢ଼ୁଛୁ।ଇତିହାସ ବଦଳିବା ସହି��� ଅନ୍ୟ ଇତିହାସ ଜାଣିବା ଆବଶ୍ୟକ କି? ମତାମତ!
5
3
15
@DsAbhishek05
Abhishek Dash (ଅଭିଷେକ ଦାଶ)
5 months
ନିର୍ବାଚନ ଆସିଲେ ସବୁ ନେତା ନିର୍ବାଚନୀ ପ୍ରଚାର କରୁଥିବା ସମୟରେ ଗୋଟେ ମାଟି ଘର ଦେଖି କଂସା ରେ ପଖାଳ ଖାଇବା ଦେଖିବାକୁ ମିଳେ। ହୁଏତ ଦେଖିବାକୁ କମ୍ ମିଳୁଥିବ ନିର୍ବାଚନର ୫ ବର୍ଷ ମଧ୍ୟରେ ଏମିତି ବିରଳ ଚିତ୍ର!!! ଏହା ଲୋକଙ୍କୁ ଭକୁଆ ବନେଇବାର ନିର୍ବାଚନୀ ଟ୍ରେଣ୍ଡ କି??
@IamAkashDNayak
Akash Dasnayak
5 months
କୋରେଇ ମୋ ପରିବାର, କୋରେଇ ବାସୀଙ୍କ ସହ ମୋ ସମ୍ପର୍କ ଜନ୍ମ ଜନ୍ମର। ତାଙ୍କରି ଆର୍ଶୀବାଦ ସାଙ୍ଗେ ନେଇ ମୁଁ ବଡ଼ ହେଇଛି ଆଗକୁ ବି ତାଙ୍କରି ସେହ୍ନ ଶ୍ରଦ୍ଧାକୁ ନେଇ ମୁଁ କୋରେଇକୁ ଗୋଟେ ସୁନ୍ଦର ଓ ବିକଶିତ କୋରେଇ କରି ଗଢିବାର ପ୍ରତିଶୃତି ଦେଉଛି।
Tweet media one
Tweet media two
Tweet media three
45
8
346
2
0
14
@DsAbhishek05
Abhishek Dash (ଅଭିଷେକ ଦାଶ)
3 years
My humble tribute to our national hero #NetajiSubhasChandraBose on #NetajiJayanti . "give me blood and I will give you freedom.
Tweet media one
2
3
12
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
ପଦବୀଟି ର ଯେଉଁ ଭଳି ଭାବେ ଉପଯୋଗ କରୁଛନ୍ତି। ଏମିତି ଲୋକ କୁ ଏହି ପଦବୀ ଟି ଶୋଭା ଦେଉନି। ରାଜ୍ୟପାଳ ପାଇଁ ଯୋଗ୍ୟ ନୁହନ୍ତି।
@OSSA_ODISHA
ODISHA SECRETARIAT SERVICE ASSOCIATION
3 months
One of our brothers from OSS Association Sri Baikuntha Pradhan, ASO has been physically assaulted by some miscreants while discharging his duty at Raj Bhawan, Puri during #RathaYatra2024 . A police complaint has already been filed but FIR has not yet been registered by the police.
Tweet media one
144
243
788
1
2
13
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ଯେଉଁ ନୂଆ ଓ ଓଡ଼ିଆ କାର୍ଯ୍ୟକ୍ରମ ହେଲା ଏବଂ ବହୁ ବର୍ଷ ହେବ ଯେଉଁ 5T ରେ ବିଦ୍ୟାଳୟ ଗୁଡିକରେ ପିଲାଙ୍କୁ ଉନ୍ନତ ମାନର ପାଠ ପଢ଼ିବା ଶୈଳୀ ସହ ବିଭିନ୍ନ ନୈତିକତା ଶିଖିଗଲା ବୋଲି ଖୁବ୍ ଜୋର୍ ଚର୍ଚ୍ଚା ହେଉଥିଲା,ତାହାର ପରିଣାମ କଣ ବର୍ତ୍ତମାନ ପ୍ରତିଫଳିତ ହେଉଛି କି? ନୂଆ ସରକାର ପ୍ରଥମେ ଶିକ୍ଷାବ୍ୟବସ୍ଥାକୁ ଦୃଷ୍ଟି ଦିଅ। @MohanMOdisha
@otvkhabar
ଓଟିଭି
4 months
ଗଂଜାମ ସାନଖେମୁଣ୍ଡିରେ ଛାତ୍ରକୁ ଛୁରୀ ଭୁସିଲା ଛାତ୍ର। ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲରେ ଦୁଇ ଛାତ୍ର ମଧ୍ୟରେ ଗଣ୍ଡଗୋଳରୁ ଏଭଳି କାଣ୍ଡ ଘଟିଥିବା ସୂଚନା ମିଳିଛି । ଉଭୟ ଛାତ୍ର ନବମ ଶ୍ରେଣୀର । #Stabbing #Digapahandi #OTV
1
2
14
3
1
13
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
Tweet media one
0
6
14
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
Is it true! Odisha people's can't understand this type of movie.
Tweet media one
8
1
14
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
ରଥଯାତ୍ରା ପାଇଁ ରାଷ୍ଟ୍ରପତି ଓ ଓଡ଼ିଶାର ମୁ��୍ୟମନ୍ତ୍ରୀ ଏବଂ ଅନେକ ଭିଆଇପି ଗଣ ଆସିଛନ୍ତି। ଦୁଃଖର କଥା ସାଧାରଣ ଭକ୍ତମାନେ ରଥ ପାଖକୁ ଯିବାକୁ ପ୍ରାୟ ୭ ରୁ ୮ କିଲୋମିଟର ଚାଲିବାକୁ ପଡୁଛି। କୌଣସି ଗାଡ଼ି ଯାତାୟାତ କରୁନାହିଁ ଏବଂ ଯେଉଁ ଗାଡ଼ି ସୀମିତ ରାସ୍ତା ଯାଏଁ ଯାଉଛି ସେମାନେ ବହୁତ୍ ଟଙ୍କା ନେଉଛନ୍ତି। ଏହା କଣ ଠିକ୍ କି? ଦାୟୀ କିଏ?
1
3
13
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
ପରିଶେଷରେ ଏହା ହିଁ ହେବାକୁ ଥିଲା। @OSRTC_Odisha
Tweet media one
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
ଖାଲି ପୋଷ୍ଟର କରି ଲେଖିଦେଲେ କେହି ସାଧାରଣ ଲୋକ ସୁବିଧା ପାଇଯିବ ଏହା ଭାବନ୍ତୁ ନାହିଁ ଆଜ୍ଞା। ଏହାକୁ ତଦାରଖ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କଲେ ସାଧାରଣ ଲୋକ ସୁବିଧା ପାଇବେ।
2
0
9
1
2
13
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
ଜଣେ ଓଡ଼ିଆ ଭାବରେ ନିଜ ଜାତି ଓ ଭାଷାର ବିକାଶ ପାଇଁ ସମସ୍ତ ଓଡ଼ିଆ ମାନଙ୍କର ଗୁରୁଦାୟିତ୍ଵ ରହିଛି। ଆପଣଙ୍କ ଠାରେ ମଧ୍ୟ ସ୍ୱାଭିମାନ ଭରି ରହିଛି। ଏହି ସ୍ୱାଭିମାନ କୁ ରଜରିତ କରି ଓଡ଼ିଶା ବିକାଶରେ ନିଜକୁ ଉତ୍ସର୍ଗ କରିବା। ଅଣଓଡ଼ିଆଙ୍କ ଶୋଷଣରୁ ମୁକ୍ତକରି ଓଡ଼ିଆ ଜାତି ଗୌରବକୁ ପୁନଃସ୍ଥାପିତ କରିବା।
0
2
14
@DsAbhishek05
Abhishek Dash (ଅଭିଷେକ ଦାଶ)
2 months
ଆପଣଙ୍କ ଦଳ ବର୍ତ୍ତମାନ ସରକାରରେ ଅଛି। ଆପଣ କେମିତି ରାଜ୍ୟ ର ବିକାଶ କରିବେ ତାହା ଉପରେ ଚିନ୍ତା କରିବାର ଆବଶ୍ୟକତା ଅଛି। ତେଣୁକରି ରାଜ୍ୟ ପାଇଁ ଯାହା ଆବଶ୍ୟକ ତାହା ଉପରେ ଚର୍ଚ୍ଚା କଲେ କିଛି ଉନ୍ନତି ହେବ, ଦୋଷ ଳଦିଲେ କିଛି ହେବ ନାହିଁ ଆଜ୍ଞା। ଏପରି ଆଲୋଚନା କଲେ ଲାଗୁଛି ଯେମିତି ବିରୋଧୀ ଆଲୋଚନା କରୁଛନ୍ତି।
@Anu_mohanty79
Anushree Mohanty
2 months
ଲକ୍ଷ୍ମୀ ବସ୍ କିଣା ରେ ୟେ ଦୁଇଜଣ ( ନବିନାଣ୍ଡୁ ) ହଜମ କରିଛନ୍ତି ୮୦୦ କୋଟି କୋଟି ଟଙ୍କା !!
Tweet media one
30
6
54
4
0
14
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
ଏଠି "ଆପେ ବଞ୍ଚିଲେ ବାପର ନାଁ" ନାରା ଧରିଲେ ଆଗାମୀ ଭବିଷ୍ୟତରେ ଆମେ ନିଜର ଅସ୍ତିତ୍ଵ ହରେଇ ଦେବା। ବର୍ତ୍ତମାନ ପରିସ୍ଥିତିରେ ଆମକୁ #ରାଜ୍ୟବଞ୍ଚାଅ ନାରା ଧରିବାକୁ ପଡ଼ିବ।
Tweet media one
1
3
14
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ଖାଲି ଦୁଇପଦ ଭଲ କଥା କହି ଜଣେ ଯଦି ଭଲ ବକ୍ତା ହୋଇଯିବ, ତାହାର ଅର୍ଥ ନୁହେଁ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗ୍ୟ। ଏବେ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ଜିତିବା ପଛରେ ତାଙ୍କ ବାପାଙ୍କ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ଅଛି। ଆଗାମୀ ଦିନରେ ସମ୍ପୂର୍ଣ୍ଣ ଭାବେ ଲୋକ ପସନ୍ଦ କରନ୍ତୁ ତାପରେ ଦେଖା ଯିବ।
@_rabinarayana
Rabi Panda ( Modi ka pariwar )
4 months
ସୁରଜ୍ ସୁର୍ଯ୍ୟବଂଶୀ ମୁଖ୍ୟମନ୍ତ୍ରୀ ହେଲେ କେମିତି ହେବ ???
Tweet media one
157
8
467
2
0
14
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ହେ ଓଡ଼ିଆ ଲୋକ ନିଜ ମାନସିକତାରେ ପରିବର୍ତ୍ତନ ଆଣ, ନହେଲେ ଆଗାମୀ ଦିନରେ ଏମିତି ଦୁଃଖିତ ହେଇ ଅସୁବିଧାର ସମ୍ମୁଖୀନ ହେବେ!!!
Tweet media one
1
4
14
@DsAbhishek05
Abhishek Dash (ଅଭିଷେକ ଦାଶ)
5 months
ଏଠାରେ ଆମେ ସରକାରଙ୍କୁ ଦୋଷ ଦେବା ମୋ ମତରେ ଭୁଲ! କାରଣ ଏଠି ତ ଓଡିଆ ଲୋକ ନିଜ ଭାଷା କହିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ପାଠ ପଢୁଆ ଦେଖେଇ ହେଉଥିବା କିଛି ଓଡିଆ ଏଠାରେ ଭାବୁଛନ୍ତି ଓଡିଆ କହିଲେ ଆମେ ପଢ଼ିଥିବା ଶିକ୍ଷାର ମର୍ଯ୍ୟାଦା ରହିବନି! ମୋର ଉନ୍ନତି ପାଇଁ, ମୋ ରାଜ୍ୟର ଉନ୍ନତି ପାଇଁ, ମୋ ଭାଷା ଓଡିଆକୁ ଆପଣେଇବାକୁ ପଡ଼ିବ।
Tweet media one
2
3
13
@DsAbhishek05
Abhishek Dash (ଅଭିଷେକ ଦାଶ)
2 months
Bangladeshi YouTuber’s shocking footage exposing vulnerabilities in India’s border security is a wake-up call. This blatant breach necessitates an immediate and comprehensive review of border protection protocols. We demand swift action to safeguard our nation. #NationalSecurity
Tweet media one
Tweet media two
0
1
12
@DsAbhishek05
Abhishek Dash (ଅଭିଷେକ ଦାଶ)
2 months
ସାର୍ @MohanMOdisha @TPSODL @EnergyOdisha @KVSinghDeo1 @BrahmapurCorp @Ganjam_Admin ବହୁ ଦିନ ହେବ ଦୁଇଦୁଇଥର ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ କରିଥିଲେ ମଧ୍ୟ ବିଜୁଳି ବିଭାଗର ଅଧିକାରୀମାନେ ଲାଞ୍ଚ ନଦେଲେ ବିଦ୍ୟୁତ୍ ସଂଯୋଗ କରୁନାହାନ୍ତି।ଦୟାକରି ଯଥାଶୀଘ୍ର ଏହି ପ୍ରସଙ୍ଗ ଉପରେ ହସ୍ତକ୍ଷେପ କରି ବିଜୁଳି ସଂଯୋଗ କରନ୍ତୁ।
Tweet media one
Tweet media two
Tweet media three
Tweet media four
2
1
13
@DsAbhishek05
Abhishek Dash (ଅଭିଷେକ ଦାଶ)
4 years
❤️ No religion matters in relationship. We are all one regardless of race or religion.❤️ #AllTogether
Tweet media one
1
3
13
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ସେଦିନର ସେ କାନ୍ଦର ସ୍ୱର ଆଉ କାଇଁ ସୁଭା ଯାଉନି। ଏବେ ଇନ୍ଷ୍ଟାଗ୍ରମ ରେ ୩୦ ସେକେଣ୍ଡ ର ଭିଡିଓ କରି ସମସ୍ତ ଦୁଃଖ ଆଉ କଷ୍ଟକୁ ଭୁଲି ଯାଉଛି। #ପରମ୍ପରା
Tweet media one
Tweet media two
Tweet media three
2
3
12
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ମହାଶୟ ହେଲେ ଏହି ବ୍ୟକ୍ତି ଯିଏ ଆମ ଜଗନ୍ନାଥ ସଂସ୍କୃତି ର ନିୟମ ଉଲଂଘନ କରିବା ପାଇଁ ସିଧା ସିଧା ବାର୍ତ୍ତା ଦେଉଛନ୍ତି। ନିହାତି ଭାବରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। @dm_puri @PradeepJenaIAS @SPPuri1 @SJTA_Puri @JagannathaDhaam @randomsena @DGPOdisha
Tweet media one
0
0
12
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ଜଣେ ଯେତେବେଳେ ହାତରେ ବନ୍ଧୁକ ଓ ଭୁଜାଲି ଧରି ଭିଡିଓ କରି ସୋସିଆଲ ମିଡିଆରେ ଛାଡୁଛନ୍ତି କାଇଁ ଏପରି ଚିନ୍ତାଧାରା ଆସୁନାହିଁ ଯେ, ସେ କେବେ ଏମିତି କରିବେ ନାହିଁ । ସେ ଖାଲି ଭିଡିଓ କରିବା ପାଇଁ ଏମିତି ଧରିଛନ୍ତି। ପୋଲିସ୍ ସବୁବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏହା ମଧ୍ୟ ଶ୍ରୀମନ୍ଦିର ସୁରକ୍ଷାର ପ୍ରସଙ୍ଗ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ସୀମିତ ଜ୍ଞାନରେ ନିଜକୁ ସର୍ବଜ୍ଞାନୀ ଭାବି ସମାଜକୁ ଖରାପ ବାର୍ତ୍ତା ପଠାଉଛନ୍ତି। ଓଡ଼ିଶାରେ ଏହିଭଳି କିଛି ହୀନ ମାନସିକତା ଥିବା ବ୍ୟକ୍ତି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବା ପାଇଁ ବସିଛନ୍ତି। ଭବିଷ୍ୟତରେ କିଛି ସେମିତି ନଘଟୁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। @DGPOdisha @PradeepJenaIAS @SPPuri1 @SJTA_Puri @dm_puri
52
40
164
0
1
13
@DsAbhishek05
Abhishek Dash (ଅଭିଷେକ ଦାଶ)
4 years
Nobody has a perfect life. Everybody has their own problems. Some people just know how to deal with it in a perfect way. Nobody has a perfect life. Everybody has their own problems. Some people just know how to deal with it in a perfect way.
0
0
13
@DsAbhishek05
Abhishek Dash (ଅଭିଷେକ ଦାଶ)
1 month
ଆଜ୍ଞା @otvkhabar @JagiPanda ଆପଣ ଏତେ ବଡ଼ ମିଡିଆ ହାଉସ ବୋଲି କହୁଛନ୍ତି ଦିନରାତି, ହେଲେ ସମାଜକୁ ଏପରି ଶିକ୍ଷା ଦେଉଛନ୍ତି ଚ୍ୟାନେଲ ମାଧ୍ୟମରେ ଯୁବପିଡି ଏଥିରୁ ଶିଖିବେ କଣ ସଂକ୍ଷେପରେ ଉତ୍ତର ରଖିବେ କି? "ଜାଣନ୍ତୁ ରେଟ୍ ଚାର୍ଟ" ଏମିତି ଅସଭ୍ୟଙ୍କ ପରିକା ଲେଖିବା ବନ୍ଦ କରନ୍ତୁ, ଛୋଟି ପିଲାମାନେ ମଧ୍ୟ ଓଡ଼ିଆ ଖବର ଦେଖୁଛନ୍ତି!
Tweet media one
1
0
12
@DsAbhishek05
Abhishek Dash (ଅଭିଷେକ ଦାଶ)
4 months
ସରକାରଙ୍କୁ ଅନୁରୋଧ ଜନସାଧାରଣ ଆଣୁଥିବା ଅସୁବିଧାର ସମାଧାନ ନିମନ୍ତେ ସମସ୍ତ ବ୍ଲକ ସ୍ତରରେ ସରଳ ଏବଂ ସୁବିଧାରେ ଜଣେ ସାଧାରଣ ଲୋକ ଦାଖଲ କରିପାରିବ। ଏହା ଉପରେ ବିଶେଷ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବେ ଏହା ମୋର ଆଶା ଓ ବିଶ୍ବାସ। @MohanMOdisha @KVSinghDeo1 @PravatiPOdisha @PradeepJenaIAS @CMO_Odisha @IPR_Odisha
Tweet media one
0
2
13
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
ଏହା ଆମର ସଂସ୍କୃତି ଓ ପରମ୍ପରା। ପ୍ରତିଟି ଓଡ଼ିଆଙ୍କ ପରିଚୟ ଆମ ସଂସ୍କୃତି ଓ ପରମ୍ପରାକୁ ନେଇ ହେଇଛି। ଦଣ୍ଡ ନାଚ ଠୁ ଆରମ୍ଭ କରି ଆହୁରି ବୋହୁତ କିଛି ଅଛି ଓଡ଼ିଶାରେ, ଏହି ପରମ୍ପରା ବିଲୁପ୍ତ ନ ହେଇଯାଉ ପ୍ରତିଟି ଓଡିଆ ଚିନ୍ତା କରିବାର ଆବଶ୍ୟକତା ଅଛି। ନିଜେ ଏବଂ ଆଗାମୀ ପୀଡି ଙ୍କୁ ଏହି ସଂସ୍କୃତି ଓ ପରମ୍ପରା ବିଷୟରେ ଅବଗତ କରିବାର ଅଛି।
1
4
13
@DsAbhishek05
Abhishek Dash (ଅଭିଷେକ ଦାଶ)
5 months
ଯଦି ଆମେ ଆମ ପାଇଁ ଏବଂ ଆମ ଭବିଷ୍ୟତ ପିଡିଙ୍କ ପାଇଁ ସୁସ୍ଥ ଏବଂ ବିକଶିତ ସମାଜ ଗଠନ କରିବା ପାଇଁ ଚାହୁଁଛନ୍ତି, ତାହାଲେ ଆମକୁ ଆମର ମାନସିକତାରେ ପରିବର୍ତ୍ତନ ଆଣିବା ସହ ସମସ୍ତ ଦିଗକୁ ଲକ୍ଷ୍ୟ କରି ଠିକ୍ ଓ ଭୁଲ ର ତର୍ଜମା କରିବା ଆମର ମୂଳ ଦାୟିତ୍ବ ଅଟେ ଏକ ସୁସ୍ଥ ପରିବେଶରେ ଜୀବନ ଅତିବାହିତ କରିବା ପାଇଁ।
Tweet media one
1
2
12
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
ଓଡିଶାର ସଂସ୍କୃତି ଓ ପରମ୍ପରା ବହୁତ ସୁନ୍ଦର। କାଇଁ କେତେ କାଳରୁ ସବୁ ଦେବାଦେବୀଙ୍କୁ ଏ ଓଡ଼ିଆ ପୂଜାର୍ଚ୍ଚନା କରିଆସୁଛି। ଆମ ରାଜ୍ୟ ସଂସ୍କୃତି ଓ ପରମ୍ପରାକୁ ନେଇ ସାରା ବିଶ୍ୱରେ ପରିଚିତ। ସବୁ ଓଡ଼ିଆଙ୍କ ମନରେ ସମସ୍ତ ଦେବଦେବୀ ରହିଛନ୍ତି। କିଛିଟା ମୂର୍ଖ ନେତାଙ୍କ କଥାରେ ପଡ଼ି ନିଜର ଭଗବାନଙ୍କୁ ଅଲଗା କରନି। ଆମ ଭବିଷ୍ୟତ ଆମ ହାତରେ।
Tweet media one
1
0
12
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
ଯୁବଗୋଷ୍ଠୀର ଭବିଷ୍ୟତ କେବଳ ନଷ୍ଟ ହେଉନାହିଁ, ବରଂ ରାଜ୍ୟର ଅର୍ଥନୀତି, ସାମାଜିକ, ଶୃଙ୍ଖଳା ତଥା ରାଜନୈତିକ କାର୍ଯ୍ୟାବଳୀକୁ ସିଧାସଳଖ ପ୍ରଭାବିତ କରିଥାଏ। ଦୃଷ୍ଟିରେ ରଖି ଓଡିଶାର ଯୁବସମାଜ ପାଇଁ ନିମ୍ନ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଆପଣଙ୍କ ମତାମତ ଦେବେ ଏହା କେତେଦୂର ଯୁକ୍ତିଯୁକ୍ତ?
Tweet media one
2
4
12
@DsAbhishek05
Abhishek Dash (ଅଭିଷେକ ଦାଶ)
2 months
ନିଜର କର୍ମ ବ୍ୟସ୍ତତା ମଧ୍ୟରୁ ଟିକେ ସମୟ ବାହାର କରି, ଏହି ବିଷୟ ଟିକୁ ପଢ଼ିବା ପାଇଁ ଅନୁରୋଧ। ବିଗତ ଦିନରେ ଆମ ମାନଙ୍କର ଜୀବନଶୈଳୀ ଏବଂ ବର୍ତ୍ତମାନ ସମୟର ଜୀବନଶୈଳୀ ଭିନ୍ନ। ଗାଁର ପରିଭାଷା କିଛି ଅଲଗା ହେଇଗଲଣି। ଆମକୁ କିଛି ମାତ୍ରାରେ ପୁରାତନ ପ୍ରଥା ଏବଂ କଥାକୁ ପୁନରାବୃତ୍ତି କରିବାର ଆବଶ୍ୟକତା ଅଛି।
Tweet media one
4
1
11
@DsAbhishek05
Abhishek Dash (ଅଭିଷେକ ଦାଶ)
3 months
ରାଜ୍ୟର ସରକାରୀ ବିଜ୍ଞାପନ ନିମନ୍ତେ ଖବର କାଗଜ ଏବଂ ଟିଭି ଚ୍ୟାନେଲ ଗୁଡିକରେ ସରକାର ରାଜ୍ୟ ରାଜସ୍ୱ ରୁ ଏତେ ପରିମାଣରେ ଟଙ୍କା ଖର୍ଚ୍ଚ କରିଛନ୍ତି। ରାଜ୍ୟର ଲୋକମାନେ ବିଜ୍ଞାପନ ରୁ କେତେ ସଚେତନ ହେଇଛନ୍ତି ଏବଂ ସରକାରୀ ସୁବିଧା କେତେ ପରିମାଣରେ ପାଇଛନ୍ତି ଏହି ଉତ୍ତର କାହା ପାଖରେ ବୋଧ ହୁଏ ନାହିଁ!!!
Tweet media one
Tweet media two
Tweet media three
Tweet media four
1
1
11
@DsAbhishek05
Abhishek Dash (ଅଭିଷେକ ଦାଶ)
6 months
ଆମେ କେବେ ଏହା ଉପରେ ଚର୍ଚ୍ଚା କରିଛୁ କାହିଁକି ଏପରି ଆମ ରାଜ୍ୟର ପରିସ୍ଥିତି।ଆମେ ସମସ୍ତେ ଖାଲି ଆଲୋଚନା କରୁଛନ୍ତି, ଦାଦନ ଯିବ ସୁରଟ,କେରଳ ବାସ୍ତବରେ ଆମର ଚିନ୍ତାଧାରା ପାଇଁ ଏପରି ପରିସ୍ଥିତି। ଆମେ ଆମର ମୌଳିକ ବିଷୟ ଉପରେ ଆଲୋଚନା କରିନାହାନ୍ତି ଏବଂ ପ୍ରଶ୍ନ ମଧ୍ୟ ପଚାରୁ ନାହାନ୍ତି, ଯାହା ଫଳରେ ଓଡ଼ିଶାର ଗତି ଆଜି ଦାଦନ ଆଡ଼କୁ।
Tweet media one
0
3
12