ପ୍ରିୟବ୍ରତ ପ୍ରଧାନ|Priyabrat Pradhan| Profile Banner
ପ୍ରିୟବ୍ରତ ପ୍ରଧାନ|Priyabrat Pradhan| Profile
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|

@priyabrat3

6,742
Followers
5,078
Following
1,688
Media
34,402
Statuses

ଜୟ କଳିଙ୍ଗ , ଜୟ ଜଗନ୍ନାଥ

Pune/BBSR
Joined July 2011
Don't wanna be here? Send us removal request.
Pinned Tweet
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
2 years
jay Jagannath 🙏
Tweet media one
Tweet media two
Tweet media three
Tweet media four
0
2
62
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଆମ ରାଜଧାନୀ, କଟକ ର ଶିକ୍ଷିତ ଲୋକମାନେ କିଛି ଶିଖିବା କଥା ଏଇ ସାଧାରଣ ଲୋକ ଙ୍କ ଠୁ.
Tweet media one
15
87
495
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
1 year
ସରକାରୀ ବସ ଗୁଡିକ ରେ ପାନ ମସଲା ର ବିଜ୍ଞାପନ ଦେବା ଉଚିତ ନୁହେ .. ଆଶା କରୁଚୁ ଆପଣ ନିଜର ମତାମତ ଦେବେ . @OSRTC_Odisha @PradeepJenaIAS
Tweet media one
57
34
336
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
7 months
ଗାଡିର ମାଲିକ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ .. ମୋ କଟକ ର ଦୃଶ୍ୟ ..
Tweet media one
8
22
312
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
2 years
ଆଶିଷ ଭାଇ ତୁମେ ସବୁ ଦିନ ପାଇଁ ଆମ ମାନଙ୍କ ହୃଦୟ ରେ ରହିବ .. ଶେଷ ଦର୍ଶନ , ସ୍ୱର୍ଗଦ୍ୱାର 🙏
Tweet media one
54
4
241
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
5 years
ଅଟଳ ବିହାରୀ ବାଜପେୟୀ ଜୀ ଙ୍କୁ ଭାରତ ରତ୍ନ ମିଳିଲା ଆମେ ଖୁସି, ପ୍ରଣବ ଦାଦା ଙ୍କୁ ମିଳିଲା ଆମେ ଖୁସି, . . . . . ବିଜୁ ବାବୁ ଙ୍କୁ ମିଳୁ ଭାରତ ରତ୍ନ ,ଆମ ବହୁତ ଖୁସି ହବୁ। #BharatRatnaForBijuBabu
15
18
221
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଶନିବାର ନୋ ୱର୍କ ଫର୍ମ ହୋମ.😀 କିଛି ଖାଇବା ଘରେ ବନେଇ ଦରକାର ଲୋକଙ୍କ ପାଖରେ ପହଂଚାଇବା ର ଛୋଟ ପ୍ରଚେଷ୍ଟା. ପ୍ରେରଣା ର ଉତ୍ସ @SR_7377 @BishnuMohanPat2 @pureodiasaswata
Tweet media one
Tweet media two
Tweet media three
Tweet media four
26
24
229
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
6 years
ଜୟ ହୋ SBI ୫ ଥର ରୁ ଅଧିକ ATM ବ୍ୟବହାର କଲେ ୩୦ ଟଙ୍କା extra କଟୁଚି ଦିନକୁ ୨୦ହଜାର ରୁ ଅଧିକ withdraw କରି ହଉନି ୩୦୦୦ ରୁ କମ ହେଲେ fine Message ପଠେଇବା ପାଈଁ ୫୦,yearly କାର୍ଡ ବ୍ୟବହାର ପାଈଁ ୨୫୦ ବୁଝି ହଉନି Banking system ଲୋକଙ୍କ ସୁବିଧା ପାଈଁ ହେଇଛି ନା ଲୁଟିବା ପାଈଁ।ଜମିଦାର ପ୍ରଥା ଭଳି ଲାଗୁଚି
29
44
185
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
11 months
BBS to Rourkela Vande Bharat AC chair 1115 (6.40 hrs) Intercity AC chair 610 rupees (7.20 hrs )
76
18
190
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଅତି ଦୁଃଖ ର ବିଷୟ.
Tweet media one
12
12
185
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଆମ ଡମଣା ଛକ ଗୁପଚୁପ ଆଉ ଦହିବରା ଵାଲା ସହାୟତା ମାଗିବେ କି ନାହିଁ ନିଜେ ବୁଝି ପାରୁନାହାନ୍ତି କାରଣ ଏତେ ବଡ଼ ଵିଜ୍ଞାପନ ଦେବା ପାଇଁ ପଇସା ଯୋଗାଡ଼ ହେଇ ପାରୁନି.
Tweet media one
22
20
174
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଓଡ଼ିଆ ଚଳଚିତ୍ର ଜଗତ ଇତିହାସ ର କିମ୍ବଦନ୍ତୀ. ଏମାନେ ଆଜି ନାହାନ୍ତି ସତ କିନ୍ତୁ ପ୍ରତେକ ଓଡ଼ିଆ ଙ୍କ ହୃଦୟ ରେ ସବୁଦିନ ପାଇଁ ରହିବେ.
Tweet media one
13
17
181
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଅଧିକାଂଶ ବନ୍ଧୁ ମାନଙ୍କୁ ମୁଁ ଫଲୋ କରେ , ଯଦି କାହାକୁ ମୁ ମିସ କରିଦେଇଛି ଟ୍ୱିଟ କୁ ଲାଇକ କରନ୍ତୁ ମୁ ଫଲୋ କରିଦେବି.😀😀😀
13
0
172
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 months
. @AnubhavMohanty_ As Lok Sabha MP Attendance 76% No. of Questions 168 Debate Participate 82 But unfortunately he did not get ticket from @bjd_odisha , hope he will get good position in BJP..
Tweet media one
49
9
172
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 months
ପ୍ରତିବର୍ଷ IAS ରେଜଲ୍ଟ ବାହାରିବା ପରେ ବାପା ମା ମାନେ ପିଲାଛୁଆଙ୍କୁ କୁହନ୍ତି ରିକ୍ସା ଵାଲା ପୁଅ କଲେକ୍ଟର ହେଲା ତୁ କାହିଁକି ହେଇ ପାରିଲୁନି ? ବେଳେ ବେଳେ ଭାବେ ଅଧିକାଂଶ ଗରିବ ପରିବାର ରୁ ଆସି କଲେକ୍ଟର ହେଇ ଜନତାଙ୍କ ସେବା କରି ସ୍ୱାଧୀନତା ର ଏତେ ବର୍ଷ ପରେ ବି ଆମ ଦେଶ ଗରିବ କାହିଁକି ? ଦାୟୀ କଣ ଆମ ସିଷ୍ଟମ ?
28
9
163
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
5 years
ଭାଗ୍ୟ ରେ ଥିଲେ ଏମିତି ପ୍ରସାଦ ମିଳେ। ଜୟ ଜଗନ୍ନାଥ🙏🙏🙏 ଅନନ୍ତ ବାସୁଦେବ ମନ୍ଦିର।
Tweet media one
11
12
156
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
1 year
ବିଦ୍ୟୁତ ବିଭାଗ ବିଦ୍ୟୁତ ଦେଇ ପାରୁନି ତାଙ୍କ ବିରୁଦ୍ଧ ରେ ଫାଇନ ନାହିଁ BMC ଡ୍ରେନ ସଫା କରି ପାରୁନି ତାଙ୍କ ବିରୁଦ୍ଧ ରେ ଫାଇନ ନାହିଁ ରେଳ ବିଭାଗ ସୁରକ୍ଷା ଦେଇ ପରୁନି ତାଙ୍କ ବିରୁଦ୍ଧ ରେ ଫାଇନ ନାହିଁ କେବଳ ସାଧାରଣ ଲୋକ ଫାଇନ ଦେବେ ?
@otvnews
OTV
1 year
From June 23, vehicles without HSRP will attract hefty penalty, warns Odisha STA #Odisha #HSRP
8
7
102
24
24
160
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
5 months
ଓଡ଼ିଆ ଭାଷା କୁଆଡେ ଗଲା ?
Tweet media one
Tweet media two
36
20
162
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଚିହିଁ ପାରୁଛନ୍ତି କି?
Tweet media one
12
1
152
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଟିକେ ଷ୍ଟପେଜ ନିମାପଡା ରେ.
Tweet media one
Tweet media two
Tweet media three
9
2
143
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
2 years
2019 ପରଠୁ 1: ଟ୍ରେନ ଟିକେଟ ବଢିଲା 2: ବିମାନ ଟିକେଟ 2 ଗୁଣା ହେଲା 3: ଗ୍ୟାସ ଦର 500 ଟଙ୍କା ବଢିଲା 4: ବ୍ୟାଙ୍କ ଋଣ ହାର 4% ବଢିଲା 5: ପେଟ୍ରୋଲ ଡିଜେଲ 30 ଟଙ୍କା ବଢିଲା 6: ଚୂଡ଼ା ମୁଢି ଉପରେ GST ଲାଗିଲା 7: ଟୋଲ ଟ୍ୟାକ୍ସ ଉପରେ GST ଲାଗିଲା 8: ହୋଟେଲ ଖାଇବା ଉପରେ GST ବଢିଲା 9:ଗାଡି କିଣିବା ଉପରେ ଅଧିକା GST ମଣିଷ କଣ କରିବ?
31
16
145
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
କିଛି ତ ରଖନ୍ତୁ ଇଜତ ମହତ, ଏମିତି ଆକାଉଣ୍ଟ କରି ଜୀବନ ରେ କୋଉ ଗଡ଼ ଜୟ କରିବେ. ସୋସିଆଲ ମିଡ଼ିଆ ରେ ଥଟା ମଜା ହଉ, ଯୁକ୍ତି ତର୍କ ହଉ କିନ୍ତୁ ଏମିତି ନ ହଉ. 🙏🙏🙏
Tweet media one
25
1
140
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଶୁଭ ସକାଳ. #Odisha #Koraput #semiliguda
Tweet media one
Tweet media two
9
8
137
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
5 years
Give me blood and I will give you freedom . Subhas Chandra Bose ମୋତେ ରକ୍ତ ଦିଅ ଏବଂ ମୁଁ ତୁମକୁ ସ୍ଵାଧୀନତା ଦେବି । - ସୁବାଷ ଚନ୍ଦ୍ର ବୋଷ Tributes to Netaji Subhas Chandra Bose On his 123rd birth anniversary. #NetajiSubhasChandraBose
Tweet media one
2
18
123
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ହାତରେ ମୋ ମୁଠା ମୁଠା ଶରଧା ବାଲି.. ଶ୍ରୀଜଗନ୍ନାଥଙ୍କର ପରମ ସେବକ, ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ବାର୍ତ୍ତାବହ ତଥା ଭଜନ ସମ୍ରାଟ ଭିକାରୀ ବଳଙ୍କ ପୁଣ୍ୟ ଜନ୍ମ ତିଥିରେ ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ । #BhajanSamrat #BhikariBal #ଭିକାରୀବଳ
Tweet media one
7
7
125
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 years
ଜୟ ଜଗନ୍ନାଥ 🙏 Jay Jagannath 🙏 #Pune #Hinjewadi
Tweet media one
10
3
119
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
5 years
ସୁଧାଂଶୁ ବାବୁ ଙ୍କ କାର୍ଯ୍ୟ ଦକ୍ଷତା ଢେଙ୍କାନାଳ ବାସୀ ଉଣା ଅଧିକା ସମସ୍ତେ ଜାଣନ୍ତି, ଆଜି ତାଙ୍କ ବିଷୟ ରେ ସାରା ରାଜ୍ୟ ରେ ଚର୍ଚ୍ଚା ଚାଲିଲା ବେଳେ ତାଂକ ଗାଁ ଢେଙ୍କାନାଳ ର କେସେରିଆ ବସି ବହୁତ ଗର୍ବିତ। ଜେଜେ ଙ୍କ ଠାରୁ ଉଚ୍ଚ କୋଟିର ସଢଙ୍ଗି ପରିବାର ର ବୃତାନ୍ତ ଶୁଣିବାକୁ ମିଳିଲା। Keep on the good work Sir.
Tweet media one
9
1
122
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 months
ଯାଜପୁର ଲୋକ ଙ୍କ ପାଇଁ ଏଗୁଡା ଫ୍ୟାନ ପବନ ..
@aviseka
Dr. Aviseka🐘
3 months
#MumbaiRain Meanwhile, For #Odia people, it’s just another tree in a storm
15
11
133
20
4
121
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
A Man With 💛 Golden Heart @sabyaactor You are the source of inspiration. #RealHeroSabyasachi
Tweet media one
9
12
118
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
5 months
ଗାଁ ରୁ ଖବର ଶୁଣିଲି ବାଇକ ଆକ୍ସିଡେଣ୍ଟ ରେ ଜଣେ 18,19 ବର୍ଷ ର ପିଲା ଚାଲିଗଲେ (ଗୋଟିଏ ସନ୍ତାନ ) , ଆଉ ଜଣେ ପିଲା କୋମା ରେ . ମଦ ପୀଇକି ଗାଡି ଚଳେଇ ଆକ୍ସିଡେଣ୍ଟ . @Naveen_Odisha ଛାମୁ ଙ୍କୁ ଅନୁରୋଧ ରାଜ୍ୟରୁ ମଦ ବ୍ୟାନ କରନ୍ତୁ .. 🙏
28
8
122
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
7 years
#BeautyOfOdisha 2nd day visit to beautiful #Ramchandi beach remember the great Pandit Nilakantha Das epic poem Konarke,Ramachandire sandhya
Tweet media one
Tweet media two
Tweet media three
Tweet media four
1
5
115
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 months
ଜଣେ ଡାକ୍ତର ବିନା ପ୍ରଚାର ରେ ବି ସେବା ଯୋଗେଇ ଦିଏ 24*7 , ଯେବେ ବି କଲ କଲେ ସାହାଯ୍ୟ ର ହାତ ବଢ଼େଇ ଦିଅନ୍ତି ସେ ଆମ ବିଶ୍ୱ ଭାଇ @biswa4evr ❤️🙏
@otvkhabar
ଓଟିଭି
4 months
#ବିଲରେ_ପହଞ୍ଚି_ଚାଷୀଙ୍କ_ଚିକିତ୍ସା_କଲେ_ଟଙ୍କିକିଆ_ଡାକ୍ତର ଟଙ୍କିକିଆ ଡାକ୍ତର ଚାଷି ମାନଙ୍କ ନିକଟରେ ପହଞ୍ଚି ଚାଷ ଜମିରେ ଚାଷି ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ପ୍ରଦାନ କରିଛନ୍ତି.. ଏଥିସହିତ ଚାଷୀଙ୍କ ସ୍ନେହ ଆଶିର୍ବାଦ ମଧ୍ୟ ସାଉଁଟିଲେ ଚନ୍ଦାନି.. #CropsField #Farmer #Doctor #Kendrapada #Odisha #OTV
16
21
435
8
3
116
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
1 year
ଟମାଟୋ ଦର 120, ଟମାଟୋ ଖାଇବା ଛାଡି ଦିଅ ପେଟ୍ରୋଲ ଦର 103 ଗାଡି ଚଢିବା ଛାଡି ସାଇକେଲ ଚଲାଅ ଗ୍ୟାସ ଦର 1200 ରୋଷେଇ କମ କରାଅ ଇନ୍ଧନ ବଞ୍ଚାଓ ପାୱାର କାଟ ହଉଚି AC ଘରେ ଲଗାଅନି ବିଞ୍ଚଣା ଧର ଟ୍ୟାକ୍ସ କାହିଁକି ନେଉଛନ୍ତି ସରକାର? ପାର୍ଲମେଣ୍ଟ ବନ୍ଦ କରିଦିଅ ଭଲ ହବ..
18
12
114
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 months
ମୋର ଅଧିକାଂଶ ବାଙ୍ଗାଲୋର ରେ ରହୁଥିବା ବନ୍ଧୁ ମାନେ ଆଜି ଭୋଟ ଦେଲେ .. ସେମାନଙ୍କର ଓଡିଶା ରେ ଭୋଟ ଦେବା ଇଚ୍ଛା ଥିଲେ ବି ଦୁଃଖର କଥା ଆମ ସିଷ୍ଟମ ବାଧ୍ୟ କରୁଛି ଯୋଉଠି ରହିଛ ସେଇଠି ଭୋଟ ଟି ସେଇ ରାଜ୍ୟପାଇଁ ଦେବା ପାଇଁ .. ଭୋଟ ଅନଲାଇନ ବ୍ୟବସ୍ତା ନାହିଁ , କମ୍ପାନୀ ଗୋଟିଏ ଦିନ ଛୁଟି ଦେଇ ଚୁପ .. ମଣିଷ କରିବ କଣ ?
17
9
115
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
5 years
ଆଜି ସକାଳେ ୬ ଟି ବଡ଼ ଟ୍ରକ୍ ରେ ୪୦୦ ରୁ ଅଧିକ ଗୋମାତା ଚୋରା ଚାଲାଣ ହଉଥିବା କଥା ଶୁଣି ଗାଁ ଲୋକ ଙ୍କ ସହାୟତା ରେ ନିକଟସ୍ଥ ଥାନା ବାବୁ ମାନଂକ ପ୍ରଚେଷ୍ଟା ରେ ଉଧାର କରାଯାଇଚି। ଦୁଃଖ ର କଥା କି ଏମିତି ଦୟନୀୟ ସ୍ଥିତି ରେ ଗାଇ ଗୁଡ଼ିକ ର ଅବସ୍ଥା ନ କହିଲେ ଚଳେ, ୮,୯ ଟି ଜୀବନ ହରାଇ ସାରିଥିଲେ।
Tweet media one
Tweet media two
Tweet media three
Tweet media four
17
16
110
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
Your little effort can give others second chance to live life. This is the first time i have donated my blood for the better cause.
Tweet media one
13
3
107
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
6 years
ରାଜନିତୀ ପାଇଁ ନିଜ ସମ୍ବନ୍ଧ ଖରାପ କରନ୍ତୁ ନାହିଁ. ଜାହାର ବିଜେପି ପସନ୍ଦ ତାକୁଂ ମୋଦି ବାବୁ ଭଳି ପୁଅ ମିଳୁ,ଯାହାର ବିଜେଡ଼ି ପସନ୍ଦ ନବୀନ ବାବୁ ଆଉ ଜାହାକୁ କଂଗ୍ରେସ ପସନ୍ଦ ତାକୁଂ ରାହୁଲ ବାବୁ ଭଳି। ଜୟ ଜଗନ୍ନାଥ। @narendramodi @Naveen_Odisha @RahulGandhi
12
8
105
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
2 years
ରାଜଧାନୀ ରେ ରହିବାର ଦୁଇ ଦଶନ୍ଧି ଅତିବାହିତ ପରେ ଆଜି ନୂଆ ନାଁ ଟେ ଶୁଣିଲି ହେତୁବାଦୀ.. କିଏ କିଏ ପ୍ରଥମେ ଶୁଣିଲେ ହାତ ଟେକନ୍ତୁ..
31
1
108
@priyabrat3
ପ୍ରିୟବ୍ରତ ପ��ରଧାନ|Priyabrat Pradhan|
4 years
#OdiaFood ଯାହା ମିଳିଲା ଚଲେଇବା କଥା.
Tweet media one
4
1
107
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 months
ବହୁତ ଭଲ ଲାଗିଲା ଶୁଣିକି .. ହାର ଜିତ ଲାଗିରହିବ , ଦଳବଦଳ ଲାଗିରହିବ କିନ୍ତୁ ରାଜନୀତି ରେ ଭଦ୍ରତା ରହୁ , କାହାକୁ ଆକ୍ଷେପ ନ ରହୁ .. ଯାହାର ଲୋକସମର୍ଥନ ଅଧିକ ସେ ନିଶ୍ଚୟ ଜିତିବ ..
@ZeeOdisha
ZEE Odisha News
4 months
ବିଜେଡିରୁ ଲୋକସଭା ଟିକେଟ ପାଇବା ପରେ ଅପରାଜିତାଙ୍କୁ କ'ଣ କହିଲେ ମନ୍ମଥ ? #ManmathRoutray #AparajitaSarangi #LoksabhaElection
17
9
258
8
0
107
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
1 year
3 ଘଣ୍ଟା ହେଲା ବିଦ୍ୟୁତ ନାହିଁ , ଆଗୁଆ କିଛି ସୂଚନା ନାହିଁ . 40 ଡ଼ିଗ୍ରୀ ତାପମାତ୍ରା ରେ ଦିନ ଦିପହର ରେ ରାଜଧାନୀ ବିଦ୍ୟୁତ କାଟ ? @KeshariDeb ମନ୍ତ୍ରୀ ମହୋଦୟ ଉତ୍ତର ରଖିବେ କି ?
26
4
106
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
2 years
ଲାଲୁ ଯାଦବ ରେଳ ମନ୍ତ୍ରୀ ଥିଲେ ନିଜ ରାଜ୍ୟ ରେ ରେଳ ଲାଇନ ବିଛେଇ ଦେଲେ .. ମୁକୁଲ ରାୟ ରେଳ ମନ୍ତ୍ରୀ ରହିଲେ କଲିକତା କୁ ଅଧିକାଂଶ ରେଳ ଲାଇନ ବିଛେଇ ଦେଲେ ଦିଲ୍ଲୀ ରୁ . ଆମର ଅଶ୍ବିନୀ ଭାଇ ଅଛନ୍ତି ସେମିତି କିଛି କରିବେ ବୋଲି ଆଶା ଓଡ଼ିଆ ଙ୍କ ପାଇଁ .. ସ୍ୱାଭିମାନୀ ଓଡ଼ିଆ .. 🙏
15
5
103
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 years
ଜୟ ବାବା ଚନ୍ଦ୍ରଶେଖର.🙏🙏🙏
Tweet media one
5
7
105
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
7 years
#BeautyOfOdisha My favourite hometown #Dhenkanal Always feeling energetic by nature's grace. Must visit place for relaxing ur mind:-)
Tweet media one
Tweet media two
Tweet media three
Tweet media four
8
35
106
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
5 years
ବ୍ରହ୍ମପୁର ର ସାଙ୍ଗ ଟି ବହୁତ ଦିନ ପରେ ଆଜି କଣ୍ଟିଲୋ ନୀଳ ମାଧବ ମନ୍ଦିର ଯାଇଥିଲା, ପଣ୍ଡା ମାନେ ଦକ୍ଷିଣା ନାଁ ରେ ଏମିତି ଲୁଟିଲେ ଯେ ସେ ନିଜ ର ଇଛା ଛାଡିଦେଲା ପୁଣି କେବେ ସେ କଣ୍ଟିଲୋ ଆସିବ। ଆମ ଓଡିଶା ରେ ମନ୍ଦିର ମାନଙ୍କର ଅବସ୍ଥା ଏମିତି। ହିନ୍ଦୁ ଧର୍ମ କୁ ଏଇ ମାନେ ବଦନାମ କରୁଛନ୍ତି।
27
6
97
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 years
ବ୍ୟକ୍ତି ଜଣେ କରୋନା ପଜିଟିଭ ଥିଲେ 15 ରୁ 20 ଦିନ ICU ରେ ରହି ସୁସ୍ଥ ହେଲେ 4.2L ବିଲ ଆସିଥିଲା, KIMS ହସ୍ପିଟାଲ ରୁ. ଓଡିଶା ସ୍ୱାସ୍ଥ୍ୟ ବିଭାଗ କୁ ଧନ୍ୟବାଦ ଦେଇ ରହିହବନି, ଟଙ୍କା ଟିଏ ବି ଦେବାକୁ ପଡିନି ବ୍ୟକ୍ତି ଜଣଙ୍କୁ ସମ୍ପୂର୍ଣ ମାଗେଣା ରେ ଚିକିତ୍ସା ହେଇ ଘରକୁ ଫେରିଛନ୍ତି. ଧନ୍ୟବାଦ @Naveen_Odisha @HFWOdisha
6
7
96
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ତୁମେ ମୋତେ ରକ୍ତ ଦିଅ,ମୁଁ ତୁମକୁ ସ୍ୱାଧୀନତା ଦେବି. ଓଡ଼ିଆ ପୁଅ ନେତାଜୀଙ୍କ ଜନ୍ମତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଜୟ ଓଡ଼ିଆ, ଜୟ କଳିଙ୍ଗ. #NetajiSubhasChandraBose
3
10
96
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
1 year
ଗୋଟେ ପ୍ରେସ କନ୍ଫରେନ୍ସ କରି ସମସ୍ତ ସରପଞ୍ଚ କୁ ନିର୍ଦେଶ ଦିଆଯାଉ ସେମାନେ ଭତ୍ତା ଟଙ୍କା ଲୋକଙ୍କ ଘରେ ନେଇ ଦିଅନ୍ତୁ .. @PradeepJenaIAS Sir.
@kanak_news
Kanak News
1 year
#ଭତ୍ତା_ନପାଇ_ବେହୋସ୍_ହେଲେ ଭତ୍ତା ପାଇଁ ବ୍ୟାଙ୍କ ଯାଇଥିଲେ ୮୦ବର୍ଷୀୟ ବୃଦ୍ଧ, କର୍ମଚାରୀ କହିଲେ ଖାତାକୁ ଆସିନି ଟଙ୍କା, ଶୁଣି ବେହୋସ ହୋଇଗଲେ ପାଟଣାଗଡର ବୃଦ୍ଧ ବ୍ୟକ୍ତି ରାଜାରାମ ହାତୀ #OldManFainted #AllowanceNotSanctioned #KanakNews
52
43
421
17
13
97
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଦର୍ଶକ ହେବ ତ ଏମିତି !!! @ashutosh_odisha
7
3
93
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 years
Tweet media one
Tweet media two
Tweet media three
Tweet media four
3
5
93
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 years
ଆଗରୁ 50 ପଇସା ତୈଳ ଦର ବଢୁଥିଲା ଦେଶ ବନ୍ଦ ହଉଥିଲା ଷ୍ଟ୍ରଇକ ରେ.... ଏବେ ପେଟ୍ରୋଲ/ ଡିଜେଲ 100 ଗ୍ୟାସ 1000 ହବାକୁ ଯାଉଛି କେନ୍ଦ୍ର ଚୁପ ରାଜ୍ୟ ଚୁପ କାରଣ କଣ? #PetrolDieselPriceHike
16
2
93
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 years
ହେଲମେଟ ଚେକ୍ କରି ତଣ୍ଡ ଆଦାୟ ହଉ, ଆମ ରାଜକୋଷ ବଢିବ.. କିନ୍ତୁ ଲୁଚିକି ଅନ୍ଧାର ରାସ୍ତା ରେ ଯୋଉଠି ଚାଲିବା ପାଇଁ ରାସ୍ତା ନାହିଁ ସେଠି ରହି ତଣ୍ଡ ଆଦାୟ ଟା କୋଉ ନିୟମ 😉 CC କମିଶନରେଟ ପୋଲିସ
8
3
90
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
6 months
ରାହୁଲ ଗାନ୍ଧୀ ଆଜି ପ୍ରଧାନ ମନ୍ତ୍ରୀ ନ ହେଇ ପାରନ୍ତି କିନ୍ତୁ ସେ ବିପକ୍ଷରେ ରହିବା ନିହାତି ଗଣତନ୍ତ୍ର ପାଇଁ ଶୁଭ . @RahulGandhi
11
4
95
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଟିକେ କଣ ଖାଇଦେବା କଥା, ଯାହା ଯେତେବେଳେ ମିଳିଲା. ବହୁତ ଦିନ ପରେ ନିଜେ ଟିକେ ବନେଇବା ର ସୁଯୋଗ ମିଳିଲା. ++ ବିନା ପିଆଜ ରସୁଣ #ଖଟିଖିଆ #ମଠଖାଦ୍ୟ @SR_7377 @sibasankar85 @ACJena @Shoolin2 @twt4nihar @nivedi_sony @BjdSRJeet
Tweet media one
9
4
93
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
“ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ..." କାଲି ପାଇଁ ଟିକେ ଟ୍ରେଂଡି କରିବାକୁ ଅନୁରୋଧ 🙏 #ଉତ୍କଳମଣି #Utkalamani @OdiaCulture @BBSRBuzz @ashutosh_odisha @smruti_poetry @alpharay63
Tweet media one
6
10
95
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ପଇଡ଼ ପିଇ ଖୁସି ରେ 100 ଟଙ୍କା ଦେଇ ଫେରି ଆସିବାକୁ ଚେଷ୍ଟା କରିବା ବେଳେ ବ୍ୟକ୍ତି ଜଣକ ପଇସା ଫେରେଇବା ପାଇଁ ବାରମ୍ବାର ଚେଷ୍ଟା କଲେ, ମୋ ତରଫରୁ ଏଇଟା ରଖନ୍ତୁ କହି ଫେରିଲି.. ବ୍ୟକ୍ତି ଜଣଙ୍କ ମୁହଁ ରେ ସେଇ ପ୍ରେମ ଭରା ହସ ଦେଖି ମନ ଟା ଖୁସି ହେଇ ଗଲା. ଯଦି ପାରିବେ କେବେ କାହାକୁ ଟିକେ ଅଭୁଲା ମନ ରେ କିଛି ଅଧିକା ଦେଇ ଦେଖନ୍ତୁ 🙏
Tweet media one
14
2
92
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
କାହା ପାଇଁ ଲକ ଡାଉନ ରେ AC ଘରେ ରହି ZOOM ରେ ପାଠ ପଢା ତ, କାହା ପାଇଁ ଜୀବନ ନିର୍ବାହ ପାଇଁ ରାସ୍ତା କଡ, #ଏଇତ_ଜୀବନ ଫୋଟୋ ସମ୍ବାଦ
Tweet media one
2
5
95
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଲକ ଡାଉନ ର ପ୍ରଭାବ, ଲାଗୁଚି ଜଙ୍ଗଲ ହେଇଗଲାଣି କର୍ମକ୍ଷେତ୍ର.
Tweet media one
Tweet media two
Tweet media three
Tweet media four
13
0
93
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ସବୁ କ୍ୟାମେରା ର କମାଲ. @ashutosh_odisha @Shoolin2
Tweet media one
Tweet media two
Tweet media three
Tweet media four
10
1
92
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
5 years
ଏମିତି ବସ୍ ଷ୍ଟପ୍ ଦେଖିଲେ କିଏ ବି ଫ୍ୟାନ ବନି ଯିବେ। ସବୁଜ + ସୁଂଦର = ବାରିପଦା #ExploreBaripada #ExploreMayurbhanj #Odisha #AboutOdisha
Tweet media one
7
8
94
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
1 year
Zero ମାର୍କ ରଖିଥିବା ଶିକ୍ଷକ କେମିତି 100 ମାର୍କ ରଖିବାକୁ ଛାତ୍ରଙ୍କୁ ଶିକ୍ଷା ଦେବେ ? ଯିଏ ମଣିଷ ତିଆରି କରିବେ ସେମାନଙ୍କ ଯୋଗ୍ୟତା ଏମିତି ହେଲେ ନୃତନ ପିଢ଼ି ବୁଡ଼ିଯିବ ..
@ashutosh_odisha
ASHUTOSH
1 year
I'm nt against any reservation but there should be a minimum Mark to qualify for sc /st students. One scored just 0.05 mark & qualified for High school teacher is so frustrating for other students.
Tweet media one
61
135
424
15
27
92
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
5 years
ବାଇକ ରେ ୩ ଗଲେ ୫୦୦୦ ଜୋରିମାନା ଠିକ ଅଛି, ରାଜଧାନୀ ଅଟୋ ରେ ୪ ଯାଗା ରେ ୮ ନେଉଛନ୍ତି କେତେ ଜୋରିମାନା ଲାଗିବ? ବସ୍ ରେ ଆଳୁ ବସ୍ତା ଭଳିଆ ଲୋକ ଯାଉଛନ୍ତି କେତେ ଜୋରିମାନା ଲାଗିବ? CC @cpbbsrctc
11
19
88
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
2 years
ପୁଅ ଘର ଝିଅ ଦେଖିବାକୁ ଯାଇଥିଲେ ପୁଅର ବଡ଼ ବାପା କହିଲେ ପୁଅ ଆମର ସରକାରୀ ଚାକିରୀ କରୁଛି, ଦରମା ରେ ହାତ ମରା ହଉନି, ଉପୁରି ରେ ତ ଖାଇ ପିଇ ବଳୁଛି.. ରଜା ଚାକିରୀ ଖଣ୍ଡେ.. ଝିଅ ଘର ଖୁସି ହେଇଗଲେ ଶୁଣିକି..
18
1
89
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
Wish you a happy #NuakhaiJuhar to all of you and your family ଆପଣ ଓ ଆପଣଙ୍କ ପରିବାରକୁ #ନୂଆଖାଇଜୁହାର ର ଶୁଭେଚ୍ଛା #NuakhaiJuhar #ନୂଆଖାଇଜୁହାର 🙏 @Me_SR77 @geminianguddu
Tweet media one
13
11
87
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଚଳଚିତ୍ର ଦୁନିୟା ର ପ୍ରଖ୍ୟାତ କଳାକାର ଦୁଃଖୀରାମ ସ୍ୱାଇଁ ଙ୍କ ଜନ୍ମ ଦିନ ରେ ଅନେକ ସୂଚେଚ୍ଛା. ଶେଷ ଶ୍ରାବଣ ଆଉ ବଳିଦାନ ଚଳଚିତ୍ର ଟି ମୋତେ ବହୁତ ଭଲ ଲାଗେ. @ashutosh_odisha
Tweet media one
10
6
88
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
9 months
ସବ ରେଜିଷ୍ଟର ଅଫିସ ରେ ବିନା ହାତଗୁଂଜାରେ ଜମି ରେଜିଷ୍ଟର କରି ଦେଖାଅ .. ଓପନ ଚାଲେଞ୍ଜ ..
@SpeaksSabya
SABYASACHI AMITAV
9 months
Say no to corruption; commit to the nation. Contact CBI on 9438233277/ 0674-2561567 to lodge complaint if any bank/railway/PSU/central gov employee demands bribe
7
7
44
14
5
91
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଏହା ଆମ ଡମଣା ଛକ ର ଦୃଶ୍ୟ , ଏହା ପ୍ରମାଣିତ କରି ଦଉଚି ଯେ ଜୀବନ ର ମୂଲ୍ୟ ଆଗରେ ମଦ ର ମୂଲ୍ୟ ଅଧିକ !!! କରୋନା ଯାଉ ପାଣି କୁ , ଆମେ କିନ୍ତୁ ପାଣି ପୀଇବୁ !!!
Tweet media one
7
7
87
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ମହା ବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷର ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ. ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ. #ମହାବିଷୁବସଂକ୍ରାନ୍ତି #ପଣାସଂକ୍ରାନ୍ତି #ଓଡ଼ିଆନବବର୍ଷ #PanaSankranti #OdiaNewYear
Tweet media one
7
6
87
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଆମ ଢେଙ୍କାନାଳ !!! କେବେ ଆସନ୍ତୁ ବୁଲିବାକୁ. #Dhenkanal
Tweet media one
Tweet media two
Tweet media three
Tweet media four
11
3
84
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
2 years
ଅଲଗା ରାଜ୍ୟ ରେ ଧର୍ମ ଭିତ୍ତିକ ରାଜନୀତି ଚାଲିଛି କିନ୍ତୁ ଓଡିଶା ଶାନ୍ତିପୂର୍ଣ .. ଶ୍ରେୟ ନିଶ୍ଚୟ ନମ୍ବର 1 ମୁଖ୍ୟମନ୍ତ୍ରୀ ଙ୍କୁ ଯିବ . ଧନ୍ୟବାଦ @Naveen_Odisha 🙏❤️
33
3
84
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 years
ସମସ୍ତଙ୍କୁ ଶୁଭେଚ୍ଛା..
Tweet media one
4
4
87
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଇସ୍ରାଏଲ ଭଳି ଛୋଟ ଦେଶ ର ତାକତ କୁ କାହିଁକି ସମଗ୍ର ବିଶ୍ୱ ପ୍ରଶଂସା କରୁଛି. ସମୟ ଆସିଛି ଆମେ ବି କିଛି ଶିଖିବା. ଚାଇନା ର ଆମେ କିଛି କରିପାରିବାନି ଏହା ସତ୍ୟ କଥା,ଯେବେ ଯାଏ ଆମେ ବିନା ଯୁଦ୍ଧ ରେ ଜିତିବାର ତାକତ ନ ରଖିଚେ.
4
4
83
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
5 years
ପ୍ରକୃତି ର ସୌନ୍ଦର୍ଯ୍ୟ, ନରାଜ, ଶୁଭ ସକାଳ #BeautyOfOdisha
Tweet media one
Tweet media two
Tweet media three
Tweet media four
6
7
85
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
*ବିଚରା ମଧ୍ୟବିତ୍ତ* ସୋସିଆଲ ମେଡିଆ ରେ ଘୁରି ବୁଲୁଚି ଜଣେ ବିଚାରସିଳ ବ୍ୟକ୍ତି ର ଅପ୍ରିୟ ସତ୍ୟ କଥା ଟି , ଆମୁଳ ଚୁଳ ପଢ଼ିଲି.. ଗରିବଙ୍କ ପାଇଁ ସବୁ ଫ୍ରି ଯାହାଙ୍କୁ କେବେ ଟ୍ୟାକ୍ସ ଦେବାକୁ ହୁଏନି,
10
6
82
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
1 year
ଆଜିର ସ୍ୱାର୍ଥବାଦୀ ଦୁନିଆ ରେ ଏମିତି ଯୋଡି ବହୁତ କମ ଦେଖିବାକୁ ମିଳେ , ସେ ରାଜନୀତି ହଉ କିମ୍ବା ବ୍ୟକ୍ତିଗତ ସ୍ତର ରେ .. ନିଜର ଲୋକ ଯୋଉଠି ପର ହେଇଯାଆନ୍ତି କିଛି କିଛି ମତ ପାର୍ଥକ୍ୟ ରେ ସେଠି ଛାମୁ ଙ୍କ ଯୋଡି ଦେଖି ଲାଗେ କିଛି ତ ନିଶ୍ଚୟ ଥିବ ଏ ସମ୍ପର୍କ ରେ .. NB: ମୁଁ କେବଳ ଛାମୁ ଙ୍କ ପଙ୍ଖା .
11
4
83
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 years
ଜୟ ବାବା ଲିଙ୍ଗରାଜ 🙏🙏🙏
Tweet media one
1
3
81
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 years
ଶୁଭ ସକାଳ. ଜୟ ଜଗନ୍ନାଥ 🙏
Tweet media one
2
5
81
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
8 months
ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା .. କଟକିଆ ମାନେ ଏତେ ଭଲ ଆୟୋଜନ କରିଛନ୍ତି ଦେଖି ଖୁସି ଲାଗିଲା . #BaliJatra #Cuttack #Odisha
Tweet media one
Tweet media two
Tweet media three
Tweet media four
6
2
85
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଜୟ ଜଗନ୍ନାଥ ।
Tweet media one
Tweet media two
Tweet media three
Tweet media four
3
6
80
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
1 year
ପୁଣି ଥରେ ରେଟିଙ୍ଗ ଦେଖି ଯାଇଥିଲି , ରେଜଲ୍ଟ ଓଲଟା .. ଓଭର ରେଟେଡ଼ ସବୁ ଆଉ ..
Tweet media one
14
0
79
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
1 year
ଗରିବ ରାଜ୍ୟ ରେ ଧନୀ କେବଳ ସରକାରୀ ଅଫିସର..
@kanak_news
Kanak News
1 year
#ପଡୋଶୀଙ୍କ_ଛାତକୁ_ଫୋପାଡିଦେଲେ_ଟଙ୍କା_ପେଟି ଉପଜିଲ୍ଲାପାଳଙ୍କ ଘରେ କୋଟି କୋଟି ଟଙ୍କାର ପେଟି । ଭିଜିଲାନ୍ସ ଚଢଉ କରିବାକୁ ଗଲାବେଳେ ପଡୋଶୀଙ୍କ ଘର ଛାତ ଉପରକୁ ବିକଳରେ ଫିଙ୍ଗିଦେଲେ ଟଙ୍କା ପେଟି । #VigilanceRaid #DeputyCollector #KanakNews
33
32
423
21
1
80
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଟ୍ୱିଟର ରେ ବହୁତ ଭଲ ଲୋକ ଅଛନ୍ତି କିନ୍ତୁ ବାଛିବା ଦାୟିତ୍ୱ ନିଜ ହାତରେ. 😊😊😊
6
1
80
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
Today I'm blessed to be followed by Hon'ble Sh Anubhav Sir. Thank you @AnubhavMohanty_ Ji
Tweet media one
21
0
78
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 years
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ! 🙏🙏🙏
Tweet media one
6
3
73
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
#Jajpur #ଯାଜପୁର
Tweet media one
Tweet media two
9
3
79
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
1 year
ଏଇ 9 ଦଫା ଦାବି ଭିତରୁ କେତେ ଯୁକ୍ତିଯୁକ୍ତ? ପଏଣ୍ଟ 3,4,5,8 ଦାବି ଠିକ ଅଛି କିନ୍ତୁ ପେନସନ, ବୀମା, ଘର, ପିଲାଛୁଆ ଙ୍କୁ ସ୍ପେସିଆଲ ପଢେଇବା ଦାୟିତ୍ୱ ଯୁକ୍ତିଯୁକ୍ତ ଲାଗୁନି..
Tweet media one
32
1
79
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଓଡିଶା ବିକାଶ ପରିଷଦ - ଆବେ ଚଣ୍ଡାଳ ପରିଷଦ, ଓଡିଶା ର ଆଉ କଣ କଣ ବିକାଶ କରିଛ ବେ ତମେ ଖାଲି ରଥଯାତ୍ରା ବନ୍ଦହେଲେ ତମର ବିକାଶ ଚିନ୍ତାଧାରା ହେଇଗଲା ସୁପ୍ରିମ କୋଟ ଯିବାପାଇଁ କେତେ ପଇସା ଖର୍ଚ୍ଚ ହେଲା ଆଉ କିଏ ପଇସା ଦେଲା ତୁମକୁ? ସାଧାରଣ ଲୋକ ନ୍ୟାୟ ପାଇଁ ସୁପ୍ରିମ କୋଟ ଯିବାପାଇଁ ପଇସା ପାଉନି ତୁମେମାନେ କୋଉଠୁ ପାଇଲ ବେ?
10
8
77
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
2 years
He is the most respected Indian Politician..
@supriya_sule
Supriya Sule
2 years
Pleasure Meeting Hon. Naveen Patnaik Ji - Chief Minister of Odisha.
Tweet media one
99
195
7K
2
2
78
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
1 year
ଟ୍ରେନ ନମ୍ବର 20838 JNRD BBS S F Sleeper coach ସଫା ସୁତୁରା ରେ zero , ଟଏଲେଟ ଭିତରେ ପଶିବା ଅବସ୍ଥା ନ ଥିଲା .. ସମୟ 1 ଘଣ୍ଟା ବିଳମ୍ବ ରେ ପହଁଚିଲା ଆଶା କରୁଛି ରେଳ ବିଭାଗ ଦୃଷ୍ଟି ଦେବେ ଟିକେ . CC @AshwiniVaishnaw ଭାଇ .
14
5
79
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 years
ପ୍ରୀଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ । ୧୪୮ତମ ମାଘ ମେଳା ମହିମା ଗାଦି,ଯୋରନ୍ଦା #ଯୋରନ୍ଦାଯାତ୍ରା #JorandaJatra #jorandamela2021 #maghamela #mahimagadi #Joranda #JorandaMela #dhenkanal #Odisha
Tweet media one
Tweet media two
6
7
77
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଓଡ଼ିଆ ଟୋକା ଆମର ଷ୍ଟ୍ରଙ୍ଗ... ଆମେ ସୁରଭାଇ ଙ୍କ ପଙ୍ଖା 😉
6
4
76
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଖରା ଛାଇ ବର୍ଷା, ଖେଳ ଚାଲିଛି..
Tweet media one
1
1
77
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
3 months
ଯୋଉ କଂଗ୍ରେସ ନେତା ମାନେ କଂଗ୍ରେସ ଦୟା ରେ ବଡ଼ ବଡ଼ ପେଟ୍ରୋଲ ପମ୍ପ , ଖଣି , ରାଜଧାନୀ ରେ ବଡ଼ ବଡ଼ କୋଠା ମାଗେଣାରେ ପାଇଛନ୍ତି ସେମାନେ କଂଗ୍ରେସ କୁ ପଇସା କାହିଁକି ଦେଉନାହାନ୍ତି ?
@otvnews
OTV
3 months
'Can't fight the election without funds amid the vulgar display of wealth by the ruling party' - Congress' #Puri Lok Sabha candidate Sucharita Mohanty returns ticket "The party is unable to fund me. Besides, weak candidates have been deliberately fielded in the seven Assembly
Tweet media one
1
7
80
20
4
79
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
2 years
ଗାଁ ରୁ 55KM ଯିବାକୁ ହୁଏ ନୂଆ ନମ୍ବର ପ୍ଲେଟ ଲଗେଇବା ପାଇଁ .. ଗୋଟେ ଦିନ ର ମଜୁରୀ କିଏ ଦବ ? #HSRP
12
2
73
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ପ୍ରକୃତି ର ଅନ୍ତରାଳେ , ପଥ ର ପଥିକ ମୁଁ .....
Tweet media one
8
1
75
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
2 years
ପୁରୀ : ସାଧାରଣ ଲୋକଙ୍କୁ ଲୁଟିବାରେ ନୂଆ ତରିକା. ଜାଣିଶୁଣି ରେଟ ଚାର୍ଟ ଲିଭେଇ ଲୋକଙ୍କଠୁଁ ଘଣ୍ଟାକ 40 ଟଙ୍କା ପାର୍କିଙ୍ଗ ଚାର୍ଜ ବାଧ୍ୟତାମୂଳକ ନେଉଛନ୍ତି ବିନା ରସିଦ ରେ , ଆଉ ତା ସହ ପେଲେଇ ପୁଅ ଦଉଚୁ ନା ଦେଖିବୁ କହି ନାଲି ଆଖି ଦେଖାଉଛନ୍ତି. ପୋଲିସ ଥାନା ପାଖରେ ଥାଇ ବି ସାଧାରଣ ଲୋକଙ୍କୁ ଏଇ ଜୁଲମ.. @Puri_Official @SPPuri1
Tweet media one
5
15
76
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ଜୟ ଜଗନ୍ନାଥ. ଶୁଭ ସକାଳ. 25 ବର୍ଷ ପରେ ନାଗାର୍ଜୁନ ବେଶ ରେ ଦର୍ଶନ ଦେବେ ପ୍ରଭୁ ଏଇ ବର୍ଷ. ଜଣା ନାହିଁ ତାଙ୍କର ଇଚ୍ଛା ଅଛି କି ନାହିଁ. ଶେଷ ଥର ପାଇଁ 16.11.1994 ମସିହା ରେ ନାଗାର୍ଜୁନ ବେଶ ରେ ଦର୍ଶନ ଦେଇଥିଲେ ପ୍ରଭୁ ଜଗନ୍ନାଥ.
Tweet media one
6
6
74
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
5 months
ଆମ ଲେକ ଭିଉ .. ରାଜଧାନୀ ଉପକଣ୍ଠ .. @sofiafirdous1 @TNITweet
Tweet media one
Tweet media two
Tweet media three
Tweet media four
10
2
76
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
2 months
ମୋହନ ବାବୁ ଙ୍କୁ ବହୁତ ବହୁତ ଶୁଭେଚ୍ଛା . ଆଶା କରୁଛୁ ମୋହନ ବାବୁ 1. ରାଜ୍ୟରେ ପ୍ରତେକ ବ୍ଲକ ରେ ଶୀତଳ ଭଣ୍ଡାର 2. ଆଇନି ଶୃଙ୍ଖଳା ଉପରେ ଧ୍ୟାନ 3. ପ୍ରତି ଗାଁ କୁ ପାନୀୟ ଜଳଯୋଗାଣ , ରାସ୍ତା ଘାଟ , ସ୍ୱାସ୍ଥ୍ୟସେବା ଉପରେ ପ୍ରାଧାନ୍ୟ 4. ଯୁବକ ଙ୍କୁ କର୍ମନିଯୁକ୍ତି (ଦାଦନ ବନ୍ଦ) 5. ରାଜ୍ୟରେ ପ୍ରତି ଜିଲ୍ଲାକୁ ରେଳ ସୁବିଧା
5
11
74
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏 ମୋ ବୋଇତ ଭାସିଲା😉 #JayBabaBalunkeswar #ଜୟବାବାବାଲୁଙ୍କେଶ୍ୱର #KartikaPurnima #କାର୍ତ୍ତିକପୂର୍ଣ୍ଣିମା
Tweet media one
Tweet media two
3
2
74
@priyabrat3
ପ୍ରିୟବ୍ରତ ପ୍ରଧାନ|Priyabrat Pradhan|
4 years
ହସ୍ପିଟାଲ ନାଁ ଲେଖିବାକୁ ଯଦି ସାହସ ନାହଁ ଖବର କାଇଁ ଛାପୁଛନ୍ତି. @kanak_news
@kanak_news
Kanak News
4 years
#ମୃତ_ରୋଗୀଙ୍କ_ପାଇଁ_ମେଡ଼ିସିନ୍ ! ମୃତ ରୋଗୀଙ୍କୁ ଔଷଧ ଦେବା ପାଇଁ ଟଙ୍କା ଦାବି କଲା ଘରୋଇ ହସ୍ପିଟାଲ୍ । ଭୁବନେଶ୍ୱରରୁ ଆସିଲା ଚିକିତ୍ସା ନାଁରେ ଶୋଷଣର ସାଂଘାତିକ ଅଭିଯୋଗ, ହସ୍ପିଟାଲ୍ କର୍ତ୍ତୃପକ୍ଷ ଚୁପ୍ #Bhubaneswar #Odisha @HFWOdisha @nabadasjsg @CMO_Odisha @MoSarkar5T @Naveen_Odisha
Tweet media one
22
5
88
7
5
73