Anushree Mohanty Profile Banner
Anushree Mohanty Profile
Anushree Mohanty

@Anu_mohanty79

24,710
Followers
495
Following
5,420
Media
18,717
Statuses

social worker

Balasore ,Odisha
Joined June 2018
Don't wanna be here? Send us removal request.
Pinned Tweet
@Anu_mohanty79
Anushree Mohanty
4 years
ବହୁତ ଦିନରୁ ସିଲେଇ ମେସିନ ରେ କାମ କିଛି କରୁ ନ ଥିଲି।ଏତେ ଦିନ ପରେ କାମରେ ଲାଗିଲା।ପ୍ରଧାନମନ୍ତ୍ରୀ @narendramodi ଏବଂ ଆମ କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ଆହ୍ବାନ ଦ୍ୱାରା ପ୍ରଥମେ ମୋ ନିଜ ପରିବାର କୁ ଏବଂ ଅନ୍ୟ କିଛି ସଫେଇ କର୍ମଚାରୀ ଙ୍କୁ ମାସ୍କ ବନେଇ ବାଣ୍ଟିଲି। #Coronafighters
Tweet media one
Tweet media two
Tweet media three
Tweet media four
330
140
3K
@Anu_mohanty79
Anushree Mohanty
2 years
ଗରୀବ ମହିଳା ର ସମ୍ମାନ ପୁଣି କଣ ? ଓଡ଼ିଶା ପୋଲିସ୍ ପାଖରେ ଅଭିଯୋଗ କରିବାକୁ ଆସିଲେ ପୋଲିସ୍ ବାବୁ ମାନେ ଦୁଃଖୀ ମହିଳା ଙ୍କୁ ଏଭଳି ସମ୍ମାନ ଦିଅନ୍ତି ?? @odisha_police @DGPOdisha @MoSarkar5T @bjd_odisha @Naveen_Odisha @pranabpdas
546
623
2K
@Anu_mohanty79
Anushree Mohanty
4 years
ନୟାଗଡ ମାଟିର ପୁଅ ଅଫତାଵ ହୁସେନ ,,ଯିଏ ରଥଯାତ୍ରା ନିଷ୍ପତ୍ତି କୁ ପରିବର୍ତ୍ତନ କରିବା ପାଇଁ ସୁପ୍ରିମକୋର୍ଟ ରେ ଆବେଦନ କରିଛନ୍ତି ଏବଂ କହିଛନ୍ତି ବର୍ଷରେ ଥରେ ମୁସସଲମାନ ମାନଙ୍କୁ ରଥ ଉପରେ କାଳିଆର ଦର୍ଶନର ସୌଭାଗ୍ୟ ମିଳେ।ଏହାକୁ ହାତଛଡା କେମିତି କରିବା !! ଏହି ଦ୍ୱିତୀୟ ସାଲବେଗ ଙ୍କ ପାଇଁ ଓଡିଶା ମାଟି ଆଜି ଧନ୍ୟ।
Tweet media one
77
98
1K
@Anu_mohanty79
Anushree Mohanty
1 year
୧୫ ମିନିଟ୍ ଧରି ବିନା ଚେୟାର ରେ କେହି ଏମିତି ବାସି ପାରିବେ କି ?? 5 ଟି କାରିକି ଦେଖେଇଲେ 👍👍
Tweet media one
233
60
1K
@Anu_mohanty79
Anushree Mohanty
8 months
ପାଣ୍ଡୁ ଙ୍କ ପକେଟ୍ ରେ କଣ ? ଆକାର ଓ ପ୍ରକାର ରୁ ତ ମୋବାଇଲ୍ ଲାଗୁଚି । ଆମ ଜଗନ୍ନାଥ ମନ୍ଦୀର ଭିତରକୁ ମୋବାଇଲ୍ ନେଇ ପାଣ୍ଡୁ ଗଲେ କାହିଁକି ଏବଂ ବର୍ଷ ବର୍ଷ ରୁ ପ୍ରଚଳିତ ପ୍ରଥା ଓ ଜଗନ୍ନାଥ ସଂସ୍କୃତି କୁ ନଷ୍ଟ କରୁଛନ୍ତି କାହିଁକି ??
Tweet media one
166
91
1K
@Anu_mohanty79
Anushree Mohanty
3 years
ଶୀତ ଦିନ ଆସିଲା । ପାଣି ପିଇବା କମିଯିବ ଆଉ ପେଟ ଗରମ୍ ହେବ । ଆଖୁରସ ପିଇଲେ ପେଟ ଥଣ୍ଡା ହେବ ଏବଂ ରାସ୍ତା କଡ଼ରେ ଘଣ୍ଟା ଘଣ୍ଟା ଧରି ଛିଡା ହେଇଥିବା ଏ ଭାଇ ମାନଙ୍କର ଦୁଇ ପଇସା ରୋଜଗାର ହେବ ।ଆସନ୍ତୁ ; ଭଲ ଜିନିଷ ପିଇବା ଆଉ ଦୁନିଆଁ କୁ ଆତ୍ମନିର୍ଭର ବନେଇବା ପାଇଁ ନିଜର ଛୋଟ ଯୋଗଦାନ ଦେବା 😀🙏😀
Tweet media one
75
45
1K
@Anu_mohanty79
Anushree Mohanty
4 years
Dibyanshu got 93% in 10th CBSE Exam . #ProudMom
Tweet media one
120
13
990
@Anu_mohanty79
Anushree Mohanty
2 years
ଏଭଳି ଜଣେ ମୁଖ୍ୟମନ୍ତ୍ରୀ ଙ୍କୁ ଓଡ଼ିଶା ପାଇବ କେବେ ? ୟୁପି ର ଭାଗ୍ୟ !!
88
27
788
@Anu_mohanty79
Anushree Mohanty
7 months
ଆପଣ ମାନେ ପ୍ରସ୍ତୁତ ତ ??
Tweet media one
137
26
761
@Anu_mohanty79
Anushree Mohanty
3 months
ରଙ୍ଗ ମହଲ ରେ କେଉଁ ମାନଙ୍କ ଅଭିଯୋଗ ଶୁଣୁଥିଲେ କ୍ରୀତଦାସ ?? @pranabpdas
77
93
752
@Anu_mohanty79
Anushree Mohanty
5 months
କିଏ ଓଡ଼ିଶାର ସଂସ୍କୃତି ସହିତ ଜଡ଼ିତ ?? ଓଡ଼ିଆ ପୁଅ ? ନା ତାମିଲ୍ ସଂସ୍କୃତି ରେ ପରିଚାଳିତ ମୂଖ୍ୟମନ୍ତ୍ରୀ ??
Tweet media one
163
62
746
@Anu_mohanty79
Anushree Mohanty
1 year
ଦେଶର ଶୀର୍ଷ ନେତୃତ୍ୱ ଙ୍କୁ ଏଭଳି ଅପମାନିତ୍ କରି ମିଳୁଛି କଣ ? ଏହା କଣ ବିଜେଡ଼ିର ସଂସ୍କାର ?? @Naveen_Odisha @tpnodl_balasore @MoSarkar5T
Tweet media one
108
72
706
@Anu_mohanty79
Anushree Mohanty
7 months
କାହାକୁ ପସନ୍ଦ କରିବେ ?
Tweet media one
258
44
720
@Anu_mohanty79
Anushree Mohanty
3 years
ଛାମୁଁ ଙ୍କ ଗୋଟେ ଜିଦ୍ ,, ଓଡ଼ିଆ ଶିଖିବେ ହିଁ ଶିଖିବେ !!
Tweet media one
91
30
678
@Anu_mohanty79
Anushree Mohanty
8 months
ସବୁ ଏଠି ଓଲଟା । ମନ୍ଦୀର ପାଇଁ ଯଜ୍ଞ ନୁହେଁ , ପାଇଖାନା ପାଇଁ ଯଜ୍ଞ । ତାମିଲ୍ ପାଣ୍ଡୁ ଓ ବିଧର୍ମୀ ମାନଙ୍କୁ କୁଆଡୁ ଜଣା - ତିଲକ କେମିତି କରାଯାଏ ??
Tweet media one
69
42
668
@Anu_mohanty79
Anushree Mohanty
4 years
ମଦ ପିଇ ଘରକୁ ଆସି ଶାରୀରିକ ଏବଂ ମାନସିକ ଅତ୍ୟାଚାର କରୁଥିଲେ ବୋଲି ବର୍ଷା ଙ୍କ ଅଭିଯୋଗ !!ମଦ ଯଦି ସାଂସଦଙ୍କ ଘର ଭାଙ୍ଗୁଛି ତେବେ ସାଧାରଣ ଜନତାଙ୍କ ଅବସ୍ଥା କଣ ନ ହେଉଥିବ ?? @AnubhavMohanty_
Tweet media one
Tweet media two
124
42
658
@Anu_mohanty79
Anushree Mohanty
9 months
ତାମିଲ୍ ବାବୁ ଗୋରୁ ମାଂସ ଖାଉଥିବା ଏଇ ନମୁନା କୁ ଆଣି ଜଗନ୍ନାଥଙ୍କ ପ୍ରଚାର ପ୍ରସାର୍ କରୁଛନ୍ତି । ଆମ ଓଡ଼ିଶାରେ କଣ କେହି ଓଡିଆ ଝିଅ,ବୋହୂ ତାଙ୍କୁ ମିଳିଲେ ନାହିଁ ??
126
118
641
@Anu_mohanty79
Anushree Mohanty
8 months
ଦେଖନ୍ତୁ କୋଉ ଭଳି ମହିଳା ଙ୍କୁ ଆଣି ଶାସକ ଦଳ ପ୍ରଦୀପ ପ୍ରଜ୍ବଳନ କରୁଛନ୍ତି। ଗୋଡ଼ରେ ଜୋତା ବି ରହିଛି । ଆମ ଜଗନ୍ନାଥ ଙ୍କୁ ଅସମ୍ମାନ କରିବାରେ ବି ବିଜେଡି ନମ୍ବର୍ ୱାନ୍ 👍
Tweet media one
111
60
636
@Anu_mohanty79
Anushree Mohanty
19 days
୩୦ ଲକ୍ଷ ଓଡ଼ିଆ ଙ୍କ ଜୀବନ ନେଇଥିବା ଟି.ଇ.ରେଭେନ୍ସା ଙ୍କ ନାମରେ ଆମ ବିଶ୍ବ ବିଦ୍ୟାଳୟ କାହିଁକି ନାମିତ ହେବ ? @CMO_Odisha @dpradhanbjp
Tweet media one
214
87
657
@Anu_mohanty79
Anushree Mohanty
2 years
ଯୁଆଡେ ଗଲେ ଶୋଇଲେ !!
Tweet media one
166
53
617
@Anu_mohanty79
Anushree Mohanty
4 years
ହଜାର ହଜାର ଲୋକଙ୍କୁ ନେଇ ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀ ଗାନ କରେଇ ପାରିଲେ ଶ୍ରୀକ୍ଷେତ୍ର ରେ,,କିନ୍ତୁ ଅଳ୍ପ ଲୋକଙ୍କ ଭିତରେ ଶୃଙ୍ଖଳିତ ଭାବେ ରଥ ଯାତ୍ରା କରେଇ ପାରିଲେ ନାହିଁ।ଶହ ଶହ ବର୍ଷ ର ପରମ୍ପରା କୁ ଭାଙ୍ଗି ଠିକ କଲେ ନାହିଁ ରାଜ୍ୟ ସରକାର।
Tweet media one
81
62
611
@Anu_mohanty79
Anushree Mohanty
4 years
କେବଳ ଏଇଥିପାଇଁ ଶାସକ ଦଳ ଙ୍କ ରାଗ ଓଟିଭି ଉପରେ !! @PandaJay @JagiPanda
Tweet media one
58
29
606
@Anu_mohanty79
Anushree Mohanty
1 year
କୋଟି କୋଟି ଟଙ୍କା ର ମାଲିକାଣୀ ଦିପାଳି ଦାସ୍ ଙ୍କୁ ଭାରି ମଜା ଲାଗୁଥିବ ଏଇ ଭଙ୍ଗା ଦଦରା କୁଡିଆ ଆଗରେ ଫୋଟ ଉଠେଇବା ପାଇଁ । ବାପା ଏଇ ଗରୀବ ଲୋକ ଙ୍କର ଢେର୍ ବିକାଶ କରି ଚାଲିଗଲେ ଆଉ ବାକି ଅଛି କଣ ଯେ,, ତାଙ୍କ ଝିଅ ତାଙ୍କ ଅଧୁରା ସ୍ଵପ୍ନ ପୁରା କରିବ ? ଦୁଃଖ ଲାଗୁଛି, ଏଭଳି ନିମ୍ନ ମାନର ରାଜନୀତି ଦେଖି !!
108
36
602
@Anu_mohanty79
Anushree Mohanty
9 months
ଗୋ ମାଂସ ଭକ୍ଷଣ କାରୀ ଙ୍କୁ ଶ୍ରୀମନ୍ଦିର ମନା । ତେବେ ତାମିଲ ବାବୁ ସେ ଗୋ ମାଂସ ଖିଆ ଝିଅ କୁ ଧରି ଶ୍ରୀ ମନ୍ଦିର ଭିତରକୁ ଗଲେ କାହିଁକି ? ଓଡ଼ିଶା ଓ ଆମ ଶ୍ରୀ ମନ୍ଦିର କୁ ଆଉ କେତେ ବଦନାମ କଲେ ଶାନ୍ତି ପାଇବେ ତାମିଲ ବାବୁ ??
Tweet media one
156
62
580
@Anu_mohanty79
Anushree Mohanty
3 months
??
Tweet media one
267
25
600
@Anu_mohanty79
Anushree Mohanty
6 months
#VoteForBJP 🪷🌷🪷
Tweet media one
131
29
596
@Anu_mohanty79
Anushree Mohanty
2 months
ଜୟ ଜଗନ୍ନାଥ 🙏
14
59
594
@Anu_mohanty79
Anushree Mohanty
5 years
"#ଗୋ " ଶବ୍ଦ କେବଳ ଏକ ଶବ୍ଦ ନୁହେଁ.. ଭଗବାନ ଯାହାକୁ ପୂଜା କରୁଥିଲେ ସେ #ଗୋମାତା ଭଗବାନ ଙ୍କ ଅନ୍ୟ ନାମ #ଗୋପାଳ ଭଗବାନଙ୍କ ଧାମ #ଗୋଲୋକ ଭଗବାନ ଯୋଉଠି ଖେଳୁଥିଲେ ସେ ପର୍ବତ #ଗୋବର୍ଦ୍ଧନ "#ଗୋ" ଶବ୍ଦ ବିନା ହିନ୍ଦୁଧର୍ମ ର ଅସ୍ତିତ୍ବ ହିଁ ନାହିଁ। #ଗୋପାଷ୍ଟମୀ ର ଶୁଭେଚ୍ଛା 🙏
Tweet media one
Tweet media two
Tweet media three
Tweet media four
62
41
573
@Anu_mohanty79
Anushree Mohanty
3 years
ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ଅସୁସ୍ଥ , ବେସରକାରୀ ହସପିଟାଲରେ ଭର୍ତ୍ତି !! ସରକାରୀ ହସପିଟାଲରେ ସୁବିଧା ସୁଯୋଗ ନାହିଁ ନା ମନ୍ତ୍ରୀଙ୍କର ଭରସା ନାହିଁ ? @jenapratap66 @bjd_odisha
136
62
579
@Anu_mohanty79
Anushree Mohanty
3 years
ଦେଖିଛନ୍ତି କେବେ ଆମ ପ୍ରଧାନମନ୍ତ୍ରୀ ଙ୍କୁ କାଶିବା, ଛିଙ୍କିବା, ଜ୍ଵର ହେବା ?? ଚବିଶ ଘଣ୍ଟା କାର୍ଯ୍ୟ କରୁଛନ୍ତି । ଗୋଟେ ଦିନ ମଧ୍ୟ ଛୁଟି ନାହିଁ । କେବଳ ଲୋକ ଙ୍କ ସେବା ଯାହାର ସ୍ବପ୍ନ ତା ପାଖରେ ଅସୁସ୍ଥ ହେବାକୁ ସମୟ କାହିଁ ? ପ୍ରଧାନମନ୍ତ୍ରୀ ନୁହଁନ୍ତି ସେ ,, ସେ ହେଉଛନ୍ତି ଦେଶର ପ୍ରଧାନ ସେବକ !!
Tweet media one
126
34
555
@Anu_mohanty79
Anushree Mohanty
4 years
ଦୁଷ୍କର୍ମ ହେଲା,ଡାକ୍ତର ଜାଣି ପାରିଲେ ନାହିଁ !! ମଲା ପରେ ପଚା ଗନ୍ଧ ପୋଲିସ କୁକୁର ଜାଣି ପାରିଲା ନାହିଁ !! କିନ୍ତୁ ଅରୁଣ ବୋଥ୍ରା ଜାଣିଗଲେ,ପରୀର ଶବ ସହ ଦୁଷ୍କର୍ମ ହେଇଛି, ପ୍ରବଳ ଜ୍ଞାନୀ ସତରେ !!
81
22
554
@Anu_mohanty79
Anushree Mohanty
4 years
ପୂର୍ବପୁରୁଷ ମାନେ ରାସ୍ତା କଡରେ ବିଭିର୍ଣ୍ଣ ଜାତିର ଆମ୍ବ, ଲିଚୁ,କମଳା,ପଣସ, ଜାମୁକୋଳି ଆଦି ଗଛ ଲଗାଉଥିଲେ।କାରଣ ଥିଲା,,ଲୋକେ ଯିବା ଆସିବା ସମୟରେ ବୃକ୍ଷର ଛାଇରେ ଵିଶ୍ରାମ ନେବେ ଓ ସ୍ୱାଦିଷ୍ଟ ଫଳ ବି ଖାଇପାରିବେ।ଏବେ ଏସବୁ ନିଶ୍ଚିହ୍ନ ହେଇଗଲାଣି।ଦୁନିଆଁକୁ ପୁଣି ହରାଭରା କରିବା ପାଇଁ ଯୁବପିଢିଙ୍କ ଉଦ୍ୟମ ଦରକାର।ଆସନ୍ତୁ,ଗଛଟିଏ ପୋତିବା।
Tweet media one
60
18
556
@Anu_mohanty79
Anushree Mohanty
5 years
ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ଭଳି ତିଆରି ହେଇଥିବା ବାଲେଶ୍ବର ର ଇମାମି ଜଗନ୍ନାଥ ମନ୍ଦିର। କୋଣାର୍କ ମନ୍ଦିର ରେ ଥିବା ଚକ ଭଳି ଶୋହଳ ଚକ ଉପରେ ମନ୍ଦିର ଥିବା ଭଳି ଦେଖାଯାଏ।ଅତି ମନୋରମ ଏବଂ ଭାବପୂର୍ଣ୍ଣ ପରିବେଶ।ନିଶ୍ଚିତ ଆସି ବୁଲିଯିବେ ।
Tweet media one
Tweet media two
Tweet media three
Tweet media four
59
28
552
@Anu_mohanty79
Anushree Mohanty
4 years
ୟେସ or ନୋ ??
Tweet media one
225
30
547
@Anu_mohanty79
Anushree Mohanty
5 months
ହିଞ୍ଜିଳି ରୁ ହାରିବା ସ୍ପଷ୍ଟ !! ସେଥିପାଇଁ କଣ୍ଟାବାଞ୍ଜିରୁ ପୁଣି ଗୋଟେ 😂😂😂
Tweet media one
206
30
528
@Anu_mohanty79
Anushree Mohanty
7 months
୨୦୨୪ ରେ କେବଳ , ଧର୍ମେନ୍ଦ୍ର ସରକାର 🌷🌷🌷
Tweet media one
97
11
533
@Anu_mohanty79
Anushree Mohanty
2 years
ଗୋଟେ ସିଲିଣ୍ଡର ପିଛା ରାଜ୍ୟ ସରକାର ୩୬୮.୪୦ ପଇସା ନିଅନ୍ତି । ଏହାକୁ ଛାଡ କଲେ ସିଲିଣ୍ଡର୍ ର ଦାମ ୭୩୪.୬୦ ପଇସା ହେବ। ରାଜ୍ୟ ସରକାର ଏହି ଟିକସ କୁ ଛାଡ କରିବେ କେବେ ?? @Naveen_Odisha @bjd_odisha @pramila_mallick
Tweet media one
146
60
518
@Anu_mohanty79
Anushree Mohanty
7 months
୨୦୨୪ ରେ ଏଥର, ଧର୍ମେନ୍ଦ୍ର ସରକାର 🌷🌷🌷
Tweet media one
110
18
497
@Anu_mohanty79
Anushree Mohanty
3 years
ଭଦ୍ରକର ଦୋଳ ସାହି ରେ ପରିବା ଚାଷ ମନ ଖୁସି କରିଦେଲା । ଲୋକେ ଆତ୍ମନିର୍ଭରଶୀଳ ହେଇ ଖୁବ୍ ସୁନ୍ଦର ଭାବେ ପରିବାର ପ୍ରତିପୋଷଣ କରୁଛନ୍ତି ,, ୟା ଠୁ ବଡ଼ କଥା ଆଉ କଣ ହେଇପାରେ ??
Tweet media one
45
14
488
@Anu_mohanty79
Anushree Mohanty
4 years
ଏକୁଟିଆ ଛୋଟ ଘରଟିରେ ରହୁଥିବା କୋଲକାତାର 82 ବର୍ଷୀୟ ଅବସରପ୍ରାପ୍ତ ଅଧ୍ୟାପକ,ଯାହାଙ୍କ ପେନସନ ର ଅଧିକାଂଶ ଟଙ୍କା ମେଡ଼ିସିନ କିଣିବାରେ ସରିଯାଏ ,,ସେ ଆଜି ନିଜ ଘର ବାହାରେ ପୋଲିସ ଭାଇ ମାନଙ୍କୁ ପତକା ଦେଖେଇ ନିଜ ଆଡକୁ ସେମାନଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଏବଂ କରୋନାର ମୁକାବିଲା ପାଇଁ 10,000 ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ।
Tweet media one
45
37
478
@Anu_mohanty79
Anushree Mohanty
1 year
ସାଧାରଣ ଜ୍ଞାନ !! ଝିପ୍ ଝିପ୍ ବର୍ଷାରେ ଓଡ଼ିଶାର କୋଉ ସ୍ଥାନରେ ବନ୍ୟା ହେଇଯାଏ ??
Tweet media one
118
17
486
@Anu_mohanty79
Anushree Mohanty
4 years
ଏକ ହି ନାରା,,ଏକ ହି ନାମ,,, ଜୟ ଶ୍ରୀରାମ,, ଜୟ ଶ୍ରୀରାମ 🙏🙏🙏
Tweet media one
Tweet media two
Tweet media three
Tweet media four
45
11
471
@Anu_mohanty79
Anushree Mohanty
2 months
ବିଧାନସଭା ରେ ଇଂରାଜୀ ଭାଷା କାହିଁକି ?? ଏହାର ଜୋରଦାର ବିରୋଧ ହେବା ଦରକାର୍ ! @Naveen_Odisha
Tweet media one
199
38
488
@Anu_mohanty79
Anushree Mohanty
6 months
ଲଢ଼ୁଆ ବୀର ଓଡ଼ିଶାର କର୍ଣ୍ଣଧାର ବିଜେଡିର ଅନ୍ୟାୟ ଅତ୍ୟାଚାରରୁ ଓଡିଶାକୁ ମୁକ୍ତ କରିବା ପାଇଁ ଆସିଗଲେ 👍
Tweet media one
74
8
484
@Anu_mohanty79
Anushree Mohanty
2 years
ଭଉଣୀ ଟିଏ ଆଉ କଣ ଚାହେଁ ?? ଭାଈ ଆସିଗଲେ ସବୁକିଛି ସମ୍ଭାଳିବା ପାଇଁ 👍 @dpradhanbjp @radharani_panda
Tweet media one
49
13
479
@Anu_mohanty79
Anushree Mohanty
4 years
ଆପଣ ମାନେ ସହମତ ତ ??
Tweet media one
68
13
464
@Anu_mohanty79
Anushree Mohanty
4 months
କଳା ପାହାଡ଼ କବଳରୁ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ମୋଦୀ ଆସିଗଲେ !! @narendramodi
Tweet media one
93
18
480
@Anu_mohanty79
Anushree Mohanty
4 months
ପାଣ୍ଡୁ ବାବୁ , ତୁମେ କୋଉଠି ??
Tweet media one
71
21
474
@Anu_mohanty79
Anushree Mohanty
2 years
୨୫ ବର୍ଷର ସେବା ନୁହେଁ , ଏହା ହେଉଛି ୨୫ ବର୍ଷର ନିର୍ଯାତନା !! @bjd_odisha
Tweet media one
77
46
463
@Anu_mohanty79
Anushree Mohanty
4 years
ଓଡ଼ିଶା ପାଇଁ କାଳ, ବିଜୁ ଜନତା ଦଳ 👍👍
Tweet media one
66
34
459
@Anu_mohanty79
Anushree Mohanty
4 months
BSKY ବନ୍ଦ୍ କହି ଲୋ��� ଙ୍କୁ ବିଭ୍ରାନ୍ତ କଲେ । ଲକ୍ଷ୍ମୀ ବସ୍ ରୁ ଲୋଗୋ କାଢି ନେଲେ । ପରିକ୍ରମା ପ୍ରକଳ୍ପ ଚାରିପାଖରୁ ଲାଇଟ୍ କାଢି ନେଲେ । ଲୁଟି ଲୁଟି ମନ ଶାନ୍ତି ହେଇନି ଯେ ହାରିବା ପରେ ବି ଲୁଟ୍ ଚାଲୁ ରହିଛି ହାରୁଆ ବିଜେଡି ଦଳର !!
143
45
458
@Anu_mohanty79
Anushree Mohanty
9 months
Who are you to speak about our Jagannath culture? Stop defaming our Jagannath Dham. We the people of Odisha can tolerate everything , but we Odias will never tolerate anyone pointing a finger at our Jagannath culture , Jagannath Dham & our Jagannath Ji .Who gave V.K.Pandian
@zoo_bear
Mohammed Zubair
9 months
BJP @BJP4Odisha is angry because 'beef promoter' Kamiya Jani was given access to Jagannath Mandir. They wanted her to be arrested. Right Wing Propaganda website @OpIndia_com @UnSubtleDesi wrote an article on the same.
Tweet media one
Tweet media two
404
896
4K
88
74
449
@Anu_mohanty79
Anushree Mohanty
9 months
ମଠ ମନ୍ଦିର ଭାଙ୍ଗି ଧୂଳିସାତ କରିବା ଭଳି ଏବେ ଜଗନ୍ନାଥ ସଂସ୍କୃତି କୁ ଭାଙ୍ଗିବା ଏକମାତ୍ର କାମ ପାଣ୍ଡିୟାନ ଙ୍କର । ଯୋଉଥି ପାଇଁ ଜଣେ ଗୋ ମାଂସ ଭକ୍ଷଣ କାରୀ କୁ ଜଗନ୍ନାଥ ମନ୍ଦିର ଭିତରେ ପ୍ରବେଶ କରାଇଲେ ଏବଂ ଜଗନ୍ନାଥ ସଂସ୍କୃତି ରେ କାଳିମା ବୋଳିଲେ। ଏଥିପାଇଁ ପାଣ୍ଡି ୟାନ ସମ୍ପୂର୍ଣ ଭାବେ ଉତ୍ତରଦାୟୀ । #SaveJagannathTemple
143
119
436
@Anu_mohanty79
Anushree Mohanty
2 years
ଜୟ ଜଗନ୍ନାଥ🙏
Tweet media one
43
10
433
@Anu_mohanty79
Anushree Mohanty
5 months
ଲୁଙ୍ଗି ସହିତ ଜୋତା ଟା ହେଲେ ମ୍ୟାଚ୍ ହେଇଥାନ୍ତା 😂😂 କାର୍ଟୁନ୍ ଦଳ !!
Tweet media one
142
16
450
@Anu_mohanty79
Anushree Mohanty
3 years
ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ୍ ଙ୍କ ଅମାପ ସମ୍ପତ୍ତି । ଓଡ଼ିଶାକୁ ନେତା, ମନ୍ତ୍ରୀ, ଯନ୍ତ୍ରୀ ମିଶି ଖୋଳ କରିଦେଲେ !!
Tweet media one
75
49
445
@Anu_mohanty79
Anushree Mohanty
9 months
କାମୀୟା ଯୋଉଠି ନାଚୁଚି, ସେଇଠି କେହି ଜୋତା ପିନ୍ଧି ବୁଲି ପାରିବେ କି ? ଅଗଣିତ ଭକ୍ତ ବିନା ଜୋତା ରେ ଲାଇନ୍ ରେ ଠିଆ ହେଉଛନ୍ତି ,ସେଠି ଏ ବ୍ୟତିକ୍ରମ କାହିଁକି ? ଗୋ ମାଂସ ଖିଆ କାମିୟା କୁ ଆଣି ପାଣ୍ଡିୟାନ ରାତି ୪ ରୁ ଶ୍ରୀମନ୍ଦିର ଯାଇ କରୁଥିଲେ କଣ ?
79
70
434
@Anu_mohanty79
Anushree Mohanty
2 years
ଗୋଟେ ସମୟ ଥିଲା,ମାଟି ମାଆ ପାଇଁ ମୁଁ ସ୍ୱର ଉତ୍ତୋଳନ କରିଥିଲି । ଅନେକ ବିରୋଧ , ସମାଲୋଚନା ର ଶିକାର ହେଇଥିଲି । ଶେଷରେ ମାଟି ମାଆ ର ଜିତ୍ ହେଲା । ଏବେ ଅନେକ ଚା' ଦୋକାନରେ ମାଟି ପାତ୍ରରେ ଚା' ମିଳୁଛି । ଥର୍ମୋକଲ୍ ଚା' କପ୍ ବହୁତ୍ କମ୍ ଦେଖିବାକୁ ମିଳୁଛି ।
Tweet media one
45
22
436
@Anu_mohanty79
Anushree Mohanty
4 years
ମୁଁ #ପ୍ରମିଜ୍ କରୁଛି ,,ନବୀନ ସରକାର ଙ୍କୁ ଗାଦିଚ୍ୟୁତ ନ କରିବା ଯାଏ ଚୁପ୍ ବସିବି ନାହିଁ ✌️ #PromiseDay
148
20
428
@Anu_mohanty79
Anushree Mohanty
4 years
ଗୋମାତା !! ଯାହାର ଅମୃତଧାରା ରେ ଧରା ଆଜି ଧନ୍ୟ 🙏
29
21
428
@Anu_mohanty79
Anushree Mohanty
4 years
ଝର ଝର ହେଇ ଝରି ଯାଉଛି ���େନ୍ଦୁଝରରେ ବିକାଶ !! @murmu_chandrani ଙ୍କୁ ଏଥିପାଇଁ କେବେ ପୁରସ୍କାର ମିଳିବ ??
Tweet media one
Tweet media two
Tweet media three
Tweet media four
66
32
431
@Anu_mohanty79
Anushree Mohanty
5 years
ଡାକ୍ତର ଜଣକ ପ୍ରମାଣିତ କରିଦେଇଛନ୍ତି କି ସେବା ମନବୃତି ନ ଥାଇ କେବଳ ସାର୍ଟିଫିକେଟ ମିଳିଗଲେ କେହି ଡାକ୍ତର ହେଇ ଯାଏନି।ସରଳ,ନିରୀହ ଆଦିବାସୀ ମାନେ ଦେବତା ଭଳି ମାନୁଥିବା ଏହି ଡାକ୍ତର ଜଣକ ପ୍ରତ୍ୟେକ ଯୁବ ଡାକ୍ତରଙ୍କ ପ୍ରେରଣା ।
40
43
422
@Anu_mohanty79
Anushree Mohanty
8 months
ଅ ଆ ଇ ଈ ଉ ଊ ଋ ୠ - ପରେ କଣ ଲେଖା ହେଇଛି ? ନୂଆ ବର୍ଣ୍ଣବୋଧ ଲେଖିବାକୁ ଯାଉଛନ୍ତି ନବୀନ ବାବୁ !!
Tweet media one
83
47
437
@Anu_mohanty79
Anushree Mohanty
1 year
ହୃଦୟ ବିଦାରକ ଦୃଶ୍ୟ ଦେଖି ବିଚଳିତ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ବାଲେଶ୍ଵର ହସ୍ପିଟାଲ୍ ରେ ଆହତ ଙ୍କ ସ୍ଵାସ୍ଥ୍ୟ ଅଵସ୍ଥା ପଚାରି ବୁଝିଲେ । ପ୍ରତ୍ୟେକଟି ବ୍ୟକ୍ତିଙ୍କୁ ଧନ୍ୟବାଦ୍ ଦେଲେ ଯୋଉ ମାନେ ରକ୍ତଦାନ କରିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ଦୋଷୀକୁ ଉଚିତ୍ ଦଣ୍ଡ ଦିଆଯିବ ଓ ମୃତକଙ୍କ ପରିବାର କୁ ସହାୟତା ରାଶି ଏବଂ
Tweet media one
Tweet media two
Tweet media three
Tweet media four
21
23
428
@Anu_mohanty79
Anushree Mohanty
4 years
ଟିକ ଟକ ହିରୋ,,ହିରୋଇନ ଏବେ କରିବେ କଣ ??😢😢
182
17
423
@Anu_mohanty79
Anushree Mohanty
7 months
୨୦୨୪ ରେ କେବଳ ବିଜେପି ସରକାର 🌷🌷🌷 ଆପଣ ମାନେ ପ୍ରସ୍ତୁତ ତ 😀
Tweet media one
69
10
427
@Anu_mohanty79
Anushree Mohanty
2 years
ଆଉ ଜଣେ ଧାନ ବିଲ ଖସଖସ କରିବାକୁ ଘରୁ ଗୋଡ଼ କଢ଼ିଛନ୍ତି ଯାହା ଙ୍କୁ ଓଡ଼ିଶାର ଜନସଂଖ୍ୟା ମାଲୁମ୍ ନାହିଁ !!
78
26
426
@Anu_mohanty79
Anushree Mohanty
4 years
ନିଶା ଗରଜୁ ଥାଏ,,ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଶୁଭୁଥାଏ ଅଶରୀରିଙ୍କ ଅଟ୍ଟାହାସ୍ୟ।ଘନଘନ ବିଜୁଳି ଆଲୁଅରେ ଦିଶି ଯାଉଥାଏ ଭୟାବହ ମୁଂହଟି ମାନ।ତିଳେ ମାତ୍ର ବିଚଳିତ ନ ହୋଇ ରାଜା ବୃକ୍ଷ୍ୟାରୋହଣ କରି ଶବଟିକୁ ଉତାରି ଆଣିବା ପରେ ଶବସ୍ଥିତ ବେତାଳ କହିଲା - " @The_Chhamu କୋଡିଏ ବର୍ଷ ଧରି ଓଡିଶାକୁ ଲୁଟିବାର କାରଣ କଣ, ଯଦିଓ ଆପଣ ଏକା 🤔
Tweet media one
42
32
418
@Anu_mohanty79
Anushree Mohanty
1 year
ପ୍ରଥମେ ପ୍ରେମ ସମ୍ପର୍କ, ତା ପରେ ଶାରିରୀକ ସମ୍ପର୍କ ଆଉ ଶେଷରେ ଭିଡିଓ କୁ ସୋସିଆଲ ମିଡିଆରେ ଭାଇରାଲ ପାଇଁ ମନ୍ତ୍ରୀ ପୁଅ ଙ୍କ ଉପରେ କିଛି ଆକ୍ସନ ନିଆ ଯିବ ? ନା ,, ପଣ୍ଡିତ ପୁଅ (ମନ୍ତ୍ରୀ ପୁଅ) ମାଙ୍କଡ ମାଇଲେ ଦୋଷ ନାହିଁ କହି କଳ, ବଳ ସବୁ ଚୁପ୍ ବସିଯିବେ ?? @Naveen_Odisha
Tweet media one
76
36
418
@Anu_mohanty79
Anushree Mohanty
3 years
Rangoli Made By Me ,, How Is It ? Wishing You All A Very Happy & Safe Diwali 🎉🎉🎉
Tweet media one
53
9
412
@Anu_mohanty79
Anushree Mohanty
4 years
ନିଜ ଜୀବନ କୁ ବାଜି ଲଗେଇ ନିର୍ଭୟାକୁ ନ୍ୟାୟ ଦେଇଥିବା @Seemasamridhi ପୁଣି ଥରେ ଲଢ଼ିବେ #manisha_valmiki ଙ୍କୁ ନ୍ୟାୟ ଦେବାପାଇଁ। ଏ ଲଢେଇ କୋଟି କୋଟି ମହିଳାଙ୍କ ଲଢେଇ।ଭଉଣୀଙ୍କୁ ଅଶେଷ ଧନ୍ୟବାଦ 🙏
Tweet media one
23
25
406
@Anu_mohanty79
Anushree Mohanty
6 months
ବିଦାୟ !!
Tweet media one
179
16
413
@Anu_mohanty79
Anushree Mohanty
10 months
ସବୁ ଟଙ୍କା ଓଡ଼ିଆ ଙ୍କର। ଜ୍ବାଇଁ ପୁଅ ଅୟେଶ କରି ସାରି ସବୁ ଉଡେଇ ମନ ଶାନ୍ତ ହେବା ପରେ ରାଜନୀତି ରେ ଯୋଗ ଦେଲେ ।
Tweet media one
121
33
404
@Anu_mohanty79
Anushree Mohanty
4 years
ଜୁହାର ଗୋ 🙏🙏🙏 #ସମ୍ବଲପୁରୀ ଦିନରେ #ସମ୍ବଲପୁରୀ ଶାଢ଼ୀ ପିନ୍ଧି ହଜାର ହଜାର ବୁଣାକାରଙ୍କୁ ଧନ୍ୟବାଦ ଦେଉଛି । ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ #ସମ୍ବଲପୁରୀ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। #ସମ୍ବଲପୁରୀଦିନ୍
Tweet media one
26
7
396
@Anu_mohanty79
Anushree Mohanty
2 years
Tweet media one
50
12
395
@Anu_mohanty79
Anushree Mohanty
2 years
+2 ପ୍ରଥମ ବର୍ଷର ଛାତ୍ରୀ କଲେଜ୍ ଯାଇ ନିଖୋଜ ହେଲେ । ଆଉ ହାତ, ଗୋଡ଼, ମୁହଁ ବନ୍ଧା ହେଇ ମିଳିଲେ ସାଲେପୁର କଲେଜ୍ ଠୁ 500 ମିଟର ଦୁର ଚିତ୍ରୋତ୍ପଳା ନଦୀ ପଠାରେ ଥିବା ଆବର୍ଜନା କୁଣ୍ଡ ଭିତରୁ । ଏହା ହେଉଛି ଓଡ଼ିଶା ବିକାଶର ନଗ୍ନ ଚିତ୍ର । କେତେ ସୁରକ୍ଷିତ ଆମ ଝିଅ ?ନବୀନ ବାବୁ ଏ ବିଷୟ ରେ ଜାଣିଛନ୍ତି ତ ? ନା କେବଳ ଆୱାର୍ଡ଼ ପାଇ ଖୁସି ?
42
44
399
@Anu_mohanty79
Anushree Mohanty
3 years
ଖଣ୍ଡଗିରୀ !!
Tweet media one
Tweet media two
Tweet media three
48
18
388
@Anu_mohanty79
Anushree Mohanty
11 months
ଜଣେ ଅଣ ଓଡ଼ିଆ ରାଜା ଥିଲେ । ବିଦେଶୀ ଭାଷା ,ବିଦେଶୀ ଲୋକଙ୍କୁ ଭାରି ଭଲ ପାଉଥିଲେ। ନିଜ ମାତୃଭୂମି ଓ ମାତୃଭାଷା ଏପରିକି ନିଜ ରାଜ୍ୟର ଲୋକଙ୍କ ପ୍ରତି ତାଙ୍କର କେବେ ବି ଦରଦ କି ସମ୍ମାନ ନ ଥିଲା ।ଆଳୁ ଠୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ,ସମସ୍ତଙ୍କୁ ସେ ବାହାରୁ ଆମଦାନୀ କରୁଥିଲେ । ଆମ ଖଣି,ପାଣି ଏବଂ ସିମନ୍ତବର୍ତ୍ତି ଜିଲ୍ଲା ସେ ବିଦେଶୀ
Tweet media one
58
38
394
@Anu_mohanty79
Anushree Mohanty
3 years
Tweet media one
17
4
383
@Anu_mohanty79
Anushree Mohanty
2 years
ଭକ୍ତ ନିବାସ ରେ ସରକାରୀ ବାବୁ ଓ ତାଙ୍କ ପରିବାର ; ଆଉ ରାସ୍ତାରେ ଭକ୍ତ । ଏହାକୁ କହନ୍ତି ସୁଚିନ୍ତିତ ସୁବ୍ୟବସ୍ଥା !!
Tweet media one
51
51
385
@Anu_mohanty79
Anushree Mohanty
8 months
ଓଡିଶାରେ ପରିବର୍ତ୍ତନ ର ଆଭାସ 🌷🌷🌷
Tweet media one
74
23
383
@Anu_mohanty79
Anushree Mohanty
2 years
#NewProfilePic Good Morning 🙏
Tweet media one
37
4
361
@Anu_mohanty79
Anushree Mohanty
1 year
ଯଦି ୟାଙ୍କ ପାଖରେ ଏତିକି ତେବେ ତାମିଲ ବାବୁ ଙ୍କ ପାଖରେ କେତେ ??
Tweet media one
55
29
374
@Anu_mohanty79
Anushree Mohanty
4 months
ଶେଷ ନିର୍ବାଚନ ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ବିଶେଷ ମୁହୂର୍ତ୍ତ ରେ 🥰 @dpradhanbjp @narendramodi
Tweet media one
Tweet media two
42
16
384
@Anu_mohanty79
Anushree Mohanty
4 months
ହାରିବା ଭୟରେ ବିଜୁ ଜନତା ଦଳର ନେତା , ମନ୍ତ୍ରୀ, ଗୁମାସ୍ତା ଙ୍କ ନିଦ ହଜି ଗଲାଣି । ଯୋଉଥିପାଇଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେ ବିଜେପି କର୍ମୀ ଙ୍କୁ ଆକ୍ରମଣ କରିଛନ୍ତି ବିଜେଡି ଗୁଣ୍ଡା !!
48
63
376
@Anu_mohanty79
Anushree Mohanty
4 months
ତାମିଲ୍ ମୁକ୍ତ ଓଡ଼ିଶା, ଆମ ସୁନାର ଓଡ଼ିଶା 🪷🪷 @BJP4Odisha @dpradhanbjp
Tweet media one
18
35
371
@Anu_mohanty79
Anushree Mohanty
8 months
Thnx a lot 🙏
@BjpMinorityOdi
Bjp Minority Morcha Odisha
8 months
@BJP4Odisha ର ବର୍ଷିଆନ ନାରୀ ନେତ୍ରୀ ଶ୍ରୀମତୀ @Anu_mohanty79 ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ @sikandarbjp @BJPMinMorcha
Tweet media one
7
1
14
68
10
364
@Anu_mohanty79
Anushree Mohanty
3 years
5T ସ୍ବପ୍ନ !!
Tweet media one
45
25
368
@Anu_mohanty79
Anushree Mohanty
4 months
କର୍ମ ଫଳ !!
Tweet media one
79
47
378
@Anu_mohanty79
Anushree Mohanty
2 years
ଓଡ଼ିଶା ମାଟିରେ ରାସ୍ତା କଡ ଦୋକାନର ଗରମା ଗରମ୍ ବରା ର ମଜା ପାଞ୍ଚ ତାରକା ହୋଟେଲ ରେ କାହିଁ ?? @dpradhanbjp
Tweet media one
61
9
367
@Anu_mohanty79
Anushree Mohanty
7 months
ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ଆମ ଓଡ଼ିଆ ପୁଅ 🌷 #ଓଡ଼ିଶାରେଦରକାରଧର୍ମେନ୍ଦ୍ରସରକାର @dpradhanbjp
Tweet media one
78
14
364
@Anu_mohanty79
Anushree Mohanty
2 years
ସତ ଜାଣନ୍ତୁ ,, ବିରୋଧି ଙ୍କ କୁଚକ୍ରାନ୍ତ ର ଶିକାର ହୁଅନ୍ତୁ ନାହିଁ !!
Tweet media one
61
47
364
@Anu_mohanty79
Anushree Mohanty
2 years
Proud Mama 🥰 Dibyanshu got 93.25% in CBSE 12th Examinations . I wish him all the best for a bright future ,stay blessed 😘
Tweet media one
48
7
356
@Anu_mohanty79
Anushree Mohanty
3 years
ଇଂରାଜୀ ନବ ବର୍ଷ ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 💐💐💐
Tweet media one
35
6
350
@Anu_mohanty79
Anushree Mohanty
6 months
Tweet media one
107
23
354
@Anu_mohanty79
Anushree Mohanty
1 year
ଓଡ଼ିଶାର ଦୁଃର୍ଭାଗ୍ୟ ,,ଏଭଳି ବ୍ୟକ୍ତିତ୍ବ ଙ୍କୁ ମୂଖ୍ୟମନ୍ତ୍ରୀ ଭାବେ ପାଇଛି !!
49
42
348
@Anu_mohanty79
Anushree Mohanty
4 months
ଆଉ ଗୋଟେ ମୁହୂର୍ତ୍ତ ବି ପ୍ରତୀକ୍ଷା କରି ହେଉନି । ଆସନ୍ତା କାଲି ଅନ୍ୟାୟ, ଅନୀତି, ଦୁର୍ନୀତି, ବ୍ୟଭିଚାର ରେ ବୁଡି ରହିଥିବା ଗୋଟେ ଆଞ୍ଚଳିକ ଦଳ ନିଶ୍ଚିହ୍ନ ହେବାକୁ ଯାଉଛି । ସମଗ୍ର ଓଡ଼ିଶା ବାସୀ ଏହି ଐତିହାସିକ ମୁହୂର୍ତ୍ତ ର ପ୍ରତିକ୍ଷା ରେ । ମୁଁ ବହୁତ୍ ଖୁସି 🥰🥰 ଆଉ ଆପଣ ମାନେ ??
Tweet media one
87
14
356
@Anu_mohanty79
Anushree Mohanty
4 years
???
Tweet media one
35
17
347
@Anu_mohanty79
Anushree Mohanty
5 years
ବହୁ ବର୍ଷ ପରେ ଗାଁ ରେ ମକର ପାଳନ। ସକାଳୁ ନିଆଁ ପୁଆଁ ,ଚୁଲି ରେ ରୋଷେଇ,ବଗିଚାରେ ରେ କାକୁଡି, କଲରା ତୋଳା,, ଧିରେ ଧିରେ ଚାଲ୍ ରେ ସମୟ ... ଆଉ କିଛି ଘଣ୍ଟା ର ରହଣି ମୋର !! #MissUMayurbhanj
Tweet media one
Tweet media two
Tweet media three
Tweet media four
51
7
344
@Anu_mohanty79
Anushree Mohanty
6 months
ଗରୀବ ଓଡ଼ିଆ ଙ୍କୁ ଦୁଇ ମୁଠା ଖାଦ୍ୟ ବି ଯୋଗାଇ ପାରୁ ନ ଥିବା ବିଜେଡିକୁ ଭୋଟ ଦେବେ କି ??
35
61
344