Mousumi Mohanty Profile Banner
Mousumi Mohanty Profile
Mousumi Mohanty

@MousumiMohanty2

56,424
Followers
982
Following
2,010
Media
5,851
Statuses

Senior Reporter @Kanak_news --- Beats I Cover Congress, Airport, Weather ----Views are my personal.. Alumni of IIMC,Dhenkanal

Cuttack,Odisha,India
Joined January 2013
Don't wanna be here? Send us removal request.
Pinned Tweet
@MousumiMohanty2
Mousumi Mohanty
3 years
ଜୟ ଜଗନ୍ନାଥ 🙏 #jayjagannath
205
32
1K
@MousumiMohanty2
Mousumi Mohanty
2 years
ସମ୍ବଲପୁର ଜିଲ୍ଲାପାଳ Weds ବଲାଙ୍ଗୀର ଜିଲ୍ଲାପାଳ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି @AnanyaDasIAS ମ୍ୟାଡ଼ମ❤️
Tweet media one
165
57
2K
@MousumiMohanty2
Mousumi Mohanty
4 months
ପରାଜୟ ବିବ୍ରତ କରେନି ନବୀନଙ୍କୁ!!! କର୍ମୀଙ୍କ ମନୋବଳ ବଢ଼େଇବା ପାଇଁ ନବୀନଙ୍କ ବାର୍ତା
112
163
2K
@MousumiMohanty2
Mousumi Mohanty
3 years
I ❤️Cuttack
Tweet media one
127
43
2K
@MousumiMohanty2
Mousumi Mohanty
2 years
Happy Birthday 🎊🎉🎊
Tweet media one
143
26
2K
@MousumiMohanty2
Mousumi Mohanty
4 months
ଓଡ଼ିଶାରେ ଆରମ୍ଭ ମୋହନ ସରକାର💐💐 @CMO_Odisha
Tweet media one
67
17
1K
@MousumiMohanty2
Mousumi Mohanty
4 years
Wahhh.... ମୁଖ୍ୟମନ୍ତ୍ରୀ ହେବ ତ ଏମିତି 👍 ନିଜ ରାଜ୍ୟର ସହିଦଙ୍କ ପାର୍ଥିବ ଶରୀରକୁ ଏଇଭଳି ଭାବେ ନିଜେ କାନ୍ଦ ଦେଇ ଶ୍ରଦ୍ଧାଞ୍ଜଳୀ ଜଣେଇଛନ୍ତି
Tweet media one
78
72
1K
@MousumiMohanty2
Mousumi Mohanty
2 years
କୋଲକାତାରେ ଜଗନ୍ନାଥ ଧାମ ପୂଜା ପେଣ୍ଡାଲ
38
92
1K
@MousumiMohanty2
Mousumi Mohanty
3 years
Tweet media one
164
29
1K
@MousumiMohanty2
Mousumi Mohanty
3 years
Tweet media one
101
16
1K
@MousumiMohanty2
Mousumi Mohanty
3 years
ଜିଲ୍ଲାପାଳ ହେବ ତ ଏମିତି 🙏 ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏମକେସିଜି ମେଡିକାଲରେ ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ ରେ ପିପିଇ କିଟ୍ ପିନ୍ଧି ଅଚାନକ ପହଞ୍ଚି କୋଭିଡ୍ ରୋଗୀଙ୍କ ଚିକିତ୍ସା ସହ ଅକ୍ସିଜେନ୍ ବ୍ୟବସ୍ଥା କିଭଳି ରହିଛି ତାକୁ ଅନୁଧ୍ୟାନ କରିଛନ୍ତି 👍 @Vijaykulange
Tweet media one
61
67
1K
@MousumiMohanty2
Mousumi Mohanty
2 years
ଏତେ ଅଳ୍ପ ବୟସରେ ଏତେ ଧର୍ଯ୍ୟ ସାହସ ମାନିବାକୁ ପଡିବ.... ଭଗବାନଙ୍କ ପାଖରେ ଗୁହାରି ଜଲଦି ଠିକ ହେଇଯାଉ ଏ ପିଲାଟି...🙏
Tweet media one
159
59
1K
@MousumiMohanty2
Mousumi Mohanty
2 years
Tweet media one
78
17
1K
@MousumiMohanty2
Mousumi Mohanty
3 years
#WorldMaskWeek ମାସ୍କ ପିନ୍ଧନ୍ତୁ,କରୋନା ଠୁ ଦୁରେଇ ରୁହନ୍ତୁ 😷
Tweet media one
64
14
1K
@MousumiMohanty2
Mousumi Mohanty
2 years
ମା ପରି କିଏ ହେବ🥰 ଇନ୍ଫ���ସିଟି ଛକରେ କାର ଟି ବାଛୁରୀକୁ ପିଟି ଦେଇ ଚାଲିଗଲା..ପଶୁ ସୁରକ୍ଷା ସମିତିର ସଦସ୍ୟ ମାନେ ବାଛୁରୀକୁ ଡାକ୍ତରଖାନା ନେଉଥିବା ବେଳେ ବାଛୁରୀ ପଛରେ ମା କଷ୍ଟରେ ଦୌଡୁଛି...
39
93
1K
@MousumiMohanty2
Mousumi Mohanty
4 years
Speechless 😱😱😱😱 ରଥଯାତ୍ରା ବନ୍ଦ ହେବା ନେଇ ପୁରୀ ବଡ଼ଦାଣ୍ଡରୁ ବାବାଙ୍କ ମତ #jayjagannath #wewantrathajatra
92
205
1K
@MousumiMohanty2
Mousumi Mohanty
4 years
ପୁରୀ ବଡ଼ଦାଣ୍ତରେ ବାହୁବଲୀ ସେବାୟତ💪💪
Tweet media one
37
31
1K
@MousumiMohanty2
Mousumi Mohanty
4 months
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ବିଭାଗ ମନ୍ତ୍ରୀ କେ ଭି ସିଂ ଦେଓ @KVSinghDeo1 ଆଜି କୃଷିଭବନରେ ବିଭାଗୀୟ ଦାୟିତ୍ୱ ନେଲେ,ମିଲେଟ ଆଉଟଲେଟ ଦେଖି ପ୍ରଶଂସା କଲେ.... ସାଥିରେ ଉପସ୍ଥିତ ଥିଲେ ସଚିବ @arvindpadhee
42
32
1K
@MousumiMohanty2
Mousumi Mohanty
4 years
#OdishaFightsCoronavirus ସାମ୍ବାଦିକ ଜୀବନ
Tweet media one
85
16
1K
@MousumiMohanty2
Mousumi Mohanty
4 years
Journalism without Fear or Favour #WorldPressFreedomDay
Tweet media one
51
18
1K
@MousumiMohanty2
Mousumi Mohanty
3 years
Tweet media one
73
14
1K
@MousumiMohanty2
Mousumi Mohanty
1 year
ଦିଲ୍ଲୀ ଆଉ ବିଦେଶରେ ବସି ସରକାରଙ୍କୁ ସମାଲୋଚନା କରିବାର ଅଧିକାର ସେଇ ନେତା ବା ଦଳର ନାହିଁ ଯେଉଁମାନେ ବାହାନଗା ଘଟଣାସ୍ଥଳକୁ ଆସିପାରିଲେ ନାହିଁ.....କେବଳ ଭାଷଣବାଜିରେ ସୀମିତ ରହିଲେ.... #TrainAccidentInOdisha
Tweet media one
Tweet media two
Tweet media three
90
55
1K
@MousumiMohanty2
Mousumi Mohanty
4 years
ଦାନ ପାଇଁ ମନ ବଡ଼ ହେବା ଦରକାର🙏 ଯୁଧିଷ୍ଠିର ସାହୁ ବୟସ 75 ଆଜନ୍ମ ଦୃଷ୍ଟିହୀନ ପରିବାର ଠାରୁ ବାଛନ୍ଦ ଭୀମ ଭୋଇ ଦୃଷ୍ଟିହୀନ ବିଧାଲୟରୁ ଅଵସରପ୍ରାପ୍ତ କରୋନା ମୁକାବିଲା ପାଇଁ ନିଜ ସଞ୍ଚିତ ଅର୍ଥରୁ ଆଜି ଏକ ଲକ୍ଷ୍ୟ ଏକ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି
Tweet media one
78
73
984
@MousumiMohanty2
Mousumi Mohanty
4 years
Tweet media one
90
8
899
@MousumiMohanty2
Mousumi Mohanty
3 years
ଡ୍ରାଇଭର ନଥିବାରୁ ଓଡ଼ିଶାର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ନିଜେ ଆମ୍ବୁଲାନ୍ସ ଚଲେଇ ରୋଗୀଙ୍କୁ ନେଇ ହସ୍ପିଟାଲରେ ପହଞ୍ଚେଇଲେ ମନ୍ତ୍ରୀଙ୍କୁ ସାଧୁବାଦ🙏 #OdishaFightsCorona
Tweet media one
Tweet media two
73
53
897
@MousumiMohanty2
Mousumi Mohanty
2 years
ଜନ୍ମଦିନ ଅବସରରେ ମତେ ଶୁଭେଚ୍ଛା ଜଣାଇଥିବା ସମସ୍ତଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ🥰🙏
Tweet media one
Tweet media two
Tweet media three
133
11
885
@MousumiMohanty2
Mousumi Mohanty
4 years
Wishing you all Happy #SambalpuriDin .. ସମସ୍ତଙ୍କୁ ସମ୍ବଲପୁରୀ ଦିନର ଶୁଭେଚ୍ଛା
Tweet media one
66
8
889
@MousumiMohanty2
Mousumi Mohanty
2 years
ଏ ହେଉଛି ବିଜେବି କଲେଜରେ ଆତ୍ମହତ୍ୟା କରିଥିବା ରୁଚିକା ରୁମର ଚିତ୍ର IPS ହେବାର ସ୍ୱପ୍ନ ଥିଲା ରୁଚିକାର ଯେଉଁ ଝିଅ ଏଭଳି ସଶକ୍ତ ମହିଳାଙ୍କୁ ନିଜ ଜୀବନର ଆଦର୍ଶ ଭାବୁଥିଲା ସେ କେମିତି ଆତ୍ମହତ୍ୟା କଲା ଆଶ୍ଚର୍ଯ୍ୟ !!!!
Tweet media one
Tweet media two
69
84
868
@MousumiMohanty2
Mousumi Mohanty
4 years
ମୁଇଁ ବି ଟୁଇଟର ଟ୍ରେଣ୍ଡରେ ସାମିଲ ହେଇଗଲି ଇ ଟା ବଲାଙ୍ଗୀର ପ୍ୟାଲେସ ସ୍ଥାନର ଫୋଟୋ #IWearSambalpuriHandloom ❤️
Tweet media one
67
13
869
@MousumiMohanty2
Mousumi Mohanty
2 years
ସ୍ଵର୍ଗରେ ଥାଇ ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ବି ଚିନ୍ତାଗ୍ରସ୍ତ ଥିବେ କଣ ହେଇଗଲା ଏ ସମାଜକୁ ? ମୋ ଜନ୍ମଦିନରେ ଡିଜେ ବଜାଇ,ରାସ୍ତା ଜାମ କରି ବାଇକ ରାଲି କରି ନାଚୁଛି ଏ ମଣିଷ !! ରାମ ସବୁବେଳେ ଶାନ୍ତି ପ୍ରତିଷ୍ଠାରେ ବିଶ୍ୱାସ ରଖୁଥିଲେ ହେଲେ ଆଜିର ଏ ମନୁଷ୍ୟ ସମାଜ ପଥଭ୍ରଷ୍ଟ #RamaNavami
264
72
877
@MousumiMohanty2
Mousumi Mohanty
4 years
ବାଳୁଙ୍ଗା ଟୋକାଙ୍କ ଆଉ ଏକ କେଳାଙ୍କାରୀ ଖାର୍ଷ୍ଟ କଲେଜରେ +2 ଫେଲ ଅନୁଭବ କେମିତି କନ୍ଦରପୁର କଲେଜରେ ପଢିଲେ +3 ସାଂସଦ ଉତ୍ତର ଦିଅନ୍ତୁ ----ପ୍ରଦେଶ କଂଗ୍ରେସ
Tweet media one
Tweet media two
100
75
867
@MousumiMohanty2
Mousumi Mohanty
3 years
Tweet media one
19
15
858
@MousumiMohanty2
Mousumi Mohanty
3 years
-ମେ ମାସରେ ରିଫାଇନ ତେଲ ୧୮୦ରେ କିଣିଥିଲି ଆଜି ଏହି ତେଲକୁ ୧୫୫ ରେ କିଣିଲି -ରିଫାଇନ ତେଲର ଦରଦାମ କମିଥିବାରୁ ଉଭୟ କେନ୍ଦ୍ର ଆଉ ରାଜ୍ୟକୁ ଧନ୍ୟବାଦ -ଆଶା ବହୁତ ଜଲଦି ପେଟ୍ରୋଲ,ଡିଜେଲ ଦରକୁ ବି ସରକାର ନିୟନ୍ତ୍ରଣକୁ ଆଣନ୍ତୁ -କ୍ରିକେଟରେ ୧୦୦ଛୁଇଁଲେ ଖୁସିମିଳେ କିନ୍ତୁ ପେଟ୍ରୋଲ ଡିଜେଲରେ ୧୦୦ ଛୁଇଁଲେ ପକେଟରେ ନିଆଁ ଲାଗିଲା ଭଳି ଲାଗେ
Tweet media one
158
62
847
@MousumiMohanty2
Mousumi Mohanty
2 years
ଆମ ଦେଶରେ ଶସ୍ତା ଚର୍ଚ୍ଚା ପାଇଁ ଭାରି ଆଗ୍ରହୀ କିଛି ନେତା...କର୍ମୀ..ଆଉ ବ୍ୟକ୍ତି ବିଶେଷ... ଏ ରଙ୍ଗ କଣ ତମ ଜାଗିର...କପି ରାଇଟ ନେଇଯାଇଛ... ଦୀପିକା ଗେରୁଆ ରଙ୍ଗର ଡ୍ରେସ ପିନ୍ଧିଦେଲେ କେମିତି ଅପମାନ ହେଇଗଲା ସେ ରଙ୍ଗ ବୁଝିହଉନି..... ବେରୋଜଗାରୀ,ଦରଦାମ ବୃଦ୍ଧି,ଅର୍ଥନୀତି ଉପରେ ଯଦି ନେତା ଅଧିକ ବିତର୍କ କରନ୍ତେ ଭଲ ହୁଅନ୍ତା...
Tweet media one
284
60
805
@MousumiMohanty2
Mousumi Mohanty
2 years
ବଲିଉଡ ହିରୋଇନ ଦିଶାଙ୍କୁ ଶାଢ଼ୀ ଗିଫ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ
Tweet media one
57
18
798
@MousumiMohanty2
Mousumi Mohanty
6 months
ବିଜେପିରେ ଯୋଗ ଦେଲେ 🚗କାର ଖାନା🚗🥙🥙🍝🍜🍛 ଭାଉଜ
Tweet media one
109
13
789
@MousumiMohanty2
Mousumi Mohanty
2 years
ଅଘୋରି ନାଚ ଢେଙ୍କାନାଳ ଭଷାଣି ଯାତ୍ରା ଓଁ ନମଃ ଶିବାୟ🙏
16
42
778
@MousumiMohanty2
Mousumi Mohanty
2 years
ବିବାହକୁ ଏକ ବର୍ଷ ପୂରିଲା...💐 @massivemanas1 #marriageanniversary
Tweet media one
Tweet media two
124
5
759
@MousumiMohanty2
Mousumi Mohanty
2 years
ଖବର ବାଜିଲା,ଋଣ ସୁଝିଲା ମା ସୁଝିଲା ଝିଅ ଜ୍ୱାଇଁଙ୍କ ଋଣ -ଭୁବନେଶ୍ୱରରେ ହାତ ପତେଇଲେ ହେଲେ କେହି ଦେଲେନି ସେଥିପାଇଁ ରାଉରକେଲା ଚାଲିଗଲେ ବୁଢ଼ୀ ମା -ରାଉରକେଲାର ରାସ୍ତାକଡ଼ରେ ଭିକ ମାଗୁଥିବା ଭଗବତୀ ମାଙ୍କ ଖବର ଗଣମାଧ୍ୟମରେ ପ୍ରସାରିତ ହେଲା ପରେ ଚାରିଆଡୁ ସାହାଯ୍ୟ ମିଳିଲା ୪୦,୦୦୦ ଋଣ ସୁଝିଗଲା
Tweet media one
60
27
743
@MousumiMohanty2
Mousumi Mohanty
3 years
ଶୁଭ ଦଶହରା💐 🙏 ମା 🙏 #dasahara
Tweet media one
23
18
744
@MousumiMohanty2
Mousumi Mohanty
4 years
ଗାଡି ଦୁଇ ଟା ବହୁତ ଦିନ ହେବ ପଡ଼ିକି ରହିଲାଣି😜 ଭାବୁଛି ବିକି ଦେବୀ କିଏ ନେବ ???
Tweet media one
Tweet media two
100
5
732
@MousumiMohanty2
Mousumi Mohanty
4 years
ପେଟ ଆଉ ପେଟ୍ରୋଲ ଥରେ ବଢିଗଲା ପରେ ଆଉ କମିବାର ନାଁ ଧରନ୍ତି ନାହିଁ ବଡ଼ ମୁସ୍କିଲ #PetrolDieselPriceHike
74
24
709
@MousumiMohanty2
Mousumi Mohanty
2 years
#ସାବିତ୍ରୀ_ପୂଜା #ହରିଶଙ୍କର🙏 ଓଁ ନମଃ ଶିବାୟ🙏 Best wishes on the occasion of #Sabitri vrata to all the hardworking women celebrating this day ❤️
Tweet media one
45
12
734
@MousumiMohanty2
Mousumi Mohanty
4 years
Tweet media one
78
12
704
@MousumiMohanty2
Mousumi Mohanty
3 years
Kanak News Girls Group💃💃👭👭 #picnic
Tweet media one
41
16
716
@MousumiMohanty2
Mousumi Mohanty
2 years
Tweet media one
60
9
715
@MousumiMohanty2
Mousumi Mohanty
4 years
୬୪ବର୍ଷ ବୟସରେ କନ୍ୟା ସନ୍ତାନର ବାପା ହେଲେ ପୂର୍ବତନ ସାଂସଦ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବରିଷ୍ଠ ସାମ୍ବାଦିକ ତଥାଗତ ଶତପଥି ଅନେକ ଅନେକ ଶୁଭେଚ୍ଛା ସାର @SatpathyLive 💐💐💐 #prouddaughterofaproudfather
87
15
700
@MousumiMohanty2
Mousumi Mohanty
3 years
-ମିଶନ ସଫଳ ହେଇଗଲା -ଗ୍ୟାଙ୍ଗଷ୍ଟାର ମରିଗଲା,କିଛି ଅପରାଧ କମିଯିବ -ହେଲେ ପରିଶ୍ରା କଥାକହି ହାଇଦର ଫେରାର ହେବାକୁ ଚେଷ୍ଟା କରୁଥିଲା,କେଜାଣି କାହିଁକି ବହୁ ରୋଗରେ ପୀଡିତ ଏହାସହ ଠିକସେ ଚାଲିପାରୁନଥିବା ବ୍ୟକ୍ତି ହାଇଦର ଏମିତି ଚେଷ୍ଟା କଲା ସେ ବି ସିମୁଳିଆରେ -ଏନକାଉଣ୍ଟରରେ ଗୁଳି ଗୋଡ଼ରେ ନବାଜି ପେଟରେ ବି ବାଜିଗଲା ହାଇଦର ଶେଷ,ଗପ ଶେଷ
Tweet media one
123
31
691
@MousumiMohanty2
Mousumi Mohanty
3 years
ଦେଶର ଜାତୀୟ ପତାକାକୁ ସଠିକ ଭାବେ ଚିତ୍ରିତ କରାଯାଉ 🇮🇳🇮🇳🇮🇳 ପିଲା ଭୂଲ ଦେଖିଲେ ଭୂଲ ହିଁ ଶିଖିବେ @MoSarkar5T
Tweet media one
74
53
677
@MousumiMohanty2
Mousumi Mohanty
4 years
କେବେ ଥିଲା ଆଶୀର୍ବାଦ,ଆଜି ହେଲା ଅଭିଶାପ ସମୟ ର ଖେଳ ବଡ଼ ଚମତ୍କାର ମୁଖ୍ୟମନ୍ତ୍ରୀଙ୍କ ସହ ପାଠକ ଓ ପାଣିଗ୍ରାହୀ ପରିବାର
Tweet media one
57
22
671
@MousumiMohanty2
Mousumi Mohanty
3 years
ମାର୍କ ବୃଦ୍ଧି ପାଇଁ ପୁନର୍ବାର ପରୀକ୍ଷା ଦେଇଥିବା ପିଲାଙ୍କର ବାହାରିଲା ମାଟ୍ରିକ ପରୀକ୍ଷା ରେଜଲ୍ଟ ପୂର୍ବରୁ ପାସ ହେଇଥିବା ୧୪୧ପିଲା ଫେଲ ହେଲେ କି ଭାଗ୍ୟରେ ନାରଣ🤦🤦 ସବୁ ଆଜି ଘରେ ମାଡ଼ ଖାଇବ
91
45
669
@MousumiMohanty2
Mousumi Mohanty
2 years
ଯଶୱନ୍ତ ସିହ୍ନା / ଦ୍ରୌପଦୀ ମୁର୍ମୁ ଆପଣଙ୍କୁ କଣ ଲାଗୁଛି ? କିଏ ସବୁଠୁ ଭଲ ରାଷ୍ଟ୍ରପତି ପାର୍ଥୀ ?
Tweet media one
198
28
670
@MousumiMohanty2
Mousumi Mohanty
3 years
ଦୁଃଶାହସିକ ରିପୋର୍ଟିଂରେ ଭାଇ ସବୁବେଳେ ଆଗରେ ଥାଏ...ଆଜି କାହିଁକି ଏମିତି ହେଲା ଅରିଂଦମ ଭାଇ ଆମକୁ ଛାଡି ଚାଲିଗଲା.... ଭାଇର ଆତ୍ମାକୁ ଶାନ୍ତି ମିଳୁ 🙏
Tweet media one
48
13
665
@MousumiMohanty2
Mousumi Mohanty
3 years
ବଡ଼ଦାଣ୍ଡରେ କୁନି ଝିଅର କୁନି ରଥ @drvishal_ips @Krishan_Kumar09 @samarth_verma #RathaJatra21
Tweet media one
Tweet media two
Tweet media three
13
21
663
@MousumiMohanty2
Mousumi Mohanty
3 years
କୁକୁର ଧରା ଗାଡି ଦେଖିଥିଲି ବ୍ରହ୍ମପୁର ପୋଲିସର ମଦୁଆ ଧରା ଗାଡି ବୁଲୁଛି ଏବେ ସାବଧାନ....😜😜
Tweet media one
59
37
663
@MousumiMohanty2
Mousumi Mohanty
7 months
ଖାଣ୍ଟି ଓଡ଼ିଆରେ ଓ ସଂକ୍ଷେପରେ ଦଳର ମୁଖିଆଙ୍କୁ ଏଭଳିଆ ଇସ୍ତଫା ପତ୍ର ଦେବା ବହୁ ଦିନ ପରେ ଦେଖିଲି ଭର୍ତ୍ତୃହରି ମହତାବ
Tweet media one
49
22
664
@MousumiMohanty2
Mousumi Mohanty
4 years
Never give money to your relative. You lose both.
88
26
651
@MousumiMohanty2
Mousumi Mohanty
2 years
ଶ୍ରେଣୀଗୃହର ଝରକା ଟା ଭଲ ହେଇଛି...🤔
Tweet media one
111
19
632
@MousumiMohanty2
Mousumi Mohanty
3 years
ପ୍ରମିଳା ମାଉସୀ ଖୁସିରେ ବିଭୋର... ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଗାଲରେ ହାତ ମାରି ଖୁସି ବ୍ୟକ୍ତ କରିବା ଚିତ୍ର ପ୍ରଥମ ଥର ଦେଖିଲି..
Tweet media one
23
14
644
@MousumiMohanty2
Mousumi Mohanty
2 years
ଅର୍ଚନା ନାଗ ସର୍ବଦଳୀୟ ବୁଦ୍ଧିମତୀ ମହିଳା ଟିଏ ଥିଲେ ବିଜେଡି,ବିଜେପି, କଂଗ୍ରେସ ସବୁ ଦଳର ନେତାଙ୍କ ସହ ସମ୍ପର୍କ ସ୍ଥାପନ କରି ରଖିଥିଲେ ଯାହା ଫଳରେ ଏତେ ବଡ଼ ଘଟଣା ଉପରେ ଏବେ କେହି କାହା ବିରୋଧରେ ଆନ୍ଦୋଳନ କରିବେନି ସମସ୍ତଙ୍କର ତ ଏଠି କେଂ,କିଏ କାହା ବିରୋଧରେ କହିବ....🤔🤔
88
22
646
@MousumiMohanty2
Mousumi Mohanty
4 years
୭୭ବର୍ଷରେ ପହଁଚିଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଜନ୍ମଦିନର ଶୁଭେଚ୍ଛା💐👑🎂🎂
Tweet media one
45
13
631
@MousumiMohanty2
Mousumi Mohanty
4 years
ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା @SoumyaSambad ସାର👑👑🎂🎂
Tweet media one
25
6
629
@MousumiMohanty2
Mousumi Mohanty
4 years
#ବର୍ଷାନୁଭବ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲେ ସୁର ରାଉତରାୟ🤦🤦🤦🤦
71
45
625
@MousumiMohanty2
Mousumi Mohanty
4 years
ସେ ରାମ ମନ୍ଦିର ବା ରାମ ରାଜ୍ୟ ପ୍ରସ୍ତୁତ କରିବାରେ କଣ ଲାଭ ??? ଯେଉଁ ସ୍ଥାନରେ ନାରୀ ହିଁ ସୁରକ୍ଷିତ ନୁହଁ !!!! #HathrasHorror
112
55
615
@MousumiMohanty2
Mousumi Mohanty
4 years
ଆମ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଲମ୍ବା ଦାମି ଗାଡି ,80ଟା ଟ୍ରକ🚘🚛🚚🚒 ତାଲିକା ଦେଖିକି ହୋଶ ଉଡିଯାଉଛି ! ପ୍ରବାସୀ ଶ୍ରମିକ ଓଡିଶା ଫେରିଲା ବେଳେ କିଛି ଟା ଗାଡି ଯଦି ପଠେଇ ଦେଇଥାନ୍ତେ ତାଙ୍କୁ ଆଣିବାକୁ ଭାରି ଭଲ ହେଇଥାନ୍ତା ଭାବୁଛି ହଉ ଛାଡ଼, ତାଙ୍କ ମନ ବି:ଦ୍ର-ଆମ ରାଜ୍ୟରେ ଧନୀ ଅଧିକ ଧନୀ ହେଇଚାଲିଛି ଓ ଗରିବ ଅଧିକ ଗରିବ ହେଇଚାଲିଛି
69
29
614
@MousumiMohanty2
Mousumi Mohanty
11 months
ଇନ୍ସଟାଗ୍ରାମ ରିଲ୍ସର ପ୍ରଭାବ ବୋଧେ କିନ୍ତୁ କୁନି ଝିଅର ପ୍ରୟାସ ବହୁତ ସୁନ୍ଦର ହେଇଛି #childrensday
36
35
621
@MousumiMohanty2
Mousumi Mohanty
3 years
କାର୍ଟୁନ ଟି ମନକୁ ଛୁଇଁଲା ଆଶା ଆଗକୁ ଓଲିଉଡରେ କିଛି ପରିବର୍ତ୍ତନ ଆସିପାରେ...
Tweet media one
29
40
617
@MousumiMohanty2
Mousumi Mohanty
2 years
ଓଡ଼ିଶାର ମହିଳା ଦୌପ୍ରଦୀ ମୂର୍ମୁ ଏଥର ହୁଏତ ଓଡ଼ିଶାରୁ ରାଷ୍ଟ୍ରପତି!!! ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲା NDA #DraupadiMurmu
Tweet media one
21
26
612
@MousumiMohanty2
Mousumi Mohanty
2 years
Any Caption??
Tweet media one
122
16
602
@MousumiMohanty2
Mousumi Mohanty
3 years
ମୋ ମୋବାଇଲ ରେ Co-win ଆପ, ଯେଉଁ ସ୍ପୀଡ଼ରେ ଚାଲିଛି ଆଉ ଓଟିପି ଆସିବାକୁ ସମୟ ଲାଗୁଛି ତାହା ଦେଖି ଲାଗିଲାଣି ମୋର ରେଜିଷ୍ଟ୍ରେସନ ହୋଇ ଟୀକା ନେଲା ବେଳକୁ ଓଡ଼ିଶାରେ କରୋନାର ତୃତୀୟ ଲହର ଆସିଯାଇଥିବ 😖😖😖 ଆପ ଟା ବି ପୁରା ସରକାରୀ ଅଫିସରେ ବଡ଼ ବାବୁଙ୍କ ଟେବୁଲରେ ଫାଇଲ ପୁଟ ଅପ ହେଲା ଭଳିଆ କାମ କରୁଛି🤦
114
18
601
@MousumiMohanty2
Mousumi Mohanty
1 year
Kahan se ate hain ye log?????😄
33
51
596
@MousumiMohanty2
Mousumi Mohanty
3 years
ଗୋଟେ ଆଦିବାସୀ ବହୁଳ ରାଜ୍ୟ ଆଦିବାସୀ ସରକାର ଲୋକଙ୍କ ହିତ ପାଇଁ ଯଦି ପେଟ୍ରୋଲରେ ୨୫ ଟଙ୍କା ରିହାତି ଦେଇ ପାରିଲେ ତାହେଲେ ଆମ ସରକାର କାହିଁକି ପାରିବେନି??? କେତେ ଦିନ ଆଉ ୟେ ଅଣ୍ଡା, ଚାଉଳ,ଗହମ,ଛତୁଆ ମାଗଣା ଦେଇ ରାଜନୀତି କରିବ !!!!! #Jharkhand
77
32
574
@MousumiMohanty2
Mousumi Mohanty
3 years
ଆମ କଟକ ❤️
Tweet media one
27
10
577
@MousumiMohanty2
Mousumi Mohanty
3 years
ଖୁସି ଖବର😃
Tweet media one
69
22
572
@MousumiMohanty2
Mousumi Mohanty
3 years
ହୁଏତ ଆଗରୁ କେବେ ଏମିତି ମୁଁ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦେଖିନି ଯିଏ ସମ୍ପୂର୍ଣ ଅଙ୍ଗାଅଙ୍ଗୀ ଭାବେ ରଥଯାତ୍ରାରେ ନିଜକୁ ନିୟୋଜିତ କରିବା... ସୁରୁଖୁରୁରେ ରଥଯାତ୍ରା କରିବା ନେଇ @Krishan_Kumar09 @samarth_verma ,ରଥଯାତ୍ରାରେ କାର୍ଯ୍ୟରତ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଜୟ ଜଗନ୍ନାଥ🙏
36
45
578
@MousumiMohanty2
Mousumi Mohanty
1 year
ଜୁହାର ଗୋ ବାବୁ ଆମ ଗାଁ କୁ ରାସ୍ତା ନାହିଁ, ପାଣି ନାହିଁ,ନେଟୱର୍କ ନାହିଁ ମନ୍ତ୍ରୀଙ୍କ ସାମ୍ନାରେ ସତ ବଖାଣିଲା କୁନି ଝିଅ @dmkoraput @rajaaswain
51
82
588
@MousumiMohanty2
Mousumi Mohanty
3 years
ବିଶ୍ୱସ୍ତରୀୟ ରାଜଧାନୀରେ ପରିଣତ କରିବା କଥା ପରେ ଚିନ୍ତା କରିବ ପ୍ରଥମେ ଜଳବନ୍ଦୀ ସମସ୍ୟା ଓ ମୁକୁଳା ଡ୍ରେନରେ ସ୍ଲାବ ପକେଇବା ଚିନ୍ତା କର @bmcbbsr
34
32
578
@MousumiMohanty2
Mousumi Mohanty
4 months
ରାଜନୀତିରୁ ସନ୍ୟାସ ନେଲେ ଓ ଓଡିଶା ବାସୀଙ୍କୁ କ୍ଷମା ମାଗିଲେ ପାଣ୍ଡିୟାନ.... #BreakingNews
68
58
594
@MousumiMohanty2
Mousumi Mohanty
2 years
ପରୀକ୍ଷା ଏମାନେ ସବୁ ଟପର ହେବେ!!!! ମାଟ୍ରିକ ପରୀକ୍ଷା ସରିବା ପରେ ଡିଜେ ବଜାଇ ପିଲାଙ୍କ ବଲମ ପିତା ପିତା ଦେ ନାଚ😜😜 ଭିଡିଓ ସୋସିଆଲ ମିଡ଼ିଆରୁ ସଂଗୃହିତ
99
29
580
@MousumiMohanty2
Mousumi Mohanty
2 years
-ବାରବାଟୀର କ୍ରିକେଟ ମ୍ୟାଚ ଟିକେଟ ଭିଆଇପିଙ୍କ ଅକ୍ତିଆରରେ -ସାଧାରଣ ଲୋକଙ୍କ ପାଇଁ ଏଠି ଟିକେଟ ନାହିଁ -ସେମାନେ ରାତି ଅଧରୁ ଧାଡ଼ିରେ ଠିଆ ହେଇ ଭୋକ ଉପାସରେ ଝାଳ ଭୁଆଇ ଠେଲା ଖାଇ ନିରାଶ -କିନ୍ତୁ ଏଠି ନେତା ମନ୍ତ୍ରୀଙ୍କ ପାଖରେ ପୁଳା ପୁଳା ପାସ #Cricket
96
47
571
@MousumiMohanty2
Mousumi Mohanty
2 years
ହେତ���ବାଦୀ କେତୁବାଦୀ ବାଢ଼ିଆ ପିଟା ହେଲେଣି ଗଣମାଧ୍ୟମ ବିତର୍କରୁ ଏବେ ମଟନ,ଚିକେନ୍ କୁ ନେଇ ଲାଠି ଚାର୍ଜ, ଢେଲା ମାଡ଼ ହେଲାଣି.. ହେତୁ-କେତୁବାଦୀ ଉଭୟ ପକ୍ଷ ଚର୍ଚ୍ଚିତ ହେବାକୁ ଲୋଭୀ କାମ ଧନ୍ଦା ନାହିଁ ତେଣୁ ରାସ୍ତାରେ ଖାଇ ଦେଖେଇ ହେଇ ବିବାଦୀୟ ହେଇ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ କରୁଛନ୍ତି କିଛି ବ୍ୟକ୍ତି ଲଜ୍ୟା ନାହିଁ ଏଗୁଡାଙ୍କୁ😊
135
17
575
@MousumiMohanty2
Mousumi Mohanty
3 years
#Ilovemyindia 🇮🇳❤️🇮🇳❤️🇮🇳❤️
Tweet media one
21
5
566
@MousumiMohanty2
Mousumi Mohanty
3 years
ଜଗତପୁରରେ ବି ଏତେ ନକଲି କମ୍ପାନୀ ନାହିଁ ଯେତେ ନକଲି ସାମ୍ବାଦିକ ଭୁବନେଶ୍ୱରରେ ଘିରି ଘିରି ହେଇ ଘୁରି ବୁଲୁଛନ୍ତି 🤦
63
13
568
@MousumiMohanty2
Mousumi Mohanty
3 years
I am Back💃
122
25
563
@MousumiMohanty2
Mousumi Mohanty
3 years
୧୪ବର୍ଷ ପୂର୍ବରୁ କଲେଜ ପଢ଼ା ସମୟରେ ଏଇ ଜାଗାରେ ୬ଟଙ୍କାରେ କାଳିଆ ଦହିବରା ଖାଉଥିଲୁ, ଆଉ ଆଜି ଦହିବରା ପ୍ଲେଟ ୩୦ଟଙ୍କାରେ ପହଞ୍ଚିଛି ସ୍ୱାଦ କିନ୍ତୁ ସମାନ ଅଛି ହେଲେ କାଳିଆ ମଉସାଙ୍କ ଜାଗାରେ ତାଙ୍କ ପୁଅ ବିକୁଛି #memorylane
Tweet media one
42
16
562
@MousumiMohanty2
Mousumi Mohanty
2 years
🤔🤔🤔
Tweet media one
104
21
561
@MousumiMohanty2
Mousumi Mohanty
1 year
Any Guess??? ମା ମାନେ କଣ ସବୁ କହୁଥିବେ !!!
Tweet media one
94
12
565
@MousumiMohanty2
Mousumi Mohanty
2 years
ମିଳିଗଲେ ଟୁଙ୍ଗୁରୁ ଭୋଳ କହିଲେ ବର୍ଷା ଆଉ ମୋ ଭିତରେ ଆପୋଷ ବୁଝାମଣା ହେଇସାରିଛି ସେ ମୋ ମା ପରି... ଆଉ ଆମ ଭିତରେ ସଂପର୍କ ନାହିଁ ମୋ ମୋବାଇଲ ଭାଙ୍ଗିଦେଇଥିବାରୁ ମତେ ନୂଆ ମୋବାଇଲ କିଣିକି ଦେଲେ
Tweet media one
110
39
557
@MousumiMohanty2
Mousumi Mohanty
2 years
ସଂଘର୍ଷ କରିକି ବି ବଞ୍ଚିପାରିଲା ନାହିଁ ଚାଲିଗଲା ବାଛୁରୀର ଜୀବନ... ଏବେ ବି ମା,ଛୁଆର ଶବ ପଛରେ ଧାଉଁଛି ମଣିଷ ଗାଡି ବାଡେଇ ଚାଲିଗଲା..ମା ପାଖରୁ ଛୁଆ ସବୁଦିନ ପାଇଁ ଚାଲିଗଲା.... ରାସ୍ତାରେ ଗାଡ଼ି ଚଲେଇବା ବେଳେ ସତର୍କ ରୁହନ୍ତୁ,ଜୀବଜନ୍ତୁଙ୍କ ର ଜୀବନର ମୂଲ୍ୟ ବି ଅଛି...
49
59
568
@MousumiMohanty2
Mousumi Mohanty
4 years
ନେତା, ମନ୍ତ୍ରୀ,ସାଂସଦ, ବିଧାୟକ ସେମାନେ ସବୁ ନିୟମ ଭାଙ୍ଗିପାରିବେ !!!! ପବନ କରି ଓଢଣୀ ଉଡେଇବେ....💃💃 ତାଙ୍କ ପାଇଁ କେବଳ ଚିଠି💌💌 ଲେଖାହେବ ଆଉ ଦହିବରା ଵାଲା ,ଚା ଵାଲା ,ପରିବା ଦୋକାନୀ ,ସାଧାରଣ ଜନତା ୟାଙ୍କ ପଛରେ ପଡି ଗୋଡେଇ ଗୋଡେଇ ଫାଇନ କାଟିବ ..... ତମ ପାରିବାପଣିଆକୁ ନମସ୍କାର 🙏🙏🙏
64
34
558
@MousumiMohanty2
Mousumi Mohanty
3 years
ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମଠ ଖାଦ୍ୟ ଖାଇକି ଆତ୍ମା ଶାନ୍ତି ହେଇଗଲା😋 #DebasnanaPurnima ଜୟ ଜଗନ୍ନାଥ🙏
Tweet media one
28
9
560
@MousumiMohanty2
Mousumi Mohanty
2 years
ପ୍ରକୃତରେ ଏଇ ମାନେ ହିଁ ଷ୍ଟାର
Tweet media one
35
29
561
@MousumiMohanty2
Mousumi Mohanty
2 years
ରାଜ୍ୟ ଗରିବ ହେଇଥାଇପାରେ!! କିନ୍ତୁ ଆମ ନେତା ନୁହଁନ୍ତି... ଆମ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମହାରାଷ୍ଟ୍ରରେ ଶନି ଦେବଙ୍କୁ ଏକ କୋଟିର ସୁନା କଳସ ଦାନ କଲେ ଆଶା ରାଜନୈତିକ ଗ୍ରହଚାଳନାରେ ଶନି ଏବେ ଖୁସିରେ ରହିବେ..... 🙄🙄🙄
Tweet media one
Tweet media two
70
50
560
@MousumiMohanty2
Mousumi Mohanty
2 years
🤔
Tweet media one
85
17
553
@MousumiMohanty2
Mousumi Mohanty
3 years
-ମାଟ୍ରିକ ଫଳରେ ଅସନ୍ତୁଷ୍ଟ ପିଲା ଚାହିଁଲେ ଆଉ ଥରେ ଅଫଲାଇନ ରେ ପରୀକ୍ଷା ଦେଇପାରିବେ -ଫର୍ମ ଫିଲଅପ ପାଇଁ ୧୦ଦିନ ସମୟ ଦିଆଯିବ -ଯେଉଁମାନେ ଅଫଲାଇନରେ ପରୀକ୍ଷା ଦେବେ ସେହି ମାର୍କ ହେବ ଫାଇନାଲ୍ -ଦେଖାଯାଉ ,ଯେଉଁ ପିଲା କାଲି ଛାତି ପିଟି ଆନ୍ଦୋଳନ କରୁଥିଲେ ତା ଭିତରୁ କେତେ ଜଣ ଆଉ ଥରେ ପରୀକ୍ଷା ଦେବେ !!!! #MatricResult
53
27
552
@MousumiMohanty2
Mousumi Mohanty
4 years
#PagdiTwitter Girls Never Miss Any Trend😜
Tweet media one
36
8
540
@MousumiMohanty2
Mousumi Mohanty
4 years
Thank You So Much Team #ରେବତୀ 🙏
Tweet media one
Tweet media two
52
8
546
@MousumiMohanty2
Mousumi Mohanty
3 years
ସଟ ଡାଉନ ରେ ସୁର ଭାଇ ବୁଲେଟରେ😃😃
Tweet media one
38
11
538
@MousumiMohanty2
Mousumi Mohanty
3 years
ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଗତକାଲି ଜନ୍ମ ହୋଇଛି ବିରଳ ଛୁଆ । ଛୁଆଟି ଝିଅ ରୂପରେ ଜନ୍ମ ନେଇଛି । ଏହି ଭଳି ଜନ୍ମିତ ଛୁଆ କୁ ମେଡିକାଲ ଶବ୍ଦରେ ହାର୍ଲିକୁଇନ୍ ଇକଥୋଷିସ ବୋଲି କୁହା ଯାଉଛି
Tweet media one
130
54
545
@MousumiMohanty2
Mousumi Mohanty
2 years
ନବୀନ-ରଣବୀର ଭେଟଘାଟ
15
38
540