Dr. Mukesh Mahaling Profile Banner
Dr. Mukesh Mahaling Profile
Dr. Mukesh Mahaling

@MahalingMukesh

12,050
Followers
203
Following
5,658
Media
14,621
Statuses

Cabinet Minister of Health & Family Welfare, Parliamentary Affairs,Electronics & IT, Govt of Odisha. MLA Loisingha. Former Env. Scientist, Govt of Odisha.

Nagaon(B) Loisingha, Balangir
Joined August 2017
Don't wanna be here? Send us removal request.
@MahalingMukesh
Dr. Mukesh Mahaling
2 years
ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଓ ଚାକିରୀରେ ପ୍ରବେଶର ବୟସ ସୀମା ବୃଦ୍ଧି କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲି।
739
2K
2K
@MahalingMukesh
Dr. Mukesh Mahaling
2 months
ଓଡ଼ିଶା ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ର ମନ୍ତ୍ରୀ ଭାବେ ମୋତେ ଦାୟିତ୍ଵ ଦେଇଥିବାରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଜୀ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ
Tweet media one
196
64
2K
@MahalingMukesh
Dr. Mukesh Mahaling
23 days
ଯେଉଁମାନେ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କରୁଥିଲେ ଆଜି ହାତରୁ କ୍ଷମତା ଯିବାପରେ ସେମାନେ ଅସହିଷ୍ଣୁ ହୋଇପଡ଼ିଛନ୍ତି।
196
105
1K
@MahalingMukesh
Dr. Mukesh Mahaling
17 days
ବରିଷ୍ଠ ବିଜେପି ନେତା ତଥା ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ @sureshkpujari ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ମାଁ ସମଲେଶ୍ଵରୀ ଙ୍କ ନିକଟରେ ଆପଣଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି।
Tweet media one
219
35
918
@MahalingMukesh
Dr. Mukesh Mahaling
2 months
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଜୀ ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ..
Tweet media one
17
27
818
@MahalingMukesh
Dr. Mukesh Mahaling
2 months
ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଜି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଡାକ୍ତରଖାନା ର ପରିଚାଳନା ବ୍ୟବସ୍ଥା ତଦାରଖ କଲି। ସର୍ଜରୀ ୱାର୍ଡ ପରିଦର୍ଶନ କରି ରୋଗୀ ମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝି ସେମାନଙ୍କ ଆରୋଗ୍ୟ କାମନା କଲି। କିଛି ଅସାମାଜିକ ଗୋଷ୍ଠୀ ଦ୍ଵାରା ଆକ୍ରମଣର ଶିକାର
Tweet media one
Tweet media two
Tweet media three
Tweet media four
73
30
810
@MahalingMukesh
Dr. Mukesh Mahaling
2 months
ଭୁବନେଶ୍ୱର AIIMS ପରିସରରେ ରୋଗୀ ଏବଂ ତାଙ୍କ ସହଯୋଗୀ ମାନଙ୍କ ରହିବା ନିମନ୍ତେ ୫୦୪ ଶଯ୍ୟା ବିଶିଷ୍ଟ ଏକ ଧର୍ମଶାଳାର ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି
Tweet media one
Tweet media two
Tweet media three
Tweet media four
83
44
805
@MahalingMukesh
Dr. Mukesh Mahaling
2 months
ସମ୍ବଲପୁର, ରାୟଗଡ଼ା ଓ ଅନୁଗୁଳ ଜିଲ୍ଲାରେ ବ୍ୟାପୁଥିବା ଜଣ୍ଡିସ, ଡିପଥେରିଆ ଓ ଜାପାନିଜ୍ ଏନ୍ସେଫାଲାଇଟିସ ରୋଗର ସ୍ଥିତି ସମ୍ପର୍କରେ ସେହି ଜିଲ୍ଲା ଗୁଡିକର ଜିଲ୍ଲାପାଳ ଓ ସ୍ଵାସ୍ଥ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କଲି। ରୋଗ ଗୁଡ଼ିକୁ ବ୍ୟାପିବାରୁ ରୋକିବା ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ।ଏଥିସହିତ ବିଶୁଦ୍ଧ ପାନୀୟଜଳ
Tweet media one
Tweet media two
Tweet media three
Tweet media four
33
33
660
@MahalingMukesh
Dr. Mukesh Mahaling
2 months
ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ଆମ ସରକାର୍ ର ପ୍ରମୁଖ ଲକ୍ଷ୍ୟ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ @NityanandaBJP
104
61
619
@MahalingMukesh
Dr. Mukesh Mahaling
7 days
ସୁସ୍ଥ ରହିବା ନିମନ୍ତେ ଯେଉଁଠି ଥିଲେ ମଧ୍ୟ ପ୍ରତିଦିନ ନିଜ ଶରୀର ପାଇଁ କିଛି ସମୟ ବାହାର କରିବା ନିତାନ୍ତ ଆବଶ୍ୟକ। #FitnessMotivation #MorningMotivation #PositiveVibes #HealthyHabits
68
28
722
@MahalingMukesh
Dr. Mukesh Mahaling
26 days
ନିଜର ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ଦୈନନ୍ଦିନ ବ୍ୟାୟାମ କରିବା ଉଚିତ୍। ନିୟମିତ ବ୍ୟାୟାମ ଦ୍ଵାରା ଉଭୟ ଶରୀର ଓ ମନ ସୁସ୍ଥ ରହିଥାଏ। ପ୍ରାତଃ ଭ୍ରମଣ....📍ଗାନ୍ଧୀ ପାର୍କ, ଶ୍ରୀକ୍ଷେତ୍ର ପୁରୀ #morningmotivation #jogging
48
21
609
@MahalingMukesh
Dr. Mukesh Mahaling
16 days
ଓଡ଼ିଶାର ବରପୁତ୍ର ମାନେ ହେଉଛନ୍ତି ଓଡ଼ିଆ ଅସ୍ମିତା ର ପ୍ରତୀକ। ସେମାନଙ୍କୁ ଉଚିତ୍ ସମ୍ମାନ ଦେବା ହେଉଛି ସରକାର ଙ୍କ କର୍ତ୍ତବ୍ୟ। ତେଣୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଘେଁସ୍ ଜମିଦାର୍ ସହିଦ ମାଧୋ ସିଂ ଙ୍କ ସ୍ମୃତିରେ ସରକାର୍ ଆରମ୍ଭ କରିଛନ୍ତି ମାଧୋ ସିଂ ହାତଖର୍ଚ୍ଚ ଯୋଜନା। ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପଆଉଟ୍ ହାର କମାଇବରେ
48
38
566
@MahalingMukesh
Dr. Mukesh Mahaling
2 months
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ହରିୟାଣା ରାଜ୍ୟ ପ୍ରଭାରୀ ଦାୟିତ୍ୱ ପାଇଥିବା ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ @dpradhanbjp ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
Tweet media one
17
13
517
@MahalingMukesh
Dr. Mukesh Mahaling
2 months
ଆଜି ରାଜ୍ୟର ବିଭିନ୍ନ କର୍ପୋରେଟ ହସ୍ପିଟାଲ୍ ମାନଙ୍କ ସମୀକ୍ଷା ବୈଠକ ଡକାଇ ସେମାନଙ୍କ ପାଖରେ ଉପଲବ୍ଧ ଥିବା ଆଇସିୟୁ ବେଡ୍, ଆଧୁନିକ ଚିକିତ୍ସା ଉପକରଣ, ବିଶେଷଜ୍ଞ ଡାକ୍ତର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା ସୁବିଧା ବିଷୟରେ ବିସ୍ତୃତ ଆଲୋଚନା କଲି। ରୋଗୀ ମାନଙ୍କୁ ଅଯଥା ହଇରାଣ ନକରି ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା, BSKY କାର୍ଡଧାରୀ ଙ୍କୁ
Tweet media one
Tweet media two
Tweet media three
Tweet media four
61
32
499
@MahalingMukesh
Dr. Mukesh Mahaling
21 days
ଦୀର୍ଘ ଦିନର ଅପେକ୍ଷା ପରେ ସ୍ବାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟରତ ନର୍ସିଂ ଅଫିସର ମାନଙ୍କ ଚାକିରି ନିୟମିତ ହୋଇଛି। ଆଜି ଧନ୍ୟବାଦ୍ ଜଣାଇବା ପାଇଁ ଆସିଥିବା ନର୍ସିଂ ଅଫିସର ମାନଙ୍କ ସହ ସାକ୍ଷାତ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଲି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସେମାନେ ନିଃସ୍ୱାର୍ଥପର ସେବା ଯୋଗାଇବ ବୋଲି ମୋର ଆଶା ଓ ବିଶ୍ବାସ।
Tweet media one
Tweet media two
44
33
492
@MahalingMukesh
Dr. Mukesh Mahaling
2 months
ମାନ୍ୟବର ସମ୍ବଲପୁର ବିଧାୟକ ଜୟ ଦାଦା ଆର୍ ମୁଇଁ ଆଜି ବୁର୍ଲା ଠାନେ ଲୁକର୍ ସାଙ୍ଗେ ପକୁଡ଼ି ଖାଏବାର୍ ମଜା ନେଲୁଁ।
Tweet media one
Tweet media two
Tweet media three
Tweet media four
26
13
468
@MahalingMukesh
Dr. Mukesh Mahaling
2 months
ବିଜେପି ବିଧାୟକ ଦଳର ନେତା ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ଶ୍ରୀ @mohanmajhi_BJP ଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆପଣଙ୍କ ନେତୃତ୍ୱରେ ଓଡ଼ିଶାର ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହେବ।
Tweet media one
28
18
452
@MahalingMukesh
Dr. Mukesh Mahaling
2 months
ଆଜି DRDA, ବଲାଙ୍ଗୀର ଠାରେ ବଲାଙ୍ଗୀର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ର ସମୀକ୍ଷା ବୈଠକ ଡକାଇ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହ ରୋଗୀ ମାନଙ୍କୁ ଉତ୍ତମ ସେବା ଓ ବ୍ୟବହାର ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଲି। @HFWOdisha
Tweet media one
Tweet media two
Tweet media three
Tweet media four
26
18
438
@MahalingMukesh
Dr. Mukesh Mahaling
22 days
ଗରିବ କଲ୍ୟାଣ, ପର୍ଯ୍ୟଟନର ବିକାଶ, ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା, ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା, ସ୍ବାସ୍ଥ୍ୟସେବା ରେ ସୁଧାର ପାଇଁ ସବୁ ଜିଲ୍ଲାରେ ମେଡ଼ିକାଲ୍ କଲେଜ ଖୋଲି ୩୦୦୦ ଡାକ୍ତର ପଦବୀ ସୃଷ୍ଟି କରିବା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାର କାର୍ଯ୍ୟରତ।
55
41
432
@MahalingMukesh
Dr. Mukesh Mahaling
2 months
ଓଡିଶାର ପୂର୍ବତନ ରାଜ୍ୟପାଳ ଶ୍ରୀ ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ | ତାଙ୍କର ଆମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି🙏
Tweet media one
48
15
412
@MahalingMukesh
Dr. Mukesh Mahaling
2 months
ଓଡ଼ିଶାର ବରପୁତ୍ର ଆମ ସମସ୍ତଙ୍କ ଗର୍ବ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ @dpradhanbjp ଜୀ ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।ମାଁ ସମଲେଶ୍ଵରୀଙ୍କ ନିକଟରେ ଆପଣଙ୍କ ସୁଖ, ସମୃଦ୍ଧି ଏବଂ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।
Tweet media one
42
27
407
@MahalingMukesh
Dr. Mukesh Mahaling
3 months
. @pranabpdas ବାବୁ, ଓଡ଼ିଶାର ସଂସ୍କୃତି ପରମ୍ପରା ଉଚ୍ଚକୋଟୀର ବୋଲି ଆମେ କହିଆସିଛୁ । ଓଡ଼ିଆ ଅସ୍ମିତା ଆଜି ସଙ୍କଟରେ ବୋଲି ଓଡ଼ିଶାବାସୀ ହୃଦୟଙ୍ଗମ କଲେଣି । ଓଡ଼ିଆ ଅସ୍ମିତାକୁ ଧ୍ୱଂସ କରିଦେବାରେ ନେତୃତ୍ୱ ଆପଣଙ୍କ ଗୁମାସ୍ତା ନେଇଛନ୍ତି । ବ୍ରହ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ଏଠି ବିଜେପି ଚୋରଙ୍କୁ ଟିକେଟ୍ ଦେଉଛି,
66
229
392
@MahalingMukesh
Dr. Mukesh Mahaling
2 years
ରାଜ୍ୟରେ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସ୍କୁଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ Special Educators ନିଯୁକ୍ତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ବିଭାଗ ସଚିବ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବଙ୍କୁ ଚିଠି ଲେଖି ଜଣାଇଲି।
Tweet media one
Tweet media two
129
425
378
@MahalingMukesh
Dr. Mukesh Mahaling
2 months
ଆମ ସଙ୍କଳ୍ପପତ୍ରରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୁରଣ କରାଯିବ। ମାନ୍ୟବର @CMO_Odisha ଶ୍ରୀ @MohanMOdisha
Tweet media one
Tweet media two
Tweet media three
Tweet media four
29
32
359
@MahalingMukesh
Dr. Mukesh Mahaling
2 months
କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବାପରେ ଆଜି ପ୍ରଥମ ଥର ପାଇଁ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ସମୟରେ ନିଜ ନିର୍ବାଚନ ମଣ୍ଡଳୀରେ ପାଦ ରଖୁ ରଖୁ ବଇଁରାସର ଠାରେ ଅଞ୍ଚଳବାସୀଙ୍କ ଦ୍ଵାରା କରାଯାଇଥିବା ଭବ୍ୟ ସ୍ଵାଗତ ପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଜଣାଉଛି। ମୋ ଉପରେ ନ୍ୟସ୍ତ ଗୁରୁଦାୟିତ୍ଵ କୁ ସୂଚାରୁ ରୂପେ ତୁଲାଇବା ପାଇଁ ସମସ୍ତଙ୍କ
Tweet media one
Tweet media two
Tweet media three
Tweet media four
24
26
363
@MahalingMukesh
Dr. Mukesh Mahaling
20 days
ଗତକାଲି ବିଧାନସଭା ପ୍ରଶ୍ନକାଳରେ ଲୋୟର ସୁକତେଲ ପ୍ରକଳ୍ପ ସମ୍ପର୍କରେ ହୋଇଥିବା ପ୍ରଶ୍ନୋତ୍ତର... @ArgusNews_in ର ଉପସ୍ଥାପନା
23
36
365
@MahalingMukesh
Dr. Mukesh Mahaling
2 months
ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀ ଙ୍କୁ ଜନ୍ମ ଦିନର ଅନେକ ଅନେକ ଅଭିନନ୍ଦନ। ଆପଣଙ୍କ ନେତୃତ୍ୱ ଓ ଦେଶ ପାଇଁ ଉତ୍ସର୍ଗୀକୃତ ଜୀବନ ଆମ ସମସ୍ତଙ୍କୁ ପ୍ରେରଣା ଦିଏ। ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ନିରାମୟ ଜୀବନ ପାଇଁ ମାଁ ସମଲେଶ୍ଵରୀ ଙ୍କ ନିକଟରେ ପ୍ରାର୍ଥନା କରୁଅଛି। @rashtrapatibhvn
Tweet media one
20
18
356
@MahalingMukesh
Dr. Mukesh Mahaling
2 months
ଗତକାଲି ଓଡ଼ିଶାର ସପ୍ତଦଶ ବିଧାନସଭା ର ସଦସ୍ୟ ଭାବେ ଶପଥ ଗ୍ରହଣ କଲି । #OathCeremony #17thLegislativeAssembly
37
20
349
@MahalingMukesh
Dr. Mukesh Mahaling
1 month
ପୁରୀ ରେ ଗତକାଲି ମୃତ୍ୟବରଣ କରିଥିବା ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଳକର ଲଳିତ ବଗର୍ତ୍ତୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଲି। ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଅଛି।
16
14
336
@MahalingMukesh
Dr. Mukesh Mahaling
21 days
ଓଡ଼ିଶାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଚଳିତ ବଜେଟ୍ ରେ ୨୧,୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହା ରାଜ୍ୟର ସମୁଦାୟ ବଜେଟ୍ ର ୮% ଅଟେ ଓ ଗତବର୍ଷର ବଜେଟ ତୁଳନାରେ ୩୨% ଅଧିକ ଅଟେ। ସେହିପରି ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ୩୫,୫୬୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯାହା ରାଜ୍ୟର ସମୁଦାୟ ବଜେଟ ର
Tweet media one
36
33
338
@MahalingMukesh
Dr. Mukesh Mahaling
2 months
୧୬/୦୬/୨୦୨୪ (ରବିବାର) ବଲାଙ୍ଗୀର ଗସ୍ତ କାର୍ଯ୍ୟସୂଚୀ...
Tweet media one
6
10
324
@MahalingMukesh
Dr. Mukesh Mahaling
2 months
ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶା ( @nhmodisha ) ର ସମୀକ୍ଷା ବୈଠକ ରେ ଯୋଗଦେଇ ଏହାର କାର୍ଯ୍ୟକାରିତା ଓ ବିଭିନ୍ନ ଯୋଜନା ବିଷୟରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କଲି । ଏହି ବୈଠକରେ ରାଜ୍ୟର ପ୍ରମୁଖ ମେଡିକାଲ୍ କଲେଜ୍ ଗୁଡ଼ିକରେ ବାୟୋମେଡିକାଲ୍ ଇଂଜିନିୟରିଂ ବିଭାଗ ଖୋଲାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି।
Tweet media one
Tweet media two
Tweet media three
Tweet media four
35
28
305
@MahalingMukesh
Dr. Mukesh Mahaling
2 months
ରୋଗୀସେବା ପାଇଁ ନିଜ ଜୀବନକୁ ସମର୍ପିତ କରିଥିବା ସମସ୍ତ ଡାକ୍ତର ବନ୍ଧୁ ମାନଙ୍କୁ ଆଜି #NationalDoctorsDay ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆମ ସମସ୍ତଙ୍କ ଜୀବନର ସୁରକ୍ଷା ପାଇଁ ଆପଣ ମାନଙ୍କ ନିଷ୍ଠା, ଉତ୍ସର୍ଗୀକୃତ ସେବା ଓ ଅସୀମ ତ୍ୟାଗ ପାଇଁ ଆପଣ ମାନଙ୍କୁ ସଲାମ୍ । #HealingHandsCaringHearts
Tweet media one
15
25
308
@MahalingMukesh
Dr. Mukesh Mahaling
2 months
ବଲାଙ୍ଗୀର ର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରି ଙ୍କ ଦର୍ଶନ କରି ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କଲି।
Tweet media one
Tweet media two
Tweet media three
Tweet media four
7
16
308
@MahalingMukesh
Dr. Mukesh Mahaling
1 month
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ମାନ୍ୟବର ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଜୀ ଙ୍କ ଉପସ୍ଥିତିରେ, ମାନ୍ୟବର ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଙ୍କ ସହ ଜନସାଧାରଣଙ୍କ ଅଭିଯୋଗ ଶୁଣିଲୁ।
31
12
307
@MahalingMukesh
Dr. Mukesh Mahaling
2 months
ଏହି ବିଜୟ ମୋର ନୁହେଁ ଏହା ଆପଣ ମାନଙ୍କର ବିଜୟ ,ଲୋଇସିଂହା ନିର୍ବାଚନ ମଣ୍ଡଳୀର ଜନତା ଙ୍କ ବିଜୟ। ଆଜି ଏହି ବିରାଟ ବିଜୟ ପାଇଁ ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ଆବାଳ ବୃଦ୍ଧ ବନିତା ତଥା ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। #electionresults
Tweet media one
68
24
304
@MahalingMukesh
Dr. Mukesh Mahaling
2 months
ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ CSC SPV ଦ୍ୱାରା ବ୍ୟାଙ୍କ୍ ଅଫ ଇଣ୍ଡିଆ ର ରାଜ୍ୟସ୍ତରୀୟ CSC ,VLE କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି।
Tweet media one
Tweet media two
Tweet media three
Tweet media four
4
14
292
@MahalingMukesh
Dr. Mukesh Mahaling
7 days
ଆଜି ଦିଲ୍ଲୀ ଠାରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ @dpradhanbjp ଜୀ ଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ ଅବସରରେ..
Tweet media one
Tweet media two
24
14
357
@MahalingMukesh
Dr. Mukesh Mahaling
2 months
ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ଶ୍ରୀମତୀ @Pravatipridabjp ଜୀ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
Tweet media one
11
8
279
@MahalingMukesh
Dr. Mukesh Mahaling
28 days
ମାନ୍ୟବର କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା! ମାଁ ସମଲେଶ୍ଵରୀ ଙ୍କ ନିକଟରେ ଆପଣଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି।
Tweet media one
11
11
280
@MahalingMukesh
Dr. Mukesh Mahaling
1 month
ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବିଧିବଦ୍ଧ ଭାବେ ଲୋକସେବା ଭବନରେ ପ୍ରବେଶ କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ତାଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଲି।
9
14
267
@MahalingMukesh
Dr. Mukesh Mahaling
3 years
ସରକାରୀ ଚାକିରୀ ପାଇଁ ବୟସ ସୀମା 32 ବର୍ଷରୁ 42 ବର୍ଷ କୁ ବୃଦ୍ଧି କରିବାପାଇଁ ପ୍ରସ୍ତାବ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ |
Tweet media one
37
67
262
@MahalingMukesh
Dr. Mukesh Mahaling
2 months
କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବାପରେ ଆଜି ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ କୁ ଆସିଥିବା ଯୋଗୁଁ ଏହାର ସ୍ମୃତି ସ୍ୱରୂପ ବଇଁରାସର ଠାରେ ଏକ ବୃକ୍ଷରୋପଣ କଲି।
Tweet media one
Tweet media two
Tweet media three
Tweet media four
19
11
259
@MahalingMukesh
Dr. Mukesh Mahaling
3 months
ମୋ ଝିଅ ର ପ୍ରଥମ ଭୋଟ ଯୁବପିଢ଼ି ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ #PehlaVoteModiKo #OdishareHebaBJPSarkar #Loisingha #BJP #MukeshMahaling
Tweet media one
7
9
246
@MahalingMukesh
Dr. Mukesh Mahaling
1 month
ରୁଷିଆର ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକ ହାସଲ କରି ପୁଣିଥରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ସୁପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ @sudarsansand ଙ୍କୁ ଅନେକ ଅନେକ ଶୁଭେଚ୍ଛା।
Tweet media one
8
8
244
@MahalingMukesh
Dr. Mukesh Mahaling
2 months
ଜୟ ଜଗନ୍ନା�� 🙏 ଆଜିଠୁ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଜଗନ୍ନାଥ ଙ୍କ ଚାରିଦ୍ୱାର ଖୋଲା | #JayJagannath
Tweet media one
Tweet media two
Tweet media three
Tweet media four
19
10
238
@MahalingMukesh
Dr. Mukesh Mahaling
2 months
ଓଡ଼ିଶାର ଗଣ ପର୍ବ " ରଜ " ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।
Tweet media one
20
16
238
@MahalingMukesh
Dr. Mukesh Mahaling
2 months
ବଲାଙ୍ଗୀର ର ଅଧିଷ୍ଠାତ୍ରୀ ��େବୀ ମାଁ ସମଲେଶ୍ୱରି ଙ୍କ ସଂନ୍ଧ୍ୟା ଆଳତି ରେ ସାମିଲ ହେବାର ସୌଭାଗ୍ୟ ଅର୍ଜନ କଲି।
12
18
235
@MahalingMukesh
Dr. Mukesh Mahaling
2 months
ରୁଗୁଡ଼ିଖାଲ୍ ଛକ ରେ ଜନସାଧାରଣଙ୍କ ସହ " ଚାଏ ପେ ଚର୍ଚ୍ଚା "
Tweet media one
Tweet media two
Tweet media three
Tweet media four
12
13
234
@MahalingMukesh
Dr. Mukesh Mahaling
2 months
କଥା ଦେଇଥିଲୁ କଥା ରଖିଲୁ ରାଜ୍ୟରେ ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ ପ୍ରଥମ କ୍ୟାବିନେଟ୍ ବୈଠକ ରେ ନିଷ୍ପତ୍ତି ନିଆଗଲା। #subhadrayojana
22
16
228
@MahalingMukesh
Dr. Mukesh Mahaling
19 days
ପୂର୍ବତନ ରେଙ୍ଗାଲି ବିଧାୟକ ତଥା @BJP4Odisha ର ଉପ-ସଭାପତି, ମୋର ବନ୍ଧୁ ଶ୍ରୀ @NauriNayak ଙ୍କୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା। ମାଁ ସମଲେଶ୍ଵରୀ ଙ୍କ ନିକଟରେ ଆପଣଙ୍କ ସୁଖ ସମୃଦ୍ଧି ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି।
Tweet media one
19
5
230
@MahalingMukesh
Dr. Mukesh Mahaling
2 months
ଆଜି ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ @IPR_Odisha ଦ୍ଵାରା ଆୟୋଜିତ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଲି। ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବାଚସ୍ପତି ଶ୍ରୀମତୀ @suramapadhybjp ଜୀ ମୁଖ୍ୟ ଅତିଥି ଏବଂ ଅନ୍ୟତମ ଅତିଥି ଭାବରେ ମାନ୍ୟବର ଶିକ୍ଷା ମନ୍ତ୍ରୀ
Tweet media one
Tweet media two
Tweet media three
Tweet media four
18
9
224
@MahalingMukesh
Dr. Mukesh Mahaling
2 months
ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପତଞ୍ଜଳି ଯୋଗ ପରିବାର, ବଲାଙ୍ଗୀର ଦ୍ଵାରା ସରକାରୀ ଆଇ.ଟି.ଆଇ ପଡ଼ିଆରେ ଆୟୋଜିତ ଯୋଗ ଶିବିରରେ ସାମିଲ ହୋଇ ଯୋଗାଭ୍ୟାସ କଲି। ଏହି ଶିବିରରେ C.R.P.F ଯବାନ, ବଲାଙ୍ଗୀର ଆଇ.ଟି.ଆଇ ର ଛାତ୍ର ଛାତ୍ରୀ ଓ ଅନେକ ଅନୁଷ୍ଠାନ ସାମିଲ ହୋଇଥିଲେ। #InternationalDayOfYoga #InternationalYogaDay2024
Tweet media one
Tweet media two
Tweet media three
Tweet media four
10
7
217
@MahalingMukesh
Dr. Mukesh Mahaling
2 months
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ 'ନବକୃଷ୍ଣ ଚୌଧୁରୀ' ଜୀ ଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଆଜି ଓଡ଼ିଶା ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲୁ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ @PravatiPOdisha ଏବଂ
Tweet media one
Tweet media two
Tweet media three
Tweet media four
14
7
217
@MahalingMukesh
Dr. Mukesh Mahaling
15 days
ଅଗ୍ନିବୀର ଯୋଜନାରେ ପ୍ରଶିକ୍ଷିତ ଓଡ଼ିଶାର ଯୁବକ/ଯୁବତୀ ମାନଙ୍କୁ ଓଡ଼ିଶାର ୟୁନିଫର୍ମ ସେବା କ୍ଷେତ୍ରରେ ୧୦% ସଂରକ୍ଷଣ ଦିଆଯିବା ସହ ସେମାନଙ୍କ ପାଇଁ ଚାକିରୀରେ ଆବେଦନ କରିବାର ବୟସସୀମାରେ ୫ ବର୍ଷ କୋହଳ କରାଯିବ।
15
13
214
@MahalingMukesh
Dr. Mukesh Mahaling
2 months
ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସଙ୍ଗ ଗାଁ ରେ ମାଁ କୁସଙ୍ଗେଇ ଦେବୀଙ୍କ ଦର୍ଶନ କରି ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କଲି।
Tweet media one
Tweet media two
Tweet media three
Tweet media four
10
6
214
@MahalingMukesh
Dr. Mukesh Mahaling
2 months
ଲୋଇସିଂହା ବାର୍ ଆସୋସିଏସନ୍ ତରଫରୁ ମୋତେ ସମ୍ବର୍ଦ୍ଧିତ କରିଥିବାରୁ ବାର୍ ଆସୋସିଏସନ୍ ର ସଭାପତି, ସମ୍ପାଦକ ଓ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଉଛି। ଆପଣମାନଙ୍କ ଆତିଥ୍ୟ ଏବଂ ସମର୍ଥନ ମୋତେ ବହୁତ ପ୍ରଭାବିତ କରିଛି | ଆଶାକରେ ବନ୍ଧୁତ୍ୱ ର ଏହି ସମ୍ପର୍କ ଆଗକୁ ଆହୁରି ମଜବୁତ୍ ହେବ।
Tweet media one
Tweet media two
Tweet media three
Tweet media four
14
11
210
@MahalingMukesh
Dr. Mukesh Mahaling
1 month
ଗୋପବନ୍ଧୁ ଆୟୁର୍ବେଦିକ କଲେଜ,ପୁରୀ ଠାରେ St.John Ambulance ଦ୍ଵାରା ଆୟୋଜିତ ୩୪ ତମ "ଜାତୀୟ ସେବା ଶିବିର" ରେ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଜୀ ଙ୍କ ସହ ସମ୍ମାନିତ ଅତିଥି ଭାବେ ଯୋଗଦେଲି।
Tweet media one
Tweet media two
Tweet media three
Tweet media four
7
10
214
@MahalingMukesh
Dr. Mukesh Mahaling
2 months
ଲୋଇସିଂହା ନିର୍ବାଚନ ମଣ୍ଡଳୀର କରକଚିଆ ଛକ ଓ କୁଟେନପାଲି ଗାଁ ରେ ଜନସାଧାରଣ ଙ୍କୁ ସାକ୍ଷାତ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲି।
Tweet media one
Tweet media two
Tweet media three
Tweet media four
9
12
205
@MahalingMukesh
Dr. Mukesh Mahaling
2 months
ଆଜି କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ (SCB) ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ରୋଗୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲି। ଚିକିତ୍ସା ସେବାରେ ଉନ୍ନତିକରଣ ପାଇଁ ଆବଶ୍ୟକୀୟ ବିଭିନ୍ନ ଦିଗ ଉପରେ ମେଡ଼ିକାଲ୍ କଲେଜ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲି। ମେଡ଼ିକାଲ୍ ଛାତ୍ରଛାତ୍ରୀ ଓ ଡାକ୍ତରଖାନା କର୍ମଚାରୀଙ୍କ ସୁବିଧା
24
19
204