ଲଣ୍ଠନର ମିଞ୍ଜିମିଞ୍ଜି ଆଲୁଅରେ ମେଟ୍ରିକ ପରୀକ୍ଷାର ଚାପ, ଆମ୍ବ ବଉଳର ବାସ୍ନା, କୋଇଲିର କୁହୁକୁହୁ ରାବ ଆଉ ମଶାଣିରେ ଲେଲିହାନ ଶିଖାର ଭ୍ରମ ସୃଷ୍ଟିକାରି ରକ୍ତିମ ପଳାଶଫୁଲର ଗୁଚ୍ଛ ହେଉଛି ଋତୁରାଜ ର ରୂପରେଖ
ହେଲେ ଆଜି ନା ଅଛି ସେ ବାସ୍ନା ନା ଅଛି ସେ ରଙ୍ଗ;
#wmoday
ଉପଲକ୍ଷେ ମୋର ସମ୍ପାଦକୀୟ ଲେଖା "ହଜିଛି ବସନ୍ତ"
@TheSakala