ଛାମୁ Profile Banner
ଛାମୁ Profile
ଛାମୁ

@The_Chhamu

6,802
Followers
169
Following
2,674
Media
13,494
Statuses

ଦେଖଇ ନେତ୍ର ଯାହା ଚଉଦିଗର, ସେ ସର୍ବର ଅଟଇ ମୁଁ ଅଧୀଶ୍ବର!

ବ୍ରହ୍ମାଣ୍ଡ
Joined October 2019
Don't wanna be here? Send us removal request.
Pinned Tweet
@The_Chhamu
ଛାମୁ
4 months
ଆଜିଠାରୁ ଏହି ଟୁଇଟର/ଏକ୍ସ୍ ଆକାଉଣ୍ଟ କାହାରି ବା କେଉଁ ବ୍ୟକ୍ତି ବିଶେଷର #Parody ହୋଇ ଆଉ ରହିବ ନାହିଁ। ଏଠି ମୋଟାମୋଟି ଭାବରେ ସବୁକିଛି ଚର୍ଚ୍ଚା ହେବ, ନିର୍ଦ୍ଧିଷ୍ଟ ବିଷୟରେ ବାନ୍ଧିହୋଇ ରହିବ ନାହିଁ।
Tweet media one
11
4
166
@The_Chhamu
ଛାମୁ
2 years
ଓଡିଆ ଶାସ୍ତ୍ରୀୟ ଭାଷା ଦିବସରେ ସମସ୍ତ ଓଡିଆଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। 💐 ଏହି ଦିବସ ଅବସରରେ, କୁହନ୍ତୁ ଦେଖି ବର୍ଣ୍ଣବୋଧ ବହି ମଲାଟରେ ଥିବା ଏ କେଉଁ ଜୀବ ? ବି.ଦ୍ର. କେବଳ ଭୁଲ ଉତ୍ତର ଦେଲେ ହିଁ ଫୁଲ୍ ମାର୍କ ମିଳିବ।
Tweet media one
119
38
1K
@The_Chhamu
ଛାମୁ
4 years
#କାମଧେନୁ "ଗୋ ମାତା ସାରା ବିଶ୍ବକୁ କରୋନା ଦାଉରୁ ରକ୍ଷା କରନ୍ତୁ! My Ball Pen Art : "Kamadhenu" _____________🖊 #BallPenArt
Tweet media one
108
66
1K
@The_Chhamu
ଛାମୁ
1 year
Caption Please!
Tweet media one
145
22
926
@The_Chhamu
ଛାମୁ
4 months
ବାଡ୍ରକୋ, ବାଡିପୋଡା, ଚଡିଖୋଲ୍, କେଁଜୋର୍, କେଣ୍ଡ୍ରାପାଡା, ଡେଂକୋନାଲ୍, କାଣ୍ଡୋମ୍ମାଲ୍ ପରିବର୍ତ୍ତେ ଆଜିଠାରୁ ଓଡ଼ିଶା ଶୁଣିବ ଭଦ୍ରକ, ବାରିପଦା, ଚ଼ଣ୍ଡିଖୋଲ, କେନ୍ଦୁଝର, କେନ୍ଦ୍ରାପଡ଼ା, ଢେଂକାନାଳ, କନ୍ଧମାଳ……. #ଓଡ଼ିଆଅସ୍ମିତା
22
66
605
@The_Chhamu
ଛାମୁ
5 months
କିଛିନାହିଁ, ନବୀନବାବୁଂକୁ କେବଳ କଲବଲ କରା ଯାଉଛି। ତାଂକ ବାପା ହେଇଥିଲେ ତାଂକୁ ଏମିତି ହନ୍ତସନ୍ତ କରନ୍ତେ କି? ଧିକ୍କାର।
60
102
546
@The_Chhamu
ଛାମୁ
1 year
ଏପୋଟେ ଯିବି ନା ସେପୋଟେ ଯିବି! ମୁଣ୍ଡୋ କାରାପ୍ କାରୁଚୋ ସୋବୁ! ସାବୁ ଫୋପାଡି ଦାବି!! ହୁଁ… ଦାନ୍ୟୋବାଦ୍।
25
65
509
@The_Chhamu
ଛାମୁ
5 months
ପାଂଚ ବର୍ଷ ତଳେ ଅର୍ଥାତ୍ ୨୦୧୯ ନିର୍ବାଚ଼ନ ପରେପରେ ଏହି ଟୁଇଟର/ଏକ୍ସ୍ ଆକାଉଣ୍ଟ୍ ଟି ଖୋଲିଥିଲି। ଉଦ୍ଦେଶ୍ୟ ଥିଲା ବିଜେଡି ସରକାରର ସବୁ ଦୁର୍ନୀତି,ଅପାରଗତା, ଅସଫଳତା, ବାବୁରାଜ୍, ବିଶେଷ କରି ପାଣ୍ଡିଆନଂକ ସରକାରୀ କଳରେ କବ୍ଜା ଇତ୍ୟାଦିକୁ ଲୋକଲୋଚନକୁ ଆଣିବା। ବହୁତ୍ ସମର୍ଥନ ଏଠି ମିଳିଛି। ସେଥିପାଇଁ ମୋର ଶୁଭଚିନ୍ତକମାନଂକୁ ଧନ୍ୟବାଦ।🙏
34
24
505
@The_Chhamu
ଛାମୁ
2 years
ବାସୁଦେବୋ କୁଟୁକ୍କ କୁଟୁକୁମକମ୍!! ଦାନ୍ୟୋବାଦ୍।
51
72
489
@The_Chhamu
ଛାମୁ
1 year
ଏଇ ଫଳର ନାମ ହେଲା - 🖌️🖌️🖌️🖌️🖌️🖌️🖌️🖌️🖌️🖌️
Tweet media one
132
9
449
@The_Chhamu
ଛାମୁ
4 years
ଆମେ ଟିଭିରେ ଯାତ୍ରା ଦେଖିପାରିବୁ। ଚକାଡୋଳାକୁ ଘରେ ରହି ମୁଣ୍ଡିଆଟେ ମାରିପାରିବୁ। ହାତୀ ଟାଣୁ ଆପତ୍ତି ନାହିଁ, ମେସିନ୍ ଟାଣୁ ଆପତ୍ତି ନାହିଁ! କାଳିଆର ଯାତ୍ରାଟା ଖାଲି ହେଇଯାଉ! #ଜୟ_ଜଗନ୍ନାଥ 🙏 #WeWantRathaJatra
31
60
394
@The_Chhamu
ଛାମୁ
2 years
ଧୋ' ରେ ବାଇଆ ଧୋ' ଯୋଉ ସଭାରେ ଦେଶ ହିତ କଥା ସେଇ ସଭାରେ ଶୋ। ଓଡ଼ିଆ ଭାଗ୍ୟ ଟା ତାମିଲ ହାତେ ଲୋ ନିଦରେ ଓଡ଼ିଆ ଘର ଆ' ଲୋ ଓଡ଼ିଆଣୀ ଭୋଅଟ ଦେଇଯା ରାଇଜ ଛାମୁକୁ ମୋର। ନାଲି ନାଲି ପାଣି ବୋତଲ ଭିତରେ ଲୋ ନିଦରେ ବାଇଆ ହାତୀ, ମୋ ବାଇଆ ହାତୀ ସପନ ଦେଖଇ ପାଣ୍ଡୁ କୋଳେ ମଥା ପାତି। ଧୋ' ରେ ବାଇଆ ଧୋ'.....
Tweet media one
24
66
379
@The_Chhamu
ଛାମୁ
1 year
ନିୟମ ଅନୁସାରେ ସଚିବାଳୟରେ ଜଣେ ସଚିବ ଗୋଟିଏ ପଦବୀରେ ୩ ବର୍ଷରୁ ଅଧିକ ରହି ପାରିବେନି। କେବଳ “SPECIAL CIRCUMSTANCES” ରେ ଜଣକ କାର୍ଯ୍ୟକାଳକୁ ୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ। ହିସାବରୁ ଜଣା ଯାଉଛି ଓଡ଼ିଶାରେ 5T ସଚିବ ପଦବୀରେ ଜଣେ ବ୍ୟକ୍ତି ୩ ବର୍ଷରୁ ଅଧିକ ଅର୍ଥାତ୍ ପାଖାପାଖି ୪ ବର୍ଷ ରହି ସାରିଲେଣି। ଏହି କ୍ଷେତ୍ରରେ
Tweet media one
Tweet media two
22
43
378
@The_Chhamu
ଛାମୁ
1 year
ତୋ ପୂର୍ବପୁରୁଷେ ଜୟ କରିଥିଲେ ଗଙ୍ଗାଠାରୁ ଗୋଦାବରୀ, ତାଙ୍କର ଔରସେ ଜନ୍ମହୋଇ ତୁହି କେଉଁଗୁଣେ ତାଙ୍କୁ ସରି ? ତୁ ମନେ ଭାବିଛୁ ତୋଷାମଦ କରି ବଢାଇବୁ ଜାତି ମାନ, ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ ।
Tweet media one
24
57
367
@The_Chhamu
ଛାମୁ
2 years
ଆପନ୍ ମାନ୍ କ ସେବାରେ ମୋରୋ ୨୫ ବାର୍ଷୋ!! ଦାନ୍ୟୋବାଦ୍।
Tweet media one
21
27
347
@The_Chhamu
ଛାମୁ
5 months
ଆମେ ଗଂଜାମ ଲୋକ ସମୂଳେ ଲେଖା ଛିଡେଇ ଦେଲୁ।
22
11
297
@The_Chhamu
ଛାମୁ
2 years
ଇଦଂ ତାମିଳ ଗୋତ୍ରସ୍ୟ ପାଣ୍ଡୁଆ କର୍ମକାଣ୍ଡେନ ଓଲଟା କାଂଚି ଅଭିଯାନାୟଃ ସ୍ବାହା!! ଦାନ୍ୟୋବାଦ୍।
11
44
274
@The_Chhamu
ଛାମୁ
2 years
ଓଡ଼ିଶାରେ ଓଡ଼ିଆ ଭାଷାର ଏ କି ବିକଳ ଅବସ୍ଥା❓ ମର୍ମାହତ! #OSSC_QUESTION_PAPER
Tweet media one
Tweet media two
70
54
278
@The_Chhamu
ଛାମୁ
1 year
ଆସିଥିଲି କାଳିଆ ତୋ ଦରଶନ ପାଇଁ ରେ... ତତେ ଛାଡି ଯିବାକୁ ମୋ ମନ ବଳୁ ନାହିଁରେ.. #ଜୟଜଗନ୍ନାଥ 🙏
Tweet media one
11
9
274
@The_Chhamu
ଛାମୁ
1 year
ଏହି ମିଠାର ନାମ କଣ? ଏହା କିଏ କିଏ ଖାଇଛ? ବିଶେଷ ଭାବରେ ଏହା କେଉଁଠି ମିଳେ?
Tweet media one
32
9
247
@The_Chhamu
ଛାମୁ
4 years
#KhokaBhai #AkshayaMohanty #Akshaya #ଅକ୍ଷୟ_ମହାନ୍ତି
22
24
244
@The_Chhamu
ଛାମୁ
1 year
“ବାସୁଦେବା କୁଟୁକ୍କ କୁଟୁକୁମକମ୍!!” ଏଆରୋ ଓର୍ତୋ ଆପନ୍ ଜାନି ନୋତିବେ!! ଏଇଟି ବୁଝୋନ୍ତୁ। :- ବାସୁଦେବ ମାନେ “ପୌଣ୍ଡ୍ରକ ବାସୁଦେବ” ମାନେ ଏଠି ଛାମୁ ପାଣ୍ଡୁଆକୁ ବାସୁଦେବ ବୋଲି କହୁଛନ୍ତି। “କୁଟୁକ୍କ” ମାନେ ଛାମୁଂକ ଭାଷାରେ “କଟକ” ମାନେ “ନଗର” ମାନେ ପ୍ରକାରାନ୍ତରେ “ରାଜ୍ୟ”। “କୁଟୁକୁମକମ୍” ଅର୍ଥାତ୍ କୁଟୁକ ବା “କୁକ୍କୁଟ”ର
@deba1602
Debashis Tripathy
1 year
@odiaquotebook ମୁଁ ଟ୍ବିଟରରେ ଏଥିପାଇଁ ରହିଛି ଯେ ଆପଣଙ୍କ ଭଳି ହାଣ୍ଡଲ୍ ଠାରୁ କିଛି କିଛି ଶିଖିବାକୁ ମିଳିଯାଏ | 🙏
8
0
15
37
22
250
@The_Chhamu
ଛାମୁ
7 months
ସମ୍ବଲପୁରରେ ବିଜେପି ଜିତିବ। ପ୍ରଧାନ ଲଢ଼ୁଛନ୍ତି ବୋଲି ନୁହେଁ, ସେଠି ଲୋକଂକ ମୁଡ୍ ବିଜେପି ଆଡକୁ ଅଛି।
17
1
245
@The_Chhamu
ଛାମୁ
5 months
ଦାଦନର କଥା: ଆମ କଣ୍ଟାବାଂଜିର କଥା ————————————— ଯେହେତୁ ଆସନ୍ତା କାଲି କଣ୍ଟାବାଂଜିରେ ଇଲେକ୍ସନ ଅଛି ଆଉ ଏହି ଆସନରୁ ନିଜେ ମୁଖ୍ୟମନ୍ତ୍ରୀ ଲଢୁଛନ୍ତି, ତେଣୁ ଏହି ପରିପ୍ରେକ୍ଷିରେ ମୋର ଏକ ପୁରୁଣା ଅନୁଭୁତିଟିଏ ଏଠି ସେୟାର କରୁଛି। 🙏 ଏକ ସୂତା ~🧵
12
46
248
@The_Chhamu
ଛାମୁ
4 years
ବ୍ରହ୍ମ ବିଭ୍ରାଟ। ରତ୍ନ ଭଣ୍ଡାର ଚାବି ହଜିବା। ମଠ ସଂସ୍କୃତି ଧ୍ବଂସ। ଯାତ୍ରା ବନ୍ଦ। ଆଉ କ'ଣ ବାକି ରହିଲା?
39
19
236
@The_Chhamu
ଛାମୁ
5 months
BJP ର ୫୫-୬୦ ଆସୁଛି। ପରେ ଅନ୍ତରାତ୍ମା କଥା କହି ପାରିବିନି। 😬
31
9
236
@The_Chhamu
ଛାମୁ
5 months
ପୁରୀରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର!! ନବୀନବାବୁଂକ ୨୫ ବର୍ଷ ନିରଂକୁଶ ଶାସନର ଏହି ପରିଣତି। #ଏଥର_ପରିବର୍ତ୍ତନ
6
45
234
@The_Chhamu
ଛାମୁ
2 years
ଏ ହେଉଛି ଖଣିଖାଦାନରେ ଭରା ଯାଜପୁର ଜିଲ୍ଲାର ଦୃଶ୍ୟ! ୨୦୨୩ ର ଦୃଶ୍ୟ! ଖାଇବାକୁ ଖାଦ୍ୟ ନ ମିଳିବାରୁ ଏଠି ଗୋଟେ ଛୁଆ ମରିଯାଇଛି, ଆଉ ଗୋଟେ ଛୁଆ ବିଛଣାରେ ପଡିରହିଛି! ଏ ଦୃଶ୍ୟକୁ ଦେଖି ଯଦି ତୁମ ହୃଦୟ ଥରିଯାଉନି, ଶାସନକୁ ଜାବୁଡି ଧରିବାରେ ବିବେକ ବାଧା ଦେଉନି, ତାହେଲେ ଟିକେ ନିରେକ୍ଷି ଦେଖ, ତମେ ବସିଥିବା ସିଂହାସନର ଚାରିଖୁରା କାଠରେ
28
81
226
@The_Chhamu
ଛାମୁ
5 months
"ଓଁ ବ୍ରିଂ ବ୍ରିଂ ବ୍ରିଂ ଡ୍ରିଂକ୍ ଫଟ୍ ପଞ୍ଚ ଟି ଟି ଟି ଟି ଟି ମହାପୁରୁଷାୟେ ଅସ୍ମାକମ୍ ନିବାସେ ଶୀଂ ଶୀଂ ଶୀଘ୍ରାତି ଶୀଘ୍ରଂ ଓଁ" ଦାନ୍ୟୋବାଦ୍।
20
51
224
@The_Chhamu
ଛାମୁ
5 months
ଅସୁବିଧା ସମୟରେ ଓଡ଼ିଆ ଲୋକ ସବୁବେଳେ ଠିଆ ହେଇଥାଆନ୍ତି! 🙏🙏🙏
10
12
222
@The_Chhamu
ଛାମୁ
2 years
"ଲୋକଙ୍କ ଜୀବନ ପଛେ ନର୍କେ ପଡ଼ିଥାଉ ମୋ ଜୀବନ ଉଦ୍ଧାର ହେଉ"
10
33
217
@The_Chhamu
ଛାମୁ
4 years
ଗଣମାଧ୍ୟମର କଣ୍ଠରୋଧ କରିବାର ପ୍ରୟାସକୁ ମୁଁ ଘୋର ନିନ୍ଦା କରୁଛି l #WeStandWithOTV @otvnews @PandaJay @JagiPanda
14
15
213
@The_Chhamu
ଛାମୁ
4 years
#MyTwitterAnniversary ଖାତାଟିଏ ଖୋଲିଥିଲି କିଛି ବାର୍ତ୍ତା ଦେବାପାଇଁ, ଅବହେଳାର ପ୍ରତିଟି ଦୃଶ୍ୟକୁ ଲୋକଲୋଚନକୁ ଆଣିବା ପାଇଁ। ଟିକିଏ ବ୍ୟଙ୍ଗ କରିବାକୁ ଚେଷ୍ଟା କରିଛି। ବିଦ୍ରୂପକରି କଟାକ୍ଷ କରିଛି। ହାସ୍ୟରସ ମାଧ୍ୟମରେ ସରକାରଙ୍କ ଆଲୋଚନା ମଧ୍ଯ କରିଛି। ଦେଖୁଦେଖୁ ବର୍ଷେ ବିତିଗଲା। ପ୍ରଶଂସା ପାଇଛି, ଗାଳି ମଧ୍ଯ ଶୁଣିଛି।
Tweet media one
40
6
206
@The_Chhamu
ଛାମୁ
4 years
Twitter ଧିରେ ଧିରେ Insta, Facebook ଭଳିଆ ଲାଗିଲାଣି। ଅଯଥା ଫଟୋ ସବୁ TL ରେ ବାରମ୍ବାର ଆସୁଛି, ଫଳରେ ପସନ୍ଦର ଟୁଇଟ ସବୁ miss ହେଇଯାଉଛି। ଭାବୁଚି କିଛି ଜଣଙ୍କୁ ମ୍ୟୁଟ୍ କରିବି!!
39
4
203
@The_Chhamu
ଛାମୁ
3 years
ଜାଗ କଙ୍କାଳ, ଜାଗ କଙ୍କାଳ, ଜାଗ କଙ୍କାଳ ଆଜି ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି। #SaveJagannathTemple
Tweet media one
7
50
205
@The_Chhamu
ଛାମୁ
5 months
ଛାମୁ ଓଡ଼ିଶାବାସୀଂକୁ ଆଉ ଭଲ ପାଉ ନାହାଁନ୍ତି!! କେବଳ ଜଣକୁ ଭଲ ପାଉଛନ୍ତି!! : ବିଶ୍ବଶର୍ମା
14
39
207
@The_Chhamu
ଛାମୁ
7 months
ମିଶୁ ମୋର ଟିକସ ରାଜ୍ୟ ରାଜକୋଷରେ ରାଜକୋଷ ଖାଲିହେଉ ବିଦେଶୀ ସେବାରେ!! ଦାନ୍ୟୋବାଦ୍।
@otvkhabar
ଓଟିଭି
7 months
#ପାଣ୍ଡିଆନଙ୍କ_ସୁରକ୍ଷାରେ_୭୪_ପୋଲିସ ! -ଫାଇଭ୍‌-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ ନିୟୋଜିତ -ସୂଚନା ଅଧିକାର ବଳରେ ପ୍ରାପ୍ତ ତଥ୍ୟ ଅନୁସାରେ ମିଳିଲା ଗୁରୁତ୍ବପୂର୍ଣ୍ଣ ସୂଚନା -ସୂଚନା ଅଧିକାର କର୍ମୀ ପ୍ରକାଶ ଦାସଙ୍କୁ ତଥ୍ୟ ଦେଲା କମିଶନରେଟ ପୋଲିସ #VKPandian #RTI #Security #OTV
Tweet media one
40
37
576
8
29
202
@The_Chhamu
ଛାମୁ
1 year
ଏବେ ସମ୍ବାଦ ପେପର ପଢ଼ିବାକୁ ଭଲ ଲାଗିବ! କନକ ନିଉଜ୍ ଟାଟା ସ୍କାଏରେ କେତେ ନଂ ରେ ଆସୁଚି?
25
15
201
@The_Chhamu
ଛାମୁ
10 months
କୋଉ ମନ୍ଦିରରେ କୋଉ ନିୟମ ଅଛି ସେଇଟା ସେଇ ମନ୍ଦିର ପାଇଁ ଲାଗୁ, ଶ୍ରୀମନ୍ଦିର ପାଇଁ ଲାଗୁ ନୁହେଁ। ଶ୍ରୀମନ୍ଦିରର ନୀତି ନିୟମ ଅଲଗା ଏବଂ ଆମ ପାଇଁ ସର୍ବୋପରି।
16
18
199
@The_Chhamu
ଛାମୁ
4 years
ମୁଁ ଗୋର୍ ନିନ୍ଦା କାରୁଚି #ଓଟିଭି କୁ, ଯାଆକୋ ପାଇଁ ଉଡିଶାରୋ #Mangroves ଗଚୋ ମାନ୍ କରେ #ଆମ୍ବ ଫୋଲିବାରେ ବାଉତ୍ #Delay ହାଉଚି! ଏ କୋତାଟା ନୁକୋ ଲୋଚୋନୋକୁ ଆନିତିବାରୁ ଆନୁବାବୁଙ୍କୁ ଦାନ୍ୟୋବାଦ୍! ନିଶ୍ଚାୟୋ ତାକୋ ଜ୍ଞାନୋ ହାଇତିବୋ~ ~"ଯେହ୍ନେ ଅଟେ କୁକୁଡାର ହାଇର ଆକାର, ବିଶାଳ ସମୁଦ୍ରଠାରୁ ନିଶ୍ଚେ ଦୀର୍ଘତର" ଦାନ୍ୟୋବାଦ୍।
Tweet media one
43
23
194
@The_Chhamu
ଛାମୁ
4 years
ମୁଁ ରାନୋ କାଉଚି କୋତା ଦାଉଚି! ବାର୍ଷୋ ବାର୍ଷୋ ଦୋରି ସୁରଟ୍ ରେ ଟ୍ରେନିଂ ପାଇ ଆତ୍ୟୋନ୍ତୋ କୁଶୋଲୀ ହାଇଯାଇ ଗାଁକୁ ଆସୁତିବା ଦାଦୋନ୍ ମାନ୍ ମୁଁ ଆଉ ଯିବାକୁ ଦାବିନାଇଁ! ମୋ #ୟୁବା_ବାଇନି ରେ ତାକୋମାନ୍ କ ପାଇଁ ନିଶ୍ଚାୟୋ ଗୁଟେଗୁଟେ ଚାକିରୀରୋ ବ୍ୟୋବାସ୍ତା କାରିଦାବି! ମୁଁ କାଆକୁ ମଦ୍ୟ ଏଇଟୁ ଆଗୋକୁ ବାଡିବାକୁ ଦାବିନାଇଁ! ଦାନ୍ୟୋବାଦ୍।
Tweet media one
15
28
187
@The_Chhamu
ଛାମୁ
1 year
କଥା ଏଇଟା ନୁହଁ ଯେ ଜଣେ ସରକାରୀ ଅଧିକାରୀ ବିଭିନ୍ନ ସରକାରୀ କାର୍ଯ୍ୟର ସମିକ୍ଷା କରିବା ପାଇଁ ଏକ ଜିଲ୍ଲା ଗସ୍ତ କରିଛନ୍ତି (ଅନ୍ୟ ଅଧିକାରୀମାନଂକ ପରି ରିରାଡ଼ମ୍ବରରେ ହଉ ଅବା ପ୍ରାୟୋଜିତ ବହୁଆଡ଼ମ୍ବରେ ହଉ), କଥା ହେଲା ଯେ ସେ ଜଣେ ଦରମାପ୍ରାପ୍ତ ସରକାରୀ ଅଧିକାରୀ ହୋଇ ଏକ ବିଧାୟକଂକ ନିର୍ବାଚନ ମଣ୍ଡଳୀରେ ସଭାର ଆୟୋଜନକରି ଉକ୍ତ
@swayam4Odisha
Swayam Prakash
1 year
ଗୋପାଳପୁର ବିଧାୟକଙ୍କ ଖୋଲିଗଲା ମୁଖା। କରୋନା ସମୟରେ ଲୋକଙ୍କ ଶତ୍ରୁ ସାଜି ପ୍ରବାସୀ ଓଡ଼ିଆଙ୍କୁ ଗଂଜାମ ଫେରାଇ ନଆଣିବାକୁ କରିଥିଲେ ମସୁଧା। ଜନସେବା କରିବାକୁ ମହାପ୍ରଭୁ ଆଶୀର୍ବାଦ ଦେଇଛନ୍ତି, ହେଲେ ଏହାକୁ ବ୍ୟକ୍ତିଗତ ସ୍ୱାର୍ଥରେ ବ୍ୟବହାର କଲେ ମହାପାପ। @bjd_odisha
252
110
532
16
38
194
@The_Chhamu
ଛାମୁ
4 years
ମୋତେ ଏପାର୍ୟୋନ୍ତୋ ଗୁଟେହାଲେ #ଗିଫ୍ଟ୍ ମିଲିନାଇଁ!! 😔😔😔 ସାବୁ ଗିଫ୍ଟ୍ ଚାଲିବୋ, କେବାଲୋ ଛାବିଲୋ ବାର୍ଣ୍ଣୋବୋଦୋଟାକୁ ଛାଡିକୋରି!!😏 ଦାନ୍ୟୋବାଦ୍।
31
2
188
@The_Chhamu
ଛାମୁ
4 years
ଦେକୋନ୍ତୁ ବାୟୁରେ #କରୋନା ଉଡୁଚି ବୋଲି ମୁଁ ଶୁନିବାକୁ ପାଇଚି! ଯୋଦି #ହେଲିକପ୍ଟରରେ ଉଡି ଉଡି ପାଲାଇବା, ଏଆରୋ ପବୋନୋଟା ତଲୋକୁ ଯୋର୍ ଯୋର୍ ରେ ବୋହିବୋ! ପାଲୋରେ କରୋନା ଆଉ ହେଲିକପ୍ଟର ପାକୋକୁ ଆସି ପାଡିବୋ ନାଇଁ, ଠେଲିହାଇ ତଲୋକୁ ତଲୋକୁ ପାତାଲ୍ କୁ ପାଲାଇବୋ! ତେନୁ କରୋନାଟୁ ବୋଚିବାରୋ ଏଆ ଏକୋ ବୈଜ୍ଞାନିକୋ ଉପାୟୋ ଓଟେ! ଦାନ୍ୟୋବାଦ୍।
Tweet media one
18
18
186
@The_Chhamu
ଛାମୁ
5 months
ଆଉ ଗୋଟେ ମନେପଡିଲା। ମାୟୁର୍ ବାଂଜୋର ରାଜଧାନୀ ହେଲା ବାଡ଼ିପୋଡା!! ଦାନ୍ୟୋବାଦ୍।
14
12
188
@The_Chhamu
ଛାମୁ
4 years
ଆନୁ ବାବୁ, ଆପନ୍ କିଚି ଚିନ୍ତା କାରୋନ୍ତୁ ନାଇଁ!! ପାଣ୍ଡୁଆ @Vkpandia କୁ କୋଇ ଗୁଟେ #ମୋ_ଲାଇକ୍ ଯୋଜୋନା ଟେ କାରିଦାବି!! ଯୋଜୋନା ଆନୁସାରେ #MPLAD ରୁ କିଚି ପାଇସା #ଭାଇଜାନ୍ ଙ୍କୁ ଡିଆଯିବୋ!! ପାଲୋରେ ସିଏ ମୋ #MP ମାନ୍ କୁ ଉତ୍ସାହିଟୋ କାରିବା ପାଈଁ ତାକୋ ଟୁଇଟ୍ ରେ #ଲାଇକ୍ ଉପୋରେ #ଲାଇକ୍ ମାରିଦାବେ!! ଦାନ୍ୟୋବାଦ୍।
Tweet media one
22
17
177
@The_Chhamu
ଛାମୁ
5 months
ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋର ପସନ୍ଦ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ବୈଜୟନ୍ତ ପଣ୍ଡା।
56
10
183
@The_Chhamu
ଛାମୁ
5 months
ଆସାମ ପାଖରେ ୨୫ ବର୍ଷର ସ୍ଥାୟୀ ସରକାର ନାହିଁ। ଆସାମ ପାଖରେ ଖଣିଜ ସଂପଦ ନାହିଁ। ଆସାମ ପାଖରେ ୪୦୦ କିମି ସମୁଦ୍ର ତଟ ନାହିଁ। ବର୍ଷ ବର୍ଷ ଧରି ବିଦ୍ରୋହର ସାମନା କରୁଥିବା ଆସାମ କେବେ ଓଡ଼ିଶା ସହ ତୁଳନୀୟ ନୁହେଁ। ଏପର୍ଯ୍ୟନ୍ତ ଆମେ ବିକାଶ ଦିଗରେ ବହୁ ଆଗକୁ ବଢିଯିବା କଥା କିନ୍ତୁ…………….
15
15
185