Advaita Batika ( ଅଦ୍ୱୈତ ବାଟିକା ) (अद्वैत वाटिका)
1 year
ଭାଇନା , ଭଲ ପ୍ରୋଜେକ୍ଟ ଗୋଟେ ଭିତରିଆ ଅନୁମୋଦନ ହେଇଚି ବୋଧେ. ତେଣୁ ହଠାତ ତୁମକୁ ବାପ ତୁଲ୍ୟ ଦେଖା ଗଲା, ଠିକ କଥା. ଧରମ ବାପ ଗୋଟେ ରଖିବା କଥା , ନ ହେଲେ କେଉଁ ଭିତରିଆ କାମ ହେଉଚି କହିଲ.
ଯେ ତୁମ ଧରମ ବାପ , ଓଡିଶା ଯାକ ଲୋକଙ୍କ କାହିଁକି ବାପ ତୁଲ୍ୟ ହେବ ??
ପ୍ରାୟ ଲୋକଙ୍କ ଗୋଟେ ହିଁ ବାପ ଥାଏ , ଆଉ ଗୋଟିଏକୁ ବାପ କରିବାକୁ ପଡ଼େନି