Panchayati Raj and Drinking Water Department Profile Banner
Panchayati Raj and Drinking Water Department Profile
Panchayati Raj and Drinking Water Department

@PRDeptOdisha

116,862
Followers
773
Following
4,996
Media
11,525
Statuses

Rural development is the main pillar of state development. The thrust of policies and programmes of PR&DW is on all-round economic development & Social Justice

Bhubaneswar, Odisha
Joined August 2016
Don't wanna be here? Send us removal request.
@PRDeptOdisha
Panchayati Raj and Drinking Water Department
1 year
ଆସନ୍ତା ଜୁନ୍ ୧୬ ତାରିଖରୁ #ମୋ_ଘର ଯୋଜନାର ସୁବିଧା ପାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଅଧିକ ସୂଚନା ପାଇଁ ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ କିମ୍ବା ରେ କ୍ଲିକ୍ କରନ୍ତୁ। ପଞ୍ଜୀକରଣର ସରଳ ପ୍ରକ୍ରିୟା ନିମ୍ନରେ ପ୍ରଦତ୍ତ। #MoGhara #RuralHousing #Odisha #PuccaGhar
61
184
801
@PRDeptOdisha
Panchayati Raj and Drinking Water Department
4 years
Congratulations for setting examples of effective Panchayati Raj - meticulous planning & implementation of inclusive development programs while keeping welfare of the most marginalised at the forefront #PowerOfPanchayatiRaj #PanchayatiRajDiwas
Tweet media one
25
48
733
@PRDeptOdisha
Panchayati Raj and Drinking Water Department
3 months
ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ( @MohanMOdisha )ଙ୍କୁ @PRDeptOdisha ପକ୍ଷରୁ ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା।💐
Tweet media one
14
22
688
@PRDeptOdisha
Panchayati Raj and Drinking Water Department
4 years
Mobile vans are on the nook and corner of the city to make cotton, handmade & washable masks available to the public at an affordable price. #ORMAS shows the way #EmpoweringWomenSelfHelpGroups
Tweet media one
26
58
535
@PRDeptOdisha
Panchayati Raj and Drinking Water Department
10 months
ଆପଣଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗାଣରେ ସମସ୍ୟା ହେଉଛି କି?? ବସୁଧା ଟୋଲ ଫ୍ରି ନମ୍ବର - ୧୯୧୬ ରେ 🕕 ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କଲ 📞 କରି ନିଜର ଅଭିଯୋଗ ଦାଖଲ ✉️ କରିପାରିବେ। ଅଭିଯୋଗ ଦାଖଲ ପରେ ଯଥା ଶୀଘ୍ର ଆପଣଙ୍କ ସମସ୍ୟାର ସମାଧାନ କରାଯିବ। #BASUDHA #DrinkingWaterForAll
Tweet media one
69
151
530
@PRDeptOdisha
Panchayati Raj and Drinking Water Department
2 years
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସମ୍ପର୍କିତ ଜରୁରୀ ସୂଚନା, #PMAY (G) ରେ ପକ୍କାଘର ପାଇବା ପାଇଁ ପ୍ରସ୍ତୁତ ସମ୍ଭାବ୍ୟ ତାଲିକାରୁ ଅଯୋଗ୍ୟ ପରିବାରଙ୍କ ନାଁ ବାଦ୍ ଦେବା ପାଇଁ @PRDeptOdisha ପକ୍ଷରୁ ଅଭିଯୋଗ ଦରଖାସ୍ତ ଆହ୍ବାନ । ଜାନୁଆରୀ ୨୪ ମଧ୍ୟରେ ଦରଖାସ୍ତ ଫର୍ମ/ଫୋନ୍/ୱେବ ସାଇଟ ମାଧ୍ୟମରେ ଅଭିଯୋଗ ଦାଖଲ କରିବାକୁ ଅନୁରୋଧ ।
Tweet media one
85
86
524
@PRDeptOdisha
Panchayati Raj and Drinking Water Department
4 years
The Government of Odisha today scaled up the hot cooked meal program benefiting more than 1,38,272 sick, indigent and destitute persons across 3,226 GPs of the state. #COVID2019india
Tweet media one
Tweet media two
Tweet media three
25
64
498
@PRDeptOdisha
Panchayati Raj and Drinking Water Department
5 months
ଆପଣଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଦାଖଲ କରିବା ନିମନ୍ତେ ଟୋଲ ଫ୍ରି ନମ୍ବର - ୧୯୧୬ ରେ 🕕 ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କଲ 📞 କରନ୍ତୁ | ଅଭିଯୋଗ ଦାଖଲ ପରେ ଯଥା ଶୀଘ୍ର ଆପଣଙ୍କ ସମସ୍ୟାର ସମାଧାନ କରାଯିବ। #DrinkingWaterForAll #OdishaCares
Tweet media one
78
144
485
@PRDeptOdisha
Panchayati Raj and Drinking Water Department
3 years
Sri Ashok K.K.Meena, IAS joined as Principal Secretary @PRDeptOdisha today i.e.2/08/2021 forenoon.
Tweet media one
51
21
483
@PRDeptOdisha
Panchayati Raj and Drinking Water Department
6 months
ସ୍ୱାବଲମ୍ବୀ ଯୁବଗୋଷ୍ଠୀ, ନବୀନ ଓଡ଼ିଶାର ଶକ୍ତି! ରାଜ୍ୟର ଉଦୀୟମାନ ଯୁବକଯୁବତୀଙ୍କୁ 'ଯୁବ ଉଦ୍ୟୋଗୀ' ରୂପେ ଗଢ଼ି ତୋଳିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଵତନ୍ତ୍ର ଯୁବ ଉଦ୍ୟମୀ ‘ସ୍ୱୟମ’ ଯୋଜନାର ଶୁଭାରମ୍ଭ। #SWAYAM #OdishaOnTheMove #NabinOdisha
Tweet media one
16
116
467
@PRDeptOdisha
Panchayati Raj and Drinking Water Department
4 years
ORMAS is playing a lead role in promoting the marketing of masks produced by women SHGs through exclusive stall in the city. #PersonalProtectiveEquipment #WomenLeadingFightAgainstCorona
Tweet media one
10
35
421
@PRDeptOdisha
Panchayati Raj and Drinking Water Department
5 months
ଆପଣଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ସୋସିଆଲ ମିଡ଼ିଆ #Twitter ଜରିଆରେ ଦାଖଲ କରିବା ସମୟରେ ଆପଣଙ୍କ #RWSSDivision କୁ ଟ୍ୟାଗ କରନ୍ତୁ | ଏହା ଦ୍ୱାରା ଆପଣଙ୍କ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ #RWSSDivision ସହଜରେ ଅବଗତ ହୋଇ ଏହାକୁ ତତ୍ପରତାର ସହ ସମାଧାନ କରିବେ। #DrinkingWaterForAll #OdishaCares
Tweet media one
65
103
412
@PRDeptOdisha
Panchayati Raj and Drinking Water Department
1 year
#ମୋ_ଘର ଯୋଜନାରେ ଗୃହ ନିର୍ମାଣ/ସମ୍ପ୍ରସାରଣ/ଉନ୍ନତିକରଣ ପାଇଁ ଆବେଦନ କରିବା ନିମନ୍ତେ ନିମ୍ନ ପ୍ରଦତ୍ତ ଦସ୍ତାବିଜ୍ ଗୁଡ଼ିକର ଆବଶ୍ୟକତା ରହିଛି। ଯୋଜନା ସମ୍ବନ୍ଧୀୟ ସମସ୍ତ ତଥ୍ୟାବଳୀ ରେ ଉପଲବ୍ଧ। #MoGhara #RuralHousing #Odisha #CreditLinkage @CMO_Odisha @MoSarkar5T @IPR_Odisha @FdOdisha
Tweet media one
29
59
382
@PRDeptOdisha
Panchayati Raj and Drinking Water Department
4 years
Over 60 #WomenSelfHelpGroups from 16 districts made more than 8 lakh face masks -a basic #PersonalProtectiveEquipment to stop spread of #COVID19 - with support from ORMAS, which provides basic training and raw materials #OdishaFightsCorona #StayHomeStaySafe #PPEs #WearMask
Tweet media one
19
45
356
@PRDeptOdisha
Panchayati Raj and Drinking Water Department
6 months
ସରକାରୀ କାର୍ଯ୍ୟରେ ସମୟାନୁବର୍ତ୍ତିତା ନିୟନ୍ତ୍ରଣ, ଫଳପ୍ରଦ ଯୋଜନାର ରେକର୍ଡ ଓ ଉତ୍ତମ ଆର୍ଥିକ ପରିଚାଳନା ନିମନ୍ତେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ଗୁଡିକରେ ଆକାଉଣ୍ଟାଣ୍ଟ-କମ-ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଁ ଓଡ଼ିଶା କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। #ସଶକ୍ତ_ପଞ୍ଚାୟତ_ସମୃଦ୍ଧ_ଓଡ଼ିଶା
Tweet media one
13
49
326
@PRDeptOdisha
Panchayati Raj and Drinking Water Department
1 year
#ମୋ_ଘର ଯୋଜନାରେ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଯୋଜନା ସମ୍ବନ୍ଧୀୟ ସମସ୍ତ ତଥ୍ୟାବଳୀ ରେ ଉପଲବ୍ଧ। #MoGhara #RuralHousing #Odisha #puccaghar #CreditLinkage @CMO_Odisha @MoSarkar5T @DC_Odisha @SecyChief @IPR_Odisha @rdmodisha @FdOdisha @EIT_Odisha
Tweet media one
19
44
322
@PRDeptOdisha
Panchayati Raj and Drinking Water Department
1 year
ଆସନ୍ତୁ ଜାଣିବା, #MOGHARA ଯୋଜନାରେ, ରାଜ୍ୟ ସରକାରଙ୍କ ପକ୍ଷରୁ କେଉଁ ବର୍ଗ ପାଇଁ କେତେ ସବସିଡ଼ି ରହିଛି। ଯୋଜନା ସମ୍ବନ୍ଧୀୟ ସବିଶେଷ ତଥ୍ୟ ରେ ଉପଲବ୍ଧ। #OdishaCares #RuralHousingAssistance #Subsidy #HousingForAll
Tweet media one
38
51
307
@PRDeptOdisha
Panchayati Raj and Drinking Water Department
1 year
ରାଜ୍ୟ ସରକାରଙ୍କ ଦ୍ଵାରା ଦ୍ଵିତୀୟ ପର୍ଯ୍ୟାୟରେ #PMAYG ଗୃହମଞ୍ଜୁର ପାଇଁ ଚିହ୍ନଟ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ଜୁଲାଇ ୨୬ରୁ ଅଗଷ୍ଟ ୨ତାରିଖ ଯାଏଁ ୩୦୭୨ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦର୍ଶିତ ହେଉଛି। ତାଲିକାରେ କୌଣସି ଅଯୋଗ୍ୟ ବ୍ୟକ୍ତି ସ୍ଥାନ ପାଇଥିଲେ ନିଜ ଆପତ୍ତି ଦାଖଲକରି ଯୋଗ୍ୟ ହିତାଧିକାରୀ ମନୋନୟନରେ ସହଯୋଗ କରନ୍ତୁ।
Tweet media one
35
65
296
@PRDeptOdisha
Panchayati Raj and Drinking Water Department
1 year
Congratulations @ZP_Ganjam on being conferred with #NationalPanchayatAwards2023 as Best District Panchayat (Zila Parishad) in the country. The award was presented by Hon'ble President of India @rashtrapatibhvn on 17.04.2023 at Vigyan Bhawan, New Delhi. @CMO_Odisha @MoSarkar5T
Tweet media one
12
18
300
@PRDeptOdisha
Panchayati Raj and Drinking Water Department
1 year
ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ କାର୍ଯ୍ୟାଦେଶ ପାଇବା ପଦ୍ଧତିକୁ କରିଛନ୍ତି ଆହୁରି ସରଳ ଓ ସୁବିଧାଜନକ I ଆସନ୍ତୁ ଜାଣିବା, ହିତାଧିକାରୀ କିପରି ଅତି ସହଜରେ ପାଇପାରିବେ ନିଜ ଘରର କାର୍ଯ୍ୟାଦେଶ I #HousingForAll #PMAYG #RuralHousing #Odisha @CMO_Odisha @MoSarkar5T @IPR_Odisha @MoRD_GoI
17
51
295
@PRDeptOdisha
Panchayati Raj and Drinking Water Department
3 years
Hon’ble Chief Minister @Naveen_Odisha launched a package of ₹352 Cr special Covid assistance for MGNREGA workers who worked for the period of 1st Apr-30th June during FY 2021-22. This noble efforts of Hon'ble CM will benefit 32,8005 MGNREGA workers by mitigating their hardship.
Tweet media one
22
34
287
@PRDeptOdisha
Panchayati Raj and Drinking Water Department
9 months
ମାନ୍ୟବର @CMO_Odisha ଙ୍କ ଦିଗଦର୍ଶନରେ, #PMAYG ରେ ଚଳିତ ଆର୍ଥିକ ବର୍ଷରେ ୨ ଲକ୍ଷରୁ ଉର୍ଦ୍ଧ୍ବ ଗୃହ ନିର୍ମାଣ କରି ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରଛି। ଏହି ସଫଳତା, ରାଜ୍ୟ ସରକାରଙ୍କ ପ୍ରତ୍ୟେକ ପରିବାରର ମୁଣ୍ଡ ଉପରେ ପକ୍କା ଛାତଟିଏ ଯୋଗାଇ ଦେବାର ପ୍ରତିବଦ୍ଧତାର ପରିଚୟ। #HousingForAll #OdishaLeads
Tweet media one
21
81
275
@PRDeptOdisha
Panchayati Raj and Drinking Water Department
2 months
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନୂତନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ଶ୍ରୀ @RabiNaikBJP ଙ୍କୁ @PRDeptOdisha ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ @lohanisk1 ଓ ନିର୍ଦ୍ଦେଶକବୃନ୍ଦ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
Tweet media one
18
20
262
@PRDeptOdisha
Panchayati Raj and Drinking Water Department
3 months
ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ( @KVSinghDeo1 ) ଏବଂ ଶ୍ରୀମତୀ ପ୍ରଭାତୀ ପରିଡ଼ା ( @Pravatipridabjp ) ଙ୍କୁ @PRDeptOdisha ପକ୍ଷରୁ ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା।💐
Tweet media one
5
5
258
@PRDeptOdisha
Panchayati Raj and Drinking Water Department
1 year
କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନର ପ୍ରତିଶ୍ରୁତି ପୂରଣ ଓଡ଼ିଶାର ଗ୍ରାମାଞ୍ଚଳରେ ବାସ କରୁଥିବା ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେବାକୁ ଯାଉଛି #ମୋ_ଘର ଯୋଜନା । #OdishaCares #MOGHARA #HousingForAll #RuralHousing #Odisha
Tweet media one
17
56
259
@PRDeptOdisha
Panchayati Raj and Drinking Water Department
9 months
ରାଜ୍ୟର ଗ୍ରାମାଞ୍ଚଳରେ ବାସକରୁଥିବା ଲୋକମାନଙ୍କୁ ହାତପାଆନ୍ତାରେ ବ୍ୟାଙ୍କସେବା ଯୋଗାଇଦେବା ପାଇଁ ‘ଆମ ବ୍ଯାଙ୍କ’ ସେବା ଆରମ୍ଭ ହୋଇଛି। @PRDeptOdisha ପକ୍ଷରୁ ସରକାରଙ୍କ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅନୁଦାନରେ ୪୩୦୦ରୁ ଉର୍ଦ୍ଧ୍ବ ପଞ୍ଚାୟତରେ #CSPPlus ଶାଖା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। @CMO_Odisha #AmaBank
Tweet media one
9
101
250
@PRDeptOdisha
Panchayati Raj and Drinking Water Department
6 months
ରାଜ୍ୟର ଯୁବଗୋଷ୍ଠୀଙ୍କୁ #ସ୍ଵତନ୍ତ୍ର_ଯୁବ_ଉଦ୍ୟମୀ ରୂପେ ଗଢ଼ିବା ପାଇଁ ଓଡ଼ିଶା ସରକାର #ସ୍ଵୟମ୍ ଯୋଜନାର ଶୁଭାରମ୍ଭ କରିଛନ୍ତି | ଏଥିରେ ୧୮ ରୁ ୩୫ ବର୍ଷ ବୟସର ଯୁବକଯୁବତୀ ବିନାସୁଧରେ ୧ ଲକ୍ଷ ଟଙ୍କା ଋଣ ପାଇ ପାରିବେ। ତେବେ ଆସନ୍ତୁ ଜାଣିବା, ସୁଧମୁକ୍ତ ଋଣ ପାଇବାପାଇଁ ଆବେଦନକାରୀଙ୍କୁ କେଉଁ କାଗଜପତ୍ର ଦାଖଲ କରିବାକୁ ପଡିବ | #SWAYAM
Tweet media one
13
50
232
@PRDeptOdisha
Panchayati Raj and Drinking Water Department
6 months
ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଆସିଥିବା ରୂପାନ୍ତରଣରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶା ସରକାର #ସ୍ଵୟମ୍ ଯୋଜନାର ଶୁଭାରମ୍ଭ କରିଛନ୍ତି | ଏହାଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଆହୁରି ଉଜ୍ଜ୍ୱଳ ହେବା ସହ ଯୁବବର୍ଗଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ। #Swayam #NabinOdisha #OdishaOnTheMove
Tweet media one
8
57
231
@PRDeptOdisha
Panchayati Raj and Drinking Water Department
8 months
#BASUDHA #HelpLine ଆପଣଙ୍କ ସେବାରେ। ଟ୍ୟାପ ହେଉ କିମ୍ବା ନଳକୂପ, ଯଦି ଆପଣ ପାନୀୟ ଜଳ ଯୋଗାଣରେ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ବିନା ଦ୍ବିଧାରେ ବସୁଧା ହେଲ୍ପ ଲାଇନ ନମ୍ବର- ୧୯୧୬କୁ ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କଲ କରି ନିଜ ସମସ୍ୟାର ତ୍ୱରିତ ସମାଧାନ ପାଆନ୍ତୁ। #DrinkingWaterForAll #OdishaCares
Tweet media one
15
90
226
@PRDeptOdisha
Panchayati Raj and Drinking Water Department
8 months
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ସମସ୍ତଙ୍କୁ ଇଂରାଜୀ ନବବର୍ଷ ୨୦୨୪ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି, ସୁଯୋଗ ଓ ସମ୍ଭାବନାର ବର୍ଷ ହେଉ।🙏 @PRDeptOdisha #HappyNewYear2024
Tweet media one
13
43
226
@PRDeptOdisha
Panchayati Raj and Drinking Water Department
8 months
ଆପଣମାନେ ଜାଣନ୍ତି କି, #MOGHARA ଯୋଜନା ଅଧୀନରେ ଗୃହ ନିର୍ମାଣ ପାଇଁ ଯଦି ପ୍ରସ୍ତାବିତ ଜାଗାର ମାଲିକାନା ନିଜ ନାମରେ ନାହିଁ, ତେବେ ଆପଣ ଦାଖଲ ଖାରଜ (ମ୍ୟୁଟେସନ) ଜରିଆରେ ଜମିଜମା ସତ୍ତ୍ୱର ମାଲିକାନାକୁ ନିଜ ନାମରେ ଆଣି ବ୍ୟାଙ୍କରୁ ଋଣ ନେଇ ଏହି ଯୋଜନାର ସୁଫଳ ନେଇପାରିବେ। #HousingForAll
Tweet media one
20
49
224
@PRDeptOdisha
Panchayati Raj and Drinking Water Department
8 months
ଆପଣମାନେ ଜାଣନ୍ତି କି, #MOGHARA ଯୋଜନା ଅଧୀନରେ ଗୃହ ନିର୍ମାଣ ପାଇଁ ପ୍ରସ୍ତାବିତ ଜାଗାର ମାଲିକାନା ଯଦି ଆପଣଙ୍କ ବାପାଙ୍କ ନାମରେ ଅଛି, ସେ ଜୀବିତ ଅଛନ୍ତି ଏବଂ ସେ ସହ-ଋଣଗ୍ରହୀତା ହେବା ପାଇଁ ସମ୍ମତି ପ୍ରଦାନ କରନ୍ତି, ତେବେ ଆପଣ ବ୍ୟାଙ୍କରୁ ଋଣ ନେଇ ଏହି ଯୋଜନାର ସୁଫଳ ପାଇପାରିବେ। #HousingForAll
Tweet media one
25
70
222
@PRDeptOdisha
Panchayati Raj and Drinking Water Department
1 year
ନିଜ ଗୃହ ନିର୍ମାଣ ଅଥବା ସମ୍ପ୍ରସାରଣ କିମ୍ବା ଉନ୍ନତିକରଣ ପାଇଁ ଆଜି ହିଁ ଆବେଦନ କରନ୍ତୁ #MoGhara ତେବେ କେଉଁମାନେ ଏହି ସୁବିଧା ପାଇ ପାରିବେ, ଆସନ୍ତୁ ଜାଣିବା। ଯୋଜନା ସମ୍ବନ୍ଧୀୟ ବିସ୍ତୃତ ସୂଚନା ରେ ଉପଲବ୍ଧ। #RuralHousing #HousingForAll @CMO_Odisha @MoSarkar5T @DC_Odisha @IPR_Odisha
Tweet media one
13
30
218
@PRDeptOdisha
Panchayati Raj and Drinking Water Department
9 months
ଶ୍ରମିକ ସ୍ଥାନାନ୍ତରଣ ରୋକିବା ଓ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ବଳିଷ୍ଠ ପଦକ୍ଷେପ। ଷ୍ଟେଟ୍ ସପୋର୍ଟ ଟୁ ମହାତ୍ମା ଗାନ୍ଧୀ ନରେଗା" ରାଜ୍ୟର ଆଉ ୫ଟି ଜିଲ୍ଲାର ୧୦ଟି ବ୍ଲକକୁ ସମ୍ପ୍ରସାରିତ। #MGNREGA #OdishaCares @CMO_Odisha @OdishaMgnregs
Tweet media one
19
73
217
@PRDeptOdisha
Panchayati Raj and Drinking Water Department
4 years
The Govt of Odisha is committed towards well-being of every citizen during the lockdown period. Today, 44,531 sick, indigent and destitute villagers were provided with hot cooked meals across 1,359 GPs of Odisha. This provision shall be extended to all our GPs. #COVID2019india
Tweet media one
Tweet media two
Tweet media three
13
25
207
@PRDeptOdisha
Panchayati Raj and Drinking Water Department
6 years
This month #PEETHA camp, started with huge participation,will help 3 lakh new SHGs with financial benefits, free LEDs under #AmaGhar LED scheme & creating awareness of #Kalia
Tweet media one
Tweet media two
Tweet media three
Tweet media four
7
35
195
@PRDeptOdisha
Panchayati Raj and Drinking Water Department
4 years
Odisha Livelihoods Mission is creating #MassAwareness about simple #PreventiveMeasures to arrest #CommunityContagion of COVID-19 through their foot soldiers- the women SHGs at Gram Panchayat level. #OdishaFightsCorona #CoronaWarriors
Tweet media one
4
24
186
@PRDeptOdisha
Panchayati Raj and Drinking Water Department
6 months
ରାଜ୍ୟର ଯୁବଗୋଷ୍ଠୀଙ୍କୁ #ସ୍ଵତନ୍ତ୍ର_ଯୁବ_ଉଦ୍ୟମୀ ରୂପେ ଗଢ଼ିବା ପାଇଁ ଓଡ଼ିଶା ସରକାର #ସ୍ଵୟମ୍ ଯୋଜନାର ଶୁଭାରମ୍ଭ କରିଛନ୍ତି | ଲାଭଜନକ ବ୍ୟବସାୟ ପାଇଁ ମିଳିବ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ। ଯୋଜନା ସମ୍ବନ୍ଧୀୟ ବିସ୍ତ୍ରୃତ ସୂଚନା ରେ ଉପଲବ୍ଧ। #Swayam #OdishaOnTheMove #NabinOdisha #YubaOdisha
Tweet media one
12
47
211
@PRDeptOdisha
Panchayati Raj and Drinking Water Department
7 months
ରାଜ୍ୟର ଯୁବଶକ୍ତିଙ୍କୁ ଆତ୍ମନିର୍ଭରଶୀଳ କରି ସ୍ୱତନ୍ତ୍ର ଯୁବ ଉଦ୍ୟୋଗୀ ରୂପେ ଗଢିବା ପାଇଁ @PRDeptOdisha ଅଧୀନରେ ଏକ ନୂତନ ଯୋଜନା 'ସ୍ୱୟମ୍' କୁ ଓଡ଼ିଶା କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାର ନିଜ ବଜେଟରୁ ₹୪୪୮କୋଟି ବ୍ୟୟ କରିବେ। #Swayam #SwatantraYubaUdyami #OdishaCares
Tweet media one
11
71
206
@PRDeptOdisha
Panchayati Raj and Drinking Water Department
10 months
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ବିଗତ ୪ ମାସ ମଧ୍ୟରେ ରାଜ୍ୟରେ ଲକ୍ଷାଧିକ ଗୃହ ନିର୍ମିତ ହୋଇପାରିଛି। ହିତାଧିକାରୀମାନେ ନିଜର ସ୍ବପ୍ନର ଗୃହ ନିର୍ମାଣ କରି ପବିତ୍ର ଦୁର୍ଗାପୂଜାରେ ନିଜର ବହୁ ପ୍ରତିକ୍ଷିତ ସ୍ୱପ୍ନର ଘରେ ପରିବାର ସହ ଖୁସିରେ ଗୃହ ପ୍ରବେଶ କରିଛନ୍ତି। #PMAYG #HousingForAll
Tweet media one
14
12
198
@PRDeptOdisha
Panchayati Raj and Drinking Water Department
4 years
As per the government’s decision to provide opportunity to wage workers, all types of work started under #MGNREGA maintaining #SocialDistancing & personal protective measures in different parts of Odisha.
Tweet media one
Tweet media two
Tweet media three
6
19
186
@PRDeptOdisha
Panchayati Raj and Drinking Water Department
1 year
ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ 'ମୋ ଘର' ଯୋଜନା ଅଧୀନରେ ଘର ନିର୍ମାଣ, ସମ୍ପ୍ରସାରଣ ଓ ଉନ୍ନତିକରଣ ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ₹୩ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯିବା ସହ ₹୭୦,୦୦୦ ପର୍ଯ୍ୟନ୍ତ ମିଳିବ ସବସିଡି। ଯୋଜନା ସମ୍ବନ୍ଧୀୟ ସବିଶେଷ ତଥ୍ୟ ରେ ଉପଲବ୍ଧ #MoGhara #RuralHousing #Odisha
@CMO_Odisha
CMO Odisha
1 year
ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ସ୍ୱପ୍ନ ହେଉଛି ସାକାର। 'ମୋ ଘର' ଯୋଜନା ଅଧୀନରେ ରାଜ୍ୟରେ ବଳକା କଚ୍ଚା ଘର ହେବ ପକ୍କା ଘର। ଘର ନିର୍ମାଣ ଓ ସମ୍ପ୍ରସାରଣ ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ₹୩ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯିବା ସହ ₹୭୦,୦୦୦ ପର୍ଯ୍ୟନ୍ତ ମିଳିବ ସବସିଡି। ସଭିଙ୍କ ପାଇଁ ପକ୍କା ଘର ହେବ ସୁନିଶ୍ଚିତ। #MoGhara
67
98
569
12
33
196
@PRDeptOdisha
Panchayati Raj and Drinking Water Department
5 years
Department of Panchayati Raj and Drinking Water aligned its services with the transformative 5T initiative of Govt of Odisha, which was introduced by Hon. Chief Minister Shri Naveen Patnaik. @Naveen_Odisha @CMO_Odisha @SecyChief @5TsOdisha
Tweet media one
15
26
169
@PRDeptOdisha
Panchayati Raj and Drinking Water Department
8 months
#ସ୍ୱଚ୍ଛ_ଓଡ଼ିଶା_ସୁସ୍ଥ_ଓଡ଼ିଶା ଗଢିବା ଆମର ଦାୟିତ୍ୱ। ଦାୟିତ୍ୱବାନ ନାଗରିକ ହିସାବରେ ଆସନ୍ତୁ, ଏଥର ପ୍ଲାଷ୍ଟିକ୍ ମୁକ୍ତ ପିକ୍‌ନିକ୍‌ ଆୟୋଜନ କରିବା। ପ୍ଲାଷ୍ଟିକ୍ ବଦଳରେ ପତ୍ର ଖଲି, ଦନା,ଷ୍ଟିଲ ବାସନକୁସନ ବ୍ୟବହାର କରିବା। ପିକ୍‌ନିକ୍‌ ସ୍ଥଳରେ ଥିବା ଡଷ୍ଟବିନ ବ୍ୟବହାର କରି ପରିବେଶର ସ୍ୱଚ୍ଛତା ବଜାୟ ରଖିବା। #PlasticFreePicnic
Tweet media one
1
84
192
@PRDeptOdisha
Panchayati Raj and Drinking Water Department
10 months
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ରାଜ୍ୟର ବିଭିନ୍ନ ଜିଲ୍ଲାର ହିତାଧିକାରୀମାନେ ନିଜର ସ୍ବପ୍ନର ଗୃହ ନିର୍ମାଣ କରିବା ସହ ପବିତ୍ର ଦୀପାବଳି ଅବସରରେ ନିଜର ବହୁ ପ୍ରତିକ୍ଷିତ ପକ୍କାଘରକୁ ପରିବାର ସହ ଖୁସିରେ ଗୃହ ପ୍ରବେଶ କରିଛନ୍ତି। #PMAYG #HousingForAll
Tweet media one
10
33
193
@PRDeptOdisha
Panchayati Raj and Drinking Water Department
10 months
ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଆର୍ଥିକ ବର୍ଷ ୨୦୨୩-୨୪ ର ଦୀପାବଳି ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଗୃହ ନିର୍ମାଣ ଲକ୍ଷ୍ୟ ପୂରଣ କରିଥିବାରୁ ଗଞ୍ଜାମ, ଢେଙ୍କାନାଳ, ପୁରୀ, ଜଗତସିଂହପୁର, ଦେବଗଡ ଓ ଯାଜପୁର ଜିଲ୍ଲାମାନଙ୍କୁ @PRDeptOdisha ପକ୍ଷରୁ ଆୟୋଜିତ ସିଡ଼ିଓ ଓ ବିଡ଼ିଓ ସମ୍ମିଳନୀରେ ସମ୍ମାନିତ କରାଯାଇଛି @CMO_Odisha @MoSarkar5T
Tweet media one
10
37
191
@PRDeptOdisha
Panchayati Raj and Drinking Water Department
3 years
Hon'ble Chief Minister @CMO_Odisha Shri @Naveen_Odisha launched Distribution of House Repairing Assistance to Rural Housing beneficiaries of the State on 07.01.2022 in the presence of Hon'ble @PRDeptOdisha Minister Shri @jenapratap66 & Principal Secretary Shri @ashokkmeena .
Tweet media one
Tweet media two
Tweet media three
Tweet media four
13
27
180
@PRDeptOdisha
Panchayati Raj and Drinking Water Department
3 years
Notification on draft #reservation of seats of #ZillaParishad Presidents issued inviting objections / suggestions there on. #PanchayatElection #Odisha
Tweet media one
Tweet media two
7
31
185
@PRDeptOdisha
Panchayati Raj and Drinking Water Department
7 months
ଶ୍ରୀମନ୍ଦିର #ParikramaPrakalpa ର ସୁନ୍ଦର ଅନୁଭବ ପାଇବାପାଇଁ ରାଜ୍ୟର ପୁରପଲ୍ଲୀରୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଖୋର୍ଦ୍ଧାରେ ନିର୍ମିତ ଅସ୍ଥାୟୀ ଶିବିରକୁ @lohanisk1 ପ୍ରମୁଖ ଶାସନ ସଚିବ @PRDeptOdisha ପରିଦର୍ଶନ କରି ଭକ୍ତଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିବାସହ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ
8
38
188
@PRDeptOdisha
Panchayati Raj and Drinking Water Department
9 months
ଓଡ଼ିଶାର ଗ୍ରାମାଞ୍ଚଳବାସୀଙ୍କୁ ଏକ ଉନ୍ନତ ସାଧାରଣ ପରିବହନ ବ୍ୟବସ୍ଥା ପ୍ରଦାନ ପାଇଁ ରାଜ୍ୟ ସରକାର 'ଲକ୍ଷ୍ମୀ' ବସ୍ ସେବାର ଶୁଭାରମ୍ଭ କରିଛନ୍ତି। @PRDeptOdisha ପକ୍ଷରୁ ଏହି ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଆଯାଉଛି। #OdishaOnTheMove #GhareGhareLaxmi #CommuteRevolution
Tweet media one
3
51
184
@PRDeptOdisha
Panchayati Raj and Drinking Water Department
6 months
ମାନ୍ୟବର @CMO_Odisha ଶ୍ରୀଯୁକ୍ତ @Naveen_Odisha ରାଜ୍ୟର ଗ୍ରାମ ପଞ୍ଚାୟତମାନଙ୍କରେ କାର୍ଯ୍ୟ କରୁଥିବା ସ୍ୱାବଲମ୍ବୀ କାରିଗରମାନଙ୍କ ପାରିଶ୍ରମିକ ₹ ୪୦୦୦ ରୁ ₹ ୬୫୦୦ କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ବଳିଷ୍ଠ ନିଷ୍ପତ୍ତି ଦ୍ୱାରା ୧୩ ହଜାର ସ୍ୱାବଲମ୍ବୀ କାରିଗର ଉପକୃତ ହେବେ। #OdishaCares
Tweet media one
4
36
186
@PRDeptOdisha
Panchayati Raj and Drinking Water Department
1 year
ଦ୍ୱିତୀୟ ପର୍ଯ୍ୟାୟରେ 3072 ପଞ୍ଚାୟତରେ ପ୍ରାୟ 54 ହଜାର ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ହିତାଧିକାରୀଙ୍କ ତାଲିକା ପ୍ରଦର୍ଶିତ ହେଉଛି । ଅଗଷ୍�� 2 ତାରିଖ ମଧ୍ୟରେ ତାଲିକାରେ କୌଣସି ଅଯୋଗ୍ୟ ପରିବାର ସ୍ଥାନ ପାଇଥିଲେ ଜଣାଇବାକୁ ଅନୁରୋଧ। #PMAYG #HousingForAll #PuccaGhar #RuralHousing
Tweet media one
25
21
181
@PRDeptOdisha
Panchayati Raj and Drinking Water Department
6 months
#AmaOdishaNabinOdisha କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଗୋଷ୍ଠୀ କେନ୍ଦ୍ର ଗୁଡିକର ନିର୍ମାଣ କରାଯାଇଛି | ଏଠାରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ସହଭାଗିତାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇପାରିବେ | #OdishaOnTheMove
Tweet media one
5
38
176
@PRDeptOdisha
Panchayati Raj and Drinking Water Department
6 months
ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ରାଶି ବୃଦ୍ଧି କରିବାକୁ ମାନ୍ୟବର @CMO_Odisha ଶ୍ରୀଯୁକ୍ତ @Naveen_Odisha ଘୋଷଣା କରିଛନ୍ତି। ଏଥି ନିମନ୍ତେ, ରାଜ୍ୟ ସରକାର ₹ ୧୬୨.୬୮ କୋଟି ଅତିରିକ୍ତ ଖର୍ଚ୍ଚ ବହନ କରିବେ। #OdishaCares
Tweet media one
19
35
175
@PRDeptOdisha
Panchayati Raj and Drinking Water Department
17 days
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା @EnergyOdisha ମନ୍ତ୍ରୀ ଶ୍ରୀ @KVSinghDeo1 @PRDeptOdisha ମନ୍ତ୍ରୀ ଶ୍ରୀ @RabiNaikBJP ଙ୍କ କରକମଳରେ ଆଜି ପ୍ରଯୁକ୍ତିବିଦ୍ୟାର ସଦୁପଯୋଗରେ ଭାରତ ସରକାରଙ୍କ @mopr_goi , ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ @NICMeity ର ମିଳିତ ସହଯୋଗରେ @TataPower ଓଡ଼ିଶା ଡିସକମ୍
Tweet media one
Tweet media two
Tweet media three
Tweet media four
14
53
177
@PRDeptOdisha
Panchayati Raj and Drinking Water Department
4 years
Odisha government’s #5T approach - transparency, technology, teamwork, timeliness & transformation - brings groundbreaking results. #RuralHousing is reaching a new high in Odisha despite challenges of COVID-19 - securing homes 🏠 & wage earning under #MGNREGA .
Tweet media one
12
25
158
@PRDeptOdisha
Panchayati Raj and Drinking Water Department
1 year
#NationalPanchayatAwards 2023 have been announced. #Ganjam has bagged the award of best Zilla Parishad in the country. Similarly, #Hinjicut block is being awarded as the no. 1 Panchayat Samiti.
Tweet media one
8
11
169
@PRDeptOdisha
Panchayati Raj and Drinking Water Department
8 months
ଉଦଘାଟନୀ ଅପେକ୍ଷାରେ ଜାତୀୟସ୍ତରୀୟ ପ୍ରଦର୍ଶନୀ ମେଳା #SisirSaras2024 📍: ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆ, ଭୁବନେଶ୍ୱର 🗓: ଜାନୁଆରୀ ୬-୧୫ ତାରିଖ ପର୍ଯ୍ୟନ୍ତ ଆଜି ସନ୍ଧ୍ୟା ୭:୩୦ ଘଟିକାରେ ମାନ୍ୟବର @CMO_Odisha ଶ୍ରୀଯୁକ୍ତ @Naveen_Odisha ଙ୍କ ଦ୍ଵାରା ଏହି ମେଳାର ଶୁଭ ଉଦଘାଟନ ହେବ l #OrmasSisirSaras2024
Tweet media one
5
60
165
@PRDeptOdisha
Panchayati Raj and Drinking Water Department
2 years
Hon'ble @CMO_Odisha @Naveen_Odisha inaugurated Orientation Programme for newly elected PRI members on 02.06.2022 in the presence of Hon'ble Minister, PR&DW @jenapratap66 , Agr.& FE Minister @dr_arunsahoo , FS&CW Minister @rajaaswain and Mission Shakti Minister @TukuniSahu .
Tweet media one
Tweet media two
Tweet media three
Tweet media four
34
27
166
@PRDeptOdisha
Panchayati Raj and Drinking Water Department
6 months
ରାଜ୍ୟର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ କରି ଯୁବ ଉଦ୍ୟୋଗୀ ରୂପେ ଗଢି ତୋଳିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି ସ୍ଵତନ୍ତ୍ର ଯୁବ ଉଦ୍ୟମୀ ଯୋଜନା #ସ୍ୱୟମ୍ ତେବେ କେଉଁମାନେ ଏହି ସୁବିଧା ପାଇ ପାରିବେ, ଆସନ୍ତୁ ଜାଣିବା। ଯୋଜନା ସମ୍ବନ୍ଧୀୟ ବିସ୍ତୃତ ସୂଚନା ରେ ଉପଲବ୍ଧ #Swayam #OdishaOnTheMove
Tweet media one
6
49
160
@PRDeptOdisha
Panchayati Raj and Drinking Water Department
6 months
ରାଜ୍ୟର ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରି ସ୍ଵତନ୍ତ୍ର ଯୁବ ଉଦ୍ୟୋଗୀ ରୂପେ ଗଢିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି #ସ୍ୱୟମ୍ ଯୋଜନା ଏହି ଯୋଜନାରେ ଆବେଦନକାରୀ କିପରି ଆବେଦନ କରିବେ, ଆସନ୍ତୁ ଜାଣିବା। ଯୋଜନା ସମ୍ବନ୍ଧୀୟ ବିସ୍ତୃତ ସୂଚନା ରେ ଉପଲବ୍ଧ। #Swayam #OdishaOnTheMove #NabinOdisha
9
49
163
@PRDeptOdisha
Panchayati Raj and Drinking Water Department
8 months
ବିଗତ ୨ ମାସରେ #BASUDHA ର ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର-୧୯୧୬ରେ ୫୦୭୧ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୫୦୬୩ ଟି ସମସ୍ୟାର ତ୍ୱରିତ ସମାଧାନ କରାଯାଇଛି। ବସୁଧା ହେଲ୍ପ ଲାଇନ ନମ୍ବର ମଧ୍ୟ ଗ୍ରାମାଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁଛି। ଏହି ସେବା ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ ଉପଲବ୍ଧ।
Tweet media one
8
59
158
@PRDeptOdisha
Panchayati Raj and Drinking Water Department
8 months
Hon'ble @CMO_Odisha , Shri @Naveen_Odisha will inaugurate the #ShreeMandiraParikramaPrakalpa on 17th January, 2024. Let's come together to celebrate this momentous occasion and embrace our rich cultural heritage. #JaiJagannatha 🙏
Tweet media one
3
58
157
@PRDeptOdisha
Panchayati Raj and Drinking Water Department
10 months
State-level Conference of CDO-cum-EOs and BDOs begins at Convention Hall, Lokseva Bhawan by @PRDeptOdisha under the chairmanship of Sri @lohanisk1 , Principal Secretary on 18 November, 2023.
Tweet media one
6
49
159
@PRDeptOdisha
Panchayati Raj and Drinking Water Department
5 years
ସରକାରଙ୍କ ସହାୟତାରେ ଗଞ୍ଜାମ ଜିଲ୍ଲାର ପଦ୍ମନାଭ ପ୍ରଧାନ ଏକ ଆଦର୍ଶ ଗାଈ ଗୁହାଳ ନିର୍ମାଣ କରିଛନ୍ତି। ଏହାଦ୍ୱାରା ଗାଈ ମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ସହ ସମୟାନୁଯାୟୀ ଚାରା ଯୋଗାଣ ସମ୍ଭବ ଯୋଗୁଁ ସେମାନଙ୍କର ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ସହ ହିତାଧିକାରୀଙ୍କ ବାର୍ଷିକ ଆୟ ୬୦ ରୁ୭୦ ହଜାର ଟଙ୍କା ବୃଦ୍ଧି ପାଇଛି।
Tweet media one
10
16
137
@PRDeptOdisha
Panchayati Raj and Drinking Water Department
5 years
Tubewells, mobile tankers, and gensets keep the rural water supply systems going on Day2 after #CycloneFani . #Odisha @CMO_Odisha
Tweet media one
6
14
153
@PRDeptOdisha
Panchayati Raj and Drinking Water Department
1 year
Visit of Addl Secy, @exciseodisha as Water Observer & supervision of construction of tubewell platform along with #soakpit under #GreywaterManagementProgram under #SBMG in #Danagadi Block, Jajpur Dist., Odisha. @CMO_Odisha @MoSarkar5T @swachhbharat @MoJSDoWRRDGR @sbmodisha
Tweet media one
17
9
155
@PRDeptOdisha
Panchayati Raj and Drinking Water Department
2 years
Sri Sushil Kumar Lohani, IAS, Principal Secretary, @PRDeptOdisha addressed a Press Conference on Pradhan Mantri Aawas Yojna (Grameen) on 15.01.2023 at SIRD Campus, Bhubaneswar. #PMAY #PMAYG #RuralHousing
Tweet media one
19
12
153
@PRDeptOdisha
Panchayati Raj and Drinking Water Department
5 years
#CycloneFani : As part of the emergency preparedness measures, the #OdishaGovernment is carrying out massive mobilisation of water Tankers with Gensets for Rural Water Supply.  #OdishaPrepared4Fani @CMO_Odisha
Tweet media one
Tweet media two
Tweet media three
Tweet media four
7
25
147
@PRDeptOdisha
Panchayati Raj and Drinking Water Department
2 months
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ @RabiNaikBJP ଆଜି @PRDeptOdisha ଅଧିନସ୍ଥ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ @lohanisk1 ବିଭାଗର କାର୍ଯ୍ୟଧାରା ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।
Tweet media one
17
11
151
@PRDeptOdisha
Panchayati Raj and Drinking Water Department
9 months
Under the State Sector Scheme, @ormas_odisha is leading the charge in promoting #lemongrass cultivation in #Koraput , #Odisha . Besides, there are plans to form 4 #FPOs & 1 #KrushiSansadhanKendra aimed at promoting over 4000 farmers. #SustainableLivelihood @CMO_Odisha @dmkoraput
Tweet media one
6
46
153
@PRDeptOdisha
Panchayati Raj and Drinking Water Department
8 months
#BASUDHA ଯୋଜନାରେ ରେ ଗ୍ରାମାଞ୍ଚଳରେ ଘରେ ଘରେ ନିରବଛିନ୍ନ ପାନୀୟ ଜଳ ଯୋଗାଇଦେବା ଓ ପାନୀୟ ଜଳ ଯୋଗାଣ ଜନିତ ସମସ୍ୟାର ତ୍ୱରିତ ସମାଧାନ ନିମନ୍ତେ @PRDeptOdisha ପ୍ରତିଶ୍ରୁତିବଦ୍ଧ। ବସୁଧାର ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର - ୧୯୧୬ ଜାରି କରାଯାଇଛି, ଯାହାକି ପ୍ରତ୍ଯହ ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ।
10
53
148
@PRDeptOdisha
Panchayati Raj and Drinking Water Department
4 years
To strengthen livelihood initiatives in terms of capacity & technical support, OLM partners with 7 TSAs - AEG Foundation, @cinicell , Innovative Change Collaboration, @keystone_kf , @ASAIndia_1996 , @CropInTech & Sesta Development Services. #MissionShakti #SustainableLivelihoods
Tweet media one
1
15
130
@PRDeptOdisha
Panchayati Raj and Drinking Water Department
6 months
ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଇ ଆରମ୍ଭ ହୋଇଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ #AmaOdishaNabinOdisha ଅଧୀନରେ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ରାଜ୍ୟବ୍ୟାପୀ ଆୟୋଜିତ ହୋଇଥିବା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ସଫଳତାର ସହ ସମ୍ପନ୍ନ ହୋଇଛି। #OdishaCares
Tweet media one
4
43
148
@PRDeptOdisha
Panchayati Raj and Drinking Water Department
6 years
ପିଠା କାର୍ଯ୍ୟକ୍ରମ ଜରିଆରେ ଉପକୃତ ହେଉଛନ୍ତି ଓଡ଼ିଶାର ଅଗଣିତ ମା' ଭଉଣୀ। ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରୋତ୍ସାହନ ଦ୍ୱାରା ସେମାନେ ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରର ଅନ୍ୟ ସଦସ୍ୟଙ୍କ ମୁହଁରେ ମଧ୍ୟ ହସ ଫୁଟାଇ ପାରୁଛନ୍ତି। ସଶକ୍ତ ନାରୀ, ସଶକ୍ତ ଓଡ଼ିଶା। #PEETHA @CMO_Odisha
15
9
125
@PRDeptOdisha
Panchayati Raj and Drinking Water Department
8 months
#BASUDHA ଯୋଜନା ଅଧୀନରେ ରାଜ୍ୟର ଗ୍ରାମାଞ୍ଚଳରେ ନଳକୂପ ସହିତ ପ୍ରତ୍ୟେକ ଗୃହ, ବିଦ୍ୟାଳୟ ଓ ଅଙ୍ଗନୱାଡ଼ିକେନ୍ଦ୍ରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବାପାଇଁ @PRDeptOdisha ଦୃଢ ସଂକଳ୍ପବଦ୍ଧ | #OdishaCares #DrinkingWaterForAll
Tweet media one
12
70
145
@PRDeptOdisha
Panchayati Raj and Drinking Water Department
10 months
#ସ୍ୱଚ୍ଛ_ଓଡ଼ିଶା_ସୁସ୍ଥ_ଓଡ଼ିଶାକୁ ପ୍ରାଥମିକତା ଦେଇ ଗ୍ରାମାଞ୍ଚଳରେ #ODF ସ୍ଥିତି ବଜାୟ ରଖିବା ପାଇଁ 'ସ୍ଵତନ୍ତ୍ର ଅଭିଯାନ' ମାଧ୍ୟମରେ ପ୍ରତ୍ୟେକ ଘରେ ଶୌଚାଳୟ ନିର୍ମାଣ କରାଯାଉଛି I ଆପଣ ମଧ୍ୟ ଏହି 'ସ୍ଵତନ୍ତ୍ର ଅଭିଯାନ'ରେ ସାମିଲ ହୋଇ ନିଜ ଅଞ୍ଚଳର ସ୍ଵଚ୍ଛତା ବଜାୟ ରଖନ୍ତୁ, ସମ୍ପୂର୍ଣ୍ଣ ସ୍ଵଚ୍ଛତା ଦିଗରେ ଆଉ ପାଦେ ଆଗେଇ ଆସନ୍ତୁ I
Tweet media one
5
53
144
@PRDeptOdisha
Panchayati Raj and Drinking Water Department
2 years
Two Day CDOs-Cum-EOs Conference being organised by @PRDeptOdisha begins on 17.10.2022 under the Chairmanship of Sri Sushil Ku Lohani, IAS, Principal Secy. All CDOs, Addl EOs, Addl/Joint/Dy CEOs, DSCs, MCs along with senior officials of department attended the 1st day of the event
Tweet media one
Tweet media two
Tweet media three
21
12
148
@PRDeptOdisha
Panchayati Raj and Drinking Water Department
1 year
Today, Principal Secretary @lohanisk1 , Director, Special Projects @PRDeptOdisha along with @dmkoraput visited #Kotia of #Koraput District, #Odisha & reviewed progress of #MGNREGS , #RuralHousing , #ORMAS and #MissionShakti activities. @CMO_Odisha @MoSarkar5T @SecyChief @DC_Odisha
Tweet media one
Tweet media two
Tweet media three
Tweet media four
2
16
144
@PRDeptOdisha
Panchayati Raj and Drinking Water Department
6 months
ରାଜ୍ୟର ଯୁବଗୋଷ୍ଠୀଙ୍କୁ ସ୍ଵତନ୍ତ୍ର ଯୁବ ଉଦ୍ୟମୀ ରୂପେ ଗଢ଼ିବା ପାଇଁ ଓଡ଼ିଶା ସରକାର #ସ୍ଵୟମ୍ ଯୋଜନାର ଶୁଭାରମ୍ଭ କରିଛନ୍ତି | ଆସନ୍ତୁ ଜାଣିବା ଏହି ଯୋଜନାର ଲାଭ ନେବା ପାଇଁ କିପରି ପଞ୍ଜୀକରଣ କରିବାକୁ ପଡିଥାଏ | ଯୋଜନା ସମ୍ବନ୍ଧୀୟ ବିସ୍ତୃତ ସୂଚନା ରେ ଉପଲବ୍ଧ। #SWAYAM #OdishaCares #NabinOdisha
Tweet media one
10
47
146
@PRDeptOdisha
Panchayati Raj and Drinking Water Department
5 years
With the launching of #MoSarkar programme, Dept of PR&DW set-up exclusive ‘Mo Sarkar Cells’ in 30 DRDA offices and 314 Block Offices under this #transformational Initiative. @Naveen_Odisha @CMO_Odisha @SecyChief @MoSarakaar @5TsOdisha @UNDP_India #SGD1
Tweet media one
Tweet media two
15
24
118
@PRDeptOdisha
Panchayati Raj and Drinking Water Department
1 year
ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାର ବର୍ଗଙ୍କ ବୃହତ୍ତର ସ୍ଵାର୍ଥକୁ ଦୃଷ୍ଟିରେ ରଖି #OdishaCabinet ନୂତନ ଯୋଜନା ‘ମୋ ଘର’ କୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନର ଗୃହନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡରୁ ବାଦ ପଡିଥିବା କିମ୍ବା ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ପରିବାର ଏହି ଯୋଜନାରୁ ଉପକୃତ ହେବେ।
Tweet media one
6
21
144
@PRDeptOdisha
Panchayati Raj and Drinking Water Department
4 years
To ensure the poorest families’ access to nutrition along with livelihood security, #OdishaLivelihoodsMission in convergence with #MGNREGS , has a plan to support around five lakh families to grow organic vegetables and fruits in their backyard in all 314 blocks of the state.
Tweet media one
6
24
121
@PRDeptOdisha
Panchayati Raj and Drinking Water Department
6 months
ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲାର ଗ୍ରାମାଞ୍ଚଳବାସୀଙ୍କୁ ଏକ ସୁଗମ ସାଧାରଣ ପରିବହନ ବ୍ୟବସ୍ଥା ନିଶ୍ଚିତ କରିବା ପାଇଁ ମାନ୍ୟବର @CMO_Odisha ଶ୍ରୀଯୁକ୍ତ @Naveen_Odisha ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି। #NabinOdisha #OdishaOnTheMove
Tweet media one
7
33
142
@PRDeptOdisha
Panchayati Raj and Drinking Water Department
1 year
ଦୃଢ଼ ଇଛାଶକ୍ତି, କଠିନ ପରିଶ୍ରମ ଓ ସରକାରୀ ସହାୟତାରେ @dmkoraput ଜିଲ୍ଲା ସେମିଳିଗୁଡ଼ା ବ୍ଲକର ଜୟରାମ ଜାନୀ ଜଣେ ସଫଳ ଚାଷୀ ହୋଇପାରିଛନ୍ତି । #MGNREGA ଯୋଜନାରେ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ସହ ନିଜେ ସ୍ୱାବଲମ୍ବୀ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି। #OdishaCares #Odisha #RuralDevelopment #SustainableLivelihood
5
18
140
@PRDeptOdisha
Panchayati Raj and Drinking Water Department
7 months
ଗ୍ରାମାଞ୍ଚଳବାସୀଙ୍କୁ ଏକ ଉନ୍ନତ ପରିବହନ ବ୍ୟବସ୍ଥା ପ୍ରଦାନ କରିବାପାଇଁ ମାନ୍ୟବର @CMO_Odisha ଶ୍ରୀଯୁକ୍ତ @Naveen_Odisha ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ ଜିଲ୍ଲାରେ @LAccMI_Odisha ବସସେବାର ଶୁଭାରମ୍ଭ କରିଛନ୍ତି। @PRDeptOdisha ପକ୍ଷରୁ ଗ୍ରାମାଞ୍ଚଳରେ ଏହି ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇଦିଆଯାଉଛି #OdishaCares
Tweet media one
6
44
142
@PRDeptOdisha
Panchayati Raj and Drinking Water Department
9 months
ଶ୍ରମିକ ସ୍ଥାନାନ୍ତରଣ ରୋକିବା ଓ ସେମାନଙ୍କ ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବାପାଇଁ ଓଡ଼ିଶା ସରକାର "ଷ୍ଟେଟ ସପୋର୍ଟ ଟୁ ମହାତ୍ମା ଗାନ୍ଧୀ ନରେଗା" କୁ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଓ ପାପଡ଼ାହାଣ୍ଡି ବ୍ଲକକୁ ସମ୍ପ୍ରସାରିତ କରିଛନ୍ତି @CMO_Odisha @DMnabarangpur #OdishaLeads #OdishaCares #MGNREGA #StateSupportToMGNREGA
Tweet media one
5
43
140
@PRDeptOdisha
Panchayati Raj and Drinking Water Department
5 years
This Gram Sansad - model Gram Panchayat building of Sri Ramachandrapur GP, Chatrapur block, Ganjam, is an example of #innovation under #MGNREGS @MoRD_GOI @UNDP
Tweet media one
7
20
122
@PRDeptOdisha
Panchayati Raj and Drinking Water Department
10 months
ରାଜ୍ୟ ଅର୍ଥ କମିଶନ ଅନୁଦାନ ଓ #MGNREGA ଯୋଜନାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀ ନାରାୟଣପୁର ଗ୍ରାମ ପଞ୍ଚାୟତର ବଜରଙ୍ଗୀ ପାର୍କରେ ପିକନିକ ସ୍ପଟର ନିର୍ମାଣ କରାଯାଇଛି। ଏହା ପାର୍କର ସୌନ୍ଦର୍ଯ୍ୟ ବଢାଇବା ସହ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଇ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରୁଛି।
Tweet media one
1
22
138
@PRDeptOdisha
Panchayati Raj and Drinking Water Department
9 months
ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ମିଳୁଛି ପକ୍କା ଘର, ହସୁଛି ସୁନା ସଂସାର। ମାନ୍ୟବର @CMO_Odisha ଙ୍କ ବଳିଷ୍ଠ ମାର୍ଗଦର୍ଶନରେ, ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଅଦ୍ୟାବଧି ରାଜ୍ୟରେ ୩୩ ଲକ୍ଷରୁ ଉର୍ଦ୍ଧ୍ବ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ଜୀବନ ହୋଇଛି ସୁରକ୍ଷିତ। #HousingForAll
Tweet media one
7
49
138
@PRDeptOdisha
Panchayati Raj and Drinking Water Department
10 months
ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ, ରାଜ୍ୟ ସରକାରଙ୍କ ପ୍ରୟାସ। #ପଞ୍ଚମ_ରାଜ୍ୟ_ଅର୍ଥ_କମିଶନ ଅନୁଦାନରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ହିରାପୁରରେ ସାପ୍ତାହିକ ହାଟ ନିର୍ମାଣ କରାଯାଇଛି। ଏହା ବ୍ୟବସାୟୀମାନଙ୍କୁ ଉନ୍ନତ ଭିତ୍ତିଭୂମି ପ୍ରଦାନ କରିବା ସହ ଏକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ବଜାର ସୁବିଧା ଯୋଗାଉଛି। #5ThSFC #RuralHaat
Tweet media one
1
18
138
@PRDeptOdisha
Panchayati Raj and Drinking Water Department
6 months
ସଶକ୍ତ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ସୁଦୃଢ ଓଡ଼ିଶା ନିର୍ମାଣ!
Tweet media one
2
39
138
@PRDeptOdisha
Panchayati Raj and Drinking Water Department
1 year
ଓଡ଼ିଶାର ଗ୍ରାମାଞ୍ଚଳରେ ବାସ କରୁଥିବା ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ @PRDeptOdisha ଦ୍ଵାରା କାର୍ଯ୍ୟକାରୀ ହେଉଥିବା #MOGHARA ଯୋଜନାରେ ନିମ୍ନ ପ୍ରଦତ୍ତ ସୁବିଧାମାନ ମିଳିଥାଏ। ଯୋଜନା ସମ୍ବନ୍ଧୀୟ ଅଧିକ ସୂଚନା, ରେ ଉପଲବ୍ଧ। #OdishaCares #HousingForAll #PuccaGhar
Tweet media one
20
21
137
@PRDeptOdisha
Panchayati Raj and Drinking Water Department
7 months
ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ, ରାଜ୍ୟ ସରକାରଙ୍କ ପ୍ରୟାସ ! #AmaOdishaNabinOdisha କାର୍ଯ୍ୟକ୍ରମ ଅଧୀନରେ ପ୍ରତି ପଞ୍ଚାୟତ ହେବ ରୂପାନ୍ତରିତ ଓଡ଼ିଶାର ପ୍ରତିଛବି। #OdishaOnTheMove
Tweet media one
7
42
136
@PRDeptOdisha
Panchayati Raj and Drinking Water Department
6 months
#Odisha government and @CGTMSEOfficial inked a MoU today for the successful implementation of the newly launched interest-free credit guarantee self employment scheme #SWAYAM , aimed at promoting #Entrepreneurship skills among youth & empowering them to become #SwatantraYuvaUdyami
Tweet media one
4
61
138
@PRDeptOdisha
Panchayati Raj and Drinking Water Department
14 days
ଗ୍ରାମାଞ୍ଚଳରେ #JalJeevanMission #Basudha ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ସୁପରିଚାଳନା ଓ #SwachhBharatMission ଅଧୀନରେ ସମଗ୍ର ଗ୍ରାମରେ #ODFPlus ସ୍ଥିତି ବଜାୟ ରଖି ଏକ ସ୍ୱଚ୍ଛ ଓ ସୁସ୍ଥ ବାତାବରଣ ସୁନିଶ୍ଚିତ କରିବା ପାଇଁ ଗଠନ ହୋଇଥିବା ଗ୍ରାମ୍ୟ ଜଳ ଓ ପରିମଳ କମିଟିଗୁଡିକର କାର୍ଯ୍ୟ ଦକ୍ଷତା
Tweet media one
Tweet media two
Tweet media three
Tweet media four
24
16
138
@PRDeptOdisha
Panchayati Raj and Drinking Water Department
9 months
ଗ୍ରାମାଞ୍ଚଳରେ ଶିଳ୍ପ ଭିତ୍ତିଭୂମି ସୁଦୃଢ କରିବା ଓ ମହିଳାମାନଙ୍କୁ କର୍ମ ସଂସ୍ଥାନ ଯୋଗାଇଦେଇ ସେମାନଙ୍କ ଆର୍ଥିକ ମାନଦଣ୍ଡକକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ @PRDeptOdisha ପକ୍ଷରୁ ରାଜ୍ୟର ୩୦ ଜିଲ୍ଲାରେ ୮୨ଟି ଶିଳ୍ପପାର୍କ ନିର୍ମାଣ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। #OdishaOnTheMove #RuralIndustrialPark #Livelihood
Tweet media one
11
28
134
@PRDeptOdisha
Panchayati Raj and Drinking Water Department
10 months
This is a "FAKE" document. Kindly, don't take it into consideration. No such official order has been issued by Department of Panchayatiraj & Drinking Water, Government Of Odisha. @PRDeptOdisha
Tweet media one
8
29
138