Biswanath Pratap Jena Profile Banner
Biswanath Pratap Jena Profile
Biswanath Pratap Jena

@Biswa4Anandapur

1,608
Followers
1,462
Following
412
Media
1,048
Statuses

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ , ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ.....

Anandapur, keonjhar ,India
Joined February 2019
Don't wanna be here? Send us removal request.
@Biswa4Anandapur
Biswanath Pratap Jena
2 years
#5T ମହାମନ୍ତ୍ର ସୁଶାସନର, ବିଶ୍ବାସ ବିକାଶର, ତ୍ବରାନ୍ବିତ ପ୍ରକ୍ରିୟା ରୂପାନ୍ତରିତ ଓ ପ୍ରଗତିଶୀଳ ଓଡ଼ିଶାର, #5T ପାଇଁ ସ୍ବଚ୍ଛ ରହିଛି ଶାସନ, ଚଳଚଞ୍ଚଳ ପ୍ରଶାସନ । @Naveen_Odisha @MoSarkar5T @Vkpandianfancl1 #vkpandianfanclub
Tweet media one
21
5
260
@Biswa4Anandapur
Biswanath Pratap Jena
1 year
ଶତାଦ୍ଦୀର ଶ୍ରେଷ୍ଠ ରେଳ ଦୁର୍ଘଟଣା ବାହାନଗା ବାଲେଶ୍ବର ଠାରେ ଆମ ଶିବ ଶକ୍ତି ସାମାଜିକ ଉନ୍ନୟନ ସଂସ୍ଥା ପକ୍ଷରୁ ଜଳ ଦାନ ସହ ଉଦ୍ଧାରକାରୀଙ୍କୁ ସହଯୋଗ କଲୁ । ମୃତାହତ, ଆହତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମହାପ୍ରଭୁଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କଲି । @Naveen_Odisha @Vkpandianfancl1 @MoSarkar5T @pranabpdas
Tweet media one
Tweet media two
Tweet media three
Tweet media four
5
7
151
@Biswa4Anandapur
Biswanath Pratap Jena
2 years
ତାଙ୍କର କାମ କଥା କହେ ,ଦୁଇ ଦଶନ୍ଧିର ସଫଳ ଶାସନ ପରେ ବି ସେ ନିର୍ବିବାଦୀୟ, ନିଷ୍କଳଙ୍କ ଓ ନିର୍ବିକାର ।ଅଳ୍ପ ସ୍ୱଳ୍ପ କଥା କୁହନ୍ତି, କିନ୍ତୁ ତାଙ୍କର କାମ ହୁଏ କାହାଣୀ । ଇତିହାସର ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇ ରହେ ତାଙ୍କ କୀର୍ତ୍ତି । ସିଏ ନବୀନ- ନିତ୍ୟ ନୂତନ, ସଭିଙ୍କ ପ୍ରିୟ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟ
Tweet media one
18
3
142
@Biswa4Anandapur
Biswanath Pratap Jena
2 years
ଜନସାଧାରଣଙ୍କ ସେବା ମୋ ଧର୍ମ ଓ ପ୍ରାଥମିକ କର୍ତ୍ତବ୍ଯ। ମୋ ଆନନ୍ଦପୁର, ହାଟଡିହୀ ମାଟିର ସୁଖ ଓ ସମୃଦ୍ଧି ଆଣିବାକୁ ମୋ ଦଳ @bjd_odisha ର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଛି । ମୋର ଶେଷ ରକ୍ତବିନ୍ଦୁ ଥିବା ଯାଏଁ ମୁଁ ଗୁଣ୍ଡୁଚି ମୂଷାଟିଏ ପରି ମୋର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha @pranabpdas ଙ୍କର ଆଦେଶରେ
Tweet media one
Tweet media two
9
4
95
@Biswa4Anandapur
Biswanath Pratap Jena
1 year
ଶିକ୍ଷା କ୍ଷେତ୍ରରେ ଆଣିଲେ ସଂସ୍କାର , ଯୁବ ପିଢିଙ୍କୁ ସୁଯୋଗ ଅପାର ,ଫାଇବ୍ ଟି କରେ ରୂପାନ୍ତରଣ, ଆମ ମୁଖ୍ଯମନ୍ତ୍ରୀ ସ୍ଵତନ୍ତ୍ର ଜାଣ।ମାନ୍ୟବର ମୁଖ୍ୟମନ୍ତ୍ରୀ @CMO_Odisha ଶିକ୍ଷକ/ଶିକ୍ଷିକା ସଂପ୍ରଦାୟର ଆଶାକୁ ପୂରଣ କଲେ ,୧୮ ହଜାରରୁ ଅଧିକ ଉଚ୍ଚବିଦ୍ୟାଳୟର ଶିକ୍ଷକ/ଶିକ୍ଷିକାଙ୍କୁ ନିୟମିତ କରି ଓଡ଼ିଆ ନବବର୍ଷର ଭେଟି ପ୍ରଦାନ କଲେ ।
Tweet media one
6
4
82
@Biswa4Anandapur
Biswanath Pratap Jena
1 year
ରୂପାନ୍ତରଣର ନୂଆ ସ୍ପର୍ଶରେ ଆଗଉଛି ଓଡିଶା @MoSarkar5T ଦେଉଛି ନୂତନ ଦିଶା । ମାନ୍ୟବର ମୁଖ୍ୟମନ୍ତ୍ରୀ , ଓଡିଶାବାସୀଙ୍କ ହୃଦୟର ଜନନେତା ,ବିଚକ୍ଷଣ ,ଅପ୍ରତିଦ୍ୱନ୍ଦୀ ଓ ଅପରାଜୟ ନେତୃତ୍ବ, ଆମର ଆଦର୍ଶ, ଆଶା ବିଶ୍ବାସ ଓ ପ୍ରେରଣାର ଉତ୍ସ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟଙ୍କ ଯୁଗାନ୍ତକାରୀ ପଦକ୍ଷେପ।
Tweet media one
5
3
78
@Biswa4Anandapur
Biswanath Pratap Jena
1 year
ସେବା,ତ୍ୟାଗ ,ତିତିକ୍ଷା ଓ ସାହସର ସଙ୍କେତ ,ଉତ୍କଳୀୟ ସ୍ବାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ,ଯୋଗଜନ୍ମା ,ଯୁଗପୁରୁଷ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ ମହୋଦୟଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । @Naveen_Odisha @Vkpandianfancl1 @MoSarkar5T @bjd_odisha
Tweet media one
@Naveen_Odisha
Naveen Patnaik
1 year
ମହାନ ଜନନାୟକ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ରାଜ୍ୟର ସର୍ବାଙ୍ଗୀନ ଉନ୍ନତି, ଓଡ଼ିଆ ସ୍ବାଭିମାନର ସୁରକ୍ଷା ସହ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ଲୋକଙ୍କ ହୃଦୟରେ ସ୍ମରଣୀୟ ରହିବ। #BijuBabu
Tweet media one
105
163
1K
5
9
66
@Biswa4Anandapur
Biswanath Pratap Jena
2 years
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହୀ ବ୍ଲକ ଅନ୍ତର୍ଗତ ଷଡଙ୍ଗ ଗ୍ରାମରେ ଏକ ଅଷ୍ଟମପ୍ରହରୀ ନାମଯଜ୍ଞ ରେ ଯୋଗଦାନ କଲି ।ଏହି ଅବସରରେ ଚୈତନ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ଆନନ୍ଦପୁର ନିର୍ବାଚନ ମଣ୍ଡଳୀବାସୀଙ୍କର ସୁଖ ସମୃଦ୍ଧି କାମନା କଲି । @Naveen_Odisha @bjd_odisha @Vkpandianfancl1 @MoSarkar5T @pranabpdas
Tweet media one
Tweet media two
Tweet media three
Tweet media four
3
2
66
@Biswa4Anandapur
Biswanath Pratap Jena
1 year
Tweet media one
Tweet media two
Tweet media three
8
12
53
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହୀ ବ୍ଲକ ଅନ୍ତର୍ଗତ ମରୈଗାଁ ପଞ୍ଚାୟତର ଡଙ୍କୁରୀ ଗ୍ରାମରେ ମା ଜାଗୁଳାଇଙ୍କ ପର୍ବ ଅବସରରେ ଆୟୋଜିତ ଲୋକନାଟ୍ୟକୁ ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଉଦ୍ଘାଟନ କଲି । ୨୩ ବର୍ଷର ଐତିହାସିକ ଅନୁଷ୍ଠାନ ର ଆତିଥେୟତା ପାଇ ଅଭିଭୂତ ହେଲି । ଅନୁଷ୍ଠାନର ଦୀର୍ଘ ଜୀବନ କାମନା କରୁଛି ।
Tweet media one
Tweet media two
Tweet media three
Tweet media four
6
2
50
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହୀ ବ୍ଲକ ଅନ୍ତର୍ଗତ ମରୈଗାଁ ପଞ୍ଚାୟତର ଏଲକଣା ଗ୍ରାମର କଳାକାର ଭାଇମାନେ ନିଜସ୍ବ ଅଭିନୟରେ ପରିପୁଷ୍ଟ କରିଥିବା ଯାତ୍ରା ରେ ମୁଖ୍ଯ ଅତିଥିଭାବେ ଯୋଗଦାନ କଲି । ଏହି ଅବସରରେ ଫିତା କାଟି ମଞ୍ଚକୁ ଉଦ୍ଘାଟନ କରିବା ସହ କଳାକାର ଭାଇମାନଙ୍କୁ ଉତ୍ସାହିତ କରିଥିଲି । @Naveen_Odisha @Vkpandianfancl1
Tweet media one
Tweet media two
Tweet media three
Tweet media four
1
2
51
@Biswa4Anandapur
Biswanath Pratap Jena
1 year
ଓଡିଶାର ଜନଗଣଙ୍କ ନେତା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର @Naveen_Odisha ମହୋଦୟ ଆଜି ସମଗ୍ର ଦେଶରେ ଏକ ରେକର୍ଡ ସ୍ଥାପନ କରିଛନ୍ତି । ଏହି ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଆମ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ସର୍ବାଧିକ
Tweet media one
2
2
48
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହୀ ବ୍ଲକ ଅନ୍ତର୍ଗତ ବଡରମ୍ପାସ ପଞ୍ଚାୟତ ର ନୂଆରମ୍ପାସ ଗ୍ରାମର ଯୁବକ ସଂଘ ଦ୍ବାରା ଆୟୋଜିତ ରଜ ଉତ୍ସବ-୨୦୨୩ କାର୍ଯ୍ୟକ୍ରମକୁ ଫିତା କାଟି ଉଦ୍ଘାଟନ କଲି । ଯୁବ ସାଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଭଳି ପାରମ୍ପରିକ କାର୍ଯ୍ଯକ୍ରମ ଜାରି ରଖିବାକୁ ଉତ୍ସାହ ଭରିଲି। @Naveen_Odisha @Vkpandianfancl1
Tweet media one
Tweet media two
Tweet media three
Tweet media four
5
3
45
@Biswa4Anandapur
Biswanath Pratap Jena
1 year
ବିଜୁ ଜନତା ଦଳର ତୃଣମୂଳ ନେତା,ନବେ ଦଶକରୁ ଜନତା ଦଳରୁ ଏଯାବତ ବିଜୁ ଜନତା ଦଳ ପର୍ଯ୍ୟନ୍ତ ଯିଏ ଆମ ଦଳକୁ ଦୃଢ ନେତୃତ୍ବ ଦେଇ ଆସିଛନ୍ତି । ଦକ୍ଷ ସଙ୍ଗଠକ ତଥା ପୂର୍ବତନ ଜିଲ୍ଲା ବିଜଦ ସଭାପତି, ସଂପ୍ରତି ୩୭ ନଂ ଜିଲ୍ଲା ପରିଷଦ ଆସନର ଜିଲ୍ଲା ପଦିଷଦ ସଭ୍ୟ ବଡ ଭାଇ ,ମାର୍ଗଦର୍ଶକ #ବିମ୍ବାଧର_ବିଶ୍ୱାଳ (ବାବୁ ଭାଇ ) ଙ୍କୁ ତାଙ୍କ ଶାସଙ୍ଗସ୍ଥିତ
Tweet media one
Tweet media two
Tweet media three
2
1
43
@Biswa4Anandapur
Biswanath Pratap Jena
1 year
କୃଷି ଭିତ୍ତିକ ଗଣପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଚାଷୀକୁଳ ଭାଇ ଭଉଣୀ ,ମଉସା ମାଉସୀ ମାନଙ୍କୁ ସଶ୍ରଦ୍ଧ ଶୁଭେଚ୍ଛା ଓ ଶୁଭାଭିନନ୍ଦନ।ଏହି ପବିତ୍ର ଦିବସରେ ଆଜି ଅଖିମୁଠି ଅନୁକୂଳ ସହ ଜମିରେ ହଳ କଲି ।ମହାପ୍ରଭୁଙ୍କ କୃପାରୁ ଚଳିତବର୍ଷ ଭଲ ଅମଳ ହେଉ। @Naveen_Odisha @Vkpandianfancl1
2
1
42
@Biswa4Anandapur
Biswanath Pratap Jena
2 years
କୋଟି ଓଡିଆଙ୍କ ମଉଡମଣୀ ଜଗତରନାଥ ଜଗନ୍ନାଥଙ୍କ କୃପାରୁ ଆମ @bjd_odisha ସଶକ୍ତ ଓ ସମୃଦ୍ଧ ହେଉ । #ଜୟ_ଜଗନ୍ନାଥ @Naveen_Odisha @Vkpandianfancl1 @MoSarkar5T @pranabpdas @anubhavpatnaik7 @subratchhatoi @BJDITWing @BJDITCell @BYJD_Odisha #JayJagannat
6
0
39
@Biswa4Anandapur
Biswanath Pratap Jena
1 year
ଗାଁ ଠୁ ସହର ଗୋଟିଏ ସ୍ୱର, ଆମ ମୁଖ୍ଯମନ୍ତ୍ରୀ ଭାରି ନିଜର , ଓଡିଶା ପାଇଁକି ପରାଣ କାନ୍ଦେ , ବିକାଶରେ ଫାଇପ୍ ଟି ଯେ ଛନ୍ଦେ। ଓଡିଶାବାସୀଙ୍କ ସେବାରେ ସଦା , ରହିଛନ୍ତି ସଦା ନାହିଁ ଯେ ମାନ୍ଦା। ଆସ ଆସ ସାଥି ଭଉଣୀ ଭାଇ , ଶୁଭ ଶଙ୍ଖ ଫୁଙ୍କି ଯିବା ଆଗେଇ... । @Naveen_Odisha @Vkpandianfancl1 @MoSarkar5T @bjd_odisha
Tweet media one
3
3
40
@Biswa4Anandapur
Biswanath Pratap Jena
1 year
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚେତନା ।ଭୁବନେଶ୍ବର - ଦୁବାଇ କୁ ବିମାନ ସଂଯୋଗ ।ସହଜ ହେବ ଯାତାୟତ । ବ୍ୟବସାୟିକ ଉନ୍ନତି ସହ ସୁଗମ ହେବ ଭୁବନେଶ୍ବର ରୁ ଦୁବାଇ ଯାତ୍ରା । @Naveen_Odisha @Vkpandianfancl1 @MoSarkar5T @bjd_odisha @pranabpdas @subratchhatoi @BJDITCell @Amar4Odisha @BJD4Odisha
Tweet media one
2
2
39
@Biswa4Anandapur
Biswanath Pratap Jena
1 year
ଜନନାୟକ, ଓଡିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ଆମ ପଡୋଶୀ ଜିଲ୍ଲା ଭଦ୍ରକ ମାଟିର ପୁତ୍ର ୰ ନୀଳମଣି ରାଉତରାୟଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ସ୍ବାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ସକ୍ରିୟ ମଙ୍ଗୁଆଳ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଏବ˚ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ
Tweet media one
3
1
38
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହୀ ବ୍ଲକ ମୋ ମାଟି ମୋ ପଞ୍ଚା���ତ #ଇଞ୍ଚୋଳ ର ସାମାଜିକ କଲ୍ୟାଣ ନ୍ୟାସ @IncholMancha ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳନ କାର୍ଯ୍ୟକ୍ରମରେ ଯୋଗଦାନକରି ଅତ୍ଯନ୍ତ ଆନନ୍ଦିତ। #ଇଞ୍ଚୋଳ_ବିକାଶ_ମଞ୍ଚ ଆମ ପଞ୍ଚାୟତର ବିବିଧ ବିକାଶ ନିମନ୍ତେ କରୁଥିବା କାର୍ଯ୍ୟକ୍ରମ ଗୁଡିକ ପ୍ରଶଂସନୀୟ । @Naveen_Odisha
Tweet media one
Tweet media two
Tweet media three
Tweet media four
1
2
37
@Biswa4Anandapur
Biswanath Pratap Jena
11 months
ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପବିତ୍ର ଜନ୍ମ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପିଲାମାନଙ୍କ ପ୍ରତି ତାଙ୍କର ବିଶେଷ ଅବଦାନକୁ ସ୍ମରଣ କରି ତାଙ୍କର ଜନ୍ମ ଦିବସକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ | ଦେଶର ସ୍ୱାଧୀନତା ସଂଗ୍ରାମ ତଥା ପ୍ରଗତିଶୀଳ ଆଧୁନିକ ଭାରତ ଗଠନରେ
Tweet media one
Tweet media two
Tweet media three
1
3
38
@Biswa4Anandapur
Biswanath Pratap Jena
1 year
ପ୍ରଶଂସନୀୟ @MoSarkar5T ସଚିବ @Vkpandianfancl1 ମହୋଦୟ । ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତ୍ୱରାନ୍ୱିତ ହେଉଛି ଓଡିଶାର ବିକାଶ ଶିଖର ଛୁଇଁବା ପଥରେ ଉନ୍ନୟନ କାର୍ଯ୍ୟକ୍ରମ।
@Vkpandianfancl1
Vkpandianfanclub
1 year
ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ ସୂଚନଯୋଗ୍ୟ ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ରେ ସାତଭାୟା ଅଞ୍ଚଳ ସମୁଦ୍ର ରେ ଲୀନ ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ଲୋକଙ୍କୁ ବଗପାଟିଆ ରେ ଥଇଥାନ କରାଯାଉଛି .ଜଳବାୟୁ ପରିବର୍ତ୍ତନ ଦ୍ଵାର ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ଏହା ଦେଶର ପ୍ରଥମ କଲୋନୀ I
Tweet media one
36
25
222
1
0
38
@Biswa4Anandapur
Biswanath Pratap Jena
1 year
ପୂର୍ବତନ ମୁଖ୍ୟମନ୍ତ୍ରୀ ୰ ବିଜୁ ପଟ୍ଟନାୟକଙ୍କର ସୁକନ୍ୟା, ଜଣେ ବିଶ୍ଵ ପ୍ରସିଦ୍ଧ ଲେଖିକା, ଆମର ପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ‌ର ୮୦ ବର୍ଷ ବୟସରେ ନୂଆଦିଲ୍ଲୀ ଠାରେ ପରଲୋକ ହୋଇଯାଇଛି | ଓଡ଼ିଆ ଜନଜୀବନରେ ବିଶେଷ ଭାବରେ ଜଡିତ ନଥାଇ ମଧ୍ୟ ତାଙ୍କର ସ୍ପଷ୍ଟ ଓ
Tweet media one
1
2
34
@Biswa4Anandapur
Biswanath Pratap Jena
1 year
ଶଙ୍ଖ ଏକ ପବିତ୍ର ଶବ୍ଦ। ଧାର୍ମିକ ଭାବନା ।ଏହା ପୂର୍ବେ ଯୁଦ୍ଧରେ ତୁରୀରୂପେ ବ୍ୟବହୃତ ହେଉଥିଲା । ଭିନ୍ନ ଭିନ୍ନ ଯୋଦ୍ଧାଙ୍କର ଶଙ୍ଖର ଭିନ୍ନ ଭିନ୍ନ ନାମ ଥିଲା ଯଥା କୃଷ୍ଣଙ୍କ ଶଙ୍ଖର ନାମ ପାଞ୍ଚଜନ୍ୟ, ଅର୍ଜ୍ଜୁନଙ୍କର ଦେବଦତ୍ତ, ଭୀମଙ୍କର ପୌଣ୍ଡ, ଯୁଧିଷ୍ଠିରଙ୍କର ଅନନ୍ତ ବିଜୟ, ନକୁଳଙ୍କର ସୁଘୋଷ ଓ ସହଦେବଙ୍କର ମଣିପୁଷ୍ପକ । ଆମ ଶଙ୍ଖ ନବୀନ
Tweet media one
3
2
36
@Biswa4Anandapur
Biswanath Pratap Jena
1 year
ଓଡିଆ ସଂସ୍କୃତି ଓ ପରମ୍ପରାର ନିଆରା ଉତ୍ସବ ପ୍ରେମ ,ପ୍ରାର୍ଥନା ,ତ୍ୟାଗ ,ତିତିକ୍ଷା ,ସମର୍ପଣ ଓ ବିଶ୍ୱାସର ଆଧାର ଓ ଆସ୍ଥା। ସଧବା ନାରୀମାନଙ୍କର ଅନନ୍ୟ ପର୍ବ ପବିତ୍ର ସାବିତ୍ରୀ ଅମାବାସ୍ୟାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାଭାରତୀୟ ଭାବଧାରାରେ ସାବତ୍ରୀ ଏକ ଆଦର୍ଶ,ଚେତନା ଓ ଦାମ୍ଭିକତାର ପ୍ରତୀକ । @Naveen_Odisha
Tweet media one
2
1
34
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଆନନ୍ଦପୁର ପୌରାଞ୍ଚଳର ମା ଖୁଦୁରୁକୁଣିଙ୍କ ପୂଜୋତ୍ସବର ଅନ୍ତିମ ତିଥିରେ ଶୈଳଙ୍ଗ, ଶୈଲଙ୍ଗ ମଝି ସାହି, ମକରା ସାହି ,ମଙ୍ଗଳା ସାହି ,ନୂଆ ଗଡିଆ ସାହି ,ଗେଟ ସାହି ଓ ଠାକୁର ପିଣ୍ଡା ସାହିଠାରେ ମୋର ଶ୍ରଦ୍ଧାର କୁନି ଭଉଣୀମାନଙ୍କର ଦ୍ବାରା ଆହୁତ କାର୍ଯ୍ଯକ୍ରମରେ ଯୋଗଦାନ କରି ମା ' ଙ୍କ ଆଶୀର୍ବାଦ ନେବା ସହ
Tweet media one
Tweet media two
Tweet media three
Tweet media four
1
2
34
@Biswa4Anandapur
Biswanath Pratap Jena
2 years
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଆନନ୍ଦପୁର ପୌରପାଳିକା ଅନ୍ତର୍ଗତ ଫକୀରପୁର ଗ୍ରାମରେ ଏକ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ କାର୍ଯ୍ଯକ୍ରମ ରେ ଯୋଗଦାନ କଲି।ନିତାଇ ଗୌରାଙ୍ଗ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ଆନନ୍ଦପୁର ନିର୍ବାଚନ ମଣ୍ଡଳୀବାସୀଙ୍କର ସୁଖ ଓ ସମୃଦ୍ଧି କାମନା କଲି। @Naveen_Odisha @Vkpandianfancl1 @MoSarkar5T
Tweet media one
Tweet media two
Tweet media three
Tweet media four
3
1
33
@Biswa4Anandapur
Biswanath Pratap Jena
1 year
ମା' ହେଉଛି ଦୁନିଆର ସବୁଠୁ ବଡ ଯୋଦ୍ଧା, ତାର ପଣତକାନି ସବୁଠୁ ବଡ ସୁରକ୍ଷାକବଚ। ଯେତେବେଳେ ମା’ମାନଙ୍କର ଆଶୀର୍ବାଦ ଅଛି ସେତେବେଳେ ଏ କାଳିମାଡ କଣ ବିକାଶ ପ୍ରକ୍ରିୟାକୁ ଅଟକେଇ ପାରିବ। I strongly condemn this ink attack on @MoSarkar5T secretary & other officers on duty. #NaveenOdisha
Tweet media one
Tweet media two
4
6
32
@Biswa4Anandapur
Biswanath Pratap Jena
1 year
ଓଡିଶାବାସୀଙ୍କ ଆଶା ଭରଷା ଓ ବିଶ୍ବାସର ପ୍ରତୀକ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟଙ୍କ ପ୍ରତ୍ୟେକ୍ଷ ନେତୃତ୍ବରେ @MoSarkar5T ଉପକ୍ରମରେ ବିଦ୍ୟାଳୟ ରୂପାନ୍ତରଣ ର ନିଚ୍ଛକ ଚିତ୍ର ।ବଦଳୁଛି ଶିକ୍ଷାନୁଷ୍ଠାନ ବଦଳିବ ଓଡିଶା। ଆଗେଇବେ ଛାତ୍ରଛାତ୍ରୀ ଏହାହିଁ ମାନ୍ୟବର @CMO_Odisha ମହାଶୟଙ୍କ ପରିଭାଷା.... @SMEOdisha
@Vkpandianfancl1
Vkpandianfanclub
1 year
Yes it's a govt school, 5T school
Tweet media one
Tweet media two
Tweet media three
Tweet media four
60
34
319
2
0
34
@Biswa4Anandapur
Biswanath Pratap Jena
1 year
କର୍ମ ଯାହାଙ୍କ ପାଇଁ ଉପାସନା ଉନ୍ନତି ଯାହାର ଏକମାତ୍ର ଉଦ୍ଦେଶ୍ଯ | ଓଡିଶା ବିକାଶର ଗତି ତ୍ୱରାନ୍ୱିତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ ଆମ ରାଜ୍ୟର ବିକାଶକୁ ଆଗେଇନେବା ଯାହାର ଐକାନ୍ତିକ ସଂକଳ୍ପ @MoSarkar5T ସଚିବ @Vkpandianfancl1 ମହୋଦୟ ଏବଂ @mission_shakti ସଚିବ
@subratchhatoi
Subrat Chhatoi
1 year
Work means Worship for them. They leave no stones unturned to expedite the pace of development and put our State ahead with their efforts. Hats off to #5T Secretary Shri VK Pandian and #MissionShakti Commissioner-CUM-Secretary Smt. Sujata Karthikeyan for leading by example in
Tweet media one
118
34
770
5
1
32
@Biswa4Anandapur
Biswanath Pratap Jena
2 years
ମିତ୍ତଲ୍ ସହ ନିପ୍ପନ ଷ୍ଟିଲ ଆର୍ସେଲର ମିଶି ଓଡ଼ିଶାରେ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି, ଯାହା ହେବ ବିଶ୍ଵର ବୃହତମ ଷ୍ଟିଲ ପ୍ଳାଣ୍ଟ ମଧ୍ୟରୁ ଗୋଟିଏ ।ଏହା ଦ୍ଵାରା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲା ଅର୍ଥନୈତିକ ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହେବା ସହ ବ୍ୟାପକ ରୋଜଗାର ସୃଷ୍ଟି ହେବ ।
@Vkpandianfancl1
Vkpandianfanclub
2 years
Soon Nippon Steel Corp will start its operation in #Odisha
97
77
766
0
1
32
@Biswa4Anandapur
Biswanath Pratap Jena
1 year
ସଂସ୍କୃତି ପର୍ଯ୍ୟଟନ ଓ ପ୍ରାଚୀନ କଳା ଭାସ୍କର୍ଯ୍ଯର ସ୍ଵତନ୍ତ୍ରତା ରହିଛି ଆମ ଓଡିଶା ମାଟିରେ ।ସେଥିପାଇଁ ତ ବିଦେଶରୁ ଅନେକ ପର୍ଯ୍ୟଟକ ଆମ ଓଡିଶାକୁ ପ୍ରଥମ ପର୍ଯ୍ୟଟନ କ୍ଷେତ୍ର ଭାବେ ପସନ୍ଦ କରନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟ #ଓଡିଶା_ପରିବାର_ନିର୍ଦ୍ଦେଶାଳୟ ପ୍ରତିଷ୍ଠା କରିବା ଅତ୍ୟନ୍ତ ଆନନ୍ଦର ବିଷୟ......
@BJDITCell
BJD IT Cell
1 year
ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସମ୍ଭାବନା, ସଭିଙ୍କ ପସନ୍ଦର ସ୍ଥାନ ସାଜୁଛି ଓଡିଶା। #BJDDigitalWing #NaveenOdisha #NaveenInJapan
5
13
39
2
1
32
@Biswa4Anandapur
Biswanath Pratap Jena
2 years
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହୀ ବ୍ଲକ ଅନ୍ତର୍ଗତ ଶାସଙ୍ଗ ଗ୍ରା:ପର ଗୋପାଳପୁର ଗ୍ରାମରେ ସାନ ଭାଇ ବିଶ୍ଵଜିତ ରାଉତ ଓ ପରିବାରବର୍ଗଙ୍କ ଦ୍ୱାରା ଆହୁତ ଅଷ୍ଟମପ୍ରହରୀ ନାମ ସଂକୀର୍ତ୍ତନରେ ଯୋଗଦାନ କରି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ନେଲି। #Biswa4Anandapur @Naveen_Odisha @Vkpandianfancl1 @MoSarkar5T @pranabpdas
Tweet media one
Tweet media two
Tweet media three
Tweet media four
2
1
32
@Biswa4Anandapur
Biswanath Pratap Jena
1 year
ବିଶ୍ୱ ପୃଥିବୀ ଦିବସ ଅବସରରେ @IncholMancha ତରଫରୁ ଆୟୋଜିତ ଆଲୋଚନାଚକ୍ର କାର୍ଯ୍ଯକ୍ରମରେ ଯୋଗଦାନ କଲି ।ଉକ୍ତ କାର୍ଯ୍ଯକ୍ରମଟି ଖୁବ୍ ସୁନ୍ଦର ଓ ନିଆରା ଥିଲା ।ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ସ୍ତରରୁ ସଚେତନତା କରିବା ପାଇଁ ଇଞ୍ଚୋଳ ବିକାଶ ମଞ୍ଚର କାର୍ଯ୍ଯଧାରା ପ୍ରଶଂସନୀୟ । @Naveen_Odisha @Vkpandianfancl1 @MoSarkar5T
Tweet media one
Tweet media two
Tweet media three
Tweet media four
1
3
31
@Biswa4Anandapur
Biswanath Pratap Jena
2 years
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହୀ ବ୍ଲକ ଅନ୍ତର୍ଗତ ବଡରମ୍ପାସ ଗ୍ରା:ପ ସିମିଳିଆ ଗ୍ରାମରେ ୰ ପୁରସ୍ତମ ଓଝାଙ୍କ ଏକାଦଶାହ କ୍ରିୟାରେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଅମର ଆତ୍ମାର ସଦଗତି କାମନା କରୁଛି । #Biswa4Anandapur @Naveen_Odisha @Vkpandianfancl1 @MoSarkar5T @pranabpdas @bjd_odisha
Tweet media one
Tweet media two
Tweet media three
Tweet media four
1
0
32
@Biswa4Anandapur
Biswanath Pratap Jena
1 year
ଅନେକ ଅନେକ ଶୁଭେଚ୍ଛା ଓ ଶୁଭାଭିନନ୍ଦନ ଭଉଣୀ @deepalidas95 । ମହାପ୍ରଭୁ ଆପଣଙ୍କୁ ବିଜ�� ତିଳକ ପ୍ରଦାନ କରନ୍ତୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଆମର ପ୍ରିୟ ନେତା ରାଜନୈତିକ ପଥପ୍ରଦର୍ଶକ @Naveen_Odisha @pranabpdas ମହୋଦୟଙ୍କ ଶୁଭେଚ୍ଛା ଓ ଆଶୀର୍ବାଦରେ ଆଗେଇ ଚାଲନ୍ତୁ ....
@Naveen_Odisha
Naveen Patnaik
1 year
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଦୀପାଳି ଦାସଙ୍କୁ ବିଜୁ ଜନତା ଦଳର ଟିକେଟ ପ୍ରଦାନ କଲି। ଲୋକଙ୍କ କଲ୍ୟାଣ ସହ ଝାରସୁଗୁଡ଼ା ବିକାଶ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ଉପନିର୍ବାଚନରେ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।
Tweet media one
Tweet media two
119
129
1K
0
0
32
@Biswa4Anandapur
Biswanath Pratap Jena
11 months
ସବୁଠି ରୂପାନ୍ତରଣର ସ୍ପର୍ଶ । ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଲୋକାର୍ପଣ ହେଲା ରୋପୱେ । ନନ୍ଦନକାନନ ରୁ କାଞ୍ଜିଆ ହ୍ରଦ ଉପରେ ରୋପୱେ ଯାଇ ପହଞ୍ଚିବ ରାଜ୍ୟ ଉଦ୍ଭିଦ ବିଜ୍ଞାନ ଉଦ୍ୟାନରେ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ । ଏହାହିଁ ନବୀନ ଓଡିଶାର ନମୂନା । ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟଙ୍କ
Tweet media one
4
1
32
@Biswa4Anandapur
Biswanath Pratap Jena
2 years
ବିଶ୍ୱ ସ୍ଵାସ୍ଥ୍ୟ ଦିବସ ଅବସରରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ଵାସ୍ଥ୍ୟ ହିଁ ସମ୍ପଦ ।ଶରୀର ଓ ମନର ସୁସ୍ଥତା ହିଁ ଉତ୍ତମ ସ୍ଵାସ୍ଥ୍ୟର ଚାବିକାଠି। ଆସନ୍ତୁ ଆମ ସ୍ଵାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ୍ ହେବା । @Naveen_Odisha @Vkpandianfancl1 @MoSarkar5T @bjd_odisha @pranabpdas
Tweet media one
1
1
29
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହୀ ବ୍ଲକ ସଢା ଗ୍ରା:ପ ନାହା ଗ୍ରାମର ବରିଷ୍ଠ ବିଜଦ ନେତା #ରବି_ସାମଲ ମହୋଦୟଙ୍କ ମାଆଙ୍କର ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଯୋଗଦାନ କଲି ।ଏହି ଅବସରରେ ତାଙ୍କର ତୈଳଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି । @Naveen_Odisha @bjd_odisha @Vkpandianfancl1
Tweet media one
Tweet media two
Tweet media three
Tweet media four
3
1
31
@Biswa4Anandapur
Biswanath Pratap Jena
1 year
ପବିତ୍ର ମହାବିଷୁବ ସଂକ୍ରାନ୍ତି ,ମହାବୀର ଜୟନ୍ତୀ ଓ ଉତ୍କଳୀୟ ପରମ୍ପରାର ମହାନ ଦିବସ ବୈଶାଖ ମାସ ପ୍ରଥମ ଦିବସ ଆମ ନୂଆ ବର୍ଷରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଗୁରୁ , ଗୁରୁଜନ ,ମା , ମାଉସୀ , ଭାଇ, ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। @Naveen_Odisha @Vkpandianfancl1 @MoSarkar5T @pranabpdas
Tweet media one
1
3
30
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଆନନ୍ଦପୁର ବ୍ଲକର ବେଳବାହାଳୀ ପଞ୍ଚାୟତ ରେ ବେଲେଶ୍ୱର ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ରଜ ମହୋତ୍ସବ କାର୍ଯ୍ଯକ୍ରମରେ ଯୋଗଦାନ କରି ଉଦ୍ଘାଟନ କଲି । ବିଭିନ୍ନ କ୍ଷେତ୍ରରେ ସମୃଦ୍ଧ ବେଲବାହାଳୀ ଗାଁର ଭାଇଚାରା ଏଭଳି ଅତୁଟ ରହିବାକୁ କୁଣ୍ଡୁଳାଇଙ୍କ ନିକଟରେ ପ୍ରାର୍ଥନା କଲି। @Naveen_Odisha @Vkpandianfancl1
1
1
28
@Biswa4Anandapur
Biswanath Pratap Jena
1 year
ଜଣେ ପ୍ରବାଦ ପୁରୁଷ, ଆଉ ଜଣେ ପ୍ରଗତି ପୁରୁଷ। ଦୁହିଁଙ୍କ ସ୍ୱପ୍ନ ଓଡିଶାର ବିକାଶ... ଓଡିଶାର ନିରବଚ୍ଛିନ୍ନ ଉନ୍ନତି ଆମର ପ୍ରିୟ ନେତା , ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟଙ୍କ ସର୍ବୋଚ୍ଚ ପ୍ରାଥମିକତା .... @CMO_Odisha @Vkpandianfancl1 @vkpandianod @MoSarkar5T @pranabpdas @bjd_odisha @BJDITCell
Tweet media one
1
4
27
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହୀ ବ୍ଲକ ଗୋପ ଗ୍ରାମରେ ଏକ ଅଷ୍ଟମପ୍ରହରୀ ନାମଯଜ୍ଞ ରେ ଯୋଗଦାନ କଲି ।ଏହି ଅବସରରେ ଚୈତନ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ଆନନ୍ଦପୁର ନିର୍ବାଚନ ମଣ୍ଡଳୀବାସୀଙ୍କର ସୁଖ ସମୃଦ୍ଧି କାମନା କଲି । @Naveen_Odisha @bjd_odisha @Vkpandianfancl1 @MoSarkar5T @pranabpdas @subratchhatoi
Tweet media one
Tweet media two
Tweet media three
1
0
29
@Biswa4Anandapur
Biswanath Pratap Jena
2 years
ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜଳିକାଟୁ ଶ୍ରେଷ୍ଠ ବ୍ଲକ ଓ ପଞ୍ଚାୟତ ଘୋଷଣା ହୋଇଥିବାରୁ ଅତ୍ଯନ୍ତ ଆନନ୍ଦର ବିଷୟ ।ଆମେ ନିଶ୍ଚିତ ଏଥିରୁ ଅନୁପ୍ରାଣିତ ହୋଇ ଉତ୍ତମ କାର୍ଯ୍ଯ କଲେ ଆମେ ମଧ୍ଯ ଏହାକୁ ପ୍ରାପ୍ତ କରିବାର ସୌଭାଗ୍ଯ ପାଇପାରିବା. ..... @bjd_odisha @Vkpandianfancl1 @MoSarkar5T
@CMO_Odisha
CMO Odisha
2 years
ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗଞ୍ଜାମ ଦେଶର ‘ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ’ ଓ ହିଞ୍ଜିଳିକାଟୁ ‘ଶ୍ରେଷ୍ଠ ବ୍ଲକ ପଞ୍ଚାୟତ’ ଘୋଷିତ ହୋଇଛି। ଅପ୍ରେଲ ୧୭ରେ ମାନ୍ୟବର ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନିତ କରିବାକୁ ଯାଉଛନ୍ତି। #NationalPanchayatAwards #Odisha #Ganjam #Hinjlikatu
Tweet media one
71
84
721
1
0
28
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହୀ ବ୍ଲକ ଅନ୍ତର୍ଗତ ହଦଗଡ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଓ ଦେବ ପ୍ରବେଶ କାର୍ଯ୍ଯକ୍ରମରେ ଯୋଗଦାନ କରି ଆଶୀର୍ବାଦ ନେଲି । ବଡ ଠାକୁରଙ୍କ ଦର୍ଶନ, ନୀତିକାନ୍ତି ଓ ସେବା ଦେଖିଲେ ମନେ ଅପୂର୍ବ ପୁଲକ ଭରିଯାଏ ତାହା ଅନୁଭବ କଲି । ଜୟ ଜଗନ୍ନାଥ । @Naveen_Odisha
Tweet media one
Tweet media two
Tweet media three
Tweet media four
1
3
29
@Biswa4Anandapur
Biswanath Pratap Jena
1 year
ପବିତ୍ର ମହାବିଷୁବ ସଂକ୍ରାନ୍ତି ,ମହାବୀର ଜୟନ୍ତୀ ଓ ଉତ୍କଳୀୟ ପରମ୍ପରାର ମହାନ ଦିବସ ବୈଶାଖ ମାସ ପ୍ରଥମ ଦିବସ ଆମ ନୂଆ ବର୍ଷରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଗୁରୁ , ଗୁରୁଜନ ,ମା , ମାଉସୀ , ଭାଇ, ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। @Naveen_Odisha @Vkpandianfancl1 @MoSarkar5T @pranabpdas
Tweet media one
1
1
29
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଆନନ୍ଦପୁର ପୌରାଞ୍ଚଳର ଉତ୍ତରେଶ୍ବର ଚାଳକ ସଂଘର ନିମନ୍ତ୍ରଣ କ୍ରମେ ବାବା ବିଶ୍ୱକର୍ମାଙ୍କ ପୂଜୋତ୍ସବରେ ଯୋଗଦାନ କରିବା ସହ ଆଶୀର୍ବାଦ ନେଲି । ବାବା ବିଶ୍ୱକର୍ମା ସମସ୍ତ ଯନ୍ତ୍ରାଂଶ ଓ ଯନ୍ତ୍ରଚାଳିତ ବସ୍ତୁ ଓ ପଦାର୍ଥକୁ ସୁରକ୍ଷିତ ଓ ସୁଗମ କରନ୍ତୁ । ଆନନ୍ଦପୁର ନିର୍ବାଚନମଣ୍ଡଳୀବାସୀଙ୍କୁ ଆଶୀର୍ବାଦ
Tweet media one
Tweet media two
1
2
28
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହୀ ବ୍ଲକ ଆଞ୍ଚଳିକ ମହାବିଦ୍ୟାଳୟ ହାଟଡିହୀର ଛାତ୍ରଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା, ଓ କର୍ମଚାରୀ ବୃନ୍ଦଙ୍କ ଦ୍ବାରା ଆୟୋଜିତ ଓ ଜଳକଳଙ୍କ ଯୁବ ପରିଷଦ ,ହାଟଡିହୀଙ୍କ ପକ୍ଷରୁ ନିମନ୍ତ୍ରଣ ହେବା ସହ ଓଡିଶା ଯାନବାହାନ ଚାଳକ ସଂଘ , ଛେନାପଦୀର ବିଶ୍ୱକର୍ମା ପୂଜା ନିମନ୍ତେ କର୍ମକର୍ତ୍ତାମାନେ ଆଜି ଆମ
Tweet media one
Tweet media two
Tweet media three
Tweet media four
0
1
28
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ,ହାଟଡିହୀ ବ୍ଲକ ଅନ୍ତର୍ଗତ ଷଡଙ୍ଗ ପଞ୍ଚାୟତ ଅଢେଇଦୁଆର ଓ ମତାବାଜ ବଜାରରେ ବିଭିନ୍ନ ଜନସାଧାରଣଙ୍କ ଗହଣରେ ସାନ୍ଧ୍ୟକାଳୀନ ମୁହୂର୍ତ୍ତଟି କଟାଇଲି । ଏହି ଅବସରରେ ଭାଇମାନଙ୍କ ସହ ଚା' ପାନ କରି ଆନନ୍ଦିତ ହେଲି ।ଜନସାଧାରଣଙ୍କ ସହ ହୃଦୟ ଯୋଡିବା ହିଁ ପ୍ରକୃତ ସେବା ।ଆସନ୍ତୁ ପରଷ୍ପର ହୃଦୟ ସହ ଆବେଗିକ ସମ୍ପର୍କ
Tweet media one
Tweet media two
Tweet media three
1
5
28
@Biswa4Anandapur
Biswanath Pratap Jena
2 years
ସେ କୋଟି ଓଡିଆର ମଉଡମଣୀ ,ଯାହାଙ୍କର ଦାଣ୍ଡ ବଡ,ଭୋଗ ବଡ ,ଦେଉଳ ବଡ ,ନେତ ପତିତପାବନ, ନୀଳଚକ୍ର, କଳ୍ପବଟ ,ଆନନ୍ଦ ବଜାର ,ନନ୍ଦିଘୋଷ ,ସେଇ ଜଗତରନାଥ ପରମ କାରୁଣିକ ଆମ ଓଡିଶାବାସୀଙ୍କ ଆରାଧ୍ଯ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆନନ୍ଦପୁରବାସୀଙ୍କର ସର୍ବ କୁଶଳ ଓ ମଙ୍ଗଳ ହେଉ । #Biswa4Anandapur #ଜୟ_ଜଗନ୍ନାଥ #JayJagannath
1
0
27
@Biswa4Anandapur
Biswanath Pratap Jena
2 years
ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ କୃପାରୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀବାସୀ ସର୍ବଦା ସୁଖ,ଶାନ୍ତି ଓ ସମୃଦ୍ଧିରେ କାଳାତିପାତ କରନ୍ତୁ। #Biswa4Anandapur @Naveen_Odisha @Vkpandianfancl1 @MoSarkar5T @bjd_odisha @pranabpdas
Tweet media one
1
0
26
@Biswa4Anandapur
Biswanath Pratap Jena
1 year
ଓଡିଶାରେ କେନ୍ଦୁପତ୍ର ତୋଳାଳି ଓ ସମ୍ପୃକ୍ତ କର୍ମଚାରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha ମହୋଦୟଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନାରେ ଉପକୃତ ହେବେ । ଏହାହିଁ ଜନସାଧାରଣଙ୍କ ପ୍ରତି ସମର୍ପିତ ବ୍ୟକ୍ତିତ୍ବଙ୍କର ପଦକ୍ଷେପ। ନବୀନ ଓଡିଶା ହେବ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ @bjd_odisha @Vkpandianfancl1 @MoSarkar5T
@CMO_Odisha
CMO Odisha
1 year
କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ହେଉଛି ସୁନିଶ୍ଚିତ। 'ମୁଖ୍ୟମନ୍ତ୍ରୀ କେନ୍ଦୁ ପତ୍ର କଲ୍ୟାଣ ଫଣ୍ଡ' ଅଧୀନରେ #Budget4NewOdisha ରେ ₹୫୦ କୋଟିର କରାଯାଇଛି ଅତିରିକ୍ତ ବୋନସ ବ୍ୟବସ୍ଥା। ଏଥିସହ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ୮ଲକ୍ଷରୁ ଊର୍ଦ୍ଧ୍ବ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ହେଉଛନ୍ତି ଉପକୃତ।
45
67
593
2
1
26
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡିହୀ ବ୍ଲକ ଅନ୍ତର୍ଗତ ସମଣା ପଞ୍ଚାୟତ ତେମଳା ଗ୍ରାମର ୰ମଦନ ମୋହନ ଯେନାଙ୍କ ଏକାଦଶାହ କ୍ରିୟାରେ ଯୋଗଦାନ କରି ଶ୍ରଦ୍ଧାସୁମନ ଅର୍ପଣ କଲି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କଲି । @Naveen_Odisha @Vkpandianfancl1 @MoSarkar5T
Tweet media one
Tweet media two
Tweet media three
Tweet media four
0
1
25
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଆନନ୍ଦପୁର ପୌରାଞ୍ଚଳର ଘଷିପୁରାସ୍ଥିତ ରୟାଲ ଟାଇଗର କ୍ଲବ ,ଗଣେଷ ପୂଜା କମିଟି ଭାଟିସିରା ,ବ୍ରଦର୍ସ କ୍ଲବ ,ବଜରଙ୍ଗୀ କ୍ଲବ ଭାଟିସିରା ଓ ଫ୍ରେଣ୍ଡସ୍ କ୍ଲବ ଆନନ୍ଦପୁର ର କର୍ମକର୍ତ୍ତାମାନେ ଆଜି ଆମ (ଓସ୍ତପାଳ) ଧାନଘର ସ୍ଥିତ ବାସଭବନରେ ପହଞ୍ଚି ଆଦିଦେବ ,ମୂଷିକବାହନ ଗଜାନନଙ୍କର ପୂଜୋତ୍ସବରେ ଯୋଗଦାନ ନିମନ୍ତେ
Tweet media one
Tweet media two
Tweet media three
Tweet media four
1
2
24
@Biswa4Anandapur
Biswanath Pratap Jena
1 year
ଆମ କେନ୍ଦୁଝର @GceKeonjhar ରୁ ୫ ଜଣ ଛାତ୍ରଛାତ୍ରୀ #DMF ସହାୟତାରେ ସୁଦୂର ଅଷ୍ଟ୍ରେଲିଆରେ @CurtinUni ରେ ଖଣି_ଯାନ୍ତ୍ରୀକ ଶିକ୍ଷାରେ (Mining Engineering)ଉଚ୍ଚ ଅଧ୍ୟୟନ ନିମନ୍ତେ ଚୟନ ହୋଇଥିବାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଭବିଷ୍ୟତ ଉଜ୍ଜ୍ବଳମୟ ହେଉ ।
@CMO_Odisha
CMO Odisha
1 year
Five (Mining Engineering) students, who are going to pursue Masters Degree in @CurtinUni , Australia, met CM @Naveen_Odisha and sought his blessings. CM encouraged them to study hard and realise career goals. The higher education of the students are being
Tweet media one
Tweet media two
31
92
1K
2
0
25
@Biswa4Anandapur
Biswanath Pratap Jena
1 year
ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଭନ୍ନ ପ୍ରକଳ୍ପର ସମୀକ୍ଷା ଓ ବିକାଶ ପ୍ରକ୍ରିୟାକୁ ସୁଦୃଢ ଓ ବ୍ୟାପକ କରିବା ପାଇଁ ମାନନୀୟ @MoSarkar5T ସଚିବ @Vkpandianfancl1 ମହାଶୟ ଆନନ୍ଦପୁର ଓ ହାଟଡିହୀ ବ୍ଲକର ପରିଚିତ ସ୍ଥାନ ଗୁଡିକୁ ପରିଦର୍ଶନ କରିବା ଅତ୍ୟନ୍ତ ଆନନ୍ଦର ବିଷୟ । ଖୁବ୍ ଶୀଘ୍ର ଏହା ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ୍ ହୋଇ
@CMO_Odisha
CMO Odisha
1 year
କେନ୍ଦୁଝର ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ #5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଘଟଗାଁ, ହରିଚନ୍ଦନପୁର, ବାଂଶପାଳ, ହାଟଡିହି, କେନ୍ଦୁଝର ଓ ଆନନ୍ଦପୁର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ବୁଲି ଲୋକମାନଙ୍କୁ ଭେଟିବା ସହ ସୁବିଧାଅସୁବିଧା ବୁଝିଛନ୍ତି।
Tweet media one
Tweet media two
Tweet media three
54
53
526
3
4
25
@Biswa4Anandapur
Biswanath Pratap Jena
1 year
କୋଟି ଓଡିଆଙ୍କର ଆରାଧ୍ଯ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜଗନ୍ନାଥ ପ୍ରେମୀ ଗୁରୁ ,ଗୁରୁଜନ ,ମା ,ମାଉସୀ ଓ ଭାଇ ଭଉଣୀମାନଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ ,ଶୁଭେଚ୍ଛା ଓ ଅଭିନନ୍ଦନ.... ଜୟ ଜଗନ୍ନାଥ.....
@bjd_odisha
Biju Janata Dal
1 year
ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ ଓ କଲ୍ୟାଣମୟ ହେଉ। #ସ୍ନାନପୂର୍ଣ୍ଣିମା #SnanaPurnima
Tweet media one
8
28
129
1
1
22