🇮🇳kumar.sa 🇲🇿ପାଇକ ପୁଅ Profile Banner
🇮🇳kumar.sa 🇲🇿ପାଇକ ପୁଅ Profile
🇮🇳kumar.sa 🇲🇿ପାଇକ ପୁଅ

@jenamanas520

3,453
Followers
1,524
Following
3,046
Media
45,995
Statuses

ଆଶାହୀନ ମଣିଷ ଏହା ଯେ ମୋର ବଡ ବିଳାସ 📿 कल किसीने देखा है let's life live today

ଖୋର୍ଧା ଗଡ଼
Joined February 2016
Don't wanna be here? Send us removal request.
@jenamanas520
🇮🇳kumar.sa 🇲🇿ପାଇକ ପୁଅ
1 year
ଶଂଖ
11
35
248
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ଆଜି ଖୁସିର ଦିନ ଘରକୁ ଲକ୍ଷ୍ମୀ ଆସିଛନ୍ତି ଆଶିଷ କରନ୍ତୁ🙏 #ଭାଣେଜି
Tweet media one
37
0
241
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ସୌଜନ୍ୟ ବୋଉ😀😀
Tweet media one
16
4
223
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଗାଁ ଲୋକେ ଜାଣିଥିବେ ଖଳା ବାରିରେ ଖରାରେ ବସି ପଖାଳ ଖିଆ ମଜା 😋
Tweet media one
18
7
206
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ଖାଇବା ଆସ ସକାଳ ଜଳଖିଆ
Tweet media one
28
2
188
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 months
ସଙ୍କ୍ରାନ୍ତି ସାଧା ଖିଆ ହେବ
Tweet media one
Tweet media two
13
0
187
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ମାମୁଁ ଘରୁ ଆସିଛି ଆଞ୍ଜୁଳାଏ ଖୁସି । ତମ ପଟେ କଣ କୁହନ୍ତି ୟାକୁ🤔
Tweet media one
Tweet media two
53
4
177
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଏଇ ଚାଇନା ବାଇକ୍ ମିଳିଛି ଘୁରାଘୁରି ପାଇଁ
Tweet media one
16
2
169
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆମ ସମାଜରେ ଭାଇର ପ୍ରେମିକାକୁ ଭଉଣୀ ସହଜରେ ଗ୍ରହଣ କରିନିଏ । କିନ୍ତୁ ଭଉଣୀ ର ପ୍ରେମିକକୁ ଭାଇ ସହଜରେ ଗ୍ରହଣ କରି ପାରେନାହିଁ । ଏମିତି କଣପାଇଁ ହୁଏ😟🤔 #jastasking
25
3
154
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ତୁମେ ଆତୁର ହୁଅ କ୍ଷଣିକର ପ୍ରେମ ପାଇଁ ମୁଁ ବ୍ୟସ୍ତ ଥାଏ ଦୁଇବେଳା ଅର୍ଣ୍ଣ ପାଇଁ ।।
Tweet media one
12
4
160
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ରୋଷେଇ ଚାଲିଛି
Tweet media one
19
0
158
@jenamanas520
🇮🇳kumar.sa 🇲🇿ପାଇକ ପୁଅ
5 years
ଆଜି ଚୁଙ୍ଗୁଡି ପାଇଁ ସକାଳୁ ସମୁଦ୍ର କୁଳ ଆଡେ ପଳାଇ ଥିଲି ତାଜା ତାଜା ଚୁଙ୍ଗୁଡି ମିଳିଲା ।ବଜାର ରବରଫ ଦିଆ ଭଲ ଲାଗେନି ମୋତେ ।
15
7
139
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆସ ଖାଇବା #କାର୍ତ୍ତିକ #ପଞ୍ଚୁକ #foodieodia @Food_Odisha
Tweet media one
19
5
139
@jenamanas520
🇮🇳kumar.sa 🇲🇿ପାଇକ ପୁଅ
1 year
ଓଡିଶା ରେ ମୋତେ ଧରିକି ଜବରଦସ୍ତି ଚାକିରୀ ଦେଇଦେବେ ବୋଲି ମୁଁ ଲୁଚିକି ଆସି ଆଫ୍ରିକା ଜଙ୍ଗଲ ରେ ବୁଲୁଛି🤣😘
Tweet media one
19
2
141
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ଯୋଗାଡ ହୋଇଗଲା ଯେ ପ୍ରଣାଳୀ ଜଣା ନାହିଁ କିପରି କରିବା🤔
Tweet media one
21
1
138
@jenamanas520
🇮🇳kumar.sa 🇲🇿ପାଇକ ପୁଅ
5 years
ସମସ୍ତଙ୍କୁ ଚ୍ୟାଲେଞ୍ଜ ଦେଖିବା ଏଠି କିଏ ପ୍ରକୃତି ପ୍ରେମି @tapasr10 @drgynaec @Drakshays @sunitasharanya @ChandrakarLiman @Kalpana525 @bimalendu71 କୁହନ୍ତୁ ଏଗୁଡା କଣ ?
Tweet media one
45
1
134
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆମ୍ବ ନେବ ?
Tweet media one
15
3
133
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ପୁଣି ଗୋଟେ ଦୀର୍ଘକାଳିନ ଯାତ୍ରା ପ୍ରିୟ ଜନ ଫେରିଲେ ପୁଣି ଦେଖା ହେବା ଖଟି କରିବା ଜୟ ଜଗନ୍ନାଥ🙏
Tweet media one
13
0
131
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ପଖାଳ ଖାଇଗ୍
Tweet media one
6
2
131
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ସକାଳୁ ଘେରାଏ ବୁଲି ଆସି ଦେଖେ ତ ବାଡିରେ ଚଢେଇ ଖାଉଛନ୍ତି ,କାଟି ଆଣିଲୁ ଦୁଇଟି ଖାଇଲେ ପେଟ ଫୁଲ୍ #ଆମେଚାଷୀ
Tweet media one
Tweet media two
Tweet media three
12
0
133
@jenamanas520
🇮🇳kumar.sa 🇲🇿ପାଇକ ପୁଅ
5 years
😍😍😍😍🌳🌳🌳🌳🌳 କିଏ କିଏ ଗୋଟେଇଛ ବା ଖାଇଛ
Tweet media one
29
5
124
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆଷ ଖାଇବା
Tweet media one
17
2
128
@jenamanas520
🇮🇳kumar.sa 🇲🇿ପାଇକ ପୁଅ
2 years
ଦୂର ଦେଶେ ପ୍ରିୟ ପଖାଳ😋😋
Tweet media one
8
2
127
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ମୁଠାଏ ଖୁସି😍😋
Tweet media one
8
3
124
@jenamanas520
🇮🇳kumar.sa 🇲🇿ପାଇକ ପୁଅ
5 years
Z+ସୁରକ୍ଷା #CycloneFani ପୂର୍ବରୁ କରିଦେଈଥିଲି ଏହାକୁ ବଞ୍ଚାଇ ଦେଲା
Tweet media one
7
3
125
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆଜି ସାଙ୍ଘାତିକ କାମ 🔨🛠️🔧🔩⚙️🙁😟😥
Tweet media one
11
1
118
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
କଲରା ସବୁ ପାଚି ଗଲାଣି ମାଟିଆ ଚଢେଇ ଖାଇ ଖାଇ ନିଳ ଚଢେଇ ପାଇଁ ଏତିକି ବଞ୍ଚିଛି
Tweet media one
19
3
122
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆସୁନ ଖାଇବା
Tweet media one
11
2
121
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ମୁଁ। ଆଉ ମୋ ଭଉଣି ଯେବେ ଘରକୁ ଆସୁ ଗୁହାଳ ଘରେ ଟିକେ ସେମାନଙ୍କ ସହ ଖେଳୁ ସେ ଆମକୁ ଚାଟି ଦିଅନ୍ତି ସେମାନେ ବି ଆମ ଘର ସଦସ୍ୟ @GauPrem
Tweet media one
Tweet media two
8
5
117
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ବାଡିର ସବୁଜିମା
Tweet media one
Tweet media two
Tweet media three
10
0
119
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ହେ ଇଶ୍ବର ମୋତେ ଝିଅ ପିଲାଙ୍କ ସତ ଆଉ ମିଛ ଆଇଡି ଚିହ୍ନିବାକୁ ଶକ୍ତି ଦିଅ🙏
25
0
111
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ସୌଜନ୍ୟ ଆଫ୍ରିକିଆଣି
Tweet media one
Tweet media two
12
3
111
@jenamanas520
🇮🇳kumar.sa 🇲🇿ପାଇକ ପୁଅ
2 years
ଆଜିର ବାରି ଅମଳ #ଆଫ୍ରିକା_ବାରି #ବିଙ୍ଗଚାଷୀ
Tweet media one
14
1
111
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆଜି ଏତକ ମିଳିଛି
Tweet media one
7
2
111
@jenamanas520
🇮🇳kumar.sa 🇲🇿ପାଇକ ପୁଅ
5 years
ଗୋଟେ ନାରୀ ପାଗଳ ହୋଇପାରେ କିନ୍ତୁ ମା ନୁହେଁ🙏
Tweet media one
11
9
111
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
Tweet media one
7
2
106
@jenamanas520
🇮🇳kumar.sa 🇲🇿ପାଇକ ପୁଅ
1 year
@BBCHindi सत्य बोलने पर आजकल माफी मांगने पड रहे हैं 🤣🤣🤣 कितना भुतिआपा है संसार😇
Tweet media one
21
11
104
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆଇଟମ ଟା କିସ ହେ 🤔
Tweet media one
16
3
102
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ଚୁନା ମାଛ ରେ ଆମ୍ବୁଲ ଦିଆ ରାଇ ଯିଏ ଖାଇଛି ସିଏ ଜାଣିଛି #odiafood
Tweet media one
Tweet media two
12
4
97
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଦୀଲ୍ଲି ଚଲୋ ସଫଳ ହୋଇଛି 🙏🙏🇮🇳
Tweet media one
0
3
95
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ନିୟୁଜ ଛାଡି କମେଣ୍ଟ୍ ଦେଖିଲେ 🤣🤣🤣🤣🤣🤣
Tweet media one
24
3
97
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆସ ଖାଇବା
Tweet media one
6
0
98
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
କାମ ସାଂଘାତିକ ଚାଲିଛି
Tweet media one
10
0
99
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଅଭଡା ପଖାଳ ସେବନ କରିବାକୁ ମନ ବିକଳ 🙏ଜୟ ଜଗନ୍ନାଥ🙏 #ଅଭଡା #ଡଙ୍କତୋରାଣି #ପଖାଳ
Tweet media one
5
4
95
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ସତ କହୁଛି ସେ ମୋ କପି କରିଛି ମୁଁ ତାର ନୁହେଁ
Tweet media one
Tweet media two
17
0
98
@jenamanas520
🇮🇳kumar.sa 🇲🇿ପାଇକ ପୁଅ
5 years
Lockdown ରେ ନୁଆ ସଦସ୍ୟ
Tweet media one
4
4
93
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ପଚି କହୁ ଆମେ ପଣସ ପଚି ନା ଆଉ କିଛି ନାଁ ଅଛି
Tweet media one
19
1
93
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ଛାଡଖାଇ ସହିତ କିଛି ସମ୍ପର୍କ ନାହିଁ ମିଳିଲା ଦିନ ଖିଆ ନହେଲେ ଅକ୍ଷୀୟା ସକାଳୁ କେହିଜଣେ ଦାନ କରିଗଲେ #ମାଗେଣାଖିଆ
Tweet media one
Tweet media two
8
2
90
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ହାପି ଯନ୍ତ୍ରୀ ଦିବସ ସ୍ବାଗତରେ ଆମ ଗାଁ ନୁକ
8
5
89
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଏଇ ଘର ପଛପଟେ ପାଞ୍ଚମହଲା କୋଠା ତମକୁ ଦେଖା ଯାଉଛି ତ । ଅଲାଯୁକ ନେତା
Tweet media one
5
3
91
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଗତକାଲି ଗୋଟେ ଖୁସିର ଦିନ ଥିଲା ବଙ୍ଗାଳ ରେ ଜିତି ଦିଦି ଖୁସି ନନ୍ଦୀଗ୍ରାମ ରେ ଦିଦି କୁ ହରାଇ ବିଜେପି ଖୁସି ବିଜେପି ହାରିବାରୁ କଂଗ୍ରେସ ଖୁସି
9
4
91
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ଖୋଜନ୍ତୁ ଏଥିରେ ବିଷେଷ କଣ ଅଛି ଅଚାନକ ନଜର ପଡିଗଲା ମୁଁ କେବେ ଧ୍ୟାନ ଦିଏନି ଏଥିପ୍ରତି ଏଇଟା ଖରଚ କରାହେବନି କେବେ ।
Tweet media one
34
1
91
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ମୋ ଟୁଇଁ 😍
Tweet media one
Tweet media two
7
3
87
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଅବିସ୍ମରଣୀୟ ଆଜି ଖୁସି ର ଦିନ 💕
Tweet media one
17
0
88
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ଆସୁନ
Tweet media one
8
2
84
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ଅସାଢୁଆ ଆଜିର ଯୁବ ପିଢୀ ବୋଧେ ଜାଣି ନଥିବେ ବାଡିରେ ଗୋଟେ ଲତା ଥିଲା ଅନେକ ଦିନ ପୁର୍ବେ ଖାଇନି କୋଉକାଳୁ ସନ୍ଦେହ ହେଲା ଆଣିଲିନି ଆଜି ବୋଧ୍ ହୁଏ କେହି ଯାଣିଥିବେ ଟୁଇଟର ଲୋକ
Tweet media one
Tweet media two
20
3
86
@jenamanas520
🇮🇳kumar.sa 🇲🇿ପାଇକ ପୁଅ
2 years
ଆମ ଓଡ଼ିଆ ୧୬ପଣିଆ ବାହାଘରିଆ କଥା । ବର ର ବାଟବରଣ ଶାଳୀ ର ଦୁଆର ଓଗଳା
Tweet media one
Tweet media two
16
7
87
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ଲାଜ ଲାଗୁଛି ମୋ ଅଫିସ କହିବାକୁ
Tweet media one
9
2
86
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆସ ଖାଇବା😋
Tweet media one
12
1
80
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆଜି ତ ପହଁଚିଲି ଏବେଠୁ କଣ ଧନବର୍ଷା ହେଲାଣି 🤔 ହେଉ ମା ଲକ୍ଷ୍ମୀଙ୍କ କୃପା🙏
Tweet media one
4
4
82
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
କଣ କରାଯାଇ ପାରିବ ଏଥିରେ @Nivedita_Odisha ନାନୀ ।
Tweet media one
13
0
82
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଟେକା ମାରିବା ପିଲା କୁଆଡେ ଗଲେ
Tweet media one
11
1
83
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ମା ଲକ୍ଷ୍ମୀ ଙ୍କ କୃପାରୁ 🙏 ଲକ୍ଷ୍ମୀ ମନ୍ଦିର ଆନନ୍ଦପୁର,ଅସୁରାଳି, ଭଦ୍ରକ #ପ୍ରସାଦ ସେବନ
Tweet media one
4
0
82
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
#ପଖାଳଦିବସ #PakhalaDibasa ମୁଁ ତ ନିତିଦିନ ଖାଏ ଆଜି ସମସ୍ତେ ଖାଇଲଣି ନା
Tweet media one
Tweet media two
6
5
82
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଫାଇନାଲି ପ୍ରାପ୍ତ ହେଲା ମାଣ୍ଡିଆ ଯାଉ ଏଠି ଗୋଟେ ଗାଁ ମାଉସୀ ଆଣି ଦେଇଥିଲେ ୧୦କେଜି , ୨୦୦₹ କହୁଥିଲେ ୩୦୦₹ ଦେଲି କିନ୍ତୁ ମୋତେ ତିଆରି ଆସୁନାହିଁ ତ ମେଡ ମାଉସୀ ତିଆରି କରିଦେଲା ।ଏଥିରେ ଆଉକିଛି ମିସିବ ନା ଏମିତି ଖିଆଯିବ @saipjena @NiharikaDash14
Tweet media one
15
1
81
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ମୁଁ ଆନ୍ଦ୍ର ରେ ବାହା ହେବି
16
3
76
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
Inspired by @lokipalauri bro😁😀😉
Tweet media one
12
1
80
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଏଗୁଡିକ ସବୁ ତ ଆମ ଭାରତର ଗଲଲା ବେଳକୁ ସେ ବ୍ୟାଗରେ ପୁରାଇ ନେଇଯିବି
Tweet media one
7
2
77
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆଗରୁ ପିଲା କପି କରି ପାସ୍ ହେବାଟା ସୁଣିଛି କିନ୍ତୁ ସମୟ ବଦଳିଛି ଏବେ ପିଲାଏ ଆନ୍ଦୋଳନ କରି ପାସ୍🤦
8
1
78
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଗୋଟେ କଥା କହିବି ....? ପୁରୁଷ ମାନେ ମହିଳା ଙ୍କୁ ଯେତିକି ସମ୍ନାନ ଇଜତ କରୁଛନ୍ତି , ମହିଳା ମାନେ ବି ମହିଳା ମାନଙ୍କୁ ସେତିକି ଇଜତ ସମ୍ନାନ କଲେ ସମସ୍ତେ ଟିକେ ଅଧିକ ଖୁସିରେ ରୁହନ୍ତେ ।।
6
1
76
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
କଣ ଚାଲିଛି ଏଠି କିଏ କହି ପାରିବ
26
5
73
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ସକାଳୁ ମୋ ବଗିଚା ରୁ ମିଳିଲା
Tweet media one
Tweet media two
2
0
73
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ଏଇଟାକୁ ଆମେ ହାତକୋଡି କହୁ ଘରୁ ଆଣିଛି କାଲି ବଗିଚା କାମ ପାଇଁ ଯେ ବାଲେଶ୍ବର ଭଦ୍ରକ ଲୋକେ ନିଶ୍ଚୟ ଅଲଗା କିଛି ନାଁ ରଖିଥିବେ
Tweet media one
18
0
71
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ଜଳଖିଆ ଆସ ଖାଇବା
Tweet media one
11
2
74
@jenamanas520
🇮🇳kumar.sa 🇲🇿ପାଇକ ପୁଅ
28 days
#ଆସଖାଇବା କାଳି ହାତରନ୍ଧା #କୁନିବରା #ଘୁଗୁନି
Tweet media one
8
0
75
@jenamanas520
🇮🇳kumar.sa 🇲🇿ପାଇକ ପୁଅ
2 years
ଜଳ ପରୀଙ୍କ ପଛରେ ଗୋଡାଇ ଗୋଡାଇ ଆଜି ହାଲିଆ.. ସମୁଦ୍ର ଭିତରେ ଜଙ୍ଗଲ ପାହାଡ କେତେ ରଙ୍ଗୀନ ଗଛ ଛତୁ ମାଛ ସାପ କଙ୍କଡା ମାନେ ପାଣି ଭିତରେ ଗୋଟେ ପୃଥିବୀ
Tweet media one
Tweet media two
Tweet media three
Tweet media four
13
0
74
@jenamanas520
🇮🇳kumar.sa 🇲🇿ପାଇକ ପୁଅ
2 years
କଢି,ଖେଚୁଡ଼ି, ମାଛପୋଡା, ଚିକେନପୋଡା,ଗାଜର ଖଟା 😋😋😋😋 ସୌଜନ୍ୟ:- ଥଣ୍ଡାକମ୍ପାନି ଏମଡି
Tweet media one
3
1
74
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆସ ଖାଇବା ଗୋଟା ଭେଟକି ଝୋଳ ଭେଣ୍ଡିବାଇଗଣ ଭଜା କଲରା କଖାରୁ ଫୁଲ ପିଠଉ ଆଳୁବଡି ତରକାରୀ 😋 #odiafood
Tweet media one
8
3
73
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆମ ଝୁଅ ଆମ ଗର୍ବ
Tweet media one
Tweet media two
3
0
70
@jenamanas520
🇮🇳kumar.sa 🇲🇿ପାଇକ ପୁଅ
2 years
୯୯% ଲୋକ କହି ପାରିବେନି ଏକା କଣ🤔
Tweet media one
33
0
74
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ଖଛଲଗାଇବା ତାର ଜତ୍ନ ନେବା ଖୁସି ଲାଗେ , ମୋବାଇଲ ଠାରୁ ବି ଟିକେ ଦୂରେଇ ରହିବାର ଉପାୟ ବି ,ଆହୁରି ଖୁସିଲାଗେ ଫଳଟିଏ ଫୁଲଟିଏ ହେଲେ
Tweet media one
Tweet media two
Tweet media three
Tweet media four
5
0
72
@jenamanas520
🇮🇳kumar.sa 🇲🇿ପାଇକ ପୁଅ
1 year
ଗୁରୁମା-ଖାତା ଦେଖା କାଲି କହିଥିଲି ସମସ୍ତଙ୍କୁ ରଚନା ଲେଖିକି ଆଣିବାକୁ ମୁଁ -ଗୁରୁମା ମୁଁ ଖାତା ଘରେ ଭୁଲି ଆସିଛି
Tweet media one
11
1
70
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ଟଡି ଟେ ନୋହିଲା ନାଇଁ ହଉ ରୁଷନା ଖାଇବା ଆସ
Tweet media one
2
0
70
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ସକାଳୁ ଛକରେ ଯାହା ମିଳିଲା ଚଳେଇ ଦେବା ଆଉ
Tweet media one
4
0
67
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆସ ଖାଇବା😋
Tweet media one
8
3
71
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ସଙ୍ଘର୍ଷମୟ ଜୀବନ ରେ ଅନେକ ବାଧାବିଘ୍ନ ଆସିଥାଏ ଆସ ନିରନ୍ତରକର୍ମ କରିଚାଲିବା ଆମେ ଜୀବନ ଆପେ ଆଗକୁ ବଢି ଚାଲିବ
Tweet media one
Tweet media two
6
1
67
@jenamanas520
🇮🇳kumar.sa 🇲🇿ପାଇକ ପୁଅ
4 years
ମାଉସୀ କମଳା ତୋଳିବାକୁ ଗଛରେ ଚଢିଛି
Tweet media one
8
1
70
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଜଣେ ୩୦ଲକ୍ଷ ଟଙ୍କା ଖର୍ଚକରି ସରପଞ୍ଚ ଇଲେକ୍ସନ ବିଜେତା ହେଲାପରେ ସେ ଜନସେବା କରିବାକୁ ବାହାରିଛି 😉 ଆଉ ପଞ୍ଚାୟତ ବାସିନ୍ଦା ତା କଥାରେ ବିଶ୍ୱାସ କରୁଛନ୍ତି , ଏତେ ଅବୋଧୋ ନାଗରିକ ଆମେ 🤗😘
8
2
69
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆସିବ କହି ତମେ ଆସିଲ ନାହିଁ ତମ ପାଇଁ ବି ମୁଁ ଦେଉଛି ଖାଇ😋
Tweet media one
7
1
67
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଏତେ ଲୁଟ୍ ନାହିଁ ଏଠି ବଜାରରେ 200+କମ୍ପାନୀ ��୍ରେଟୋଲ ବିକୁଛନ୍ତି ଭାରତ ସରକାର ସବୁ ସେକ୍ଟର ରେ 2/3ଟି କମ୍ପାନୀ କୁ ପ୍ରାଧାନ୍ୟ ଦେଇ ଜନତାଙ୍କୁ ମାରୁଛି ,
Tweet media one
8
1
69
@jenamanas520
🇮🇳kumar.sa 🇲🇿ପାଇକ ପୁଅ
2 years
ଆମ୍ବ ଲୋଭି
Tweet media one
Tweet media two
Tweet media three
11
0
66
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ବାରି ଅମଳ ବାରି ସୁନ୍ଦରୀ
Tweet media one
Tweet media two
4
6
65
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆଉ ମାଣବସା ରେ ଏଭଳି ବହୁତ କମ୍ ହେଉଛି କିନ୍ତୁ ଭଦ୍ରକ ରେ କିଛିଲୋକ କାର୍ତ୍ତିକ ମାସରେ ମାଣ ବସାନ୍ତି । @ssgapu22
Tweet media one
5
2
69
@jenamanas520
🇮🇳kumar.sa 🇲🇿ପାଇକ ପୁଅ
2 years
ଏକୁ କହିଲି ତୋ ଦୋକାନରେ କାଚରେ ଲେମ୍ବୁ ଗୋଟେ ଆଉ ଫୁଲ ରଖି କିଛି ପାଣି ଦିଏ ସେଥିରେ ତୋର ଭଲ ବିକ୍ରି ହେବ , ଏବେ ସେ ସେଇଆ କରୁଛି ଜାତି ଧର୍ମ ରଙ୍ଗ ରୁପ ରୁ କଣ ମିଳୁଛି 😊
Tweet media one
13
0
66
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଆସ ଖାଇବା
Tweet media one
5
3
64
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ସକାଳୁ ସକାଳୁ କଟକରେ ଦହିବରା ଟେ ମାଡ ହେଲା 😋 #foodieodia ଆଗକୁ କଣ ମିଳୁଛି ଦେଖିବା
Tweet media one
3
2
65
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ବାଡି ଉଜୁଡି ଗଲାଣି ସବୁ ଗଛ ହଟାଇବାର ଥିଲା ନୁଆ ଲାଗିବା ପାଇଁ କିନ୍ତୁ ଏଥିରେ ଏତେ ଫଳ ଆସିଛି , ଏହାର ତମପଟେ କୋଉ ନାମ 🤔
Tweet media one
14
2
68
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଶସ୍ତ୍ର ପୁଜା ହେବ ପ୍ରସ୍ତୁତି ପଥେ ଆଉ ତମର
Tweet media one
5
1
66
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ୍ ବ୍ରଂହ୍ମ ତସ୍ମୈୟଶ୍ରୀ ଗୁରୁବେ ନମଃ
Tweet media one
3
0
68
@jenamanas520
🇮🇳kumar.sa 🇲🇿ପାଇକ ପୁଅ
3 years
#ହାଲକେଇକି ଆସ ଖାଇବା😋
Tweet media one
5
0
65