ତାପସ Profile Banner
ତାପସ Profile
ତାପସ

@tapasr10

11,177
Followers
361
Following
3,717
Media
89,680
Statuses

ତୋ ପ୍ରେମର ରଙ୍ଗ ଲାଗିଲା ପରେ.....

At Home
Joined September 2010
Don't wanna be here? Send us removal request.
Pinned Tweet
@tapasr10
ତାପସ
8 years
ଅନ୍ୟର ଉପଦେଶ ମଧ୍ୟରୁ କିଛି ଶିଖି ହୁଏନାହିଁ; ନିଜର ଜୀବନ କ୍ଷୟ କରି ଅଭିଜ୍ଞତା ଅର୍ଜନ କରିବାକୁ ହୁଏ,ଅନ୍ୟ କୌଣସି ପଥ ନାହିଁ...
40
82
618
@tapasr10
ତାପସ
2 years
Yes ! We did it peacefully. #SaveJagannathTemple
Tweet media one
54
89
791
@tapasr10
ତାପସ
2 years
The best scene in the vegetable market today... 😍❤️❤️ #couple #Love
Tweet media one
37
23
638
@tapasr10
ତାପସ
3 years
ମୋ ଗାଁ ❤️
Tweet media one
37
12
460
@tapasr10
ତାପସ
2 years
କାଲି ମୋ ମା' ଡାକିଥିଲା 😊 ଜୟ ମା' ମଙ୍ଗଳା 🙏
Tweet media one
24
8
434
@tapasr10
ତାପସ
2 years
ଆମ ଗରୀବଙ୍କ ଜଳଖିଆ... 😊
Tweet media one
33
11
403
@tapasr10
ତାପସ
3 years
ମହାଦେବଙ୍କ ପ୍ରିୟ ପୁଷ୍ପ ଭିତରୁ ଇଏ ଗୋଟେ;ଆୟୁର୍ବେଦ ଶାସ୍ତ୍ରରେ ଏହାର ମହତ୍ଵ ଢେର ବେଶୀ;ଏହାର କଅଁଳିଆ ପତ୍ରକୁ ଶାଗଭାବେ ମଧ୍ୟ ଖିଆଯାଏ.... କହିଲେ ଦେଖି ଏହାର ନାଁ କଣ !?
Tweet media one
80
15
401
@tapasr10
ତାପସ
2 years
ସିଙ୍ଗଡ଼ା ମାନେ କଟାଆଳୁ ସିଙ୍ଗଡ଼ା 😋😍
Tweet media one
28
6
371
@tapasr10
ତାପସ
2 years
ବନ୍ୟା ଜଳ, ସୂର୍ଯ୍ୟାସ୍ତ ଓ ପ୍ରତିବିମ୍ବ.... #ମୋ_ଭାଗର_ପୃଥିବୀ
Tweet media one
35
14
355
@tapasr10
ତାପସ
2 years
Kisine pyar bheja hai... 😍❤️
Tweet media one
33
10
357
@tapasr10
ତାପସ
1 year
କୁହ ତ ଦେଖି... !!?
Tweet media one
111
11
348
@tapasr10
ତାପସ
9 months
ଏମିତି ହିଁ ଗପି ଗପି ସରିଯାଉ ଜୀବନର ବାକିତକ ରାସ୍ତା... ❤️ #Akshata #Blessings @Drakshays
Tweet media one
15
4
355
@tapasr10
ତାପସ
2 years
ମୋ ଚାରିଧାମ.... 🙏 ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ତୁ ମୋ ପାଖେ ଥା' ଆଉ ସବୁବେଳେ ହସୁଥା. ତୋ ଜନ୍ମ ଦିନରେ ମହାପ୍ରଭୁଙ୍କ ପାଖରେ ଏତିକି କାମନା 🙏🙏
Tweet media one
60
2
337
@tapasr10
ତାପସ
3 years
Here...
Tweet media one
3
9
339
@tapasr10
ତାପସ
1 year
କେହିଜଣେ ଖୁବ ଭଲପାଏ.... ❤️🥰
Tweet media one
41
6
325
@tapasr10
ତାପସ
3 years
ତୁ ଏମିତି ସବୁବେଳେ ହସୁଥା;ମୋ ପାଖେ ଥା ମା' ! ତୋ ଜନ୍ମଦିନରେ ଠାକୁରଙ୍କ ପାଖେ ଏତିକି ମାଗୁଣି 😍😘 #ମା #ମୋପୃଥିବୀ
Tweet media one
80
3
329
@tapasr10
ତାପସ
3 years
ସ୍ୱର୍ଗସୁଖ ଲୋଡ଼ାନାହିଁ;ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ତୁମେ ଦୁହେଁ ଏମିତି ମୋ ଆଖି ସାମ୍ନାରେ ଥାଅ, ତାହା ହିଁ ମୋ ପାଇଁ ସ୍ୱର୍ଗ.... #ମା' #ବାପା
Tweet media one
52
8
323
@tapasr10
ତାପସ
2 years
ସବୁ ଦୋଷ ସ୍ୱୀକାର କରୁଛି, ଏବେ ତ ମାନ ଭଞ୍ଜନ ହେଉ ପ୍ରିୟେ.... ❣️❣️ #ରସଗୋଲାଦିବସ
Tweet media one
10
16
321
@tapasr10
ତାପସ
4 years
ମୋ ଗାଁ'ରେ ସୂର୍ଯ୍ୟାସ୍ତ !
Tweet media one
27
6
319
@tapasr10
ତାପସ
4 years
Don't judge me;I know it's not perfect. But this is what I did on her birthday. For me this is the most pious place in the world. Happy birthday Maa ❤️😍😘. My world still spines around you.
Tweet media one
49
11
301
@tapasr10
ତାପସ
2 years
My Char-Dham ❤️💕🙏
Tweet media one
23
5
298
@tapasr10
ତାପସ
2 years
season's first 😊💜
Tweet media one
17
10
280
@tapasr10
ତାପସ
3 years
ହାତ ମୁଠା ବି ଭଲରେ ହେଇପାରୁନି, ତଥାପି ପିଲାମାନଙ୍କ ପାଇଁ ପିଠା ଗଢ଼ିବାରେ ତା'ର ଯେଉଁ ଆନନ୍ଦ !!! 😍❣️ #ମା' 😘
Tweet media one
32
5
295
@tapasr10
ତାପସ
2 years
ସକାଳୁଆ ଖୁସି 😍 ଆମେ ସୁନୁସୁନିଆ ଶାଗ କହୁ, ଆଉ ଆପଣମାନେ ...!? 🤔
Tweet media one
46
4
279
@tapasr10
ତାପସ
2 years
ବାସ ଏମିତି.... ଟିକେ ପେଟ ପୂଜା
Tweet media one
25
2
263
@tapasr10
ତାପସ
2 years
ଯଦି ମୃତ୍ୟୁର ଦେବତା ଆସି ପଚାରନ୍ତି କଣ ତୁମ ଶେଷ ଇଚ୍ଛା, ମାଗିନିଅନ୍ତି ତୁମ ସାଥେ ଏମିତି ଏକ ସୂର୍ଯ୍ୟାସ୍ତ.... 💚❤️
Tweet media one
22
13
282
@tapasr10
ତାପସ
2 years
ମୁଁ ଖାତା ଫଟୋ ବଦଳେଇନି; ବଦଳେଇବିନି ବି; ସେଇଟା ମୋ ଇଚ୍ଛାଧିନ ଆଉ ଶ୍ରଦ୍ଧାର କଥା। ହେଲେ ହଁ, ଏ ବର୍ଷ ଟିକେ ସ୍ୱତନ୍ତ୍ର ତେଣୁ କିଛି ସ୍ୱତନ୍ତ୍ର କରିବି। ଇଚ୍ଛା ତ ଥିଲା ୫ଟି ପିଲାଙ୍କର ହେଲେ ୩ ହିଁ ସମ୍ଭବ ହେଇ ପାରିଲା। ଆଗାମୀ କିଛି ବର୍ଷ ଯାଏ ୩ ପିଲାଙ୍କ ପଢା ଖର୍ଚ୍ଚ ତୁଲେଇବି। ଆରମ୍ଭ ଅଗଷ୍ଟ ୧୫ ରୁ... #ଆଜାଦିକାଅମୃତମହୋତ୍ସବ
47
9
274
@tapasr10
ତାପସ
2 years
Happy couple. 😊
Tweet media one
10
2
266
@tapasr10
ତାପସ
10 months
ଗାଁ'ରେ ରହିବାର ଲାଭ.... ସକାଳୁ ସକାଳୁ ନଦୀ କୂଳ ଆଡେ ବୁଲି ଆସିଲେ ଦିନ ଯାକର ରୋଷେଇ ଚିନ୍ତା ସମାଧାନ ହେଇଯାଏ। 😊
Tweet media one
14
6
271
@tapasr10
ତାପସ
6 years
May this mark as a new beginning. Wishes to the newly wed
@htTweets
Hindustan Times
6 years
Kerala’s maiden trans-sexual wedding aims to show the path ahead
Tweet media one
9
39
129
6
32
241
@tapasr10
ତାପସ
2 years
ଦିଗନ୍ତର ପ୍ରତିବିମ୍ବ... @spriyadarshin10
Tweet media one
32
20
261
@tapasr10
ତାପସ
2 years
ବାପାଙ୍କ ଜନ୍ମଦିନ ଆରମ୍ଭ କେନ୍ଦ୍ରାପଡା ଶୈଳୀ ସକାଳ ଜଳଖିଆରୁ... ସୋରିଷ ତେଲ ଦିଆ ବିରି ଚକୁଳି, ଝୁଡଙ୍ଗ/ଆଳୁ ଭଜା ଆଉ ସ୍ବ ପ୍ରସ୍ତୁତ ମିଶ୍ରିତ ଆଚାର 😊
Tweet media one
Tweet media two
41
2
257
@tapasr10
ତାପସ
2 years
ଏତେ ସବୁ ଶୁଭେଚ୍ଛା ବାର୍ତ୍ତା ପାଇଁ ସମସ୍ତଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ। ଆପଣ ସମସ୍ତଙ୍କ ସ୍ନେହ ଆଉ ଭଲପାଇବା ପାଇଁ ଋଣୀ 🙏🙏
74
5
263
@tapasr10
ତାପସ
3 years
ଆକାଶରେ ଆଜି ରଙ୍ଗର ରୋଷଣୀ ❤️
Tweet media one
32
17
257
@tapasr10
ତାପସ
3 years
କଟା ଆଳୁ ସିଙ୍ଗଡ଼ା ଇଜ ଟୁରୁ ଲୋଉ 😍😋🤤
Tweet media one
19
6
251
@tapasr10
ତାପସ
3 years
କିଛିଦିନ ହେବ ଆମ ଛାତ ଉପରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି 🙊
Tweet media one
23
8
252
@tapasr10
ତାପସ
3 years
Trust me ! Watching the sunset makes me forget everything for a moment. It's healing 😍
Tweet media one
25
10
252
@tapasr10
ତାପସ
2 years
A sight to behold.... ❤️
Tweet media one
4
8
248
@tapasr10
ତାପସ
3 years
ଗତ ରାତିରେ ବାପା କାହିଁକି କେଜାଣି ବିରିୟାନୀ ଖାଇବାକୁ ଇଚ୍ଛାକଲେ। ସହଜେ ସେ ସକାହାରୀ, ପୁଣି ବିରିୟାନୀ !? ଟିକେ ଦ୍ଵନ୍ଦରେ ପଡ଼ିଗଲି, ତଥାପି ସକାଳୁ ଯଥାସମ୍ଭବ ଯୋଗାଡ଼ କରି ବିରିୟାନୀ କଲି। ମୁଁ ଜାଣେ, ଏଇଟା ସେତେ ଭଲ ହେଇନି,ତଥାପି ଖାଇଲା ବେଳେ ବାପାଙ୍କ ଆଖିରେ ସେ ଖୁସିର ଝଲକ ମୋ ସବୁ ପରିଶ୍ରମକୁ ସାର୍ଥକ କରିଗଲା। #HappyMe
Tweet media one
19
1
252
@tapasr10
ତାପସ
2 years
କିଛି ମନେପଡ଼ିଲା !? ପିଲାଦିନ କଥା.... 😊 #ଗାଁ_ଜୀବନ
Tweet media one
42
6
241
@tapasr10
ତାପସ
1 year
When you are at Kendrapada, do what Kendrapadias do. ❤️ #ComfortFood #Breakfast
Tweet media one
18
5
244
@tapasr10
ତାପସ
2 years
Okay... this one is for your wallpaper 😍
Tweet media one
20
6
242
@tapasr10
ତାପସ
11 months
No filter;no edit.... it is as it is. #Twilight
Tweet media one
18
14
242
@tapasr10
ତାପସ
2 years
ଜାଣେ, ଦିନେ ତୋ'ଠୁ ଦୂରକୁ ଚାଲିଯିବାକୁ ହେବ..... ଅନ୍ତରଙ୍ଗ ମୁହୂର୍ତ୍ତକୁ ଜାବୁଡି ଧରିବାର ବୃଥା ପ୍ରୟାସରେ ମୁଁ - ତୋ ଏକାନ୍ତ ପ୍ରେମିକ !!! #ତାପସତ୍ୱ
Tweet media one
Tweet media two
12
14
244
@tapasr10
ତାପସ
4 years
ମା' ପାଇଁ ଚୁଡ଼ି ସବୁବେଳେ ମୋ ନାନୀମାନେ ପଠାନ୍ତି। କିଛିମାସ ହେବ କରୋନା ପାଇଁ ତାହା ସମ୍ଭବ ନଥିଲା। କିଛିଦିନ ହେବ ଦେଖୁଥିଲି ମା' ପୁରୁଣା ଚୁଡ଼ି ବଦଳେଇ ପିନ୍ଧୁଛି। ଆଜି ଏଇ ଚୁଡ଼ି କିଣି ଆଣି ଯେବେ ଦେଲି,ତା' ଆଖିର ଖୁସିର ଚମକ ମୋ ଆଖିରେ ଲୁହ ଆଣିଦେଲା। ଜାଣିନି ଏ ଚୁଡ଼ି କେତେ ଭଲ, ହେଲେ ସେ ମୁହୂର୍ତ୍ତ ମୋ ଜୀବନର ଅଭୂଲା ମୁହୁର୍ତ୍ତ।
Tweet media one
29
4
241
@tapasr10
ତାପସ
3 years
ଆଜି ଏତିକି ଅମଳ ହେଲା 😃
Tweet media one
22
4
239
@tapasr10
ତାପସ
3 years
ଆମ ବାଲିଆପାଳ ବନ୍ଧୁ କହିଲେ ଭୁଜା ଖାଇବ ତ ଏମିତି... 😋
Tweet media one
24
10
241
@tapasr10
ତାପସ
2 years
ଆକାଶର ଇସାରା.... ❤️
Tweet media one
14
4
236
@tapasr10
ତାପସ
2 years
ଏମିତି ଆଉ କେତେଦିନ ଚୁପ ରହିବ ମହାବାହୁ !? ଆମେ ଅକର୍ମା, ଅକୃତଜ୍ଞ ଜାତି ଗୁହାରି କରିବା ଛଡ଼ା ଆଉ କିଛି ବି କରିପାରିବୁନି 😓 ଏବେ ସମୟ ଆସିଛି, ତୁମେ ହିଁ ତୁମକୁ ରକ୍ଷାକର... ମଣିମା ହେ ! ନିଜେ ନିଜକୁ ରକ୍ଷାକର 🙏🙏🙏 #SaveJagannathTemple
17
45
229
@tapasr10
ତାପସ
3 years
ମୋ ଗାଁ'ରେ ସନ୍ଧ୍ୟା ❤️
Tweet media one
12
4
233
@tapasr10
ତାପସ
2 years
After reading/writing, I think this is the only passion left in me... #EveningSnacks I am sorry @manas_muduli Bhai 🙊
Tweet media one
26
6
230
@tapasr10
ତାପସ
4 years
ମହାପ୍ରଭୁଙ୍କର ନୀଳାଦ୍ରି ବିଜେ ତଥା ରସଗୋଲା ଦିବସର ଶୁଭକାମନା #ରସଗୋଲାଦିବସ #RasagolaDibasa #ନିଳାଦ୍ରୀବିଜେ #NiladriBije
Tweet media one
2
16
226
@tapasr10
ତାପସ
2 years
Blessed to meet the God, who has shaped my life through his teachings and wisdom. #MyTeacherMyGod
Tweet media one
15
1
228
@tapasr10
ତାପସ
1 year
ସକାଳୁ ବାପା ପଚାରିଲେ ଆଜି ଖେଚୁଡ଼ି ରାନ୍ଧୁଛି କି ନାହିଁ !? ଜାଣିଲି ଆଜି ସଂକ୍ରାନ୍ତି। ପ୍ରତ୍ୟେକ ସଂକ୍ରାନ୍ତିରେ ବାପାଙ୍କର ଖେଚୁଡ଼ି ଖାଇବାରେ ଭାରି ମନ। ଯଦିଓ ଘରେ ଡାଲମା ପାଇଁ ବିଶେଷ ପରିବା ନଥିଲା, ତଥାପି ଏତିକି ରାନ୍ଧିବାରେ କିଛି ଅସୁବିଧା ହେଲାନି। #ସଂକ୍ରାନ୍ତି #ଚିତାଲାଗିଅମାବାସ୍ୟା
Tweet media one
16
8
228
@tapasr10
ତାପସ
3 years
ମା' ❤️😍😘
Tweet media one
21
2
221
@tapasr10
ତାପସ
3 years
No body understand you better than your sisters... Sisters are integral part of life ❤️
Tweet media one
7
7
218
@tapasr10
ତାପସ
4 years
ଅସ୍ତରଙ୍ଗ... 😍❤️
Tweet media one
24
9
215
@tapasr10
ତାପସ
2 years
A rainy evening and some easy to go snacks.... #BeingOdia
Tweet media one
12
6
215
@tapasr10
ତାପସ
3 years
ଏଇ ! ଦେଖ, ଆମ ଆମ୍ବ ଗଛରେ ବଉଳ ଆସିଛି... ତୁମେ କେବେ ଆସିବ ଯେ !? #ବଉଳ
Tweet media one
15
7
220
@tapasr10
ତାପସ
2 years
ଅତୀତର ସବୁ ପୃଷ୍ଠା ରୁଧିରାକ୍ତ ନଥାଏ;ଅଶ୍ରୁସ୍ନାତ ନଥାଏ, କିଛି ପୃଷ୍ଠା ଓଲଟାଇଲେ ଓଠରେ ଧାରେ ହସ ଚହଟିଯାଏ.... ବି.ଦ୍ର.: ଦଶବର୍ଷ ତଳର ଫଟୋ 😊
Tweet media one
20
1
217
@tapasr10
ତାପସ
3 years
ମୋ ଭାଗର ଆକାଶରେ ଆଜି ରଙ୍ଗର ରୋଷଣୀ... 💕
Tweet media one
13
4
216
@tapasr10
ତାପସ
2 years
The ultimate destination... #JaiJagannath 🙏
Tweet media one
2
9
212
@tapasr10
ତାପସ
3 years
ରଥ ଟଣା ହେବ ନା ନାହିଁ, ନ୍ୟାୟାଳୟ ନିଷ୍ପତି ନେବେ;ରଙ୍ଗ ଖେଳ ହେବ କି ନାହିଁ ସେ ନିଷ୍ପତି ବି ନ୍ୟାୟାଳୟଙ୍କର;ଦୀପାବଳିରେ ବାଣ ଫୁଟିବ କି ନାହିଁ ନ୍ୟାୟାଳୟ କହିବେ... କିହୋ ସବୁ ତ ନ୍ୟାୟାଳୟ କହିବେ,ତମକୁ(law makers) ବିଧାନସଭା କଣ ପାଇଁ ପଠେଇଛୁ ! ଗିନୀ ବଜେଇବାକୁ ? ଆସନ୍ତା ନିର୍ବାଚନରେ ଆମେ ନ୍ୟାୟାଧୀଶଙ୍କୁ ନିର୍ବାଚିତ କରିବୁ 😏
13
21
209
@tapasr10
ତାପସ
2 years
Since 2014, this is the first time she has walked out this far. Never thought this will come someday, but it's her sheer determination and willingness that made it happen. This is nothing less than a miracle to me. Love you Maa 😘 #Maa #ProudSon ❤️❤️
32
6
210
@tapasr10
ତାପସ
3 years
Maa... My reasons of happiness ❤️❤️❤️ #WomensDay #InternationalWomensDay
Tweet media one
27
2
210
@tapasr10
ତାପସ
7 months
ଆଜି ମନ୍ଦିରରୁ ଫେରୁଥାଏ, ସାଇକେଲରେ ଯାଉଥିବା ଜଣେ ଝିଅକୁ (ବୋଧ ହୁଏ କଲେଜ ପଢୁଆ !) ଫୋନରେ କଥା ହେଉଥିବାର ଶୁଣିଲି- "ସକାଳୁ ମନ୍ଦିର ଯାଉଥିବା ପୁଅଗୁଡା ହ୍ୟାଣ୍ଡସମ ଲାଗନ୍ତି ନା !?" ଚାରିଆଡକୁ ଚାହିଁଲି, ମୋ ବ୍ୟତୀତ ସେଠି ଆଉ କେହି ତ ନଥିଲେ। ତେବେ କଣ... ଶଃ ! ସକାଳୁ ସକାଳୁ ମୋ ଭଳି ବୁଢାକୁ ଏମିତି କମେଣ୍ଟ କରିବେ ନା !! ☹️
Tweet media one
Tweet media two
47
1
215
@tapasr10
ତାପସ
2 years
Finally...
Tweet media one
Tweet media two
22
4
201
@tapasr10
ତାପସ
2 years
ଏଇଠି କେତେଜଣ ଅଛନ୍ତି ଯାହାକୁ ପଣସ କଠା ପୀଠଉ ଭଜା ପସନ୍ଦ !? #ହାଲକା_ଫୁଲକା_ସନ୍ଧ୍ୟା_ଖାଇବା
Tweet media one
33
3
209
@tapasr10
ତାପସ
2 years
କେବେ ଆସନ୍ତନି, ଗୋଧୂଳିର ବେଳାଯାଏଁ ଆମେ ଏଇଠି ବସନ୍ତେ.... ❤️❤️
Tweet media one
7
11
202
@tapasr10
ତାପସ
3 years
ମୋ ଭଳି ନିମ୍ନ ମଧ୍ୟବିତ୍ତ ପରିବାରର ମୁଖ୍ୟ ଜଳଖିଆ କହିଲେ ମୁଢ଼ି ବା ଭୂଜାକୁ ହିଁ ବୁଝାଏ। ବେଳ ଅବେଳରେ ମୁଢ଼ି ଗିନାଏ ସହ ପିଆଜ ଲଙ୍କା ହେଇଗଲେ ଆମ ଜଳଖିଆ ସରିଲା। ଏମିତି ବର୍ଷା ଦିନେ ଯଦି ସୁବିଧା ଆଉ ସୁଯୋଗ ଥାଏ ତ ବାପାଙ୍କର ଡାକ ଶୁଭେ - "ଶୁଣୁଛ, ଆଜି ଟିକେ ପକୁଡ଼ି କର, ମୁଢ଼ି ସହ ଖାଇବା।" ସେଦିନ ଆଉଥରେ ଜୀଇଁବାକୁ ଇଚ୍ଛାହେଲା...
Tweet media one
15
12
208
@tapasr10
ତାପସ
3 years
ଭାଷା ବଞ୍ଚିଲେ ସଂସ୍କୃତି ବଞ୍ଚେ, ଆଉ ସଂସ୍କୃତି ବଞ୍ଚିଲେ ଗୋଟେ ଜାତି ବଞ୍ଚେ। ଝାଡଖଣ୍ଡରେ ଓଡ଼ିଆକୁ ମାରିଦିଆ ନଯାଉ;ଓଡ଼ିଆ ଜାତିକୁ ମାରିଦିଆ ନଯାଉ... #Save_Odia_In_Jhadkhand
11
36
201
@tapasr10
ତାପସ
2 years
ଜାଣିଛ ରଶ୍ମୀ ! ଅନେକ ଦିନ ପରେ ଆଜି ବେଳାଭୂମି ଆସିଥିଲି। ଆଜିବି ସେଇ ବାଲି ଅଛି, ଶାମୁକା ଅଛି ହେଲେ ନାହିଁ ତ ଘଞ୍ଚ ଝାଉଁ ବଣ ଆଉ ଆମ ପ୍ରେମର ଶେଷ ସଂକେତ....
Tweet media one
19
6
199
@tapasr10
ତାପସ
2 years
ନୀଳ ପତାକା ସମୁଦ୍ର କୂଳେ....
Tweet media one
21
1
195
@tapasr10
ତାପସ
2 years
ବାସ ଏତିକି.... #ସଂକ୍ରାନ୍ତି
Tweet media one
15
2
199
@tapasr10
ତାପସ
10 months
ଆମ ଛାଡଖାଇ ମା' ମହାଲକ୍ଷ୍ମୀଙ୍କ ହାଣ୍ଡିଶାଳରୁ... #ଜୟଜଗନ୍ନାଥ #ଜୟମା'ଲକ୍ଷ୍ମୀ
Tweet media one
8
6
194
@tapasr10
ତାପସ
10 months
Maa... My happiness revolving around her. She is my world ❤️
Tweet media one
25
1
200
@tapasr10
ତାପସ
3 years
ଯେବେ ମହାପ୍ରଭୁଙ୍କ ପାଖରୁ ଡାକରା ଆସେ.... #ଜୟଜଗନ୍ନାଥ 🙏 ଫଟୋ: ଗାଁ ଡାକ୍ତର @Drakshays
Tweet media one
16
1
198
@tapasr10
ତାପସ
3 years
ମା' ପାଇଁ ☺️
Tweet media one
20
2
197
@tapasr10
ତାପସ
3 years
କେବେ ଆସିବ ଯେ ବସିବା ଏଇଠି ନୀରବରେ, ମୁଁ ହେଇଯିବି କେବେ ବିତୁନଥିବା ମୁହୂର୍ତ୍ତଟିଏ ଆଉ ତୁମେ, ଦିଗନ୍ତର ଲାଲିମା... #ତାପସତ୍ୱ
Tweet media one
22
11
195
@tapasr10
ତାପସ
3 years
ପ୍ରସ୍ତୁତି ପଥେ.... #ରାଶିଲଡୁ ଶୁଭ ଜନ୍ମାଷ୍ଟମୀ
Tweet media one
22
1
192
@tapasr10
ତାପସ
4 years
My kind of breakfast 😍 What's your ?
Tweet media one
32
5
188
@tapasr10
ତାପସ
2 years
To beat the heat....
Tweet media one
10
3
187
@tapasr10
ତାପସ
3 years
ପିଲାଦିନେ ବାପାଙ୍କୁ ନିଜ ଖର୍ଚ୍ଚ କାଟି ଅନ୍ୟକୁ ଯଥା ସମ୍ଭବ ସାହାଯ୍ୟ କରିବା ଅନେକ ଥର ଦେଖିଛି। ଘରକୁ ଯଦି କେହି ଭିକାରୀ ବା ଦୁଃଖୀ ଆସନ୍ତି, ମା' ସେମାନଙ୍କୁ ଆମ ଖାଇବାରୁ କାଟି ଖୁଏଇବା ବି ଦେଖିଛି। ଅନ୍ୟମାନଙ୍କପାଇଁ ଯଥା ସମ୍ଭବ କରିବା କେହି ଶିଖେଇ ନାହାନ୍ତି, ଏ ସବୁ ଦେଖି ଦେଖି ମୁଁ ବଡ଼ ହେଇଛି। #ସୂତା
25
11
190
@tapasr10
ତାପସ
3 years
ବର୍ଷା ସନ୍ଧ୍ୟାର ସାଥି 😍 ସିସି: ଅଲ ବାଲେଶୁରିଆ ଆଣ୍ଡ ମୟୁରଭଞ୍ଜିଆ
Tweet media one
17
2
183
@tapasr10
ତାପସ
2 years
ମହାପ୍ରଭୁ ●!● 🙏
Tweet media one
9
6
192
@tapasr10
ତାପସ
3 years
ହଁ ! ବେଳେବେଳେ ଏତିକି ବି ଯଥେଷ୍ଟ ଲାଗେ। 💖❤️
Tweet media one
20
0
185
@tapasr10
ତାପସ
4 years
Sky 😍💕
Tweet media one
15
3
189
@tapasr10
ତାପସ
4 years
ଆଜି ପାଇଁ ହେଇଗଲା
Tweet media one
21
1
186
@tapasr10
ତାପସ
3 years
ଆମ ଓଡ଼ିଶାରେ.... #ହସିବାମନା
Tweet media one
28
3
185
@tapasr10
ତାପସ
1 year
ପହିଲି ଅମଳ... 😊
Tweet media one
24
1
192
@tapasr10
ତାପସ
3 years
ଯାହା ଯେତିକି ହେଇପାରିଲା.... 🙂
Tweet media one
14
4
180
@tapasr10
ତାପସ
4 years
ରାତି ୮.୩୦ ରୁ ୯.୩୦ ମୋର ରୋଷେଇ ସମୟ। ବିଶେଷକରି ବୟସର ଅପରାହ୍ନରେ ଥିବା ମୋ ରୋଗୀ ବାପା/ମା'ଙ୍କୁ ଖାଇବାକୁ ଦେଇ ଔଷଧ ଖୁଏଇବାର ସମୟ। ତେଣୁ ମୁଁ ଆଜି ମୋର ଆଲୁଅ ବନ୍ଦ କରିବି ନାହିଁ। ସେମିତିରେ ସନ୍ଧ୍ୟାରେ ଠାକୁରଙ୍କ ପାଖରେ ଲଗାଉଥିବା ଘିଅ ଦୀପ ରାତି ୧୦ ଟା ପର୍ଯ୍ୟନ୍ତ ଜଳେ। କରୋନା ବିରୁଦ୍ଧ ଲଢେଇରେ ମୁଁ ବି ଆପଣମାନଙ୍କ ସହ ଅଛି
14
5
181
@tapasr10
ତାପସ
3 years
Tweet media one
37
2
184
@tapasr10
ତାପସ
3 years
Show me a better breakfast than this. 😍❤️ My all time favorite Chuda/Dahi/Kadali/Nadia/Guda (jhilli was an add on) @iamantri I told you 😁 Note: These brown Chuda are home made.
Tweet media one
32
2
182
@tapasr10
ତାପସ
2 years
ଖୁସିର ପୁଡ଼ିଆ.... 😍 #ନାଡ଼ଛତୁ
Tweet media one
19
0
172
@tapasr10
ତାପସ
3 years
Right here, right now ! I am having my good time 😍
Tweet media one
10
2
183
@tapasr10
ତାପସ
3 years
Sometimes a simple meal terns out to be a satisfying meal... ❤️ #MyMeal 😊
Tweet media one
14
5
179
@tapasr10
ତାପସ
4 years
ସନ୍ଧ୍ୟା ❤️
Tweet media one
17
3
175
@tapasr10
ତାପସ
2 years
ବାବାଙ୍କ ବରଯାତ୍ରୀ... 😍😍 ଶୀତଳ ଷଷ୍ଠୀ ତଥା ଶିବ ବିବାହର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐 ହର ହର ମହାଦେବ 🙏
Tweet media one
9
2
179
@tapasr10
ତାପସ
2 years
ମୁଁ ଅସ୍ପୃଶ୍ୟ, ଅଲୋଡ଼ା; ତଥାପି ଫୁଟିବି ପ୍ରତି ଫଗୁଣରେ ତୋ ଜୀବନରେ ଟିକେ ରଙ୍ଗ ମାଖିବାକୁ.... #ପଳାଶ #ତାପସତ୍ୱ
Tweet media one
13
6
183