News18 Odia Profile Banner
News18 Odia Profile
News18 Odia

@News18Odia

163,245
Followers
209
Following
131,920
Media
214,968
Statuses

News18 Odia, Network18 Group caters to News & information to the Odia viewers. Network18 Group is presently the largest Television Network in India.

Bhubaneshwar, India
Joined August 2016
Don't wanna be here? Send us removal request.
Pinned Tweet
@News18Odia
News18 Odia
10 months
#ଆସିଗଲା_ନ୍ୟୁଜ18_ଓଡ଼ିଆର_ହ୍ବାଟ୍‌ସଆପ_ଚ୍ୟାନେଲ ଗୋଟିଏ କ୍ଲିକ୍‌ରେ ପାଇ ପାରିବେ ଦିନର ବଛା ବଛା ଖବର ଓ ଭିଡିଓ । ଆପଣଙ୍କୁ ତଳେ ଦିଆଯାଇଥିବା QR Codeକୁ କୌଣସି ସ୍କାନର ଆପ୍‌ କିମ୍ବା ଗୁଗଲ ଲେନ୍ସରେ ସ୍କାନ କରିବାକୁ ପଡ଼ିବ । ଏହାପରେ ଆମ ଚାନେଲ୍‌କୁ ଫଲୋ କରି ଆପଣ ବଡ଼ ବଡ଼ ଅପଡେଟ୍‌ ପାଇପାରିବେ #WhatsappChannel #News18Odia
Tweet media one
6
4
63
@News18Odia
News18 Odia
3 months
#ପଖାଳ_ଖାଇଲେ_ମୁଖ୍ୟମନ୍ତ୍ରୀ ମା'ଙ୍କ ହାତରୁ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । @MohanMOdisha @BJP4Odisha
104
71
1K
@News18Odia
News18 Odia
1 year
#ସିଡିପିଓଙ୍କ_ଦୁର୍ବ୍ୟବହାର! - ନବରଙ୍ଗପୁର CDPOଙ୍କ ଏହା କିଭଳି ବ୍ୟବହାର ? - ମହିଳା କିରାଣୀଙ୍କୁ ଚେୟାରରୁ ଠେଲିଦେଲେ ! - ନବରଙ୍ଗପୁର ଡାବୁଗାଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ(ICDS)ର ଘଟଣା - ଭିଡିଓ ସୋସିଆଲ ମିଡିଆରେ ଭାଇରାଲ - CDPO ଗିତାରାଣୀ ମହରାଣାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ? @DMnabarangpur
380
440
1K
@News18Odia
News18 Odia
3 months
#ଜଗନ୍ନାଥଙ୍କ_ବେଶରେ_ମହାକାଳଙ୍କ_ପୂଜା ଉଜ୍ଜୈନ ମହାକାଳେଶ୍ବରଙ୍କ ଆଜିର ଭସ୍ମ ଆଳତି ଓ ଶୃଙ୍ଗାର ବେଶ । ରଥଯାତ୍ରା ପାଇଁ ଜଗନ୍ନାଥଙ୍କ ବେଶରେ ଦର୍ଶନ ଦେଉଛନ୍ତି ମହାକାଳ #Mahakaleswar #JagannathRathYatra #Jagannath
12
120
1K
@News18Odia
News18 Odia
2 years
#ପୁଣିଥରେ_ଚର୍ଚ୍ଚାରେ_ଅନୁଭବ_ମହାନ୍ତି -ଅନୁଭବଙ୍କ ନୂଆ ବେଶକୁ ନେଇ ଚର୍ଚ୍ଚା -ଅନୁଭବଙ୍କ ଦିଲ୍ଲୀ ଫଟୋ ନେଇ ଚର୍ଚ୍ଚା -ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ -ଫଟୋଟିକୁ ପୋଷ୍ଟ କରିଛନ୍ତି ଅନୁଭବଙ୍କ ସାଙ୍ଗ -ଫଟୋ ଭାଇରାଲ ପରେ ଅନୁଭବଙ୍କୁ ଛୁଟୁଛି ଶୁଭେଚ୍ଛା ବାର୍ତ୍ତା #anubhavmohanty #news18odia #viralnews
Tweet media one
40
42
1K
@News18Odia
News18 Odia
1 year
#ବାହାହେବେ_ପୁରୀ_ଓ_ରାୟଗଡ଼ା_ଜିଲ୍ଲାପାଳ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ହେବ ଦ୍ବିତୀୟ ବିବାହ। ଚଳିତ ମାସରେ ବାରଣାସୀରେ ବାହା ହେବେ ୨ IAS ସମର୍ଥ ପୂର୍ବରୁ ଭାରତୀୟ ରେଳବାଇର ସୂଚୀ ସିଂଙ୍କୁ ବିବାହ କରିଥିଲେ, ସ୍ୱଧାଦେଵ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ପ୍ରଥମ ପତ୍ନୀ #IAS #marriage
Tweet media one
155
60
1K
@News18Odia
News18 Odia
3 months
ବାରାଣସୀରେ ୯ ବର୍ଷର ଜଣେ କ୍ୟାନସର ପୀଡ଼ିତ ବାଳକକୁ ଦିନକ ପାଇଁ ଏଡିଜି ଜୋନ୍‌ ନିଯୁକ୍ତ କରାଯାଇଛି । ଏହି ସମୟରେ ସମସ୍ତ ପୋଲିସକର୍ମୀ ପିଲାକୁ ସାଲ୍ୟୁଟ୍‌ କରିଥିଲେ । #viralvideo #Varanasi
22
28
911
@News18Odia
News18 Odia
4 months
#BJD ର_ପରାଜୟ_ନେଇ_ନବୀନ_ପଟ୍ଟନାୟକଙ୍କ_ବୟାନ ‘ଗଣତନ୍ତ୍ରରେ ହାରିବାକୁ ହୁଏ ନହେଲେ ଜିତିବାକୁ ହୁଏ’ ‘ଦୀର୍ଘ ବର୍ଷ ହେବ ଓଡ଼ିଶାବାସୀ ଆଶୀର୍ବାଦ କରିଛନ୍ତି’ ‘ବାରମ୍ବାର ମୋତେ ମୁଖ୍ୟମନ୍ତ୍ରୀ ବାଛିଥିବାରୁ ଧନ୍ୟବାଦ’ ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର: ନବୀନ @bjd_odisha @Naveen_Odisha
22
31
856
@News18Odia
News18 Odia
4 months
#ନବୀନଙ୍କ_ଆହ୍ବାନ କାମ କରିବାକୁ ନବନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ଆହ୍ବାନ ‘ମୁଁ ମୁଖ୍ୟମନ୍ତ୍ରୀ ହେବାବେଳେ ରାଜ୍ୟରେ ୭୦% ଥିଲା ଦାରିଦ୍ର୍ୟ’ ‘ଏବେ ଓଡ଼ିଶାରେ ୧୦%କୁ ହ୍ରାସ ପାଇଛି ଗରିବୀ ହାର’ ‘କୃଷି, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଆମେ ଭଲ କାମ କରିଛୁ’ ‘ପରାଜୟ ପାଇଁ ଆମେ ସଙ୍କୋଚ ଅନୁଭବ କରିବା ଉଚିତ୍ ନୁହେଁ’ @Naveen_Odisha
26
53
843
@News18Odia
News18 Odia
3 months
ପୁରୀ ବଡ଼ଦାଣ୍ଡରେ ଏକ ଭିନ୍ନ ଦୃଶ୍ୟ ଏକାଠି ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନବୀନ ପଟ୍ଟନାୟକ ମଞ୍ଚ ତଳକୁ ଆସି ନବୀନଙ୍କୁ ପାଛୋଟି ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚରେ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ରାଜ୍ୟପାଳ ରଘୁବର ଦାସ @Naveen_Odisha @dpradhanbjp #RathYatra2024
26
44
839
@News18Odia
News18 Odia
3 months
କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ସୋସିଆଲ୍‌ ମିଡିଆ ‘X’ରେ ଆକ୍ଟିଭ ରହିବାକୁ ନିର୍ଦ୍ଦେଶ ସବୁ କର୍ମଚାରୀ ‘X’ରେ ଆକାଉଣ୍ଟ ଖୋଲିବାକୁ ନିର୍ଦ୍ଦେଶ #Health
Tweet media one
46
89
831
@News18Odia
News18 Odia
3 months
#ଦୀପାଳି_ଦାସଙ୍କ_EVM_ଯାଞ୍ଚ_ଆବେଦନ_ଗ୍ର���ଣ -ଦୀପାଳି ଦାସଙ୍କ ଆବେଦନ ଗ୍ରହଣ କଲେ ECI -ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ -୧୩ଟି ବୁଥର ଇଭିଏମ ପୁଣି ଥରେ ଯାଞ୍ଚ ହେବ -ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୋଷ ଥିଲେ ଦୀପାଳି @deepalidas95 #Jharsuguda
46
14
803
@News18Odia
News18 Odia
8 months
#ନବୀନ_ଦେଖିଲେ_ପ୍ରାଣ_ପ୍ରତିଷ୍ଠା ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଗବାନ ରାମଙ୍କ ଦିବ୍ୟ ଦର୍ଶନ ଦେଖି ହାତ ଯୋଡ଼ିଲେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ @CMO_Odisha @Naveen_Odisha @MoSarkar5T #AyodhyaRamMandir #AyodhyaSriRamTemple
28
51
778
@News18Odia
News18 Odia
3 months
#ଲୋକଙ୍କ_ହାତରୁ_କେନ୍ଦୁ_ଖାଇଲେ_ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନରେ ଲୋକ ଓ ବିଭିନ୍ନ ସଙ୍ଗଠନକୁ ଭେଟିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝରର କେନ୍ଦୁ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । @CMO_Odisha @MohanMOdisha
23
23
748
@News18Odia
News18 Odia
3 months
#ବାସଭବନ_ଭାଙ୍ଗିବା_ନେଇ_ପ୍ରଣବ_ଦାସଙ୍କ_ପ୍ରତିକ୍ରିୟା -‘ନିୟମ ଅନୁସାରେ ଘର ଯେମିତି ନେଇଥିଲି ଫେରାଇବି’ -‘ଯେହେତୁ ସମ୍ପାଦକ ଥିଲି ଅନେକ ଲୋକ ଆସୁଥିଲେ’ -‘ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା ହୋଇଥିଲା’ -‘ଘର ଛାଡ଼ିବା ପାଇଁ ୧୫ ତାରିଖ ଯାଏ ସମୟ ଅଛି’ -୧୫ ପୂର୍ବରୁ ନିୟମ ଅନୁସାରେ ଘର ଫେରାଇବି: @pranabpdas
62
22
743
@News18Odia
News18 Odia
3 months
#ଶଙ୍କରାଚାର୍ଯ୍ୟଙ୍କୁ_ସାକ୍ଷାତ_କଲେ_କେନ୍ଦ୍ରମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନ ପୁରୀରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କ୍ରାଡ଼ା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ @dpradhanbjp #rathyatra2024 #JagannathRathYatra
7
17
733
@News18Odia
News18 Odia
1 year
#ଟୋଲ୍‌ଗେଟ୍‌ରେ_୨_ହଜାର_ଟଙ୍କିଆ_ନୋଟ_ପାଲା ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କଠାରୁ ୨ ହଜାର ଟଙ୍କିଆ ନୋଟ ନେବାକୁ ମନାକଲେ ପିପିଲି ଟୋଲ୍‌ଗେଟ କର୍ମଚାରୀ; କଥା କଟାକଟିର ଭିଡିଓ ଭାଇରାଲ @SatpathyLive @NHAI_Official
78
72
712
@News18Odia
News18 Odia
1 year
ବାଲେଶ୍ବରରେ ପ୍ରଚଣ୍ଡ ଖରାରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ #ପଇଡ଼_ପାଣି_ପିଆଇଲେ_ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଦୋକାନୀଙ୍କୁ ଡିଜିଟାଲ ମାଧ୍ୟମରେ ପାଉଣା ଦେଇ ଜାପାନ ଏହି ବ୍ୟବସ୍ଥା ଏବେ ଆପଣାଉଥିବା କହିଲେ । @AshwiniVaishnaw @BJP4India @BJP4Odisha
16
43
711
@News18Odia
News18 Odia
3 months
#ରାଜ୍ୟ_ଅତିଥି_ଭବନରେ_ମୁଖ୍ୟମନ୍ତ୍ରୀ OSWAS ତଥା ରାଜ୍ୟ ଅତିଥି ଭବନରେ ଫାଇଲ୍ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । @MohanMOdisha @BJP4Odisha @CMO_Odisha
Tweet media one
Tweet media two
84
17
676
@News18Odia
News18 Odia
4 months
#ଦୀପାଳି_ଦାସ_ପରାସ୍ତ ଝାରସୁଗୁଡ଼ାରେ ପଦ୍ମର ବିଜୟ । #BJD ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୨ ଖଣ୍ଡ ଭୋଟ୍‌ରେ ହରାଇଲେ #BJP ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । #Jharsuguda #Odisha #Election
Tweet media one
90
24
657
@News18Odia
News18 Odia
3 months
#ଅଟକିବନି_SCBର_ନବ_ନିର୍ମିଣ_କାମ ଅଟକିବ ନାହିଁ SCBର ନବ ନିର୍ମିଣ କାମ : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ‘ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଅଧିକାରୀଙ୍କୁ ଭେଟି ସମୀକ୍ଷା କରିବେ ମନ୍ତ୍ରୀ’ ‘SCBକୁ ଏକ ବାସ୍ତବ ବିଶ୍ୱ ସ୍ତରୀୟ ମେଡିକାଲ କଲେଜରେ ପରିଣତ କରାଯିବ’ @PrithivirajBJP @BJP4Odisha
10
15
631
@News18Odia
News18 Odia
3 months
#ରତ୍ନଭଣ୍ଡାର_ଖୋଲିବା_ନେଇ_ଶଙ୍କରାଚାର୍ଯ୍ୟଙ୍କ_ବୟାନ ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, କୌଣସି ପଦକ୍ଷେପ ପୂର୍ବରୁ ମୋ ପରାମର୍ଶ ନେବା ଉଚିତ: ଶଙ୍କରାଚାର୍ଯ୍ୟ ‘ମୋ ଉପସ୍ଥିତରେ ମିଟିଂ ହେଉନି, ମୋତେ କିଛି ସୂଚନା ନାହିଁ’ ରତ୍ନଭଣ୍ଡାର ଖୋଲିବା ନେଇ ମୁଁ କିଛି ଜାଣି ନାହିଁ: ଶଙ୍କରାଚାର୍ଯ୍ୟ #Puri #Ratnabhandara
Tweet media one
38
38
609
@News18Odia
News18 Odia
4 months
#ଭୋଟ୍_ଦେଲେ_ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଏରୋଡ୍ରମ ୟୁପି ସ୍କୁଲରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଚାଲି ଚାଲି ମତଦାନ କେନ୍ଦ୍ରକୁ ଆସିଲେ ଭୋଟ୍ ଦେଇ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇଲେ ନବୀନ @Naveen_Odisha #NaveenPatnaik @CMO_Odisha
21
24
571
@News18Odia
News18 Odia
3 months
#ସରକାରୀ_ଜମିରୁ_ହଟିବ_ବେଆଇନ_ଦଖଲ ସାରା ରାଜ୍ୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରୁ ଜବରଦଖଲ ହଟାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ @CMO_Odisha @MohanMOdisha
Tweet media one
39
22
559
@News18Odia
News18 Odia
4 months
#ଶ୍ରୀମନ୍ଦିର_ଚାରିପାଖ_ଅନ୍ଧାରମୟ! ପୂର୍ବରୁ ଝଲସୁଥିବା ଶ୍ରୀମନ୍ଦିର ଏବେ ଆଉ ସେଭଳି ଦେଖାଯାଉନି। ଶ୍ରୀମନ୍ଦିର ଚାରିପଟେ ଲଗାଯାଇଥିବା ୫୦୦ଟି ଫୋକସ ଲାଇଟକୁ କାଢ଼ିନେଇଛି ସମ୍ପୃକ୍ତ ଠିକା ସଂସ୍ଥା । ଖାଲି ଚାରିପଟେ ଠିଆ ହୋଇ ରହିଛି ଲାଇଟର ଷ୍ଟାଣ୍ଡ । #Puri #Odisha
29
29
542
@News18Odia
News18 Odia
3 months
#ଲୋକସେବା_ଭବନରେ_କାର୍ଯ୍ୟ_ଆରମ୍ଭ_କଲେ_ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ଅତିଥି ଭବନରେ ବସୁଥିଲେ । ଆଜିଠୁ ଲୋକସେବା ଭବନର ତୃତୀୟ ମହଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ #LoksebaBhawan #MohanMajhi @CMO_Odisha @MohanMOdisha
12
10
514
@News18Odia
News18 Odia
3 months
ଭିଜିଲାନ୍ସ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । @CMO_Odisha @MohanMOdisha @OdishaVigilance
9
9
493
@News18Odia
News18 Odia
4 years
କୋରୋନା ମୃତକଙ୍କ ପିଲାଙ୍କୁ ମାଗଣା ପାଠ ପଢ଼ାଇବ କିଟ୍‌ ବିଶ୍ବବିଦ୍ୟାଳୟ । ବୈଷୟିକ ଓ ବୃତ୍ତିଗତ ଶିକ୍ଷାରେ ଯୋଗ୍ୟତା ଅନୁସାରେ ମାଗଣାରେ ପଢ଼ିବେ । ୨୦୨୦-୨୧ ଓ ୨୦୨୧-୨୨ ପାଇଁ ଏହି ସୁବିଧା ଉପଲବ୍ଧ । କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଘୋଷଣା @achyuta_samanta #OdishaFightsCorona
Tweet media one
21
76
464
@News18Odia
News18 Odia
4 months
#ପୁଣି_ବିଜେପିକୁ_ଫେରିଲେ_ହିମାଂଶୁ_ସାହୁ ଧର୍ମଶାଳାରୁ ଦଳ ଟିକେଟ ନଦେବା ପରେ ସ୍ୱାଧୀନ ଭାବେ ଲଢ଼ି ବିଜୟୀ ହୋଇଛନ୍ତି ହିମାଂଶୁ ସାହୁ @BJP4Odisha @dpradhanbjp #BJP
Tweet media one
4
27
493
@News18Odia
News18 Odia
10 months
#ଓଡ଼ିଆ_ଶ୍ରମିକଙ୍କ_ସହ_କଥା_ହେଲେ_ପାଣ୍ଡିଆନ ଉତ୍ତରକାଶୀ ଟନେଲରେ ୧୭ ଦିନ ହେବ ଫସି ରହିଥିବା ୫ ଶ୍ରମିକ ବାହାରକୁ ଆସିବା ପରେ ଭିଡିଓ କଲ୍‌ରେ କଥା ହେଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଚିକିତ୍ସା ସୁବିଧା ନେଇ ପଚାରି ବୁଝିଲେ । ଓଡ଼ିଆ ଶ୍ରମିକଙ୍କ ସହ ଉତ୍ତରାଖଣ୍ଡରେ ଅଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ @MoSarkar5T #TunnelRescue
29
39
461
@News18Odia
News18 Odia
3 months
#ବାଇକରେ_ଗଲେ_ରେଳମନ୍ତ୍ରୀ ପଶ୍ଚିମବଙ୍ଗ ଦାର୍ଜଲିଂରେ ଟ୍ରେନ୍ ଦୁର୍ଘଟଣା ସ୍ଥଳକୁ ବାଇକରେ ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣାସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିବେ ଅଶ୍ୱିନୀ ବୈଷ୍ଣବ । @AshwiniVaishnaw #Trainaccident @BJP4India
41
16
458
@News18Odia
News18 Odia
4 years
ପୁରୀ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲିବାକୁ ନିବେଦନ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଉ ବ୍ୟବଧାନ ନରହୁ, କୋଭିଡ୍‌ କଟକଣା ମଧ୍ୟରେ ମନ୍ଦିର ଖୋଲାଯାଉ: ସମ୍ବିତ @sambitswaraj
22
35
431
@News18Odia
News18 Odia
4 months
#ଭୁବନେଶ୍ବର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ କଥା ହେଲେ ଭିକେ ପାଣ୍ଡିଆନ । ପାଇଲଟର ଅଭିଜ୍ଞତା ନେଇ ପଚାରି ବୁଝିଲେ ଭିକେ ପାଣ୍ଡିଆନ । @bjd_odisha @Naveen_Odisha
82
12
460
@News18Odia
News18 Odia
2 years
ସୋସିଆଲ ମିଡିଆର ଅପବ୍ୟବହାର #ମହଙ୍ଗା ପଡ଼ିଲା ସୋସିଆଲ ମିଡିଆର ଅପବ୍ୟବହାର କଟୁ ମନ୍ତବ୍ୟ ଦେଉଥିବା ଯୁବକ ଭୁବନେଶ୍ବରରେ ଗିରଫ କେନ୍ଦୁଝରର ପ୍ରୀତିପ୍ରକାଶ ନାୟକ ଚନ୍ଦ୍ରଶେଖରପୁରରେ ଗିରଫ ସୋସିଆଲ ଟକ୍‌ ନାମକ ୟୁ-ଟ୍ୟୁବ ଚାନେଲର ଅପବ୍ୟବହାର ରାଜ୍ୟ ସରକାରଙ୍କୁ ବି କଡ଼ା ସମାଲୋଚନା କରୁଥିଲେ ପ୍ରକାଶ @cpbbsrctc @odisha_police
Tweet media one
Tweet media two
61
23
448
@News18Odia
News18 Odia
4 months
#ସୁରେଶ_ମହାପାତ୍ରଙ୍କ_ଇସ୍ତଫା - ସୁରେଶ ମହାପାତ୍ରଙ୍କ ଇସ୍ତଫା ଗ୍ରହଣ କଲେ ସରକାର - CMOର ମୁଖ୍ୟ ପରାମର୍ଶଦାତା ପଦବୀରୁ ଇସ୍ତଫା - ଅବସରପ୍ରାପ୍ତ IAS ସୁରେଶ ମହାପାତ୍ରଙ୍କ ଇସ୍ତଫା - ଆର୍‌. ବାଲ୍‌କ୍ରିଷ୍ଣନଙ୍କ ଇସ୍ତଫା ମଧ୍ୟ ମଞ୍ଜୁର ହୋଇଛି - CMOର ପରାମର୍ଶଦାତା ଥିଲେ ଆର୍‌. ବାଲ୍‌କ୍ରିଷ୍ଣନ @IPR_Odisha
Tweet media one
28
13
449
@News18Odia
News18 Odia
1 year
ମଙ୍ଗଳବାରରେ କରନ୍ତୁ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ଦର୍ଶନ । #MaaTaraini #keonjhar #maa
Tweet media one
14
5
438
@News18Odia
News18 Odia
2 years
ପାଠ ପଢ଼ିଲା ବେଳେ ଏମିତି ଯୋଶ ଥିବା ନିହାତି ଦରକାର । #viralvideo #child #MEMES
14
33
429
@News18Odia
News18 Odia
3 months
ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନ���ତା ପ୍ରସନ୍ନ ଆଚାର୍ଯ୍ୟ ହେଲେ ବିରୋଧୀ ଦଳ ଉପନେତା ପ୍ରମିଳା ମଲ୍ଲିକ ହେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରତାପ ଦେବ ହେଲେ ଉପମୁଖ୍ୟ ସଚେତକ @bjd_odisha @Naveen_Odisha
14
17
436
@News18Odia
News18 Odia
3 months
#ବଜ୍ରାଘାତରୁ_ଅଳ୍ପକେ_ବର୍ତ୍ତିଲେ_ଯୁବତୀ ବିହାର ସୀତାମଢ଼ିରେ ମୌସୁମୀ ବର୍ଷାରେ ଭିଡିଓ ରିଲ୍‌ ତିଆରି କରୁଥିବା ସମୟରେ କେମିତି ବିଜୁଳି ମାରିଲା, ତାହାର ଦୃଶ୍ୟ ମୋବାଇଲରେ କଏଦ ହୋଇଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ।.. #viralvideo #Bihar #thunderstorm
7
42
435
@News18Odia
News18 Odia
3 months
#ସରିଲା_ବିଜେଡିର_ସଂସଦୀୟ_ଦଳ_ବୈଠକ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ ନେଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ । ବୈଠକ ପରେ ସାଂସଦଙ୍କ ପ୍ରତିକ୍ରିୟା -‘ସଂସଦରେ କଠୋର ଆଭିମୁଖ୍ୟ ରଖିବ BJD’ -‘ଲଢେଇ ଆର ପାର ହେବ, ବିରୋଧୀ ଦଳ ଭୂମିକାରେ ବସିବ BJD’ -‘ଆବଶ୍ୟକ ପଡିଲେ ଗୃହ ମଧ୍ୟଭାଗକୁ ଓହ୍ଲାଇବ #bjd @bjd_odisha
27
8
434
@News18Odia
News18 Odia
14 days
ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ନେତା ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ ବିଜେପି ନେତା ୧୪ ଜଣ ନେତା ନବୀନ ପଟ୍ଟନାୟକଙ୍କୁ କଲେ ସାକ୍ଷାତ @Naveen_Odisha @BhruguOdisha
10
9
432
@News18Odia
News18 Odia
4 years
ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗ ନେଇ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଭେଟିଲେ BJP ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ବେଆଇନ କ୍ରୟକାରୀଙ୍କୁ ରୋକିବାକୁ ଆବେଦନପତ୍ରରେ କଲେ ଦସ୍ତଖତ । ଜଗନ୍ନାଥଙ୍କ ଜମି ବେଆଇନ ଭାବେ ଜବରଦଖଲ ହୋଇପାରିବ ନାହିଁ: ସମ୍ବିତ @sambitswaraj @AcharyaPitamba1 @BJP4Odisha
Tweet media one
Tweet media two
8
31
396
@News18Odia
News18 Odia
3 months
#ଫେକ୍‌_ନ୍ୟୁଜରୁ_ସାବଧାନ ! -ମଦ ବ୍ୟବସାୟ ବନ୍ଦ ନେଇ ମିଛ ଖବର -ନ୍ୟୁଜ୍18 ଓଡ଼ିଆରେ ପ୍ରସାରିତ ହୋଇନି -ଏହି ଖବର ସଂପୂର୍ଣ୍ଣ ମିଥ୍ୟା -ମନ୍ଦ ଉଦ୍ଦେଶ୍ୟ ରଖି କେହି ଏମିତି କରିଛନ୍ତି
37
29
423
@News18Odia
News18 Odia
10 months
#ବାତ୍ୟା_ପ୍ରଭାବ ରେ ପ୍ରବଳ ବର୍ଷା । ରାସ୍ତାରେ ମାଛ ଧରିଲେ ଲୋକେ... ଦେଖନ୍ତୁ ଦୃଶ୍ୟ... #CycloneMichuang
3
31
419
@News18Odia
News18 Odia
4 years
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ନିଯୁକ୍ତି ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନ ଦେବାକୁ ଚିଠି, ଏହା ବଦଳରେ ଯୁବକଙ୍କୁ ନିଯୁକ୍ତି ସୁଯୋଗ ଦେବାକୁ ଅନୁରୋଧ @pcsarangi
Tweet media one
31
34
412
@News18Odia
News18 Odia
22 days
#ଦୁବାଇ_ଗଲା_ଉପମୁଖ୍ୟମନ୍ତ୍ରୀଙ୍କ_ଡ୍ରାଗନ_ଫଳ -ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସଂହଦେଓ -କୋଭିଡ ସମୟରୁ ଡ୍ରାଗନ ଫଳ ଚାଷ କରୁଥିଲେ କେଭି -ଡ୍ରାଗନ ଫଳ ଉତ୍ପାଦନ କରି ଆଜି ଦୁବାଇ ପଠାଇଛନ୍ତି -ଭୁବନେଶ୍ୱର ବିମାନବନ୍ଦରରୁ ଦୁବାଇକୁ ଗଲା ଡ୍ରାଗନ ଫଳ -ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ ହୋଇଛି ଏହି ଫଳ @KVSinghDeo1
Tweet media one
Tweet media two
18
12
415
@News18Odia
News18 Odia
2 years
#ରାଜ୍ୟପାଳଙ୍କ_ପାଦ_ଛୁଇଁଲେ_ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶର ନବ ନିଯୁକ୍ତ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ YS ଜଗନ ମୋହନ ରେଡ୍ଡୀ @ysjagan @BiswabhusanHC #AndhraPradesh
Tweet media one
23
11
401
@News18Odia
News18 Odia
3 months
#ରାସିଦଙ୍କୁ_ତାଲିବାନର_ଭିଡିଓକଲ୍‌ - ରାସିଦ ଖାନଙ୍କୁ ଆସିଲା ତାଲିବାନରୁ ଭିଡିଓ କଲ୍‌ - ସେମିଫାଇନାଲ ପ୍ରବେଶ ପରେ ଆସିଲା ଭିଡିଓ କଲ୍‌ - ରାସିଦ ଖାନଙ୍କୁ ଭିଡିଓ କଲ୍‌ କଲେ ତାଲିବାନ ମନ୍ତ୍ରୀ - ସେମିକୁ ଯିବା ନେଇ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ #ICCWorldT20 @ACBofficials @rashidkhan_19 #cricket
1
10
406
@News18Odia
News18 Odia
3 years
କୋଭିଡ ପଜିଟିଭ ହୋଇଥିବା ସତ୍ତ୍ୱେ ବିଧାୟକ ସୁରେଶ କୁମାର ରାଉତରାୟ ବାହାରେ ବୁଲୁଛନ୍ତି । ଏହା ତାଙ୍କ ପାଇଁ ତଥା ତାଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ହେଉଛି ଚର୍ଚ୍ଚା
Tweet media one
31
9
395
@News18Odia
News18 Odia
3 years
ସୋସିଆଲ ମିଡ଼ିଆରେ ପଞ୍ଜାବୀ ଅଭିନେତ୍ରୀ ତଥା ‘ବିଗ ବସ ୧୩’ ଫେମ ଶେହନାଜ ଗିଲଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳୁଛି । କିଛି ଘଣ୍ଟା ପୂର୍ବରୁ ଶେହନାଜ ଇନଷ୍ଟାଗ୍ରାମରେ ଏଭଳି ଫଟୋ ଶେୟାର କରିଛନ୍ତି, ଯାହାକୁ ଦେଖି ଦିୱାନା ଫ୍ୟାନ୍ସ । @anandstdas #ShehnaazGill ଦେଖନ୍ତୁ ତଥ୍ୟ-ଛବି ଗ୍ୟାଲେରୀ:
21
280
390
@News18Odia
News18 Odia
4 years
ଲକ୍‌ଡାଉନ୍‌ ବେଳେ ରାସନ କାର୍ଡ ନଥିବା ଲୋକଙ୍କ ପାଇଁ ରାସନ କାର୍ଡ ନିୟମ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ #Lockdown2 @CMO_Odisha @pcsarangi
Tweet media one
11
8
387
@News18Odia
News18 Odia
1 month
#ବିଜେଡି_ଦଖଲରେ_ରହିଲା_ନିମାପଡ଼ା_ଅଧ୍ୟକ୍ଷ_ପଦ -ନିମାପଡ଼ା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ -ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ -ବିରୋଧରେ ଦୁଇ ତୃତୀୟାଂଶ ଭୋଟ ଆସି ନଥିବାରୁ ଖାରଜ -ପଦ ବଜାୟ ରଖିଲେ ନିମାପଡ଼ା ଅଧ୍ୟକ୍ଷା ସସ୍ମିତା ସାହୁ #Nimapada @bjd_odisha
Tweet media one
Tweet media two
15
23
398
@News18Odia
News18 Odia
6 months
#ମାଆ_ତାରିଣୀଙ୍କ_ଚଇତି_ପର୍ବ_ଆରମ୍ଭ କେନ୍ଦୁଝର: ଘଟଗାଁରେ ଆଜିଠୁ ମାଆ ତାରିଣୀଙ୍କ ଚଇତି ପର୍ବ । ଏପ୍ରିଲ ୧୫ ଯାଏ ଚାଲିବ ଉତ୍ସବ । ଚଇତି ପର୍ବ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବା ସମ୍ଭାବନା @DistAdmKeonjhar @keonjhar #Maatarini
Tweet media one
8
6
384
@News18Odia
News18 Odia
2 months
#ଚାକିରି_ପାଇଁ_ଦଳାଚକଟା_ପରିସ୍ଥିତି -ମୁମ୍ବାଇ ବିମାନବନ୍ଦରରେ ଚିନ୍ତାଜନକ ସ୍ଥିତି -୬୦୦ ପଦବୀ ପାଇଁ ୨୫ ହଜାରରୁ ଅଧିକ ଆବେଦନକାରୀଙ୍କ ଭିଡ଼ -ମେଣ୍ଟେନାନ୍‌ସ କର୍ମଚାରୀ ଲାଗ�� ଥିଲା ଇଣ୍ଟରଭ୍ୟୁ -ସାକ୍ଷାତକାର ପାଇଁ ଆସିଲେ ହଜାର ହଜାର ପ୍ରାର୍ଥୀ -ବିମାନବନ୍ଦର ଯିବା ରାସ୍ତାରେ ଟ୍ରାଫିକ ଜାମ୍‌ #Mumbaiairport #JobOpportunities
22
31
393
@News18Odia
News18 Odia
3 months
ରାଜ୍ୟ ଅତିଥି ଭବନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନୂତନ ଭାବେ ଦାୟିତ୍ଵ ନେଇଥିବା ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା @CTOdisha
5
9
384
@News18Odia
News18 Odia
3 months
#ବନ୍ୟା_ପାଇଁ_ସଜାଗ_ରହିବାକୁ_ମୁଖ୍ୟମନ୍ତ୍ରୀଙ୍କ_ପରାମର୍ଶ -୨୪ ଘଣ୍ଟିଆ କାମ କରିବ ବନ୍ୟା ନିୟନ୍ତ୍ରଣ କକ୍ଷ: CM -ଆଗକୁ ଆସିବ ବନ୍ୟା ନିୟନ୍ତ୍ରଣ ନୀତି: ମୁଖ୍ୟମନ୍ତ୍ରୀ -ମୁଖ୍ୟମନ୍ତ୍ରୀଙ୍କ ଜଳସମ୍ପଦ ବିଭାଗର ସମୀକ୍ଷା ପରେ ସୂଚନା -ସୂଚନା ଦେଲେ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ @_anugarg @CMO_Odisha
Tweet media one
5
6
381
@News18Odia
News18 Odia
4 months
#BJP_ ଏଜେଣ୍ଟଙ୍କୁ_ପନିକିରେ_ଆକ୍ରମଣ କଟକ ସାଲେପୁରରେ ନିର୍ବାଚନୀ ହିଂସା ବୁଥ୍ ଭିତରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ଅଭିଯୋଗ BJP ଏଜେଣ୍ଟଙ୍କୁ ପନିକିରେ ଆକ୍ରମଣ ଅଭିଯୋଗ ଅଭିଯୋଗ କଲେ ବିଜେପି ପ୍ରାଥୀ ଅରିନ୍ଦମ ରୟ #Cuttack #ElectionUpdate
10
32
374
@News18Odia
News18 Odia
4 months
#ଦାୟିତ୍ବ_ନେଲେ_ଅଶ୍ବିନୀ_ବୈଷ୍ଣବ -ରେଳମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅଶ୍ବିନୀ ବୈଷ୍ଣବ -ଦ୍ବିତୀୟ ଥର ପାଇଁ କାର୍ଯ୍ୟଭାର ଗ୍ରହଣ କଲେ ଅଶ୍ବିନୀ ବୈଷ୍ଣବ #Ashwini @AshwiniVaishnaw #Railway
2
12
375
@News18Odia
News18 Odia
2 months
#OCA_ ଦ୍ବାରା_୧୯_ବର୍ଷରୁ_କମ୍‌_ବୟସ_ବର୍ଗର_ଟୁର୍ଣ୍ଣାମେଣ୍ଟ -ପୁଅକୁ ଟିମ୍‌ରେ ଖେଳିବାକୁ ସୁଯୋଗ ନଦେବାରୁ ହଙ୍ଗାମା -ପିଚ୍ ଉପରେ ବସି ଧାରଣା ଦେଲେ ମା' -କୋଚ ବିବିସିସି ମହାପାତ୍ରଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ -ମ୍ୟାଚ ବାଧାପ୍ରାପ୍ତ, ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ -ଘଟଣାଟି ଘଟିଛି କଟକ ସନ ସାଇନ୍ ଗ୍ରାଉଣ୍ଡରେ #OCA #Cuttack
12
21
375
@News18Odia
News18 Odia
4 months
#ବିଜେଡି_ଛାଡ଼ିଲେ_ସମୀର_ଦାଶ -ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାଶଙ୍କ BJDରୁ ଇସ୍ତଫା -ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା -BJD ସୁପ୍ରିମୋଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର -‘ଦଳ ମୋ ଉପରେ ଆସ୍ଥା ହରାଇଥିବାରୁ #BJD ଛାଡ଼ିଲି’ @samirdash01
25
14
374
@News18Odia
News18 Odia
4 months
#ଖୋଲିବ_ଶ୍ରୀମନ୍ଦିର_ଚାରି_ଦ୍ବାର -ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ -ଚାରିଦ୍ୱାର ଖୋଲିବା ନେଇ ସ୍ଥିତି ଅନୁଧ୍ୟାନ କଲେ ଟିମ୍ -ଦିନେ, ଦୁଇ ଦିନରେ ଦ୍ୱାର ଖୋଲିବା ପାଇଁ ହେବ ବ୍ୟବସ୍ଥା -ଜିଲ୍ଲାପାଳଙ୍କ ବୈଠକରେ ନିଷ୍ପତ୍ତି ପରେ ପ୍ରକ୍ରିୟା ଆରମ୍ଭ
Tweet media one
8
17
370
@News18Odia
News18 Odia
6 months
#ନବୀନ_ନିବାସରେ_ବାବୁସାନ ନବୀନ ନିବାସରେ ବାବୁସାନ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଭେଟିଲେ ବାବୁସାନ ଅଭିନେତା ଅମ୍ଲାନ ଦାସ, ସ୍ବରାଜ ମଧ୍ୟ CMଙ୍କୁ ଭେଟିଛନ୍ତି ଅଭିନେତ୍ରୀ ଭୂମିକା, ସୁପ୍ରିୟା ମଧ୍ୟ CMଙ୍କୁ ଭେଟିଛନ୍ତି ଜଣାଶୁଣା କମେଡିଆନ ଏବଂ ଗୀତିକାର ମଧ୍ୟ ଉପସ୍ଥିତ ଅଛନ୍ତି #NaveenNiwas #Odisha #Bhubaneswar
28
10
369
@News18Odia
News18 Odia
3 months
ରତ୍ନଭଣ୍ଡାର ଖୋଲିବାକୁ ନେଇ ରାମକୃଷ୍ଣ ଦାସମହାପାତ୍ରଙ୍କ ପ୍ରତିକ୍ରିୟା ‘ଅନ୍ୟାନ୍ୟ ମନ୍ଦିର ଓ ଜଗନ୍ନାଥ ମନ୍ଦିର ମଧ୍ୟରେ ଫରକ ଅଛି’ ‘ଏଭଳି ରତ୍ନଭଣ୍ଡାର ଖୋଲିବା ଠିକ୍ ନୁହେଁ’ ‘ମହାପ୍ରଭୁ ଚାହିଁଲେ ହିଁ ରତ୍ନଭଣ୍ଡାର ଖୋଲିପାରିବ’ ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଠିକ୍ ନୁହେଁ #Ratnabhandar #Jagannath #Puri #Ramakrushana
Tweet media one
55
14
369
@News18Odia
News18 Odia
7 months
#ଭୁବନେଶ୍ଵର_ରାମ_ମନ୍ଦିରରେ_ରେଳମନ୍ତ୍ରୀ ବିଧାନସଭାରୁ ରାଜ୍ୟସଭା ସାର୍ଟିଫିକଟ ଆଣିଲେ ଅଶ୍ବିନୀ ବିଧାନସଭାରୁ ବାହାରି ଭୁବନେଶ୍ଵର ରାମ ମନ୍ଦିରରେ ପୂଜା କଲେ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କଲେ ଅଶ୍ବିନୀ ବୈଷ୍ଣବ @AshwiniVaishnaw @BJP4Odisha @BJP4India #RajyaSabha
5
9
367
@News18Odia
News18 Odia
3 months
#ବାହା_ହେଲେ_ନବୀନଙ୍କ_ପୁତୁରା ନେଦରଲ୍ୟାଣ୍ଡରେ ବାହା ହେଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ।
Tweet media one
Tweet media two
Tweet media three
Tweet media four
21
12
361
@News18Odia
News18 Odia
3 months
#ସୁନ୍ଦରଗଡ଼_ଜିଲ୍ଲାପାଳ_ହେଲେ_ଜୁଏଲ_ଓରାମଙ୍କ_ବ୍ୟକ୍ତିଗତ_ସଚିବ -ସୁନ୍ଦରଗଡ ଜିଲ୍ଲାପାଳ ଡ଼. ଗାଭଲି ପରାଗ ହର୍ଷଦ -କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ -ନୂଆ ନିଯୁକ୍ତି ମିଳିବା ପରେ ଦିଲ୍ଲୀ ଗଲେ ସୁନ୍ଦରଗଡ଼ ଜିଲ୍ଲାପାଳ @jualoram @ParagGaval
Tweet media one
Tweet media two
6
13
359
@News18Odia
News18 Odia
10 months
ଭିକେ ପାଣ୍ଡିଆନ BJDରେ ଯୋଗ ଦେବା ପରେ ଶଙ୍ଖ ଭବନରେ ମିଳିଲା ସ୍ବତନ୍ତ୍ର ଚାମ୍ବର । ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ନିଜ ଚାମ୍ବରରେ ବସିଲେ ପାଣ୍ଡିଆନ @MoSarkar5T #vkpandian #SankhaBhawan
Tweet media one
Tweet media two
Tweet media three
15
13
355
@News18Odia
News18 Odia
1 year
#ହାତରେ_ଧରିଛନ୍ତି_ରାଷ୍ଟ୍ରପତିଙ୍କ_ଫଟୋ_ଚିତ୍ର ଗ୍ରାଫାଇଟ୍ ପେନସିଲରେ ମହାମହିମଙ୍କୁ ଆଙ୍କିଲେ ଚିତ୍ରଶିଳ୍ପୀ... #presidentofindia #painting
1
5
352
@News18Odia
News18 Odia
4 months
#BJP କୁ_କାଉଣ୍ଟର_କଲେ_ମୁଖ୍ୟମନ୍ତ୍ରୀ ମିଛ କହିବାର ଗୋଟିଏ ସୀମା ଥାଏ, BJP ମିଛ କହିବାର ସବୁ ସୀମା ଟପିଗଲାଣି ବୋଲି କହି ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେଲା ସାରା ରାଜ୍ୟରେ ବୁଲି ପ୍ରଚାର କରୁଛି: ମୁଖ୍ୟମନ୍ତ୍ରୀ @Naveen_Odisha @bjd_odisha
35
17
353
@News18Odia
News18 Odia
5 months
#Cuttack #VarshaPriyadarshini #BJD ବଡ଼ଚଣାରୁ ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ କଟକ ଚଣ୍ଡି ମନ୍ଦିରରେ ମା’ଙ୍କୁ ଦର୍ଶନ କଲେ ବର୍ଷା
5
5
354
@News18Odia
News18 Odia
4 months
#ଦିଲ୍ଲୀ_ଗଲେ_ଅପରାଜିତା NDA ବୈଠକ ପାଇଁ ଭୁବନେଶ୍ବରରୁ ଦିଲ୍ଲୀ ଗଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ @AprajitaSarangi ସନ୍ଧ୍ୟାରେ ଶୀର୍ଷ ନେତୃତ୍ବଙ୍କୁ ଭେଟିବେ ଓଡ଼ିଶାର ନବନିର୍ବାଚିତ ସାଂସଦ @BJP4Odisha
12
12
350
@News18Odia
News18 Odia
5 months
#ମୁଖ୍ୟମନ୍ତ୍ରୀଙ୍କ_ନାମାଙ୍କନ_ପୂର୍ବରୁ_ଭିକେ_ପାଣ୍ଡିଆନଙ୍କ_ବାର୍ତ୍ତା ହେଲିକପ୍ଟରରୁ ଭିକେ ପାଣ୍ଡିଆନଙ୍କ ବାର୍ତ୍ତା- ଆପଣଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନାମାଙ୍କନ କରିବାକୁ ଯାଉଛନ୍ତି । ହିଞ୍ଜିଳିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ @bjd_odisha @Naveen_Odisha @MoSarkar5T
29
10
354
@News18Odia
News18 Odia
5 months
#ମନ୍ମଥଙ୍କ_ନିଆରା_ପ୍ରଚାର ରାଜଧାନୀ ଭୁବନେଶ୍ବରରେ ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ଭୁବନେଶ୍ବର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । @bjd_odisha #Election2024
42
14
349
@News18Odia
News18 Odia
5 months
ଏଥର ଡବଲ ଶଙ୍ଖ । ଶଙ୍ଖ ଚିହ୍ନ ଧରି ଅପିଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ... @bjd_odisha @Naveen_Odisha @Vkpandianfancl1
61
17
337
@News18Odia
News18 Odia
3 months
ଦିଲ୍ଲୀରେ ନବ ନିର୍ବାଚିତ ସାସଂଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଆଲୋଚନା ଦିଲ୍ଲୀ ସ୍ଥିତ ତିନ୍‌ ମୂର୍ତ୍ତି ମାର୍ଗରେ ମୋହନ ମାଝୀଙ୍କ ଆଲୋଚନା @MohanMOdisha @BJP4Odisha
8
14
340
@News18Odia
News18 Odia
6 months
ନିର୍ବାଚନ ରାଜନୀତିରେ କାହିଁକି ପ୍ରବେଶ କରିବେ ନାହିଁ #network18 ରେ କହିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ #network18 #News18RisingBharat @CNNnews18
74
21
302
@News18Odia
News18 Odia
6 months
ଆଜି ଚଇତି ପର୍ବର ପଞ୍ଚମ ଦିବସ । କେନ୍ଦୁଝର ରାଣୀ ମା'ତାରିଣୀଙ୍କ ଦିବ୍ୟ ସୁନା ବେଶ ଦର୍ଶନ #Keonjhar #MaaTarini #PanaSankranti
Tweet media one
1
7
335
@News18Odia
News18 Odia
6 months
#ପଶ୍ଚିମବଙ୍ଗରେ_ପ୍ରକୃତିର_ପ୍ରଳୟ -ଜଲପାଇଗୁଡ଼ିରେ ଭୟଙ୍କର ଘୂର୍ଣ୍ଣିଝଡ଼ -ପ୍ରବଳ ବେଗରେ ମାଡ଼ି ଆସିଲା ପବନ -ଉଡ଼ିଗଲା ଶତାଧିକ ଘର, ୮ ମୃତ ଓ ୧୦୦ରୁ ଅଧିକ ଆହତ -ଅନେକ ଗଛ ଓ ବିଜୁଳି ଖୁଣ୍ଟ ଧ୍ବସ୍ତ, ନିକଟସ୍ଥ ମୈନାଗୁଡ଼ି ବି ପ୍ରଭାବିତ -ସମସ୍ତ ସହାୟତା ଆଶ୍ବାସନା ଦେଲେ ପ୍ରଧାନମନ୍ତ୍ରୀ #WestBengal #Cyclone
2
23
332
@News18Odia
News18 Odia
5 months
#ପାରଳାଖେମୁଣ୍ଡିରେ କେନ୍ଦ୍ରମନ୍ତ୍ରୀ #ଧର୍ମେନ୍ଦ୍ରଙ୍କୁ_ଆଟାକ୍‌_କଲେ_ଭିକେ_ପାଣ୍ଡିଆନ୍‌ ‘୨୪ ବର୍ଷରେ କଣ କରାଯାଇଛି କେନ୍ଦ୍ରମନ୍ତ୍ରୀ ବୁଝି ପାରୁନାହାନ୍ତି’ ‘ମୁଁ ବିକାଶର ଭାଷା କହିଲେ କେନ୍ଦ୍ରମନ୍ତ୍ରୀ ବୁଝିପାରୁନାହାନ୍ତି’ ‘ରାଜନୀତିକ ଭାଷାରେ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ କଲେ ପାଣ୍ଡିଆନ’ #BJD @bjd_odisha
52
9
330
@News18Odia
News18 Odia
11 months
#GoldDonation #Puri -ସ୍ତ୍ରୀଙ୍କ ମାନସିକ ପୂରଣ ପାଇଁ ସ୍ୱାମୀଙ୍କ ସୁନା ଅଳଙ୍କାର ଦାନ -ଶ୍ରୀମନ୍ଦିରକୁ ୯ଲକ୍ଷ ଟଙ୍କାର ସୁନା ଅଳଙ୍କାର ଦାନ କଲେ ଉତ୍ତରାଖଣ୍ଡର ଦମ୍ପତି -ତିନି ଠାକୁରଙ୍କ ପାଇଁ ୧୪୭ଗ୍ରାମ.୪୦୦ ମିଲିଗ୍ରାମର ତିନିଟି ସ୍ୱର୍ଣ୍ଣ ଅଳଙ୍କାର
Tweet media one
5
11
326
@News18Odia
News18 Odia
5 months
#ବିଜେପିରେ_ମିଶିବେ_ସୌମ୍ୟରଞ୍ଜନ! ବରିଷ୍ଠ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା ସୌମ୍ୟରଞ୍ଜନ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ନେଇ ଚର୍ଚ୍ଚା ସୌମ୍ୟରଞ୍ଜନ ଘସିପୁରାରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି #ElectionUpdate
Tweet media one
13
4
327
@News18Odia
News18 Odia
3 months
ଲାଞ୍ଚ ନେଇ ଧରାପଡ଼ିଲେ RI ନକଟିଦେଉଳ ତହସିଲ RI ମନୋଜ ମହାନନ୍ଦ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଜମି ପଟ୍ଟା ପ୍ରଦାନ ପାଇଁ ନେଉଥିଲେ ଲାଞ୍ଚ ପୂର୍ବରୁ ମଧ୍ୟ ଲାଞ୍ଚ ନେଇ ଧରାପଡ଼ିଥିଲେ ମନୋଜ #RI #Vigilance #News18Odia
Tweet media one
59
20
323
@News18Odia
News18 Odia
11 months
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ଆଜିର ସକାଳ ଦର୍ଶନ (30.10.2023) #MaaSamalei #Samaleswari #sambalpur
Tweet media one
3
7
319
@News18Odia
News18 Odia
3 months
#ଆଜି_ପୁରୀ_ବଡ଼ଦାଣ୍ଡ_ସଫେଇ_କରିବେ_ମୁଖ୍ୟମନ୍ତ୍ରୀ -ଆଉ କିଛି ସମୟରେ ପୁରୀ ପହଞ୍ଚିବେ CM ମୋହନ ମାଝୀ -ବଡ଼ଦାଣ୍ଡର ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବେ CM -ସ୍ବେଚ୍ଛାସେବୀ ସଙ୍ଗଠନ ସହ ମିଶି ବଡ଼ଦାଣ୍ଡ ସଫେଇ କରିବେ -ଶ୍ରୀଗୁଣ୍ଡିଚା ମନ୍ଦିର ଶୌଧ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ #Puri #Jagannath @MohanMOdisha
15
7
322
@News18Odia
News18 Odia
3 months
#ବିଧାନସଭାରେ_ପହଞ୍ଚିଲେ_ନବୀନ ବିଧାୟକ ଭାବେ ଶପଥ ନେବା ପାଇଁ ବିଧାନସଭାରେ ପହଞ୍ଚିଲେ ନବୀନ ପଟ୍ଟନାୟକ । @bjd_odisha @Naveen_Odisha
4
11
318
@News18Odia
News18 Odia
4 months
#ମହାପ୍ରଭୁଙ୍କୁ_ନିମନ୍ତ୍ରଣ -ଶପଥ ଗ୍ରହଣ ସମାରୋହ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ -ଶ୍ରୀମନ୍ଦିର ଯାଇ ରାଜ୍ୟ ବିଜେପିର ଏକ ଟିମ୍‌ର ନିମନ୍ତ୍ରଣ -ଗୁଆ, ନଡ଼ିଆ, ଚାଉଳ ଦେଇ ନିମନ୍ତ୍ରଣ କଲେ BJP ନେତା #Jagannath @BJP4Odisha @Pravatipridabjp
5
7
323
@News18Odia
News18 Odia
1 year
#ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ଆଜିର ସକାଳ ଦର୍ଶନ (06.10.2023) #MaaSamalei #Sambalpur
Tweet media one
8
11
317
@News18Odia
News18 Odia
3 months
ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ JSPL ମୁଖ୍ୟ ନବୀନ ଜିନ୍ଦଲ @CMO_Odisha ଙ୍କୁ ଭେଟିବା ପରେ @MPNaveenJindal ଙ୍କ ପ୍ରତିକ୍ରିୟା ‘ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ ହେବ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ’ ‘୭ବର୍ଷରେ ପ୍ଲାଣ୍ଟର ୨୫ମିଲିୟନ ଟନ କ୍ଷମତା ବଢ଼ିବ’ ‘୨୦୨୫ସୁଦ୍ଧା ସରିବ ଅନୁଗୁଳର ସମ୍ପ୍ରସାରଣ କାର୍ଯ୍ୟ’
5
8
319
@News18Odia
News18 Odia
2 months
#ରଥକୁ_ମୋବାଇଲ_ଫୋନ_ବ୍ୟାନ_ପ୍ରସଙ୍ଗ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରତିକ୍ରିୟା -‘ରଥ ଉପରେ ମୋବାଇଲ କଟକଣା ବଳବତ୍ତର ରହିଛି’ -‘ମୋବାଇ ନନେବାକୁ ସେବାୟତଙ୍କ ସହ ଆଲୋଚନା ହୋଇଛି’ -‘ଆଶା କରାଯାଉଛି ସେବାୟତମାନେ ସହଯୋଗ କରିବେ’ -‘ଯଦି କିଏ ରଥକୁ ମୋବାଇଲ ନେବ ହେବ କାର୍ଯ୍ୟାନୁଷ୍ଠାନ’ @SJTA_Puri @dm_puri
Tweet media one
5
6
319
@News18Odia
News18 Odia
3 months
#ଯୋଗ_କଲେ_ମୁଖ୍ୟମନ୍ତ୍ରୀ_ମୋହନ_ମାଝୀ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ @CMO_Odisha #Yogaday #Yoga
3
8
319
@News18Odia
News18 Odia
1 year
#ତାଳଚେର ଗସ୍ତରେ ଯାଇ ମା' ହିଙ୍ଗୁଳା ମନ୍ଦିରରେ ପୂଜାର୍ଚ୍ଚନା କଲେ 5T ସଚିବ ଭି.କେ ପାଣ୍ଡିଆନ @MoSarkar5T । ମା'ଙ୍କ ଦର୍ଶନ କରି ଆର୍ଶିବାଦ ନେଲେ 5T ସଚିବ #Anugul @CMO_Odisha
15
9
313
@News18Odia
News18 Odia
1 year
#ବାଲେଶ୍ବର_ଅତିକ୍ରମ_କଲା_ବନ୍ଦେ_ଭାରତ_ ଏକ୍ସପ୍ରେସ -ପୁରୀ-ହାଓଡା ମଧ୍ୟରେ ‘ବନ୍ଦେ ଭାରତ’ର ଟ୍ରାଏର ରନ -୯ଟା ୩ରେ ବାଲେଶ୍ବର ଷ୍ଟେସନରେ ପହଞ୍ଚିଲା ବନ୍ଦେ ଭାରତ -ହାଓଡାରୁ ସକାଳ ୬ଟା ୧୦ରେ ବାହାରିଛି ବନ୍ଦେ ଭାରତ -ଦିନ ୧୨ଟା ୩୫ରେ ପୁରୀ ପହଞ୍ଚିବ ବନ୍ଦେ ଭାରତ #VandeBharat #trailrun
4
10
313
@News18Odia
News18 Odia
3 months
#କାର୍ଯ୍ୟ_ଆରମ୍ଭ ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କାର୍ଯ୍ୟ ଆରମ୍ଭକଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ @KVSinghDeo1
8
5
314
@News18Odia
News18 Odia
5 months
#ରାତିରେ_ଜଗାକୁ_ଦର୍ଶନ_କଲେ_ପାଣ୍ଡିଆନ୍ ରାତି ୧୧ଟାରେ #ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ପ୍ରତି ଶନିବାର ଭୋରରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରୁଥିଲେ ପାଣ୍ଡିଆନ ନିର୍ବାଚନ ପ୍ରଚାର ପାଇଁ ଯାଇଥିବାରୁ ଆଜି ରାତିରେ ଦର୍ଶନ କଲେ @MoSarkar5T @JagannathaDhaam #puri #News18Odia
31
4
312
@News18Odia
News18 Odia
6 years
@Naveen_Odisha ୩୩% ମହିଳାଙ୍କୁ ଟିକେଟ ଦେବାକୁ ନବୀନଙ୍କ ଘୋଷଣା ପ୍ରସଙ୍ଗ: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା- ମହିଳା ସଂରକ୍ଷଣ ନେଇ ରାଜ୍ୟ ସରକାର ଦୋମୁହାଁ ନୀତି ଧରିଛନ୍ତି, ବିଧାନସଭାରେ ନକରି ଲୋକସଭାରେ ସଂରକ୍ଷଣର ମାନେ କଣ ?, ପ୍ରଥମେ ବିଧାନସଭାରେ ୩୩% ସଂରକ୍ଷଣ କରନ୍ତୁ, ତା ପରେ କହିବେ @sambitswaraj @BJP4India
Tweet media one
Tweet media two
10
24
291
@News18Odia
News18 Odia
11 months
ମହାସପ୍ତମୀରେ ସଙ୍କଟହାରିଣୀ ମା' ତାରିଣୀଙ୍କ ଦିବ୍ୟ ଦର୍ଶନ କରନ୍ତୁ #Maatarini #Maa #Keonjhar
5
10
309
@News18Odia
News18 Odia
1 year
#SawanSomwar | ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଦେଖନ୍ତୁ ମଧ୍ୟପ୍ରଦେଶ ଉଜ୍ଜୈନର ମହାକାଳେଶ୍ବର ମନ୍ଦିରର ‘ଭସ୍ମ ଆଳତୀ’ । #Sawan
1
10
310
@News18Odia
News18 Odia
11 months
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ଆଜିର ସକାଳ ଦର୍ଶନ (04.11.2023) #Sambalpur #MaaSamalei
Tweet media one
3
6
306
@News18Odia
News18 Odia
15 days
#ନବୀନଙ୍କୁ_ଭେଟିଲେ_BJDର_ପୋଲାଭରମ_ଟିମ୍ ନବୀନ ପଟ୍ଟନାୟକଙ୍କୁ ଭେଟି ତଦନ୍ତ ରିପୋର୍ଟ ପ୍ରଦାନ କଲେ ଓ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି ଅବଗତ କରାଇଲା ଟିମ୍‌ -ପ୍ରକଳ୍ପ ଦ୍ବାରା ୨୩୬ଟି ଗାଁର ଲୋକ କ୍ଷତିଗ୍ରସ୍ତ ହେବେ: @bjd_odisha -‘ପ୍ରକଳ୍ପକୁ ସବୁ ସ୍ତରରେ ଜୋରଦାର ବିରୋଧ କରାଯିବ’ -‘ଆଦିବାସୀ ଙ୍କ ହକ ପାଇଁ ଲଢ଼େଇ ଜାରି ରହିବ’
17
11
312