Anita Subhadarshini Profile Banner
Anita Subhadarshini Profile
Anita Subhadarshini

@AnitaSubhadars1

3,727
Followers
380
Following
3,781
Media
8,447
Statuses

MP (LS) From Aska PC. Politician, Social Worker, Dreamer, Fighter. Proud Member of BJP. At the service of people always.

भुवनेश्वर, भारत
Joined June 2019
Don't wanna be here? Send us removal request.
Pinned Tweet
@AnitaSubhadars1
Anita Subhadarshini
2 months
ମା' ତାରାତାରିଣୀଙ୍କ ମାଟିକୁ ମୋର କୋଟି କୋଟି ପ୍ରଣାମ । ଆସ୍କା ଲୋକସଭା କ୍ଷେତ୍ରର ସମସ୍ତ ଭାଇ ଭଉଣୀ ମାନେ ଆଶୀର୍ବାଦ ଓ ସ୍ନେହ ଓଜାଡି ଦେଇଥିବାରୁ ତାଙ୍କୁ ଗଭୀର କୃତଜ୍ଞତା ଜଣାଉଛି । ଏହି ବିଜୟ ମୋର ନୁହେଁ  ଆପଣଙ୍କର, ପ୍ରତ୍ୟେକ ଆସ୍କା ବାସୀଙ୍କ ବିଜୟ ।
Tweet media one
51
14
314
@AnitaSubhadars1
Anita Subhadarshini
1 month
ମୁଁ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ... ଆଜି ସଂସଦର ପବିତ୍ର ଗୃହରେ ସାଂସଦ ଭାବେ ପଦ ଏବଂ ଗୋପନୀୟତାର ଶପଥ ନେଲି l ଜୟ ଜଗନ୍ନାଥ🙏🙏 ବନ୍ଦେ ଉତ୍କଳ ଜନନୀ #OathCeremony
43
37
751
@AnitaSubhadars1
Anita Subhadarshini
4 months
ଆସିକା ସଂସଦୀୟ କ୍ଷେତ୍ରର ଜନତାଙ୍କ ସେବା କରିବା ସହ ସେମାନଙ୍କ ସ୍ନେହ ଓ ଆଶୀର୍ବାଦ ପାଇବା ପାଇଁ ମୋ ଉପରେ ବିଶ୍ୱାସ କରିଥିବାରୁ ଆଦରଣୀୟ ପ୍ରଧାନମନ୍ତ୍ରୀ @narendramodi ଜୀ, ଗୃହ ମନ୍ତ୍ରୀ @AmitShah ଜୀ , ଆମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ @JPNadda ,ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ଜୀ,
Tweet media one
75
21
546
@AnitaSubhadars1
Anita Subhadarshini
4 years
The way #Odisha govt has conducted itself time and again goes on to show it's intolerance and vindictive politics. This is exactly what happens when dictatorial officers start running states. These are people's voices n u just can't turn them down. Shameful! #WestandwithOTV
Tweet media one
Tweet media two
28
38
516
@AnitaSubhadars1
Anita Subhadarshini
2 months
At the Rastrapati Bhawan for attending the Swearing-in ceremony of Shri @narendramodi ji as Prime Minister and Council of Ministers Today. #OathCeremony #ModiAgain #Modi3rdTerm
Tweet media one
21
14
463
@AnitaSubhadars1
Anita Subhadarshini
2 months
ଆଜି ଆମର ବରିଷ୍ଠ ନେତା ତଥା ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ଜିଙ୍କୁ ନୂଆଦିଲ୍ଲୀରେ ଭେଟିଲି ଏବଂ ସେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣେଇବା ସହିତ ବିଭିନ୍ନ ବିଷୟରେ ଆଲୋଚନା କଲି।
Tweet media one
14
14
367
@AnitaSubhadars1
Anita Subhadarshini
3 years
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ @pcsarangi ଜୀ ଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ସେ ଆହତ ହୋଇଥବା ଖବର ପାଇଲି l ଈଶ୍ୱରଙ୍କ ପାଖରେ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି l
Tweet media one
Tweet media two
8
7
232
@AnitaSubhadars1
Anita Subhadarshini
2 months
#ଧନ୍ୟବାଦ_ଆସିକା ଆସ୍କା ଲୋକସଭା କ୍ଷେତ୍ରର ସମସ୍ତ ଭାଇ, ଭଉଣୀ, ଏବଂ ଗୁରୁଜନ ମାନେ ଆଶୀର୍ବାଦ ଓ ସ୍ନେହ ଓଜାଡି ଦେଇଥିବାରୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ସହ କୃତଜ୍ଞତା ଜଣାଉଛି ।
25
13
230
@AnitaSubhadars1
Anita Subhadarshini
4 years
He has got our back and we have got his! Our strength is our unity and it's strong enough to resist some weaklings within. #China you've messed with the wrong nation. @majorgauravarya #WeStandWithIndianArmy #ModiStrongestPmEver #IndiaPushesBackChina #PMinLeh
Tweet media one
Tweet media two
8
46
198
@AnitaSubhadars1
Anita Subhadarshini
3 years
A very devastating news of the demise of #RohitSardana , a senior journalist and popular anchor left us shocked and disturbed. Prayers for him and strength to his family. Om Shanti
Tweet media one
4
33
183
@AnitaSubhadars1
Anita Subhadarshini
2 years
"ମୁଁ ଓଡ଼ିଆ - ଶ୍ରୀ ଜଗନ୍ନାଥ ମୋ ପରିଚୟ" ଆସନ୍ତୁ 'ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ'ରେ ସାମିଲ୍ ହେବା; ମନ୍ଦିର ସୁରକ୍ଷା ପାଇଁ ଲଢିବା। "ଜୟ ଜଗନ୍ନାଥ" #SaveShreemandirPuri
Tweet media one
5
17
165
@AnitaSubhadars1
Anita Subhadarshini
11 days
ଆଜିର ଖବରକାଗଜ ପୃଷ୍ଠାରୁ... #mediacoverage
Tweet media one
16
6
175
@AnitaSubhadars1
Anita Subhadarshini
4 years
Seems like the entire machinery is too focussed on @otvnews . So all it does now is find faults in it. So what if there are crimes and rapes happening, they don't target the No.1 CM, and for them it's all that matters. All is well in lala land! #22DaysOfHorror #Shameful
Tweet media one
8
21
156
@AnitaSubhadars1
Anita Subhadarshini
2 months
ଗତକାଲି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶ୍ରୀକୃଷ୍ଣ ସରଣପୁର ପଂଚାୟତରେ ସ୍ବର୍ଗତଃ ଦିଲ୍ଲୀପ ପାହାନ ଙ୍କ ସ୍ମୃତି ଉଦେଶ୍ୟରେ ଏକ ଆୟୋଜିତ "ସ୍ମୃତି ସଭା" ରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲି।
Tweet media one
Tweet media two
Tweet media three
Tweet media four
6
3
160
@AnitaSubhadars1
Anita Subhadarshini
1 month
ଗତକାଲି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ଜୀଙ୍କ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ @AshwiniVaishnaw ଜୀ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା,
Tweet media one
Tweet media two
Tweet media three
9
12
160
@AnitaSubhadars1
Anita Subhadarshini
2 months
Along With Parliament colleagues at the Rastrapati Bhawan for attending the #OathCeremony of Shri @narendramodi ji as Prime Minister and Council of Ministers Today.
Tweet media one
1
1
159
@AnitaSubhadars1
Anita Subhadarshini
2 months
Tweet media one
5
6
155
@AnitaSubhadars1
Anita Subhadarshini
4 months
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ତଥା ଆସ୍କା ସଂସଦୀୟ କ୍ଷେତ୍ରର ସମସ୍ତ ଭାଇ, ଭଉଣୀ ଏବଂ ଗୁରୁଜନ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା l ପ୍ରଭୁ ଦୋଳଗୋବିନ୍ଦଙ୍କ ଅପାର କୃପାରୁ, ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ ,ଏତିକି ପ୍ରାର୍ଥନା କରୁଛି।🙏
Tweet media one
12
4
151
@AnitaSubhadars1
Anita Subhadarshini
4 years
A Weaver is talent extraordinaire. #Sambalpuri weavers of #Odisha weave magic n create masterpieces. Have always felt they are underrated, let us on our levels spread d word and give the artists their due credit. #SambalpuriDin #sambalpuriday #SambalpuriHandloom #Sambalpurisaree
Tweet media one
Tweet media two
4
5
140
@AnitaSubhadars1
Anita Subhadarshini
1 year
Due to shaky attitude of Administration, Pakistani flag was flying in a #Masjid in Aska After filing a FIR by BJP, the flag has been removed by the administration! So Why didn't the @Ganjam_Admin look into this from the beginning? @HMOIndia @dpradhanbjp @CMO_Odisha @sp_ganjam
10
74
137
@AnitaSubhadars1
Anita Subhadarshini
1 year
ରାଜ୍ୟର ସୁପର ସିଏମ ତଥା #5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଙ୍କ ଅସଲ ରୂପ ଟିକେ ଦେଖନ୍ତୁ.. ଏକ ଶିକ୍ଷା ଅଧିକାରୀ ୨ ଲକ୍ଷ ଟଙ୍କା ଲାଞ୍ଚ ନଆଣିବାରୁ ତାଙ୍କୁ ଚାକିରିରୁ ବରଖାସ୍ତ କରିବା ସହିତ ବର୍ତ୍ତମାନ ମାନ୍ୟବର ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ମନୁନାହାନ୍ତି ପାଣ୍ଡିଆନ ବାବୁ।
9
44
135
@AnitaSubhadars1
Anita Subhadarshini
4 years
This govt is nothing but a disappointment. #Ganjam has efficient manpower n ample resources, everything tht cud make it a work capital. But the govt has successfully turned it into a migrant zone! Love will again b showered n thm next elections! Self-centered Politics! Shameful!
Tweet media one
Tweet media two
Tweet media three
Tweet media four
11
18
130
@AnitaSubhadars1
Anita Subhadarshini
2 years
Deeply saddened by the demise of Smt. Heeraben Modi, beloved mother of Hon’ble PM Shri @narendramodi Ji. There’s nothing that can fill the void of losing a mother. In this difficult time, I join the Nation in extending my heartfelt condolences to PM Modi Ji & his family.
Tweet media one
1
16
122
@AnitaSubhadars1
Anita Subhadarshini
3 months
ବିଜେଡି ହଟାନ୍ତୁ - ପଦ୍ମଫୁଲରେ ବଟନ ଦବାନ୍ତୁ ଆସିକା ସଂସଦୀୟ କ୍ଷେତ୍ରର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀନୀ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ। #vote4anitaapa #ModiKiGuarantee #anitasubhadarshini #EtharBJP #Vote4BJP #askapc
11
15
128
@AnitaSubhadars1
Anita Subhadarshini
2 months
ଚଳିତ ନିର୍ବାଚନରେ ବିଜେଡି ଦ୍ଵାରା ହିଂସାର ଶିକାର ହୋଇ ପ୍ରାଣ ହରାଇଥିବା ଆମ ଦଳର କାର୍ଯ୍ୟକର୍ତ୍ତା ଶ୍ରୀ ଦିଲୀପ ପାହାନ ଙ୍କ ଦ୍ଵାଦଶ ଦିବସ ରେ ଲୋଙ୍ଗର, ଖଲିକୋଟରେ ଅନ୍ୟ ନେତୃବୃନ୍ଦ ଙ୍କ ସହ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କଲୁ।
Tweet media one
Tweet media two
Tweet media three
Tweet media four
1
2
120
@AnitaSubhadars1
Anita Subhadarshini
2 months
ଆଜି ଢୁଙ୍କାପଡା ସ୍ଥିତ କାର୍ଯ୍ୟାଳୟ ରେ କାର୍ଯ୍ୟକର୍ତା ମାନେ ଶୁଭେଚ୍ଛା ଜଣାଇଥିବାରୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।
Tweet media one
0
5
117
@AnitaSubhadars1
Anita Subhadarshini
2 months
ରାଜନୀତିରେ ହିଂସାର ସ୍ଥାନ ନାହିଁ !! ହାରିବା ଭୟରେ ମରଣାତ୍ମକ ଆକ୍ରମଣ କରୁଛି ବିଜେଡ଼ି। @dpradhanbjp @AmitShah @BJP4India @BJP4Odisha @JPNadda @SamalManmohan7
5
5
116
@AnitaSubhadars1
Anita Subhadarshini
4 months
ବିକଶିତ ଓଡ଼ିଶା ମୋଦୀଙ୍କ ସଂକଳ୍ପ… ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଆମ ଦଳ ତରଫରୁ ଘୋଷଣା କରାଯାଇଥିବା ଲୋକସଭା ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । 🙏 #etharabjp
Tweet media one
Tweet media two
10
4
115
@AnitaSubhadars1
Anita Subhadarshini
3 months
ଏଥର ଲଢେଇ ହେବ... ଜୋରଦାର ହେବ...ଏକତରଫା ହେବ....ଏବଂ ଭାରତୀୟ ଜନତା ପାର୍ଟି ସପକ୍ଷରେ ହେବ। ଆଜି ବ୍ରହ୍ମପୁର ଠାରେ ବିଜୟ ସଂକଳ୍ପ ସମାବେଶକୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ସମ୍ବୋଧନ ଅବସରରେ #ModiGuarantee4Odisha #vote4anitaapa #ModiKiGuarantee #EtharBJP #askapc #AbkiBar400Paar
Tweet media one
17
8
115
@AnitaSubhadars1
Anita Subhadarshini
2 months
ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ପ୍ରଖ୍ୟାତ ଶକ୍ତିସ୍ଵରୂପିଣୀ ମା' ତାରାତାରିଣୀ ଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ସମସ୍ତଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କଲି।
3
4
109
@AnitaSubhadars1
Anita Subhadarshini
3 months
ମୁଁ ଆପଣ ମାନଙ୍କର ଝିଅ ...ମୋ ଉପରେ ଗୋଟିଏ ଥର ବିଶ୍ୱାସ କରିକି ଦେଖନ୍ତୁ। ମୋର ବିନମ୍ର ଅନୁରୋଧ 🙏🙏
4
6
112
@AnitaSubhadars1
Anita Subhadarshini
2 years
ବିପୁଳ ବ୍ୟବଧାନରେ ଗଞ୍ଜାମ ଜିଲ୍ଲାର କୋଦଳା #NAC ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିବାରୁ ଭାଇ ସୂର୍ଯ୍ୟନାରାୟଣ ନାୟକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଏବଂ କୋଦଳା ବାସୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ।
Tweet media one
7
3
109
@AnitaSubhadars1
Anita Subhadarshini
3 months
ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଆମ ଦଳର ନେତା ତଥା ସାଂସଦ ଶ୍ରୀ @AnubhavMohanty_ ଏବଂ ଶ୍ରୀ ପିତାମ୍ବର ଆଚାର୍ଯ୍ୟ , ବିଧାୟକ ପ୍ରାର୍ଥୀ ଶ୍ରୀ ସରୋଜ ପାଢ଼ୀ ଙ୍କ ସହିତ ବିଶାଳ ଜନ ଶୋଭାଯାତ୍ର ରେ ବାହାରି ଜନତାଙ୍କ ଆଶୀର୍ବାଦ ଭିକ୍ଷା କରିବା ଅବସରରେ...
Tweet media one
Tweet media two
Tweet media three
3
3
109
@AnitaSubhadars1
Anita Subhadarshini
1 month
ଗଂଜାମ ମାଟିକୁ ଧନ୍ୟବାଦ ସହ କୃତଜ୍ଞତା 🙏🙏
Tweet media one
Tweet media two
Tweet media three
Tweet media four
2
5
108
@AnitaSubhadars1
Anita Subhadarshini
22 days
ଆଜି ସାନଖେମୁଣ୍ଡି ତହସିଲ ପରିସରରେ ସବ-ରେଜିଷ୍ଟର କାର୍ଯ୍ୟଳୟ ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ।
Tweet media one
Tweet media two
Tweet media three
3
2
106
@AnitaSubhadars1
Anita Subhadarshini
3 months
ଆଜି ଆସ୍କା ଲୋକସଭା କ୍ଷେତ୍ରରୁ ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରାର୍ଥୀନୀ ରୂପେ ନିଜ ନାମାଙ୍କନ ପତ୍ର ଦାଖଲ କଲି । ମୁଁ ଆସ୍କା ଲୋକସଭାର ଜନତାଙ୍କ ସେବାରେ ପ୍ରତ୍ୟେକ କ୍ଷଣ କାର୍ଯ୍ୟରତ ରହି ମୋଦୀଙ୍କ ଗ୍ୟାରେଣ୍ଟିକୁ ଘରେ ଘରେ ଏବଂ ପ୍ରତ୍ୟେକ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ପୂର୍ଣ୍ଣ ସଙ୍କଳ୍ପିତ ।
Tweet media one
8
5
104
@AnitaSubhadars1
Anita Subhadarshini
2 months
Heartfelt congratulations to Hon'ble MLA Smt. Surama Padhy ji on being unanimously elected as the Speaker of the Odisha Legislative Assembly. A proud moment for all of us.
Tweet media one
3
2
104
@AnitaSubhadars1
Anita Subhadarshini
2 months
Heartiest congratulations to Hon. PM Shri @narendramodi Ji on being unanimously chosen as the leader of the NDA.
2
5
104
@AnitaSubhadars1
Anita Subhadarshini
2 months
ପବିତ୍ର ରଜ ପର୍ବ ଅବସରରେ ଆପଣଙ୍କୁ ଓ ଆପଣଙ୍କ ପରିବାର ବର୍ଗଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । #RajaParba
Tweet media one
13
2
100
@AnitaSubhadars1
Anita Subhadarshini
3 years
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ କୃଷି ଓ କୃଷକମାନଙ୍କ ଉନ୍ନତି ଓ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଆଜି ପ୍ରଧାନମନ୍ତ୍ରୀ କୃଷକ ଭାଇ ଓ ଭଉଣୀମାନଙ୍କ ସ୍ବାର୍ଥ ଓ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ଆର୍ଥିକ ସୁବିଧା ପାଇଁ ନବମ କିସ୍ତି ଅର୍ଥ ଯୋଗାଇଛନ୍ତି।
Tweet media one
2
4
91
@AnitaSubhadars1
Anita Subhadarshini
3 months
ବିଜେଡି ସରକାର କାହିଁକି ଫେରେଇଦେଲେ ୬ ଲକ୍ଷ ଗରିବଂକ ଆବାସ ଘର ??? #vote4anitaapa #ModiKiGuarantee #EtharBJP #anitasubhadarshini #vote4BJP #askapc #EtharaBJP #AbkiBar400Paar
20
7
101
@AnitaSubhadars1
Anita Subhadarshini
4 months
ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବାରୁ ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଛି। ଏକ ବିକଶିତ ଆସିକା ଗଠନ ପାଇଁ ଆପଣମାନଙ୍କ ଆଶୀର୍ବାଦ ନିତାନ୍ତ ଆବଶ୍ୟକ। #VoteForChange #Vote4BJP #AskaPC
Tweet media one
Tweet media two
Tweet media three
1
3
98
@AnitaSubhadars1
Anita Subhadarshini
2 months
The first file signed by PM @narendramodi ji is to release the 17th instalment of Kisan Samman Nidhi worth ₹20,000 Cr to benefit over 9 cr farmers. Modi 3.0 in action…🔥🔥🔥
Tweet media one
5
4
100
@AnitaSubhadars1
Anita Subhadarshini
2 months
ପବିତ୍ର ‘ଦେବସ୍ନାନ ପୂର୍ଣ୍ଣିମା’ ଉପଲକ୍ଷେ ଓଡ଼ିଶାବାସୀ ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥପ୍ରେମୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି । ଜୟ ଜଗନ୍ନାଥ 🙏
Tweet media one
8
3
100
@AnitaSubhadars1
Anita Subhadarshini
4 months
ଜୟ ମା' ତାରାତାରିଣୀ 🙏 ମା' ତାରାତାରିଣୀଙ୍କ ପୀଠରେ ଆଜି କାର୍ଯ୍ୟକର୍ତା ମାନଙ୍କ ସହ ମା'ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲି।
Tweet media one
Tweet media two
Tweet media three
Tweet media four
7
6
98
@AnitaSubhadars1
Anita Subhadarshini
2 months
Tweet media one
1
9
99
@AnitaSubhadars1
Anita Subhadarshini
3 months
5
6
99
@AnitaSubhadars1
Anita Subhadarshini
4 months
ଆସ୍କାର ମୌଳିକ ସମସ୍ୟା ମୁଦ୍ଦାକୁ ନେଇ ମୁଁ ନିର୍ବାଚନ ଲଢିବି.. ଆସ୍କାର ମୁଁ ଝିଅ ଏବଂ ମୋ ଅଞ୍ଚଳବାସୀ ମୋତେ ନିଶ୍ଚୟ ଭରସା ଓ ଆଶିର୍ବାଦ କରିବେ, ସେ ବିଶ୍ୱାସ ମୋର ରହିଛି। #Aska #Election2024 #GeneralElection #AnitaSubhadarshini #OTVNews
11
4
99
@AnitaSubhadars1
Anita Subhadarshini
3 months
ଆଜି ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ମୋ ପୈତୃକ ଗ୍ରାମ ଢୁଙ୍କାପଡା ରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମୋର ମତାଧିକାର ସବସ୍ଥ୍ୟ କଲି। ଆସ୍କା ସଂସଦୀୟ କ୍ଷେତ୍ରର ସମସ୍ତ ଭୋଟର ଭାଇ ଭଉଣୀ ବିଶେଷ ଭାବରେ ଯୁବ ଭୋଟର ମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ସହ ବିକାଶରେ ଭାଗୀଦାର ହୁଅନ୍ତୁ #VoteForDemocracy #VoteForDevelopment
Tweet media one
5
2
95
@AnitaSubhadars1
Anita Subhadarshini
3 years
Congratulations to @sarbanandsonwal Ji, @himantabiswa Ji, @RanjeetkrDass Ji, @PandaJay ji & karyakartas of @BJP4Assam on second consecutive win in the state of Assam. Gratitude to people of Assam for voting for development and reposing their faith in @BJP4India .
2
6
94
@AnitaSubhadars1
Anita Subhadarshini
3 months
ଆସନ୍ତୁ ମୋଦିଜୀଙ୍କ ବିକଶିତ ଭାରତ ସ୍ୱପ୍ନ ସହିତ ବିକଶିତ ଆସିକାକୁ ଯୋଡିବା। ବିକଶିତ ଆସିକାର ସ୍ୱପ୍ନକୁ ସାକାର କରିବା ପାଇଁ ଆସନ୍ତା ମଇ ୨୦ ତାରିଖରେ ପଦ୍ମଫୁଲରେ ଭୋଟ ଦେଇ ଭାରତୀୟ ଜନତା ପାର୍ଟିକୁ ଜୟଯୁକ୍ତ କରିବା। #vote4BJP #vote4AnitaApa
3
10
91
@AnitaSubhadars1
Anita Subhadarshini
1 month
କୋଦଳାର ଅଙ୍ଗନବାଡି ଦିଦି ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବାରୁ ସେମାନଙ୍କୁ ଧନ୍ୟବାଦ। ଏହି ଅବସରରେ ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କଲି।
Tweet media one
Tweet media two
2
4
94
@AnitaSubhadars1
Anita Subhadarshini
2 months
ଓଡିଆ ଘରର ମହାନ୍ ପରମ୍ପରା ତଥା ଆମ ସଂସ୍କୃତିରେ ସ୍ବାମୀ ପ୍ରତି ସ୍ତ୍ରୀର ନିଚ୍ଛକ ନୈତିକତାକୁ ପ୍ରଦର୍ଶିତ କରୁଥିବା ଅନନ୍ୟ ପର୍ବ ସାବିତ୍ରୀ ବ୍ରତ ଉପଲକ୍ଷେ ସମସ୍ତ ମହିଳା ଭଉଣୀ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । #SabitriBrata ।। ଜୟ ଜଗନ୍ନାଥ ।।
Tweet media one
3
2
95
@AnitaSubhadars1
Anita Subhadarshini
2 months
To the man who has always been my hero, Your courage, resilience, and determination inspire me every day. Thank you for the endless love and guidance🙏🙏 Happy #FathersDay baba!
Tweet media one
9
1
95
@AnitaSubhadars1
Anita Subhadarshini
2 months
ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଅପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ମାନଙ୍କ ଏପରି ସ୍ନେହ, ଶ୍ରଦ୍ଧା ଏବଂ ଭଲପାଇବା ପାଇଁ ମୁଁ ସବୁବେଳେ ଅପଣମାନଙ୍କ ପାଖରେ ଚିର ଋଣୀ।
Tweet media one
Tweet media two
Tweet media three
Tweet media four
3
1
89
@AnitaSubhadars1
Anita Subhadarshini
1 month
ଲୋକସଭାରେ କାମଚଳା ବାଚସ୍ପତି ଭାବେ ଶ୍ରୀ ଭର୍ତ୍ତୃହରି ମହତାବ ଆଜି ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
Tweet media one
Tweet media two
2
0
90
@AnitaSubhadars1
Anita Subhadarshini
3 months
ଖଲ୍ଲିକୋଟରେ ବିଜୁ ଜନତା ଦଳ ରକ୍ତମୁଖା ସାଜି ବିଜେପି କର୍ମୀ ଦିଲ୍ଲୀପ ପୁହାଣଙ୍କୁ ହତ୍ୟା କରିଥିବା ବେଳେ ପୋଲିସ ଏଠି ଦର୍ଶକ ସାଜିଛି । ଏହି ଘଟଣାକୁ ମୁଁ କଡା ଭାଷାରେ ନିନ୍ଦା କରିବା ସହ ପୋଲିସର କାର୍ଯ୍ୟକଳାପ ମୋତେ ସନ୍ଦେହଜନକ ଲାଗୁଛି। ପୋଲିସ ସବୁ ଜାଣି ବି କିଛି ଆକ୍ସନ ନ ନେବା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଛି।
Tweet media one
Tweet media two
Tweet media three
Tweet media four
3
5
91
@AnitaSubhadars1
Anita Subhadarshini
2 months
ବୁଗୁଡ଼ାରେ ବିଜୟ ଶୋଭାଯାତ୍ର।
Tweet media one
Tweet media two
5
3
87
@AnitaSubhadars1
Anita Subhadarshini
3 months
ଆସିକା ସଂସଦୀୟ କ୍ଷେତ୍ରରେ ଶାନ୍ତି ବନେଇ ରଖିବାକୁ ସମସ୍ତ ଭାଇ ଭଉଣିକୁ ବିନମ୍ର ଅନୁରୋଧ 🙏🙏 #vote4anitaapa #ModiKiGuarantee #anitasubhadarshini #EtharBJP #AbkiBar400Paar #Vote4BJP #askapc
9
9
86
@AnitaSubhadars1
Anita Subhadarshini
2 months
ଓଡ଼ିଶା ସରକାରରେ ରାଷ୍ଟ୍ର ମନ୍ତ୍ରୀ ଭାବରେ ଶପଥ ନେଇଥିବା ପୋଲସରାର ମାନ୍ୟବର ବିଧାୟକ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ। #congratulations #odisharebjpsarakar #OathTakingCeremony #MohanCharanMajhi
Tweet media one
1
1
83
@AnitaSubhadars1
Anita Subhadarshini
8 months
Attended the Odisha Concours d'Elegance- Vintage car exhibition at Bhubaneswar yesterday. Congratulations to Dharmaditya Pattnaik & Lalee Pattnaik For the Fantastic Show.
Tweet media one
Tweet media two
3
4
82
@AnitaSubhadars1
Anita Subhadarshini
3 months
ଆସନ୍ତା ମଇ ୨୦ ତାରିଖରେ ହେବାକୁ ଥିବା ମତଦାନରେ ମୋଦିଜୀଙ୍କ ବିକଶିତ ଭାରତରେ ଆସିକା ସଂସଦୀୟ କ୍ଷେତ୍ରକୁ ସାମିଲ କରିବା ପାଇଁ ଆସିକା ଲୋକସଭା ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀନୀ ଶ୍ରୀମତୀ ଅନିତା ଶୁଭଦର୍ଶିନୀଙ୍କୁ ପଦ୍ମଫୁଲ ଚିହ୍ନରେ ବଟନ ଦବେଇ ଆର୍ଶିବାଦ କରିବାକୁ ବିନମ୍ର ଅନୁରୋଧ 🙏🙏 #vote4anitaapa #ModiKiGuarantee
Tweet media one
4
8
81
@AnitaSubhadars1
Anita Subhadarshini
3 months
ଅନ୍ଧାର ହଟିବ- ପଦ୍ମ ଫୁଟିବ ଆସିକା ସଂସଦୀୟ କ୍ଷେତ୍ରର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀନୀ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ। #vote4anitaapa #ModiKiGuarantee #anitasubhadarshini #EtharBJP #Vote4BJP #askapc
4
6
80
@AnitaSubhadars1
Anita Subhadarshini
4 months
ମୋଦିଜୀଙ୍କ ଗ୍ୟାରେଣ୍ଟି, ବିକଶିତ ଭାରତର ସ୍ୱପ୍ନ ଏବଂ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ଜରିଆରେ ଭାରତୀୟ ଜନତା ପାର୍ଟି ଆସିକା ନାଗରିକଙ୍କ ଭୋଟ୍ ଓ ବିଶ୍ୱାସ ଜିତିବ ବୋଲି ମୋର ଆଶା ବିଶ୍ୱାସ ରହିଛି। ଜୟ ଜଗନ୍ନାଥ🙏 #EtharaBJP #AbkiBaar400Paar #PhirEkBaarModiSarkar #bjp4askapc
5
4
80
@AnitaSubhadars1
Anita Subhadarshini
1 month
Heartiest congratulations to Hon @ombirlakota ji for being elected Speaker in LokSabha, once again! Under his leadership, LokSabha will achieve unprecedented success upholding the democratic values! #18thLokSabhaSession #OmBirla #LokSabha
Tweet media one
Tweet media two
2
0
79
@AnitaSubhadars1
Anita Subhadarshini
4 months
ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବାରୁ ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଛି। ଏକ ବିକଶିତ ଆସିକା ଗଠନ ପାଇଁ ଆପଣମାନଙ୍କ ଆଶୀର୍ବାଦ ନିତାନ୍ତ ଆବଶ୍ୟକ। #VoteForChange #Vote4BJP #AskaPC
4
11
79
@AnitaSubhadars1
Anita Subhadarshini
2 months
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୋଲସରା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଅନ୍ୟ ମାନଙ୍କ ସହିତ ଯୋଗ ଦେଲି । ପ୍ରାଚୀନତମ ଭାରତୀୟ ସଭ୍ୟତା ସଂସ୍କୃତି ବିଶ୍ଵକୁ ‘ଯୋଗ’ ଭଳି ଯେଉଁ ପ୍ରମୁଖ ଉପହାର ପ୍ରଦାନ କରିଛି, ସେହି ପରମ୍ପରାକୁ ଆମେ ସମସ୍ତେ ଏକାଠି ହୋଇ ପାଳନ କଲୁ । #InternationalYogaDay
Tweet media one
Tweet media two
Tweet media three
Tweet media four
3
5
76
@AnitaSubhadars1
Anita Subhadarshini
3 months
ମାନନୀୟ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ବ୍ରହ୍ମପୁର ସଭା ସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇ ନିଜକୁ ବହୁତ ଗର୍ବିତ ଅନୁଭୂତ ହେଉଛି #OdishaWelcomesModi #odisharehebabjpsarkar #ModiGuarantee4Odisha #EtharBJP #ModiKiGuarantee #AbkiBaar400Paar
Tweet media one
1
9
78
@AnitaSubhadars1
Anita Subhadarshini
3 years
ମୁଖ୍ୟମନ୍ତ୍ରୀ ଙ୍କ ଗୃହ ଜିଲ୍ଲାରେ ଅମ୍ଳଜାନ ସିଲିଣ୍ଡର ର କଲବଜାରୀ !!! @Naveen_Odisha ବାବୁ ଙ୍କୁ ଜଣା ଅଛି କି ନାହିଁ ???? @Ganjam_Admin ଜିଲ୍ଲା ପ୍ରଶାସନ କଣ କରୁଛି ??? @CMO_Odisha @MoSarkar5T
Tweet media one
12
4
75
@AnitaSubhadars1
Anita Subhadarshini
30 days
ପବିତ୍ର "ଶ୍ରୀଗୁଣ୍ଡିଚା ରଥଯାତ୍ରା" ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l ଜୟ ଜଗନ୍ନାଥ 🙏🏻
Tweet media one
8
3
77
@AnitaSubhadars1
Anita Subhadarshini
4 years
There should be no minting from a personal issue such as this. But because he's a public representative, he cannot be spared. What example is he setting? Had expected nothing better from this man @AnubhavMohanty_ Let's conclude tht he's a misfit for this planet! @The_Chhamu
Tweet media one
7
8
75
@AnitaSubhadars1
Anita Subhadarshini
3 years
U know there's an unparalleled leader when he gives u a result sch as this! Thank you @dpradhanbjp Ji for always being an inspirational leader n fetching ths win.Congratulations @SuvenduWB Ji for the successful completion of d challenge. This one's going in the pages of history.
Tweet media one
Tweet media two
2
3
75
@AnitaSubhadars1
Anita Subhadarshini
2 months
Hon. PM-Designate Shri @narendramodi ji paid tributes to our brave soldiers who sacrificed their lives for our nation at Rashtriya Samar Smarak today.
Tweet media one
Tweet media two
Tweet media three
Tweet media four
2
2
77
@AnitaSubhadars1
Anita Subhadarshini
2 months
My Heartfelt Congratulations and Best Wishes to Shri @dpradhanbjp ji for taking oath as a Union Cabinet minister of GoI in the PM Narendra Modi Ji-led NDA government.
Tweet media one
2
3
76
@AnitaSubhadars1
Anita Subhadarshini
1 month
Wishing a very happy birthday to an exemplary leader of BJP and Hon. Union Minister Shri @dpradhanbjp Ji Your visionary guidance and unwavering dedication to the nation's progress inspire us all May your special day be blessed with good health, happiness, and prosperity
Tweet media one
5
0
76
@AnitaSubhadars1
Anita Subhadarshini
4 months
ବିକଶିତ ଓଡ଼ିଶାର ସ୍ୱପ୍ନ ହେବ ସଫଳ । ସଶକ୍ତ ଓ ସମୃଦ୍ଧ ଆସିକା ଗଠନ ପାଇଁ ବିଜେପିକୁ ଆଶ���ର୍ବାଦ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରାନ୍ତୁ । #EtharaBJP #LokSabhaElections2024 #AbkiBaar400Paar #PhirEkBaarModiSarkar #VoteForChange #Vote4BJP #bjp4askapc
Tweet media one
7
3
75
@AnitaSubhadars1
Anita Subhadarshini
3 years
ବାଃ ବାଃ ରେ କି ଶାସନ !!!! @Ganjam_Admin @CMO_Odisha @MoSarkar5T @Naveen_Odisha
Tweet media one
11
4
72
@AnitaSubhadars1
Anita Subhadarshini
2 months
Heartfelt Congratulations and Best Wishes to all for taking oath as a Union Cabinet minister of GoI in the PM Narendra Modi Ji-led NDA government. #OathCeremony #Modi3rdTerm #Modi_3 #ModiAgain
Tweet media one
Tweet media two
Tweet media three
Tweet media four
1
1
74
@AnitaSubhadars1
Anita Subhadarshini
28 days
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡ଼ଦାଣ୍ଡରେ ବଡ଼ ଠାକୁର ଶ୍ରୀ ବଳଭଦ୍ର, ଜଗତଜନନୀ ମା ସୁଭଦ୍ରା, ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଟାଣିବା ମୋ ପାଇଁ ପରମ ସୌଭାଗ୍ୟ। ଜୟ ଜଗନ୍ନାଥ🙏 #ରଥଯାତ୍ରା୨୦୨୪ #RathaJatra2024
Tweet media one
Tweet media two
Tweet media three
Tweet media four
3
3
72
@AnitaSubhadars1
Anita Subhadarshini
3 months
ଖଲ୍ଲିକୋଟରେ ବିଜେପି କାର୍ଯ୍ୟକର୍ତା ଦିଲ୍ଲୀପ ପାହାନ ଙ୍କ ହତ୍ୟା ଘଟଣାର ମୋର #MediaStatement :- ମୁଖ୍ୟମନ୍ତ୍ରୀ ଙ୍କ ନିଜ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଏବଂ ପୋଲିସ ଏଠି ଶାସକ ଦଳର ଏଜେଣ୍ଟ ସାଜିଛି। #Vote4BJP #vote4anitaapa #AbkiBar400Paar #EtharaBJP
1
9
72
@AnitaSubhadars1
Anita Subhadarshini
18 days
ପୁରୀରେ ଆୟୋଜିତ @BJP4Odisha ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲି।
Tweet media one
Tweet media two
Tweet media three
Tweet media four
2
1
71
@AnitaSubhadars1
Anita Subhadarshini
3 months
ଅନ୍ଧାର ହଟିବ - ପଦ୍ମ ଫୁଟିବ ଆସନ୍ତା ମଇ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନରେ ଆସିକା ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀନୀ ଶ୍ରୀମତୀ ଅନିତା ଶୁଭଦର୍ଶିନୀଙ୍କୁ ପଦ୍ମଫୁଲ ଚିହ୍ନରେ ବଟନ ଦବେଇ ଆର୍ଶିବାଦ କରିବାକୁ ବିନମ୍ର ଅନୁରୋଧ 🙏🙏 #vote4anitaapa #ModiKiGuarantee
7
6
71
@AnitaSubhadars1
Anita Subhadarshini
3 years
ଆଜି ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଢୁଙ୍କାପଡା ପଂଚାୟତରେ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
Tweet media one
Tweet media two
7
1
68
@AnitaSubhadars1
Anita Subhadarshini
17 days
ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ରାଜ୍ୟର ନୂଆ ଆଡଭୋକେଟ ଜେନେରାଲ(AG) ଭାବେ ନିଯୁକ୍ତି ପାଇଥିବାରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #HighCourt #Lawyer #pitambarAcharya #congratulations #AdvocateGeneral #OdishaGovt #Odisha
Tweet media one
Tweet media two
6
5
67
@AnitaSubhadars1
Anita Subhadarshini
4 years
Threatening d common man that's exactly wht thy are doing. Create fear n harass them n sit in an air conditioned room n watch things unfold! #SpeakUpOdisha we were nt taught to just watch injustice in silence. Ths isn't my #Odisha , it's lost somewhere n it's painful! @The_Chhamu
Tweet media one
3
13
67
@AnitaSubhadars1
Anita Subhadarshini
2 months
ହିଂଜିଳିର ଯୁବ ନେତା ଓ ନେତ୍ରୀ ମାନଙ୍କ ସହ ଏକ ବିଶେଷ ମୁହୂର୍ତ୍ତରେ।
Tweet media one
Tweet media two
Tweet media three
1
1
68
@AnitaSubhadars1
Anita Subhadarshini
3 months
ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଖଲ୍ଲିକୋଟରେ ବିଜୁ ଜନତା ଦଳ ରକ୍ତମୁଖା ସାଜି ଆମ ଦଳର କାର୍ଯ୍ୟକର୍ତ୍ତା ଶ୍ରୀ ଦିଲ୍ଲୀପ ପାହାନଙ୍କୁ ହତ୍ୟା କରିଛି। ସନ୍ଧ୍ୟାରେ ତାଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣେଇବା ସହ ତାଙ୍କ ଶେଷକୃତ୍ୟ ରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଦଳ ପାଇଁ ତାଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନି।
Tweet media one
Tweet media two
Tweet media three
Tweet media four
7
4
66
@AnitaSubhadars1
Anita Subhadarshini
3 months
ଆସ୍କାରେ ବିଜେପି ଆସିଲେ-ପିଇବା ପାଣି ସମସ୍ୟା ଦୂର ହେବ ଆସିକା ସଂସଦୀୟ କ୍ଷେତ୍ରର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀନୀ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ। #vote4anitaapa #ModiKiGuarantee #anitasubhadarshini #EtharBJP #Vote4BJP #askapc
3
9
68
@AnitaSubhadars1
Anita Subhadarshini
3 months
ବିଜେପି ଆସିବ- ଆସିକା ହସିବ #vote4BJP #Vote4AnitaApa #etharaBJP #VikasitBharatSankalpYatra
1
5
67
@AnitaSubhadars1
Anita Subhadarshini
2 months
ପୋଲସରାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ସହ କୃତଜ୍ଞତା।
Tweet media one
Tweet media two
Tweet media three
0
2
64
@AnitaSubhadars1
Anita Subhadarshini
3 months
ଆଜି ବ୍ରହ୍ମପୁର ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ସମ୍ବୋଧନ କରି ଆମ ମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଭରିଦେଇଛନ୍ତି। ଏହି ସମାବେଶର କିଛି ଝଲକ... #OdishareHebaBJPSarkar #ModiKiGuarantee #Vote4BJP #EtharBJP #vote4anitaapa #OdishaWelcomesModi #AbkiBaar400Paar
Tweet media one
Tweet media two
Tweet media three
Tweet media four
2
8
66
@AnitaSubhadars1
Anita Subhadarshini
3 months
ଆଜି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବା ପୂର୍ବରୁ ଆସ୍କା ସଂସଦୀୟ କ୍ଷେତ୍ରର ବିକାଶ ଏବଂ ଉନ୍ନତି କାମନା କରି ମୋ ଗ୍ରାମରେ ପବିତ୍ର ଦେବଦେବୀଙ୍କ ପୀଠରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆଶୀର୍ବାଦ ଭିକ୍ଷା କଲି। #AskaPC #BJP
Tweet media one
Tweet media two
Tweet media three
Tweet media four
7
2
64
@AnitaSubhadars1
Anita Subhadarshini
4 months
ପ୍ରସିଦ୍ଧ ଦଣ୍ଡ ଯାତ୍ରାରେ ଯୋଗ ଦେଇ ସମସ୍ତଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କଲି🙏🙏
Tweet media one
Tweet media two
Tweet media three
1
1
64
@AnitaSubhadars1
Anita Subhadarshini
2 months
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ପରାମର୍ଶକ୍ରମେ ମାନ୍ୟବର ରାଜ୍ୟପାଳ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ବିଭିନ୍ନ ବିଭଗର ଦାୟିତ୍ୱ ବଣ୍ଟନ କରିଛନ୍ତି। ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣମାନଙ୍କର ପରିଶ୍ରମ ଓ ନିଷ୍ଠା ହିଁ ବିକଶିତ ଓଡ଼ିଶାର ଭିତ୍ତି ପକାଇବ।
Tweet media one
Tweet media two
1
4
63
@AnitaSubhadars1
Anita Subhadarshini
29 days
ଆଜି ପବିତ୍ର ରଥଯାତ୍ରା ଅବସରରେ ସନଖେମୁଣ୍ଡିର ପ୍ରତାପଗିରି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ରଥଯାତ୍ରାରେ ଯୋଗଦେଲି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ହେଉ ଏତିକି ପ୍ରଭୁଙ୍କ ପାଖରେ ପ୍ରାର୍ଥନା। ଜୟ ଜଗନ୍ନାଥ🙏🙏 #JayJagannath #RathaJatra
Tweet media one
Tweet media two
Tweet media three
Tweet media four
3
2
63
@AnitaSubhadars1
Anita Subhadarshini
4 years
ସେ କେବେ କଥା ଦେଇଥିଲେ ଯେ ଉପର ପଟୁ No.1 ହେବେ? ଆଉ ଯେଉଁ ରାଜ୍ଯକୁ ସେ ଏତେ କଷ୍ଟରେ କୋଢିଆ କରିବାକୁ ସଦା ଚେଷ୍ଟିତ ସେଠାରେ ବିଜନେସ୍ କରିବା ଦରକାର କଣ! ବାହ୍ ରେ ମୋ ସରକାର୍, ଯୁବ ପିଢିର ଭବିଷ୍ଯତ ପାଇଁ କି ଯୋଜନା ତୁମର। @dpradhanbjp @CMO_Odisha @The_Chhamu
Tweet media one
6
12
62
@AnitaSubhadars1
Anita Subhadarshini
23 days
ଆଜି ଖଲ୍ଲିକୋଟ #NAC ତରଫରୁ ବିଜୟ ସମ୍ବର୍ଦ୍ଧନା ଶୋଭାଯାତ୍ରାରେ ସାମିଲ ହୋଇ ସମସ୍ତଙ୍କ ଅଭିବାଦନ ଗ୍ରହଣ କଲି। ମୋ ଉପରେ ଭରସା ଏବଂ ବିଶ୍ୱାସ କରିଥିବାରୁ ସମସ୍ତ ଦେବଦୁର୍ଲଭ କାର୍ଯ୍ୟକର୍ତା ଏବଂ ଜନ ସାଧାରଣ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଛି। #Aska
Tweet media one
Tweet media two
Tweet media three
Tweet media four
1
4
62
@AnitaSubhadars1
Anita Subhadarshini
2 months
My Heartfelt Congratulations and Best Wishes to Shri Ashwini Vaishnaw ji for taking oath as a Union Cabinet minister of GoI in the PM Narendra Modi Ji-led NDA government. @AshwiniVaishnaw
Tweet media one
2
1
62
@AnitaSubhadars1
Anita Subhadarshini
2 months
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଦ୍ୱାରା ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନାର ଓଡ଼ିଶା ସମେତ ଦେଶର ୯.୨୬ କୋଟିରୁ ଅଧିକ ଚାଷୀ ଭାଇ ଭଉଣୀ ମାନଙ୍କୁ ୧୭ତମ କିସ୍ତି ହସ୍ତାନ୍ତର ପ୍ରକ୍ରିୟାରେ ସାମିଲ ହେବାପାଇଁ ଛତ୍ରପୁର ଠାରେ ଆୟୋଜିତ #virtual କାର୍ଯ୍ୟକ୍ରମରେ ଯୋଗ ଦେଲି। #PMKissan
Tweet media one
Tweet media two
Tweet media three
Tweet media four
1
3
59
@AnitaSubhadars1
Anita Subhadarshini
4 months
ଆଜି ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କବିସୂର୍ଯ୍ୟ ନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକଙ୍କ ସହିତ ବୁଢ଼ାମ୍ବ ପଂଚାୟତ ଏବଂ ଅନେକ ସ୍ଥାନରେ ଘରକୁ ଘର ବୁଲି ନିର୍ବାଚନ ପଚାର ସହ ଜନସାଧାରଣଙ୍କୁ ଆଶୀର୍ବାଦ ଭିକ୍ଷା କଲୁ। #vote4anitaapa #EtharaBJP #AbkiBaar400Paar #bjp4askapc
Tweet media one
Tweet media two
Tweet media three
Tweet media four
1
0
61