ଓଡ଼ିଆ ଜଗତ Profile Banner
ଓଡ଼ିଆ ଜଗତ Profile
ଓଡ଼ିଆ ଜଗତ

@odiajagat

29,172
Followers
199
Following
18,932
Media
137,485
Statuses

ମୁଁ ଓଡ଼ିଆ , ଓଡ଼ିଶା ହେଉଛି ମୋ' ଘର ,ଶ୍ରୀ ଜଗନ୍ନାଥ ହେଉଛନ୍ତି ମୋ'ର ଆରାଧ୍ୟ ଦେବତା । ମୁ ୧୨ ମାସ ରେ ୧୩ ଯାନୀଯାତ୍ରା ପାଳନ କରେ। Jay Jagannath 🙏

ଓଡ଼ିଶା
Joined January 2010
Don't wanna be here? Send us removal request.
Pinned Tweet
@odiajagat
ଓଡ଼ିଆ ଜଗତ
6 months
କିଛି ଦିନ ପାଇଁ ବିରତି ନେଉଛି। ମହାପ୍ରଭୁଙ୍କ ଦୟା ହେଲେ ଆପଣଙ୍କ ପାଖକୁ ଖୁବ ଶୀଘ୍ର ଆସିବି। ଜୟ ଜଗନ୍ନାଥ 🥰😍🙏
Tweet media one
0
62
881
@odiajagat
ଓଡ଼ିଆ ଜଗତ
1 year
ପବିତ୍ର ଚୈତ୍ରମାସ ପ୍ରଥମ ପାଳି ମଙ୍ଗଳବାର ରେ ଘଟଗାଁ ବାସିନୀ ମା ତାରିଣୀ ଙ୍କର ଦିବ୍ୟ ଦର୍ଶନ
Tweet media one
58
63
2K
@odiajagat
ଓଡ଼ିଆ ଜଗତ
1 year
ସୁନା ବେଶରେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କର ଅଙ୍ଗସେବାର ବିରଳ ଏବଂ ଅପୂର୍ବ ଦୃଶ୍ୟ ❤️🙏🙏 କାଳିଆ ସାଆନ୍ତଙ୍କର ତୁମର ଜୟ ହେଉ 🥰😍🙏 #ସୁନାବେଶ #Sunabesha #SunaBesa
31
139
2K
@odiajagat
ଓଡ଼ିଆ ଜଗତ
1 month
ସକାଳୁ ସକାଳୁ ରଥାରୂଢ କଳିଆ ସାଆନ୍ତଙ୍କର ଅପୂର୍ବ ଦିବ୍ୟ ଦର୍ଶନ 🙏😍🥰
Tweet media one
37
68
2K
@odiajagat
ଓଡ଼ିଆ ଜଗତ
1 month
ସକାଳୁ ସକାଳୁ ବଡ଼ସିଂହାର ବେଶରେ ଶ୍ରୀ ଜଗନ୍ନାଥ ଙ୍କର ଅପୂର୍ବ ଦର୍ଶନ 🥰😍🙏
Tweet media one
27
69
2K
@odiajagat
ଓଡ଼ିଆ ଜଗତ
2 years
ଜୟ ଜଗନ୍ନାଥ 😍🥰🙏
Tweet media one
37
42
1K
@odiajagat
ଓଡ଼ିଆ ଜଗତ
2 months
ଜଗତ୍ ର ମଙ୍ଗଳ ଉଦ୍ଦେଶ୍ୟରେ ସ୍ନାନ ମଣ୍ଡପରେ ଶ୍ରୀ ଜଗନ୍ନାଥ ଙ୍କର ଦିବ୍ୟ ଦୁର୍ଲଭ ମଙ୍ଗଳ ଆଳତୀ ଦର୍ଶନ 😍🥰🙏 #ସ୍ନାନଯାତ୍ରା #ସ୍ନାନପୂର୍ଣ୍ଣିମା #SnanaJatra #SnanaYatra
22
114
1K
@odiajagat
ଓଡ଼ିଆ ଜଗତ
1 month
ରଥାରୂଢ ଜଗତ୍ ର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ କର୍ପୂର ଲାଗି ହେବାର ଅପୁର୍ବ ଦିବ୍ୟ ଦୁର୍ଲ୍ଲଭ ଦର୍ଶନ 🙏😍🥰
9
86
1K
@odiajagat
ଓଡ଼ିଆ ଜଗତ
2 years
ଅପୂର୍ବ ସେ ତାଳ ❤
38
191
1K
@odiajagat
ଓଡ଼ିଆ ଜଗତ
2 months
ସ୍ନାନ ପୂର୍ଣ୍ଣିମା ରେ ସ୍ନାନ ମଣ୍ଡପରେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କର ଅବକାଶ ନୀତି ଦର୍ଶନ ❤️🥰🙏
18
111
1K
@odiajagat
ଓଡ଼ିଆ ଜଗତ
1 month
ଆଜିର ସୁପ୍ରଭାତରେ ବଡ଼ସିଂହାର ବେଶରେ ଅପୂର୍ବ ଦର୍ଶନ ଦେଉଛନ୍ତି ଜଗତ୍ ର ନାଥ ଶ୍ରୀ ଜଗନ୍ନାଥ 🥰😍🙏
Tweet media one
16
53
1K
@odiajagat
ଓଡ଼ିଆ ଜଗତ
1 month
ସୁନ୍ଦର ପୁଷ୍ପ ନାକଚଣାରେ କି ସୁନ୍ଦର ଦିଶୁଛି କାଳିଆର ଶ୍ରୀମୁଖ ⭕‼️⭕🙇🏻🪷🌼
Tweet media one
16
32
1K
@odiajagat
ଓଡ଼ିଆ ଜଗତ
2 years
ଜୟ ଜଗନ୍ନାଥ 🥰😍🙏
Tweet media one
29
32
1K
@odiajagat
ଓଡ଼ିଆ ଜଗତ
1 month
ଶତକୋଟି ପର୍ବତରୁ ଅଟନ୍ତି ଯେ ଗରୁ । ନାମ ବହିଅଛନ୍ତି ଅଚଳ ମହାମେରୁ ।। ହେ ବଳିଆ ଠାକୁର ଆମର ସମସ୍ତ ଭୁଲକୁ କ୍ଷମା କରନ୍ତୁ। ଆଡ଼ପ ମଣ୍ଡପକୁ ବିଜେ କରିବା ହୁଅନ୍ତୁ।
Tweet media one
25
59
1K
@odiajagat
ଓଡ଼ିଆ ଜଗତ
1 month
ଇତିହାସ ପୃଷ୍ଠାରେ ଶ୍ରୀ ପତିତପାବନ ମହାପ୍ରଭୁଙ୍କର ଅପୂର୍ବ ନବଯୌବନ ଦର୍ଶନ 🙏😍🥰
Tweet media one
30
42
1K
@odiajagat
ଓଡ଼ିଆ ଜଗତ
2 years
Tweet media one
13
39
1K
@odiajagat
ଓଡ଼ିଆ ଜଗତ
2 years
କି ସୁନ୍ଦର ବାଙ୍କ ଚାହାଣି 😘
Tweet media one
35
45
1K
@odiajagat
ଓଡ଼ିଆ ଜଗତ
2 years
ମା ତାରିଣୀ'ଙ୍କ ଦିବ୍ୟ ଦର୍ଶନ...
Tweet media one
35
41
1K
@odiajagat
ଓଡ଼ିଆ ଜଗତ
1 month
ଜୟ ଜଗନ୍ନାଥ 🙏🥰😍
10
62
1K
@odiajagat
ଓଡ଼ିଆ ଜଗତ
1 month
ରଥାରୂଢ ଶ୍ରୀ ବଳଭଦ୍ରଙ୍କର ଅପୂର୍ବ ଦର୍ଶନ🥰😍🙏 #BahudaYatra2024 #ବାହୁଡ଼ାଯାତ୍ରା #BahudaJatra2024
Tweet media one
12
33
1K
@odiajagat
ଓଡ଼ିଆ ଜଗତ
1 year
ପଛରେ ଆସୁଛି କାଳିଆ ହାତୀ ଦୁଲୁକି ଉଠଇ ମହୀ । ... ଆଗକୁ ପଛକୁ ଝୁଲି ପଡୁଥାଉ ଝୁଲି ଉଠଇ ଟାହିଆ । ଗତକାଲି କାଳିଆର ପହଣ୍ଡିର ଅପୂର୍ବ ଦୃଶ୍ୟ 🥰😍🙏
26
102
1K
@odiajagat
ଓଡ଼ିଆ ଜଗତ
1 year
ମା ସୁଭଦ୍ରାଙ୍କ ପହଣ୍ଡି ସମୟର ଦିବ୍ୟ ଦୁର୍ଲଭ ଦୃଶ୍ୟ 🥰😍🙏
9
69
1K
@odiajagat
ଓଡ଼ିଆ ଜଗତ
6 months
ଦିବ୍ୟ ଦୁର୍ଲ୍ଲଭ ���ଜଉଦ୍ଧାରଣ ବେଶରେ ଦର୍ଶନ ଦେବେ ଶ୍ରୀ ପତିତପାବନ ନାରାୟଣ ମହାପ୍ରଭୁ 🙏🙏
Tweet media one
20
61
1K
@odiajagat
ଓଡ଼ିଆ ଜଗତ
2 years
ମା ତାରିଣୀ 🙏
Tweet media one
19
38
1K
@odiajagat
ଓଡ଼ିଆ ଜଗତ
2 years
ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି ରେ ମା ଘଟଗାଁ ତାରିଣୀ ଙ୍କ ବେଶ ଦର୍ଶନ 🌺🌺🚩🙏🏻
Tweet media one
37
48
1K
@odiajagat
ଓଡ଼ିଆ ଜଗତ
1 month
ଜୟ ଜଗନ୍ନାଥ 🙏😍🥰
Tweet media one
8
44
1K
@odiajagat
ଓଡ଼ିଆ ଜଗତ
1 month
ଜୟ ଜଗନ୍ନାଥ 🙏😍🥰
Tweet media one
10
37
1K
@odiajagat
ଓଡ଼ିଆ ଜଗତ
1 year
ଜୟ ଜଗନ୍ନାଥ 🙏
6
51
1K
@odiajagat
ଓଡ଼ିଆ ଜଗତ
2 years
ଜୟ ଜଗନ୍ନାଥ 😍🙏🥰
32
43
1K
@odiajagat
ଓଡ଼ିଆ ଜଗତ
2 months
ସକାଳୁ ସକାଳୁ ମା ତାରିଣୀ ଠାକୁରାଣୀଙ୍କ ଅପୂର୍ବ ଦର୍ଶନ 🙏
Tweet media one
33
37
1K
@odiajagat
ଓଡ଼ିଆ ଜଗତ
2 years
ମାଆ ତାରିଣୀ ଙ୍କର ଦିବ୍ୟ ଦର୍ଶନ
Tweet media one
27
47
1K
@odiajagat
ଓଡ଼ିଆ ଜଗତ
2 years
ଜୟ ଜଗନ୍ନାଥ 😍🥰🙏
Tweet media one
18
33
1K
@odiajagat
ଓଡ଼ିଆ ଜଗତ
2 years
ଗତକାଲି ଜଗତ ଜନନୀ ମାଆ ତାରିଣୀ ଦିବ୍ୟ ସୁନା ବେଶରେ ଦର୍ଶନ ଦେଇଥିଲେ।
27
39
1K
@odiajagat
ଓଡ଼ିଆ ଜଗତ
1 year
ହେ ଜଗନ୍ନାଥ ଭୁଜ ତଳେ ମୋତେ ରଖ ମହାବାହୁ ବାହୁ ତଳେ ମୋତେ ରଖ । ବିପୁଳ ଭୁଜ ବିସ୍ତାରି ଦେଲେ ଛାର କି କରି ପାରିବ ଦୁଃଖ ।। 😭😭😭 #BahudaYatra #ବାହୁଡ଼ାଯାତ୍ରା #BahudaJatra
17
79
1K
@odiajagat
ଓଡ଼ିଆ ଜଗତ
2 months
ଗଜପତି ମହାରାଜା ଙ୍କର ଦ୍ୱାରା ଶ୍ରୀ ଜଗନ୍ନାଥ ଙ୍କର ଆଳତି କରିବାର ଅପୂର୍ବ ଦୃଶ୍ୟ 🥰😍🙏
10
61
1K
@odiajagat
ଓଡ଼ିଆ ଜଗତ
1 year
ଆଜି ଶୁକ୍ରବାର ରେ ମା ଘଟଗାଁ ତାରିଣୀଙ୍କ ବେଶ ଦର୍ଶନ 🌺🌺🚩🙏🏻
Tweet media one
27
30
1K
@odiajagat
ଓଡ଼ିଆ ଜଗତ
2 years
ଜୟ ଜଗନ୍ନାଥ 😍🥰🥰🙏🙏
Tweet media one
14
44
1K
@odiajagat
ଓଡ଼ିଆ ଜଗତ
2 years
ଶ୍ରୀମନ୍ଦିର 🥰😍🙏
Tweet media one
15
53
1K
@odiajagat
ଓଡ଼ିଆ ଜଗତ
6 months
ଅପୁତ୍ରିକ ନାରୀ ପୁତ୍ର ଦାନ ପାଏ। ଅନ୍ଧ ପାଏ ଚକ୍ଷୁ ଦାନ.....।। ଜଗତଜନନୀ ମାଆ ସୁଭଦ୍ରା 🙏😍🥰
Tweet media one
16
43
1K
@odiajagat
ଓଡ଼ିଆ ଜଗତ
2 years
ମା ତାରିଣୀ 🙏
Tweet media one
27
43
997
@odiajagat
ଓଡ଼ିଆ ଜଗତ
6 months
ପବିତ୍ର ଗୁରୁବାର ରେ ଘଟଗାଁ ପୀଠର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଙ୍କ ଦିବ୍ୟ ବେଶ ଦର୍ଶନ 🙏🙏❤️❤️
Tweet media one
31
44
1K
@odiajagat
ଓଡ଼ିଆ ଜଗତ
2 years
ତୁଳୀରେ ଶ୍ରୀ ଜଗନ୍ନାଥ 🥰😍🙏
Tweet media one
24
29
999
@odiajagat
ଓଡ଼ିଆ ଜଗତ
1 year
ମା ଘଟଗାଁ ତାରିଣୀ ଙ୍କ ଆଜିର ବେଶ ଦର୍ଶନ 🌺🌺🚩🙏🏻
Tweet media one
39
29
1K
@odiajagat
ଓଡ଼ିଆ ଜଗତ
2 years
ଆଜି ଶୁକ୍ରବାର ରେ ବେଶ ଦର୍ଶନ ଜୟ ମା ତାରିଣୀ ❤️🙏🏻
Tweet media one
23
21
1K
@odiajagat
ଓଡ଼ିଆ ଜଗତ
27 days
ଶ୍ରାବଣ ମାସର ପ୍ରଥମ ସୋମବାର ରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ
Tweet media one
20
43
1K
@odiajagat
ଓଡ଼ିଆ ଜଗତ
7 months
ସକାଳୁ ସକାଳୁ ମା ତାରିଣୀ ଙ୍କ ଆଜିର ଦିବ୍ୟ ଦର୍ଶନ 🙏🥰😍
Tweet media one
33
45
997
@odiajagat
ଓଡ଼ିଆ ଜଗତ
1 month
କାଳିଆର ଦିବ୍ୟ ଶ୍ରୀମୁଖ 🥰😍🙏
Tweet media one
15
45
1K
@odiajagat
ଓଡ଼ିଆ ଜଗତ
1 month
ପବିତ୍ର ରଥଯାତ୍ରା ଅବସରରେ ଶ୍ରୀ ପତିତପାବନ ମହାପ୍ରଭୁ ଙ୍କର ଅବକାଶ ରେ ଅପୂର୍ବ ଦର୍ଶନ 🙏🥰😍
Tweet media one
33
47
1K
@odiajagat
ଓଡ଼ିଆ ଜଗତ
2 years
କାକଟପୁର ମା ମଙ୍ଗଳା'ଙ୍କ ଦର୍ଶନ...
Tweet media one
27
30
980
@odiajagat
ଓଡ଼ିଆ ଜଗତ
2 years
ଶ୍ରୀ ପତିତପାବନ ଙ୍କର ଦିବ୍ୟ ଦର୍ଶନ 🙏
Tweet media one
20
35
976
@odiajagat
ଓଡ଼ିଆ ଜଗତ
3 years
Tweet media one
19
36
981
@odiajagat
ଓଡ଼ିଆ ଜଗତ
1 year
ସ୍ନାନ ମଣ୍ଡପରେ ଦିବ୍ୟ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ। 🙏 ନୀଳାଦ୍ରିନାଥଂ ଜଗତାମଧିଶଂ ଚିଦଂଶରୂପମ୍ ଶରଣୈକନାଥମ୍। ଶ୍ରୀନୀଳଗୋତ୍ରାଧିପତିଂ ବରଣ୍ୟମ୍ ସୁରେନ୍ଦ୍ରବନ୍ଦ୍ୟ ପ୍ରଣତୋଽସ୍ମି ନିତ୍ୟମ୍।। #ସ୍ନାନପୂର୍ଣ୍ଣିମା #ସ୍ନାନଯାତ୍ରା #ଗଜାନନବେଶ #ରଥଯାତ୍ରା #SnanaPurnima #SnanaJatra
Tweet media one
17
44
968
@odiajagat
ଓଡ଼ିଆ ଜଗତ
2 months
ମା ତାରିଣୀ ଠାକୁରାଣୀଙ୍କ ଆଜିର ଅପୂର୍ବ ଦର୍ଶନ 🙏
Tweet media one
28
41
977
@odiajagat
ଓଡ଼ିଆ ଜଗତ
2 years
କାକଟପୁର ମା ମଙ୍ଗଳା'ଙ୍କ ଦର୍ଶନ....
Tweet media one
31
30
948
@odiajagat
ଓଡ଼ିଆ ଜଗତ
2 years
ଜଗତର ନାଥ ଜଗନ୍ନାଥଙ୍କ ମଧ୍ୟାହ୍ନ ବେଶ ଦର୍ଶନ 🙏🙏 🥰🥰😍😍😘😘
Tweet media one
16
28
943
@odiajagat
ଓଡ଼ିଆ ଜଗତ
1 month
।। ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କର ଆଡ଼ପ ମଣ୍ଡପ ବିଜେ ।। ଆଜି ପବିତ୍ର ରଥଯାତ୍ରାର ତୃତୀୟ ଦିବସରେ ସନ୍ଧ୍ୟା ସମୟରେ ଶ୍ରୀବିଗ୍ରହ ଓ ଚଳନ୍ତି ବିଗ୍ରହ ମାନେ ଅତ୍ୟନ୍ତ ଭକ୍ତିମୟ ପରିବେଶ ଏବଂ ମହା ଆଡମ୍ବରରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରି ଆଡ଼ପ ମଣ୍ଡପରେ ଦର୍ଶନ ଦେବେ। ଆସନ୍ତାକାଲି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ।
Tweet media one
16
48
969
@odiajagat
ଓଡ଼ିଆ ଜଗତ
18 days
କାଳିଆର ଦିବ୍ୟ ଦୁର୍ଲ୍ଲଭ ବଡ଼ସିଂହାର ବେଶ 🙏
Tweet media one
16
35
968
@odiajagat
ଓଡ଼ିଆ ଜଗତ
7 months
ମା ତାରିଣୀ ଠାକୁରାଣୀଙ୍କର ଆଜିର ଦର୍ଶନ 🙏
Tweet media one
30
49
941
@odiajagat
ଓଡ଼ିଆ ଜଗତ
17 days
ଜୟ ଜଗନ୍ନାଥ 😍🙏🥰
Tweet media one
8
36
958
@odiajagat
ଓଡ଼ିଆ ଜଗତ
2 years
କାକଟପୁର ମାଆ ମଙ୍ଗଳା ଙ୍କର ଦର୍ଶନ 🥰😍🙏
Tweet media one
30
23
942
@odiajagat
ଓଡ଼ିଆ ଜଗତ
25 days
କାକଟପୁର ମାଆ ମଙ୍ଗଳା ଙ୍କର ଦିବ୍ୟ ଦର୍ଶନ 😍🙏
Tweet media one
33
32
954
@odiajagat
ଓଡ଼ିଆ ଜଗତ
2 years
ସଜେଇ ହୋଇଛି ଆମ ଶ୍ରୀମନ୍ଦିର, ଆମ କାଳିଆର ଆଜି ବାହାଘର। ଜୟ ଜଗନ୍ନାଥ। 🙏🙏
Tweet media one
25
44
929
@odiajagat
ଓଡ଼ିଆ ଜଗତ
7 months
ପବିତ୍ର ମକର ସଂକ୍ରାନ୍ତି ଅବସରରେ ଘଟଗାଁ ର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଙ୍କ ଦିବ୍ୟ ସୁନା ବେଶ ଦର୍ଶନ 🙏🙏
Tweet media one
38
50
937
@odiajagat
ଓଡ଼ିଆ ଜଗତ
2 years
ମହାପ୍ରସାଦ 🥰🙏😍😍
Tweet media one
21
35
933
@odiajagat
ଓଡ଼ିଆ ଜଗତ
1 month
ସୁନାବେଶ ରେ କାଳିଆର ଅପୂର୍ବ ଶ୍ରୀମୁଖ ଦର୍ଶନ 🙏😍🥰 #ସୁନାବେଶ #Sunabesha #SunaBesa
Tweet media one
12
63
944
@odiajagat
ଓଡ଼ିଆ ଜଗତ
2 years
କାକଟପୁର ମା ମଙ୍ଗଳା'ଙ୍କ ଦର୍ଶନ...
Tweet media one
24
33
928
@odiajagat
ଓଡ଼ିଆ ଜଗତ
2 months
ଶ୍ରୀ ଅଲାରନାଥ ଦେବଙ୍କ ବଡ଼ସିଂହାର ବେଶ
Tweet media one
18
35
939
@odiajagat
ଓଡ଼ିଆ ଜଗତ
1 month
ରଥାରୂଢ କାଳିଆ ଠାକୁର ଅପୂର୍ବ ଶ୍ରୀମୁଖ ଦର୍ଶନ 🥰😍🙏
Tweet media one
15
39
930
@odiajagat
ଓଡ଼ିଆ ଜଗତ
2 years
Tweet media one
20
31
912
@odiajagat
ଓଡ଼ିଆ ଜଗତ
2 years
ଜୟ ଜଗନ୍ନାଥ 🥰🙏
16
46
911
@odiajagat
ଓଡ଼ିଆ ଜଗତ
2 years
Tweet media one
17
24
904
@odiajagat
ଓଡ଼ିଆ ଜଗତ
2 years
ତୁଳସୀ ପ୍ରିୟ ଶ୍ରୀ ଜଗନ୍ନାଥ। 🙏🙏
Tweet media one
15
34
906
@odiajagat
ଓଡ଼ିଆ ଜଗତ
1 month
କାକଟପୁର ମାଆ ମଙ୍ଗଳା ଙ୍କର ଦିବ୍ୟ ଦର୍ଶନ 😍🙏
Tweet media one
29
37
931
@odiajagat
ଓଡ଼ିଆ ଜଗତ
7 months
ଆଦି ଦେବ ନମସ୍ତୁଭ୍ଯଂ ପ୍ରସୀଦ ମମ ଭାସ୍କରଂ ଦିବାକର ନମସ୍ତୁଭ୍ଯଂ ପ୍ରଭାକର ନମୋସ୍ତୁତେ 🙏 ଜୟ ଜଗନ୍ନାଥ 🙏🥰😍
Tweet media one
14
56
920
@odiajagat
ଓଡ଼ିଆ ଜଗତ
1 year
କାକଟପୁର ମା ମଙ୍ଗଳା ଠାକୁରାଣୀ ଙ୍କ ଦର୍ଶନ 🙏
Tweet media one
37
26
914
@odiajagat
ଓଡ଼ିଆ ଜଗତ
22 days
କାଳିଆର ଦୁର୍ଲ୍ଲଭ ବଲ୍ଲଭ ବଡ଼ସିଂହାର ବେଶ 🥰🙏😍,
Tweet media one
8
33
930
@odiajagat
ଓଡ଼ିଆ ଜଗତ
2 years
କାକଟପୁର ମାଆ ମଙ୍ଗଳା ଙ୍କର ଦିବ୍ୟ ଦର୍ଶନ
Tweet media one
35
36
915
@odiajagat
ଓଡ଼ିଆ ଜଗତ
27 days
ଚନ୍ଦନ ଲାଗି ସମୟେ ଚିନ୍ତ ଚିନ୍ତାମଣି ଙ୍କୁ ଜୟ ଜଗନ୍ନାଥ 😍🙏🥰
Tweet media one
10
30
924
@odiajagat
ଓଡ଼ିଆ ଜଗତ
2 years
ଆଜି ପବିତ୍ର ମକର ସଂକ୍ରାନ୍ତି ରେ ପତିତପାବନ ଙ୍କର ସନ୍ଧ୍ୟା ଆଳତୀ ଦର୍ଶନ 🙏
22
32
913
@odiajagat
ଓଡ଼ିଆ ଜଗତ
1 year
ମା ଘଟଗାଁ ତାରିଣୀଙ୍କ ଆଜିର ବେଶ ଦର୍ଶନ 🌺🌺🚩🙏🏻
Tweet media one
37
33
911
@odiajagat
ଓଡ଼ିଆ ଜଗତ
2 months
ସ୍ନାନ ମଣ୍ଡପରେ ମନଲୋଭା ଅବକାଶ ବେଶରେ ଦର୍ଶନ ଦେଉଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ 😍🥰🙏 #ସ୍ନାନଯାତ୍ରା #ସ୍ନାନପୂର୍ଣ୍ଣିମା #SnanaJatra #SnanaYatra
Tweet media one
19
41
920
@odiajagat
ଓଡ଼ିଆ ଜଗତ
2 years
କାକଟପୁର ମାଆ ମଙ୍ଗଳା ଙ୍କର ଆଜିର ଦର୍ଶନ 🙏
Tweet media one
28
27
907
@odiajagat
ଓଡ଼ିଆ ଜଗତ
2 years
କାକଟପୁର ମା ମଙ୍ଗଳା'ଙ୍କ ଦର୍ଶନ..
Tweet media one
34
33
891
@odiajagat
ଓଡ଼ିଆ ଜଗତ
2 years
ଜୟ ମା ମଙ୍ଗଳା🌺🌺🌺🙏
Tweet media one
20
26
890
@odiajagat
ଓଡ଼ିଆ ଜଗତ
2 years
ଆଜି ବୁଧବାରରେ ମାଆ ତାରିଣୀଙ୍କର ଦିବ୍ୟ ଦର୍ଶନ 🙏🥰😍
Tweet media one
30
38
899
@odiajagat
ଓଡ଼ିଆ ଜଗତ
2 years
କାକଟପୁର ମା ମଙ୍ଗଳା'ଙ୍କ ଦର୍ଶନ..
Tweet media one
27
38
893
@odiajagat
ଓଡ଼ିଆ ଜଗତ
2 months
ଦେବସ୍ନାନ ପୂର୍ଣ୍ଣିମା ରେ କାକଟପୁର ମା ମଙ୍ଗଳା ଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ବେଶ
Tweet media one
24
43
913
@odiajagat
ଓଡ଼ିଆ ଜଗତ
2 months
ରାୟଗଡ଼ା ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଠାକୁରାଣୀଙ୍କ ଦର୍ଶନ 🙏
Tweet media one
15
29
914
@odiajagat
ଓଡ଼ିଆ ଜଗତ
23 days
ଉତ୍କଳର ଏକ ଛତ୍ରାଧିପତି ସମ୍ରାଟ
Tweet media one
8
38
917
@odiajagat
ଓଡ଼ିଆ ଜଗତ
1 year
ଆଜି ଶନିବାରରେ ମା ତାରିଣୀ 'ଙ୍କ ଦିବ୍ୟ ଦର୍ଶନ...
Tweet media one
29
31
896
@odiajagat
ଓଡ଼ିଆ ଜଗତ
3 months
ମର୍ତ୍ତ୍ୟ ବୈକୁଣ୍ଠ, ଶ୍ରୀମନ୍ଦିରର ଅପୂର୍ବ ଦର୍ଶନ 🙏❤️😍 ଜୟ ଜଗନ୍ନାଥ 🙏❤️😍 @usd0705
8
52
909
@odiajagat
ଓଡ଼ିଆ ଜଗତ
2 years
କୁମ୍ଭ ସଂକ୍ରାନ୍ତି ରେ ବାବା ଧବଳେଶ୍ଵର ଙ୍କୁ ଜଳ ଲାଗି ❤️🙏🙏ଜୟ ବାବା ଧବଳ ମଣୀ🙏🙏🙏
23
31
880
@odiajagat
ଓଡ଼ିଆ ଜଗତ
1 year
କାକଟପୁର ମା ମଙ୍ଗଳା ଠାକୁରାଣୀ ଙ୍କ ମୁଖ ମଣ୍ଡଳ ଦର୍ଶନ 🙏
Tweet media one
29
37
898
@odiajagat
ଓଡ଼ିଆ ଜଗତ
2 years
କାକଟପୁର ମା ମଙ୍ଗଳା'ଙ୍କ ଦର୍ଶନ... 🙏🙏
Tweet media one
32
26
883
@odiajagat
ଓଡ଼ିଆ ଜଗତ
2 years
ଜୟ ମା ମଙ୍ଗଳା🌺🌺🌺🙏
Tweet media one
16
23
880
@odiajagat
ଓଡ଼ିଆ ଜଗତ
1 month
ଅବକାଶ ବେଶରେ ରଥାରୂଢ କାଳିଆ ଠାକୁର 🙏❤️ ଜୟ ଜଗନ୍ନାଥ 🥰
Tweet media one
9
35
904
@odiajagat
ଓଡ଼ିଆ ଜଗତ
6 months
ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ । ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ଦିବ୍ୟ ଦୁର୍ଲ୍ଲଭ ଗଜଉଦ୍ଧାରଣ ବେଶରେ ଦର୍ଶନ ଦେଲେ କୋଟି ଓଡ଼ିଆର ମଉଡ଼ମଣୀ ଶ୍ରୀ ପତିତପାବନ ନାରାୟଣ ମହାପ୍ରଭୁ।
Tweet media one
16
54
886
@odiajagat
ଓଡ଼ିଆ ଜଗତ
2 years
କାକଟପୁର ମା ମଙ୍ଗଳା'ଙ୍କ ଦର୍ଶନ...
Tweet media one
19
33
888
@odiajagat
ଓଡ଼ିଆ ଜଗତ
2 years
ଆଜି ରବିବାର ରେ ମା ଘଟଗାଁ ତାରେଣୀଙ୍କ ବେଶ ଦର୍ଶନ 🌺🌺🚩🙏🏻
Tweet media one
30
24
885
@odiajagat
ଓଡ଼ିଆ ଜଗତ
23 days
ଆଜି ବାବା ଧବଳେଶ୍ଵର ମହାଦେବଙ୍କ ପ୍ରାତଃ ଦର୍ଶନ 🔱🙏
Tweet media one
28
30
895
@odiajagat
ଓଡ଼ିଆ ଜଗତ
1 month
ସକାଳୁ ସକାଳୁ ମା ତାରିଣୀ ଠାକୁରାଣୀଙ୍କ ସୁନା ବେଶରେ ଦର୍ଶନ 🙏
Tweet media one
32
24
897