#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳 Profile Banner
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳 Profile
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳

@bulbul_thedukhi

3,977
Followers
149
Following
1,052
Media
9,443
Statuses

ଭଗବାନ - ବାପାମା* ଭାଇ -ଜଗନ୍ନାଥ ଓ ସାଇନାଥ* ପ୍ରେମ -କୃଷ୍ଣ* #ବିରହୀ_ପ୍ରେମିକା #ମନରୁ_ଲେଖିକା #ପ୍ରେମଠୁ_ଦୂରରେ #ସପନ_ନାୟିକା #ଖାଣ୍ଟି_ଭଦ୍ରିକିଆଣି (ସମ୍ମାନ=ସମ୍ମାନ) ରାଧେରାଧେ 🙏🏻

ରାଧାକୃଷ୍ଣ ପ୍ରେମରେ ❤️
Joined November 2021
Don't wanna be here? Send us removal request.
Pinned Tweet
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
କବିତା ର ଶୀର୍ଷକ : ଦୁଃଖିଆତ୍ମା #ମୋଲେଖାମୋପରିଚୟ✍🏻 #ଦୁଃଖିଆତ୍ମା
Tweet media one
40
8
319
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
1 year
ଏଇଟା କଣ....? ଯିଏ କହିଦେବ ତାକୁ ଗୋଟେ ମିଳିବ... 😎 #ଆଜିରପ୍ରଶ୍ନ 😂
Tweet media one
87
2
219
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ସମୟ ଗଡୁଛି.... ବୟସ ବଢୁଛି..... ସମ୍ପର୍କ ଛିଡ଼ୁଛି.... ଆୟୁଷ କମୁଛି... ତଥାପି ମଣିଷ ବଂଚିଛି....... #ମନରକଥା
30
11
211
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ଏତେ ଭିଡ଼ ଭିତରେ ଏ ମନ ନିଜକୁ ଏକୁଟିଆ ଭାବୁଛି କେଜାଣି ତୁମେ ମୋ ପରିସ୍ଥିତି ସହ ମଧ୍ୟ ତୁମ ଭାବନା ଯୋଡି ହୋଇଯାଇଛି.... #ଏକୁଟିଆ #ଦଖିଆତ୍ମା
Tweet media one
20
1
196
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
9 months
ଏ ରୂପ ଠୁ ସୁନ୍ଦର ଆଉ କଣ ଅଛି ଥରେ ଦେଖିଦେଲେ ମନ ସହ ଆତ୍ମା ଯାଏ ଖୁସି ହୋଇଯାଉଛି..... 🙏🏻 ରାତିରେ ଶୋଇବା ପୂର୍ବରୁ ଥରେ ଦେଖିବାକୁ ଇଚ୍ଛା ହେବ.... #ଶୁଭରାତ୍ରି #ରାମଲାଲ
Tweet media one
10
12
193
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ମୋ ବିଶ୍ୱାସ ରେ ତୁ ଅଛୁ ରେ କାଳିଆ ନିଶ୍ୱାସ ଛାଡିବା ଯାଏଁ ତୁ ଥିବୁ... 🙏🏻 #ଶୁଭସକାଳ #ମୋ_ଜଗା
Tweet media one
15
11
192
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
କାଳିଆ ତୋ କଳା କଳା ମୁହଁ କୁ ଚାହିଁ ସବୁ ଦୁଃଖ ମୋର ଯିବି ମୁଁ ଭୁଲି.... #ଶୁଭସକାଳ #ମୋ_ଜଗା
Tweet media one
11
4
167
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
9 months
ଦେଖୁ ଦେଖୁ 2023 ବି ସରିଗଲା ତୁମଠୁ ଅଲଗା ହେବାର ଦିନ ସଂଖ୍ୟା ମଧ୍ୟ ବଢିଗଲା ତୁମକୁ ଦେଖିବାକୁ ବି ପାଇନି ଏ ଅଭିଶାପ ମୋତେ କିଏ ଦେଲା ! କେଉଁ କର୍ମର ଫଳ ନା ପୂର୍ବ ଜନ୍ମର ଲେଖା ଯାହା ଭୋଗିବାକୁ ମୋତେ ପଇଲା ଯାହା ହେଉ ତୁମେ ମୋ ବିନା ବଞ୍ଚିବା ଶିଖିଗଲ ମୋତେ ମଧ୍ୟ ଶିଖିବାକୁ ପଡିଲା ଏ ଦୂରତା ଜୀବନର ଗତି ବଦଳେଇଦେଲା !! #ପ୍ରେମ_ବିରହ
Tweet media one
21
4
165
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
କାଳିଆ ବୋଲି ତୋ ନାମ କିଏ ଦେଲା.... 🙏🏻 #ଶୁଭସକାଳ #ମୋ_ଜଗା
8
9
159
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ଗୋଟେ ତାରିଖ ଥିଲା 11.11.11 ଆଉ ଆଜି 11.11.22..... ସମୟ ବଦଳିଛି ତାରିଖ ବଦଳିଛି ବଦଳିଛି ପିଲା ଦିନ ସେତେବେଳେ ମୁଁ ସପ୍ତମ ପଢ଼ୁଥିଲି ଏବେ ପିଲା ଙ୍କୁ ପଢାଉଛି..... ସତରେ ସମୟ ବହୁତ ଆଗକୁ ଆସିଛି ଆଉ ମୋ ପିଲା ଦିନ ବହୁତ ପଛରେ ଛାଡିଆସିଛି ........ 😔 #ମନରକଥା
18
4
159
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
9 months
ମୁଁ ଅନିଦ୍ରା ଆଖି ତୁ ଫୁଲ ବିଛଣା ଛୁଁଟିଲା ପାଦ ମୁଁ ତୁ ଶେଷ ଠିକଣା #ଶୁଭସକାଳ #ମୋ_ଜଗା
Tweet media one
13
5
155
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ମୋର ଗୋଟେ ଭଲ ସାଙ୍ଗ ଦରକାର 💐 କାହା ପାଖରେ ସମୟ ଅଛି ମୋ ସହ ବନ୍ଧୁତା କରିବାପାଇଁ #bulbul #ବନ୍ଧୁ #ଗୋଟେଖୁସୀଆଉ
46
0
149
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ରଖିଲେ ହରି ମାରିବ କିଏ ମାରିଲେ ହରି ତରିବ କିଏ...? ଜୟ ଜଗନ୍ନାଥ 🙏🏻 #ଶୁଭସକାଳ #ମୋ_ଜାଗା
Tweet media one
10
3
148
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ଭାବର ଠାକୁର ତୁ ରେ କାଳିଆ ଭାବ ବିନୋଦିଆ ତୁ.... ତୁ ତ ଦେଖୁଚୁ ମୋ କଷ୍ଟର ଦିନ କହିବି ଆଉ କାହାକୁ ମୁଁ.... ଭରସାରେ ଅଛି ଆସିବୁ ତୁ କେବେ ଭିଡ଼ିନେବୁ ସାଥେ ମୋତେ.... ସଂସାର ର ମାୟା ତୁଟାଇ ଦେଇ ଚାଲିଯିବି ତୋର ସାଥେ... 🙏🏻 ଜଗାରେ ଆସିବୁ ନା...?? ⭕️❗️⭕️ 🔱 ଜୟ ଜଗନ୍ନାଥ 🙏🏻 #ଜୟଜଗନ୍ନାଥ #ଶୁଭସକାଳ
Tweet media one
16
6
152
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
1 year
ମୋ ଜଗା ସଜେଇ ହେଉଛି କାଲି ପାଈଁ ଦର୍ଶନ ଦେବ ପତିତ ଭକତ ପାଈଁ ଖୋଲି ତାର ଭୁଜ ଡାକୁଛି ଆସିବା ପାଈଁ ଆରେ ପତିତ ମିଶିଯିବୁ ମୋ ଦେହେ ପାପୀ ଜନ୍ମ ରୁ ତରିବା ପାଈଁ.....|| ଭାଇ ଭଉଣୀ ଙ୍କୁ ସାଙ୍ଗରେ ନେଇ କାଳିଆ ଆସୁଛି ରଥକୁ ବାହି ବାମନ ବେଶ ଦର୍ଶନ ଦେଇ ମଣିଷ ଜନମୁ ଉଦ୍ଧାରିବା ପାଈଁ....|| ଜୟ ଜଗନ୍ନାଥ 🙏🏻 #ମୋ_ଜଗା
Tweet media one
16
2
147
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
1 year
ଭକତ ବତ୍ସଳ ତୁ ରେ କାଳିଆ ଭକତ ଜୀବନ ତୁ ତୁ ଯଦି ସାଜିବୁ ଭକତ ବଇରୀ କାହାକୁ ଡାକିବି ମୁଁ.... 🙏🏻 ଜୟ ଜଗନ୍ନାଥ 🙏🏻 #ଶୁଭସକାଳ #ମୋ_ଜଗା
Tweet media one
10
4
147
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ଯେଉଁମାନେ ନିଜକୁ single ବୋଲି କହୁଛନ୍ତି ସେମାନେ D. M ରେ propuse କରୁଛନ୍ତି ସେମାନଙ୍କୁ ଓଡ଼ିଆ ରେ କଣ କହିବେ?... ଉତ୍ତର ଅପେକ୍ଷା ରେ 😂 #ଧେତ
46
1
143
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
9 months
ତୋ ବଡ଼ଦେଉଳ ମୋ ପାଇଁ ମନାରେ କାଳିଆ ସୁନା ତୋ ଦେଖିବା ମୋ ପାଇଁ ସ୍ୱପ୍ନ ତୋତେ ଡାକି ଡାକି ଦିନ ମୋର ଯାଉ ଏତିକି ଭାଗ୍ୟ ମୋ ଥାଉ ରେ କାଳିଆ ସୁନା... 🙏🏻 #ଶୁଭସକାଳ #ମୋ_ଜଗା
Tweet media one
11
11
141
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ଆୟୁଷ ଛିଡ଼ୁଛି ବୟସ ବଢୁଛି ଜୀବନ ଜୁଝୁଛି ଯନ୍ତ୍ରଣା ଚାହିଁଛି ଏ ସବୁ ଭିତରେ ମୁଁ ତୁମକୁ ଖୋଜୁଛି ହେ ଶ୍ୟାମ କୋଳେଇନିଅ ନା ମୋ ଜନ୍ମଦିନର ଉପହାରେ ଆଉ କିଛି ଲୋଡ଼ା ହେବନି ଜୀବନରେ... 🙏🏻 #ଶୁଭରାତ୍ରି #ଶ୍ୟାମଘନ
Tweet media one
10
2
141
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ତୁମ ରୂପ ସମ କିଏ ହେବ ସରି ତୁମେ ଆଦି ତୁମେ ଅନ୍ତ ତୁମେ ହିଁ ମୁରାରୀ... #ଶୁଭରାତ୍ରି #ରାଧେଶ୍ୟାମ
Tweet media one
10
4
136
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ଦୂରରୁ ତୁମ ମୁହଁ ଦେଖିଦେଲେ ଲାଗେ ସତେ ଯେପରି ତୁମେ ମୋତେ ହିଁ ଦେଖୁଛ ଆଉ କହୁଚ ଆସ ଆସ.... ଜୟ ଜଗନ୍ନାଥ 🙏🏻 #ଶୁଭସକାଳ #ମୋ_ଜଗା
Tweet media one
11
9
138
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
କାଳିଆ ରେ ତୋ ମୁହଁ ମୋ ବଞ୍ଚିବାର କାରଣ.. 🙏🏻 #ଶୁଭସକାଳ #ମୋ_ଜଗା
Tweet media one
13
3
134
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
1 year
ଜୀବନର ଅଙ୍କାବଙ୍କା ସମୟରେ ନିଜ ଲୋକଙ୍କ ସାଥ ହରେଇବା ପରେ କେବେଳ ଜଣଙ୍କ ଉପରେ ହିଁ ଭରଷା ଅଛି ସେ ହେଉଛୁ ତୁ..... ତୁ କେବେ ବି ତୋ ଉପରେ ଥିବା ଭରଷା କୁ ଭାଙ୍ଗିଦେବାକୁ ଦେବୁନି....... 🙏🏻 #ଶୁଭସକାଳ #ମୋ_ଜଗା
Tweet media one
16
6
135
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ଜଗା କାଳିଆ ପାଦେ ଗଲି ଶରଣ... 🙏🏻 #ଶୁଭସକାଳ #ମୋ_ଜଗା
Tweet media one
8
1
130
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ ପ୍ରଭୁ ଜଗନ୍ନାଥ 🙏🏻.. #ଶୁଭସକାଳ #ମୋ_ଜଗା
Tweet media one
7
3
129
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ତୋ ଠୁ ଦୂରେଇଆସିବାର କଷ୍ଟ ତୁ କଣ ବୁଝିପାରିବୁ..... ଅବୁଝା ଏ ମନର ଅବସ୍ଥା କଣ ସୁଧାରି ପାରିବୁ... ତୋତେ ଦେଖିବାର ଆଶାରସିନ୍ଧୁକ କଣ ତୁ ଖୋଲି ପାରିବୁ.... କାଳିଆ ରେ ତୋତେ ପୁଣି ଥରେ ଦେଖିବାକୁ କଣ ତୁ ପୁରୀ ଡାକିପାରିବୁ..... #ମୋଜଗା #ଜୟଜଗନ୍ନାଥ
Tweet media one
14
8
133
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ମନ୍ଦିର ଯିବା, ଦୀପ ଜାଳିବା, ପ୍ରଣାମ କରିବା..... ଏସବୁର ଫୋଟୋ ଉଠାଇକି ଦେଖାଇହେବ || ଏହା କେତେଦୂର ଗ୍ରହଣୀୟ.....? ଏଇଟା ନ କଲେ କଣ ଶିବରାତ୍ରି ହେବନି ନା ଉପବାସ ପୂରଣ ହେବନି..... 🙏🏻 (ଖରାପ ଲାଗିଲେ ଦୁଃଖିତ ) #ମୋମତ #ଭୋଲେବାବା
37
8
135
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
8 months
ଜଗାରେ ତୋ ଦୟାରେ ମୁଁ ଚଳେ.... 🙏🏻 #ଶୁଭସକାଳ #ମୋ_ଜଗା
9
2
127
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ଜୟ ଜଗନ୍ନାଥ 🙏🏻🙏🏻.... #ଶୁଭସକାଳ #ମୋ_ଜଗା
Tweet media one
8
3
132
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ଯଦି ବାଛିବାକୁ ପଡେ ତେବେ ଆପଣ କଣ ବାଛିବେ ନିଜ ପାଈଁ.... ମୋର ଟଙ୍କା 🙈 ଆଉ ଆପଣ ଙ୍କର?
Tweet media one
54
1
123
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
9 months
ସକାଳୁ ତୁମ ନାମ ଧରିନେଲେ ଲାଗେ ସତେ ମୋର ଶୁଭସକାଳ ହେଲା.... 🙏🏻 #ଶୁଭସକାଳ #ମୋ_ଜଗା
14
5
120
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
କାହା ଆଖି କଜଳ ନେଇ ହେଲୁ ତୁ କାଳିଆ କାହା ଓଠ ନାଲି ନେଇ ହେଲୁ ଭାବବିନୋଦିଆ #ଶୁଭସକାଳ #ମୋ_ଜାଗା
Tweet media one
13
5
126
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ମଣିମା ଶୁଣିମା ହେଉ ଗରିବ ଡାକ... 🙏🏻 #ଶୁଭସକାଳ #ମୋ_ଜାଗା
Tweet media one
10
8
125
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
କାହାର କଳଙ୍କ ନେଇ ହେଲୁ ତୁ କାଳିଆ ଜଗତର ବୋଝ ବୋହି ହେଲୁ ନୀଳାଚଳିଆ... #ସୁପ���ରଭାତ #ଜଗନ୍ନାଥ
Tweet media one
18
8
127
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ମଣିଷ ଯାହା ଚାହେଁ ସବୁ ପାଏନା , ଆଉ ପାଇଥିବା ଜିନିଷ କୁ ହରାଇବାକୁ ବି ଚାହେଁନା ..... ଆଉ ଆତି ନିଜର କହୁଥିବା ଜିନିଷ ଟା ଯଦି ହଜିଯାଏ ବହୁତ କଷ୍ଟ ହୁଏ.... ଆଉ ସେ କଷ୍ଟ କାହାକୁ କହିହୁଏନା.... 😔 #ମନରକଥା
23
1
123
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
1 year
ଚକାଆଖି ମେଲି ଦେଖୁଚି କାଳିଆ ତା ଭକତ ପ୍ରେମ କେତେ... କିଏ ସେ ଡାକୁଛି ଅନ୍ତର ରୁ ତାକୁ କିଏ ସେ ଦେଖେଇ ହୁଏ..... ସବୁ ଜାଣେ ସେ କାହା ପ୍ରେମ କେତେ ତଥାପି ଚୁପ ସେ ଥାଏ... ସମୟ ଆସିଲେ ଜଣେଇ ଦିଏ ସେ କିଏ ତାହାର କିଏ ନୁହେଁ.... 🙏🏻 ଜୟ ଜଗନ୍ନାଥ 🙏🏻 ଜାଗା ଦର୍ଶନ ରୁ ଦିନ ଆରମ୍ଭ ହେଉ 🙏🏻 ମାତା ମା ମଠ (ପୁରୀ) #ଜୟଜଗନ୍ନାଥ #ଶୁଭସକାଳ
Tweet media one
12
4
130
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ତୋ ଭାବରେ ଜଗତ ବନ୍ଧା ତୋତେ ପାଇବାକୁ ଏ ଜୀବନ ଅଧା... #ଜଗନ୍ନାଥ #ଶୁଭସକାଳ
Tweet media one
14
5
126
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ମୋ ପରି ଆଉ କିଏ #ଭଙ୍ଗାହୃଦୟ ଅଛ....? ଜଣେଇବ ମିତ୍ର ବସିବା.... #ଦୁଃଖି��ତ୍ମା
46
1
128
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ବହୁତ କମ ଦିନ ରେ ବହୁତ ଜଣଙ୍କ ସ୍ନେହ ଶ୍ରଦ୍ଧା ଆଉ ଭଲପାଇବା ଦେଇଛନ୍ତି ସେମାନଙ୍କୁ ହୃଦୟ ରୁ ଧନ୍ୟବାଦ 🙏... ଏମିତି ସମର୍ଥନ ଜାରିରହୁ... ଜୟ ଜଗନ୍ନାଥ 🙏 ଓଁ ସାଇନାଥ 🙏 #1kfollowers #ThankYou
Tweet media one
25
2
126
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ଜହ୍ନ ର ଆୟୁଷ ରାତି କୁ ଜଣା ନିଦ ର ଆୟୁଷ ଶେଜ ତୁମେ ଜଣା ମୋ ଜୀବନ ଆୟୁଷ କେତେ ପୁର୍ଣ୍ୟ କେତେ ପାପ 🙏🏻 × × × × × × × ଜୀବନ ସଳିତା ସରି ସରି ଯାଏ ଲିଭିବା ରହିଲା ବାକି କି ଦୁଃଖ କହି��ି ତୁମକୁ ପ୍ରଭୁ ହେ କେତେ ଆଉ ଲେଖା ଅଛି 🙏🏻 × × × × × × × ଆଉ ଲୋଭ ନାହିଁ ମାୟା ସଂସାରେ ସ୍ୱର୍ଗ ଦ୍ଵାରେ ଦେଖା ଦିଅ #ଜଗନ୍ନାଥ
Tweet media one
16
4
125
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ତୋ ଶିରିମନ୍ଦିର ମୋ ପାଇଁ ସପନ ତୋ ଅଭଡ଼ା ସାଜିଛି ଭାଗ୍ୟ ରେ ଚକାଆଖି 🙏🏻 #ଶୁଭସକାଳ #ମୋ_ଜଗା
Tweet media one
6
1
122
@bulbul_thedukhi
#ଦୁଃଖ���ଆତ୍ମା(दुखीआत्मा )✍🏻𝕏🇮🇳
9 months
ଜୟ ଜଗନ୍ନାଥ 🙏🏻🙏🏻 #ଶୁଭସକାଳ #ମୋ_ଜଗା
9
4
123
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
9 months
ଜୟ ଜଗନ୍ନାଥ 🙏🏻🙏🏻 #ଶୁଭସକାଳ #ମୋ_ଜଗା
8
5
119
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
7 months
ଜାଣିପାରୁନି ତୁ ମୋ ସହ ଖେଳୁଛୁ ନା ମୋତେ ହରେଇବାକୁ ଚାହୁଁଚୁ ସବୁ ପ୍ରତିକୂଳ ପରିସ୍ଥିତିର ମୋଡରେ ମୋତେ ଆଣି ଠିଆ କରେଇଦେଉଛୁ... ଜୟ ଜଗନ୍ନାଥ 🙏🏻🙏🏻 #ଶୁଭସକାଳ #କପଟିଆ
9
5
123
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ତୋ ମୁହଁ ଦେଖି ଯାଇଛି ଶୁଖି ଲୁହ ନଈ ଆଖିରୁ ମୋର...... 🙏🏻 #ଶୁଭସକାଳ #ମୋ_ଜଗା
Tweet media one
8
6
120
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
1 year
ଗୁପଚୁପ... ସବୁଠୁ ଅଧିକ ପୁଅ ମାନେ ଖାଆନ୍ତି ଖଟା ପାଣି ମାଗି ମାଗି ଖାଆନ୍ତି ଖାଲିଟାରେ ଝିଅ ମାନେ ବଦନାମ... ଧର୍ମ ସହିବନି ରେ ଗୁପଚୁପ ଖାଉଥିବା ପୁଅମାନେ 😂 #ଗୁପଚୁପ
Tweet media one
29
4
120
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ଫେରିଯିବାର ବାଟ ତୁମ ଠୁ ନାହିଁ କିନ୍ତୁ ଆଦରି ନେଲେ ତୁମର ହୋଇଯିବି.. #ଶୁଭରାତ୍ରି #ମୋ_କାହ୍ନା
Tweet media one
9
2
119
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ସମୁଦ୍ର କୂଳେ ନିଜ ଲୋକ ଙ୍କ ସହ କିଛି କ୍ଷଣ ଯାହା ଜୀବନ ସାରା ସ୍ମୃତି ହୋଇରହିଯିବ.... 💕 ଆଉ ଏ ସମୟ ନ ଆସିପାରେ କିନ୍ତୁ ହଁ ଯେବେ ବି ଏ ଫୋଟୋ ଦେଖିବି ନିଶ୍ଚିତ ମନେ ପଡିବ....💞 ଜୟ ଜଗନ୍ନାଥ 🙏🏻🙏🏻 #ସମୁଦ୍ରକୂଳେ
Tweet media one
15
1
124
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ତୋତେ ଦେଖିବାକୁ ମୋ ମନ ସବୁବେଳେ ବ୍ୟାକୁଳ ଜାଣିନି କି ସମ୍ପର୍କ ତୋର ମୋର. ଦିନେ ତୋତେ ନ ଭାବିଲେ ମୋର ଦିନ ଆରମ୍ଭ ହୁଏନି 🙏ତୋ ପାଖେ ମୋ ପାପ ପୁର୍ଣ୍ୟ ର ଚିଠା ଅଛି ହିସାବ କରିବୁ ଯଦି ଟିକେ ପାପ ର ତାଲିକା ଅଧିକ ଥାଏ ତାହେଲେ ତୋ ପାଖକୁ ନେଇଯିବୁ ରେ କାଳିଆ. ଏ ପାପି ସଂସାରେ ମୁଁ ପାପାତ୍ମା ଆଉ ଇଚ୍ଛା ନାହିଁ ରହିବାକୁ. #ଜୟଜଗନ୍ନାଥ 🙏
Tweet media one
13
5
117
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ତୁମ ଶ୍ରୀ ମନ୍ଦିର ଯାଇ ମୁଁ ପାରୁନି ଏଇଠି କରୁଛି ମିନତି | #ଶୁଭସକାଳ #ମୋ_ଜଗା
Tweet media one
10
5
116
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ଚାଲ ସଖି ଆମ୍ଭେ ଦର୍ଶନ କରିବା ନୀଳାଚଳ କାଳିଆକୁ କେଉଁ ସୁରପତି ରୂପ କରିଅଛି ଗିରିବର ଚୂଳିଆକୁ ସେ ଯେ ଆରତତ୍ରାଣ.... 🙏🏻 #ଶୁଭସକାଳ #ଜଗନ୍ନାଥ 🙏🏻
Tweet media one
16
3
117
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
9 months
ଝୁଣ୍ଟିଲା ପାଦ ମୁଁ... ତୁ ଶେଷ ଠିକଣା... 🙏🏻 #ଶୁଭସକାଳ #ମୋ_ଜଗା
8
7
119
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ଭାବ ଭକ୍ତିରେ ଡାକିଲେ ତୋତେ କିଏ ରତ୍ନସିଂହାସନ ରେ ଅଟକେଇ ପାରିବ ଧାଇଁ ଯାଉ ଭକ୍ତ ପାଶେ ପାଇବାକୁ ଟିକେ ପ୍ରେମ ସେଥିପାଇଁ ତ ତୁ ମନୁଆ ଠାକୁର ମନ ମାନିଥିଲେ ପର କୁ ବି ନିଜର କରିନେଉ..... #ଜୟ_ଜଗନ୍ନାଥ 🙏🏻 #ସୁପ୍ରଭାତ
Tweet media one
11
7
116
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
8 months
ସେ ଗୌଡ଼ ପୁଅ.... 🙏🏻 #ଶୁଭସକାଳ #ମୋ_ଜଗା
7
6
120
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
8 months
ଜଗାରେ କେତେ ଆଉ କଷ୍ଟ ଦେବୁ କେତେ ଆଉ କାନ୍ଦିବି ତୋତେ କଣ ଭଲ ଲାଗୁଚି ମୋ ଆଖିଲୁହ? କାହିଁ ମୋତେ ଏତେ କଷ୍ଟ ଦେଉଛୁ.... #ଶୁଭସକାଳ #ମୋ_ଜଗା
4
13
117
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
କୋଳେଇ ନିଅ ମାଧବ ଦୁନିଆଁ ମିଛ ମିଛ ଲାଗୁଛି... #ଶୁଭରାତ୍ରି #ରାଧେଶ୍ୟାମ
Tweet media one
14
2
114
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ତୁମକୁ ଜାଣିଲା ପରେ ଆଉ କିଛି ଜାଣିବାକୁ ଚାହେଁନି ଜୟ ଜଗନ୍ନାଥ 🙏🏻 #ଶୁଭସକାଳ #ମୋ_ଜଗା
Tweet media one
11
2
114
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
9 months
ହେ ମହାବାହୁ... 🙏🏻🙏🏻 #ଶୁଭସକାଳ #ମୋ_ଜଗା
11
6
115
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
କି ସୁନ୍ଦର ତୋର ରୂପକାନ୍ତି ଦେଖୁ ଦେଖୁ ଆଖି ଯାଏ ଲାଖି.... କିଏ ସେ ଗଢିଲା କଳା ରୂପ ଦେଲା ତଥାପି ମୋହୁଛୁ ଜଗତ ବାସି... ରେ କାଳିଆ ମୋ ଚକାଡୋଳିଆ ତୋ ପାଖେ ମନ ଯାଇଛି ଲାଖି ଯେବେ ଠୁ ଦେଖିଚି ତୋତେ ମନ କୁ ଆସୁନି ଆଉ କାହା ଛବି.... କେବେ ଡୋରି ଲଗାଇ ନେବୁ ସବୁ ଦିନ ତୋ ପାଦପାଙ୍କଜ ରେ ସ୍ଥାନ ଦେବୁ 🙏🏻 #ଜୟଜଗନ୍ନାଥ 🙏🏻
Tweet media one
15
8
113
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
7 months
ତୁମକୁ ଦେଖିଲା ପରେ ଏ ଆଖି ଆଉ କିଛି ଦେଖିବାକୁ ସାହସ କରିପାରୁନି....!!!! ଜୟ ଜଗନ୍ନାଥ 🙏🏻🙏🏻 #ଶୁଭସକାଳ #ମୋ_ଜଗା
7
8
117
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ଜଗାର ସହରେ ଆମେ ଦୁଇ ବନ୍ଧୁ ନିମନ୍ତ୍ରିତ ଅତିଥି ଖୁସିର ସୀମା କୂଳଲଙ୍ଘି ବାଇସି ପାହାଚେ ଦେଇ ଜଗା ପାଖେ ମଥାପାତି ମଙ୍ଗଳ ମନାସି ଫେରିଆସିଲା.... ଜୟ ଜଗନ୍ନାଥ 🙏🏻🙏🏻🙏🏻 #ଜଗାର_ସହର
Tweet media one
16
2
117
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ତୋ ଦର୍ଶନେ ଆହାଃ କି ଶାନ୍ତି...🙏🏻 #ଶୁଭସକାଳ #ମୋ_ଜାଗା
Tweet media one
19
4
111
@bulbul_thedukhi
#ଦୁଃଖିଆତ୍ମା(द���खीआत्मा )✍🏻𝕏🇮🇳
2 years
ବାବା ତୁମେ ଜାଣିଛ ନା ଏ ମିଛ ସଂସାର ରେ ମୁଁ କେମିତି ଅଛି 🙏🏻 କେବେ ଇଚ୍ଛା ହଉନି ମୋତେ ତୁମ ପାଖକୁ ନେଇ ଯିବାକୁ... ମୋ ଆଖିର ଲୁହ ପୋଛିଦେବାକୁ... ମୋ କଷ୍ଟ ପରିସମାପ୍ତି କରିଦେବାକୁ.... 😔ଏତେ ବି ନିର୍ଦୟ ହୁଅନି ବାବା କି ମୋ ବିଶ୍ୱାସ ତୁମ ଉପରୁ ଉଠିଯିବ 🙏🏻 ଜୟ ସାଇନାଥ #ସାଇରାମ #ମନରକଥା
Tweet media one
15
1
112
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ତୋ ଶିରିମନ୍ଦିର ମୋ ପାଇଁ ସ୍ୱର୍ଗ.... ତୋ ମହାପ୍ରସାଦ ମୋ ପାଇଁ ଭାଗ୍ୟ.... 🙏🏻🙏🏻🙏🏻🙏🏻 #ଶୁଭସକାଳ #ମୋ_ଜଗା
Tweet media one
10
4
115
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ଅନେକ ଦିନର ଯଦି ହୁଏ ପୂରଣ ତୁମ କୃପା ନୁହଁ ସେ ଆଉ କଣ ଜୟ ଜଗନ୍ନାଥ 🙏🏻 #ଶୁଭସକାଳ #ମୋ_ଜଗା
Tweet media one
14
5
110
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
କବିତାର ଶୀର୍ଷକ -:ମୁଁ କାହିଁକି କାନ୍ଦେ
Tweet media one
14
5
111
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ଆସିଥିଲି କାଳିଆ ତୋ ଦରଶନ ପାଇଁ ରେ ତୋତେ ଛାଡି ଯିବାକୁ ମୋ ମନ ବଳୁନାହିଁ ରେ... #ଶୁଭସକାଳ #ମୋ_ଜାଗା
Tweet media one
11
8
106
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ଏ ଜୀବନ ଏକା ରୁ ଆରମ୍ଭ ହୋଇ ଥିଲା.କିଛି ଦିନ ତୁମ ସାଥ ମିଳିଲା.. ଆଉ ଏବେ ପୁଣି ଏକା. ତାହେଲେ କାହିଁକି କାହାର ସାଥ ଖୋଜିବି ,ଏଠି ସମସ୍ତେ ନିଜ ନିଜ ସ୍ୱାର୍ଥ ରେ ବ୍ୟସ୍ତ.କିଛି କ୍ଷଣ ପାଈଁ ସାଥ ମୋର କଣ ହେବ ସାରା ଜୀବନ ତ ମୋତେ ଏକା ବଞ୍ଚିବାକୁ ହେବ.ଧନ୍ୟବାଦ ସ୍ଵାର୍ଥୀ ମଣିଷ କିଛି ଦିନ ରେ ମୋତେ ବହୁତ କିଛି ଶିଖେଇଦେଲ. #ଦୁଃଖିଆତ୍ମା
Tweet media one
13
6
112
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ତୁମ ଶ୍ରୀମନ୍ଦିର ଯାଇ ମୁଁ ପାରୁନି ଏଇଠି କରୁଛି ମିନତି ରେ ମନୁଆ ଠାକୁର ଡାକିନିଅ ଥରେ ଜୀବନ ହୁଅନ୍ତା ମୁକତି... ଜୟ ଜଗନ୍ନାଥ 🙏🏻 #ଶୁଭସକାଳ #ଶ୍ରୀମନ୍ଦିର
Tweet media one
17
5
110
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ତୁ ଅଛୁ ବୋଲି ମୁଁ ରେ କାଳିଆ ମୁଁ ଅଛି ବୋଲି ତୁ ମୁଁ ନଥିଲେ କେ ଠାକୁର କୁହନ୍ତା ତୁ ନଥିଲେ କେ ଭକତ ବୋଲନ୍ତା... 🙏🏻 #ଶୁଭସକାଳ #ମୋ_ଜଗା
Tweet media one
6
7
109
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
8 months
ଜୟ ଜଗନ୍ନାଥ 🙏🏻🙏🏻 #ଶୁଭସକାଳ #ମୋ_ଜଗା
9
11
105
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
1 year
ମୋ ସାନ ଭାଇ ପାଈଁ ରଜ ଉପହାର ❤️ କେମିତି ଲାଗୁଛି....? #newph #gift
Tweet media one
22
0
105
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
9 months
ଝୁଣ୍ଟିଲା ପାଦ ମୁଁ ତୁ ଶେଷ ଠିକଣା... 🙏🏻 #ଶୁଭସକାଳ #ମୋ_ଜଗା
3
4
109
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ପଢୁଆଁ ହୋଇବ କାଳିଆ ମୋ ଆଜି ନୂଆ ପୋଷାକ ପିନ୍ଧି ଖାଇବ ଏଣ୍ଡୁରି ଭାଇ ଭଉଣୀ ସାଥେ ପ୍ରଥମାଅଷ୍ଟମୀ ଆଜି.... 🙏🏻 #ଶୁଭସକାଳ #ମୋ_ଜଗା
Tweet media one
7
3
106
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ମୁହଁ ରେ କହୁଥିବା ଲୋକ କେବେ ଶତ୍ରୁ ନୁହେଁ! ପଛରେ ଗପୁଥିବା ଲୋକ କେବେ ମିତ୍ର ନୁହେଁ! #ମାଗଣାଜ୍ଞାନ #ଦୁଃଖିଆତ୍ମା
13
3
109
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବନା.... #ଶୁଭସକାଳ #ଜୟଜଗନ୍ନାଥ
Tweet media one
6
2
107
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ତୁମ ପରି ଆଉ କିଏ ହେବ ହେ ମହାବାହୁ କୋଳେଇନେବ ମୋତେ ମୁଁ ତ ପତିତ ପାପ ପଙ୍କେ ପଡି ଡାକୁଛି ରଖ ଶ୍ରୀମୁଖ..... 🙏🏻 #ଶୁଭସକାଳ #ଜଗନ୍ନାଥ 🙏🏻
Tweet media one
6
3
104
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
1 year
ହାତ ଗୋଡ଼ ନାହିଁ ବୋଲି କହନ୍ତି ଜଗତେ ହେଲେ ତୁ ତ ପୂର୍ଣ୍ଣ ରୂପ ତୁ ତ ଗଢିଛୁ ଏ ସାରା ସଂସାର ତୁ ଆଦି ତୁ ଅନ୍ତ.... 🙏🏻 ଜୟ ଜଗନ୍ନାଥ 🙏🏻 #ଶୁଭସକାଳ #ମୋ_ଜଗା
Tweet media one
10
7
108
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ତୁମ ମୋ ଭିତରେ ବାସ ଏତିକି ଫରକ ଥିଲା ତୁମେ ବାହାନା ଖୋଜୁଥିଲ ମୋଠୁ ଦୂରଇବାକୁ... ଆଉ ମୁଁ ବାହାନା ଖୋଜୁଥିଲି ତୁମ ସହ କଥା ହେବାକୁ..... 😒 #ଫରକ #ଦୁଃଖିଆତ୍ମା
10
3
106
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
1 year
ଜୀବନ ଯିଏ ଦେଇଛନ୍ତି ତାଙ୍କ ପାଈଁ କଣ ଜୀବନର କିଛି ମୁହୂର୍ତ୍ତ ଦେଇପାରିବାନି.... ବଞ୍ଚିବା ପାଈଁ ସେ ସବୁ ଦେଇଛନ୍ତି, ତାଙ୍କୁ କଣ ବଞ୍ଚିବାର ମାଧ୍ୟମ ବାନେଇପାରିବାନି.... ଟିକେ ସମୟ ଭଗବାନ ଙ୍କ ପାଈଁ କୁହ ରାଧେ ରାଧେ 🙏🏻 ଜୟ ଜୟ ଶ୍ରୀ ରାଧେଶ୍ୟାମ 🙏🏻 #ଶୁଭରାତ୍ରି #ରାଧେରାଧେ
Tweet media one
10
2
103
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ଦିଖିବା ମାତ୍ରେ ଲେଖନ୍ତୁ ଜୟ ଜୟ ଶ୍ରୀରାଧେଶ୍ୟାମ 🙏🏻 #ଶୁଭରାତ୍ରି #ରାଧେରାଧେ
Tweet media one
16
2
99
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ଜୀବନର ସବୁ କଷ୍ଟ ଭୁଲିଯାଏ ତୁମ ମୁହଁ ଦେଖିଦେଲେ ଆଉ ତୁମ ହସରେ ତ ମୋ ସବୁ ଖୁସି ଲେଖା #ମୋ_କାହ୍ନା #ଶୁଭରାତ୍ରି
Tweet media one
8
6
104
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ସଦୟ ହୁଅ ହେ ମନୁଆ ଠାକୁର ଦିନ ମୋର ଯାଉ ସରି ଅଳ୍ପ ଆୟୁଷ ବେଗି ସରିଯାଉ ଆତ୍ମା ହେଉ ଭବୁ ପାରି... 🙏🏻 ଜୟ ଜଗନ୍ନାଥ 🙏🏻 #ଶୁଭସକାଳ #ମୋ_ଜଗା
Tweet media one
20
6
105
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ସନ୍ଧ୍ୟା ର ଖୁସି 😂🤣 #କିଏଖାଇବଆସ
Tweet media one
15
2
95
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
1 year
ନିରବ ରାତିର କୋଳେ କେବେ କେବେ ଶୋଇଯିବାକୁ ଇଚ୍ଛା ହୁଏ.....! ହେଲେ ମୋ ନୀରବତା ମୋତେ କଉ ଶୋଇବାକୁ ଦିଏ.... ସାଉଁଟି ଆଣି ଭରିଦିଏ ମୋ ଆଞ୍ଜୁଳି ଲୁହ ରେ ଏକ୍କା ଏକ୍କା ଆଉ କେତେ କାନ୍ଦିବି ଭାବି ନିରବ ହୋଇଯାଏ.....! ମୋ ରାତି ଏମିତି ଆସେ...... 😔 #ଦୁଃଖିଆତ୍ମା
Tweet media one
21
8
106
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
9 months
ଜୟ ଜୟ ଜଗନ୍ନାଥ 🙏🏻🙏🏻 #ଶୁଭସକାଳ #ମୋ_ଜଗା
10
10
100
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ମୋ ମନରେ ଗୋଟେ ପ୍ରଶ୍ନ :- ସେ ଝିଅ କିଏ ମୁଁ ଜାଣିନି ଯାହାକୁ ନେଇ ଏତେ କଥା,ସେ ଗୋମାଂସ ଖାଇଥିବାରୁ ସେ ମନ୍ଦିର ଯିବାକୁ ନେଇ ବିବାଦ! ତେବେ ବନ୍ଧୁଗଣ ଯେଉଁମାନେ ଛେଳିମାଂସ, କୁକୁଡ଼ା ମାଂସ ଓ ଅନ୍ୟାନ୍ୟ ମାଂସ ଓ ମାଛ ଖାଉଛନ୍ତି ସେମାନେ କିପରି ଶ୍ରୀମନ୍ଦିର ରେ ପ୍ରବେଶ କରୁଛନ୍ତି? ସନ୍ଧେହ ଦୂର କରିବେ ଜ୍ଞାନୀଜନ 🙏🏻 #ମନରପ୍ରଶ୍ନ
34
3
103
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
9 months
କାଳିଆ ରେ ସବୁ ତୋତେ ଜଣା... 🙏🏻 ଜୟ ଜଗନ୍ନାଥ 🙏🏻 #ଶୁଭସକାଳ #ମୋ_ଜଗା
8
4
104
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ରାତିର ଅନ୍ଧାର ଦୂରେଇ ଯିବ ଅପେକ୍ଷା କଲେ ଟିକେ ସକାଳ ଆସିବ ନିଶ୍ଚେ ବିଶ୍ୱାସ ଥିଲେ ଶ୍ରୀ ପାଦେ... 🙏🏻 #ଶୁଭରାତ୍ରି #ରାଧେଶ୍ୟାମ
Tweet media one
8
4
106
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ସମ୍ପର୍କ ରଖିବା ପାଈଁ ସମୟ ଦେବାକୁ ହୁଏ.... 👍 ଯେଉଁମାନେ busy ରହୁନ ତୁମେ ମାନେ ମୁହଁ ଟିକେ ଆଇନା ରେ ରେ ଦେଖିବ ଆଗକୁ ତୁମକୁ ସାଥି ମିଳିବ ତ??? (ଜନ ହିତରେ ଜାରି ) #ମାଗଣାଜ୍ଞାନ #ଦୁଃଖିଆତ୍ମା
12
1
104
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
9 months
ଡ଼ାକିନେ ରେ ଜଗା ତୋ ଦର୍ଶନେ.... 🙏🏻 #ଶୁଭସକାଳ #ରାଧେରାଧେ
8
3
102
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
7 months
ମୋ ଖୁସିର କାରଣ ତୁ ପଛେ ନ ହ ମୋ ଲୁହର କାରଣ ତୁ ନ ହ ରେ କାଳିଆ ତୋ ପାଇଁ ଭକ୍ତିରେ ଲୁହ ଝରୁ ଏ ଆଖିରୁ କିନ୍ତୁ କଷ୍ଟରେ ନ ଝରୁ ରେ କାଳିଆ... 🙏🏻 #ଶୁଭସକାଳ #ମୋ_ଜଗା
4
3
103
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
11 months
ଜୀବନର ପ୍ରତିଟି ପାହାଚ ବିପଦପୂର୍ଣ୍ଣ ସେ ପାହାଚରେ ତୁମର ଆଶିଷ ଦରକାର କଷ୍ଟ ତ ରହିବ ସେ କଷ୍ଟରେ ତୁମର ସାଥ ରହିଲେ ମୋର ଵା ଆଉ କାହାକୁ ଡର ଜୟ ଜଗନ୍ନାଥ 🙏🏻 #ଶୁଭସକାଳ #ମୋ_ଜଗା
Tweet media one
8
5
99
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
ମୋତେ ଯଉଁମାନେ msg କରନି, କେବେ ବି କରିବନି.......❌️ ଯଦି 14 ରେ ଆସିକି wish ଟିଏ କର ତାହେଲେ ସିଧା ମଙ୍ଗଳଗ୍ରହ କୁ ଖୋପଡ଼ିଦେବି 😏😠 (ହାଲକାରେ ନେବନି ମୁଁ ଭଦ୍ରିକିଆଣି )😠 #ଭଦ୍ରିକିଆଣି #ଦୁଃଖିଆତ୍ମା
19
2
107
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
1 year
ଯାହାକୁ ପ୍ରେମ କରୁଥିଲେ ତା ସହ ବନ୍ଧୁତା କଣ ସମ୍ଭବ...? #ମତାମତ
45
0
100
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
2 years
D. M ରେ ଏମିତି କିଛି ଭଦ୍ରବ୍ୟକ୍ତି ଅଛନ୍ତି ଯେଉଁମାନେ ଏମିତି କିଛି msg କରୁଛନ୍ତି ଯାହାର reply ମୋ ପାଖେ ନାହ୍ନି... ସେମାନଙ୍କୁ କେବଳ ignore କରାଯାଇପାରିବ.... 👍🏻 #ମନରକଥା
19
2
101
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
10 months
ଶୁଭସକାଳ #ମୋ_ଜଗା
Tweet media one
9
4
102
@bulbul_thedukhi
#ଦୁଃଖିଆତ୍ମା(दुखीआत्मा )✍🏻𝕏🇮🇳
8 months
ମୋ ସୁଖ ଦୁଃଖର ଲମ୍ବା ପୃଷ୍ଠା ତ ତୁମେ ଲେଖିଛ ତେବେ ମୋ ଭାଗେ ଏତେ ଦୁଃଖ କାହିଁ ଲେଖିଛ କଣ ତୁମକୁ ଗୁହାରି କରିବି ବୋଲି ନା ତୁମ ଦର୍ଶନ କରିବାକୁ ଧାଇଁ ଯିବି ବୋଲି... ମନୁଆ ଠାକୁର 🙏🏻 #ଶୁଭସକାଳ #ମୋ_ଜଗା
6
8
102