Mukesh Kumar Sahu Profile Banner
Mukesh Kumar Sahu Profile
Mukesh Kumar Sahu

@Anchor_Mukesh

4,482
Followers
357
Following
4,465
Media
4,937
Statuses

Journalist...News Anchor at Kanak News..

Bhubaneswar
Joined August 2018
Don't wanna be here? Send us removal request.
Pinned Tweet
@Anchor_Mukesh
Mukesh Kumar Sahu
1 year
ଯିଏ ଆମକୁ ଅନ୍ନ ଫଳାଇ ଦିଏ, ସିଏ ତା' ଭାଗର ଅନ୍ନକୁ ଏମିତି ଖାଏ... #Farmer #Odisha
37
82
972
@Anchor_Mukesh
Mukesh Kumar Sahu
4 years
କର୍ତ୍ତବ୍ୟନିଷ୍ଠ ହୋମଗାର୍ଡ ପ୍ରତାପ ସାର ସାର ଆପଣଙ୍କୁ ଶହେ ସଲାମ ଦୟାକରି ସମସ୍ତେ ଟ୍ରାଫିକ ନିୟମ ମାନନ୍ତୁ @cpbbsrctc @SarangiSudhansu @sabyaactor @tanaya_p @ManoranjanMedia @SasamalDebasish @odisha_police @sagarika_nath @RajaSine @ApurbaRanjanApu @kanak_news @SmrutilagnaN
32
58
856
@Anchor_Mukesh
Mukesh Kumar Sahu
8 months
What is being spelled here ?
Tweet media one
177
19
714
@Anchor_Mukesh
Mukesh Kumar Sahu
1 year
Viral Video Of Archer Boy Hitting Target By Arrow With Bent Body Has Internet Buzzing #ViralVideo #Trending #Archery
7
61
654
@Anchor_Mukesh
Mukesh Kumar Sahu
2 years
ଯେସାକୁ ତେସା😂😂😂 ରାସ୍ତା ଘାଟ ଖାଲି ପେଁ ପେଁ କରୁଛନ୍ତି🤣🤣
22
38
503
@Anchor_Mukesh
Mukesh Kumar Sahu
2 years
ଏ ମାଛ....ତୁ ମରିପାରିବୁନିରେ ମାଛ😂😂😂 ଇଏ ଜାନୁ ପ୍ରେମୀ ନୁହେଁ, ଇଏ ମାଛ ପ୍ରେମୀ🤩😂
11
40
500
@Anchor_Mukesh
Mukesh Kumar Sahu
1 year
ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ... ସହିଦ ବୀର ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ୨୫ ଲକ୍ଷ ବଦଳରେ ୧ କୋଟି ଦିଆଯାଉ । ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ମଧ୍ୟ ଦିଆଯାଉ.. ଆମ ମାଟି ମା’ ପାଇଁ ଦେବାଶିଷ ସହିଦ ହୋଇଛନ୍ତି, ତାଙ୍କ ପରିବାର ସହ ଏବେ ଠିଆ ହେବାର ବେଳ... @CMO_Odisha @Naveen_Odisha @BJP4Odisha @INCOdisha
Tweet media one
Tweet media two
22
52
453
@Anchor_Mukesh
Mukesh Kumar Sahu
6 months
ଚିହ୍ନିଲେ କିଏ ? #Odisha
Tweet media one
20
11
426
@Anchor_Mukesh
Mukesh Kumar Sahu
2 years
Team work 😂😂😂
18
28
419
@Anchor_Mukesh
Mukesh Kumar Sahu
2 years
ଆମର ମା' ତାରିଣୀଙ୍କ ମନ୍ଦିର ଜୟ ମା' ତାରିଣୀ🙏🙏❤️
Tweet media one
118
9
408
@Anchor_Mukesh
Mukesh Kumar Sahu
6 months
ଶୀତତାପ ନିୟନ୍ତ୍ରିତ ବହୁତଳ ପ୍ରାସାଦ ଭିତରେ କେମିତି ଆମ ନେତାମନ୍ତ୍ରୀ ଜାଣିବେ ଚାଷୀର ଦୁଃଖସୁଖ ପରିଶ୍ରମ ଆଉ ପରିସ୍ଥିତି। #Farmers #Odisha
12
27
393
@Anchor_Mukesh
Mukesh Kumar Sahu
2 years
କୋଣାର୍କରେ କପିଲ ଶର୍ମା । ସୂର୍ଯ୍ୟମନ୍ଦିର ବୁଲି ଦେଖିଲେ କମେଡି କିଙ୍ଗ୍ । #KonarkSunTemple #Puri #Odisha @KapilSharmaK9
Tweet media one
10
9
380
@Anchor_Mukesh
Mukesh Kumar Sahu
2 years
Vizag ❤️
Tweet media one
6
4
356
@Anchor_Mukesh
Mukesh Kumar Sahu
2 years
Congratulations @AnanyaDasIAS & @ChanchalRanaIAS Balangir weds Sambalpur🤩 ❤️ବିବାହ ବନ୍ଧନରେ ବାନ୍ଧିହେବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ ❤️ନିର୍ବନ୍ଧ ସରିଲା, ସାମିଲ ହେଲେ ଚଞ୍ଚଳ ରାଣା ଓ ଅନନ୍ୟା ଦାସଙ୍କ ପରିବାର ସଦସ୍ୟ #Sambalpur #Balangir #Odisha @AnanyaDasIAS @ChanchalRanaIAS
Tweet media one
Tweet media two
18
12
331
@Anchor_Mukesh
Mukesh Kumar Sahu
2 years
ରାଜ୍ୟକୁ ଚଲଉଥିବା ସବୁ ସଚିବ #Odisha
Tweet media one
35
6
325
@Anchor_Mukesh
Mukesh Kumar Sahu
2 years
Can you tell what is this ? କିଏ କହିପାରିବ ଏଇଟା କଣ ?
Tweet media one
87
5
290
@Anchor_Mukesh
Mukesh Kumar Sahu
2 years
High budget Breakfast Option for Muscle gain 💪
Tweet media one
13
2
285
@Anchor_Mukesh
Mukesh Kumar Sahu
2 years
ସାମ୍ବାଦିକଟିଏ ହୋଇଥିବାରୁ ଗର୍ବିତ ଆପଣମାନଙ୍କ ଭଲପାଇବା ଆଉ ଆଶୀର୍ବାଦ ସବୁବେଳେ କାମନା କରୁଛି 🙏🙏 @kanak_news #Journalist #Anchor #Odisha #News
Tweet media one
25
2
283
@Anchor_Mukesh
Mukesh Kumar Sahu
2 years
ନଡ଼ିଆ ରାଣୀ, ମା' ତାରିଣୀ 🙏 #MaaTarini #Odisha
Tweet media one
9
9
288
@Anchor_Mukesh
Mukesh Kumar Sahu
1 year
ଆପଣଙ୍କ ଆଖି ପରୀକ୍ଷା ଜଲଦି କୁହନ୍ତୁ
Tweet media one
23
10
284
@Anchor_Mukesh
Mukesh Kumar Sahu
2 years
ରଖିଲେ ହରି ମାରିବ କିଏ...
19
42
279
@Anchor_Mukesh
Mukesh Kumar Sahu
2 years
କାହାର କଣ କଣ ଅନୁଭୂତି ଅଛି କୁହନ୍ତୁ....
Tweet media one
21
5
272
@Anchor_Mukesh
Mukesh Kumar Sahu
2 years
ଫୋଟୋ ଦେଖି ଆପଣ କଣ ଭାବୁଛନ୍ତି ? ରାଜନୈତିକ କମେଣ୍ଟ ଦେବାକୁ ଅନୁରୋଧ.. #BJP #Odisha
Tweet media one
28
3
273
@Anchor_Mukesh
Mukesh Kumar Sahu
2 years
ସାହୁ ଭେରାଇଟି ଷ୍ଟୋର ମାଲିକେ ରାଜୁ ଦାସଙ୍କ ସହ😂😂🤩🤩
Tweet media one
5
2
276
@Anchor_Mukesh
Mukesh Kumar Sahu
2 years
ସଠିକ ଉତ୍ତର କୁହନ୍ତୁ ?? 😂😂
Tweet media one
96
6
256
@Anchor_Mukesh
Mukesh Kumar Sahu
2 years
👉🏻ସମ୍ବଲପୁରର ଡାକ୍ତର ଶଙ୍କର ରାମ ଚନ୍ଦାନୀଙ୍କୁ ନେଇ ପୁଣି ଚର୍ଚ୍ଚା 👉🏻ନିଜ ଗାଡି ପଛରେ ଲେଖିଲେ ‘ମୁଁ ଡାକ୍ତର, ଜରୁରୀ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକେଇ ପାରିବେ’ #Odisha #Sambalpur @DmSambalpur @CMO_Odisha @HFWOdisha @NiranjanPujar11 @dpradhanbjp @MoSarkar5T @shrilekhajena @subhashree_OAS
Tweet media one
Tweet media two
6
8
242
@Anchor_Mukesh
Mukesh Kumar Sahu
3 years
ସୁର ଭାଇଙ୍କ ସାଂଘାତିକ ହିନ୍ଦୀ 😂😂 @RajaSine @heitibhaina @bhangaaja @Bhabanijourno @SmrutilagnaN @mohanty_madhuri @SasamalDebasish
18
18
229
@Anchor_Mukesh
Mukesh Kumar Sahu
1 year
#ଚାହାଣିରେ_ଡାକି_ନିଏ_ଚକା_ଆଖିଆ... ହେ ଭକ୍ତ ବତ୍ସଳ... ହେ ଭାବ ବିନୋଦିଆ, ଚକା ଆଖିଆ । ଚକା ଚକା ଆଖିରେ ଥକା ମନ ଯାଏ ଲାଖି... #JaiJagannatha #Puri #Odisha
Tweet media one
3
5
232
@Anchor_Mukesh
Mukesh Kumar Sahu
2 years
Don't make a permanent decision for your temporary emotion.🙂
Tweet media one
16
3
226
@Anchor_Mukesh
Mukesh Kumar Sahu
2 years
ଆମ କେନ୍ଦୁଝର ଆଚାର 🥰🌳❤️ #Keonjhar #Odisha
Tweet media one
9
7
222
@Anchor_Mukesh
Mukesh Kumar Sahu
6 months
ବେଳେବେଳେ ଛୋଟ ପିଲାମାନେ ବାପ ମା'ଙ୍କର ଦୁଃଖ କ��୍ଟ ଦେଖି ନିଜକୁ ବଡ ଭାବିନିଅନ୍ତି। 😭😭
3
12
230
@Anchor_Mukesh
Mukesh Kumar Sahu
1 year
କି ପ୍ରେମ ଲୋ ମା... ଗଲା ଗଲା ସବୁ ସରିଗଲା 🤣🤣🤣
26
17
228
@Anchor_Mukesh
Mukesh Kumar Sahu
2 years
Get Well Soon Sir Jadeja 😊🙏 @imjadeja @BCCI
Tweet media one
5
8
223
@Anchor_Mukesh
Mukesh Kumar Sahu
1 year
ନଡ଼ିଆ ରାଣୀ, ମା' ତାରିଣୀ 🙏🙏 ଜୟ ମା' ତାରିଣୀ #JayMaaTarini #Odisha
Tweet media one
7
6
221
@Anchor_Mukesh
Mukesh Kumar Sahu
2 years
ଛୋଟବେଳେ ଏଇଥିରେ ବହୁତ ବସିଛି... ଆଉ ଉପରେ ବସିବାକୁ ବେଶି ମଜା ଲାଗେ.. ଆମ ଆଡେ ଆକୁ ଟ୍ରେକର କୁହନ୍ତି.. ଆଉ ଆପଣଙ୍କ ଆଡ଼େ ??? #Travel #Odisha
Tweet media one
31
3
218
@Anchor_Mukesh
Mukesh Kumar Sahu
2 years
ନଡ଼ିଆ ରାଣୀ....ମାଆ ତାରିଣୀ 🙏❤️🙏 #JaiMaaTarini #Keonjhar #Odisha
Tweet media one
9
11
221
@Anchor_Mukesh
Mukesh Kumar Sahu
2 years
କାମ ବ୍ୟସ୍ତତା ଭିତରେ ଟିକେ ବଣଭୋଜି ହେଇଗଲା🤩🤩 @kanak_news #AnchorsTeam #Odisha
Tweet media one
8
0
219
@Anchor_Mukesh
Mukesh Kumar Sahu
1 year
ଯେବେ ନୂଆ ନୂଆ ଆରମ୍ଭ କରିଥିଲି କ୍ୟାରିଅର #Journalist #Odisha #Reporting @kanak_news
Tweet media one
Tweet media two
8
1
219
@Anchor_Mukesh
Mukesh Kumar Sahu
2 years
Eyes talk better than words sometimes..🥰 @kanak_news #Odisha #Journalist #Anchor
Tweet media one
21
0
209
@Anchor_Mukesh
Mukesh Kumar Sahu
2 years
ବାବା ଧବଳେଶ୍ଵର 🙏🙏
Tweet media one
12
4
216
@Anchor_Mukesh
Mukesh Kumar Sahu
1 year
ମହାପ୍ରସାଦ 🙏🙏 ଜୟ ଜଗନ୍ନାଥ 🙏 #JayJagannath #Mahaprasad 🙏 #Odisha
Tweet media one
1
3
212
@Anchor_Mukesh
Mukesh Kumar Sahu
2 years
ଜୟ ଜଗନ୍ନାଥ ଶ୍ରୀକ୍ଷେତ୍ରର ଅପରୂପ ଦୃଶ୍ୟ 🙏🏻🙏🏻
Tweet media one
3
6
206
@Anchor_Mukesh
Mukesh Kumar Sahu
1 year
ଜୟ ଜଗନ୍ନାଥ 🙏🙏 #JaiJagannatha #Odisha
3
5
206
@Anchor_Mukesh
Mukesh Kumar Sahu
1 year
The Best Teacher Of Our Country 🇮🇳 ❤️ #KhanSir
Tweet media one
3
9
191
@Anchor_Mukesh
Mukesh Kumar Sahu
1 year
ମତେ ଆଉ କିଛି ଦେଖାଯାଉନି... ଖାଲି ଏତିକି ଦେଖାଯାଉଛି ଯେ କୁନି କୁନି ପିଲାମାନେ କେମିତି କରୁଣ ଚାହାଣୀରେ ଚାହିଁଛନ୍ତି ଖାଦ୍ୟକୁ କିଛି ମତାମତ ଦେବାକୁ ଅନୁରୋଧ । #Politics #Odisha
Tweet media one
39
7
193
@Anchor_Mukesh
Mukesh Kumar Sahu
2 years
ଏ ହସ ଭିତରେ ଲୁଚି ରହିଛି କୋଟି କୋଟି ଭାରତୀୟଙ୍କ ପ୍ରାର୍ଥନା ହସ୍ପିଟାଲ ବେଡରୁ ରାହୁଲଙ୍କ ଫଟୋ । ଧିରେ ଧିରେ ସୁସ୍ଥ ହେଉଛନ୍ତି ରାହୁଲ #RahulSahu #BorewellIncident
Tweet media one
6
7
190
@Anchor_Mukesh
Mukesh Kumar Sahu
5 months
କିଏ ଆକୁ edit କରିଛି...ମାନିବାକୁ ପଡିବ 🤣🤣🤣🤣😂😂😂 #MumbaiIndians #HardikPandya #Captain #RohitSharma 𓃵 #Hardik #IPL #IPL2024 #Cricket #viralvideo
8
18
189
@Anchor_Mukesh
Mukesh Kumar Sahu
1 year
👉🏻ରାମ ନବମୀରେ ବାଲେଶ୍ୱରରେ ଦେଖିବାକୁ ମିଳିଲା ଭାଇଚାରାର ନିଆରା ଦୃଶ୍ୟ 👉🏻ଡହଡହ ଖରାରେ ଶୋଭାଯାତ୍ରାରେ ଆସିଥିବା ହିନ୍ଦୁ ଭାଇଙ୍କୁ ସରବତ ପିଆଇଲେ ମୁସଲିମ ଭାଇ #Odisha #Balasore #RamNavmi #ShreeRamaNavami
Tweet media one
Tweet media two
Tweet media three
Tweet media four
6
17
192
@Anchor_Mukesh
Mukesh Kumar Sahu
2 years
Omm SaiRam🙏🙏
Tweet media one
10
5
183
@Anchor_Mukesh
Mukesh Kumar Sahu
2 years
କାଳିଆର ରଥ🙏🙏
Tweet media one
2
2
180
@Anchor_Mukesh
Mukesh Kumar Sahu
1 year
କରୁଣାମୟୀ, ସ୍ନେହମୟୀ ମା’ ତାରିଣୀ ନଡ଼ିଆ ରାଣୀ ଦୁଃଖ ହାରିଣୀ ମା’ ତାରିଣୀ ଜୟ ଜୟ ମା’ ତାରିଣୀ🙏🙏 #MaaTarini #Odisha
Tweet media one
6
5
183
@Anchor_Mukesh
Mukesh Kumar Sahu
2 years
ମଣିଷର ପ୍ରକୃତି କେବେ ବଦଳିବନି ବିଏମସି ନୂଆ ବିଲଡିଂ ସାରା ଖାଲି ନାଲି ଚି଼ହ୍ନ ! @Sulochana_Apa ମାଡ଼ମ ଏମାନଙ୍କ ଉପରେ ଟିକେ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ @bmcbbsr @Sulochana_Apa @Vijaykulange @MoSarkar5T @CMO_Odisha @Naveen_Odisha @AprajitaSarangi @BJP4Odisha @INCOdisha @AAPOdisha @bhangaaja
Tweet media one
Tweet media two
20
24
183
@Anchor_Mukesh
Mukesh Kumar Sahu
2 years
If you are afraid of life, you are scared to live.
Tweet media one
12
1
178
@Anchor_Mukesh
Mukesh Kumar Sahu
2 years
ଖରା ବଢ଼ିଲାଣି କାହାର କଉଟା ଦରକାର କୁହ ?
Tweet media one
56
3
167
@Anchor_Mukesh
Mukesh Kumar Sahu
2 years
ଭାଇ ଭାଇ ❤️ @soubhagyajourno
Tweet media one
6
0
177
@Anchor_Mukesh
Mukesh Kumar Sahu
1 year
ଜୟ ଜଗନ୍ନାଥ 🙏🙏
Tweet media one
7
5
169
@Anchor_Mukesh
Mukesh Kumar Sahu
2 years
ଓଡ଼ିଶାବାସୀଙ୍କ ସେବାରେ ୨୫ ବର୍ଷ ଠିକ୍ ଜାଗା ମୁଣ୍ଡରେ ପୁରା ବ୍ୟାନର ଲାଗିଛି ଆଉ😂😂
Tweet media one
12
9
179
@Anchor_Mukesh
Mukesh Kumar Sahu
2 years
Jay Jagannath 🙏🙏
Tweet media one
5
10
170
@Anchor_Mukesh
Mukesh Kumar Sahu
1 year
ଜୟ ମା' ତାରିଣୀ🙏🙏 ନଡ଼ିଆ ରାଣୀ, ମା' ତାରିଣୀ ମାଆ ଲୋ ମାଆ, ତାରିଣୀ ମାଆ ଜଗତର ମାଆ ତୁ 🙏🙏🙏 #MaaTarini #JaiMaaTarini #Ghatagaon #Keonjhar #Odisha
Tweet media one
7
2
171
@Anchor_Mukesh
Mukesh Kumar Sahu
2 years
Caption Plz... ଫୋଟୋ କଥା କୁହେ ଆପଣ କଣ ବୁଝୁଛନ୍ତି ଏଇ ଫୋଟୋରୁ, ମତାମତ ଦେବାକୁ ଅନୁରୋଧ
Tweet media one
23
2
166
@Anchor_Mukesh
Mukesh Kumar Sahu
1 year
କରୁଣାମୟୀ, ସ୍ନେହମୟୀ ମା’ ତାରିଣୀ ନଡ଼ିଆ ରାଣୀ ଦୁଃଖ ହାରିଣୀ ମା’ ତାରିଣୀ 🙏🙏 ଜୟ ଜୟ ମା’ ତାରିଣୀ 🙏🙏 #JayMaaTarini #Odisha
Tweet media one
5
3
173
@Anchor_Mukesh
Mukesh Kumar Sahu
10 months
ରାଜଧାନୀର ପୂଜା ମଣ୍ଡପ #DurgaPuja #Bhubaneswar #Odisha
Tweet media one
3
15
175
@Anchor_Mukesh
Mukesh Kumar Sahu
2 years
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠ🙏🙏 #Jajpur #Odisha
Tweet media one
Tweet media two
Tweet media three
9
5
167
@Anchor_Mukesh
Mukesh Kumar Sahu
2 years
ସୂର୍ଯ୍ୟ ହେଉ ବା ମଣିଷ ସମସ୍ତଙ୍କୁ ତ ଦିନେ ଅସ୍ତ ହବାକୁ ପଡ଼ିବ କିନ୍ତୁ ସାହାସ ଓ ଧର୍ଯ୍ୟ ସୂର୍ଯ୍ୟ ଠାରୁ ଶିଖିବାକୁ ପଡ଼ିବ ଯିଏକି ସନ୍ଧ୍ୟାରେ ଅସ୍ତ ହୋଇ ମଧ୍ୟ ପ୍ରତ୍ୟେକ ଦିନ ସକାଳୁ ଏକ ବିଶ୍ବାସର ସହିତ ଉଦୟ ହୋଇଥାଏ #NaturePhotography #NatureBeauty
Tweet media one
6
4
170
@Anchor_Mukesh
Mukesh Kumar Sahu
2 years
🏏 ମୁଁ ତ ପୁରା ପାଗଳ ଥିଲି...ଆଉ ଆପଣ ?? #Cricket #Odisha
Tweet media one
11
4
160
@Anchor_Mukesh
Mukesh Kumar Sahu
1 year
ନଡ଼ିଆ ରାଣୀ, ମାଆ ତାରିଣୀ 🙏🙏ଜୟ ମାଆ ତାରିଣୀ🙏🙏 #MaaTarini #Odisha
Tweet media one
5
4
164
@Anchor_Mukesh
Mukesh Kumar Sahu
7 months
ଦୟାର ଠାକୁର ତୁମେ ଦୟା କଲେ ଧନ୍ୟ ହେବ ମୋ ଜୀବନ ଯାହା ତ ଦେଇଛ ଖୁସୀରେ ମୁଁ ଅଛି ଲୋଡ଼ା ନାହିଁ ଧନ, ଜନ | 🙏🙏 ଜୟ ଜଗନ୍ନାଥ 🙏🙏 #JayJagannath #Odisha
Tweet media one
5
8
162
@Anchor_Mukesh
Mukesh Kumar Sahu
2 years
#ଶାଳ_ପତ୍ରରେ_ଖାଇଲେ_ଧର୍ମେନ୍ଦ୍ର ଢେଙ୍କାନାଳ ଗସ୍ତରେ ଥିବାବେଳେ ଜଣେ ଗରିବଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । #Dhenkanal @dpradhanbjp @BJP4Odisha
Tweet media one
Tweet media two
40
5
154
@Anchor_Mukesh
Mukesh Kumar Sahu
2 years
ନନାଙ୍କ ସାଙ୍ଘାତିକ ଗାଡ଼ି ପୂଜା ଓଁ ଗାଡି ପୂଜା ନମଃ ଓଁ ରାସ୍ତା ଉପରେ ଗାଡ଼ି ପୂଜା ନମଃ 😂😂😂😂
16
9
163
@Anchor_Mukesh
Mukesh Kumar Sahu
10 months
ମା'ଙ୍କୁ ମେଲାଣି : ପୂଜକଙ୍କ ଆଖିରେ ଲୁହ ମା ଙ୍କୁ ବିଦାୟ ବେଳେ ଯେତେବେଳେ ପୂଜକ ଭାବବିହ୍ୱଳ ହୋଇପଡେ 🙏🙏🙏 #DurgaPuja #Odisha
0
13
160
@Anchor_Mukesh
Mukesh Kumar Sahu
2 years
ଠିକ ଠିକ😂😥
Tweet media one
9
4
161
@Anchor_Mukesh
Mukesh Kumar Sahu
1 year
ବାବା ଧବଳେଶ୍ଵର ମହାଦେବଙ୍କ ଆଜିର ଦର୍ଶନ...🙏 #Dhabaleswar #HarHarMahadev #Odisha
Tweet media one
3
1
158
@Anchor_Mukesh
Mukesh Kumar Sahu
2 years
Photography👌👌👌
Tweet media one
5
2
158
@Anchor_Mukesh
Mukesh Kumar Sahu
7 months
ଭୁଜ ତଳେ ମୋତେ ରଖ ମହାବାହୁ, ବାହୁ ତଳେ ମୋତେ ରଖ 🙏🙏 #JayJagannath #Odisha
Tweet media one
4
5
154
@Anchor_Mukesh
Mukesh Kumar Sahu
2 years
ଜ୍ବାଇଁ ପାଇଁ ୩୭୯ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ମୁଁ ଯାଉଛି ଏମିତି ଗୋଟେ ଶଶୁର ଘର ଖୋଜିବି🤩
Tweet media one
Tweet media two
12
10
156
@Anchor_Mukesh
Mukesh Kumar Sahu
2 years
ଜୟ ଜଗନ୍ନାଥ🙏🙏
Tweet media one
5
3
157
@Anchor_Mukesh
Mukesh Kumar Sahu
2 years
ଠିକ ଠିକ 😂😂😂
Tweet media one
4
3
152
@Anchor_Mukesh
Mukesh Kumar Sahu
11 months
ମିଳିଥିବା ସୂଚନା ଅନୁଯାୟୀ, ୨ଜଣ ହେଉଛନ୍ତି ସରକାରୀ ବାବୁ ସାରଙ୍କ ଜୋତା କାଦୁଅ ହୋଇଯିବ ବୋଲି JCB ସାହାଯ୍ୟରେ ନାଳ ପାର ହେଉଥିଲେ । ବିଚରା JCB ବୋଧେ ଓଜନ ସମ୍ଭାଳି ପାରିଲା ନାହିଁ 🤣🤣 Courtesy - Facebook.
19
15
153
@Anchor_Mukesh
Mukesh Kumar Sahu
2 years
ପରିବାରେ ସଜା ହୋଇଛି ବର ଗାଡ଼ି ଗାଈ ଖାଇଗଲେ କଣ ହବ ??😂😀😀🤣
Tweet media one
15
4
156
@Anchor_Mukesh
Mukesh Kumar Sahu
1 year
ନଡ଼ିଆ ରାଣୀ, ମା' ତାରିଣୀ🙏🙏 #JaiMaaTarini #Odisha
Tweet media one
10
5
150
@Anchor_Mukesh
Mukesh Kumar Sahu
2 years
ମୋ Instant Energy 😂
Tweet media one
13
2
143
@Anchor_Mukesh
Mukesh Kumar Sahu
8 months
ଦୂରରୁ ଦେଖୁଛି ତୁମ ଚକା ଆଖି ସତେ କି ରହିଛ ଚାହିଁ ଭକତ ଜନର ମନ ସେ ବୁଝିଛି ରତ୍ନ ସିଂହାସନେ ଥାଇ । 🙏🙏 ଜୟ ଜଗନ୍ନାଥ 🙏🙏 #JayJagannath #Odisha
Tweet media one
3
7
150
@Anchor_Mukesh
Mukesh Kumar Sahu
1 year
Mny mny Congratulations Sanga... ଆମ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି @SubhranshuSena1 @ChennaiIPL #MSDhoni 𓃵 #IPL2023
Tweet media one
Tweet media two
1
2
151
@Anchor_Mukesh
Mukesh Kumar Sahu
1 year
#ନିଆଁ_ସହ_ଖେଳନ୍ତୁ_ନାହିଁ ମୁହଁ ଜାଳିଦେଲା ସ୍ପାର୍କଲ ଗନ୍ ଖୁସିର ମୁହୂର୍ତ୍ତକୁ ଦୁଃଖରେ ବଦଳାନ୍ତୁ ନାହିଁ । ନିର୍ବନ୍ଧ, ବିବାହ ଭଳି ଉତ୍ସବକୁ ରୀତିନୀତି ସହ ପାଳନ କରନ୍ତୁ । ଏଭଳି ସାମଗ୍ରୀର ବ୍ୟବହାର କରି ବିପଦକୁ ଡାକନ୍ତୁ ନାହିଁ । #SparkleGun #DontPlayWithFire
9
20
148
@Anchor_Mukesh
Mukesh Kumar Sahu
2 years
ପିଲାବେଳ କଥା କିଛି ମନେ ପଡୁଛି ? 😂
Tweet media one
9
0
144
@Anchor_Mukesh
Mukesh Kumar Sahu
2 years
😂😂😂
Tweet media one
9
6
147
@Anchor_Mukesh
Mukesh Kumar Sahu
2 years
ଜୟ ଜଗନ୍ନାଥ🙏🙏
3
8
149
@Anchor_Mukesh
Mukesh Kumar Sahu
3 years
Don't cry because it's over. Smile because it happened. 😊😍
Tweet media one
2
0
146
@Anchor_Mukesh
Mukesh Kumar Sahu
2 years
Tweet media one
7
2
147
@Anchor_Mukesh
Mukesh Kumar Sahu
7 months
ରାଜଧାନୀରେ ରସୁଣ କିଲୋ ଟପିଲା ୪୦୦... ଆପଣଙ୍କ ଅଞ୍ଚଳରେ କେତେ କମେଣ୍ଟ ବକ୍ସରେ ଜଣାନ୍ତୁ #GarlicPriceHike #Odisha
Tweet media one
50
4
148
@Anchor_Mukesh
Mukesh Kumar Sahu
2 years
କାହାର କଣ ମନେ ପଡୁଛି ? ମୁଁ ତ ଦାନ୍ତ ଘଷିବା ସହ ଖାଇବିଦିଏ🤣😂😂
Tweet media one
15
4
145
@Anchor_Mukesh
Mukesh Kumar Sahu
2 years
😂😂
Tweet media one
5
1
148
@Anchor_Mukesh
Mukesh Kumar Sahu
2 years
ମୁଁ ଛୋଟ ବେଳେ ବହୁତ ଖେଳିଛି🤩🤩 #childhoodmemories
Tweet media one
14
3
140
@Anchor_Mukesh
Mukesh Kumar Sahu
1 year
🙏🙏
Tweet media one
2
2
141
@Anchor_Mukesh
Mukesh Kumar Sahu
2 years
ଏହି ଚିତ୍ରଗୁଡ଼ିକ ନୂତନ ପିଢି ପାଇଁ କେବଳ ଇତିହାସ #Childhood
Tweet media one
Tweet media two
Tweet media three
Tweet media four
3
3
144
@Anchor_Mukesh
Mukesh Kumar Sahu
1 year
ଚେନ୍ନାଇ ଶିବିରରେ ମୋ ସାଙ୍ଗ ଶୁଭ୍ରାଂଶୁ ଆମ କେନ୍ଦୁଝର ମାଟିର ଗର୍ବ ଓ ଗୌରବ @ChennaiIPL @SubhranshuSena1 #Keonjhar #Odisha #IPL2023
Tweet media one
Tweet media two
Tweet media three
1
3
146
@Anchor_Mukesh
Mukesh Kumar Sahu
1 year
କେଡ଼େ ସୁନ୍ଦର ଆମ ଶ୍ରୀମନ୍ଦିର🙏🙏
Tweet media one
4
2
146
@Anchor_Mukesh
Mukesh Kumar Sahu
1 year
କରୁଣାମୟୀ, ସ୍ନେହମୟୀ ମା’ ତାରିଣୀ ନଡ଼ିଆ ରାଣୀ ଦୁଃଖ ହାରିଣୀ ମା’ ତାରିଣୀ 🙏🙏 ଜୟ ଜୟ ମା’ ତାରିଣୀ 🙏🙏 #JayMaaTarini #Odisha
Tweet media one
4
3
147
@Anchor_Mukesh
Mukesh Kumar Sahu
1 year
ମାଆ ଲୋ ମାଆ... ତାରିଣୀ ମାଆ... ନଡିଆରାଣୀ ମାଆ ତାରିଣୀ..🙏🙏 #JayMaaTarini #Odisha
Tweet media one
2
3
144
@Anchor_Mukesh
Mukesh Kumar Sahu
1 year
ମୋ କାଳିଆ ଠାକୁର🙏🙏 #JaiJagannatha #Odisha
Tweet media one
4
1
143