ଶ୍ରିଲେଖା ଜେନା (ସୁଲୁ )🇮🇳 🐦 Profile Banner
ଶ୍ରିଲେଖା ଜେନା (ସୁଲୁ )🇮🇳 🐦 Profile
ଶ୍ରିଲେଖା ଜେନା (ସୁଲୁ )🇮🇳 🐦

@shrilekhajena

33,642
Followers
1,780
Following
5,022
Media
9,109
Statuses

ମୁଁ ଜାଣେନି ଜୀବନର ଚଲା ପଥରେ ମୁ କେତେ ବାଟ ଚାଲିବି,କିନ୍ତୁ ଏତିକି ଜାଣିଚି ଯେତେ ଦିନ ଯାଏ ଚାଲିବି ସମାଜ ପ୍ରତି ମୋ କର୍ତ୍ତବ୍ୟ କୁ ପାରୁ ପର୍ଯ୍ୟନ୍ତ କରୁଥିବୀ #ଟୁଇଟର ଗାର୍ଲ୍ #ଓଡ଼ିଆ ଝିଅ

KEONJHAR
Joined June 2020
Don't wanna be here? Send us removal request.
Pinned Tweet
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଆପଣ ମାନଙ୍କ ଭଲପାଇବା ହିଁ ମୋର ପରିଚୟ ଆପଣ ମାନଙ୍କ ପାଇଁ ଆଜି ମୁଁ ସମାଜରେ #ଟ୍ୱିଟର_ଗାର୍ଲ ଭାବେ ପରିଚୟ ପାଇଛି | ମୋ ବାପା ମା ଆଉ ମୋ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପରିବାର ର ସହଯୋଗ ପାଇଁ ଆଜି ଓଡିଶାର ଅନ୍ୟତମ ପ୍ରମୁଖ ଗଣମାଧ୍ୟମ @kanak_news ରେ ମୋ ଖବର ପ୍ରସାରିତ 👏👏👏
81
54
1K
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଶୀତ ସକାଳର କୁହୁଡି ବି ଆମକୁ ଏକ ଶିକ୍ଷା ଦେଇଥାଏ,ରାସ୍ତା ଯେତିକି ପର୍ଯ୍ୟନ୍ତ ଦେଖା ଯାଉଚି କିଛି ଚିନ୍ତା ନକରି ସେତିକି ପର୍ଯ୍ୟନ୍ତ ଯାଅ,ସେଠି ପହଞ୍ଚିବା ପରେ ରାସ୍ତା ଆଗକୁ ଆପେ ଆପେ ଦେଖାଯିବ😊😊😊😊
Tweet media one
Tweet media two
180
49
1K
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
Tweet media one
93
13
1K
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ମାଆ ଙ୍କ ସହ ଗୋଟେ ଫୋଟ 🙏🙏❤️❤️❤️❤️❤️
Tweet media one
148
11
1K
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ମୋ ହସ ମୋ ସାହସ😁😁😁😁😁
Tweet media one
144
22
995
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
Tweet media one
142
29
974
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
NEED A CAPTION 😊😊😊
Tweet media one
236
21
949
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଆମ ବାଡି କୋବି😊😊😊😊
Tweet media one
168
23
949
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
1 year
ମୋ ମା ଙ୍କ ସହିତ ଦିଘା ରେ 🥰🥰🥰🥰
Tweet media one
112
21
949
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଝିଅ ମୁଁ MADE IN ODISHA 🥰🥰🥰🙏🙏🙏
Tweet media one
174
18
945
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଟୁଇଟର ଯେଉଁ ମାନେ ବ୍ୟବହାର କରୁଛନ୍ତି ସେମାନେ FACEBOOK ବ୍ୟବହାର କରୁଛନ୍ତି ତ????
550
35
892
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
କିଛି କିଛି ସମସ୍ୟା ସମାଧାନ କରିବାକୁ ଟ୍ୱିଟର ରେ ଜଡିତ ହୋଇଥିଲି ଦେଖୁ ଦେଖୁ 25000 ଭାଇ ଭଉଣୀଙ୍କର ଭଲପାଇବା ସାଉଁଟି ପାରିଲିଣି, ଆପଣ ମାନଙ୍କର ଭଲପାଇବା ହେଉଛି ମୋ ପାଇଁ ଶ୍ରେଷ୍ଠ ସମ୍ମାନ🙏💕🙏
Tweet media one
89
12
902
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
1 year
କିଏ କହିପାରିବେ ମହାଦେବ ଙ୍କର ଏହି ମୂର୍ତ୍ତି କେଉଁଠି ଅବସ୍ଥିତ???
Tweet media one
136
20
882
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
Tweet media one
113
23
819
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ମାଆ ଙ୍କ ସହ ଗୋଟେ ଫୋଟ 🥰🥰🥰❤️❤️❤️❤️
Tweet media one
119
22
781
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
Tweet media one
88
14
786
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
କୁଆଁରୀ ଲାଜ🤭🤭🤭🤭🤭
Tweet media one
134
18
775
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଜୟ ଜଗନ୍ନାଥ 🙏🙏🙏
Tweet media one
Tweet media two
Tweet media three
Tweet media four
122
16
778
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
Tweet media one
96
8
773
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ବିଦାୟ ପୁରୀ କେବେ ପୁଣି ଲାଗିବ କାଳିଆ ଡୋରି 😔😔😔😔😔
Tweet media one
93
11
771
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ବାଲେଶ୍ଵର ଜିଲ୍ଲା ଦୀଘା ରେ କିଛି ମୁହୂର୍ତ୍ତ 🥰🥰🥰🥰🥰
Tweet media one
Tweet media two
Tweet media three
Tweet media four
84
8
765
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
Tweet media one
123
14
748
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଆପଣଙ୍କ ପଟେ ଏହାକୁ କଣ କୁହାଯାଏ??
Tweet media one
266
20
717
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
#ବିରଜା କ୍ଷେତ୍ର ଯାଜପୁର ଜିଲ୍ଲା ରେ କିଛି ସମୟ
Tweet media one
Tweet media two
74
7
720
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଯେଉଁଦିନ ଆପଣ #ନିଜ_ହସର ମାଲିକ ନିଜେ ହୋଇଯିବେ । ସେହିଦିନ ଠାରୁ ଆପଣଙ୍କୁ #ଏ_ସଂସାର ରେ କେହି #କନ୍ଦେଇ ପାରିବେ ନାହିଁ..
Tweet media one
89
12
716
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
4 years
#ଓଡ଼ିଶା #କେନ୍ଦୁଝର #ଆମ କେନ୍ଦୁଝର ଜିଲ୍ଲାରେ ବଡ଼ି ହେଉଛି ପ୍ରସିଦ୍ଧ #କେନ୍ଦୁଝର ଜିଲ୍ଲାର ଝିଅ ଭାବେ ବଡ଼ି କରିବା ବି ଶିଖିଛି।😊😊😊😊😜😜😜😜😜
Tweet media one
Tweet media two
Tweet media three
88
20
691
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଏ ସମ୍ମାନ ହେଉଛି ଆପଣ ମାନଙ୍କ ଆଶୀର୍ବାଦ ଆଉ ଭଲପାଇବା ।ବିଶେଷ କରି ମୋ @jaydurgatrust ପରିବାର ର 🙏🙏🙏
112
13
715
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଆମର ଅଛି ଗୋବର ଘଷି ଆଉ ଚିନ୍ତା କାହାକୁ😜😜😜😜 ଗୋବର ଘଷି ଜାଳନ୍ତୁ ଗ୍ୟାସ କୁ ଛାଡ଼ନ୍ତୁ ଆଉ ପଇସା ବଞ୍ଚାନ୍ତୁ 😎😎😎😎😎
Tweet media one
Tweet media two
Tweet media three
Tweet media four
71
19
701
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଆଜି ମୋ ମା ର ଦର୍ଶନ ହୋଇଗଲା🙏🙏🙏
Tweet media one
Tweet media two
Tweet media three
Tweet media four
93
12
698
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
#ଟ୍ୱିଟର ରୁ ରକ୍ତଦାତା ମାନଙ୍କର ତଥ୍ୟ ସଂଗ୍ରହ କରି ରଖିବାର ଏକ ପ୍ରଚେଷ୍ଟା । ଆମ ଟୁଇଟର ରକ୍ତ ଗ୍ରୁପ୍ ରେ ଥିବା ସମସ୍ତ ଭାଇ ଭଉଣୀ ଙ୍କ ରକ୍ତ ଗ୍ରୁପ୍ ର excel sheet ହେଉଚି। ରକ୍ତ ଅଭାବରୁ କାହାର ଜୀବନ ନ ଯାଉ
Tweet media one
Tweet media two
Tweet media three
96
12
698
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 months
ମୋ ଜୀବନର ନୂତନ ଅଧ୍ୟାୟ ଆରମ୍ଭ ହେଲା ଆପଣ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ା 🙏🏼🙏🏼🙏🏼
Tweet media one
Tweet media two
Tweet media three
Tweet media four
153
13
708
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
9 months
ଜାଣିଛନ୍ତି କି ଏହି ମହାନୁଭବ କିଏ??
Tweet media one
42
13
672
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଆମ କେନ୍ଦୁଝର ଜିଲ୍ଲାର ଫୁଲ ବଡି 🥰🥰
Tweet media one
Tweet media two
Tweet media three
65
11
657
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
1 year
#୨୦୧୯ ବେଳର ଫୋଟ #ସାଙ୍ଗ ସହ ସାଇକେଲ ରେ #କମ୍ପ୍ୟୁଟର କ୍ଲାସ 🥰🥰
Tweet media one
49
5
668
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
1 year
ଶାଢ଼ୀ ❤️❤️❤️❤️
Tweet media one
76
12
664
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
କିଛି ମୁହୂର୍ତ୍ତ ପ୍ରକୃତି ସହ🥰🥰🥰
Tweet media one
Tweet media two
Tweet media three
Tweet media four
100
11
633
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ମୌନ ରହି ଯାହା କୁହାଯାଇ ପାରିବ,ତାହା ଶବ୍ଦରେ କୁହା ଯାଇ ପାରିବ ନାହିଁ । ଆଉ ଯାହା ହୃଦୟରୁ ଦିଆଯାଇ ପାରିବ ତାହା ହାତରେ ଦିଆଯାଇ ପାରିବ ନାହିଁ 😊😊😊
Tweet media one
Tweet media two
99
19
635
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ରୋପ୍ୟ ନଗରରେ କିଛି ମୁହୂର୍ତ୍ତ 🙏🙏
Tweet media one
Tweet media two
53
5
618
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ହସିବାର କାରଣ ଖୋଜ ନାହିଁ, ବେଳେବେଳେ ବିନା କାରଣରେ ମଧ୍ୟ ହସିଦିଅ।😊😊😊😊😊
Tweet media one
71
12
626
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଜୟ ଜଗନ୍ନାଥ ଶୁଭ ସକାଳ ପୁରୀ ❤️🙏🙏🙏🙏
Tweet media one
78
14
621
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଜୀବନର ସବୁଠୁ ବଡ଼ ଗୁରୁ ହେଉଛି ସମୟ କାହିଁକିନା ସମୟ ଯାହା ଶିଖାଇ ଥାଏ ,ତାହା କୋୖଣସି ବହି ମଧ୍ୟ ଶିଖାଇ ନଥାଏ ।
Tweet media one
64
9
612
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଶାଢୀ ପାଇଁ ମନରେ ବୋହୁତ ଦୁର୍ବଳତା 🥰🥰🥰
Tweet media one
Tweet media two
Tweet media three
Tweet media four
131
8
593
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ସକାଳୁ ସକାଳୁ ଏତିକି ମିଳିଗଲେ ଦିନଟା ଶାନ୍ତିରେ କଟେ 😊😊😊
Tweet media one
90
22
596
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଆମ ଜୀବନଟା ଠିକ୍ ଏଇଭଳି ନା??🙏🙏🙏🙏
Tweet media one
79
34
586
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
#କେନ୍ଦୁଝର ଜିଲ୍ଲାର #ବଳଦେବଜୀଉ ମନ୍ଦିର 🙏🙏🙏
Tweet media one
24
9
583
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
Tweet media one
72
11
578
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଆମେ ଚାରି ସାଙ୍ଗ 🥰🥰🥰🥰
Tweet media one
94
13
583
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
4 years
ନାରୀ ପୁରା ଜୀବନ ଦୁଇଟି ଜିନିଷ ଲୁଚାଇଥାଏ ଗୋଟିଏ ନିଜର ଇଚ୍ଛା ଏବଂ ଅନ୍ୟଟି ନିଜର କଷ୍ଟ.....!😔😔😔😔
Tweet media one
74
11
577
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଲୁହର ରଙ୍ଗ ପାଣିଚିଆ ବୋଲି ବୋଧହୁଏ ତାହା ସମସ୍ତଙ୍କୁ ଅର୍ଥହୀନ ଲାଗେ...
Tweet media one
63
9
573
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଜୀବନରେ ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ ଯାହା ଆପଣଙ୍କୁ ବହୁତ ମଜବୁତ୍ କରିବ, କାହିଁକିନା ଲୁହା ଥଣ୍ଡାରେ ହିଁ ମଜବୁତ୍ ଥାଏ ଆଉ ତାକୁ ଗରମ ଅବସ୍ଥାରେ ଯେପରି ଚାହିଁବେ ସେପରି ଆକାର ଦେଇ ପାରିବେ।
Tweet media one
Tweet media two
Tweet media three
64
8
577
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ସକାଳୁ ମାଆ ର ଦର୍ଶନ ଟିକେ ମିଳିଲା😊😊 ଜୟ ମା ତାରିଣୀ 🙏🙏🙏🌺🌺🌺
Tweet media one
51
7
571
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ପ୍ରଥମ ଥର ପାଇଁ ନାଲି ଟିକିଲି ଲଗାଇବାରେ🤭🤭🤭🤭🤭
Tweet media one
Tweet media two
Tweet media three
87
14
570
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଟିକିଏ ହସିଦେବା😃😃
Tweet media one
61
5
562
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
4 years
ଘଟଗାଁ ବାସିନୀ ମୋ ମା ତାରିଣୀ।କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା ତାରିଣୀ ଙ୍କ ପୀଠ🙏🙏🙏🙏ଜୟ ମା ତାରିଣୀ।ଶୁଭ ସନ୍ଧ୍ୟା
Tweet media one
Tweet media two
Tweet media three
Tweet media four
48
14
576
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
Tweet media one
108
19
561
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ବଡ ନ ହୋଇ ବି ଆମର ପ୍ରଥମାଷ୍ଟମୀ ହେଇଗଲା 😀😀😀😁😁😁
Tweet media one
Tweet media two
101
5
542
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
4 months
ଆପଣ ମାନଙ୍କ ଆଶୀର୍ବାଦ ଆମର ଏକାନ୍ତ କାମ୍ୟ 🙏🏼🙏🏼🙏🏼 ଜୀବନର ନୂତନ ଅଧ୍ୟାୟର ପ୍ରଥମ ପାହାଚ ଚଢିବାକୁ ଯାଉଛି 🙏🏼🙏🏼🙏🏼
Tweet media one
143
6
560
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଦୁଇଟା ଆଖି ଲଗେଇ ଦେଇ ଗୋଟେ ଫୋଟ ଖିଚ କରିଦେଲି 😁😁😁😁
Tweet media one
69
9
534
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଜିଏ ଅନ୍ୟର ଖାଇବା ଛଡେଇ ଖାଏ,ତାର ପେଟ କେବେ ପୁରେ ନାହିଁ।ଯିଏ ପାଞ୍ଚ ଜଣଙ୍କୁ ଦେଇ ନିଜେ ଖାଏ,ସେ କେବେ ଭୋକିଲା ରହେ ନାହିଁ।
Tweet media one
77
15
543
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ମାସିକଧର୍ମ ଏକ ସମ୍ପୂର୍ଣ୍ଣ ଶାରୀରିକ ପ୍ରାକୃତିକ ପ୍ରକ୍ରିୟା ଯାହା ମହିଳାମାଂନକୁ ଅପବିତ୍ର କରାଏ ନାହିଁ।ନିଜ ଝିଅକୁ ଶିଖାନ୍ତୁ ଏହାକୁ ସହଜତାର ସହ ଗ୍ରହଣ କରିବାକୁ ଏବଂ ନିଜ ଶରୀର କୁ ଭଲପାଇବାକୁ। End the stigma🤘🏻no shame in talking about periods❤️ #RedDotChallenge
Tweet media one
Tweet media two
Tweet media three
Tweet media four
64
11
544
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଆମର ଅଛି ଗୋବର ଘଷି ଆଉ ଚିନ୍ତା କାହାକୁ😜😜😜😜 ଗୋବର ଘଷି ଜାଳନ୍ତୁ ଗ୍ୟାସ କୁ ଛାଡ଼ନ୍ତୁ ଆଉ ପଇସା ବଞ୍ଚାନ୍ତୁ 😎😎😎😎😎
Tweet media one
Tweet media two
Tweet media three
Tweet media four
59
15
542
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ନୀଳ ଶାଢ଼ୀ 💙💙💙💙
Tweet media one
Tweet media two
Tweet media three
Tweet media four
108
15
540
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଅଜା ଦେଇଥିବା ବୋଉ କୁ ଏ ଶାଢ଼ୀ ଆଯକୁ ପନ୍ଦର ବର୍ଷ ହୋଇ ଗଲାଣି।ବୋଉ ସେମିତି ଏ ଶାଢ଼ୀ କୁ ସାଇତି ରଖିଛି।ସେତେବେଳେ ଏହାକୁ ପାଟ ଶାଢ଼ୀ କୁହା ଯାଉଥିଲା ଆଉ ଏବେ ବନାରସି ଶାଢ଼ୀ କୁହା ଯାଉଚି। #ଭଲପାଇବା #ଅଜା #ବୋଉ #ମୁଁ 🥰🥰🥰❤️❤️❤️
Tweet media one
Tweet media two
Tweet media three
Tweet media four
76
11
543
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ନିଜେ ନିଜେ ଫୋଟ ଉଠାଇ ପୋଜ ଦେବା ଟିକେ ଅଲଗା ପ୍ରକାର😁😁😁😁
Tweet media one
Tweet media two
Tweet media three
Tweet media four
102
14
542
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
4 months
5 ବର୍ଷର ଅପେକ୍ଷାର ସୁଖଦ ଅନ୍ତ, ସବୁବେଳେ ମୋ ସାଥିରେ ଥାଅ ଏତିକି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା 🙏🏼🙏🏼🙏🏼
Tweet media one
Tweet media two
Tweet media three
Tweet media four
68
4
554
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଜୟ ଜଗନ୍ନାଥ 🙏🙏🙏
Tweet media one
56
6
539
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
କିଛି ଆରମ୍ଭ କରିବାକୁ ହେଲେ ଅନେକ ବାଧା ସୃଷ୍ଟି ହୁଏ ସେ ବାଧା କୁ ଆଡେଇ ଆଗେଇ ଚାଲିଲେ ସଫଳତା ନିଶ୍ଚିତ ।
Tweet media one
76
5
538
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଯେତେବେଳେ ଲୋକେ ଆପଣଙ୍କ ବିଷୟରେ ଟିପ୍ପଣୀ କରନ୍ତି ସେତେବେଳେ ବିଚଳିତ ହୁଅ ନାହିଁ, ବାସ୍ ଏତିକି ମନେରଖ ପ୍ରତ୍ୟେକ ଖେଳରେ ଦର୍ଶକ ହିଁ ଚିଲାନ୍ତି ଖେଳାଳି ନୁହେଁ...।
Tweet media one
Tweet media two
Tweet media three
67
6
530
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଅସହାୟ ଲୋକ ଙ୍କ ଦୁଃଖ ବୁଝିଥିବା କେନ୍ଦୁଝର ଜିଲ୍ଲା କୁନି ଭଉଣୀ ନୈନା ସଡ଼କ ଦୁର୍ଘଟଣାରେ ସବୁଦିନ ପାଇଁ ଆମକୁ ଛାଡ଼ି ଚାଲିଗଲା 😭😭😭 ବିଦାୟ ସାନ ଭଉଣୀ,ଭଗବାନ ତୁମ ଆତ୍ମା କୁ ଶାନ୍ତି ଦିଅନ୍ତୁ🙏🙏🙏 ସଭିଙ୍କର ପ୍ରୟାସ କୁ ବିଫଳ କରି ଅଫେରା ରାଇଜକୁ ଚାଲିଗଲୁ । ଦୁଖଃଦ ବିଦାୟ 😭
Tweet media one
Tweet media two
Tweet media three
Tweet media four
95
26
535
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
4 years
LIFE ରେ ଏମିତି କିଛି କର୍ମ କର, ଯେଉଁଠି ଲୋକେ ତୁମକୁ BLOCK ନୁହେଁ SEARCH କରିବେ। ଜୟ ଜଗନ୍ନାଥ🙏🙏🙏🙏
Tweet media one
78
18
523
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଶ୍ରୀଲେଖା ର ଆଜି ପର୍ଯ୍ୟନ୍ତ ଜୀବନର ରାସ୍ତା🤪🤪🤪🤪🤪🤪
Tweet media one
69
5
526
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
Tweet media one
53
7
536
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଆପଣ ମାନଙ୍କ ଆଶୀର୍ବାଦ ଭଲପାଇବା ପାଇଁ ଆଜି ଦୈନିକ ସମ୍ବାଦପତ୍ର @sambad_odisha ର ରାଜ୍ୟ ସଂସ୍କରଣ ର ପ୍ରଥମ ପୃଷ୍ଠା ରେ ପ୍ରକାଶିତ ହୋଇ ପାରିଛି | ଅଶେଷ ଅଶେଷ ଧନ୍ୟବାଦ @sambad_odisha ଜଣେ ସାଧାରଣ ଝିଅ କୁ ସ୍ଥାନ ଦେଇଥିବାରୁ।🙏🙏 @kanak_news @otvkhabar @ArgusNews_in @ZeeOdisha @ANI
Tweet media one
Tweet media two
49
26
521
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଜିବନରେ କିଛି ସମୟ ଏମାନଙ୍କ ସହ ବିତାଇଲେ ଆତ୍ମା ଶାନ୍ତି ଲାଗେ🥰🥰🥰🥰🙏🙏🙏
Tweet media one
Tweet media two
Tweet media three
Tweet media four
82
11
513
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଅଶେଷ ଅଶେଷ ଧନ୍ୟବାଦ ମୋ ପରିବାର 🙏❤️❤️
@jaydurgatrust
jayadurga foundation trust
2 years
ତୁମ ପାଇଁ ଆମ @jaydurgatrust ପରିବାର ଗର୍ବିତ @shrilekhajena 👏👏👏
Tweet media one
6
9
89
28
8
516
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
1 year
ଛାତ୍ରୀ ଜୀବନ ଅବିସ୍ମରଣୀୟ 🥰🥰🥰 #ସ୍ମୃତି_ଏକ_ରୁପାଜହ୍ନ
Tweet media one
Tweet media two
45
9
516
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
1 year
କାଳିଆ ସାଆନ୍ତ ର ସେବାରେ
Tweet media one
Tweet media two
Tweet media three
Tweet media four
42
8
518
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଦେଖିକି କୁହନ୍ତୁ କଣ ହୋଇଥିବ????
Tweet media one
Tweet media two
71
12
506
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଆଧୁନିକତାର ସ୍ପର୍ଶ ରେ ଏହି ଚୁଲି ରେ ରୋଷେଇ ଆଉ ପ୍ରାୟ ଦେଖିବାକୁ ମିଳୁନି । ଗାଁ ମାନଙ୍କରେ କେହି କେହି ଏମିତି ଚୁଲିରେ ରୋଷେଇ କରୁଛନ୍ତି । ଆମେ ତ ଗାଉଁଲି ଝିଅ । ଆମର ଗ୍ୟାସ ରୋଷେଇ ଅପେକ୍ଷା ଚୁଲିରେ ରୋଷେଇ ଅଧିକ ପସନ୍ଦ ଆଉ ଖାଦ୍ୟର ସୁଆଦ ବି ସେମିତି ମନଲୋଭା
Tweet media one
44
11
508
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
କିଛି ସମୟ ଆମ କେନ୍ଦୁଝର ଜିଲ୍ଲାର ପ୍ରାକୃତିକ ପରିବେଶ ରେ❤️❤️❤️❤️🥰🥰🥰
Tweet media one
Tweet media two
Tweet media three
Tweet media four
59
5
497
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
1 year
ଟ୍ୱିଟର ମୋର ଅନ୍ୟ ଏକ ବିଶାଳ ପରିବାର 🥰🥰🥰 ଶାଶକ ଏବଂ ଶାଶିତ ମଧ୍ୟରେ ସେତୁଟିଏ ହୋଇ ଶାଶିତ ମାନଙ୍କର ସମସ୍ୟା କୁ ଶାଶକ ମାନଙ୍କ ନିକଟରେ ପହଞ୍ଚାଇ ସମାଧାନ କରିପାରିଥିବାରୁ 28000 ଭାଇ ଭଉଣୀଙ୍କର ଭଲପାଇବା ସାଉଁଟି ପାରିଛି 👏
Tweet media one
36
8
500
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
୨୦୨୧ ବର୍ଷର ଅଭୁଲା ମୁହୂର୍ତ୍ତ 😊😊😊🙏🙏🙏
Tweet media one
Tweet media two
Tweet media three
60
14
497
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ଦେବଦୂତ @AbhimanyuDasCTC ଙ୍କ ସହିତ ମୋର ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ କଟକ ମେଡ଼ିକାଲ ରେ ଡାକ୍ତର ଦେଖେଇ ଆବଶ୍ୟକ ଚିକିତ୍ସା ସୁବିଧା କରାଇଥିଲେ।ସବୁବେଳେ କୁହନ୍ତି ମୁଁ ତାଙ୍କ ଝିଅ ବୋଲି ଆଉ ଠିକ୍ କାଲି ମେଡିକାଲରେ ନିଜ ଗାଡିରେ ବସାଇ ମୋତେ ଡାକ୍ତର ପାଖରେ ଦେଖାଇଥିଲେ ଜଣେ ବାପାଙ୍କର କର୍ତ୍ତବ୍ୟ କୁ କାଲି ଆଖି ଆଗରେ ଦେଖିଲି । 🙏
Tweet media one
30
4
492
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଯେତେ ଦୁଃଖ କଷ୍ଟ ଆସିଲେ ବି ସବୁକୁ ଲୁଚାଇ ଏମିତି ଟିକେ ଓଠରେ ହସ ରଖି ଜୀବନ ଯୁଦ୍ଧରେ ଆଗେଇ ଯିବା କଥା।
Tweet media one
65
5
488
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
1 year
ଚାରକୋଳି କୁଢ଼ 10 ଟଙ୍କା ଆନନ୍ଦପୁର ରୁ ଘଟଗାଁ ରାସ୍ତାରେ 😊😊
Tweet media one
28
10
493
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ବାହାଘର ରେ ଖାଲି ଫୋଟ 😁😁😁😁
Tweet media one
Tweet media two
Tweet media three
78
7
482
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
8 months
ଚାଲ ନୂଆବର୍ଷ ରେ ବୁଲିଯିବା 😄😄😄😄
Tweet media one
Tweet media two
Tweet media three
60
5
481
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଜଣେ ଚାହିଁଲେ ଏ ସମାଜ ଲାଗି ବହୁତ କିଛି କରି ପାରିବ କିନ୍ତୁ ବହୁତ କିଛି ତ୍ୟାଗ କରିବାକୁ ପଡିବ।ଚାଲ ଅସହାୟ ଙ୍କ ଲାଗି କିଛି କରିବା ...ମଣିଷ ଜନ୍ମ କଣ ଏମିତି ନିଜ ପେଟ ଆଉ ଅଜସ୍ର ଟଙ୍କା କମେଇବାରେ ପଳେଇବ।🙏🙏🙏 #Copied
Tweet media one
61
10
486
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଭୟ, ରାଗ , ଦୁଃଖ ନା ଆଶ୍ଚର୍ଯ୍ୟ??? 🤔🤔🤔🤔
Tweet media one
120
9
479
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ପିଲାଦିନେ ଏଇଟା ଥିଲା ଆମ ପାଇଁ ବୁଲେଟ🥰🥰🥰
Tweet media one
39
12
473
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
1 year
Tweet media one
190
8
489
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
11 months
ମନକୁ ବୁଝିପାରୁଥିବା ମଣିଷ ଟିଏ ମିଳିଗଲେ ହୃଦୟ ସବୁଦିନ ତା ପାଖେ ବନ୍ଧା ପଡ଼ିଯାଏ 😍😍😍
Tweet media one
54
8
470
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ସକାଳ�� ସକାଳୁ ଆମ କେନ୍ଦୁଝର ର କେନ୍ଦୁ କୋଳି ମିଳିଗଲା 🥰🥰🥰🥰😋😋😋😋😋
Tweet media one
Tweet media two
Tweet media three
70
7
474
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
ମୋ ମା ତାରିଣୀ🙏🙏🙏🌺🌺🌺
Tweet media one
Tweet media two
Tweet media three
Tweet media four
43
8
467
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଜୟ ଜଗନ୍ନାଥ 🙏🙏🙏🙏
Tweet media one
Tweet media two
Tweet media three
Tweet media four
45
17
472
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
Tweet media one
53
4
471
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
2 years
କ୍ଷୀରଚୋରା ଗୋପୀନାଥ ମନ୍ଦିର ର ପ୍ରସିଦ୍ଧ ରାବିଡି ଭୋଗ ସେବନ ର ଆନନ୍ଦ ଅନୁଭବ କଲି 🥰🥰🥰
Tweet media one
Tweet media two
Tweet media three
Tweet media four
46
10
470
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ସତ ନା ମିଛ ମୁଁ ବି ଜାଣି ପାରୁନି😁😁😁
Tweet media one
Tweet media two
Tweet media three
68
15
451
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ଜୟ ମା ତାରିଣୀ 🙏🙏🙏
Tweet media one
43
11
460
@shrilekhajena
ଶ୍ରିଲେଖା ଜେନା (ସୁଲୁ )🇮🇳 🐦
3 years
ମୁଁ ଜାଣିବାକୁ ଚାହୁଁଚି ମୋ ଟୁଇଟର ପରିବାର ରେ ଥିବା ଗୁରୁଜନ ଓ ଭାଇଭଉଣୀ ମାନେ କେଉଁ କେଉଁ ଜିଲ୍ଲାରୁ????
481
16
443