smitaspeaks Profile Banner
smitaspeaks Profile
smitaspeaks

@smitaspeaks3

4,785
Followers
280
Following
2,378
Media
17,503
Statuses

Writer, short story writer born on 26th Aug

Joined June 2021
Don't wanna be here? Send us removal request.
@smitaspeaks3
smitaspeaks
4 months
ଖରାବେଳେ ଶୋଇବା ଅଭ୍ୟାସ ଯୋଗୁଁ ଖରା ଛୁଟି ପରେ ସ୍କୁଲ ଖୋଲିଲେ କିଛିଦିନ ଏମିତି ହୁଏ😀
17
42
567
@smitaspeaks3
smitaspeaks
3 months
ଭତ୍ତା ପାଇବେ ଅଶୀ , ଷାଠିଏ କାନ୍ଦୁଛି ବସି
16
41
503
@smitaspeaks3
smitaspeaks
2 years
*After incometax deduction February month salary*...😜🤪😝
48
67
417
@smitaspeaks3
smitaspeaks
3 years
କୋରାପୁଟ ଦେଓମାଳି ରେ କିଛି ଅଭୂଲା ମୁହୂର୍ତ୍ତ(୨୦୧୯)
Tweet media one
29
10
390
@smitaspeaks3
smitaspeaks
3 years
କହିଲ ଦେଖି?
Tweet media one
191
15
366
@smitaspeaks3
smitaspeaks
2 years
ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗରେ ଅଭୁଲା ଯୋଡ଼ି ❤️❤️
22
20
341
@smitaspeaks3
smitaspeaks
2 years
ସାତକୋଶିଆ , ଓଡିଶା
Tweet media one
24
7
316
@smitaspeaks3
smitaspeaks
2 years
Tweet media one
41
5
319
@smitaspeaks3
smitaspeaks
2 years
ଯେତେବେଳେ ସ୍ୱପ୍ନ ହୁଏ ବଡ଼ ଆଉ ଯାଗା ଛୋଟ।
Tweet media one
25
9
304
@smitaspeaks3
smitaspeaks
1 year
ପଖାଳ ତୋରାଣି ଏବେ ବୋତଲ ରେ ପଶି ବିକ୍ରି , ଜୟ ଓଡ଼ିଶା
Tweet media one
24
20
298
@smitaspeaks3
smitaspeaks
3 years
Akkashila
Tweet media one
27
12
303
@smitaspeaks3
smitaspeaks
2 years
ନିଜ ଛୁଆ ଯଦି ଢ଼ିଙ୍କି କଣ ବୋଲି ପଚାରିବେ ସେମାନଙ୍କୁ ଏଇ demo ଟା ଦେଖେଇବେ 😀😀
32
52
290
@smitaspeaks3
smitaspeaks
3 years
Good evening from Nrushinghanath, paikamala❤️
Tweet media one
28
4
269
@smitaspeaks3
smitaspeaks
3 years
Good morning .Jai Jagannath 🙏.
Tweet media one
22
16
252
@smitaspeaks3
smitaspeaks
2 years
ବାପାଙ୍କୁ ନିଜ kidney ଦେଲେ ଝିଅ !!! ଝିଅ ସବୁ ବେଳେ ବାପାର !!! ସମସ୍ତଙ୍କ ପରିବାରରେ ଝିଅଟିଏ ଥିଲେ ପରିବାର ଖୁସି ଖୁସି ଲାଗେ !
Tweet media one
21
5
259
@smitaspeaks3
smitaspeaks
2 years
ସଜାଡ଼ି ଲେଖ , ଠିକ ଶବ୍ଦଟି କଣ ?
Tweet media one
116
9
253
@smitaspeaks3
smitaspeaks
2 years
ବାସ ତୁମେ! 🙏🙏🙏
Tweet media one
18
5
241
@smitaspeaks3
smitaspeaks
3 years
ଉତ୍କଳୀୟ କଳା ଓ ସ୍ଥାପତ୍ୟ ର ସୁନ୍ଦର ନମୁନା।
Tweet media one
10
14
243
@smitaspeaks3
smitaspeaks
2 years
Green lunch ମୂଳା ଶାଗ କୋଶଳା ଶାଗ ପାଳଙ୍ଗ ମୁଗଡାଲି ଵିନସ ଆଳୁ ଭଜା
Tweet media one
38
9
221
@smitaspeaks3
smitaspeaks
11 months
Tweet media one
89
2
248
@smitaspeaks3
smitaspeaks
2 years
Debrigarh wildlife sanctuary
Tweet media one
19
0
223
@smitaspeaks3
smitaspeaks
2 years
ଆଉ ଗୋଟେ ବର୍ଷ ଛୋଟ ହେଇଗଲି, ସେଥିପାଇଁ ପ୍ରଭୁ ଜଗନ୍ନାଥଙ୍କୁ ଅନେକ ଅନେକ ଧନ୍ୟବାଦ 🥰🥰
Tweet media one
53
3
203
@smitaspeaks3
smitaspeaks
2 years
🤔🤔🤔🤔 କଣ କଥାଟା ସତ? Just for fun
Tweet media one
42
3
217
@smitaspeaks3
smitaspeaks
2 years
ଦରିଆକୂଳେ ସନ୍ଧ୍ୟା
Tweet media one
24
0
215
@smitaspeaks3
smitaspeaks
3 years
Happy n colourful Holi to all my Twitter friends 💗💙💚💛🧡💜🖤
Tweet media one
32
4
210
@smitaspeaks3
smitaspeaks
1 year
ବାହାଘରରେ ଠିକଣା ଯାଗା ଖୋଜି ଖୋଜି ଫୋଟୋ ଉଠେଇବା ଗୋଟେ ଖୁସି😍😍😍😍
Tweet media one
30
2
206
@smitaspeaks3
smitaspeaks
2 years
ସୁପ୍ରଭାତ # May flower #Football lily. ପ୍ରତିବର୍ଷ May ମାସରେ ବଗିଚାର ଅତିଥି।
Tweet media one
17
8
211
@smitaspeaks3
smitaspeaks
2 years
Always grt weakness for odisha Handloom saree.
Tweet media one
26
2
193
@smitaspeaks3
smitaspeaks
1 year
Dil toh bachha hey ji. ❤️ for cotton candy
Tweet media one
24
1
196
@smitaspeaks3
smitaspeaks
1 year
Happy Durgasthami
Tweet media one
18
4
204
@smitaspeaks3
smitaspeaks
2 years
Picnic lunch
Tweet media one
16
1
203
@smitaspeaks3
smitaspeaks
2 years
Home made
Tweet media one
39
3
170
@smitaspeaks3
smitaspeaks
2 years
ଦଳେ ପଲିଥିନ ଵାଲା ଦୋକାନ ଚଢ଼ାଉ କରିବାକୁ ଆସିଥିଲେ।ଗଲାବେଳକୁ ଜୋରରେ ବର୍ଷା ହେଲା।କହିଲେ ଦିଅରେ ଗୋଟେ ପଲିଥିନ, କୋଉଠି ଲୁଚେଇକି ରଖିଥିବ ଯଦି।ମୋବାଇଲ ଟା ଓଦା ହେଇଯିବ।🤣🤣
21
11
195
@smitaspeaks3
smitaspeaks
1 year
ଦରକାର ନାହିଁ ଆଉ ପେଟ୍ରୋଲ ଖାଲି ଷ୍ଟାର୍ଟ କରି ଆଗକୁ ଚାଲ। #Olaev #ecofriendly
Tweet media one
34
1
193
@smitaspeaks3
smitaspeaks
2 years
କି ସମ୍ମୋହନ ଶକ୍ତି ଏଇ ନୀଳଚକ୍ର ନେତରେ ଚାହିଁ ଦେଲେ ଥରେ ଆଖି ନଫେରେ । 🙏🙏🙏🙏🙏🙏🙏🙏🙏🙏🙏🙏 ଜୟ ଜଗନ୍ନାଥ
Tweet media one
23
6
181
@smitaspeaks3
smitaspeaks
3 years
ନବରାତ୍ରୀ ପରେ ସୋମବାର ଓ ମଙ୍ଗଳବାର , ଦୀର୍ଘ ଏଗାର ଦିନ ପରେ ପଖାଳ ସହ ............❤️❤️
Tweet media one
21
7
188
@smitaspeaks3
smitaspeaks
3 years
ବେଳେବେଳେ ପୁରୁଣା ଫଟୋ (ଛ ବର୍ଷ ତଳର) ଅନେକ କିଛି ସ୍ମୃତିକୁ ଜୀବନ୍ତ କରାଏ।
Tweet media one
21
3
195
@smitaspeaks3
smitaspeaks
2 years
ବାଟ ଚାଲୁ ଚାଲୁ ଲକ୍ଷ୍ୟ ମୁଁ ଭୁଲିଲି ପଡିଲି ଉଠିଲି କେତେ ବି ଝୁଣ୍ଟିଲି ଝରାଇଲି କେତେ ଲୁହ..... ଅଦୃଶ୍ୟ ଶକତି ବୁଝାଇଲା ପରି ପଚାରିଲେ ଦିନେ... କଣ ବୁଝିବେ କେହି ତୋ କୋହ..??? ମନର ଭାବନା ନ କହି କାହାଆଗେ ଶବ୍ଦ ଲେଖନୀରେ ତାକୁ କୁହ.. ମୋ ଶ୍ରୀ ଚରଣେ ମନ ଦେଇ ତୁମେ ବାଟ ଚାଲ ଅହରହ....!! 🙏ଜୟ ଜଗନ୍ନାଥ 🙏 ଶୁଭ ସୋମବାର ସକାଳ
Tweet media one
28
8
163
@smitaspeaks3
smitaspeaks
2 years
ସେଓ ବଗିଚାରେ ।
Tweet media one
19
0
179
@smitaspeaks3
smitaspeaks
2 years
ପିଲାଦିନର ATM ଆଉ ATM pin
Tweet media one
28
9
175
@smitaspeaks3
smitaspeaks
3 years
Happy Valentine's day
Tweet media one
16
9
166
@smitaspeaks3
smitaspeaks
2 years
ତୁମ ଇଚ୍ଛାରେ ମିଳଇ ଦର୍ଶନ ଇଚ୍ଛାରେ ପହଡ଼ ପଡ଼େ, ତୁମ ଇଚ୍ଛା ବିନା କି ନନ୍ଦିଘୋଷ ଶରଧା ବାଲିରେ ଗଡ଼େ? କରିକରାଉ ଥାଅ ତୁମେ ବୋଲି ଭୁଲେ ମୁଁ ଥରକୁ ଥର, ମାଗିବସେ ଚାନ୍ଦ ହାତ ପାହାନ୍ତାରେ ଏ କି ବାଚଳାମି ମୋର? ଜୟ ଜଗନ୍ନାଥ , ଶୁଭ ରବିବାର 🙏💐🙏💐🙏💐🙏💐
Tweet media one
18
4
171
@smitaspeaks3
smitaspeaks
2 years
Tweet media one
13
4
167
@smitaspeaks3
smitaspeaks
2 years
ଆଜି ମେଞ୍ଚେ ଫୁଟିଛି , ପତ୍ର ଆଉ ଫୁଲଗୁଡ଼ା ମାନଖୋଲି ହସୁଛନ୍ତି❤️❤️
Tweet media one
9
4
166
@smitaspeaks3
smitaspeaks
2 years
House boat view from Kashmir( jannat)
Tweet media one
13
1
161
@smitaspeaks3
smitaspeaks
2 years
Yet to bloom
Tweet media one
10
3
155
@smitaspeaks3
smitaspeaks
3 years
କ୍ୟାଡ଼ବରୀ କିଟକ୍ୟାଟ କୁ ଦିଏ ପଛରେ ପକାଇ, ଟିକେଖଟା ଟିକେମିଠା ଟିକେରାଗ ମିଶା ସ୍ୱାଦ ଅପୂର୍ବ ଲାଗଇ।❤️❤️😋😋
Tweet media one
13
7
158
@smitaspeaks3
smitaspeaks
2 years
ଭିଡ଼ ଭିତରେ ମା ସୁଭଦ୍ରାଙ୍କ ଫଟୋଟି ଟିକେ ଭଲରେ ନେଇପାରିଲି ।
Tweet media one
9
5
161
@smitaspeaks3
smitaspeaks
2 years
When mom combs ur hair.........❤️❤️❤️
Tweet media one
25
2
151
@smitaspeaks3
smitaspeaks
3 years
ଆମେ କ୍ୟାଡ଼ବରୀ ଯୁଗର ନୁହେଁ , ଟଙ୍କାରେ ଚାରିଟା ମିଳୁଥିବା କମଳା ଚକୋଲେଟ ଯୁଗର ।ତେଣୁ ସମସ୍ତଙ୍କୁ କମଳା ଚକୋଲେଟ ମାଧ୍ୟମରେ ଆଜି ଅଭିନନ୍ଦନ ଜଣଉଛି 💐💐.
Tweet media one
15
12
149
@smitaspeaks3
smitaspeaks
2 years
Good Sunday Morning ଟା ପୁରା wintery wintery
Tweet media one
16
5
138
@smitaspeaks3
smitaspeaks
2 years
Birthday spcl lunch
Tweet media one
33
2
145
@smitaspeaks3
smitaspeaks
2 years
Gift from a mechanical engineer to his gf on Biswakarma puja🤣🤣
Tweet media one
23
4
158
@smitaspeaks3
smitaspeaks
1 year
ତୋତେ ହାଲକା ହାଲକା ଛୁଇଁବାର ମଜା ଅଲଗା ତୋତେ ଭାବି ଭାବି ଶୋଇବାର ମଜା ଅଲଗା ତା ବାପା ଯଦି ଜାଣିବ ସଜା ଅଲଗା ଦେଖିବନି କିଛି ତୋ ଯାଗା ଅଯାଗା ।😜😜
36
2
160
@smitaspeaks3
smitaspeaks
3 years
ଚାହିଁନାହିଁ କେବେ ହେବି ମୁଁ ଲେଖିକା ଅବା ନାମ୍ନୀ କବିଟିଏ ସମୟ ସୁଯୋଗ ପାଇଲେ ଟିକେ ମୁଁ ଦି ପଦ ଗାରେଇଦିଏ।
Tweet media one
11
2
156
@smitaspeaks3
smitaspeaks
2 years
ଭାବିଥିଲି ଭେଟ ହେଲେ ତୁମ ସାଥେ ମନକଥା ଖୋଲି କହିଦେବି ଜାଣିତ ନଥିଲି ମିଶିଲେ ଆଖିରେ ଆଖି ସବୁକଥା ମୁଁ ଯେ ଭୁଲିଯିବି। କେମିତି କିମିଆଁ ଜାଣିଛ ହେ ଯାଦୁଗର ଦିଅ ମୋହନୀ ଲଗାଇ, ଦୁଃଖ ଜଣେଇବା ବଦଳେ ହୁଏ ଅନୁଭବ ମୋ ଠୁ ସୁଖୀ କେହି ନାହିଁ। 🙏💐🙏💐🙏💐🙏💐🙏💐 ଜୟ ଜଗନ୍ନାଥ , ଶୁଭ ସକାଳ
Tweet media one
22
9
137
@smitaspeaks3
smitaspeaks
2 years
40 ଟଙ୍କାର ସମ୍ପତ୍ତି😂😂
Tweet media one
36
7
152
@smitaspeaks3
smitaspeaks
2 years
ବର୍ଷେ ହେଲାଣି ଅପେକ୍ଷାରେ ଥିଲି, କେମିତି ଫୁଟୁଛି ଦେଖିବା ପାଇଁ।❤️❤️
Tweet media one
13
1
134
@smitaspeaks3
smitaspeaks
2 years
ଗଛ କେବେ ବିଶାଳ ହେଇ ଆମକୁ ଛାୟା ପ୍ରଦାନ କରେ ତ କେତେବେଳେ ହାତ ପାପୁଲିର ଆକାର ନେଇ ଆମ ଘରର ଶୋଭା ବଢ଼ାଏ। #mameplant #indoorplant
Tweet media one
Tweet media two
23
2
146
@smitaspeaks3
smitaspeaks
2 years
ଓଁ ତ୍ରୟମ୍ବକମ୍ ୟଯାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ || ଉର୍ବାରୁକମିବ ବନ୍ଧନାନ୍-ମୃତ୍ୟୋର୍ମୂକ୍ଷୀୟ ମାମୃତାତ୍ || 🙏ମହାଶିବରାତ୍ରି ର ଅଭିନନ୍ଦନ 🙏 🙏ଓଁ ନମଃ ଶିବାୟ 🙏
Tweet media one
26
5
148
@smitaspeaks3
smitaspeaks
2 years
ଅରୁଣସ୍ତମ୍ବ ପାଖେ ଥାଇ ମିଳଇ ଦର୍ଶନ ତୁମେ ସେହି ମହାବାହୁ ପତିତପାବନ, ଶ୍ରୀମନ୍ଦିର ଭିତରେ ତୁମ ରତ୍ନସିଂହାସନ ଭାଇଭଉଣୀଙ୍କୁ ଧରି ତହିଁ ବିରାଜମାନ। 🙏🙏🙏🙏🙏🙏🙏🙏🙏🙏🙏 ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ
Tweet media one
18
6
149
@smitaspeaks3
smitaspeaks
3 years
ଅନୁଭବ ରୁ ପଦେ
Tweet media one
10
9
147
@smitaspeaks3
smitaspeaks
2 years
୪ବର୍ଷ ତଳର ସ୍ମୃତି ଦେଓମାଳିରେ
Tweet media one
14
1
141
@smitaspeaks3
smitaspeaks
2 years
କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର । (ଫୋଟୋ ଟିକୁ ଦେଖି ପିଲାଦିନେ ଗାଉଥିବା ପ୍ରାର୍ଥନା ମନେ ପଡିଗଲା),ଏ ପ୍ରାର୍ଥନା କେତେ ଯେ ସୁନ୍ଦର ସାବଲୀଳ, ତାହା ଅବର୍ଣ୍ଣନୀୟ । ଜୟ ଜଗନ୍ନାଥ , ଶୁଭ ସକାଳ🙏
Tweet media one
21
3
138
@smitaspeaks3
smitaspeaks
2 years
ପ୍ରକୃତି , ତୋ କୋଳ କେତେ ସୁନ୍ଦର ❤️
33
2
135
@smitaspeaks3
smitaspeaks
3 years
ମାଟିରେ ଜନମ , ମାଟିରେ କରମ ବେଉସା ବି ସେଇ ମାଟି ମାଟିର ମଣିଷ ମାଟିରେ ମିଶିବି ମୃତ୍ୟୁପରେ ଏକାନ୍ତ ସାଥୀ।
Tweet media one
9
5
135
@smitaspeaks3
smitaspeaks
2 years
ପୁରୀ ଯିବ ଆଉ ସାକ୍ଷୀଗୋପାଳ ପାଖାପାଖି ପଇଡ଼ ପିଆ ନହେବ , ଏ ଗୋଟେ କଥା ? #tendercoconut #moodrefresher
Tweet media one
22
2
136
@smitaspeaks3
smitaspeaks
2 years
ଧାରଣ କରିଛି ତ୍ରିଭୁବନ ଯିଏ ଧନ୍ଯ ତୁ ତାହାକୁ ଵକ୍ଷରେ ଵହି, ହେ ବଡ଼ଦାଣ୍ଡ........ ଏମିତି ମହାନ ବ୍ରହ୍ମାଣ୍ତେ କାହିଁ,,,। ଭଗବାନ ସାଥେ କୋଟି ଭକ୍ତ ଭାର ଆନନ୍ଦେ ଆଘାତ ଯାଉଛ ସହି, ହେ ବଡ଼ଦାଣ୍ଡ........ ଏମିତି କ୍ଷମତା କାହାର କାହିଁ,,,,,,,। ଜଗତ କରତାକୁ କୋଳରେ ଧରିଛୁ ତଥାପି ଉଲ୍ଲସିତ ଭକ୍ତ ଚରଣ ଛୁଇଁ। 🙏💐ସକାଳ ପ୍ରଣାମ💐🙏
Tweet media one
18
4
130
@smitaspeaks3
smitaspeaks
2 years
Picnic breakfast
Tweet media one
19
0
139
@smitaspeaks3
smitaspeaks
2 years
ପବିତ୍ର ବେଦବ୍ୟାସ ଘାଟରେ ଯୋଉଠି ହୋଇଛି ଶଙ୍ଖ , କୋଏଲ ଓ ବ୍ରାହ୍ମଣୀ ନଦୀର ସଙ୍ଗମ
Tweet media one
14
2
127
@smitaspeaks3
smitaspeaks
2 years
ଶ୍ରାବଣ ର ଉପହାର ।ଶ୍ରାବଣୀ ଛତୁ
Tweet media one
12
3
130
@smitaspeaks3
smitaspeaks
2 years
ସମ୍ବଲପୁରୀ ଦିବସର ଶୁଭେଚ୍ଛା । ଓଡିଶା ହସ୍ତତନ୍ତ ବସ୍ତ୍ର ପାଇଁ ଅପୂର୍ବ ଦୁର୍ବଳତା ।
Tweet media one
18
0
133
@smitaspeaks3
smitaspeaks
2 years
Betaab valley , pahalgam
Tweet media one
16
2
137
@smitaspeaks3
smitaspeaks
2 years
ସକାଳୁ ଉଠିକି ଫୋନ ଦେଖିବା ପରେ ଜାଣିଲି।
Tweet media one
44
5
132
@smitaspeaks3
smitaspeaks
3 years
Immunity booster😍
Tweet media one
7
7
130
@smitaspeaks3
smitaspeaks
2 years
😀😀
27
9
134
@smitaspeaks3
smitaspeaks
11 months
#ପ୍ରଥମାଷ୍ଟମୀ #ଏଣ୍ଡୁରିପିଠା ସମସ୍ତ ଜ୍ୟେଷ୍ଠ ସନ୍ତାନ ମାନଙ୍କୁ ପ୍ରଥମାଷ୍ଟମୀ ର ଶୁଭେଚ୍ଛା 💐 ସାନ ଓ ମଝିଆଁ ମାନେ ମନ କଷ୍ଟ ନକରି ପିଠା ମିଠା ଖାଇ ଖୁସି ହେବାକୁ ଅନୁରୋଧ😀
Tweet media one
19
6
133
@smitaspeaks3
smitaspeaks
2 years
#ରବିବାର #ଫୁଲକୋବିଚିଙ୍ଗୁଡ଼ି #ବଡ଼ିବାଇଗଣପାଳଙ୍ଗ
Tweet media one
15
3
129
@smitaspeaks3
smitaspeaks
2 years
ସଂସାରର ଯେତେ କାଳିମା ସବୁ ନିଜ ଶ୍ରୀଅଙ୍ଗରେ ବୋଲିଛ, ଯେବେ ଶ୍ରୀଅଙ୍ଗରୁ ଛାଡିଯିବ କଳା ଦୁନିଆଁ ଅନ୍ଧାର ହୋଇବ ସବୁରି ପାପକୁ ନିଜ ମୁଣ୍ଡେ ମୁଣ୍ଡେଇ ବାର ବାର କ୍ଷମା ଦଉଛ, କାନ୍ଦିଦେଲେ କିଏ ଯାଉଛ ତରଳି କେମିତିକା ମନ ପାଇଛ ? 🙏ପ୍ରଣାମ ଜଗତ କର୍ତ୍ତା 🙏 🙏💐ଜୟ ଜଗନ୍ନାଥ💐🙏
Tweet media one
30
13
108
@smitaspeaks3
smitaspeaks
2 years
ଧର୍ମ ମାସର ଶୁଭ ପଞ୍ଚୁକରେ କାଳିଆରେ ତୋତେ ରହିଲା ରାଣ ମଙ୍ଗଳ ମନାସୀ ଜାଳୁଅଛି ଦୀପ ଭୁଲିଯିବୁନାହିଁ କରିବାକୁ କଲ୍ୟାଣ।🙏
Tweet media one
22
5
123
@smitaspeaks3
smitaspeaks
2 years
କଣ୍ଟିଲୋରୁ ଶ୍ରୀକ୍ଷେତ୍ରକୁ ଯାତ୍ରା ନୀଳମାଧବରୁ ଜଗନ୍ନାଥ, ଅସରନ୍ତି କାହାଣୀର ଗନ୍ତାଘର ଅଭେଦ୍ୟ ସେ ଗୂଢ଼ ତଥ୍ୟ । 🙏🙏💐💐🙏🙏💐💐🙏🙏 ଶୁଭ ସକାଳର ପ୍ରଣାମ ଘେନ ମହାବାହୁ🙏
Tweet media one
17
8
121
@smitaspeaks3
smitaspeaks
2 years
କାଶ୍ମୀର ର Dal lake ର ସ୍ମୃତି 2006 ରେ। ନା ପାଖରେ ଥିଲା DSLR camera ,ନା ଥିଲା quad pixel technology ଵାଲା ମୋବାଇଲ ।ରିଲ ପକାଇ kodak cam ରେ ଜିନ୍ଦାବାଦର ଯୁଗ।ଦୁଃଖ ଲାଗ���ଛି ଭାବିଲେ ଭୂ ସ୍ୱର୍ଗର ସୌନ୍ଦର୍ଯ୍ୟ କୁ ଠିକ ସେ ତୋଳି ପାରିନଥିଲି
Tweet media one
22
1
128
@smitaspeaks3
smitaspeaks
2 years
ମନରୁ ଧର୍ଯ୍ୟ ମୁଁହରୁ ହସ ଛଡ଼ାଇ ନେବନି କେବେ ମହାବାହୁ, ଏ ଦୁଇ ସମ୍ପତ୍ତି ଟାଳିବ ବିପତ୍ତି ଜୀବନେ ଯେତେ ପଛେ ଦୁଃଖ ଥାଉ। 🙏💐🙏💐🙏💐🙏💐🙏💐🙏 ଜୟ ଜଗନ୍ନାଥ, ଶୁଭ ସକାଳ
Tweet media one
26
7
119
@smitaspeaks3
smitaspeaks
2 years
Tweet media one
19
0
123
@smitaspeaks3
smitaspeaks
2 years
ହାତେ ଶଙ୍ଖ ଧରି କର ଉଦ୍ଘାଟନ ଚକ୍ର ପେଷି କର ନାଶନ ଗଦାରେ ପ୍ରହାରି ଭୂମିଷ୍ଠ କରିପାର ପଙ୍କରୁ ଉଦ୍ଧାରି ପାର ପଦ୍ମ। ତୁମଠୁ ଆରମ୍ଭ ତୁମଠାରେ ଶେଷ ତୁମେ ଦିଅ ଗତି ମୁକ୍ତି ଗଢି ଭାଙ୍ଗିଦେବା କୋଉ ବଡ଼ କଥା ଯାହା ଆଙ୍ଗୁଳି ଅଗରେ ସୃଷ୍ଟି। ଜୟ ଜଗନ୍ନାଥ ,ଶୁଭ ସକାଳ💐🙏
Tweet media one
15
7
119
@smitaspeaks3
smitaspeaks
3 years
Happy Baba's day 🙏🌷
Tweet media one
7
2
130
@smitaspeaks3
smitaspeaks
2 years
ବର୍ଷ ଶେଷର ମାଂସ ଭାତ #muttonlunch
Tweet media one
21
2
130
@smitaspeaks3
smitaspeaks
2 years
ଛୁଆଙ୍କ ତରଫରୁ ସ୍ନେହ ଶ୍ରଦ୍ଧାରେ .......❤️
Tweet media one
12
0
118
@smitaspeaks3
smitaspeaks
2 years
ତୁମେ ଭରଷାର ପୁଣ୍ୟତୋୟା ମୁଁ ଆଶାର ଶୁଷ୍କ ମରୁବାଲି ନିରନ୍ତର ଚାତକ ପରି ଅପେକ୍ଷା କରେ ବୁନ୍ଦାଏ ପାଇବି ବୋଲି। 🙏ପ୍ରଣାମ ମହାପ୍ରଭୁ 🙏 ଶୁଭ ସପ୍ତାହର ପ୍ରଥମ ଦିନରେ ଶୁଭେଚ୍ଛା💐💐
Tweet media one
26
10
100
@smitaspeaks3
smitaspeaks
2 years
ଏଣ୍ଡୁରୀ କୁ ଚିକେନ୍ Combination ଟା କେମିତ���?
Tweet media one
28
0
118
@smitaspeaks3
smitaspeaks
2 years
ରବିବାର ଖାଇବା ଆରମ୍ଭ ତ ଭଲ ହେଲା ଦେଖାଯାଉ ଶେଷ କେମିତି ହେଉଛି।
Tweet media one
16
1
122
@smitaspeaks3
smitaspeaks
2 years
Giant ପିଜୁଳି 750gm only
Tweet media one
Tweet media two
16
2
122
@smitaspeaks3
smitaspeaks
2 years
ସମର୍ପି ଦେଇଛି ନିଜକୁ ତୁମପାଖେ ଯେତେଥର ହୁଏ ଦେଖା ପୂର୍ଣ୍ଣ ଭରସା କରିଛି ତୁମ ଉପରେ କରିଦେବନିଟି ମୋତେ ଏକା କେବେ ଦେଇଅଛ ସମ୍ପୂର୍ଣ୍ଣ ଦରର୍ଶନ କେବେ ଦେଖିଛି ଅଧା ମୁଖ କରି ଅଭିମାନ ଫେରି ମୁଁ ଆସିଛି ହୃଦୟରେ ଚାପିଦେଇ ଦୁଃଖ ବୁଝାଇ ଦେଇଛି ବାଚାଳ ମନକୁ ତୁମେ ସର୍ବତ୍ର ବିରାଜିତ ଘରେ ରହି କ'ଣ ଡାକିଲେ ଶୁଣିବେନି ଯିଏ ବୋଲାଏ ଜଗତନାଥ।🙏
Tweet media one
22
10
112
@smitaspeaks3
smitaspeaks
2 years
କାଗଜ ଫୁଲ ମୁଁ ସୁରଭି ବିହୀନ..........❤️ ସକାଳ ର ଶୁଭେଚ୍ଛା
Tweet media one
10
4
127
@smitaspeaks3
smitaspeaks
1 year
ସମ୍ବଲପୁରୀଆ ନହେଲେ ବି ଶାଢ଼ୀ ମୁଁ ପିନ୍ଧେ ସମ୍ବଲପୁରୀ। Happy Sambalpuri day #ସମ୍ବଲପୁରୀଦିବସ ର ଶୁଭେଚ୍ଛା
Tweet media one
20
1
127
@smitaspeaks3
smitaspeaks
2 years
Who will say sorry first 🤣🤣🤣
Tweet media one
12
4
124
@smitaspeaks3
smitaspeaks
2 years
ବାଦ ଅପବାଦ , ମାନ ସନମାନ ସବୁ  ତୁମରି ହାତରେ, ସମସ୍ୟା ଦେଇ ମୁଣ୍ଡ ଭାରାକ୍ରାନ୍ତ କରୁଅଛ ମିଛଟାରେ। ସମାଧାନ ଯଦି ତୁମେ ହିଁ କରୁଛ କାହିଁ କର  ହଟହଟା, ହଟ ଲଗାଇ ନାଟ ଦେଖୁଅଛ ବୋଲାଇ ଜଗତ ସ୍ରଷ୍ଟା । ବୁଝିବାକୁ ତୁମକୁ ନୁହେଁ ଯଥେଷ୍ଟ ଏଇ ଗୋଟିଏ ଜନମ, କେତେ ଯେ ଜନମ  ନେବାକୁ ହେବ ଭଲକରି ତୁମେ ଜାଣ। ଜୟ ଜଗନ୍ନାଥ ,ଶୁଭ ସକାଳ 🙏🙏🙏💐💐
Tweet media one
19
12
118
@smitaspeaks3
smitaspeaks
2 years
ତୁମ ଭାବନାର ହୁଏନାହିଁ ଅନ୍ତ ଯେଣୁ ହୃଦୟେ କରିଛ ଘର, ଦୁନିଆଁ ଭିଡ଼ରେ ଦିଗହରା ହେଲେ ଦିଗବାରେଣି ହୋଇବ ମୋର। 🙏ଜୟ ଜଗନ୍ନାଥ 🙏
Tweet media one
32
4
115
@smitaspeaks3
smitaspeaks
1 year
ହୃଦୟ ସ୍ପନ୍ଦନ ଚାଲିଥିବା ଯାଏ ଥିବୁ ସାଥିରେ ମୋହରି, ମୃତ୍ୟୁ ଛଡ଼ା ଆଉ ପାରିବେନି କେହି ଆମ ଦୁହିଁଙ୍କୁ ଅଲଗା କରି।
11
8
122
@smitaspeaks3
smitaspeaks
2 years
ଶାମ୍ବଦଶମୀ ର ଶୁଭେଚ୍ଛା
Tweet media one
18
2
122