କାଲି ଜନ୍ମଦିନରେ ବାପା ମତେ ବହୁତ ସମୟ ଯାଏ wish କରିନଥିଲେ l ବହୁତ ଭାବିବା ପରେ ସାହସ ଜୁଟେଇ ପଚାରିଲି "ବାପା,ସବୁ ମୋ ଜନ୍ମଦିନରେ wish କଲେ,ଏଯାଏଁ ତୁମେକାଇଁ କଲନି ତ!"
ବାପା କହିଲେ "ତୁ ଆଗ ଆମକୁ wish କରିବା କଥା,ତୋ ସହିତ ଆଜି ଦିନରେ ଆମେ ବି ନୂଆଜନ୍ମ ପାଇଥିଲୁ, ଆଗରୁ ଆମେ ସବୁ ଥିଲୁ, କିନ୍ତୁ ତୋ ଜନ୍ମ ପରେ ଆମେ ବାପା ମା ହେଲୁ👇