Drspeaks👩‍⚕️ Profile Banner
Drspeaks👩‍⚕️ Profile
Drspeaks👩‍⚕️

@being_eyedolls

13,498
Followers
620
Following
1,990
Media
17,716
Statuses

Aao to welcome🙏jao to bheed kam😌

kya hi karlega janke🥴?
Joined February 2017
Don't wanna be here? Send us removal request.
Pinned Tweet
@being_eyedolls
Drspeaks👩‍⚕️
4 years
On the 5th Death Anniversary of #apjabdulkalam aka #MissileManofIndia #MissileMan , a #bharatRatna in true sense, 11th President of India fondly known as 'the People's President' Let us remember him today for inspiring generations of young Indians to dream big and work hard.🙏
54
772
3K
@being_eyedolls
Drspeaks👩‍⚕️
3 years
Apni #Holi to sukhi hai ...hamare liye bhi aap hi rang khel lijiyega 🥰 #HoliFestival #ହୋଲି_ର_ଶୁଭେଛା 🙏
Tweet media one
116
15
1K
@being_eyedolls
Drspeaks👩‍⚕️
3 years
One cries ‘discrimination’ over Cyclone Yaas money even though Odisha bore the worst impact..and another shows the world what exactly shouldering responsibilities and solidarity means 😐 That's CM #NaveenPatnaik for u,a paragon of statesmanship and diplomacy🙏 @Naveen_Odisha
Tweet media one
Tweet media two
45
153
960
@being_eyedolls
Drspeaks👩‍⚕️
3 years
"1000doctor vaccine ke baad bhi mar gaye,khud ho hi nahi bacha paye , to kaise daktari" #RamdevBaba , duty karte karte mare hain bhasan dete hue nahin🙏 Mocking the deaths of doctors has become a fad 😐 @MoHFW_INDIA
155
224
952
@being_eyedolls
Drspeaks👩‍⚕️
3 years
After a nightmarish week, am back on the field doing what I do best ✌️ #NewProfilePic
Tweet media one
60
12
911
@being_eyedolls
Drspeaks👩‍⚕️
3 years
ବର୍ଷା ଛାଡ୍ ଗୟା ଥା , ଫିର୍ ନିର୍ଦ୍ଧୁମ କାଚ୍ ରହା ହୈ 🙄.. କରେଣ୍ଟ ପଳାୟା ହୈ, କେତେବେଳେ ଆୟେଗା କେଜାଣି 😒 ନିଦ କେମିତି ହୋଗା 😐 ମସା ଗୁଡ଼ା ଭଣ ଭଣ ହୋକେ ଉଡ୍ ରହା ହୈ 😒
122
31
857
@being_eyedolls
Drspeaks👩‍⚕️
3 years
#campdiaries ୭୦ ବର୍ଷୀୟ ମାଉସୀ ଜଣେ,ଦୁଇ ଆଖି ରୁ କିଛି ଦିଶୁନଥାଏ..ସ୍ବାମୀ ଜଣେ ପକ୍ଷାଘାତ ରୋଗୀ, ପିଲା ଛୁଆ ଘରୁ ବାହାର କରିଦେଇଛନ୍ତି ଧରମ ପୁଅ କ୍ୟାମ୍ପକୁ ଧରି ଆସିଲା ଏଇ ଆଶାରେ କି କିଛି ଟା ବା ଦିଶିଲେ ନିଜ ନିତ୍ୟକର୍ମ କରି ପାରନ୍ତା ସବୁ ରୋଗୀ ମାନେ ବସି ଖାଉ ଥାନ୍ତି,ମାଉସୀ ନ ଖାଇ ଗୋଟେ କଣରେ ଚୁପ୍ କି ପେଟ ଯାକି ବସିଥାଏ
Tweet media one
119
59
857
@being_eyedolls
Drspeaks👩‍⚕️
4 years
#NewProfilePic shaadi me gaye aur side profile pic khichwake jhumke nai flaunt kie to kya kia 🙈🙊 ଆଇ ରିପିଟ୍ ସମ୍ବଲପୁରୀ ପାଟ ଇଜ୍ ଲୋଭ୍ ! #sambalpurilove ❤️ #ପାଟଶାଢୀ #sareeswag
Tweet media one
102
7
810
@being_eyedolls
Drspeaks👩‍⚕️
3 years
#NewProfilePic Huma❤️❤️
Tweet media one
59
6
800
@being_eyedolls
Drspeaks👩‍⚕️
4 years
#NewProfilePic N I bid her farewell with a heavy heart 💜
Tweet media one
45
5
787
@being_eyedolls
Drspeaks👩‍⚕️
4 years
୭ ବର୍ଷ ର #covidpositive ଛୁଆ କାନ୍ଦି କାନ୍ଦି ପୁରା ୱାର୍ଡ ଉଠୌ ଥାଏ ପକୌ ଥାଏ ମୁଁ PPE ପିନ୍ଧି ଗଲି ତା ପାଖୁ ରାଉଣ୍ଡ ରେ,ମୋତେ ଆଗେ ଦେଖିଲା ଚୁପ୍ କି,ତା ପରେ ହସିଲା ଯେ ହସିଲା nonstop ଆଉ କାଇଁ ଯେ ଚୁପ୍ ହବ😅 ହସି ହସି କହିଲା.."କାର୍ଟୁନ୍"!🤦 That innocent laugh,never felt this good about wearing a #PPE 😊
47
32
763
@being_eyedolls
Drspeaks👩‍⚕️
2 years
ବୟସ୍କ ଲୋକଙ୍କୁ ବୁଝେଇବା କେତେ ସହଜ,ଥରେ କୁହା ଗଲା ହସ୍ପିଟାଲ କ୍ୟାମ୍ପସ ଭିତରେ ମାସ୍କ ପିନ୍ଧି ରଖିବ..ସୁନା ପିଲାଙ୍କ ପରି ସବୁ କଥା ମାନି ରହିଲେ❤️🥰 ଜଣଙ୍କର ଖସି ଗଲେ ଆଉ ଜଣେ ଟେକି ଦଉଥାଏ.. କଣ ନା 'ମ୍ୟାଡମ୍ କହିଚନ୍ତି ପା' 😁 P.s ମୋ ଗସିପ୍ ଗ୍ୟାଙ୍ଗ ମାଉସୀ ମାନେ ୱାର୍ନି ଦେଇକି ଯାଇଚନ୍ତି ଏଇଥର..'ଫୋନ କଲେ ଉଠେଇବୁ' 🙊
Tweet media one
54
15
763
@being_eyedolls
Drspeaks👩‍⚕️
4 years
#NewProfilePic ek cliche diwali wali pic to banti hai 😉
Tweet media one
71
4
709
@being_eyedolls
Drspeaks👩‍⚕️
3 years
ଜଣେ ମା ନୀତି ତାଙ୍କ ICUରେ ଥିବା covid + ଝିଅ ଦେହ କଥା ବୁଝିବା ପାଇଁ telemed ରେ କଥା ହୁଅନ୍ତି ସବୁ ଦିନ କହିବେ"ସେ ଡାକ୍ତରୀ କଥା ମୁଁ ବୁଝିପାରିବିନି ମା,ଖାଲି କୁହ ସେ ଭଲ ହୋଇଯିବ ତ" ନିଜ ମନରେ ଦ୍ଵନ୍ଦ ଥିଲେ ମଧ୍ୟ ତାଙ୍କୁ ସାହସ ଦିଏ "ଭଲ ହେଇଯିବ" ମନରେ ଆସେ ମିଚ୍ଚ ଆଶା ଦଉନି ତ ! ଆଜି ସେ ଝିଅ ଭଲ ହେଇ ଘରକୁ ଫେରିଲେ ❤️
76
11
700
@being_eyedolls
Drspeaks👩‍⚕️
3 years
Tweet media one
48
6
677
@being_eyedolls
Drspeaks👩‍⚕️
5 months
Let's say it this way...majority of #Odisha didn't vote 'for' #BJP ..they have just voted 'against' #Pandian #ElectionResults #Odisha
65
61
643
@being_eyedolls
Drspeaks👩‍⚕️
3 years
"The first time I felt handicapped because of my lack of education was when a foreigner asked me the price of the fruits in English. I didn’t know what he meant” He then decided to build a primary school for less privileged with his meagre earnings🙏 #HarekalaHajabba my hero❤️
Tweet media one
20
57
622
@being_eyedolls
Drspeaks👩‍⚕️
1 year
" The glow that lights up my life "❤️
Tweet media one
35
4
598
@being_eyedolls
Drspeaks👩‍⚕️
3 years
#Diwali pe downgaze me #Rangoli ke saath diya lagate hue "random" pic nahi dia to kya kia 😀☺️ #dipawali
Tweet media one
24
7
605
@being_eyedolls
Drspeaks👩‍⚕️
3 years
ବାଦାମବାଡ଼ି ବସ ଷ୍ଟାଣ୍ଡ ରେ ପସିଲା ମାତ୍ରେ 👇😒
Tweet media one
47
21
578
@being_eyedolls
Drspeaks👩‍⚕️
2 years
And suddenly u became my everything ...🥰 #parenthood
Tweet media one
166
5
553
@being_eyedolls
Drspeaks👩‍⚕️
4 years
Tweet media one
73
5
547
@being_eyedolls
Drspeaks👩‍⚕️
4 years
ବୁଢ଼ା ମଉସା ଜଣେ ୧୫ ଦିନ ହେଲା ଭର୍ତି ଥିଲେ,ତାଙ୍କ ସବୁ କାମ ଆମର ଜଣେ ନର୍ସ(angel in disguise)କରି ଦେଉଥିଲେ,ଖୁଆଇବା ଠୁ ଯତ୍ନ ନେବା ପର୍ଯ୍ୟନ୍ତ😊 Discharge ଦିନ ତାଙ୍କ ପୁଅ ଆସିଥାଏ ନେବା ପାଇଁ ଯିବା ଆଗରୁ ମୋତେ ଧନୟବାଦ୍ ଜଣେଇ ପଚାରିଲେ "ଆଛା ମା..ସେ ନର୍ସ ଝୁଅ ବାହା ହେଇଛନ୍ତି?ଆମ ବାବୁଲା ପାଇଁ ମ!"😅🤦 #coviddiaries
68
21
535
@being_eyedolls
Drspeaks👩‍⚕️
4 years
Tweet media one
22
3
523
@being_eyedolls
Drspeaks👩‍⚕️
3 years
ଇଫ୍ 'ମୁଁ ନଥିଲେ ତ କିଛି ହବନି ଆଉ' ହ୍ୟାଡ ଏ ଫେସ୍ 😌
Tweet media one
34
8
520
@being_eyedolls
Drspeaks👩‍⚕️
3 years
When #CycloneYaas makes landfall in #Odisha , but national media is busy covering WB Le Odisha 🥴👇
Tweet media one
23
52
522
@being_eyedolls
Drspeaks👩‍⚕️
3 years
"ଫୋଟୋ ନବୁ! ହଉ ନେ ହେଲେ ହସିବିନି..ମୋ ଦାନ୍ତ ନାଇ ବା, ଭଲ ନୁଗା ଖଣ୍ଡେ ପିନ୍ଧି ଥାନ୍ତି ସିନା ଫୋଟୁ ନେଇଥାନ୍ତୁ😏" 😁❤️ #campdiaries
Tweet media one
26
6
521
@being_eyedolls
Drspeaks👩‍⚕️
4 years
ଜଣେ #Covidpatient ଙ୍କୁ ମୁ ଜଣେଇଲି-"ଆପଣ ଏବେ ସମ୍ପୂର୍ଣ୍ଣ ଭାବେ ଭଲ,କାଲି dischargeକରିଦେବା" ରୋଗୀ -"ହଉ ଆଜ୍ଞା,ହେଲେ ରବିବାର ଯିବି" ମୁଁ -"କିନ୍ତୁ ଅସୁବିଧା କଣ,ଆମ୍ବୁଲାନ୍ସ ତ ଆମେ ଦବୁ" ରୋଗୀ-"ଆଜ୍ଞା ରବିବାର🙏" ମୁଁ ଆଶ୍ଚର୍ଯ୍ୟ !🤔 ରୋଗୀ -"ବୁଧବାର ଚିକେନେ ଦେଇ ନଥିଲେ,ରବିବାର ଦେବେ କହିଛନ୍ତି😬" #coviddiaries
83
19
497
@being_eyedolls
Drspeaks👩‍⚕️
3 years
@nitinmeshram_ Mr Nitin "Besharam" ji.. Do you have a daughter ? ...I guess not otherwise u would not have rejoiced at this decision 👎
20
33
442
@being_eyedolls
Drspeaks👩‍⚕️
4 years
#NewProfilePic अखियों के झरोखों से, मैने देखा जो सांवरे तुम दूर नज़र आए, बड़ी दूर नज़र आए बंद करके झरोखों को, ज़रा बैठी जो सोचने मन में तुम्हीं मुस्काए, बस तुम्हीं मुस्काए ❤️❤️
Tweet media one
77
1
483
@being_eyedolls
Drspeaks👩‍⚕️
4 years
କ୍ୟାବିନ୍ ରାଉଣ୍ଡ ରେ ଗଲି, ସ୍ବାମୀ ସ୍ତ୍ରୀ ଦୁହେଁ positive ସ୍ତ୍ରୀ-"madam ମୋତେ ଅଲଗା କ୍ୟାବିନ୍ ଦିଅନ୍ତୁ, ନହେଲେ ଆଙ୍କୁ ବାହାର୍ କରନ୍ତୁ ଏଠୁ..ମୁହଁ ଚାହିଁବାର ଇଚ୍ଛା ନାଇ"😡 ସ୍ବାମୀ-"ରୋଲ୍ ଦେଖ, #VIP ଟା ତ😏" ଅଧ ଘଣ୍ଟା କାଳ ତାଙ୍କର "ଆଶା ର ଆଲୋକ" କରି ଆସିଲି🤦ଦେଖା ଯାଉ ସକାଳୁ କି ଅବସ୍ଥା 🥴 #coviddiaries
52
11
484
@being_eyedolls
Drspeaks👩‍⚕️
3 years
ସନ୍ଧ୍ୟା ସାରା ଖାଲି ଘଡ଼ଘଡ଼ି ଟ୍ରେଲର ବଟ୍ ନୋ ଶୋ 😏 କଟକିଆସ୍ ଟୁ ଇନ୍ଦ୍ରଦେବ 👇😒
Tweet media one
79
10
479
@being_eyedolls
Drspeaks👩‍⚕️
3 years
🤓✌️
Tweet media one
@SKDAgriMan
$ambít
3 years
RT your pic with glasses and no filer... 🤗🤗
Tweet media one
37
1
103
44
2
479
@being_eyedolls
Drspeaks👩‍⚕️
3 years
I celebrate all shades of life ... I celebrate womanhood I celebrate MYSELF ❤️ #let_your_colors_shine #WomensDay #HappyWomensDay
Tweet media one
27
6
474
@being_eyedolls
Drspeaks👩‍⚕️
3 months
ଭାରତରେ ଦୁଇ ପରିସ୍ଥିତି ରେ #ନବୀନ_ବାବୁ ଟ୍ରେଣ୍ଡ କରନ୍ତି- ୧. ଉତ୍��ମ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ୨. ଭାରତ ହକି ଟିମ୍ ପଦକ ଜିତିଲେ ଆଜି ବି ନବୀନ ବାବୁ ଙ୍କ ଚାହିଦା ଅଲଗା ପ୍ରକାର ଜାତୀୟ ସ୍ତର ରେ 👏 @Naveen_Odisha #Hockey #Paris2024
11
37
483
@being_eyedolls
Drspeaks👩‍⚕️
3 years
ସରକାରୀ ଚାକିରିଆ ମୁଁ, ନିଜ ସାମର୍ଥ୍ୟ ଅନୁସାରେ ଦରମା ପାଇ ଚଳୁଚି..ହେଲେ ଯଦି ଆପଣ ପଚାରିବେ "ମୁଁ ଅପରେସନ ନା ରେ କଣ ଆଦାୟ କରୁଛି"..ତାହାଲେ ମୋ ଉତ୍ତର ହବ - ମୁଠାଏ ଖୁସି ଓ ସନ୍ତୁଷ୍ଟି,ଗରିବ ଅସହାୟ ଙ୍କ ଆଶୀର୍ବାଦ, ମୁଠାଏ ଆଶା ର କିରଣ ଓ ଜୀବନ ସାରା ସାଇତି ରଖିବା ପାଇଁ ସ୍ମୃତି
80
19
482
@being_eyedolls
Drspeaks👩‍⚕️
3 years
A shoemaker paying homage to our bravehearts in his unique way should make more buzz than any random Doctor or IITian mocking the death of our heroes🙏 #BipinRawat #HelicopterCrash
Tweet media one
7
44
469
@being_eyedolls
Drspeaks👩‍⚕️
3 years
ଝିଅ ମାନଙ୍କ ଟୁଇଟ୍ ତଳେ ଅଶ୍ଳୀଳ କମେଣ୍ଟ ଦେଇ ନିଜ ବିକୃତ ମିଛ ପୁରୁଷ ପଣିଆ ର ପ୍ରଚାର କରିଥିବା ଜନ୍ତୁ ମାନେ ଧ୍ୟାନ ଦିଅନ୍ତୁ 👉 ନନ୍ଦନକାନନ ରେ ତମ ପରି ବହୁତ୍ ଅଛନ୍ତି...ଭ୍ୟାକାନ୍ସି ମଧ୍ୟ ଅଛି ସମୟ ଥାଇ ସୁଧୁରି ଯାଅ ନହେଲେ ଧରା ହେଇ ଯିବ ଦିନେ, ପୁଣି ଲୋକେ ଯିବେ କଦଳୀ ଦର୍ଜନେ ନେଇ ଦେଖିବାକୁ🙏
41
15
453
@being_eyedolls
Drspeaks👩‍⚕️
3 years
Her each saree carries in its folds and pleats the comforting smell of her hugs and endless memories. That’s exactly why no matter how many clothes I don,mom’s sarees will still be the most precious part of my wardrobe ❤️ With mom 🥰 P.s ignore the photo quality 🙊
Tweet media one
42
9
450
@being_eyedolls
Drspeaks👩‍⚕️
4 years
Mummyତା ପୁରୁଣା ଶାଢୀ ସବୁ ମିସେଇକି କନ୍ଥା ବନାଏ..ମୁଁ ମୋ ପୁରା ହଷ୍ଟେଲ୍ ଲାଇଫ୍ ଯାକ ସେଗୁଡ଼ା ବ୍ୟବହାର କରିଚି ସେ କହେ "କାଇଁ ଏଇଗୁଡ଼ା ନଉଚୁ,ଏଥିରେ କଣ ସୀତ ଅଟକିବ,ପୁରୁଣା ମସୀୟା ବି ଦିସୁଚି" "ସେଇ ପତଳା ଶାଢୀ କନ୍ଥା ରେ ଯେତେ ୱାର୍ମ୍ଥ୍ ,ଇମୋସନ୍ ଆଉ ଏସେନ୍ସ୍ attachଅଛି I feel ur presence❤️ ବହୁତ୍ ସୁନ୍ଦର୍ ନିଦ ଆସେ😌"
66
8
445
@being_eyedolls
Drspeaks👩‍⚕️
1 year
ତଥାକଥିତ 'ଗରିବ' #ଓଡ଼ିଶା ରାଜ୍ୟ ର ଅଧିବାସୀ ମାନେ ପ୍ରତ୍ୟେକ ଦୁର୍ବିପାକ ସମୟ ରେ ପ୍ରମାଣିତ କରିଛନ୍ତି ଯେ ହୁଏତ ଓଡ଼ିଶାବାସୀ ଧନ ରୁ ଗରିବ ହେଇ ପାରନ୍ତି ହେଲେ ଦୃଦୟ ରୁ ନୁହନ୍ତି 🙏 #ଜୟ_ଜଗନ୍ନାଥ 🙏 #OdishaRailTragedy
13
36
428
@being_eyedolls
Drspeaks👩‍⚕️
21 days
One party at a time 😉 Vacation mode on!
Tweet media one
19
1
427
@being_eyedolls
Drspeaks👩‍⚕️
3 years
ଅଣଓଡ଼ିଆ ସାଙ୍ଗ ମାନେ ସବୁ ସେ ପଖାଳ ପୋଷ୍ଟ ପଠଉ ଚନ୍ତି WA ରେ ଦୁଇ ଦିନ ହେଲାଣି ତାଙ୍କୁ କିଏ ବୁଝେଇବ ଆରେ ଆମେ ଜାଣିଚୁ , ଯୁଗ ଯୁଗ ଧରି ଖାଇ ଆସୁଚୁ .. ସେ ଆର୍ଟିକଲ୍ ତମ ପାଇଁ ଥିଲା , ପଢ଼ ସୀଖ ଓ ଖାଓ 😌 GI ଟ୍ୟାଗ ଟି ଦିଅନ୍ତ ହେଲେ 😏 #ପଖାଳ_ଖିଆ
23
10
415
@being_eyedolls
Drspeaks👩‍⚕️
3 years
ଅଯଥାରେ Vaccine hesitancyସୃଷ୍ଟି ନ କରିବାକୁ ଅନୁରୋଧ🙏ଆପଣ ମାନେ ସେତିକିprivilegedଥାଇ ପାରନ୍ତି,ଆଜି ନହେଲେ କାଲି ଟୀକା ନେଇଯିବେ,ହେଲେ ଆପଣଙ୍କ କଥା ଶୁଣି ବା ଭରସା କରି ଯୋଉ କିଛିଟା ଗାଁ ଗହଳିର ନିରୀହ ଲୋକ ଡରିକି ଆଜି ଟୀକା ନେବେନି,ସେ କାଲିକୁ ଦରକାର ପଡ଼ିଲେ ହସ୍ପିଟାଲ୍ ରେ ବେଡ୍ ଖଣ୍ଡେ ବି ପାଇବେନି #socialresponsibility
29
46
415
@being_eyedolls
Drspeaks👩‍⚕️
4 years
ଗତ ବର୍ଷ covid duty ବେଳେ ବହୁତ୍ ଏମିତିଆ କେସ୍ ଦେଖିଚୁ "ଅମୁକ ମନ୍ତ୍ରୀଙ୍କ ଜ୍ବାଇଁ ପୁଅ ଙ୍କ ଅଫିସ୍ colleague ଙ୍କ ସଳା ର ପଡ଼ୋଶୀ ପାଇଁ ବେଡ୍ ଦରକାର୍ ଖଣ୍ଡେ " ରୋଗ ଓ ଡାକ୍ତର ସାମ୍ନା ରେ ସମସ୍ତେ ସମାନ, ଭିତରକୁ ଆସିବା ପୂର୍ବେ ନିଜ designationଦୟା କରି ଡାକ୍ତରଖାନା ଗେଟ୍ ବାହାରେ ରଖି ଦେଇ ଆସିବେ 🙏
33
15
412
@being_eyedolls
Drspeaks👩‍⚕️
2 years
Tweet media one
18
3
411
@being_eyedolls
Drspeaks👩‍⚕️
3 years
“Putting a smile on the face of children by way of teaching is the real award for me” he said ❤️ Nanda Mastre has been nurturing students over 7 decades, has kept the tradition of "chatashali" alive. This 102-year-old teacher is an institution in himself 🙏 #NandaKishorePrusty
Tweet media one
10
45
408
@being_eyedolls
Drspeaks👩‍⚕️
4 years
Would like to thank @TheHemantRout for showing interest in my experiences as a #CovidWarrior n penning down my thoughts in their magazine " #DEVI ". It was indeed a wonderful interaction and an impressive article 👍 ...much appreciated🙂 @NewIndianXpress #Coviddiaries
Tweet media one
100
27
404
@being_eyedolls
Drspeaks👩‍⚕️
5 months
ଡିଅର୍ ମାଇ ସାବିତ୍ରୀସ୍ .. ନିୟମିତ ବ୍ୟାୟାମ କରି ପୁରା ଫିଟ୍ ରୁହନ୍ତୁ .. ଯେମିତି କି ଦରକାର ପଡ଼ିଲେ ନିଜର ଆଉ ନିଜ ସତ୍ୟବାନ୍ ର ରକ୍ଷା କରି ପାରିବେ😎 #ସାବିତ୍ରୀ
Tweet media one
28
7
409
@being_eyedolls
Drspeaks👩‍⚕️
3 years
Our whole generation grew up watching #MunnabhaiMBBS #MunnabhaiMBBS probably deserves more credit for motivating a generation of amazing doctors. Most doctors would have been at a critical childhood of 10-15yrs of age when the film got released😊😍 #medtwitter
18
62
391
@being_eyedolls
Drspeaks👩‍⚕️
4 years
କାଲି ଠୁ ମନ ରେ ଗୋଟେ କଥା ଆସୁଚି.. ଯିଏ ସବୁ ମୋ ଟୁଇଟ ପଢ଼ି ଲାଇକି ମାରୁନ ହେଇଟି ମନେ ରଖ - ୟୁ କ୍ୟାନୋଟ ସପ୍ରେସ୍ ମାଇ ସ୍ପିରିଟ .. ବିକଜ ଫାଷ୍ଟଲି ମାଇ ସ୍ପିରିଟ କ୍ୟାନଟ ବି ସପ୍ରେସ୍ଡ୍ ଆଉ ସୁପ୍ରେଶିଂ ମାଇ ସ୍ପିରିଟ ଇଜ୍ ଦି ୱର୍ଷ୍ଟ୍ ଥିଙ୍ଗ ୟୁ କ୍ୟାନ୍ ଡୁ ଟୁ ଓଡ଼ିଆ ଟୁଇଟର😏 Oksorry 🙊😬
61
5
400
@being_eyedolls
Drspeaks👩‍⚕️
3 years
#NewProfilePic Had to promise her a box of poster colors and a canvas pad to get it done 😁🥰
Tweet media one
18
5
403
@being_eyedolls
Drspeaks👩‍⚕️
3 years
@arunbothra My story has a twist .. Patient told me " aap bahut achi ho madam, subah wali ma'am to bahut akdu thi" I had to explain him politely "sahi baat hai sir , wo madam hai hi khadoos aur wo Mai hi thi subah ki round me " 😁
22
3
399
@being_eyedolls
Drspeaks👩‍⚕️
4 years
ଏଇଠି ଗ୍ୟାଙ୍ଗଷ୍ଟର ଙ୍କ ପାଇଁ AIIMS ରେ ବନ୍ଦୋବସ୍ତ ତ ଜଜ୍ ମାନଙ୍କୁ ପାଞ୍ଚ ସୀତାରା ହୋଟେଲ୍ ରେ ଚର୍ଚା , ଆଉ ମନ୍ତ୍ରୀ ବାବୁ ତ ଯେଉଁଠି ଆଙ୍ଗୁଠି ରଖିଲେ ସେଟା ତାଙ୍କର ହେଲେ ସାଧ��ରଣ ମଣିଷଙ୍କ ପାଇଁ ହସ୍ପିଟାଲ୍ ରେ ବେଡ୍ ନାହିଁ ,ନହେଲେ ବାରେଣ୍ଡା ଓ ଫ୍ଲୋର୍ ଜିନ୍ଦାବାଦ🙏 ୟେ କି ନ୍ୟାୟ ତମର! ପ୍ରହସନ ପାଲଟିଛି ସ୍ବାସ୍ଥ୍ୟ ସେବା😐
35
33
394
@being_eyedolls
Drspeaks👩‍⚕️
4 years
Usually I refrain from sharing such stuff but this brought a smile on my face 😊 it's an honour indeed 🙏
Tweet media one
37
2
394
@being_eyedolls
Drspeaks👩‍⚕️
3 years
ବିରଞ୍ଚି ବାବୁ କୋଟି କୋଟି ଟଙ୍କା ଖାଇ ଖୋଳ କରିବେ ହେଲେ ସ୍ତ୍ରୀ ପାଇଁ ଖଣ୍ଡେ କଞ୍ଚା ହଳଦୀ ବି କିଣି ପାରିବେନି ଐସା କୈସେ ଚଲେଗା ବିରଞ୍ଚି ବାବୁ 😒 #କଞ୍ଜୁସ_ବିରଞ୍ଚି_ବାବୁ 😐
63
19
390
@being_eyedolls
Drspeaks👩‍⚕️
3 years
ଆମ ଘରେ ଯୋଉ ମାଉସୀ କାମ କରନ୍ତି ତାଙ୍କୁ କହିଲି- "ଆମେ ଦୁଇ ଜଣ ତ କୋଭିଡ୍ ରେ କାମ କରୁଛୁ..ନାନା ପ୍ରକାର ରୋଗୀ ଦେଖୁଚୁ..ତମେ ଆସନି ଏବେ କିଛି ଦିନ, ରୋଗ ଟିକେ କମୁ ଆସିବ" ମାଉସୀ - " ହେ ! ସେ ରୋଗ କମିବନି କି ଯିବନି , ପୁଣି ଥାର୍ଡ ୱେ , ଫୋର୍ଥ ୱେ ସବୁ ଆସିବ..ମୁ କିଆଁ ମୋର ଗୋଟେ ଘର ଛାଡ଼ିବି ଯେ" 🙄 How motivating 🥴
24
3
392
@being_eyedolls
Drspeaks👩‍⚕️
3 years
ମାଟ୍ରିକ ଫଳରେ ମେଧାବୀ ପିଲାଙ୍କୁ ସଠିକ୍ ମାର୍କ ମିଳୁ ବୋଲି ଆମେ ମଧ୍ୟ ଚାହିଁବୁ ହେଲେ ଛୋଟ ଛୁଆ ଗୁଡ଼ା କହିଲେଣି ହାତ କାଟି ଦେବୁ, ଆତ୍ମଦାହ କରିବୁ..ୟେ ସବୁ କୋଉ ପ୍ରକାର ମନବୃତି! କାଲିକୁ କହିବେ ଏଇ କଲେଜ ରେ ଆଡ଼ମିଶନ ନ ଦେଲେ, ଅମୁକ କୁ ବାହା ନ ହେଲେ ହାତ କାଟି ଦବୁ ଅଭିଭାବକ ମଧ୍ୟ ଦାଇ ଚୁଆଙ୍କ ଏଇ ପରି ମାନସିକତା ପାଇଁ😐
46
20
387
@being_eyedolls
Drspeaks👩‍⚕️
4 years
When u see a surgeon smile ear to ear with her team .. samajhlo she rocked the surgery 😎.. This day that year...my first PKP surgery 😌 ସରିଲା ପରେ ସବୁ ତଳେ ବସି ଖଟି କରୁଥିଲୁ😁... Jane kahan gaye wo din😒😔 #Ophthadiaries #MedTwitter
Tweet media one
33
1
381
@being_eyedolls
Drspeaks👩‍⚕️
3 years
ମେଘ ପୁଣି ମାଡ଼ ଆୟା ହୈ, ଘୁଁ ଘୁୁଁ ପବନ ବୋହ ରହା ହୈ .. ଅଭି ନିର୍ଦ୍ଧୁମ ଛେଚେଗା 😊 ଓ ମାଇ ପ୍ରଭୁ..ସକାଳୁ ଅଫିସ୍ ଜାନେ ୱାଲା ମଣିଷ ସବ୍ ଓଦା ହୋ ଗୟା 🤷
50
9
390
@being_eyedolls
Drspeaks👩‍⚕️
3 years
"ଜଗନ୍ନାଥ ତମର ମଙ୍ଗଳ କରନ୍ତୁ" (may lord #Jagannath bless u) is a common uttering in the life of every #Odia He never abandons his adorers ,he is more than a deity..an emotion to which every #Odia is wedded 🥰 ମୋ କାଳିଆ ହାତରେ ସଂସାର ର ଡୋରି 🙏 #ଜୟ_ଜଗନ୍ନାଥ
Tweet media one
12
18
374
@being_eyedolls
Drspeaks👩‍⚕️
3 years
Sainik schools across the country to be opened for girls too 👏👏 A much essential step taken for women empowerment indeed
10
26
369
@being_eyedolls
Drspeaks👩‍⚕️
4 years
ଜଣେ (overenthusiastic) ରୋଗୀ ରାଉଣ୍ଡ ବେଳେ ନିଜେ #pulseoximeter ଟା ଆଙ୍ଗୁଟି ରେ ଲଗେଇ କହିଲେ -"madam, 66%, ଆଇ ଫିଟ୍ ଫାଟ୍"😎 ମୁଁ କାବା ହେଇ ଆନେଇଲି ତାକୁ ଆଉ ତା oximeter କୁ 😳😥 "ଧନ ରେ! ଆଙ୍ଗୁଟି ଟା ଟିକେ ଵୁଲେଇଦେ, ସେଟା 99🤦ତୋ ଯୋଗୁ ଆଇ ହାର୍ଟ୍ ଫେଲ୍🥴" ପେସେନ୍ଟ ରକ୍ ,ଡାକ୍ତର ଶକ୍ 😭😏! #Coviddiaries
44
12
368
@being_eyedolls
Drspeaks👩‍⚕️
3 years
OPDରେ ମାଳ ମାଳ ରୋଗୀ ପଶ୍ଚିମ ବଙ୍ଗ ରୁ ଆସନ୍ତି, ଗାଡ଼ି କରି ୩୦-୪୦ ଜଣ ପଳେଇ ଆସନ୍ତି ପ୍ରତି ସପ୍ତାହ ପଚାରିବାରୁ ଜଣେ କହିବେ ଓଡିଶା ରେ ଭଲ ଡାକ୍ତର ଅଛନ୍ତି ବୋଲି ଶୁଣିଛନ୍ତି ଏବଂ ଖର୍ଚ୍ଚ ବହୁତ୍ କମ ଦେଖିବେ କଟକର ସବୁ ନର୍ସିଂ ହୋମ ରେ ବଙ୍ଗାଳୀ ରୋଗୀ ଖୁନ୍ଦା ଖୁନ୍ଦି ହେଇ ଭର୍ତି ହେଇଥିବେ,ଖର୍ଚ ସେଇ ତୁଳନା ରେ ୪୦-୫୦% କମ
51
18
375
@being_eyedolls
Drspeaks👩‍⚕️
3 years
ଆଜି OPD ପୁରା ଖାଁ ଖାଁ, ସକାଳୁ ମାତ୍ର ୪ ଟା ଲୋକେ ଭାବିଲେ ଆଜି ଡାକ୍ତର ପାଖକୁ ଗଲେ କାଳେ ପୁରା ବର୍ଷ ଯାକ ହାଜିରି ପକେଇବାକୁ ପଡ଼ିବ! 😁
34
3
370
@being_eyedolls
Drspeaks👩‍⚕️
4 years
ଅଧା ରାଉଣ୍ଡ ଦେଇ #Covid ୱାର୍ଡ ରୁ ବାହାରିଲା ବେଳେ ଜଣେ patient ମୋତେ ପଛରୁ ଡାକି ପାଖକୁ ଆସି କହିଲେ "Madam ଆପଣଙ୍କ ମାସ୍କ ଟା ଖସି ଗଲା ପରି ଲାଗୁଛି..Kindly ଠିକ୍ କରିଦିଅନ୍ତୁ" ଏଇ gesture ପାଇଁ ମୁଁ ତାଙ୍କୁ ଧନ୍ୟବାଦ୍ ଜଣେଇଲି ଉତ୍ତର ଆସିଲା-"madam ଆପଣ ମାନେ ସୁସ୍ଥ ରୁହନ୍ତୁ, ତା ପରେ ଆମ କଥା ବୁଝିବେ"🙏 #coviddiaries
19
6
363
@being_eyedolls
Drspeaks👩‍⚕️
4 years
ଡାକ୍ତରବନ୍ଧୁ ମର୍ମାହାତ ହୋଇ ମୁମ୍ବାଇ ରୁ call କରି କହିଲେ "ଅବସ୍ଥା ଏଇଠି ସାଙ୍ଘାତିକ,ରୋଗୀ ସମ୍ପର୍କୀୟ ଭାଙ୍ଗି ପଡି ଗୋଡ଼ ତଳେ ଆସି ପଡ଼ୁଛନ୍ତି,ଅସହାୟ ହେଇ ତାଙ୍କୁ କହୁଚି ଅକ୍ସିଯେନ୍ ସିଲିଣ୍ଡର ଯୋଗାଡ଼ କରି ଦିଅନ୍ତୁ ଆଜ୍ଞା,ବେଡ୍ ନାଇ,ମୁଁ ଆପଣଙ୍କ ଘରେ ଯାଇ ବରଂtreatmentକରି ଦେବି, ମୋ ହାତ ରେ କିଛି ନାଇ😞🙏" 💔
46
17
363
@being_eyedolls
Drspeaks👩‍⚕️
3 years
"ଠାକୁର କଣ କରିବେ,୨୦ଦିନ ହେଲା ବିକଳ ହେଇ ଡାକୁଚି କଣ ଶୁଣିଲା ସେ ମୋ ଡାକ!" ବନ୍ଧୁଜଣଙ୍କ ବାପା ଅତି ଗୁରୁତର ଅଵସ୍ଥାରେ ବହୁଦିନ ଧରି Icuରେ ଥିଲେ ମୁଁ କହିଲି "ଠାକୁରଙ୍କୁ ଡାକ,ଔଷଧ ତା କାମ କରିବ,ଈଶ୍ୱର ଙ୍କ ଉପରେ ବିଶ୍ୱାସ ରଖିବା" ଆଜି ଖବର ଆସିଲା,ସୁସ୍ଥ ହଉଛନ୍ତି ସେ ସେ ଅଛି,ସବୁ ଦେଖୁଚି🙏କେବେ ସୁନୁଚି ତ କେବେ ପରୀକ୍ଷା ନଉଚି
30
5
364
@being_eyedolls
Drspeaks👩‍⚕️
9 months
ସ୍ୱଚ୍ଛ ରାଜନୀତି ର ପ୍ରତୀକ ହେଲେ ନବୀନ ବାବୁ 🙏 .. ଅନ୍ୟ ରାଜନୈତିକ ଦଳଙ୍କୁ ତାଙ୍କ ଠୁ ଶିକ୍ଷା ନେବା କଥା କି କିପରି ନିଜ ମର୍ଯ୍ୟାଦା ର ଉଲଂଘନ ନ କରି , ନିଜ ଧର୍ମ ଓ ସଂସ୍କୃତି କୁ ସମ୍ମାନ ଜଣେଇ ମଧ୍ୟ ରାଜନୀତି କରି ହୁଏ ..#ଜୟଶ୍ରୀରାମ #ଜୟଜଗନ୍ନାଥ ରାଜନୀତି ଆଙ୍କ ଠୁ ଶିଖ ହୋ! @Naveen_Odisha @bjd_odisha
Tweet media one
22
9
365
@being_eyedolls
Drspeaks👩‍⚕️
3 years
ଆଜି ଜଣେ ମଉସା ତାଙ୍କ ଆଖି ଅପରେସନ ଚାଲିଥିଲା ବେଳେ କହିଲେ- "ଏତେ ସମୟ ହେଲା କଣ ଗୋଟେ ଅପରେସନ ଚଲେଇଚ ମ , ଏଟିକି ସମୟ ଭିତରେ ଆମ ଗାଆଁ ବାରିକ ୫୦ ଜଣ ଙ୍କ ଖିୟର କରି ବିଦା କରି ସାରନ୍ତାଣି😏" ଗାଆଁ ବାରିକ-୧ ଆଖି ଡାକ୍ତରାଣୀ-୦ 😂😂 🤦🤷
29
7
359
@being_eyedolls
Drspeaks👩‍⚕️
3 years
୫ ସୁଧା ଅନ୍ଧାର ହୋ ଜାତା ହୈ, କୁହୁଡ଼ି ବି ପଡ ରାହା ହୈ ... ଆଜି ରେଜେଇ କନ୍ଥା ସବୁ ଟ୍ରଙ୍କ ଭିତରୁ ବାହାରେଗା ଆମର ଔର କିଛି ଦିନ ଗଲେ ପାଟିରୁ ଫୁଙ୍କି ଦେଲେ ଧୁଆଁ ବି ବାହାରେଗା 🥰 ୱିନ୍ଟର ହାସ୍ କମ ❤️
31
11
366
@being_eyedolls
Drspeaks👩‍⚕️
3 years
ଦୁନିଆ ର ସବୁ ବିରକ୍ତିୟା ଚାକିରି ଗୋଟେ ପଟେ ... ଆଉ ଇଲେକ୍ସନ ପ୍ରଚାର ଗାଡ଼ି ଡ୍ରାଇଭର ଚାକିରି ଗୋଟେ ପଟେ ଦିନ ରାତି ସମାନ ଗୀତ ଭୋମ୍ପୁ ରେ ଶୁଣି ଶୁଣି ମୁଣ୍ଡ ଫାଟି ଯାଉଥିବ🤦 ସରକାର ତାଙ୍କୁ ସ୍ବତନ୍ତ୍ର ମୁଣ୍ଡ ବିନ୍ଧା ଔଷଧ ଓ ନବରତ୍ନ ତେଲ ଖର୍ଚ ଦେବା କଥା😐
32
6
357
@being_eyedolls
Drspeaks👩‍⚕️
3 years
କାଲି ମେ ଦିନ ସାରା ବାଲକୋନି ମେ ବସ୍ କେ ଅପେକ୍ଷା କିଆ.. ଏବେ ଆୟେଗା ଏବେ ଆୟେଗା! ବିକଳ ହୋକେ ରାସ୍ତା କୋ ଅନାକେ ବସା ଥା..ହେଲେ ଦେଖା ଦର୍ଶନ ନହିଁ ଥା ସେଇ ଭୋମ୍ପୁ ଗାଡ଼ି " ଆମେ ତୁମ ଫ୍ୟାନ" ଦିନ ରାତି ଶୁଣେଇ ଶୁଣେଇ ମୁଖସ୍ଥ କରା ଦିଆ ଆଉ ଏବେ ନହିଁ ଆତା..ମେ ଡିପ୍ରେଶନ ମେ ପଳାୟା ଥା 😒 ହେଲୋ ଟ୍ୟୁନ ରଖେଗା😊
49
9
349
@being_eyedolls
Drspeaks👩‍⚕️
3 years
ବଡ଼ ଲୋକେର୍ ବେଟି ଲୋ ଲମ୍ବା ଲମ୍ବା ଚୁଲ୍ .. "ରସଗୋଲା ଆମାଦେର୍" କହିବାର କରିବନି କେବେ ଭୁଲ୍ ..😊🙏 #ରସଗୋଲା_ଦିବସ #ରସଗୋଲା #justforfun
26
21
346
@being_eyedolls
Drspeaks👩‍⚕️
4 years
କହିଲେ କଣ ନା ସୌତୁଣି ଘରୁ ଖାଇ ଯିବା 😏😏🤷 #beingodia #ମାଟି_ହାଣ୍ଡି_ମାଂସ
Tweet media one
41
7
352
@being_eyedolls
Drspeaks👩‍⚕️
3 years
ନିଜସ୍ଵ ମତ ଯାହାଙ୍କୁ ଭଲ ରେ ଚିହ୍ନିନି ବା ମାତ୍ର କିଛି ଥର ହିଁ interaction,ତାଙ୍କୁ ମୁଁ କେବେ ହେଲେ "ତମେ" କହି ସମ୍ବୋଧିତ କରେ ନାହିଁ,"ଆପଣ" କହିବା ପସନ୍ଦ କରେ ନିଜ ପ୍ରତି ମଧ୍ଯ ଅନ୍ୟମନଙ୍କ ଠୁ ସେଇୟା ଆଶା କରେ 🙏 ଅଜଣା ଲୋକ କିଏ ତମେ କହିଲେ ବିରକ୍ତ ଲାଗେ 😐 Again this is a personal take 🙂
56
4
346
@being_eyedolls
Drspeaks👩‍⚕️
3 years
Let's keep it up , let's all #MaskUp 🙌👍 #COVID19 #MaskUpIndia
Tweet media one
16
3
349
@being_eyedolls
Drspeaks👩‍⚕️
4 years
In OPD, a 10yr old patient was constantly eyeing on the Frooti kept on the table throughout the checkup I asked "chaiye?? lelo" He looked at his mom,gently refused n left After a while he came back alone n warned "wo frooti mat peena,mummy ko chodke baad me aake leta hun"😁
25
9
343
@being_eyedolls
Drspeaks👩‍⚕️
3 years
ଋଷିଥିଲି ତା ଉପରେ,ତା ଡୋରି ଲାଗିନଥିଲା ବହୁଦିନ ଧରି.. କଟ୍ଟି ଥିଲି ମିଟ୍ଟି କରିବାକୁ ଗଲି,ଭାବିଲି ଦେଖା ହେଲେ ଦୁନିଆ ଅଭିଯୋଗ କରିବି ହେଲେ ବଡ଼ଦାଣ୍ଡ ମାଡୁ ମାଡୁ ବଡ଼ଦେଉଳର ଝଲକଟେ ଦେଖିଲା ମାତ୍ରେ ଲୋମ ଟାଙ୍କୁରି ଉଠିଲା..ଜାଣିଥିଲା ସେ ତା #ଚକାଆଖି ଦେଖି ମୋ ଆଖି ଛଳଛଳ ହବ,ଭୁଲିଯିବି ସବୁ ଅଭିମାନ❤️ ପୁନଃ ଡାକରାକୁ ଅପେକ୍ଷା #କାଳିଆ
Tweet media one
30
3
342
@being_eyedolls
Drspeaks👩‍⚕️
4 years
କୋଭିଡ୍ +ve ଆସିଲେ ଛାନିଆ ହବାର କିଛି ନାହିଁ,ଖୁବ୍ କମ୍ ଲୋକଙ୍କୁ intensive care ଦରକାର..ଶହ ଶହ ଲୋକ ଘରେ ଥାଇ ଏବଂ ନୀତି ଡାକ୍ତର ଖାନା ରୁ ଭଲ ହେଇ ଘରକୁ ଫେରୁଛନ୍ତି ନିଜ ରିକଭରୀ ଷ୍ଟୋରୀ ସେୟାର କରନ୍ତୁ..home quarantinedରୋଗୀଙ୍କ ସଙ୍ଗେ କଥା ହେଇ ତାଙ୍କ ମନୋବଳ ବଢାନ୍ତୁ Good mental health leads to faster recovery❤️
15
40
338
@being_eyedolls
Drspeaks👩‍⚕️
4 years
କିଛି indication ନ ଥାଇ ରୋଗୀ କୁ remdesevir ଚଢ଼େଇ,Oxygen ଲଗେଇ, ICU ରେ ପକେଇ ରଖି ଫାର୍ସ କରିବା ଟା ଭୁଲ୍ ହି ନୁହଁ ,it's criminal! ଏବେ ସିନା ନିଜ ରାଜ୍ୟ ରେ ଅଛି ବୋଲି ସଂସ୍ଥା ଚଲେଇ ସାରୁଚ, ହେଲେ କାଲିକୁ? ଏ ଭଳି ସମୟ ରେ ଯେଉଁ ଡାକ୍ତରଖାନା ବାଲା ପଇସା ଗଣିବା ରେ ବ୍ୟସ୍ତ u must have sold ur souls to devil !😐
31
28
341
@being_eyedolls
Drspeaks👩‍⚕️
3 years
ଆମ ସତ୍ୟବାନ୍ ବି inspired ହେଇ ଓଷା କରନ୍ତି ପ୍ରତି ୨-୩ ଘଣ୍ଟା ରେ ପଚାରିବେ "ଆଛା ସନ୍ଧ୍ୟା ହେଲେ ତ ଖାଇ ହବ ?ଅଧା ଦିନ ଓଷା କରିଦେଲେ ବି ଯଥେଷ୍ଟ , ଖାଇ ଦେବା ମ " 🤦 "ତମେ କରୁଥିଲ କାଇଁ ��ମିତି ଉଛନ ହଉଚ କାଇଁ "🤷😁 ପବିତ୍ର ସାବିତ୍ରୀ ଅମାବାସ୍ୟା ର ହାର୍ଦିକ ଅଭିନନ୍ଦନ 😊🙏 #ସାବିତ୍ରୀବ୍ରତ
22
5
337
@being_eyedolls
Drspeaks👩‍⚕️
4 years
At the stroke of midnight ମୁଁ ଚାଲିଲି ରାଉଣ୍ଡ ରେ,a delight to watch them sleep like babies😊 ମାଉସୀ ର ମିଡ୍ ନାଇଟ୍ ମାଟିନିସୋ ବିଷ୍ଣୁ ପୁରାଣ ଚାଲିଥିଲା,ମାଉସୀ କାଇଁ ଯେ ମୋ କଥା ଶୁଣିବ🥴interesting scene ଟେ ଥିଲା..ନାରଦ ଜଷ୍ଟ୍ entry ମାରିଥିଲେ,ମୁଁ ବି disturb ନ କରି exit ମାରିଦେଲି😌 #Coviddiaries
Tweet media one
Tweet media two
32
8
334
@being_eyedolls
Drspeaks👩‍⚕️
3 years
ଡ୍ୟୁଟି ଗଲା ବେଳେ ଦେଖିଲି ଗୋଟେ ଘର ଛାତ ଉପରେ ବାପ ଝିଅ ମିଶି ଦୋଳି ବାନ୍ଧୁଛନ୍ତି,କିଛି ସ୍ମୃତି ସହ ମନ ଖୁସି ହେଇଗଲା ଫେରିଲା ବେଳେ ବି ନଜର ଥିଲା ସେ ଛାତ ଉପରେ,ଗାଡ଼ି ସ୍ଲୋ କରି ଅନେଇଦେଇ ଆସିଲି,ବାପା ଝୁଲେଇ ଦଉଥାନ୍ତି କୁନି ଝିଅକୁ ଡ୍ୟୁଟିଦିନ ଜଣା ପଡ଼ିଲାନି ଦିନ କୁଆଡେ ଗଡ଼ିଗଲା ହେଲେ ଏଇଟା ଥିଲା ମୋର ରଜ ମୋମେଣ୍ଟ ଅଫ ଦି ଡେ❤️
6
4
338
@being_eyedolls
Drspeaks👩‍⚕️
3 years
ଓଡ଼ିଆଙ୍କ ଘରେ ଏବେ ୨-୩ ଯାଏ "ଦ ଏଣ୍ଡୁରି ପିଠା ଫୁଡ୍ ଫେଷ୍ଟିଭାଲ" ଚାଲିବ ବ୍ରେକଫାଷ୍ଟ- ଚା ଏଣ୍ଡୁରି ପିଠା ଲଞ୍ଚ- ଡାଲମା ଏଣ୍ଡୁରି ପିଠା ଡିନର - ଘୁଘୁନି ଏଣ୍ଡୁରି ପିଠା ଓଡ଼ିଆ ବୋଉ ଆସୋସିଏସନ୍ ବି ଲାଇକ୍ "ଏତେ କଷ୍ଟ କରି ବିରି ବାଟି ପୁର ଦେଇ ବନେଇଚି,ସମସ୍ତେ ୩-୪ ଦିନ ଯାଏ ଖାଇବାକୁ ବାଧ୍ୟ"🙊😁 #ଏଣ୍ଡୁରି_ନଭ
26
10
334
@being_eyedolls
Drspeaks👩‍⚕️
4 years
ଅଧେ ଲୋକ ଏଇଠି ମେଳା କୁ କେତେ ଗଲେ ଗଣୁଚନ୍ତି , ଅଧେ ନମାଜ ପଢି କେତେ ଗଲେ ଗଣୁଚନ୍ତି .. ଆମେ ବୋକା ବଇଚୁ ଏଇଠି ଯିଏ କି ହସ୍ପିଟାଲ୍ ରେ କେତେ ଭର୍ତି ହେଲେ, ବେଡ୍ ଆଉ କେତେ ବଞ୍ଚିଲା ଓ ଆଇସିୟୁ କେତେ ଗଲେ ଗଣୁଚୁ😐 #harsh_reality #COVIDSecondWave
21
11
333
@being_eyedolls
Drspeaks👩‍⚕️
3 years
ଖାଲି କଂସାଏ ଲେଖା ପଖାଳ ସମସ୍ତଙ୍କୁ ବାଢ଼ି ଦେଇ ଥିଲେ ପୁରା ଜମି ଥାନ୍ତା😁👏 #ଓଡ଼ିଆ
Tweet media one
14
8
331
@being_eyedolls
Drspeaks👩‍⚕️
3 years
#ଗଣେଶଚତୁର୍ଥୀ ର ଶୁଭକାମନା ସେଇ ମାନଙ୍କୁ ମଧ୍ୟ ଜିଏ ଭାବନ୍ତି ଗଣେଶଙ୍କ ପାଖେ ପୂଜା ବେଳେ ବହି ଖାତା ଥୋଇ ଦେଲେ ସବୁ ପାଠ ୱାୟାର ଲେସ ଟ୍ରାନ୍ସ୍ଫର ହୋଇ ମୁଣ୍ଡ ରେ ଛପିଯିବ 😊 P.s ମୁଁ ତା ଭିତରୁ ଜଣେ✋, ଆଜି ବି ଥୋଇଚି ସେଇ ଆଶା ରେ 🥰😌
26
6
329
@being_eyedolls
Drspeaks👩‍⚕️
7 months
ଯାହା ହେଉ.. ମୋ ଛୁଆ ମୋତେ ଆଜି ଚିହ୍ନି ଗଲା.. ମୋତେ ତ doubt ଥିଲା 😁 ବୁରା ନ ମାନୋ.. ହୋଲି ��ୈ 🤡🥰 #crazy_colors #ହୋଲି #Holi
Tweet media one
Tweet media two
12
1
335
@being_eyedolls
Drspeaks👩‍⚕️
4 years
ହଷ୍ଟେଲ୍ ପାଖ ହୋଟେଲ୍ ଭାଇନା କହିଲେ -"କଣ madam ଆଉ ଅର୍ଡର୍ କରୁନାହାନ୍ତି କିଛି ଦିନ ହେଲାଣି" "ଭାଇନା ଆଜି କାଲି ଟିକେ ଜଗି ରଖି ଚଳୁଛି ତ" "ହଁ ବୁଝୁଛି madam ଓଜନ ଭି ତ ଜଗିବାକୁ ପଡ଼ୁଥିବ ଆପଣଙ୍କୁ,ଝଡିଯିବେ ମ ୟେ ଗୋଟେ କଥା" ଟ୍ରଷ୍ଟ୍ ମି..ଜଗି ରଖି ଚଳିବା ରୁ ମୋ ଅର୍ଥ କୋରୋନା ରୁ ଥିଲା😭😒 ଗଜବ୍ ବେଇଯତ୍ତି 😂
38
3
326
@being_eyedolls
Drspeaks👩‍⚕️
3 years
@RahulGandhi Jo 35 crore vaccinated hue unke syringe me kya rasna bhara tha ! Pachas ka padav aa gaya , akal nahi aai 😒
38
35
270
@being_eyedolls
Drspeaks👩‍⚕️
3 years
One CM of "not-so-rich" state sponsored n nursed the #Hockey teams, helped them bringing glory to the nation..another CM is bsy counting no. of Punjabis who scored goals😐 Glad to be asso. with the earlier one❤️ #justsaying #hockeyindia #IndiaAtOlympics #NaveenPatnaik #Odisha
11
33
319
@being_eyedolls
Drspeaks👩‍⚕️
4 years
"ଶିଘ୍ର ଆସନ୍ତୁ,ସବୁ ଗୋଳମାଳ ହେଲାଣି" ରୋଗୀcollapse କରିଲା ଭାବି ମୁଁ ଧାଇଁଚି ଦେଖିଲି..ରୋଗୀ ଠିଆ ବେଡ୍ ରେ-"ମୋ ମୋବାଇଲି କିଏ ନେଇଚ ଫେରା,ମୁଁ ଗଲି ପାଇଖିନା,ସେଣେ ମାରିଦେଲ ନାଇ!😡" ସବୁ ଆମେ #CID ପାଲଟିଗଲୁ😥 କିଛି ସମୟ ପରେ ତାଙ୍କ ସୁପୁତ୍ର ଫୋନଟି କାନ ରେ ଦେଇ entryମାରିଲେ "ବାପା ନେଲ ବୋଉ କଣ କଥା ହବ"🥴 #coviddiaries
56
5
323
@being_eyedolls
Drspeaks👩‍⚕️
3 years
କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ, ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ, ମୋ ଆରତ ନଳିନୀବନକୁ କର ଦଳନ ଆହେ ନୀଳ ଶଇଳ 🙏 ମୋ ପ୍ରଥମ ଓଡ଼ିଶୀ ଅଭିନୟ ଏଇଥିରେ 😊❤️ ଯେତେ ଶୁଣିଲେ ମନ ଭରେନି #ଭିକାରୀ_ଚରଣ_ବଳ
16
6
319
@being_eyedolls
Drspeaks👩‍⚕️
3 years
ଆଜି OPD ରେ ଜଣେ ବୁଢ଼ୀ ମାଉସୀ ଆସିଥିଲେ "ମାଉସୀ କଣ ଅସୁବିଧା ହେଇଚି କହିଲ?" ମାଉସୀ - "ମୁଁ କେମିତି ଜାଣିଲି, ସେ କଥା ତେମେ କହିବ ନା,ତେମେ ଡାକ୍ତର" କିଛି ମୁହୂର୍ତ୍ତ ପାଇଁ ମଣିଷ ବୁଝିପାରିଲାନି ହସିବ ନା କାନ୍ଦିବ 😁🤦 ମାଉସୀ ଠଗ ଲାଇଫ 🥴🔥
32
11
319
@being_eyedolls
Drspeaks👩‍⚕️
4 years
ଅନୁରୋଧ🙏 ୧.ଯୋଉ କୋଭିଡ୍ ଟୀକା ମିଳୁଚି ନେଇ ଯାନ୍ତୁ ୨.କିଣିବାର ସାମର୍ଥ୍ୟ ଥିବା ଲୋକ କିଣିକି ଟୀକା ନିଅନ୍ତୁ, 500 ଟଙ୍କିଆ ନେଟ୍ ପ୍ୟାକ୍ ପକେଇ ଏଇଠି " ଟୀକା ମାଗଣା ଦିଆ ଯାଉ" ଟୁଇଟ କଲେ କିଛି ଫାଇଦା ନାହିଁ ୩. May1କୁ ବରଯାତ୍ରୀ ରୋଷଣୀ ପରି ଟୀକା କେନ୍ଦ୍ର କୁ ନ ମାଡ଼ି ଯାଇ ଧର୍ଯ୍ୟ ଧରି ଯାନ୍ତୁ,ଟୀକା ସମସ୍ତଙ୍କୁ ଦିଆ ଯିବ🙏
18
28
321
@being_eyedolls
Drspeaks👩‍⚕️
3 years
ବର୍ଷା ଘୋଡ଼ାୟା ହୈ 😍...ଅଭି ଛେଛେଗା , ଯିଏ ଯିଏ ପକୁଡ଼ି ଛାଣେଗା ଛାଣ୍ ଲୋ କିନ୍ତୁ ଫୋଟୋ ମତ୍ ପକାନା ୟାହା 😒
54
3
315
@being_eyedolls
Drspeaks👩‍⚕️
3 years
ବନ୍ଧୁ ବାନ୍ଧବ ବାହାଘର ରେ ଜେତେ ବଡ଼ ଭୋଜି ଟେ ହେଲେ ମଧ୍ୟ ଶେଷରେ ଟିକେ ଲେଖା ମାଂସ , କ୍ଷୀରି , ଖଟା ଜରି ରେ ବାନ୍ଧି " ନେଇଯା ଟିକେ ଘରେ ଖାଇବ " କହି ନ ଧରେଇଲେ ସେ କି ବାହାଘର ମ! 😏 ଆମେ ମାନିବୁନି ସେ ବାହାଘର ଭୋଜି.. କ୍ୟାନସେଲ😒
29
6
314
@being_eyedolls
Drspeaks👩‍⚕️
4 years
ପଶ୍ଚିମ ବଙ୍ଗରେ ପ୍ରତି ଦିନ ପ୍ରାୟେ ୧୦,୦୦୦ କେସ୍, ବୈଜ୍ଞାନିକ ମାନେ "Bengal strain:triple mutant "ର ଆଶଙ୍କା ଯତଉଚନ୍ତି ଯାହା ଅତ୍ୟନ୍ତ ମାରାତ୍ମକ ଓଡ଼ିଶା ସରକାର ଯଥା ଶୀଘ୍ର ବର୍ଡର ସିଲ୍ ବାବଦରେ କିଛି ପଦକ୍ଷେପ ନେବା ଉଚିତ୍,ଅନ୍ୟଥା ପରିସ୍ଥିତି ନିୟନ୍ତ୍ରଣ ବାହାରେ ହବାକୁ ସମୟ ଲାଗିବନି @CMO_Odisha @Naveen_Odisha
16
51
311
@being_eyedolls
Drspeaks👩‍⚕️
3 years
ଜଣେ ରୋଗୀ OPD ରେ କହୁଥିବାର ଶୁଣିଲି" ଆଜି ଭାରତ ବନ୍ଦ ତ , ଭାବିଲି ଫାଙ୍କା ଥିବ ଯିବା ଟିକେ ଦେଖେଇ ଦେବା " ଆଇ ଆମ୍ ସିୟୋର ବାକି ୫୫ ଟା ରୋଗୀ ବି ସେଇୟା ଭାବି ସକାଲୁ ଆସି ଧାଡ଼ି କରିଚନ୍ତି 😁 ସଚ ଆନ୍ ଓଡ଼ିଆ ଥିଂ 😄
13
4
303