ଭୁବନେଶ୍ୱର ଜଳ ନିଷ୍କାସନ ସମସ୍ୟାକୁ ନେଇ ମାନ୍ୟବର ସାଂସଦ
@AprajitaSarangi
ଙ୍କ ବିବୃତି ହାସ୍ୟାସ୍ପଦ। ଏହା ସାଂସଦ ଓ ପୂର୍ବରୁ ବିଏମସି କମିଶନର ଭାବେ ତାଙ୍କ ନିଜର ଅପାରଗତାକୁ ପଦାରେ ପକାଉଛି। ଗୁଜରାଟ ମଡେଲ ଡିଣ୍ଡିମ ପିଟୁଥିବା ବିଜେପି, ଅହମଦାବାଦରେ ବର୍ଷା ପରବର୍ତ୍ତୀ ବିକଳ ଚିତ୍ର ଟିକେ ଦେଖି ନିଅନ୍ତୁ। ଶସ୍ତା ରାଜନୀତି ଛାଡ଼ନ୍ତୁ।