🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 Profile Banner
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 Profile
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳

@Rakeshkumarray8

9,453
Followers
1,797
Following
4,289
Media
46,992
Statuses

Memer, stand up comedian, Akkian।ଖାଣ୍ଟି ଓଡ଼ିଆ।ଜୀବନ ରେ ଏକ ମାତ୍ର ଲକ୍ଷ୍ୟ ଟିକେ ହସେଇବା କୁ।Profile ଆଡେ ମୁହଁ ବୁଲେଇ ଦିଅନ୍ତୁ ଆଶା କରେ ହସିବେ।Follow କଲେ ଖୁସି ନ କଲେ ଆନନ୍ଦ।

Jajpur, India
Joined February 2013
Don't wanna be here? Send us removal request.
Pinned Tweet
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ଯେବେ ମୁଁ ସୁର ଭାଇଙ୍କୁ ପ୍ରଥମ ଥର ଭେଟିବି।ଦେଖନ୍ତୁ ଭିଡ଼ିଓ ଟି।କେମିତି ଲାଗିଲା କହିବେ ନିଶ୍ଚୟ। #WhenSuraBhaiMetRakesh
130
53
751
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
1 month
Huge round of applause to Mr. Naveen patnaik for Success of this Indian Hockey team. His support for Hockey is really commendable. #Hockey #Olympics #IndiaAtOlympics #Paris2024
15
300
2K
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 months
Pandian right now
21
128
965
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
6 years
My fav Girl. Once again u proved why u r one of the best Bollywood heroien. Beauty with mind. After watched #Badla I can say u truly deserve national award. Love u mam.more power to u. #TaapseePannu @taapsee
Tweet media one
2
9
722
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
Scene after Contractual Appointment Abolished by State Government. #ହାଇରେବିଧାତା #HappyBirthdayNaveenPatnaik
44
49
489
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ପ୍ରଭୁ ମୁଁ ଯେତେ ଦେଖୁଚି ହସୁଛି। ଏବେ ଏଟା କିଏ କଲା ଭାଇ।😂😂😂🤦‍♂️
65
38
450
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 months
ନିମନ୍ତ୍ରଣ କରିଛନ୍ତି ନ ଗଲେ ଖରାପ ଭାବିବେନି
18
32
456
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
Rahul Gandhi the Happiest person right now. #ହାଇରେବିଧାତା
58
61
437
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
When you see it 😀
Tweet media one
59
12
424
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 months
#Budget2024 ଆମେ କଣ ଏତେ ଖରାପ🥺
11
63
428
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
ନ୍ୟାୟଳୟ କୁ ନ୍ୟାୟ ଦରକାର? #Odisha Not #Orissa
Tweet media one
29
27
416
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ଯେବେ ତମ ପାଖରେ 2 GB ନେଟ ଥିବ ହେଲେ ବି ତମେ WIFI ଖୋଜୁଥିବ।
Tweet media one
31
8
382
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 months
କ୍ଷୀର ଖାଇବ ଯଦି ଘରେ ଥିବ ଗାଈ ଯୁଦ୍ଧ କରିବ ଯଦି ସାଙ୍ଗରେ ଥିବ ଭାଇ❤️
2
29
388
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ରୋଷେଇ ଆଜି ତମ ଭାଇ କରିବ
Tweet media one
49
1
374
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ଗଙ୍ଗା କୂଳକୁ ଆସି ପାପ ନ ଧୋଇ ଚାଲି ଯିବୁ-
Tweet media one
21
11
375
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
Crush Updated ❤
Tweet media one
40
3
370
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ବାତ୍ୟା ଆଉ ଓଡିଶାର ମଧୁର ସମ୍ପର୍କ କୁ ନେଇ ଭିଡ଼ିଓ ଟି। ପୁରା ଭିଡ଼ିଓର ଲିଙ୍କ ତଳେ ଦେଇଛି, ଦେଖିବେ ଭଲ ଲାଗିଲେ Like, Share, RT, Coment ଦେବାକୁ ଭୁଲିବେନି ଆଉ ହଁ ମୋ ଚ୍ୟାନେଲ ଟିକୁ Subscribe କରିବେ।
69
28
362
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
Dear @akshaykumar u r my hero. My inspiration. Today is my birthday. So can i get a wish from you. It will be a great surpise for me. #akshaykumar
Tweet media one
50
42
340
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ଆମ ବରମୁଣ୍ଡା ବସ ଷ୍ଟାଣ୍ଡ। How it started How it’s going
Tweet media one
Tweet media two
37
23
361
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
କିଏ ଟିକେ ଭାଇ ଙ୍କୁ ବୁଝାଅ କି ଦୁଇଟା ନେଇ ହେବ ନାହିଁ।😂
Tweet media one
53
9
342
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 months
Naveen Patnaik be like ଆରେ ଶଳେ ଯଦି ମତେ ଏତେ miss କରୁଛ ତେବେ ଭୋଟ ଦେଇ ଜିତେଇଲନି😀😀 #ହାଇରେବିଧାତା
28
13
360
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
ପଙ୍ଗୁ କଂଗ୍ରେସ ମୁରବି ହୀନ ବିଜେପି ବିଜେଡି ର ଏକ ଛତ୍ରବାଦ ଶାସନ ପାଇଁ ଆଜି ମୋ କଳିଆ ହଟହଟା #SaveJagannathTemple
26
40
353
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 months
ହେଇପାରେ ଲୋକ ଟି ଗୋଟେ ହାତ ରେ ସାଇକେଲ ଚଳାଉଥାଇ ପାରେ ହେଲେ ଛୁଆ ଟି ଦୁନିଆର ସବୁଠୁ ନିରାପଦ ଜାଗାରେ ଶୋଇଛି #fatherslove
6
15
355
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
"when i was 13 i had my first love"
Tweet media one
Tweet media two
29
9
341
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 months
ନବୀନ ନିବାସ ରେ ପସୁ ପସୁ ପଣ୍ଡିଆନ ଙ୍କୁ ଏମିତି ସ୍ୱାଗତ ହେବ ଲାଗୁଚି #ହାଇରେବିଧାତା
11
38
349
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
18 days
ସେଥିପାଇଁ ପର କଥା ରେ ମୁଣ୍ଡ ନ ପୁରେଇବା ଭଲ
16
33
352
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
#NewProfilePic ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ🙏
Tweet media one
27
6
341
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
22 days
ପିଲା ମାନଙ୍କୁ ନିଶ୍ଚିତ ଶିଖାନ୍ତୁ କେଉଁଟା Good touch and Bad touch
4
41
341
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 months
ଆମକୁ ଜଣା ଅଛି ନିଜ ପ୍ରିୟ ଜିନିଷ ର ଯତ୍ନ କେମିତି ନିଆ ଯାଏ ❤️
6
21
335
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
8 months
He can eat 500 Human Sagar and 1000 Kuldeep Patnaik in breakfast
26
26
336
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
1 month
Cutie ମୁଁ ଛିଡ଼ା ହଉଚି ମୋ ଛାତି କୁ ତିର ମାରି ଦେ
28
14
335
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
ପ୍ରକୃତି କୁ ରକ୍ଷା କରିବା ମୋର ଦାୟିତ୍ୱ। ମୁଁ ଆଜିଠୁ ଶପଥ ନେଉଛି କି ସବୁବେଳେ ପ୍ରକୃତି ପାଖେ ପାଖେ ରହିବି ଆଉ ତାକୁ ସୁରକ୍ଷା ଦେବି।ଖାଲି ପ୍ରକୃତି ଅନୁମତି ଦେଲେ ହେଲା। #WorldEnvironmentDay
Tweet media one
46
6
323
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
ମୋ ଝିଆରୀ ନୈମିଷା ର ଆଜି ଜନ୍ମ ଦିନ।ତାକୁ ଆଶୀର୍ବାଦ କରନ୍ତୁ #HappyBirthdayNaimishaRay
Tweet media one
82
2
319
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
Pakistan's High class security system and their FOOL arrangements be like #NZvPAK
Tweet media one
6
37
299
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 months
Acting peaked here
11
39
322
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
କାଠ ବେଙ୍ଗ ଉପରେ କିଏ ଚଢି ଗଲେ
Tweet media one
53
12
315
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 months
One of the rarest video😂
8
39
317
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ମାଛ ଚିହ୍ନ 1000 ଦେଇଥିଲା ଛତା ଚିହ୍ନ ଛେଳି ମାଉଁସ ଦେଇଥିଲା ସୂର୍ଯ୍ୟ ଚିହ୍ନ କୁକୁଡ଼ା ଆଉ ଟଙ୍କା 500 ଦେଇଥିଲା। ମୁଁ ଭୋଟ ଖୋଲା ବହି ରେ ଦେଇ ଆସିଲି। #ହାଇରେବିଧାତା #ପଞ୍ଚାୟତନିର୍ବାଚନ
37
13
309
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 months
କଳିଯୁଗ ର ପୁଅ ମାନେ ମା କୁ ଏମିତି କରୁଛନ୍ତି ଦେଖିଲେ ଆଖିରୁ ଲୁହ ଆସିଯିବ😭🙏
18
22
312
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 months
Mo Bus ❌ Mo Bedroom ✅
41
57
309
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
U have problem with ur life Look at him ତିନି ବେଳା ରୋଷେଇ କରି, ମଉସା ମାଉସୀ ଙ୍କ ସବୁ କଥା ବୁଝି ଗୋଟେ ମାସିକ ପତ୍ରିକାର ସମ୍ପାଦକ ହେଇ ସୋସିଆ ମିଡିଆ ରେ ଯଥେଷ୍ଟ ସମୟ ଦେଇ ବି ଆଜି ସେ OAS ପାଇଛନ୍ତି। ତାଙ୍କ ସଫଳତା ଯେମିତି ଲାଗୁଚି ଆମ ପରିବାର କାହାର ସଫଳତା। ପ୍ରେରଣାର ଉତ୍ସ ସେ ❤️ ତାପସ ଭାଇ
34
14
304
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
1 year
କେବେ କାହା ସହ ଝଗଡା ନାହିଁ କେବେ ଖେଳ ରେ ଗୋଳେଇ ବାକୁ ଚେଷ୍ଟା ନାହିଁ ବରଂ ନିଜେ ଆଉଟ ଜାଣି ଅମ୍ପାୟାର କଥା କୁ ଅପେକ୍ଷା ନ କରି ଫେରି ଆସିବା ବୋଲର ଙ୍କ sledging ର answer ମୁହଁ ନୁହେଁ ବ୍ୟାଟ ରେ ଦେବା ଯିଏ କ୍ରିଜ ରେ ଥିବା ଯାଏ Fixer ବି ଡରନ୍ତି match fix କରିବାକୁ। ଏଇ ସବୁ ଗୁଣ ତ ତାଙ୍କୁ ଭଗବାନ କରିଛି କ୍ରିକେଟ ର
Tweet media one
19
15
302
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ସ୍କୁଲ କ୍ଲାସରେ ବାତାବରଣ କିଛି ଏମିତି ଥାଏ। #ହାଇରେବିଧାତା 😀😀😀
Tweet media one
31
16
291
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
First Time Ankita Lokhande speak out. This case complicated day by day. Hope soon police arrest the culprit. #SushantRheaTwist #ShushantSinghRajput #AnkitaLokhande #RheaChakroborty
3
93
282
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ମୋ ଭାଇ ଭାଉଜ ଙ୍କୁ ଟିକେ ବାହାଘର ଶୁଭେଚ୍ଛା ଦିଅନ୍ତୁ। 😍😍
Tweet media one
72
2
290
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ଟାଟୁ କରିଲା ବାଲି ତ ହଜାରେ ମିଳିବେ ଗୋଟେ ଝୋଟି ପକେଇଲା ବାଲି ଦରକାର ଜୀବନରେ। 😂😂
31
7
291
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 months
ଷ୍ଟାଇଲ ତ ଏମିତି ମାରୁଚି ଯେମିତି କୋଉ World cup ଜିତି ଯାଇଛି
Tweet media one
40
4
299
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
Dear Peta, Should I slap Or kp donating blood to needy mosquito. It's paining. So Please suggest ASAP. @PetaIndia @peta
Tweet media one
51
25
287
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
Mere Ghar Aai Ek Nanhi Pari😀
Tweet media one
Tweet media two
85
0
280
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
ମୋ ମାଣ୍ଡୁ ର ଶେଷ ମେସେଜ "ହଉ ରଖୁଛି ବର ଆସିଲାଣି" #ହାଇରେବିଧାତା
51
2
282
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
Dear @architaworld and @sabyaactor please don't kill me for this. Thik hai. #SaveSimilipal #smileplease
31
18
286
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ପାଗେଳି କହୁଥିଲା ମୋ ସହ ଜହ୍ନ ରାଇଜ ଯିବ। କାଲି ବସ ରେ 10 କିଲୋମିଟର ଯାଇକି 5 ଥର ବାନ୍ତି କରିଛି। #ହାଇରେବିଧାତା
44
6
282
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
After watching #TheKashmirFiles my respect for Modiji increased twice. Thank you once again for Removing Article 370. #TheKashmiriFiles
5
30
258
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
22 days
Z+ security ❌ ଭାଇ ✅
2
15
290
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ତୁମେ ଟ୍ୱିଟର CEO ହୁଅ କି ଗୁଗୁଲର CEO ହୁଅ ହେଲେ ଆମ ଇଣ୍ଡିଆନ ଝିଅ ଖାଲି ସରକାରୀ ଚାକିରିଆ ଦେଖି ବାହା ହେବେ ହେଲା। #ହାଇରେବିଧାତା
33
8
275
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ଉଠିଗଲ ଯଦି କୁହ ମୋ ସହ ଜୟ ଜଗନ୍ନାଥ🙏
Tweet media one
28
6
285
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
Akshay Kumar's biggest mistake is not marrying Raveena. She is extraordinary in KGF🔥 #KGF2 #RaveenaTandon
Tweet media one
20
4
279
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
life was good when Siddhanta and Rachana were doing movies together.
Tweet media one
Tweet media two
Tweet media three
Tweet media four
21
11
282
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
ଲେଖୁ ଲେଖୁ ଲେଖି ଦେଲି
Tweet media one
31
4
281
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
Girl look like this and say ସତ କହୁଛି ଧନ ମୋ ଜୀବନରେ ଖାଲି ତମେ ହିଁ ଜଣେ ପୁରୁଷ
Tweet media one
44
12
278
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ମୁଁ ଦରମା ମିଳିବା ଦିନ ଗୋଟେ ସପ୍ତାହ ପରେ
Tweet media one
Tweet media two
29
13
278
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ଭାତ ଟିଏ ନଷ୍ଟ କରିବା ଆଗରୁ ଥରେ ଅନୁଭବ କରନ୍ତୁ ଯେ ଗୋଟେ ଧାନ ଗଛ କରିବାକୁ କେତେ କଷ୍ଟ କରା ଯାଏ।ମୁଁ ତ ଜାଣି ଗଲି ଆଜିଠୁ କରିବିନି କେବେ।ଆମର କାମ ହଉଥିଲା ମୁଁ ବି ଟିକେ ପଶି ଗଲି ବିଲ ଭିତରକୁ। ଜୟ କିଷାନ।🙏🙏🙏😍
Tweet media one
27
7
280
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ଭାଇ ବାହାଘର ରେ ମୋ ଅବସ୍ଥା।
Tweet media one
36
0
279
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
Every PT sir be like #ହାଇରେବିଧାତା
Tweet media one
20
11
273
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
ମୋ ସାଙ୍ଗେ ଖେଳ ନାହିଁ😀😀
38
6
272
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ଅନୁଭବ ଭାଇ ଙ୍କୁ ଭୋଟ ଦେଇ ଜିତେଇ ଥିବା ଲୋକ ତାଙ୍କ ଟ୍ୱିଟ ଦେଖିଲା ପରେ। 🤦‍♂️🤦‍♂️🤦‍♂️
Tweet media one
27
6
265
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
#ହାଇରେବିଧାତା 🤦
Tweet media one
22
13
274
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
Types of people in Chadakhai #ଛାଡ଼ଖାଇ #ହାଇରେବିଧାତା
24
23
269
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
27 days
ବିନା ହେଲମେଟ ପାଇଁ ଆମେ fine ଦେବୁ ହେଲେ ଖରାପ ରାସ୍ତା ପାଇଁ ସରକାର କଣ ଦେବେ?
20
41
274
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
29 days
ବାପା ମା- ଆମ ଝିଅ ହଷ୍ଟେଲ ରେ ରହି ପାଠ ପଢୁଛି Meanwhile ଝିଅ ହଷ୍ଟେଲ ରେ
14
16
269
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
Wait for the End. #Rakhi
22
47
254
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ଢମଣା ବେଙ୍ଗ ଖାଇଲା ପରେ
Tweet media one
35
11
256
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
କୋରାପୁଟ ଶବର ଶ୍ରୀକ୍ଷେତ୍ର ଦର୍ଶନ🙏🙏🙏
Tweet media one
Tweet media two
Tweet media three
Tweet media four
15
15
263
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
New member of our family. #NewBornBaby #cow #GauMata 🙏🙏🙏🙏❤❤❤❤
Tweet media one
15
11
253
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
1 month
ନିରଜ ଚୋପ୍ରା ମ୍ୟାଚ ଆରମ୍ଭ ହେବ 11.55ରେ ଓଟିଭି ବାଲା 11.20 ରୁ "ହଁ ମ ପୋଷ୍ଟ କରି ଶୋଇପଡ଼ 😂😂
Tweet media one
59
17
269
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 months
ଏମିତି ���ୋଇ ଲେ ଗୁଣ୍ଠେ ଜମି କୁ 2/3 ବର୍ଷ ଲାଗିବ।
14
25
266
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ଭାଇ ତମକୁ କୋଟି କୋଟି ନମସ୍କାର।🙏🙏😍😍
Tweet media one
9
8
264
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
କୋଉ ଜିମ କି ପାର୍କ ରେ ଯାଇ ଝାଳ ବୁହାଇବା ଠୁ ବାଡ଼ି ରେ ଟିକେ କାମ କରି ଝାଳ ବୁହାଇବା ଢେର ଗୁଣ ରେ ଭଲ। #SundayMorning #Workaholic
Tweet media one
28
6
257
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
1 year
କେତେ ମଜାଳିଆ ଖେଳ ଟେ😂
7
28
258
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ଆମ ଜଣେ ନବ ଦମ୍ପତି ପଡୋଶୀ ତାଙ୍କ ଘରର ଗେଟ ପାଖେ ସ୍ତ୍ରୀ-Bye take care ସ୍ୱାମୀ-You also ସ୍ତ୍ରୀ-love you ସ୍ଵାମୀ-Love you too ସ୍ତ୍ରୀ-miss u too ଏ ସବୁ ଦେଖି ମୁଁ ପଚାରିଲି ସାର ବୋଧେ ଚାକିରୀ ପାଇଁ ଓଡିଶା ବାହାରକୁ ଯାଉଛନ୍ତି?କେତେ ଦିନ ପାଇଁ ? ସ୍ତ୍ରୀ-ନାହିଁ ନାହିଁ କ୍ଷୀର ଆଣିବାକୁ ଯାଉଛନ୍ତି ଛକ କୁ #ହାଇରେବିଧାତା
56
7
258
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
ଟ୍ରେନର ଝାଲ ମୁଢ଼ି ମୋର ଭାରି ପସନ୍ଦ। ଆଉ ଆପଣଙ୍କର ?
Tweet media one
72
12
254
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 months
ବିଜୁଳି ମାରୁଚି କବାଟ ଝରକା ବନ୍ଦକରି ଘରେ ରହିବା ❌ ବିଜୁଳି ମାରୁଚି ଚାଲ ରିଲ କରିବା ✅
22
21
261
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
7 months
Valentine Day ସକାଳୁ extra class କହି ଯାଇଥିବା ଝିଅ ସନ୍ଧ୍ୟା କୁ ଘରକୁ ଫେରିଲେ ଜେଜେ ମା
13
32
257
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
9 months
ଜୟ ଜଗନ୍ନାଥ🙏
2
51
261
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ବାପା- ଏ ନେଲୁ କିଏ ଝିଅ ଟେ ଫୋନ କରିଛି କଥା ହେବ ତୋ ସହ କହୁଛି। ମୁଁ- (ଫୋନ ଟାକୁ ଧରି ଗୋଟେ କଣ ଜଗା କୁ ଗଲା ବେଳେ ବାପା)
18
14
255
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
6 years
ଛାମୁ ଙ୍କ ଓଡ଼ିଆ ଉଚ୍ଚାରଣ। ଖରାପ ଭାବିବେନି। ଏହା ମନୋରଞ୍ଜନ ମାତ୍ର। @srrashmi1 @nidhi_budha @akala_kushmanda @sala_budha @strytellrofpast @kumariika @khatiodisha @VOXPopu03028596 @Jajapuria @ashutosh_odisha @Prajna183 @tanmoymishra16
33
20
246
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ଆମର ପଡ଼ିଲାଣି।ଆଉ ତମର? #ବଢ଼ି
Tweet media one
33
3
247
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ବାଡ଼ି ରେ 25 ଟା ଆମ୍ବ ଗଛ ହେଲେ ଘରେ କେହି ଆମ୍ବ ପ୍ରିୟ ନୁହନ୍ତି।ଖରା ବେଳ ସାରା ମାଙ୍କଡ଼ ମାନଙ୍କର ରାଜୁତି ଚାଲୁଛି ବାଡ଼ିରେ।କାହାର ଦରକାର ଯଦି ଆସିଯାଆନ୍ତୁ😂
Tweet media one
Tweet media two
Tweet media three
Tweet media four
47
1
244
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 months
ଯିଏ ସେ କୁଟା ଗଦା କୁ ବଲ ମାରିବ ସେ ପସିକି ଆଣିବ
9
17
257
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ସୋସିଆଲ ମିଡିଆ Addicted ହେଇ ଆମେ ଆମ ପରିବାର ସାଙ୍ଗ ସାଥି ଙ୍କୁ ଅବହେଳା କରୁନୁ ତ। ମୁଁ ଯାହା ବି କହିଛି କେହି ହୃଦୟ କୁ ନେବେନି ସବୁ ବ୍ୟଙ୍ଗ। ପୁରା ଭିଡ଼ିଓ ର ଲିଙ୍କ ରେ ଯାଇ ଦେଖନ୍ତୁ ଆଉ share କରନ୍ତୁ।
80
26
255
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
ମଉସା ଆଜି ଗାଁ ରେ ବୁଲୁ ଥିଲେ। ଏ ଖରା କୁ ଟିକେ ପୁରୁଣା ଦିନ କଥା ମନେ ପଡିବାରୁ। #ଗାଁଜୀବନ #ନଡ଼ିଆଆଇସକ୍ରିମ
Tweet media one
Tweet media two
30
11
247
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
Go and Watch ଦମନ
Tweet media one
12
13
249
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
ଆଜି ମୋ ପାଇଁ ଗୋଟେ ଝିଅ ର ପ୍ରସ୍ତାବ ଆସିଥିଲା।ଝିଅ ଫଟୋ ଦେଖି ଭାବିଥିଲି ଘରେ ପଚାରିଲେ ହଁ କହିଦେବି। ହେଲେ ଘର ଲୋକ ଝିଅ ଘରକୁ ମନା କରିଦେଲେ କି ନାଇଁ ତମ ଝିଅ ବହୁତ ସୁନ୍ଦର ଲାଗୁଚି ଆମ ପୁଅ ପାଇଁ ଠିକ ହେବ ନି।ତା ପାଇଁ ଆହୁରି ଭଲ ପୁଅ ଦେଖ। #ଓଃକିଦୁଃଖ #ହାଇରେବିଧାତା
41
2
254
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ମୁଁ ବାହାରେ ସିଗାରେଟ ଟାଣି ଘରକୁ ଯିବା ବେଳେ-
Tweet media one
14
5
250
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ପୁଅ ଯେତେ ଭଲ ପୋଷ୍ଟ କଲେ ବି ସବୁ ଇଗନୋର କରିବେ। ଝିଅ ଯଦି କହିବେ ଭୋକ ଲାଗିଲାନି ପିଲା ତା ପାଇଁ ଟିଫିନ ନେଇକି ଆସିଯିବେ।
45
8
246
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
4 years
ପୁରୁଣା ପ୍ରେମ ଆଉ ପୁରୁଣା ଯାଦୁ ମନେ ପଡିଗଲେ କୁଣ୍ଡେଇ ହବା ଆରମ୍ଭ କରିବ।ରାକ୍ଷୀ ରେ ସେ ବାପ ଘରକୁ ଆସିଥିଲା।ମୁଁ ରାସ୍ତା ରେ ଯାଉ ଯାଉ ନଜର ପଡିଗଲା।ଅନେଇକି ଟିକେ ହସି ଦେଲା।🤣🤣
Tweet media one
32
3
249
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
ମୁଁ ଶାହରୁଖର ସେମିତି କିଛି ପଙ୍ଖା ନୁହେଁ।ହେଲେ ଭଲ ଭାବେ ଜାଣିଛି କି ସେ ଛେପ ନୁହେଁ ଫୁଙ୍କୁ ଥିଲା। ହେଲେ ଏ ଚୋର, ଧର୍ମ ନାଁରେ ଘୃଣା ଭାବ ବ୍ୟାପୁଥିବା ଭାଇନା, ବିଜେପି IT ବାଲା ଛେପ କହି ଘୃଣା ଭାବ ବ୍ୟାପୁଥିବା ଲୋକ ଠୁ ଦୁରେଇ ରୁହନ୍ତୁ।କେମିତି ଶଳା ଟି ମଣିଷ ହେଇଚି କେଜାଣି।
@heitibhaina
ହେଇଟି ଭାଇନା
3 years
ମୃତ ଶରୀର ଉପରେ ଛେପ! #LataMangeshkar
98
70
326
37
21
236
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
1 year
No western dress, No Showing off, No Flying kiss. Just promoting our indian culture. Mrs Jadeja u r winning our hearts❤💞 #picoftheday #Jadeja
Tweet media one
10
9
246
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
3 years
😂😂😂😂
Tweet media one
37
13
235