💕🦋𝓟𝓻𝓲𝓽𝓲🦋💕 Profile Banner
💕🦋𝓟𝓻𝓲𝓽𝓲🦋💕 Profile
💕🦋𝓟𝓻𝓲𝓽𝓲🦋💕

@Pritipr38403734

9,679
Followers
1,188
Following
469
Media
1,989
Statuses

𝓓𝓸𝓷'𝓽 𝓫𝓮𝓵𝓲𝓮𝓿𝓮 𝓲𝓷 𝓵𝓾𝓬𝓴 𝓫𝓮𝓵𝓲𝓿𝓮 𝓲𝓷 𝓱𝓪𝓻𝓭𝔀𝓸𝓻𝓴 ☺️ 𝓜𝓪𝓱𝓪𝓭𝓮𝓿 𝓴𝓲 𝓓𝓮𝓮𝔀𝓪𝓪𝓷𝓲🙏🏻🕉 𝓑𝓱𝓾𝓫𝓪𝓷𝓮𝓼𝔀𝓪📍 5𝓞𝓬𝓽𝓸𝓫𝓮🧁🙈

Bhubaneshwar, India
Joined July 2022
Don't wanna be here? Send us removal request.
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Happy holi ❤️
Tweet media one
108
14
1K
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
It's my birthday .🧿👀👧🤍 21 and me 💞🎉 #birthdaylook
Tweet media one
Tweet media two
287
17
859
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Friends forever ♥️
Tweet media one
65
14
656
@Pritipr38403734
💕🦋𝓟𝓻𝓲𝓽𝓲🦋💕
9 months
ମା ❤️🙏🏻
@princess_sradha
🦋šrαdhα🦋
9 months
ଭୁଲିବି କି ପ୍ରିୟ ତୋର ମଙ୍ଗଳବାର ତୋ ଗଳାରେ ଶୋଭା ନାଲି ମନ୍ଦାର ହାର....। ତୋ ମଥା ରେ ଦିଏ ମୁଁ ନାଲି ସିନ୍ଦୂର ଆତ୍ମକୁ ତୃପ୍ତି ଲାଗି ଥାଏ ମନରେ ମୋର.....।। #ଜୟମାତାରିଣୀ 🌺🪔🥥🔱🚩🙏 #ଶୁଭସକାଳ 🌅 #ଶୁଭମଙ୍ଗଳବାର
Tweet media one
22
13
348
67
14
621
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
*ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ।* *(ବୁଝିବା ଲୋକ ନା ଠିକ୍ ବୁଝି ପାରିବେ)*
Tweet media one
100
12
604
@Pritipr38403734
💕🦋𝓟𝓻𝓲𝓽𝓲🦋💕
3 months
💗
Tweet media one
99
14
614
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
1year old pic..🤭💕
Tweet media one
112
10
549
@Pritipr38403734
💕🦋𝓟𝓻𝓲𝓽𝓲🦋💕
10 months
ବାସୁଦେବ ଶ୍ରୀକୃଷ୍ଣ କହିଛନ୍ତି ଯଦି ସଫଳତା ଚାହୁଁଛ ତାହେଲେ "ତୁମର କଠିନ ପରିଶ୍ରମର ଝାଳରେ ଏମିତି ଭିଜିଯାଅ ଯେପରି ଗରମ ପବନ ମଧ୍ୟ୍ୟ ଥଣ୍ଡା ଲାଗିବ"। #ମନରକଥା
Tweet media one
57
9
529
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
💖
Tweet media one
102
20
528
@Pritipr38403734
💕🦋𝓟𝓻𝓲𝓽𝓲🦋💕
4 months
Tweet media one
56
4
487
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Kemiti dekha jaichi....?
Tweet media one
227
32
480
@Pritipr38403734
💕🦋𝓟𝓻𝓲𝓽𝓲🦋💕
9 months
ମା 🙏🏻♥️
@princess_sradha
🦋šrαdhα🦋
9 months
ଆପଣ ହିଁ ଇଛା ଅନୁସାରେ ରୂପ ଧାରଣ କରି ସୃଷ୍ଟି , ପାଳନ ଓ ସଂହାରକାରିଣୀ ହୋଇ ସମସ୍ତ କାର୍ଯ୍ୟ ସମ୍ପାଦନ କରନ୍ତି ତଥା ବ୍ରହ୍ମା , ବିଷ୍ଣୁ ଏବଂ ରୁଦ୍ର ଙ୍କ ଶରୀର ର ହେତୁଭୁତା ମଧ୍ୟ ଅଟନ୍ତି। ହେ ଦେବୀ ! ଆପଣଙ୍କ ଚରଣାବ୍ଜ ରେ ଆଭୂମ ପ୍ରଣାମ । ପାହି ଦେବୀ ଜନାନସ୍ମାନ୍ ପ୍ରପନ୍ନାନ୍ ଦୀନବତ୍ସଳେ ।। #ଜୟମାମଙ୍ଗଳା 🔱🙏
Tweet media one
2
3
105
44
19
467
@Pritipr38403734
💕🦋𝓟𝓻𝓲𝓽𝓲🦋💕
9 months
ଜୟ ଜଗନ୍ନାଥ♥️🙏🏻
@ImSubhaOdisha
Subhasish Mohapatra 🇮🇳
9 months
ଜୟ ଜଗନ୍ନାଥ 🙏
26
16
327
48
13
445
@Pritipr38403734
💕🦋𝓟𝓻𝓲𝓽𝓲🦋💕
11 months
ଏ ବର୍ଷ ଟା ଵି କିଛି ଏମିତି ବିତିଗଲା 👀 କିଛି ନିଜର ଅଜଣା ହୋଇଗଲେ ଆଉ କିଛି ସମୟ ସହିତ ବଦଳି ଗଲେ🥀
Tweet media one
30
11
431
@Pritipr38403734
💕🦋𝓟𝓻𝓲𝓽𝓲🦋💕
4 months
*ଯଦି କାହାପାଇଁ କିଛି କରୁଛ ତା'ର ହିସାବ ରଖିଥାଅ....* *କାହିଁକି ନା ଆଜିକାଲି ଲୋକେ ବହୁତ ଜଲଦି ପଚାରି ଦିଅନ୍ତି ତୁମେ ମୋ ପାଇଁ କ'ଣ କରିଥିଲ...😌
Tweet media one
Tweet media two
Tweet media three
64
15
444
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
Tweet media one
51
6
415
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
ଦୁନିଆରେ ଏକା ରହିବା ପାଇଁ ଚେଷ୍ଟା କର .... 🖤
Tweet media one
53
9
403
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
Good morning ♥️
Tweet media one
13
9
406
@Pritipr38403734
💕🦋𝓟𝓻𝓲𝓽𝓲🦋💕
10 months
କିଛି ଲୋକ ଆମ ଜୀବନରେ ଏମିତି ବି ଅଛନ୍ତି, ଯେଉଁମାନେ କେବଳ ମୁହଁ ଆଗେ ଆମକୁ ଭଲପାଆନ୍ତି, କିନ୍ତୁ ପିଠି ପଛେ ଘୃଣା କରନ୍ତି। 🥺
Tweet media one
53
5
388
@Pritipr38403734
💕🦋𝓟𝓻𝓲𝓽𝓲🦋💕
9 months
Happy moments 💕 #sangu ♥️
Tweet media one
Tweet media two
Tweet media three
Tweet media four
56
9
384
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
ଅନ୍ୟ ଠାରୁ ଆଶା କରୁଥିବା ସୁଖ'କୁ ହିଁ ଦୁଃଖ କୁହାଯାଏ....🥀🍂 ନିଜ ଖୁସି ର କାରଣ ନିଜେ ହୁଏ ଦେଖିବ "ଦୁଃଖ "କରିବା ପାଇଁ କିଛି ବି ନ ଥିବ....🤍🍃
Tweet media one
Tweet media two
Tweet media three
Tweet media four
47
3
367
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Deep Reality 🙂
Tweet media one
8
21
370
@Pritipr38403734
💕🦋𝓟𝓻𝓲𝓽𝓲🦋💕
6 months
ଅସଲ ଶତ୍ରୁ ସିଏ ନୁହଁ ଯିଏ ତୁମ ସହିତ ଖୋଲାଖୋଲି ଲଢ଼ୁଛି , ଅସଲ ଶତ୍ରୁ ସିଏ ଯିଏ ତୁମକୁ ମିତ୍ର ଆଚରଣ କରି ପଛରେ ଷଡ଼ଯନ୍ତ୍ର କରୁଛି। ଏଠି ଲୋକ ଙ୍କୁ ଚିହ୍ନିବା ବହୁତ କଷ୍ଟ । 🖤
Tweet media one
Tweet media two
Tweet media three
Tweet media four
29
8
365
@Pritipr38403734
💕🦋𝓟𝓻𝓲𝓽𝓲🦋💕
6 months
ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷର ହାର୍ଦ��ଦିକ ଶୁଭେଚ୍ଛା ଓ ଅଭିନନ୍ଦନ* ଓଡ଼ିଆ ନବବର୍ଷ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣ ଓ ଆପଣଙ୍କ ପରିବାରଙ୍କର ନୂତନ ବର୍ଷ ସୁଖ,ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ । *🙏ଜୟ ଜଗନ୍ନାଥ🙏* *🌷ଶୁଭ ସକାଳ🌷*
Tweet media one
40
4
361
@Pritipr38403734
💕🦋𝓟𝓻𝓲𝓽𝓲🦋💕
8 months
ମଣିଷକୁ ବୁଝିବା ଓ ଚିହ୍ନିବା ପାଇଁ ସମୟ ଲାଗେ । ହେଲେ କିଛି ଲୋକ ବୁଝି ଚିହ୍ନି ମଧ୍ଯ ଅବୁଝା ରହିଯାଆନ୍ତି, କାରଣ ସେମାନଙ୍କ ପାଇଁ ସମ୍ପର୍କ ବଡ ହେଇଥାଏ।🙂🍂 #ସମ୍ପର୍କ
Tweet media one
28
6
353
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
𝓟𝓻𝓲𝓽𝓲♥️𝓹𝓻𝓲𝓽𝓲 #friendship
Tweet media one
34
5
332
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
Thank you so much everyone for your lovely wishes and blessings ❤️🙏🕉️
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
It's my birthday .🧿👀👧🤍 21 and me 💞🎉 #birthdaylook
Tweet media one
Tweet media two
287
17
859
46
5
330
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
*ଏ ଦୁନିଆଁରେ ସମସ୍ତେ ସମସ୍ତଙ୍କ ଜାଗାରେ ଠିକ୍ ଅଛନ୍ତି ।କିଏ କାହାକୁ ଦୁଃଖ ଦେଇ ଖୁସିରେ ଅଛି ତ ଆଉ କିଏ କାହାକୁ ଖୁସିରେ ଦେଖିବା ପାଇଁ ନିଜେ ଦୁଃଖରେ ଅଛି ।🙂
Tweet media one
20
8
329
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
ସଂଗ୍ରାମ ଯେତେ କଷ୍ଟକର ହୋଇଥାଏ,ବିଜୟ ମଧ୍ୟ ଚମତ୍କାର ହିଁ ହୋଇଥାଏ।
Tweet media one
34
4
317
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
ଯଦି କେହି କେବେ ଆପଣଙ୍କର ବିଶ୍ବାସ ଭାଙ୍ଗନ୍ତି ତେବେ ଆପଣ ତାଙ୍କୁ ଧନ୍ୟବାଦ ଦେବା ଉଚିତ, କାହିଁକିନା ସେମାନେ ହିଁ ଆପଣଙ୍କୁ ଶିକ୍ଷା ଦିଅନ୍ତି ଯେ ବିଶ୍ବାସ ଅତି ଯତ୍ନର ସହିତ କରାଯିବା ଉଚିତ୍ ।(ବୁଜିବା ଲୋକ ନା ଠିକ୍ ବୁଝି ପାରିବେ)
Tweet media one
42
4
328
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
ପବିତ୍ର କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା ଅବସରରେ ଅଶେଷ ଅଶେଷ ଅଭିନନ୍ଦନ❤️🙏 #କୁମାରପୂର୍ଣ୍ଣିମା🤍 #ଆଞ୍ଜୁଳାଟେକା🙏🏻
Tweet media one
33
5
312
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
ଅପେକ୍ଷା କରିବା ଛାଡ଼ି ପୂର୍ଣ୍ଣଛେଦ ପକାଇଦେବା ଶହେ ଗୁଣ ଭଲ।🍂🥀
Tweet media one
33
5
317
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
My new laptop 💻♥️ I am so happy 😊💕 Love you Bapa♥️ for your lovely gift 🎁 #Bapa
Tweet media one
59
0
319
@Pritipr38403734
💕🦋𝓟𝓻𝓲𝓽𝓲🦋💕
11 months
ସାଙ୍ଗ କର ହେଲେ ଏମିତି ଗୋଟେ ସାଙ୍ଗ କର ଯେକି ତମ ସବୁ କଥାରେ ତମ ସାଥିରେ ଥିବ 🧿🤍 #ସାଙ୍ଗ #ବନ୍ଧୁତା
Tweet media one
20
7
304
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
Sabar karo, Afsoos jarur hoga unhe..💔 #goodmorning
Tweet media one
34
5
293
@Pritipr38403734
💕🦋𝓟𝓻𝓲𝓽𝓲🦋💕
11 months
ସମୟ କୁ ଅପେକ୍ଷା କର ସବୁ କଥାର ହିସାବ ହେବ" 🍂 ଯିଏ ଯେମିତି କରିଥିବ ତାକୁତ ସେମିତି ହିଁ ମିଳିବ" ଯଦି ତମ ସମୟ ଭଲ ଚାଲୁ ଥିବ ତମ ଆଗରେ ଏଇ ସବୁ ହେବ!🙂
Tweet media one
27
5
297
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
ମୁଁ, ଜୀବନରେ ବହୁତ କଷ୍ଟ ଓ ଆଘାତ କୁ ସାମ୍ନା କରି ଆଗକୁ ଯିବା ପାଇଁ ସବୁ ବେଳେ ଚେଷ୍ଟା କରିଛି "🥀🍂
Tweet media one
32
1
293
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Kemiti dekha jaichi...🥲
Tweet media one
98
14
289
@Pritipr38403734
💕🦋𝓟𝓻𝓲𝓽𝓲🦋💕
7 months
Tweet media one
43
5
299
@Pritipr38403734
💕🦋𝓟𝓻𝓲𝓽𝓲🦋💕
8 months
ଜଗା ରେ ❤️🙏🏻
@ParthaRout77
Parthasarathi Rout
8 months
ଜୟ ଜଗନ୍ନାଥ 🙏🙏🙏 #GoodMorningTwitterWorld
Tweet media one
7
15
295
17
11
303
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
ଜୀବନର ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢିବାକୁ ପଡିବ , ଆଉ ସମସ୍ୟା ଜୀବନର ଶେଷ ନୁହେଁ ସେଇଠୁ ଏକ ନୂଆ ଜୀବନର ଆରମ୍ଭ ହୁଏ ଖାଲି ଧୈର୍ଯ୍ୟ ଧରିବା ଆବଶ୍ୟକ।🥀☘☘
Tweet media one
55
10
281
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
ଏଇ ଫଳର ନା କଣ.. ?🤔
Tweet media one
104
10
280
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
କିଏ ଖାଇବ ଆମ ଆଡେ ଆସ 😂😜
Tweet media one
46
10
281
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
*କାହାକୁ ଅତ୍ୟଧ୍ବକ ଗୁରୁତ୍ବ ଦେଲେ ତା ପାଖରେ ନିଜକୁ ମୂଲ୍ୟହୀନ ହେବାକୁ ପଡ଼େ। ଏହା ହିଁ ନିରାଟ ସତ୍ୟ" 🥀 #GoodMorningEveryone
Tweet media one
38
4
281
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
Prawn ଖାଇବା ପାଇଁ କାହାକୁ ଭଲ ଲାଗେ..?🥰 ମୁଁ କରିଛି ଯାହାକୁ ଭଲ ଲାଗେ ଆମ ଆଡେ ଆସ.. 🫢🦐🦐 #prawn
Tweet media one
54
8
278
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 months
♥️🧿
Tweet media one
27
5
288
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
ଆଖିର ଯେତେ ସବୁ ଅସୁମାରୀ ସ୍ବପ୍ନ ହୁଏତ କେହି ଜାଣିନଥିବେ... ଜାଣିବେ ବି କେମିତି କେବେ ଜଣେଇବାକୁ ହିଁ ଦେଇନି ମୁଁ । ରାତି ରାତି ଚେଇଁ ଦେଖିଥିବା ସବୁ ସ୍ବପ୍ନକୁ ଆଉ କାହାର ସ୍ବାର୍ଥ ପାଇଁ ଆଜି ଜଳାଞ୍ଜଳି ଦେବାକୁ ବାଧ୍ୟ ହେଇଛି ।💔
Tweet media one
42
7
273
@Pritipr38403734
💕🦋𝓟𝓻𝓲𝓽𝓲🦋💕
11 months
Tweet media one
Tweet media two
Tweet media three
20
4
264
@Pritipr38403734
💕🦋𝓟𝓻𝓲𝓽𝓲🦋💕
8 months
ମା ବିରଜା ଠାକୁରାଣୀ 🙏🏻♥️
@princess_sradha
🦋šrαdhα🦋
8 months
ମା ବିରଜା ଠାକୁରାଣୀଙ୍କ ଜନ୍ମୋତ୍ସବ ଉପଲକ୍ଷେ ସୁସଜ୍ଜିତ ମା ବିରଜା ପୀଠ 🙏🙏🙏 #ଜୟମାବିରଜା 🔱🙏
Tweet media one
Tweet media two
Tweet media three
Tweet media four
8
7
224
23
9
274
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
ମୋ ଭାଗ୍ୟ ମୋତେ କୁଆଡେ ନଉଚି ମୁଁ ନିଜେ ଜାଣିପାରୁନି "ତଥାଵି ମୁଁ happy 😊
Tweet media one
32
1
261
@Pritipr38403734
💕🦋𝓟𝓻𝓲𝓽𝓲🦋💕
7 months
ମା 🙏🏻♥️
@princess_sradha
🦋šrαdhα🦋
7 months
ଆଜି ଚଇତି ମଙ୍ଗଳବାର ଏଇ ମାସେ ଏଇ ବାରଟି ସାର ମାଆ ବାଛେନାହିଁ ଆପଣା ପର ଭକ୍ତିରେ ଡାକେ ଯେ ଆତୁରେ ଯାଇ ଉଠି ଆସି ମାଆ ନିଏ କୋଳେଇ।। ଚୈତ୍ର ପ୍ରଥମ ମଙ୍ଗଳବାର ରେ କାକଟପୁର ମା ମଙ୍ଗଳା ଙ୍କର ଦିବ୍ୟ ଦର୍ଶନ ❤️😍🙏 #କାକଟପୁର
Tweet media one
5
5
216
35
6
257
@Pritipr38403734
💕🦋𝓟𝓻𝓲𝓽𝓲🦋💕
8 months
In life some chapters have to be turned and some have to be turned 🕊️💭
Tweet media one
Tweet media two
Tweet media three
28
4
255
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
ଜୀବନରେ ଗୋଟିଏ ନିୟମ ରଖ - ସିଧା କଥା କୁହ , ସତ୍ୟ କୁହ , ମୁହଁ ଉପରେ କୁହ ଯିଏ ନିଜର ହୋଇଥିବ ସେ ଭଲସେ ବୁଝିଯିବ ଆଉ ଯିଏ ନାମକୁ ମାତ୍ର ଥିବେ ସେ ଦୁରେଇ ଯିବେ l
Tweet media one
30
14
253
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 months
♥️
Tweet media one
45
2
260
@Pritipr38403734
💕🦋𝓟𝓻𝓲𝓽𝓲🦋💕
9 months
Tweet media one
30
3
244
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
ପ୍ରତ୍ୟେକ ଜାଗାରେ ଆଉ ପ୍ରତ୍ୟେକ କଥାର ପ୍ରତିକ୍ରିୟା ଦେବା ଠାରୁ ନୀରବ ରହିଯିବା ଟା ବେଳେ ବେଳେ ସବୁଠୁ ଭଲ ବିକଳ୍ପ ହୋଇଥାଏ....♥️
Tweet media one
Tweet media two
Tweet media three
27
2
250
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
Raasta chahe koi bhi dikha de"🍃 apa ki manzil tak aap hi ko chalna hai...🥀🍂 #GoodEvening
Tweet media one
31
4
242
@Pritipr38403734
💕🦋𝓟𝓻𝓲𝓽𝓲🦋💕
7 months
Ek baar "sabar aa Jaye toh phir!! Manpasand shakhs bhi dil se utar jata hai.🤏💔
Tweet media one
30
3
235
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Tweet media one
28
4
232
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
କାହାକୁ ଯଦି କେବେ ହସେଇ ପାରିବନି ତା ହେଲେ କାହାକୁ ମିଛ କହିକି ତା ମନରେ କଷ୍ଟ ଦିଅନ୍ତୁନି। ତମେ ତ ସେ ମିଛ କହି ଦବ ହେଲେ ତା ମନରେ କଣ ଚାଲି ଥିବ ସେ ଜାଣି ଥିବ।🖤😓
Tweet media one
34
3
224
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
*ଭଲ ନ ଲାଗିଲେ ମଧ୍ୟ ଏକ ନିରାଟ ସତ୍ୟ କଥା ହେଲା ଯେ, ଯେଉଁମାନେ କେବଳ ନିଜ ସ୍ବାର୍ଥ ତଥା ଲାଭ ଦେଖି ସମ୍ପର୍କ ରଖିଥାନ୍ତି ଈଶ୍ବର ସେମାନଙ୍କୁ ପ୍ରକୃତ ସମୟରେ ଉଚିତ୍ ଶାସ୍ତି ସୁଧ ମୂଳ ସହ ଫେରେଇ ଥାଆନ୍ତି"
Tweet media one
Tweet media two
28
6
221
@Pritipr38403734
💕🦋𝓟𝓻𝓲𝓽𝓲🦋💕
11 months
Mummy 💞
Tweet media one
21
6
214
@Pritipr38403734
💕🦋𝓟𝓻𝓲𝓽𝓲🦋💕
6 months
ସମସ୍ୟାର ଅନୁପସ୍ଥିତି କୁ ସୁଖ କୁହାଯାଏନି । ସମସ୍ୟା ସହିତ ମୁକାବିଲା କରିବାର କ୍ଷମତା ଥ‌ିବା ବ୍ୟକ୍ତି ହିଁ ସୁଖ ର ଅଧୂକାରୀ ହୋଇଥାଏ🥀👀
Tweet media one
24
3
228
@Pritipr38403734
💕🦋𝓟𝓻𝓲𝓽𝓲🦋💕
4 months
*ମନେରଖ...* *ଯେତେବେଳେ ଜଣେ ନିଜର ଲୋକ ମିଛ ପରେ ମିଛ କହି ଚାଲେ ହେଲେ ସତ ଟା ଆମକୁ ଜଣା ଥାଏ ସେତେବେଳେ ହୃଦୟ ସହ ବିଶ୍ୱାସ ବି ମରିଯାଏ ।*
Tweet media one
37
11
226
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
*"ସମସ୍ୟା" କୁ ସାମ୍ନା କରନ୍ତୁ କାହିଁକିନା..ଏହା "ସାହାସ" ବଢେଇବା ସହିତ ନିଜକୁ "ସୁଦୃଢ଼" କରାଇବାରେ ସାହାଯ୍ୟ ମଧ୍ଯ କରିଥାଏ।*😥😊
Tweet media one
38
5
220
@Pritipr38403734
💕🦋𝓟𝓻𝓲𝓽𝓲🦋💕
9 months
ମା 🙏🏻❤️
@princess_sradha
🦋šrαdhα🦋
9 months
ମହାମାୟା ମା କଟକ ଚଣ୍ଡୀ ଠାକୁରାଣୀଙ୍କ ସନ୍ଧ୍ୟା ଦର୍ଶନ 🙏
Tweet media one
14
7
190
26
5
217
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
ଚେହେରାର ସୌନ୍ଦର୍ଯ୍ୟ ଆଇନାରେ ପ୍ରକାଶିତ ହୁଏ,ଆଉ ଅନ୍ତରର ସୌନ୍ଦର୍ଯ୍ୟ ଆଚରଣରେ ପ୍ରକାଶ ପାଇଥାଏ।(ବୁଝିବା ଲୋକ ନା ଠିକ୍ ବୁଝି ପାରିବେ)♥️💫
Tweet media one
26
2
215
@Pritipr38403734
💕🦋𝓟𝓻𝓲𝓽𝓲🦋💕
9 months
୫୦୦ ବର୍ଷର ଅପେକ୍ଷାର ଅନ୍ତ, ମୋ ରାମଲାଲା ଆସିବେ❤️🙏 ।। ରାମମୟ ଜଗତ ।। ଅତସୀ ପୁଷ୍ପସଙ୍କାଶଂ ପୀତବାସ ସମଚ୍ୟୁତମ୍ । ଧ୍ୟାତ୍ୱା ବୈ ପୁଣ୍ଡରୀକାକ୍ଷଂ ଶ୍ରୀରାମଂ ବିଷ୍ଣୁମବ୍ୟୟମ୍ ॥ ଶ୍ରୀରାମ ରାମ ରାମେତି ରମେ ରାମେ ମନୋରମେ । ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ॥❤️
Tweet media one
18
10
213
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
ପିଲାଦିନେ ଲୁଚି ଲୁଚି ବୋଉର ଶାଢ଼ୀ ପିନ୍ଧି ମିଛି ମିଛିକା ବୋହୂ ବେଶରେ ସଜେଇ ହେଲେ ଯୋଉ ସୁଖ ମିଳୁଥିଲା...ସତ ସତିକା ବୋହୂ ହେଲା ପରେ ସେ ସୁଖ ମିଳିବାଟା ଗୋଟେ ଦିବା ସ୍ବପ୍ନ....🥺🥺 #ଗପ_ହେଲେବି_ସତ
Tweet media one
29
2
218
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
Day by day I realised that being alone is not boring,👀🍃 it's so peaceful🤍😊 #alone #twitterfamily #goodmorning
Tweet media one
35
2
209
@Pritipr38403734
💕🦋𝓟𝓻𝓲𝓽𝓲🦋💕
9 months
ମହାବାହୁ 🙏🏻♥️
@yoursbabul
Soumya Ranjan Parida
9 months
ମକର ସଂକ୍ରାନ୍ତି,ପୋଙ୍ଗଲ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଅବସରରେ ସମସ୍ତ ଜୀବନରେ ସୁଖ, ସମୃଦ୍ଧି ଏବଂ ପ୍ରଗତିର ଏକ ନୂତନ ସମୟର ଆରମ୍ଭ ହେଉ ଏହାହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା #MakarSankranti #Pongal #JaiJagannath
Tweet media one
29
7
76
10
8
210
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Good morning💕
Tweet media one
23
2
209
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Kia khaiba asa....❤️😋💫
Tweet media one
44
5
196
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
ଏଇ ଫୁଲର ନାମ କଣ..? 🫢
Tweet media one
57
7
201
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
ଯଦି ଦୋଷ ଖୋଜିବାର ସଉକ ଅଛିତେବେ ଏହାର ଆରମ୍ଭ ନିଜ ଠାରୁ ହିଁ କରନ୍ତୁ, ଅନ୍ୟଠାରୁ ନୁହେଁ ।(ବୁଝିବା ଲୋକ ନା ଠିକ୍ ବୁଝି ପାରିବେ)😏
Tweet media one
26
6
200
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
ଏଇ ପିଠା ର ନାମ କଣ..?😇
Tweet media one
42
4
193
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
🥲
Tweet media one
23
0
200
@Pritipr38403734
💕🦋𝓟𝓻𝓲𝓽𝓲🦋💕
8 months
ଜଗା 🙏🏻♥️
@ImSubhaOdisha
Subhasish Mohapatra 🇮🇳
8 months
ଜୟ ଜଗନ୍ନାଥ 🙏
14
19
308
14
6
196
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
...........Kaam Aeisa Karo Ki Naam Hojae 👅 .......................Waarna Naam 😎 Aise Karo Ki, Naam Lete He Kaam Ho Jae ....🍁🖇️🔐😈............
Tweet media one
24
4
194
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
ଯଦି ତୁମେ ଆଜି "ସମୟ" ନଷ୍ଟ କରୁଛ.. ଦିନ ଆସିବ "ସମୟ" ତୁମକୁ ନଷ୍ଟ କରିଦେବ.. 🍃
Tweet media one
13
4
194
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
Thank you so much Papa 😊 mummy for this lovely gift 🧧🎁🙏♥️
Tweet media one
15
3
193
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Happy femily...💕❤️💫 God Blessed u...❤️
Tweet media one
22
3
187
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Tweet media one
10
5
181
@Pritipr38403734
💕🦋𝓟𝓻𝓲𝓽𝓲🦋💕
8 months
ଭାଗ୍ୟ ଥିଲେ ପାଇବି ମୁଁ ତୋ ପରି ଭଉଣୀ 💞🧿 ମୋ ସୁନା ଭଉଣୀ 🫂🤍 #sister
Tweet media one
9
2
192
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
#GoodMorning ♥️🪄 ମହାବାହୁ. 🙏🏻❤️🌍
Tweet media one
23
7
174
@Pritipr38403734
💕🦋𝓟𝓻𝓲𝓽𝓲🦋💕
9 months
ଆମ ଆମ୍ବ ଗଛରେ ବଉଳ ହେଲାଣି 🍃" ଆଉ ଆପଣଙ୍କ ଆଡେ ହେଇଛି ତ! 😁 #ବଉଳ
Tweet media one
22
3
188
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
♥️
Tweet media one
22
2
177
@Pritipr38403734
💕🦋𝓟𝓻𝓲𝓽𝓲🦋💕
9 months
जय श्री राम🙏
Tweet media one
15
7
181
@Pritipr38403734
💕🦋𝓟𝓻𝓲𝓽𝓲🦋💕
10 months
ସମସ୍ତେ କୁହନ୍ତି ଯେ କଳାରଙ୍ଗ ଅଶୁଭ ବୋଲି, କିନ୍ତୁ ବିଦ୍ୟାଳୟ ରେ ସେହି କଳା ରଙ୍ଗର "କଳାପଟା" ମଣିଷର ପୁରା ଜୀବନ କୁ ବଦଳେଇ ଦେଇ ଥାଏ...!🕊️♥️🙏🏻 #ଶିକ୍ଷା
Tweet media one
15
1
180
@Pritipr38403734
💕🦋𝓟𝓻𝓲𝓽𝓲🦋💕
7 months
କେମିତି ହେଇଛି.. 🤍
Tweet media one
38
5
174
@Pritipr38403734
💕🦋𝓟𝓻𝓲𝓽𝓲🦋💕
9 months
ମା " ଏଇତ ଭଲ ପାଇବା ♥️ 🤍
@princess_sradha
🦋šrαdhα🦋
9 months
ସଂଘର୍ଷ ଭିତରେ ମା ଆଉ ଛୁଆର ଭଲପାଇବା❤️ #ଏଇତଜୀବନ
10
10
229
13
6
177
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Tweet media one
4
2
174
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Maa & jhia....♥️🥰❤️💫
Tweet media one
15
6
172
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
ମାଆ ଭଳି ଭଲ ପାଉଥିବା , ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥିଟିଏ ମିଳିବା ବହୁତ କଷ୍ଟ , ସେଥିପାଇଁ ହିଁ କୁହାଯାଇଛି ଯେ ମାଆ ଠୁ ବଡ ବନ୍ଧନ ଏବଂ ମାଆ ଠୁ ବଡ ବିକଳ୍ପ ଏ ସୃଷ୍ଟିରେ ଆଉ କିଛି ନାହିଁ । # mummy💕💌🥀
Tweet media one
33
6
167
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Good morning 🌅♥️💫
Tweet media one
11
4
170
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
ନିଜକୁ ଖୁସି ତ ଅନ୍ୟ ଓଠରେ ଖୁସି ଦେଇ ମିଳିଥାଏ। କିନ୍ତୁ ଆଜି ର ମଣିଷ ଅନ୍ୟକୁ କଷ୍ଟ ଦେଇ ନିଜ ପାଇଁ ଖୁସି ଖୋଜିବୁଲୁଛି। ଆଉ ନ ପାଇ ପାରି ଖୁବ୍ ସହଜରେ ଭାଗ୍ୟ ଉପରେ ଦୋଷ ଲଦି ଦେଉଛି। ଯୋଉ ଦିନ ଏ ମଣିଷ ସତରେ ଖୁସିର ସଂନ୍ଗ୍ୟା ପାଇଯିବ ନା.... ସବୁ ଓଠରେ ଉନ୍ମାଦନା ଭରିଯିବ...ସେଦିନ ଏ ଧରା ପୁଣିଥରେ ହସି ଉଠିବ। 🥀👏
Tweet media one
19
11
168
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
Sanga....♥️💕💫
Tweet media one
22
5
163
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
ଦୁଃଖ ହେଉଛି ଜୀବନର ସେଇ ହାତୁଡ଼ି,ଯେଉଁ ହାତୁଡି ପାହାର ସହି ପାରିଲେ ମଣିଷ ଆଗକୁ ବଢେ" ଆଉ ନ ସହି ପାରିଲେ ପଛରେ ପଡ଼ି ରହିଯାଏ।* 🙂 #goodmorning
Tweet media one
15
2
158
@Pritipr38403734
💕🦋𝓟𝓻𝓲𝓽𝓲🦋💕
2 years
ବେଳେ ବେଳେ ରାସ୍ତା ଠୁ ଅଧିକ ତାର ନିରବତାର ଭଲ ଲାଗେ #ମୋମନରକଥା
Tweet media one
20
0
156
@Pritipr38403734
💕🦋𝓟𝓻𝓲𝓽𝓲🦋💕
1 year
କେମିତି ଲାଗୁଚି 🍂
Tweet media one
66
3
160