Amul Odisha Profile Banner
Amul Odisha Profile
Amul Odisha

@AmulOdisha

10,392
Followers
8
Following
2,058
Media
2,175
Statuses

ଅମୁଲ୍ ଏବେ ଓଡ଼ିଆ । ଆପଣଙ୍କ ପସନ୍ଦ ଅମୁଲ୍ ଏବେ କହିବ ଆପଣଙ୍କ ନିଜ ଭାଷା ଖାଣ୍ଟି ଓଡ଼ିଆରେ ।

Odisha
Joined January 2021
Don't wanna be here? Send us removal request.
@AmulOdisha
Amul Odisha
1 year
ଘର୍ଘର ନାଦରେ ଗଡ଼ି ଚାଲୁଛି ଆଗକୁ #RathaJatra #KathaRathaJatraRa #RathYatra2023 #AmulOdisha   #Amul
30
124
3K
@AmulOdisha
Amul Odisha
1 year
ଅଲୌକିକ ଏ ଦୃଶ୍ୟ । ପ୍ରସ୍ତୁତ ରଥ, ପ୍ରଶସ୍ତ ପଥ । କିଛି ମୂହୁର୍ତ୍ତରେ ଗତିମାନ ରଥରୁ ତିନି ଦିଅଁଙ୍କୁ ଦର୍ଶନ କରିବେ ଭକ୍ତ । #RathaJatra #KathaRathaJatraRa #RathYatra2023 #AmulOdisha   #Amul
10
56
1K
@AmulOdisha
Amul Odisha
3 years
"ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଚକ୍ର ରୁପିଣେ ବ୍ରହ୍ମ ଦାରୁ ସ୍ୱରୁପାୟ ଚତୁର୍ଦ୍ଧା ମୁର୍ତ୍ତୟେ ନମଃ" ���ିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ବା ଘୋଷଯାତ୍ରା ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଶୀର୍ବାଦରୁ ଆପଣ ସମସ୍ତଙ୍କ ଜୀବନରେ ଶାନ୍ତି ଓ ସମୃଦ୍ଧି ବଜାୟ ରହୁ । ଜୟ ଜଗନ୍ନାଥ
21
126
1K
@AmulOdisha
Amul Odisha
6 months
ବିଦ୍ୟାଦାତ୍ରୀ ମାଆ ସରସ୍ବତୀଙ୍କ ପୂଜନୋତ୍ସବ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା । #SaraswatiPuja #AmulOdisha #Amul
Tweet media one
5
43
1K
@AmulOdisha
Amul Odisha
3 years
ପବିତ୍ର ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । #PanaSankranti #Odisha #Amul #AmulOdisha
2
82
1K
@AmulOdisha
Amul Odisha
1 year
କୁନି ରଥରେ କୁନି ଠାକୁର । ସବୁ ଦାଣ୍ଡ ବଡଦାଣ୍ଡ । କୁନି କୁନି ହାତରେ ଟଣା ହୁଅନ୍ତି ଜଗନ୍ନାଥ । କୁନି ଆଖିରେ ଜଳ ଜଳ ଦିଶେ କାଳିଆର ମୋହନୀ ରଙ୍ଗ । ପଲ୍ଲୀରୁ ସହର ସବୁଠି ତୋ'ରି ମାୟା, ସମସ୍ତେ ତୋ ପାଇଁ ବାୟା । ଜୟ ଜଗନ୍ନାଥ #RathaJatra #KathaRathaJatraRa #RathYatra2023 #AmulOdisha   #Amul
18
48
1K
@AmulOdisha
Amul Odisha
3 years
"ନବମ୍ୟା ବାସୟେଦ୍ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ । ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭା ॥" ପବିତ୍ର ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା ଅବସରରେ ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଚତୁର୍ଦ୍ଧାମୂର୍ତ୍ତିଙ୍କ କୃପା ସମସ୍ତଙ୍କ ଉପରେ ରହୁ; ଏତିକି ଆମର ପ୍ରାର୍ଥନା ।
14
83
1K
@AmulOdisha
Amul Odisha
1 year
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍ ଓଡ଼ିଆ ପୁଅ ଶ୍ରୀ ଶକ୍ତିକାନ୍ତ ଦାଶଙ୍କର ଆଜି ଜନ୍ମଦିନ । ପ୍ରଭୁ ଜଗନ୍ନାଥଙ୍କ ଶୁଭାଶୀର୍ବାଦରୁ ସେ ଦୀର୍ଘାୟୁ ହୁଅନ୍ତୁ ଏବଂ ତାଙ୍କ ଚଲାପଥ କୁସୁମିତ ହେଉ । #ShaktikantDash #AmulOdisha #Amul
Tweet media one
30
37
1K
@AmulOdisha
Amul Odisha
3 years
#ଅମୁଲ୍_ସାମୟିକ: ଚେନ୍ନାଇ ସୁପର୍ କିଙ୍ଗସ୍ ର ବ୍ୟାଟ୍ସମ୍ୟାନ୍ ଅମୁଲ୍ ଫ୍ରିଜ୍ କୁ ସୀମା ଭାବରେ ବ୍ୟବହାର କଲେ! #amultopical #amul #amulodisha
Tweet media one
6
19
1K
@AmulOdisha
Amul Odisha
3 years
#ଅମୁଲ୍_ସାମୟିକ: ଶ୍ରୀଲଙ୍କା ଗସ୍ତ ପାଇଁ ଭାରତ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ, ରାହୁଲ ଦ୍ରାବିଡ଼! #AmulTopical #Amul #AmulOdisha
Tweet media one
7
26
1K
@AmulOdisha
Amul Odisha
3 years
#ଅମୁଲ୍_ସାମୟିକ: ଲୋକପ୍ରିୟ ଟେଲିଭିଜନ୍ ସିରିଜ୍ 'ଫ୍ରେଣ୍ଡସ୍' ର ରିୟୁନିଅନ୍ ସ୍ପେସଲ୍! #amultopical #friends #amul #amulodisha
Tweet media one
9
42
1K
@AmulOdisha
Amul Odisha
1 year
କିଛି ତଥ୍ୟ ଯାହା ବିଷୟରେ ଆପଣ ଜାଣିବାକୁ ପସନ୍ଦ କରିବେ । 'କଥା ରଥ ଯାତ୍ରାର" ସିରିଜ୍ । ଜୟ ଜଗନ୍ନାଥ ସ୍ଵାମୀ ! ଦେଖନ୍ତୁ ରଥ ଯାତ୍ରାର କିଛି ବିଶେଷ ମୂହୁର୍ତ୍ତ ଲାଇଭ୍ ଫେସବୁକ୍ ରେ । ୨୦ ଜୁନ୍ #RathYatra2023 #RathaJatra #KathaRathaJatraRa #AmulOdisha #Amul
Tweet media one
8
44
999
@AmulOdisha
Amul Odisha
1 year
ଆମେ ପହଁଚିଲୁ ବଡ଼ଦାଣ୍ଡରେ #RathaJatra #KathaRathaJatraRa #RathYatra2023 #AmulOdisha   #Amul
6
24
989
@AmulOdisha
Amul Odisha
3 years
ଓଡ଼ିଆ ସିନେମା ଜଗତର ଜଣେ ବିଶିଷ୍ଟ ଅଭିନେତ୍ରୀ, ଓଡ଼ିଶାର ଘରେ ଘରେ ପରିଚିତ ଶ୍ରୀମତୀ ଅପରାଜିତା ମହାନ୍ତିଙ୍କ ଜନ୍ମ ଦିବସ ଅବସରରେ ଅମୁଲ୍ ଓଡ଼ିଶା ପରିବାର ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆପଣଙ୍କ ଚଲାପଥ କୁସୁମିତ ହେଉ; ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହାହିଁ ଆମର ପ୍ରାର୍ଥନା । #aparajitamohanty #Amul
Tweet media one
31
34
954
@AmulOdisha
Amul Odisha
1 year
ନୀଳକନ୍ଦରରୁ ମାଉସୀ ମା' ମନ୍ଦିର ପହଁଚିଛନ୍ତି ଶ୍ରୀଜୀଉଙ୍କ ତିନି ରଥ । ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ୯ ଦିନ ଲୀଳାଖେଳା କରିବେ ତିନିଠାକୁର । #RathaJatra #KathaRathaJatraRa #RathYatra2023 #AmulOdisha #Amul
16
42
927
@AmulOdisha
Amul Odisha
7 months
ନିଜ ଯାଦୁକରୀ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ଆଜି ବି ଜୀବିତ ମିହିର । ତାଙ୍କ ପବିତ୍ର ଜନ୍ମତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । #MihirDas #AmulOdisha #Amul
Tweet media one
7
34
937
@AmulOdisha
Amul Odisha
2 years
୧୨ ଦିନର ଲୀଳାଖେଳା ସାରି ଆଜି ରତ୍ନସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ପବିତ୍ର ନିଳାଦ୍ରୀବିଜେ ଅବସରରେ ଅଗଣିତ ଜଗନ୍ନାଥପ୍ରେମୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । #Niladribije #RathaJatra2022 #RathaJatra #Amul #AmulOdisha
Tweet media one
6
39
892
@AmulOdisha
Amul Odisha
2 years
ଆଜି ଶ୍ରୀଜୀଉଙ୍କ ପବିତ୍ର ସୁନାବେଶ । ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ଅମୁଲ୍ ଓଡ଼ିଶା ପରିବାର । କାଳିଆ ସୁନାର କୃପାରୁ ସମସ୍ତଙ୍କ ଜୀବନରେ ଖୁସି ଝଲସୁ । #SunaBesha #RathaJatra #Amul #AmulOdisha
Tweet media one
5
41
852
@AmulOdisha
Amul Odisha
2 years
ଦେଶ ପାଇଁ, ଜାତି ପାଇଁ ବ୍ରିଟିଶ୍ ଫଉଜର ଗୁଳିକୁ ଯିଏ ହସି ହସି ବରଣ କରିଥିଲେ ତଥା ସର୍ବକନିଷ୍ଠ ଶହୀଦ ରୂପେ ପରିଚିତ ବାଜି ରାଉତଙ୍କ ଜନ୍ମ ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଆପଣଙ୍କ ତ୍ୟାଗକୁ ଯୁଗେ ଯୁଗେ ମନେ ରଖିବେ ଭାରତବାସୀ । #BajiRout #Amul #AmulOdisha
Tweet media one
12
64
846
@AmulOdisha
Amul Odisha
2 years
ଶିକ୍ଷାଠୁ ବଞ୍ଚିତ ଆଦିବାସୀ ଲୋକଙ୍କୁ ଶିକ୍ଷିତ କରିବା ପାଇଁ ପ୍ରୟାସ କରି ସଫଳ ହୋଇଥିବା ଜଣେ ମହିୟସୀ ମହିଳା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । #TulasiApa #TulasiMunda #Birthday #Amul #AmulOdisha
Tweet media one
8
37
843
@AmulOdisha
Amul Odisha
2 years
ଓଡ଼ିଶାର ବୀରପୁତ୍ର, ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ । #SubhasChandraBose #NetajiJayanti #AmulOdisha #Amul
Tweet media one
6
43
841
@AmulOdisha
Amul Odisha
1 year
ମହାନ ସ୍ବାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ ତଥା ସମାଜସେବୀ ଗୋପବନ୍ଧୁ ଚୌଧୁରୀଙ୍କ ଜୟନ୍ତୀରେ ସଶ୍ରଦ୍ଧ ପ୍ରଣାମ ।🙏 #GopabandhuChoudhury #Amul #AmulOdisha
Tweet media one
9
35
838
@AmulOdisha
Amul Odisha
3 years
ମହାପ୍ରଭୁଙ୍କ ପବିତ୍ର 'ରାଜାଧିରାଜେଶ୍ବର ବେଶ' ବା 'ସୁନା ବେଶ' ଅବସରରେ ସମସ୍ତଙ୍କୁ ଅମୁଲ୍ ଓଡ଼ିଶା ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ଖୁସିର ଲହରୀ ଖେଳୁ; ଏତିକି ହିଁ ଆମର ପ୍ରାର୍ଥନା । ଜୟ ଜଗନ୍ନାଥ 🙏 #SunaBesha #RathaJatra #AmulOdisha
Tweet media one
11
44
805
@AmulOdisha
Amul Odisha
3 years
ଅଟଲ୍ ବିହାରୀ ପଣ୍ଡା; ଯାହାର୍ କଳାର୍ କରାମତି ସାରା ଦୁନିଆଁ ଜାନିଥିଲା, ସେ ଆଉ ଆମର୍ ପାଖେ ନାଇଁନ । ଟିଭି ପର୍ଦାରେ ଯାହାର୍ କଲାକାରୀକେ ଲୋକ୍ ମାନେ ବନେ ଭଲ୍ ପାଉଥିଲେ ହେନ୍ତା ଗୁଟେ ମୁନୁଷ୍ ର କଲାକାରୀ ଜୀବନ୍ ରେ କେଭେ ବେଲ୍ ନାଇଁ ବୁଡ଼େ । ଅମୁଲ୍ ଓଡ଼ିଶା 'ଶଲା ବୁଢ଼ା' କେ ଶେଷ୍ ଜୁହାର୍ ଜନଉଛୁଁ । 🙏🏻 . #RIP #AtalBihariPanda
Tweet media one
15
58
814
@AmulOdisha
Amul Odisha
2 years
ଓଡ଼ିଶା ସ୍କିଲ�� ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କୁ ଜନ୍ମ ଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା । ଆପଣଙ୍କ ଚଲାପଥ କୁସୁମିତ ହେଉ, ମହାପ୍ରଭୁଙ୍କ ନିକଟରେ ଏତିକି ଆମ ପ୍ରାର୍ଥନା । #SubratoBagchi #Amul #AmulOdisha
Tweet media one
10
31
814
@AmulOdisha
Amul Odisha
2 years
ହିନ୍ଦୁତ୍ୱ, ବେଦାନ୍ତ ଓ ଯୋଗକୁ ବିଶ୍ବ ଦରବାରରେ ପ୍ରଚାର ପ୍ରସାର କରାଇଥିବା ମହାନ ହିନ୍ଦୁ ବିଦ୍ୱାନ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ପ୍ରଣାମ । #SwamiVivekanand #AmulOdisha #Amul
Tweet media one
6
31
779
@AmulOdisha
Amul Odisha
1 year
କାହିଁ କେତେକାଳୁ ଆଜିର ଦିନରେ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଖୁଆନ୍ତି । ତେଣୁ ଆମେ ଗର୍ବରେ କହୁ ରସଗୋଲା ଆମର । ସମସ୍ତଙ୍କୁ ରସଗୋଲା ଦିବସର ଶୁଭେଚ୍ଛା । #RasagolaDibasa #AmulOdisha #Amul
Tweet media one
3
40
782
@AmulOdisha
Amul Odisha
3 years
ଆଜି ଭଜନ ସମ୍ରାଟ ଶ୍ରୀ ଭିକାରୀ ବଳଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଚରଣ କମଳରେ କୋଟି କୋଟି ନମସ୍କାର । ସମଗ୍ର ଓଡ଼ିଶାର ଆବାଳବୃଦ୍ଧବନିତାଙ୍କୁ ଭକ୍ତି ରଜ୍ଜୁରେ ବାନ୍ଧି ରଖିବାରେ ସଙ୍ଗୀତ ବିଶାରଦ ଶ୍ରୀ ଭିକାରୀ ବଳଙ୍କ ଭୂମିକାକୁ ଅସ୍ବୀକାର କରିହେବ ନାହିଁ ସତ । #BhajanSamrat #BhikariBal #AmulOdisha #Amul
Tweet media one
9
58
758
@AmulOdisha
Amul Odisha
2 years
ଓଡ଼ିଆ ସିନେମାର ଜଣେ ସୁପ୍ରସିଦ୍ଧ କଳାକାର ତଥା ସମାଜସେବୀ ସବ୍ୟସାଚୀ ମିଶ୍ରଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଜଣାଉଛି ଅମୁଲ୍ ଓଡ଼ିଶା ପରିବାର । #SabyasachiMishra #Actor #SocialWorker #Ollywood #Amul #AmulOdisha
Tweet media one
10
23
748
@AmulOdisha
Amul Odisha
2 years
ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ତାଙ୍କ ନିଖୁଣ ଅଭିନୟର ଛାପ ସବୁବେଳେ ଓଡ଼ିଆଙ୍କ ହୃଦୟରେ ଜୀବନ୍ତ ରହିବ ନିଶ୍ଚୟ । ଖଳନାୟକ ଭୂମିକାରେ ତାଙ୍କ ଦମଦାର୍ ଡାଇଲଗ୍ ଶୁଣିଲେ ଆଜି ମଧ୍ୟ ସିନେପ୍ରେମୀଙ୍କ ଲୋମ ଟାଙ୍କୁରି ଉଠେ । #HaraPatnaik #Amul
Tweet media one
10
26
747
@AmulOdisha
Amul Odisha
3 years
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନ ଯାତ୍ରା । ଏହି ଅବସରରେ ଅମୁଲ୍ ଓଡ଼ିଶା ପରିବାର ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଜଗତର ନାଥ ଜଗନ୍ନାଥଙ୍କ କୃପା ଦୃଷ୍ଟି ସବୁବେଳେ ଆପଣଙ୍କ ଉପରେ ରହୁ, ଜୀବନ ପଥ କୁସୁମିତ ହେଉ; ଏତିକି ହିଁ ଆମର ପ୍ରାର୍ଥନା । ଜୟ ଜଗନ୍ନାଥ 🙏🏻 #SnanaJatra #DebasnanaPurnima #AmulOdisha
Tweet media one
7
46
735
@AmulOdisha
Amul Odisha
3 years
ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଙ୍ଗ୍ କୋଚ୍ ଭାବରେ ଓଡ଼ିଆ ପୁଅ ଶ୍ରୀ ଶିବ ସୁନ୍ଦର ଦାସ ନିଯୁକ୍ତ ହୋଇଥିବାରୁ ଅମୁଲ୍ ଓଡ଼ିଶା ପରିବାର ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଆଶା କରୁଛୁ ତାଙ୍କ ଦକ୍ଷ ମାର୍ଗଦର୍ଶନ ମହିଳା କ୍ରିକେଟ୍ ଦଳକୁ ସଫଳତାର ଶିଖରରେ ପହଞ୍ଚାଇବ । #amul #amulodisha
10
27
736
@AmulOdisha
Amul Odisha
6 months
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍ ଓଡ଼ିଆ ପୁଅ ଶ୍ରୀ ଶକ୍ତିକାନ୍ତ ଦାଶଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । #ShaktikantaDas #RBIGovernor #AmulOdisha #Amul
Tweet media one
11
39
756
@AmulOdisha
Amul Odisha
2 years
ସୁଆଦିଆ ରସଗୋଲା ଅଛି ତ ସବୁଦିନ ପର୍ବଦିନ । #AmulRasagolla #AmulOdisha #Amul
Tweet media one
11
28
730
@AmulOdisha
Amul Odisha
3 years
ହେ କଳାକାର! ରଙ୍ଗମଞ୍ଚ ଏବଂ ସିନେ ପରଦାରେ ଆପଣଙ୍କ ନିଖୁଣ ଅଭିନୟ ସବୁଦିନ ପାଇଁ ଅମର ରହିବ । ଆପଣଙ୍କ ଜନ୍ମତିଥିରେ ଅମୁଲ୍ ଓଡ଼ିଶା ପରିବାର ଆପଣଙ୍କ ଚରଣ କମଳରେ ଶତ ଶତ ସଶ୍ରଦ୍ଧ ପ୍ରଣାମ ଜଣାଉଛି । 💐🙏🏻 #BijayMohanty #BirthAnniversary #amul #amulodisha
Tweet media one
9
35
709
@AmulOdisha
Amul Odisha
2 years
ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହୁ; ଏତିକି ଆମର ପ୍ରାର୍ଥନା । #BahudaJatra #RathaJatra #Amul #AmulOdisha
Tweet media one
5
14
710
@AmulOdisha
Amul Odisha
2 years
ପିନଟ୍ ବଟର୍‌କୁ ଆପଣଙ୍କ ଡ଼ାଏଟ୍ ରେ ସାମିଲ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ । #AmulPeanutButter #AmulOdisha #Amul
Tweet media one
4
30
717
@AmulOdisha
Amul Odisha
2 years
ଚିତ୍ରକଳା ବିଶାରଦ ଶ୍ରୀ ବ୍ୟୋମକେଶ ମହାନ୍ତିଙ୍କ ଜନ୍ମବାର୍ଷିକୀରେ ଭୂମିଷ୍ଠ ପ୍ରଣାମ । 🙏 #ByomakeshMohanty #AmulOdisha #Amul
Tweet media one
1
26
710
@AmulOdisha
Amul Odisha
1 year
ଭକ୍ତିଭାବପୂର୍ଣ୍ଣ ଭଜନ ଗାଇ ଶ୍ରୋତାଙ୍କ ହୃଦୟରେ ଚିର ଅମର ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀରେ ତାଙ୍କୁ କୋଟି କୋଟି ନମସ୍କାର । #BhikariBal #AmulOdisha #Amul
Tweet media one
6
36
734
@AmulOdisha
Amul Odisha
3 years
#ରଥଯାତ୍ରା_ବିଷୟରେ_କିଛି_କଥା #୯ . . ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବା ଘୋଷଯାତ୍ରା ଆସୁଅଛି । ଏହି ପରିପ୍ରେକ୍ଷୀରେ ଆମେ ଆପଣଙ୍କ ସହିତ କିଛି ଜଣା କିଛି ଅଜଣା କଥା ବାଣ୍ଟିବୁ । ଆଶା କରୁଛୁ ଆମର ଏହି ପ୍ରୟାସ ଆପଣଙ୍କୁ ଭଲ ଲାଗିବ । #RathaYatra #ShriJagannathpuri #Amul
Tweet media one
7
38
715
@AmulOdisha
Amul Odisha
1 year
ପର୍ବତାରୋହୀ କଳ୍ପନା ଦାଶଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି । ମାଉଣ୍ଟ ଏଭରେଷ୍ଟ ଚଢିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । #KalpanaDash #Mountaineer #MountEverest #AmulOdisha #Amul
Tweet media one
7
35
726
@AmulOdisha
Amul Odisha
2 years
ଟେଲିଭିଜନ୍ ପରଦାରେ ନିଜର ନିଖୁଣ ଅଭିନୟ ମାଧ୍ୟମରେ ସମସ୍ତଙ୍କ ମୁହଁରେ ହସ ଫୁଟାଉଥିବା ଅଭିନେତା, କମେଡ଼ି କିଙ୍ଗ୍ ପପୁ ଭାଇଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । #PapuPomPom #ComedyKing #OdiaCineIndustry #Amul #AmulOdisha
Tweet media one
16
13
706
@AmulOdisha
Amul Odisha
3 years
ଓଡ଼ିଆ ସିନେମାକୁ ନିଜ ନିଖୁଣ ଅଭିନୟ ଏବଂ କଳାର ପରାକାଷ୍ଠା ବଳରେ ସମୃଦ୍ଧ କରିଥିବା ଅଭିନେତା ହେଉଛନ୍ତି ଶ୍ରୀ ସିଦ୍ଧାନ୍ତ ମହାପାତ୍ର । ତାଙ୍କ ଶୁଭ ଜନ୍ମ ଦିନ ଅବସରରେ ସେଇ ମହାନ କଳାକାରଙ୍କୁ ଅମୁଲ୍ ଓଡ଼ିଶା ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । #Birthday #SiddhantaMohapatra #Amul #AmulOdisha
Tweet media one
19
38
715
@AmulOdisha
Amul Odisha
3 years
ଉତ୍କୃଷ୍ଟ କଳାର କ୍ଷେତ୍ର ଆମ ଉତ୍କଳ । ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ସର୍ବପ୍ରଥମ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ ହୋଇଥିଲା । ଯେଉଁ ମହାପୁରୁଷଙ୍କ ଅଦମ୍ୟ ପ୍ରଚେଷ୍ଟା ଆମକୁ ଆମ ରାଜ୍ୟ ଦେଇଥିଲା ସେଇ ମହାପୁରୁଷମାନଙ୍କୁ ମନେ ପକାଇବାର ଦିନ ଆଜି । ବନ୍ଦେ ଉତ୍କଳ ଜନନୀ ❤️🙏🏻 #utkaldivas #amulodisha
5
72
685
@AmulOdisha
Amul Odisha
3 years
ଟୋକିଓ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ଅମୁଲ୍ ଓଡ଼ିଶା । ତାଙ୍କ ସଫଳତା ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କୁ ଆଶାର କିରଣ ପ୍ରଦାନ କରିବା ସହିତ ପ୍ରୋତ୍ସାହିତ କରିବ ନିଶ୍ଚୟ । #Tokyo #Paralympics #75YearsofAmul #Amul #AmulOdisha
Tweet media one
4
28
701
@AmulOdisha
Amul Odisha
3 years
ପବିତ୍ର ହେରା ପଞ୍ଚମୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । #HeraPanchami #RathaJatra #Amul #AmulOdisha
Tweet media one
3
24
705
@AmulOdisha
Amul Odisha
3 years
#ଅମୁଲ୍_ସାମୟିକ: ଆଇ.ପି.ଏଲ୍- ୨୦୨୧ କୋଭିଡ କାରଣରୁ ସ୍ଥଗିତ କରାଗଲା! #amultopical #ipl #amul #amulodisha
Tweet media one
3
22
702
@AmulOdisha
Amul Odisha
2 years
ଡାର୍କ୍ ଚକୋଲେଟ୍ ଆପଣଙ୍କର ପସନ୍ଦ କି? କମଳା ବି ? ତେବେ ଟ୍ରପିକାଲ୍ ଅରେଞ୍ଜ୍ ଚକୋଲେଟ୍ ଖାସ୍ ଆପଣଙ୍କ ପାଇଁ । #TropicalOrangeChocolate #AmulOdisha #Amul
Tweet media one
6
36
688
@AmulOdisha
Amul Odisha
2 years
ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀରେ ତାଙ୍କ ପାଦପଦ୍ମରେ କୋଟି ନମସ୍କାର । ତାଙ୍କ ଭଜନ ଆଜି ବି ସମସ୍ତଙ୍କ ମନରେ ଭକ୍ତିଭାବ ଜାଗ୍ରତ କରି ମନରେ ଶାନ୍ତି ଦେଉଛି । #BhikariBal #BirthAnniversary #Amul #AmulOdisha
Tweet media one
4
42
687
@AmulOdisha
Amul Odisha
2 years
ଓଡ଼ିଆ ସିନେମା ଜଗତର ଜଣେ ସୁପ୍ରସିଦ୍ଧ ତଥା ସମସ୍ତଙ୍କୁ ନିଜର ଅଭିନୟରେ ବିମୋହିତ କରୁଥିବା ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । #ArchitaSahu #Ollywood #OdiaActress #Amul #AmulOdisha
Tweet media one
7
16
683
@AmulOdisha
Amul Odisha
2 years
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ, ବିଶ୍ବ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜନ୍ମ ଦିନରେ ଅଜସ୍ର ଶୁଭେଚ୍ଛା । ଆପଣଙ୍କ କଳା କାଳଜୟୀ ହେଉ ଏବଂ ଆଗାମୀ ଜୀବନପଥ କୁସୁମିତ ହେଉ; ଏତିକି କାଳିଆ ଠାକୁରଙ୍କ ନିକଟରେ ଆମ ପ୍ରାର୍ଥନା । #SudarshanPattnaik #SandArtist #SandArt #Amul #AmulOdisha @sudarsansand
Tweet media one
17
26
685
@AmulOdisha
Amul Odisha
2 years
ଏଥର ବାଲିଯାତ୍ରା ଅମୁଲ୍ ସହିତ...🙂 ବାଲିଯାତ୍ରା ଉପଲକ୍ଷେ ବିଭିନ୍ନ ଅମୁଲ୍ ଉତ୍ପାଦ ଆକର୍ଷଣୀୟ ଅଫର୍ ସହିତ ଉପଲବ୍ଧ ହେବ । ଖୁବଶୀଘ୍ର ଆପଣ ଅଫର୍ ବିଷୟରେ ଜାଣି ପାରିବେ । ବାଲିଯାତ୍ରାର ମଜା ନେବାପାଇଁ ପ୍ରସ୍ତୁତ ରୁହନ୍ତୁ । #Balijatra2022 #Cuttack #Bhubaneswar #AmulOdisha #Amul
Tweet media one
9
27
668
@AmulOdisha
Amul Odisha
2 years
ଆଉ କିଛି ଦରକାର କି ! 😉 #AmulButterToast #JeeraToast #Toast #Amul #AmulOdisha
Tweet media one
12
35
658
@AmulOdisha
Amul Odisha
2 years
ସୁପ୍ରସିଦ୍ଧ ତଥା ଓଡ଼ିଶାର ଘରେ ଘରେ ସୁପରିଚିତ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଜନ୍ମ ବାର୍ଷିକୀରେ ତାଙ୍କ ନିକଟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି ଅମୁଲ୍ ଓଡ଼ିଶା । #RadhakantNanda #Tabla #Amul #AmulOdisha
Tweet media one
3
29
669
@AmulOdisha
Amul Odisha
7 months
ଆମର୍‌ ପଶ୍ଚିମ ଓଡିଶାର୍ ଶିଘା ତିହାର୍‌ ପୁଷପୁନି ଉଧେ ସମକୁ ଗୁର୍ଦୁଟେ ଶୁଭେଚ୍ଛା ଆର୍ ଶୁଭ୍ କାମନା । #PushPuni #PoushaPurnima #AmulOdisha #Amul
Tweet media one
5
37
675
@AmulOdisha
Amul Odisha
2 years
ନିଜର ବ୍ୟଙ୍ଗ କବିତା ଏବଂ ନିଆରା ଉପସ୍ଥାପନା ଶୈଳୀରେ ଲକ୍ଷ ଲକ୍ଷ ଲୋକଙ୍କୁ ହସାଉଥିବା ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କୁ ଜନ୍ମ ଦିନର ଅଜସ୍ର ଶୁଭେଚ୍ଛା । #GyanaHota #Poet #OdiaPoet #Amul #AmulOdisha
Tweet media one
10
32
663
@AmulOdisha
Amul Odisha
2 years
ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ ଗୁରୁ 'ସୁରମଣି' ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । #PanditRaghunathPanigrahi #BirthAnniversary #Amul #AmulOdisha
Tweet media one
6
34
656
@AmulOdisha
Amul Odisha
2 years
#ଭକ୍ତ_ଓ_ଭକ୍ତି: ଭାବବିନୋଦିଆ କାଳିଆ ଠାକୁରଙ୍କ ପଦ୍ମ ବେଶ ପ୍ରତିବର୍ଷ ମାଘ ଶୁକ୍ଳ ପ୍ରତିପଦାରେ ହୁଏ ଏବଂ ଏହା ପଛର କାରଣ ହେଉଛନ୍ତି ମହାପ୍ରଭୁଙ୍କ ଜଣେ ନିଷ୍ଠାବାନ ଭକ୍ତ ଯାହାଙ୍କ ନାଁ ହେଲା ମନୋହର ଦାସ । #BhaktaOBhakti #RathaJatra2022 #Amul #AmulOdisha
Tweet media one
2
30
657
@AmulOdisha
Amul Odisha
2 years
ହେ ଓଡ଼ିଶାର ବୀରପୁତ୍ର, ଆଜି ବି ଓଡ଼ିଶା ଗାଏ ତୁମ ବୀରତ୍ଵର ଗାଥା । ପବିତ୍ର ଜନ୍ମତିଥିରେ ଆଭୂମ ପ୍ରଣାମ । #VeerSurendraSai #AmulOdisha #Amul
Tweet media one
4
40
663
@AmulOdisha
Amul Odisha
3 years
#ରଥଯାତ୍ରା_ବିଷୟରେ_କିଛି_କଥା #୧୫ . . ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବା ଘୋଷଯାତ୍ରା ପାଇଁ ଆମେ ଆପଣଙ୍କ ସହିତ କିଛି ଜଣା କିଛି ଅଜଣା କଥା ବାଣ୍ଟୁଛୁ । ଆଶା କରୁଛୁ ଆମର ଏହି ପ୍ରୟାସ ଆପଣଙ୍କୁ ଭଲ ଲାଗିବ । #RathaJatra #ShriJagannath #Amul #AmulOdisha
Tweet media one
1
24
655
@AmulOdisha
Amul Odisha
3 years
ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗ ଓଡ଼ିଶାର ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅମୁଲ୍ ଓଡ଼ିଶା ପରିବାର ସଙ୍ଗୀତର ପୂଜାରୀଙ୍କୁ ଭକ୍ତିଭରା ବିଦାୟ ଜଣାଉଛି । #RIP #AmarendraMohanty #AmulOdisha
Tweet media one
10
19
648
@AmulOdisha
Amul Odisha
7 months
ସିପାହୀ ବିଦ୍ରୋହରେ ନେତୃତ୍ତ୍ୱ ନେଇଥିବା ମହାନ ଯୋଦ୍ଧା ବୀର ଓଡ଼ିଆ ପୁଅ ଚାଖି ଖୁଣ୍ଟିଆଙ୍କ ଜୟନ୍ତୀରେ ପ୍ରଣାମ । #ChakhiKhuntia #ChandanHajuri #AmulOdisha #Amul
Tweet media one
11
41
657
@AmulOdisha
Amul Odisha
2 years
ଓଡ଼ିଶୀ ନୃତ୍ୟ ଗୁରୁ, କବି ଏବଂ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର 'ସୀତା ବିବାହ'ର ନିର୍ଦ୍ଦେଶକ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଜନ୍ମ ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି ଅମୁଲ୍ ଓଡ଼ିଶା । #MohanSundarDevGoswami #BirthAnniversary #Amul #AmulOdisha
Tweet media one
0
41
622
@AmulOdisha
Amul Odisha
2 years
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଜଣେ ପ୍ରମୁଖ ବିନ୍ଧାଣୀ ସାଜିଥିବା ମହାପୁରୁଷ, ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଅମୁଲ୍ ଓଡ଼ିଶା । 🙏 #MaharajaKrushnaChandraGajapati #Gajapati #Amul #AmulOdisha
Tweet media one
8
39
638
@AmulOdisha
Amul Odisha
3 years
#ଆଜିର_ପ୍ରେରଣାରେ ଆପଣଙ୍କ ସାମ୍ନାକୁ ନେଇଆସିଛୁ ଜୀବନ ବିଷୟରେ ଏକ ନିଚ୍ଛକ ସତ୍ୟ ବର୍ଣ୍ଣନା କରୁଥିବା ରାଧାନାଥ ରାୟଙ୍କ କିଛି ଧାଡ଼ି.... #TodaysMotivation #Amul #AmulOdisha
Tweet media one
9
49
643
@AmulOdisha
Amul Odisha
1 year
ଭାରତୀୟ ଦଳ ପାଇଁ ସୁନାମ ଆଣିଥିବା ମହିଳା ଫୁଟବଲ ଖେଳାଳୀ ସୁପ୍ରିୟା ରାଉତରାୟଙ୍କୁ ଜନ୍ମଦିନର ଅନେକ ଶୁଭକାମନା । #SupriyaRoutray #AmulOdisha #Amul
Tweet media one
16
21
647
@AmulOdisha
Amul Odisha
3 years
ଦେଶ ବିଦେଶରେ ଲୋକଙ୍କ ପସନ୍ଦ; ଅମୁଲ୍ ଚକୋ-ଭାନିଲା ଆଇସ୍କ୍ରିମ୍ 😍 #chocovanilla #icecream #amul #amulodisha
4
26
607
@AmulOdisha
Amul Odisha
1 month
ସୁନାବେଶରେ ଚତୁର୍ଦ୍ଧା ମୂର୍ତ୍ତି ଆପଣଙ୍କ ଜୀବନରେ ଭରିଦିଅନ୍ତୁ ଖୁସି ଓ ଉଲ୍ଲାସ । ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । #SunaBesha #AmulOdisha #Amul
Tweet media one
2
19
654
@AmulOdisha
Amul Odisha
3 years
ସିପାହୀ ବିଦ୍ରୋହରେ ପ୍ରମୁଖ ଭୂମିକା ନିର୍ବାହନ କରିଥିବା ଯୋଦ୍ଧା, ଶ୍ରୀ ଜଗନ୍ନାଥଙ୍କ ପୂଜକ ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆଙ୍କ ଜୟନ୍ତୀରେ ଶତ ଶତ ସଶ୍ରଦ୍ଧ ପ୍ରଣାମ । 🙏🏻 #ChandanHajuri #ChakhiKhuntia #75YearsofAmul #Amul #AmulOdisha
Tweet media one
7
45
615
@AmulOdisha
Amul Odisha
2 years
ରୂପେଲି ପରଦାରେ ଚିତ୍ତାକର୍ଷକ ଅଭିନୟ ଦ୍ୱାରା ହଜାର ହଜାର ଲୋକଙ୍କ ମନ ଜିଣିଥିବା ଅଭିନେତ୍ରୀ ଗ୍ଲୋରିଆ ମହାନ୍ତିଙ୍କ ଜନ୍ମ ବାର୍ଷିକୀରେ ତାଙ୍କ ନିକଟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । #GloriaMohanty #Ollywood #OdiaActress #Amul #AmulOdisha
Tweet media one
3
21
621
@AmulOdisha
Amul Odisha
2 years
ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । #HarekrushnaMahatab #UtkalaKeshari #AmulOdisha #Amul
Tweet media one
5
29
626
@AmulOdisha
Amul Odisha
3 years
ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ସବୁବେଳେ ଅନ୍ୟମାନଙ୍କ ସେବା କରୁଛନ୍ତି ଏବଂ ନିଜ କର୍ତ୍ତବ୍ୟର ପାଳନ କରି ବିଶ୍ୱର ମାନବ ଜାତିକୁ କରୋନା କବଳରୁ ରକ୍ଷା କରୁଛନ୍ତି ସେହି ନିଃସ୍ୱାର୍ଥପର ସେବୀକାମାନଙ୍କୁ ଆନ୍ତର୍ଜାତୀୟ ନର୍ସ ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅନେକ ଅନେକ ଧନ୍ୟବାଦ । #InternationalNursesday #amul
Tweet media one
3
22
600
@AmulOdisha
Amul Odisha
2 years
ଓଡ଼ିଶାର ଗର୍ବ ଏବଂ ଗୌରବ ତଥା ନ୍ୟାୟପାଳିକାର ଜଣେ ସଜାଗ ପ୍ରହରୀ, ସର୍ବୋଚ୍ଚ ନ୍ୟାୟାଳୟର ୪୫ତମ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ତଥା ଶୁଭକାମନା । #DipakMishra #ChiefJustice #Amul #AmulOdisha
Tweet media one
7
26
623
@AmulOdisha
Amul Odisha
2 years
କାନ୍ତକବି ପୁରସ୍କାର ପ୍ରାପ୍ତ ବ୍ୟଙ୍ଗ କବି ରାମଚନ୍ଦ୍ର ମିଶ୍ର ବା ଆମ ସମସ୍ତଙ୍କ ପ୍ରିୟ 'ଫତୁରାନନ୍ଦ'ଙ୍କ ଜନ୍ମ ବାର୍ଷିକୀରେ, ତାଙ୍କ ନିକଟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି ଅମୁଲ୍ ଓଡ଼ିଶା ପରିବାର । #Faturananda #Poet #Odisha #Amul #AmulOdisha
Tweet media one
2
35
610
@AmulOdisha
Amul Odisha
2 years
ଏଥର ବାଲିଯାତ୍ରା ଅମୁଲ୍ ସହିତ...🙂 ବାଲିଯାତ୍ରାର ମଜା ନେବା ସହ ବାଲିଯାତ୍ରା ପଡ଼ିଆରେ ଥିବା ଅମୁଲ୍ ଷ୍ଟଲ୍‌ରୁ ଢେର୍ ସାରା ଅଫର୍ ର ଫାଇଦା ଉଠାନ୍ତୁ । #Balijatra2022 #AmulOffers #AmulOdisha #Amul
Tweet media one
2
14
605
@AmulOdisha
Amul Odisha
3 years
ସମସ୍ତଙ୍କୁ ରସଗୋଲା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଭାଇନା ! ରସଗୋଲା ଆମର । ବୁଝିଲ ତ 😜 #RasagolaDibasa #ShriJagannath #Amul #AmulOdishab
Tweet media one
6
35
615
@AmulOdisha
Amul Odisha
3 years
ଓଡ଼ିଶା ମାଟିର ଗର୍ବ ଏବଂ ଗୌରବ ଭାରତୀୟ ପୁରୁଷ ହକି ଦଳର ବିରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ, ବ୍ୟାଡମିଣ୍ଟନ୍ ଖେଳାଳୀ ପ୍ରମୋଦ ଭଗତ, ଓଡ଼ିଶାର ଦୌଡ଼ ରାଣୀ ଦୂତୀ ଚାନ୍ଦ ଏବଂ ଭାରତୀୟ ମହିଳା ହକି ଦଳର ଦୀପ ଗ୍ରେସ୍ ଏକ୍କା ଓ ନମିତା ଟୋପ୍ପୋଙ୍କୁ ଅମୁଲ୍ ଓଡ଼ିଶା ପରିବାର ଟୋକିଓ ଅଲମ୍ପିକ୍ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।
Tweet media one
8
45
613
@AmulOdisha
Amul Odisha
3 years
ଆଜି ଜନ୍ମଦିନରେ ମନେପଡ଼ନ୍ତି ଅଭିନୟର ଇଗଲ୍, ସ୍ବର୍ଗତ ମିହିର ଦାସ । ତାଙ୍କ ଭଳି ଜଣେ କଳାକାରଙ୍କୁ ରୂପେଲି ପରଦାରେ ଦେଖିବାର ସୁଯୋଗ ପାଇଥିବାରୁ ଆମେ ସମସ୍ତେ ନିଜକୁ ଧନ୍ୟ ମନେକରୁଛୁ । #MihirDas #75YearsofAmul #Amul #AmulOdisha
Tweet media one
4
35
599
@AmulOdisha
Amul Odisha
3 years
ଶିକ୍ଷା ରୂପକ ଆଲୋକଠୁ ବଞ୍ଚିତ ହୋଇ ଅନ୍ଧକାର ସହ ଲଢ଼େଇ କରୁଥିବା ଆଦିବାସୀ ପିଲାମାନଙ୍କୁ ଯିଏ ଶିକ୍ଷାର ମହତ୍ତ୍ୱ ବୁଝାଇଥିଲେ, ଯିଏ ଆଦିବାସୀ ଛୁଆ ମାନଙ୍କୁ ଶିଶୁ ଶ୍ରମିକ ହେବାରୁ ରକ୍ଷା କରିଥିଲେ ସେ ହେଉଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ବା ଆମର ପ୍ରିୟ 'ତୁଳସୀ ଅପା' । ତାଙ୍କ ଜନ୍ମ ଦିବସରେ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ଅମୁଲ୍ ଓଡ଼ିଶା
Tweet media one
11
33
597
@AmulOdisha
Amul Odisha
7 months
ହେ ଓଡ଼ିଶାର ବୀରପୁତ୍ର, ଚିରଦିନ ଓଡ଼ିଶା ଗାଉଥିବ ତୁମ ବୀରତ୍ଵର ଗାଥା । ପବିତ୍ର ଜନ୍ମତିଥିରେ ଭୂମିଷ୍ଠ ପ୍ରଣାମ । #VeerSurendraSai #AmulOdisha #Amul
Tweet media one
7
43
612
@AmulOdisha
Amul Odisha
3 years
ଶରୀରର ସୁସ୍ଥତା ପାଇଁ ସାଇକେଲ୍ ଚଲାନ୍ତୁ, ମନର ଖୁସି ପାଇଁ ଅମୁଲ୍ କୁକିଜ୍ ଖାଆନ୍ତୁ । ବିଶ୍ବ ସାଇକେଲ୍ ଦିବସର ଶୁଭେଚ୍ଛା 😍 #worldcycleday #amul #amulodisha
3
18
597
@AmulOdisha
Amul Odisha
2 years
#ଭକ୍ତ_ଓ_ଭକ୍ତି: ଶ୍ରୀ ଜଗନ୍ନାଥଙ୍କ ଭକ୍ତଙ୍କ କଥା ଯେତେବେଳେ ଆସିବ, ଦାସିଆ ବାଉରୀଙ୍କ କଥା କେମିତି ନ ଆସିବ ଯାହାଙ୍କ ହାତରୁ ସ୍ୱୟଂ ଜଗତର ନାଥ ଜଗନ୍ନାଥ ନଡ଼ିଆ ଓ ଆମ୍ବ ନେଇଥିଲେ ! #BhaktaOBhakti #DasiaBauri #RathaJatra2022 #RathaJatra #Amul #AmulOdisha
Tweet media one
6
41
596
@AmulOdisha
Amul Odisha
1 year
ରୁପେଲି ପରଦାର ବାଦଶାହ, ଓଡ଼ିଆ ସିନେମାର ସୁପରଷ୍ଟାର, ଆମ ସମସ୍ତଙ୍କ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା । #SiddhantaMahapatra #AmulOdisha #Amul
Tweet media one
20
25
607
@AmulOdisha
Amul Odisha
2 years
ଆଃ! ସ୍ୱାଦର ଏକ ନିଆରା ଅନୁଭବ...🤩 #AmulChocolate #AmulMilkChocolate #Amul #AmulOdisha
3
34
576
@AmulOdisha
Amul Odisha
2 years
ବର୍ଷ ବର୍ଷ ଧରି ନିଜର ନିଖୁଣ ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଓଡ଼ିଆ ଦର୍ଶକଙ୍କ ମନ��ୁ ଜିଣିଥିବା ସୁପ୍ରସିଦ୍ଧ ଅଭିନେତ୍ରୀ ମହେଶ୍ୱତା ରାୟଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା । #MaheshwataRay #OdiaActress #Ollywood #Amul #AmulOdisha
Tweet media one
8
21
591
@AmulOdisha
Amul Odisha
3 years
#ରଥଯାତ୍ରା_ବିଷୟରେ_କିଛି_କଥା #୨ . . ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବା ଘୋଷଯାତ୍ରା ଆସୁଅଛି । ଏହି ପରିପ୍ରେକ୍ଷୀରେ ଆମେ ଆପଣଙ୍କ ସହିତ କିଛି ଜଣା କିଛି ଅଜଣା କଥା ବାଣ୍ଟିବୁ । ଆଶା କରୁଛୁ ଆମର ଏହି ପ୍ରୟାସ ଆପଣଙ୍କୁ ଭଲ ଲାଗିବ । #RathaYatra #ShriJagannath #Amul
Tweet media one
6
43
575
@AmulOdisha
Amul Odisha
2 years
ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା, ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ, ଗାଳ୍ପିକ, କବି ଓ ସାହିତ୍ୟିକ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । #FakirMohanSenapati #AmulOdisha #Amul
Tweet media one
16
38
577
@AmulOdisha
Amul Odisha
2 years
ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ । ଯେଉଁ ମହାପୁରୁଷମାନଙ୍କ ଅଦମ୍ୟ ପ୍ରଚେଷ୍ଟା ବଳରେ ଭାଷାଭିତ୍ତିରେ ଆମ ଏଇ ଉତ୍କୃଷ୍ଟ କଳାର କ୍ଷେତ୍ର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା, ସେମାନଙ୍କୁ ଏହି ପବିତ୍ର ବେଳାରେ ଶତ ଶତ ସଶ୍ରଦ୍ଧ ପ୍ରଣାମ ଜଣାଉଛି ଅମୁଲ୍ ଓଡ଼ିଶା । #UtkalaDibasa #Amul #AmulOdisha
6
56
575
@AmulOdisha
Amul Odisha
4 months
ପିଲା ହୁଅନ୍ତୁ ବା ବୟସ୍କ, ସମସ୍ତଙ୍କର ମନୋରଞ୍ଜନର ଉତ୍ସ । ଦେଖନ୍ତୁ ଶ୍ରୀକ୍ଷେତ୍ରରେ ହେଉଥିବା ବହୁ ପୁରାତନ ସାହିଯାତ୍ରାର କିଛି କମନୀୟ ଦୃଶ୍ୟ । #SahiJatra #SahiJata #JagannathDhamPuri #Srikhetra #AmulOdisha #Amul
5
26
590
@AmulOdisha
Amul Odisha
2 years
ସୁପ୍ରସିଦ୍ଧ ବୁଣାକାର, ସୁନା ମାଟିର ସୁଯୋଗ୍ୟ ସନ୍ତାନ, ପଦ୍ମଶ୍ରୀ ଚତୁର୍ଭୁଜ ମେହେରଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା । ଚଲାପଥ କୁସୁମିତ ହେଉ, ଜୀ���ନ ମଙ୍ଗଳମୟ ହେଉ; ଏତିକି ଆମର ପ୍ରାର୍ଥନା । #ChaturbhujaMeher #IndianWeaver #Amul #AmulOdisha
Tweet media one
6
18
566
@AmulOdisha
Amul Odisha
3 years
'ଫ୍ଲାଇଙ୍ଗ୍ ଶିଖ୍' ନାମରେ ପ୍ରସିଦ୍ଧ କିମ୍ବଦନ୍ତୀ ଧାବକ ମିଲଖା ସିଂ ଆମ ଗହଣରେ ଆଉ ନାହାଁନ୍ତି । ତାଙ୍କ ଅନୁପସ୍ଥିତି ସମଗ୍ର ଦେଶରେ ଶୋକର ବାଦଲ ଘୋଡ଼ାଇ ଦେଇଛି। ଅମୁଲ୍ ଓଡ଼ିଶା ପରିବାର କ୍ରୀଡ଼ା ଜଗତର ଏହି ଅମ୍ଳାନ ଜ୍ୟୋତିଷ୍କଙ୍କୁ ଶେଷ ପ୍ରଣାମ ଜଣାଉଛି ଏବଂ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ।
Tweet media one
3
23
574
@AmulOdisha
Amul Odisha
2 years
ଓଡ଼ିଶାର ଗର୍ବ ଏବଂ ଗୌରବ ଶ୍ରାବଣୀ ନନ୍ଦଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଆପଣଙ୍କ ଜୀବନ ଉଜ୍ଜ୍ବଳମୟ ହେଉ ଏବଂ ଆପଣଙ୍କ ବିଜୟଯାତ୍ରା ଜାରି ରହୁ; ଏତିକି ମହାବାହୁଙ୍କ ନିକଟରେ ଆମ ପ୍ରାର୍ଥନା । #ShrabaniNanda #OdiaAthlete #Amul #AmulOdisha
Tweet media one
6
17
571
@AmulOdisha
Amul Odisha
4 months
ଐତିହ୍ୟ ପୂର୍ଣ୍ଣ ଆମ ଓଡ଼ିଶା ମାଟି । ବିଶ୍ବ ଐତିହ୍ୟ ଦିବସରେ ଆସନ୍ତୁ ସେଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଶପଥ ନେବା । #WorldHeritageDay #AmulOdisha #Amul
2
36
586
@AmulOdisha
Amul Odisha
1 year
ଜଗନ୍ନାଥଙ୍କର ରଥ 'ନନ୍ଦିଘୋଷ'ର ବିଶ୍ୱକର୍ମା ଶ୍ରୀ ବିଜୟ କୁମାର ମହାପାତ୍ରଙ୍କୁ ଭେଟିଥିଲୁ । ଚକ ପାଇଁ ବ୍ୟବହାର କରାଯାଉଥିବା ବିଶାଳ କାଠଗଣ୍ଡି ଗୁଡ଼ିକ ବିଷୟରେ କିଛି ତଥ୍ୟ ସେ ଆମ ସହ ବାଣ୍ଟିଥିଲେ । "କଥା ରଥ ଯାତ୍ରାର" ସିରିଜ୍ । ଜୟ ଜଗନ୍ନାଥ ସ୍ଵାମୀ ! ଦେଖନ୍ତୁ ରଥ ଯାତ୍ରାର କିଛି ବିଶେଷ ମୂହୁର୍ତ୍ତ ଲାଇଭ୍ ଫେସବୁକ୍ ରେ । ୨୦ ଜୁନ୍
7
26
568
@AmulOdisha
Amul Odisha
4 months
ପବିତ୍ର ରାମ ନବମୀ ଅବସରରେ ଅମୁଲ ଓଡ଼ିଶା ପରିବାର ତରଫରୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଶ୍ରୀରାମ ଚନ୍ଦ୍ର ଆପଣ ଓ ଆପଣଙ୍କ ପରିବାରରେ ସୁଖ ଓ ସମୃଦ୍ଧି ଆଣନ୍ତୁ । #Ramnavami #AmulOdisha #Amul
Tweet media one
10
41
577
@AmulOdisha
Amul Odisha
3 years
#ରଥଯାତ୍ରା_ବିଷୟରେ_କିଛି_କଥା #୮ . . ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବା ଘୋଷଯାତ୍ରା ଆସୁଅଛି । ଏହି ପରିପ୍ରେକ୍ଷୀରେ ଆମେ ଆପଣଙ୍କ ସହିତ କିଛି ଜଣା କିଛି ଅଜଣା କଥା ବାଣ୍ଟିବୁ । ଆଶା କରୁଛୁ ଆମର ଏହି ପ୍ରୟାସ ଆପଣଙ୍କୁ ଭଲ ଲାଗିବ । #RathaJatra #ShriJagannath #AmulOdisha
Tweet media one
8
29
566
@AmulOdisha
Amul Odisha
2 years
ଦୀର୍ଘ ସମୟ ଧରି ଓଡ଼ିଆ ଦର୍ଶକଙ୍କୁ ନିଜ ଅଭିନୟ ମାଧ୍ୟମରେ ହଜେଇ ଦେଇଥିବା କଳାକାର ଅନିତା ଦାସଙ୍କ ଜନ୍ମ ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ତାଙ୍କ ଦ୍ବାରା ଅଭିନୀତ ସିନେମା ଦର୍ଶକମାନଙ୍କୁ ଆଗକୁ ମଧ୍ୟ ମନୋରଞ୍ଜନର ଖୋରାକ୍ ଯୋଗାଉଥିବ ନିଶ୍ଚୟ । #AnitaDas #Actress #Ollywood #OdiaCinema #Amul #AmulOdisha
Tweet media one
4
31
578
@AmulOdisha
Amul Odisha
2 years
କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଏବଂ ଶାରଳା ପୁରସ୍କାର ପ୍ରାପ୍ତ ସୁପରିଚିତ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀରେ ଶତ ଶତ ନମନ। ତାଙ୍କ ରଚିତ 'ନୀଳଶୈଳ' ଏବଂ 'ନୀଳାଦ୍ରି ବିଜେ' ଯୁଗ ଯୁଗ ଧରି ତାଙ୍କ ନିଆରା ଲେଖାର ପରିଚୟ ଦେଉଥିବ ନିଶ୍ଚୟ । #SurendraMohanty #BirthAnniversary #Amul #AmulOdisha
Tweet media one
4
33
553
@AmulOdisha
Amul Odisha
2 years
ପଲ୍ଲୀଚିତ୍ର, ନାନାବାୟା ଗୀତ, ବସନ୍ତ କୋକିଳ, ସାନ୍ଧ୍ୟ ସଙ୍ଗୀତ ଓ କନକଲତା ପରି ଅନେକ କାଳଜୟୀ ସୃଷ୍ଟିର ସ୍ରଷ୍ଟା ନନ୍ଦ କିଶୋର ବଳ ତାଙ୍କ ରଚନାବଳୀରେ ଅନେକ ସାମାଜିକ ବାର୍ତ୍ତା ଛାଡ଼ି ଯାଇ���ନ୍ତି ଯାହା ଆଜି ବି ପାଠକଙ୍କୁ ବାଟ ଦେଖାଏ । ତାଙ୍କ ଜୟନ୍ତୀରେ କୋଟି ପ୍ରଣିପାତ । #NandaKishoreBal #AmulOdisha #Amul
Tweet media one
3
34
570